ରାଜ୍ୟସଭାରେ ବର୍ଷିଲେ ସାଂସଦ ସୁଲତା ଦେଓ... ଓଡ଼ିଶାରେ ବିଜେପିର କ୍ୟାମ୍ପେନକୁ ନେଇ ଧୋଇଦେଲେ

ରାଜ୍ୟସଭାରେ ବର୍ଷିଲେ ସାଂସଦ ସୁଲତା ଦେଓ... ଓଡ଼ିଶାରେ ବିଜେପିର କ୍ୟାମ୍ପେନକୁ ନେଇ ଧୋଇଦେଲେ
#newsinodia #politicsnews #politicalnews #sansad #sansadtv #sulatadeo #rajyasabha #sunstartv #sunstarnews #sunstartvnews
★★★
SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
★★★
SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
★★★
“ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
★★★
“ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★
SUBSCRIBE NOW !!!
➠Visit Our Website: sunstartv.com/
➠News in Odia: sunstartv.com/odia/
➠KZread: / sunstartvodia
➠Facebook: / sunstartvodia
➠Twitter: / sunstartvodia
➠Instagram: / sunstartvodia
★★★
#Sunstartv

Пікірлер: 1 000

  • @sasanksekharaswain9208
    @sasanksekharaswain92082 күн бұрын

    ନାରଣ , ଆଗରୁତ ଧାନ ବିଲ ଖସଖସ ଗୀତ ଶୁଣିବାକୁ ମିଳୁଥିଲା , ଯାହା ହେଉ ଓଡ଼ିଶାରେ ଏଭଳି ଦକ୍ଷନେତ୍ରୀ ଙ୍କୁ ଦେଖି ଭଲ ଲାଗିଲା ଓ ଗର୍ବିତ ମଧ୍ୟ , ଜୟ ଜଗନ୍ନାଥ

  • @tapankumarbehera905

    @tapankumarbehera905

    2 күн бұрын

    Besia no 1😂😂😂😂

  • @subhransuroutray6291

    @subhransuroutray6291

    Күн бұрын

    @@tapankumarbehera905 tu kemiti janilu se behiyaa kichi prove achi ki emiti kounishi nari ku kahiba thik nuhan

  • @tapankumarbehera905

    @tapankumarbehera905

    Күн бұрын

    @@subhransuroutray6291 Besia unpadh and gadar terrorist hi bjp ku birodh karanti👍🏻🙏

  • @prasantanayak6380

    @prasantanayak6380

    Күн бұрын

    ଏମିତି ମୂର୍ଖ ଭାଷା କହିବା ମୂର୍ଖ ନାରୀ କୁ bjd ବେକାର ଦଳ ଛାଡିଛି ରାଜ୍ୟସଭା କୁ ବେଶୀ ନିଜକୁ ଚାଲାକ ଭାବୁଛି ତୋ ଭାଷା କୁ ଦୂର ରୁ ଜୁହାର ଲୋ ମା..... 😅😢

  • @anilkumarsahu5039

    @anilkumarsahu5039

    Күн бұрын

    Hehi ra mind kama karuni

  • @binodinibhoi3204
    @binodinibhoi32042 күн бұрын

    ସୁଲତା ବାଳ ଛିଣ୍ଡା କଥା କହୁଛୁ। ନିମାପଡ଼ାରେ ସମିର ଦାସ୍ ଙ୍କୁ ଚେକ୍ ଦବାକୁ ନିମାପଡ଼ାରେ ବିଜେଡି ର ୪୦ ବିଧାୟକ ମନ୍ତ୍ରୀ ଡେରା ପକେଇଥିଲେ ।କୋଉ ବାଳ ଛିଣ୍ଡେଇଥିଲେ ।ଏକ ନମ୍ବର ହେଇଥିଲ କାହିଁକି ବାଳ ଖାଇଲ

  • @KarunakarDhani-eo2sl
    @KarunakarDhani-eo2sl2 күн бұрын

    ଔଷଧ ବିକଳରେ ତାଟିଆ କାମୁଡ଼ା।

  • @skrcew8459

    @skrcew8459

    2 күн бұрын

    Right 👍

  • @bhaskarmania741

    @bhaskarmania741

    2 күн бұрын

    Right

  • @Deva5577-i3c

    @Deva5577-i3c

    2 күн бұрын

    ମହାରଷ୍ଟ୍ର election ପରେ ବିଜେପି ର ଅବସ୍ଥା ଆହୁରି ଖରାପ ହେବ ଅପେକ୍ଷା କର

  • @shreyasroutray510

    @shreyasroutray510

    2 күн бұрын

    ​@@Deva5577-i3c Bhai USA deep states are active now in India to make the BJP weaker. Because BJP is the only party in the history of Indian politics who kept the National interest over everything and didn't listen to western countries. Western countries don't want India to rise. They always tried to suppress Us by imposing their power. In this type of critical situation BJP is relatively better than Congress. However Everyone is corrupt but we have to choose the relatively better option to make our Indian rise again. Jay hind 🙏🏻

  • @sabitasahoo5208

    @sabitasahoo5208

    2 күн бұрын

    ​@@Deva5577-i3cright

  • @dhirendranathrout3005
    @dhirendranathrout30052 күн бұрын

    ଆଚ୍ଛା ସୁଲତା ଦିଦୀ ବଲ୍ଲେ ବଲ୍ଲେ ରେ ଖଟିଆ ସେବା ପାଇଛନ୍ତି କି

  • @biswajitsahoo748

    @biswajitsahoo748

    2 күн бұрын

    ତୋ ବୋଉ ଆଉ ସ୍ତ୍ରୀ ବି ଯାଇଥିଲେ ଧର୍ମେନ୍ଦ୍ର ସହିତ ସେଥିପାଇଁ neet paper leak ରେ ତୁ ସାମିଲ ଅଛୁ କେତେ ପଇସା ରେ ସ୍ତ୍ରୀ ଆଉ ବୋଉ କୁ ବିକିଛୁ ନିର୍ଲଜ.. Neet ପରୀକ୍ଷା ପେପର leak ପଚାରିବାକୁ ସାହସ ହେଉନି

  • @Aapunu880

    @Aapunu880

    2 күн бұрын

    ​@@biswajitsahoo748ରଖ ତୋ ନୀଟ,, ପେପର୍ ଲିକ ଆମେ ଏଥିରୁ ପାଇବୁ କଣ ଆମେ ଗରିବ ଲୋକ , ଆମକୁ ମୋଦି ସାହା ହେଉଛନ୍ତି, ଆମେ ମୋଦି କୁ ହ୍ନି ଭୋଟ ଦେବୁ, ଯିଏ ଯେତେ ପିଟି କଚାଡି ହୁଏ ଫୁଣୀ ବିଜେପି ଆସୁଛି ୨୦୨୯

  • @nishikantakonharl0684

    @nishikantakonharl0684

    2 күн бұрын

    Pakhare dekha lugi pidha babu

  • @sandhyaranipradhan3043

    @sandhyaranipradhan3043

    2 күн бұрын

    ​@@biswajitsahoo748thik kahicha bhai ...e kukura nku maa bhauni gaali h darkar ..

  • @marshalsoren4355

    @marshalsoren4355

    2 күн бұрын

    ​@@biswajitsahoo748phatuchi

  • @ashoksahoo8150
    @ashoksahoo81502 күн бұрын

    ସଭାପତି କାହିଁକି ହାରିଲେ ଗୋଟିଏ ସିଟରେ ହାରିଲେ ।ଓଡ଼ିଶାରେ ଶିକ୍ଷ୍ୟା ବ୍ୟବସ୍ଥା ନବୀନ ବାବୁ ଦୟନୀୟସ୍ଥିତିରେ ଅଛି।

  • @BasantiBiswal-ne8td

    @BasantiBiswal-ne8td

    2 күн бұрын

    Haire boka tama savaapati to khata kholiparileni

  • @sarjitabastia806

    @sarjitabastia806

    Күн бұрын

    Hahaha news dekhiba bodhe .. education re BJP govt 18%gst laageichi,jouti bjd 10k dauthila only scholarship

  • @scs19786
    @scs197862 күн бұрын

    କଣ କହୁଛ ନିଜେ ବୁଝି ପାରୁଛ ? ତୁମେ କେବଳ style ମାରିବା ପାଇଁ । ହିନ୍ଦୀ ଠିକ୍ ରେ ଶିଖ ନଚେତ୍ English ରେ ଦେଖିକି ପଢ଼ ।

  • @jitendraupadhyaya9397

    @jitendraupadhyaya9397

    2 күн бұрын

    କଳି ହୁଡ଼ି

  • @Deva5577-i3c

    @Deva5577-i3c

    2 күн бұрын

    ଆରେ ମୋହନ କେମିତି ହିନ୍ଦୀ କହୁଛି.....

  • @bishnupriyadash2437

    @bishnupriyadash2437

    2 күн бұрын

    Suna odisha loka heiki gote odia ku ameti kuhani

  • @pranshitv123

    @pranshitv123

    2 күн бұрын

    ଆରେ ଭାଇ ଆମ ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ସାରଙ୍କ ଠାରୁ ଭଲ କହୁଛନ୍ତି || ତୁମେ ଜଣେ ଅନ୍ଧ ଭକ୍ତ

  • @pranshitv123

    @pranshitv123

    2 күн бұрын

    Adani bjp dala hatao deshko surokhito karo

  • @LipuBaliarsingh
    @LipuBaliarsingh2 күн бұрын

    ଯାହା ହଉ odisha ରୁ ଜଣେ parliament re ହଙ୍ଗାମା କଲା👏👏👏👏👏

  • @pareshchandragiri165
    @pareshchandragiri1652 күн бұрын

    ଧନ୍ୟ ଧନ୍ୟରେ ଓଡ଼ିଆ ନେତ୍ରୀ ଓଡ଼ିଶାର ଆଉ ଧମଣ୍ଡ ଦେଖା ନା।

  • @aktenthouse9083
    @aktenthouse90832 күн бұрын

    ମାଉସୀ ତତେ ଏଠି ଭାଷଣ ଦବାକୁ ହେଲେ ଆହୁରି 20ବର୍ଷ ଧରି ଜେଇଁଠି ପୋଗ୍ରମ୍ ହଉଥିବା ସେଠି ପେଣ୍ଡାଲ ଚାରିପଟେ ବୁଲି ବାକୁ ହେବ।

  • @gurukrupa4151

    @gurukrupa4151

    Күн бұрын

    ମାଉସୀ ଯାହା କହିଲା ତା ଘର ପାଇଁ କହୁଥିଲକି ... ଶଳା ଅନ୍ଧଭକ୍ତ

  • @dilippujari3707
    @dilippujari37072 күн бұрын

    ହାରିବାର ଦୁଃଖ ଭୁଲି ପାରୁ ନାହାଁନ୍ତି,ତେଣୁ ପାଗଳି ହେଇ ଯାଇଛନ୍ତି,,୧୧୭ ବିଧାୟକ,୨୧ ସାଂସଦ ଦାଵିକରୁଥିବା ଦଳର ସଦସ୍ୟା ଏବେ ଏଭଳି ହେବା ସ୍ବାଭାବିକ

  • @SamiraPalai-rp9gl
    @SamiraPalai-rp9gl2 күн бұрын

    ନିଟ ପେପର ଲିକ୍ ମାମଲାରେ କାହିଁକି ମୁହଁ ଖୋଲୁନାହାନ୍ତି ପ୍ରଧାନମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ

  • @aloktripathy8473
    @aloktripathy84732 күн бұрын

    ପାଣ୍ଡୁ ଗଲା ପରେ ନବିନୀ ଠିକ୍ ହୋଇଗଲେ କଣ ଜନିପା ରୁ ନ

  • @AlekhaPatra-ss7pk
    @AlekhaPatra-ss7pk2 күн бұрын

    ରଙ୍ଗ ଶାଳାର ନାୟିକା

  • @subhransusahu3974

    @subhransusahu3974

    Күн бұрын

    Ta mausi

  • @pn5100
    @pn51002 күн бұрын

    ସବୁ ନେତା ମନ୍ତ୍ରୀ ଇଆକୁ ବୋଧେ ବରାବର ଗାଣ୍ଡି ମାରି ଛନ୍ତି

  • @sanjaysahoo69

    @sanjaysahoo69

    Күн бұрын

    Hn too bou mora jai thilu auu too bhouni jaithila 2ta khatia 2jana soithila

  • @narayanadash552
    @narayanadash5522 күн бұрын

    ହାରିଲେ, କାହିଁକି, ନବିନି, ବାବୁ, ମ୍ୟାଡ଼ାମ, କୁହନ୍ତୁ, ଆଗରୁ, ଥରୁ, ଥିଲେ, ପାଣ୍ଡିଆ, ଯିବାରୁ, ଆମ, ନବିନି, ବାବୁ, ଠିକୀ, ହେଲେ, ତୁମେ, ପୁରା, ବନ୍ଦ, କରିଥିଲ, ସେ, ଆସି, ଚାରି, ଦ୍ୱାର, ଖୋଲିଲେ, ଯେତେ, କୁହ, ଓଡ଼ିଶାବାସୀ, ତୁମକୁ, ଉତ୍ତର, ଦେଇ, ସାରି, ଛନ୍ତି

  • @jitendraupadhyaya9397

    @jitendraupadhyaya9397

    2 күн бұрын

    ଏମାନଙ୍କ ମୁହଁ ବହଳ.

  • @tapankumarbehera905

    @tapankumarbehera905

    2 күн бұрын

    Besia no 1 😂😂😂😂

  • @subhransuroutray6291

    @subhransuroutray6291

    Күн бұрын

    @@narayanadash552 yes

  • @user-ij9jp6ex8s
    @user-ij9jp6ex8s2 күн бұрын

    ଏହାର ଭେଲୁ କିଛି ନାହିଁ।ବାଉରୀ ହୋଇଛି ମାନେ ପାଗଳି ହୋଇଯାଇଛି।ବିଚାରି ଯାହାପରେ ତାହା କହୁଛି।କୁହାଯିବ ସୁଲତା ଦେଓ ପୁରା ପାଗଳୀ

  • @narayanadash552
    @narayanadash5522 күн бұрын

    ପ୍ରଳାପ

  • @SWAINSAMIRRANJAN
    @SWAINSAMIRRANJAN2 күн бұрын

    ବିରି ବାଡେଇବା ଦେଖି କୋଳଥର ଚୋପା ଛାଡିଯାଏ। ଠିକ୍ ସେମିତ ସୁଲତା ଦେଓର ଅବସ୍ଥା ହେଲାଭଳି ଲାଗୁଛି।

  • @santoshbehera4273
    @santoshbehera42732 күн бұрын

    କଣ ପାଇଁ ଏତେ ପବନ ଚ୍ଛାଡୁଛ ମେଡେମ୍ ପାଣି ଟିକେ ପିଅନ୍ତୁ ମେଡେମ୍

  • @pn5100
    @pn51002 күн бұрын

    ପେଳ ନାଁ ବୋଲ୍ଲେ ବୋଲ୍ଲେ ରେ ଗାଣ୍ଡି ମରେଇ ହଉଛ ଆଉ କେତେ ଦିନୀ ପରେ ଓଡ଼ିଶା କୁ ଗାଣ୍ଡି ମାରି କି ଖାଇ ଦେଇ ଥାଆନ୍ତେ

  • @GD1234jjk

    @GD1234jjk

    2 күн бұрын

    Odisha ta khai dei thile bjd

  • @sanjibmalik4219

    @sanjibmalik4219

    2 күн бұрын

    To kahunu se jaou prasana karechanti tahar to madrochoda modi daeipareba ta

  • @DineshKumar-lf6el

    @DineshKumar-lf6el

    2 күн бұрын

    Ebe ta ahuri chora sarkar asichhi ahuri khai jibe sabu bikri kari khaibe

  • @subhransusahu3974

    @subhransusahu3974

    Күн бұрын

    Tama ku abe bjp gehiba gandire tela Mari ki rakhitha rubber stamp cm ku dhari tha

  • @hrushikeshmahanta6590
    @hrushikeshmahanta65902 күн бұрын

    NEET ପାଇଁ ମୋଦୀ, ଧର୍ମେନ୍ଦ୍ର ପୁରାପୁରି ନିର୍ଲଜ୍ଜ hoichhanti

  • @anilsen2703

    @anilsen2703

    2 күн бұрын

    Ossc Osssc Opsc scams pain kebe Bjd ku dayi kala nain kn pain..

  • @shreyasroutray510

    @shreyasroutray510

    2 күн бұрын

    Right ​@@anilsen2703

  • @debasishtripathy8336

    @debasishtripathy8336

    2 күн бұрын

    Seita pm ku aga pachara ​@@anilsen2703

  • @pintukhuntiakattarhindurss3697

    @pintukhuntiakattarhindurss3697

    2 күн бұрын

    Neet paper re 15 arrest hei chanti kintu pari , bihu, chabirani, kunduli, somya, mahanga duble muder, mamita, itrishi, bebina, sonalata, kanaklata, Laxmi khalicot case kn hela

  • @pintukhuntiakattarhindurss3697

    @pintukhuntiakattarhindurss3697

    2 күн бұрын

    Neet paper re 15 arrest hei chanti kintu pari, bihu, chabirani, kunduli, somya, mahanga duble muder, mamita, itrishi, bebina, sonalata, kanaklata, Laxmi, khalicot case kn hela

  • @dolagobindasahu4917
    @dolagobindasahu49172 күн бұрын

    Sulata Deo, BJD SASANDA can not speaking Hindi in Rajyasabha.ଯେ଼ଉ ସାଂସଦ ହିନ୍ଦୀ କହିପାରୁନାହାନ୍ତି ସେ ଓଡ଼ିଶା ଆସି ଶୀଘ୍ର ଘଣ୍ଟାଏ ଘଣ୍ଟାଏ ହିନ୍ଦୀ ଟିଉସନ ହୁଅନ୍ତୁ । ନଚେତ୍ ଓଡ଼ିଶାକୁ ବଦନାମ କରନ୍ତୁ ନାହିଁ। ଯଦି hindiରେ କହିପାରୁ ନାହଁ ତାହାହେଲେ ଚୁପ୍ ହୋଇ ବସିବା ଭଲ ।ତୁମର ଭତ୍ତା କଟିବ ନାହିଁ। ଓଡ଼ିଶାରେ ସିନା Lipstick ଓfacial ମାରି ଉଦଣ୍ଡୀ ଛଡା ଭଳି Ipsita Sahoo, Sasmit Patra ସଂଘ ହୋଇ BJD ବିରୋଧରେ ECI ଆଗରେ ଫେରାଦ ହେଉଥିଲ। ଏବେ ଟିକେ ବଲେ ବଲେ ଢ଼ାବା ବିଷୟରେ Rajyasabha ରେ ଜଣାଅ ।

  • @sanjibmalik4219

    @sanjibmalik4219

    2 күн бұрын

    Abe sala to majhia sarkar kn kahuchi hindi tike video dekhuki

  • @gajendrabadaraita9832

    @gajendrabadaraita9832

    2 күн бұрын

    Bale bale swad kisika he tujhe achhe se malum hena

  • @yoyomalisingh3456
    @yoyomalisingh34562 күн бұрын

    ବିଜେଡି ଦଳ ଗଟେ ଗଟେ ଚରଗା

  • @user-lr7ge7qf2g
    @user-lr7ge7qf2g2 күн бұрын

    Thanks mdm

  • @user-mh8by8py1n
    @user-mh8by8py1n2 күн бұрын

    ଦାନ୍ୟବାଦ ମେମ

  • @hemantakumarmohanty849
    @hemantakumarmohanty8492 күн бұрын

    ସୁଲେତା ଦେଓ ଯେଉଁ ଦିନ ଠାରୁ ସାଂସଦ ହୋଇକି ରାଜ୍ୟସଭା କୁ ଯିବା ଦିନ ଠାରୁ କୌଣସି ପ୍ରଶ୍ନ ଉଠାଉ ନଥିଲେ କାହିଁକି ? ଏବେ ବିଜେଡି ଲୋକସଭା ରେ ମେମ୍ବର ନାହିଁ , ପଚିଶ ବର୍ଷ ବିଜେଡି ପାଣି ଵେବସ୍ତା ଠିକ କରି ନାହିଁ , ତୋର ମୁଖ୍ୟମନ୍ତ୍ରୀ ଯେମିତି ହେଉଥିଲା

  • @ndr51
    @ndr512 күн бұрын

    24 ବର୍ଷ ଓଡ଼ିଶା କୁ ଲୁଟି କି ବିଜେଡି ହାରିବା ପରେ ତମର ଜି କେମିତି ଫାଟି ଯାଉଛି ତାହା ସବୁ ଜଣା ପଡୁଛି ।

  • @saratkumarsahoo1595
    @saratkumarsahoo1595Күн бұрын

    ସତରେ ଓଡିଶା ଏତେ ତଳକୁ ଖସି ଯାଇଛି... ଭାଷାଜ୍ଞାନ କାହାପାଖରେ ନାହିଁ ସମସ୍ତଙ୍କ ମୁହଁରୁ ଖାଲି ଅଭଦ୍ର ଭାଷା ତାର କାରଣ ଏମାନଙ୍କ ଘରର ସଂସ୍କାର କଣ ଏହିଭଳି.. ନିଶ୍ଚୟ ହେଇଥିବ

  • @amitbandhu9318
    @amitbandhu93182 күн бұрын

    ଅପା ଙ୍କ କଥା ଶୁଣି କିଛି ଘରଭାଙ୍ଗୁଆ ଙ୍କ ଜଳା ପୋଡା ହେବ

  • @MegaBhabanisankar
    @MegaBhabanisankar2 күн бұрын

    ଅଦ୍ଭୁତପୂର୍ବ ହିନ୍ଦୀ

  • @user-wh4kq1qk8o
    @user-wh4kq1qk8o2 күн бұрын

    ସୁଲତା, ଓଡ଼ିଶା ର ଅସ୍ମିତା (ଗନ୍ଧ), ସୁଲା ତୋ ର ନାହିଁ ଝୁଲା, क्या बोलेंगे ओडिसा के बारेमे? इतनी सीरियस हारेंगे बीजेडी या (हिंजेडी) तेरा कंदू निवारण हो गिया था,24years speend in odisa Nabin but only went to Corrept,you were living Alisan Life tho you could not get any loksabha sit.

  • @user-sr5bo2lq3x
    @user-sr5bo2lq3x2 күн бұрын

    100% right👍

  • @JayJagannath0307
    @JayJagannath03072 күн бұрын

    Jay Jagannath 🙏

  • @nikunjabihariparida1038
    @nikunjabihariparida10382 күн бұрын

    ଧନ୍ୟବାଦ. ମାଡାମ

  • @jitendrasutar8845
    @jitendrasutar88452 күн бұрын

    ନିହାତି ସତ୍ୟ ଯାହା କହିଲେ ସବୁ ସତ ହେଲେ କଣ ହେବ ସବୁ ଗୋଟେ ନାଉର ମଞ୍ଜି

  • @rabinarayansahu8301
    @rabinarayansahu8301Күн бұрын

    Right point discussed mam. Keep it up. Next term Odisha again with you

  • @babinanaik2122
    @babinanaik21222 күн бұрын

    Good... we are with you ❤

  • @tapansemerlia400
    @tapansemerlia400Күн бұрын

    Really Excellent Speaking Madam 💯💯👍👍🇮🇳🇮🇳

  • @khursadkhan5026
    @khursadkhan50262 күн бұрын

    Veri good

  • @BabuliBabu-vo5iw
    @BabuliBabu-vo5iw2 күн бұрын

    ଓଡ଼ିଶାରେ କେତେ କଳକାରଖାନା ନବିନ ବନ୍ଦ କରିଛି ସେଟା କହୁନ |

  • @santoshbehera8399
    @santoshbehera83992 күн бұрын

    Very good madam

  • @user-wn1hn8kd5i
    @user-wn1hn8kd5i2 күн бұрын

    Thank you Madem

  • @user-gu2zx8mb5u
    @user-gu2zx8mb5uКүн бұрын

    ଏଇ ପରି ଆବାଜ ଯଦି 10 ବର୍ଷ ଆଗରୁ ଉଠାଇ ଥାନ୍ତ ତାହାଲେ ଆଜି ଓଡିଶା ରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥାନ୍ତେ

  • @balaramdora8134
    @balaramdora81342 күн бұрын

    ନବୀନ ଯେଉଁ ନାଟକ କରୁଥିଲେ ତାହା ଧରା ପଡ଼ିଯିବା ପରେ ଏ ମାଡ଼ମ ଜଣକ 😂😂

  • @djdhanu5763
    @djdhanu57632 күн бұрын

    କଥା ଠିକ୍ ସେ କହି ପାରୁ ନ style ବେଶୀ ମାରୁଛ l

  • @learnwithbini6060

    @learnwithbini6060

    Күн бұрын

    Bhae kouthu style disila tumaku

  • @achyutanandadas1670
    @achyutanandadas16702 күн бұрын

    ଓଡ଼ିଆ ରେ କୁହ ,ହୀନ୍ଦି ଠିକ୍ ରେ ହେଉନି

  • @user-kd4ru8iq1q
    @user-kd4ru8iq1q2 күн бұрын

    ଏ ତ କଥା କହିପାରୁନି ବାଳ ଧୋଇଲା କେତେବେଳେ 😄😜

  • @BabuliBabu-vo5iw
    @BabuliBabu-vo5iw2 күн бұрын

    ତୁମେ କେତେ ସତ କୁହ ଓଡ଼ିଶା ବାସି ଭଲଭାବରେ ଜାଣିଛନ୍ତିି ।

  • @AyushKumar-to1vg
    @AyushKumar-to1vg2 күн бұрын

    Right answer

  • @asitalehara6737
    @asitalehara67372 күн бұрын

    Right mam🙏

  • @MadhabDigal-ff7eo
    @MadhabDigal-ff7eoКүн бұрын

    ଦିଦି ସରକାରଙ୍କୁ ଆହୁରି ଲଙ୍ଗଳା କରି ଧୋଇଦିଅ।

  • @krushnachandradash4327
    @krushnachandradash43272 күн бұрын

    ନବୀନ ପଟ୍ଟନାୟକ ପାଣ୍ଡିଆନ ସରକାର ଶାସନ କାଳରେ ଓଡ଼ିଶାର ବିକାଶ କେତେ ହୋଇଛି ରାଜ୍ୟ ସଭାରେ ପ୍ରକାଶ ଆବଶ୍ୟକ। ଓଡ଼ିଶାରେ ପରୀ, ଇତିଶ୍ରୀ ବେବିନା ସସ୍ମିତା ମାଧବୀଲତା ମମିତା,ସ୍ମିତାରାଣୀ ଇତ୍ୟାଦି ଇତ୍ୟାଦି ଙ୍କୁ ହତ୍ୟାକାଣ୍ଡ ସମ୍ବନ୍ଧରେ ଆଜି ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ପାଣ୍ଡିଆନ ସରକାର ନ୍ୟାୟ ନଦେଇ ବସିଛନ୍ତି ଚୁପ୍। କାହିଁକି ବୋଲି ଓଡ଼ିଶାର ଲୋକେ ପ୍ରଶ୍ନ କରିଛନ୍ତି। ରାଜ୍ୟ ସଭାରେ ପ୍ରଶ୍ନ କରନ୍ତୁ। ତାମିଲ ପାଣ୍ଡିଆନ ଓଡ଼ିଶାରେ ଵିଶିକେଶନ କାହିଁକି ହେଲା। ଓଡ଼ିଆ କୁଆଡେ ଗଲେ। ଶ୍ରୀମନ୍ଦିର ଭଣ୍ଡାର ଘର ଚାବି ହଜିବା ସମ୍ବନ୍ଧରେ ସବିଶେଷ ତଥ୍ୟ ଉପସ୍ଥାପନ କରିବା ପାଇଁ ବିଜେଡି ସରକାର କାହିଁକି ଆଜି ପର୍ଯ୍ୟନ୍ତ ପାଟି ଫିଟାଇ ନାହାଁନ୍ତି ବୋଲି ଲୋକେ କହୁଛନ୍ତି । ନବୀନଙ୍କ ହାତ ଗୋଡ଼ ଥରୁଛି କାହିଁକି ବୋଲି ଦେଖି ଓଡ଼ିଶାରେ ଲୋକେ କହୁଛନ୍ତି ନବୀନ ପଟ୍ଟନାୟକଙ୍କ କ'ଣ ହୋଇଛି।ହାତ ଗୋଡ଼ ଥରୁଛି କାହିଁକି ବୋଲି ରାଜ୍ୟ ସଭାରେ ପ୍ରଶ୍ନ କର।

  • @SrutidharPradhan-if7tm
    @SrutidharPradhan-if7tm2 күн бұрын

    Tamil agent.pandu chakar.

  • @mkkabat3904
    @mkkabat39042 күн бұрын

    Good speach

  • @BibunaBibhuti
    @BibunaBibhuti2 күн бұрын

    Right your speaker thanks

  • @dipusing9439
    @dipusing94392 күн бұрын

    Ok medam you are right

  • @ganeshchandrabehera6367
    @ganeshchandrabehera63672 күн бұрын

    Great nabin sir 👍 right mam

  • @subashchandranath9513
    @subashchandranath95132 күн бұрын

    Well done

  • @aravindapattanayak2966
    @aravindapattanayak29662 күн бұрын

    Thank u, Suleta Madam

  • @ramchandramandal3539
    @ramchandramandal3539Күн бұрын

    25 Years ଶାସନରେ କଣ kale. ଓଡିଶାକୁ ସମ୍ପୂର୍ଣ ଲୁଟିନେଲେ, କଥାରେ ବଡ ବଡ଼ କାମରେ ଜ଼ିରୋ 👍 👍 👍

  • @learnwithbini6060

    @learnwithbini6060

    Күн бұрын

    Odisha development hoithila Naveen pattnaik pain....agaku jnapaduni Kan hba

  • @sumitraparida8206
    @sumitraparida82062 күн бұрын

    Right

  • @ourvillagecultures506
    @ourvillagecultures5062 күн бұрын

    Excellent performance meam

  • @surendrakumarpanda1308
    @surendrakumarpanda130823 сағат бұрын

    Your representation as an mp from odisha is really worthy for praise as you have presented all problems of odisha in Delhi.👌🏾👌🏾👌🏾👌🏾👌🏾(welcome)@👍🏾

  • @jogendrakumar4981
    @jogendrakumar49812 күн бұрын

    achha bat bola thankyoy

  • @manishapattanayak2152
    @manishapattanayak21522 күн бұрын

    Excellent Sulata Madam🎉 ଖୁବ ସୁନ୍ଦର ଉପସ୍ଥାପନା ଆଉ ଉଚିତ୍ କଥା କହିଛନ୍ତି ମାମ👍 We Proud Of You Always Madam👍

  • @bhimakuasi3657
    @bhimakuasi36572 күн бұрын

    Beautiful

  • @KalpanaOjha-ug6mm
    @KalpanaOjha-ug6mm2 күн бұрын

    TQ mam 🙏🏻god bless you 🙏🏻❤

  • @mkmahendraofficial9834
    @mkmahendraofficial9834Күн бұрын

    Apne to pure dil ki bat boldi madam

  • @narayanpradhan2325
    @narayanpradhan23252 күн бұрын

    Brilliant

  • @subasekka5101
    @subasekka51012 күн бұрын

    Good

  • @falguninial
    @falguninial2 күн бұрын

    Excellent madam

  • @jaydevpanda9758
    @jaydevpanda97582 күн бұрын

    Ekdum thik

  • @Mr.Bijaykumar.23
    @Mr.Bijaykumar.232 күн бұрын

    ପାଣ୍ଡୁ ର ମାଇକିନା

  • @user-hh8qv3gk6y

    @user-hh8qv3gk6y

    2 күн бұрын

    TMO bhouni ku deideo Pandu ku marchad laja laghuni bhe nai TMO maa ku Pandu pakoku poteibho

  • @rajanikantachoudhury2343
    @rajanikantachoudhury23432 күн бұрын

    କିଳା ନେବା ସମୟ ଆସିଗଲା. ନାନୀ ହୁସିଆର..

  • @reshmaofficial9261
    @reshmaofficial92612 күн бұрын

    Great your work mam

  • @rameshpattanaik1428
    @rameshpattanaik14282 күн бұрын

    I m proud of you...great

  • @prabirkumarnayak7773
    @prabirkumarnayak77732 күн бұрын

    Mental

  • @debasisray2534
    @debasisray25342 күн бұрын

    Please be well prepared Madam before taking part in a debate, particularly in Parliament.

  • @jisalanayak3442
    @jisalanayak3442Күн бұрын

    Very good

  • @pravasranjandas..1976
    @pravasranjandas..19762 күн бұрын

    Very good 🎉

  • @sahadebsarkar1700
    @sahadebsarkar17002 күн бұрын

    ❤🎉 good

  • @SubodhaChandraMahalik
    @SubodhaChandraMahalik2 күн бұрын

    ଧନ୍ୟବାଦ ❤

  • @Dancecreativity5362
    @Dancecreativity53622 күн бұрын

    well done mom wt a speach ,bjp should know & understand this stopics

  • @user-et1fp9um7w
    @user-et1fp9um7w2 күн бұрын

    Thnx ma'am

  • @dromkarhota
    @dromkarhota2 күн бұрын

    ଗଧ ସାଂସଦ । ୟା ଭଳିଆ ମୂର୍ଖ କୁ ସାଂସଦ କୁ କାହିଁକି ପଠାଉଚ?

  • @pramodapradhan9257

    @pramodapradhan9257

    Күн бұрын

    ପାଣ୍ଡୁକୁ ତେଲ ମାରି ଗଧ, ବି ପାହିଲମାନ

  • @prakashmahapatra2182
    @prakashmahapatra21822 күн бұрын

    ଆଜ୍ଞା, ହିନ୍ଦୀ ଭଲ ଭାବେ କୁହନ୍ତୁ

  • @bijaykumarmishra7689

    @bijaykumarmishra7689

    2 күн бұрын

    Nabin/ Pandian thu Hindi crash course karantu

  • @learnwithbini6060

    @learnwithbini6060

    Күн бұрын

    Jaha kahuchnti bhala kahuchnti odisha ku represent kruchnti seta badd ktha

  • @manoramabehera1137

    @manoramabehera1137

    Күн бұрын

    Se ta odia hei bi Hindi re odisha ku represent କରିପାରିଲେ bt nua mukhyamantri ajae odia re bi thik re bhasana deiparunahantu tenu athi kahaku samalochana Kariba darkar nahi

  • @learnwithbini6060

    @learnwithbini6060

    Күн бұрын

    @@manoramabehera1137 yes sister u are correct

  • @alardungdung5264
    @alardungdung5264Күн бұрын

    Very good Madam

  • @sarojkumarpradhan1917
    @sarojkumarpradhan1917Күн бұрын

    Excellent dialog excellent courage excellent service excellent curiosity excellent

  • @mdk8234
    @mdk82342 күн бұрын

    ସୁଲତା ମାଉସୀ ଏତେ ଛଟ ପଟ ହେ ନି ବା .... 25 ବର୍ଷ ହେଲା କୋଉଠି ଶୋଇଥିଲୁ ବା ଆଜି ନିଦ ଭାଙ୍ଗିଲା କି 😮😮😮

  • @Aapunu880
    @Aapunu8802 күн бұрын

    ସାଂସଦ ରେ ଯିଏ ଯେତେ ଯାହା କହୁ ପଛେ ୨୦୨୯ ରେ ଫୁନି ବିଜେପି,,ଆସିବ

  • @samikshapanda1660
    @samikshapanda16602 күн бұрын

    I appreciate her one point that is about education

  • @user-wo2um7bv7v
    @user-wo2um7bv7v2 күн бұрын

    Very nice

  • @bipinamallik2803
    @bipinamallik28032 күн бұрын

    Jaya Sree Jagannatha Jaya Sulata Deonku Asesh Asesh Dhanyabad, Rajya Sabhare Modijinka Asalamukha Kholidele

  • @sameerkumarodiamusicvideoo
    @sameerkumarodiamusicvideoo2 күн бұрын

    Jaha hou vala lagi la best

  • @srimantakumardas-wy2ro
    @srimantakumardas-wy2ro21 сағат бұрын

    ମାନନୀୟ ସଦସ୍ୟ ସଦସ୍ୟା ନିଜ କଥା ନିଜଦଳ କଥା ନିର୍ବାଚନ କଥା ନବାଖାଳି ଦେଶ କିପରି ଆଗକୁ ବଢିବ ସେ ବିଷୟରେ ଆଲୋଚନା କରନ୍ତୁ ଏସବୁ କଥା ଜନସାଧାରଣ ଜାଣିଛନ୍ତି ଜୟଜଗନ୍ନାଥ

  • @ashishkumardash6785
    @ashishkumardash67852 күн бұрын

    Outstanding factual data

  • @Purna-tx2tu
    @Purna-tx2tu2 күн бұрын

    କୁକୁର ପରି କାହିଁକି ଭୁକଛୁ।ମନେ ମନେ ନୀଜକୁ ଜଣେ ବଡ ନେତ୍ରୀ ଦେଖେଇ ହେଉଛୁ। ବୋଧହୁଏ,ତୋର ଉଠା ଗଲୁ ଉଠୁଛି।

  • @dromkarhota
    @dromkarhota2 күн бұрын

    ଓଡ଼ିଶା ର ବହୁତ୍ ଅସୁବିଧା ଅଛି। ତାକୁ ନ ଉଠାଇ ଏଇ ବିଷ ଓଗାଲିବା ପାଇଁ ଯାଇଛି ।

  • @debasmitaparida2072

    @debasmitaparida2072

    Күн бұрын

    Asubidha kahile pa suniparilani---8 jilla ku train line chhuini.Kendupatra tolali nka upare gst adhika.Neet scam bisayare kahile,odisha ku swatantra rajya pahya debaku kahile.

  • @RabindranathSethi-bl4wl
    @RabindranathSethi-bl4wlКүн бұрын

    ଆପଣ ସସନ୍ଦରେ ଯୋଉ ଭଳି ଗରମ ହୋଇ ଅନ୍ୟକୁ କହୁଛନ୍ତି ଠିକ୍ କରୁଛନ୍ତି ଆପଣ ସବୁ କାମ ,କିଛି ଭୁଲ ହୋଇଚି ଯଦି ତାର ସମାଧାନ ହବ

  • @rabinarayansahoo2237
    @rabinarayansahoo22372 күн бұрын

    ଲାଜ ଲାଗୁଛି ଜଣେ ଓଡ଼ିଆ ସାଂସଦ ଏତେ ନିମ୍ନମାନର ଭାଷଣ ସଂସଦରେ ଦେଉଛନ୍ତି।

Келесі