Amarendra Das | ସାଧାରଣ ଲୋକଙ୍କୁ ଥାନା ବାବୁଙ୍କ ଦୁର୍ବ୍ୟବହାର, ଥାନାରେ ବସିଲେ ବିଧାୟକ ଅମରେନ୍ଦ୍ର ଦାସ

Amarendra Das, Jagatsinghpur MLA | ସାଧାରଣ ଲୋକଙ୍କୁ ଥାନା ବାବୁଙ୍କ ଦୁର୍ବ୍ୟବହାର, ଥାନା ବାରଣ୍ଡାରେ ବସିଲେ ବିଧାୟକ ଅମରେନ୍ଦ୍ର ଦାସ
#amarendradas #jagatsinghpur #prameyanews7 #bjpmla #policestation
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
For Latest News Follow us on:
Website: www.prameyanews7.com/
KZread: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha:
• Nua Jibana Nua Asha
ଶୁଣ...ଶୁଣ...ଶୁଣ:
• Suna...Suna...Suna
Explore Odisha:
• Explore Odisha
Breakfast Odisha:
• Breakfast Odisha News7
Maganna Oligi:
• Maganna Oligi
Biswas Abiswas Andhabiswas:
• Biswas Abiswas Andhabi...
Digital Special Stories:
• Digital Special Stories
Daffa | Crime Stories:
• Daffa
Jollywood Jalwa:
• Jollywood Jalwa
Face To Face:
• Face To Face
#PrameyaNews7 #News7 #OdishaNews

Пікірлер: 657

  • @adisripriyadarshini8092
    @adisripriyadarshini80924 күн бұрын

    ଅମେରନ୍ଦ୍ର ଦାସ ଙ୍କ ଭଳିଆ ନେତା ଓଡିଶା ଚାହୁଁଛି

  • @mohantykhoka

    @mohantykhoka

    4 күн бұрын

    Naai ma. Nuaa nuaa josh.

  • @ragaarusaaexpress

    @ragaarusaaexpress

    4 күн бұрын

    ​@@mohantykhoka ଫାଲତୁ କଥା କୁହନ୍ତୁନି

  • @brahmanandam7370

    @brahmanandam7370

    4 күн бұрын

    Tu bedha chhua Sankara chhua, Tote bhala lagibani​@@ragaarusaaexpress

  • @mohantykhoka

    @mohantykhoka

    4 күн бұрын

    @@ragaarusaaexpress emiti kete aasileni, galeni. Naveen start re bhi sudden visit maariki suspend karithile.

  • @user-ce6zc7zh6n

    @user-ce6zc7zh6n

    4 күн бұрын

    Very good bhai

  • @santoshkumarmishra2620
    @santoshkumarmishra26204 күн бұрын

    ଅନେକ ପୋଲିସ୍ ଅଫିସର୍ ନିଜକୁ ବାହୁବଳୀ ବୋଲି ଭାବୁଛନ୍ତି . ସେମାନଙ୍କୁ ବିଜେପି MLA ମାନେ ସାବାଡ୍ କରନ୍ତୁ.

  • @factsunloaded4808

    @factsunloaded4808

    4 күн бұрын

    Bina Paisa na dele police complain lekhantini...karana most of police officers lancha dei police chaakri paichanti 🎉

  • @s_sarojakumar7270

    @s_sarojakumar7270

    4 күн бұрын

    Prasant jagdev jibe kuaade...

  • @srikanta671
    @srikanta6714 күн бұрын

    ବହୁତ ସୁନ୍ଦର ହୋଇଛି ଧନ୍ୟବାଦ ସାର୍ ଏଇ ଭଳି ଲୋକ ମନ୍ତ୍ରୀ ହେବା ଦରକାର

  • @dillipjena5818
    @dillipjena58184 күн бұрын

    ଧନ୍ୟବାଦ ସାର୍, ଏହାଙ୍କୁ ତୁରନ୍ତ ସସ୍ପେଟ କରାଯାଉ ।

  • @user-ip3dr2nb2n
    @user-ip3dr2nb2n4 күн бұрын

    ବହୁତ ଖୁସି ଲାଗିଲା ଅମରେନ୍ଦ୍ର ବାବୁଙ୍କ ଅବଦାନ ନିମନ୍ତେ ତାଙ୍କୁ ଅନେକ ଧନ୍ୟ ବା ଦ

  • @Mr.-27
    @Mr.-274 күн бұрын

    ଧନ୍ୟବାଦ MLA ବାବୁ ' ମୋ ତରଫରୁ ଆନ୍ତରିକ କୃତଜ୍ଞତା

  • @smrutiranjannayak3516
    @smrutiranjannayak35164 күн бұрын

    ସାଧାରଣ ଜନତାଙ୍କ ଶକ୍ତି,ସାହାସ, ଭରସା ଓ ବିଶ୍ଵାସର ପ୍ରତୀକ ଆମ ସମସ୍ତଙ୍କ ପ୍ରିୟ ଟିଟୁ ଭାଇ।🧡🚩

  • @santoshkumarswain1474
    @santoshkumarswain14744 күн бұрын

    ଜଗତସିଂହପୁର ଆପଣ ଙ୍କ ପରି ନେତୃତ୍ୱ ପାଇଁ ଗର୍ବିତ

  • @pratapsm6909
    @pratapsm69094 күн бұрын

    ମାଲକାନଗିରି କୁ ପଠାଓ ଜୀବନର ମୂଲ୍ୟ କଣ ଜାଣିବ ସେ

  • @mr.dwibedy

    @mr.dwibedy

    4 күн бұрын

    Bhai malkangiri re kichi nai , mui 3 thara jaiki asilini 😂

  • @rameshmohanty1211
    @rameshmohanty12114 күн бұрын

    ଏବେ ବି ଓଡିଶା ପୋଲିସ ର ବିଜେଡି ପ୍ରେମ ଛାଡ଼ିନୀ

  • @user-ik9ef2fc1n

    @user-ik9ef2fc1n

    4 күн бұрын

    😂

  • @rakeshmajhi417
    @rakeshmajhi4174 күн бұрын

    ଏମିତି ବ୍ୟବହାର ପୋଲିସ ଷ୍ଟେସନ ଯିବାକୁ ଲୋକ ଇଛା କରୁନାହାନ୍ତି...... Titu Bhai seriously ଆପଣଙ୍କୁ salut.....

  • @Pradip2282
    @Pradip22824 күн бұрын

    ଏଇଟା ସତ କଥା ଲୋକମାନେ ଡରନ୍ତି ଥାନାକୁ ଯିବାକୁ କାରଣ ଭୁଲରେ ବି ଯଦି ପୋଲିସକୁ ଖରାପ ଲାଗିଲା ଭଳି ପାଟିରୁ କିଛି ବାହାରିଗଲା ଏମାନେ ବିନା କାରଣରେ ସେ ଲୋକକୁ ଜୀବନରୁ ମାରି ଦେହ ଖରାପ ଥିବାରୁ ଲୋକ ମରିଗଲା ବୋଲି କୁହନ୍ତି, ପୋଲିସ ଗୁଡା ହଉଚନ୍ତି ଜାରଜ ଆଉ ବେଶ୍ୟା

  • @subhasmitapriyadarshini2042
    @subhasmitapriyadarshini20424 күн бұрын

    ଭାଇ ଏଇ ହଉଚି ରାମରାଜ୍ୟ

  • @jatindranaik4157
    @jatindranaik41574 күн бұрын

    ଏଇଭଳିଆ ପୋଲିସ ଙ୍କୁ public ମାଡ଼ ଦରକାର❤❤❤❤

  • @biswassuchandra9189
    @biswassuchandra91894 күн бұрын

    ପୋଲିସ ବାବୁମାନଙ୍କ ଶିକ୍ଷାର ଦରକାର ଅଛି।

  • @user-qo9nq6ve8b

    @user-qo9nq6ve8b

    4 күн бұрын

    Magia police jibanara au sudhiri bani kata govt chanja helani guda handiki janda lagi Jai chanti bhai he

  • @srikantakumarhota6134
    @srikantakumarhota61344 күн бұрын

    ଏହିଭଳି ଥାନା ଅଧିକାରୀ ଙ୍କୁ ତୁରନ୍ତ ବହିଷ୍କୃତ କରିବା ଦରକାର ।

  • @jatindranaik4157
    @jatindranaik41574 күн бұрын

    ସବୁ ଥାନା ରେ check କରାଯାଉ ସବୁଠି ଏଇ ଲିଳା ଚାଲିଛି,,,,, ସୁଧୁରି ଯାଅ ରେ 🎉🎉🎉🎉🎉🎉🎉🎉

  • @benudharpatra9256
    @benudharpatra92564 күн бұрын

    ପୋଲିସ ଅଫିସର ଙ୍କୁ ତାଗିଦ କରନ୍ତୁ । ସେମାନେ କଣ ଭାବୁଛନ୍ତି ନିଜକୁ !

  • @jatindranaik4157
    @jatindranaik41574 күн бұрын

    ଏ ପୋଲିସ ମାନକୁ ନକ୍ସଲ ଏରିଆ କୁ ଟ୍ରାନ୍ସଫର୍ କରିଦିଅ😊😊😊

  • @amiyarana8733

    @amiyarana8733

    4 күн бұрын

    ଏମିତି କଲେ ତାଙ୍କ ର ଫାଟି ଯିବ 😅😅😅

  • @AmbedkarMallick-jw9yt
    @AmbedkarMallick-jw9yt4 күн бұрын

    ଜୟ ଅମରେନ୍ଦ୍ର ଭାଇ 🙏🙏

  • @narayanparida5469
    @narayanparida54694 күн бұрын

    ବାସ୍ତବରେ ଏହିଭଳି ଜନପ୍ରତିନିଧି ଦରକାର। ଅନ୍ଯ MLA ମାନେ ଏହି ସାର୍ ଙ୍କୁ ଅନୁସରଣ କରନ୍ତୁ ।

  • @PatitaBishoyi-ql4be
    @PatitaBishoyi-ql4be4 күн бұрын

    ସମସ୍ତ MLA MP ଏଇଭଳି ହେବା ଦରକାର ଧନ୍ୟବାଦ ସାର

  • @bishnupriyapradhan3573
    @bishnupriyapradhan35734 күн бұрын

    ସିର ଏମାନଙ୍କୁ ବିଜେଡି ସରକାର ମୁହଁ ବଢିଆ କରିଛି ସମସ୍ତ ଜିଲ୍ଲାର ବିଧାୟକ ଏପରି ପଲିସୀ ଙ୍କୁ ଶାସନ କରିବା ଉଚିତ ସାରଙ୍କ ପାଇଁ ମୋ ତରଫରୁ 🙏🙏🙏🙏🙏

  • @prabalbehera9282
    @prabalbehera92824 күн бұрын

    ଆପଣଙ୍କ ଭଳି ନେତା ସାରା ଓଡ଼ିଶାବାସୀ ଚାହୁଁ ଛନ୍ତି ବହୁତ୍ ବହୁତ୍ ଧନ୍ୟବାଦ୍

  • @pk5993
    @pk59934 күн бұрын

    ପୋଲିସ ବାବୁଙ୍କ ପୁରୁଣା ଅଭ୍ୟାସ ଅଛିତ ବ୍ୟବହାର ପରିବର୍ତ୍ତନ ହେବାକୁ ସମୟ ଲାଗିବ

  • @user-qo9nq6ve8b

    @user-qo9nq6ve8b

    4 күн бұрын

    Police magia mana lancha pai nua Ain asithila bahuta bhala huanta bhai

  • @sushantsahu8696
    @sushantsahu86964 күн бұрын

    Best politician.. I love him..Entire Jagatsinghpur loves him

  • @Yediwqtydete

    @Yediwqtydete

    4 күн бұрын

    Ek no1 neta

  • @gyanasankarsahoo450
    @gyanasankarsahoo4504 күн бұрын

    ମନ କିନିନେଲେ ସାର।ଓଡ଼ିଶାବାସୀ ଏଇଆ ଚାହାନ୍ତି।

  • @ajitnayak5890
    @ajitnayak58904 күн бұрын

    ସତରେ ଭାଇ ଆପଣ ଙ୍କ ଭଳିଆ ଲୋକ ଟିକେ ଦରକାର ଆମ ମାନଙ୍କର ଟିକେ ସାହାସ ବଢନ୍ତା 👍👍🙏🙏

  • @Rkd6122
    @Rkd61224 күн бұрын

    ଅନ୍ୟ ଜନପ୍ରତିନିଧି ମାନେ ଅମରେନ୍ଦ୍ର ବାବୁ ପାଖରୁ ଶିଖନ୍ତୁ ଓ ସବୁ PS ରେ ଯାଇ କୁହନ୍ତୁ ଯେ ସବୁ ଲୋକଙ୍କୁ ଭଲ ବ୍ୟବହାର କରନ୍ତୁ 😮

  • @kalandijena8793
    @kalandijena87934 күн бұрын

    ପୋଲିସ୍ ମାନଙ୍କୁ ଏଇ ଭଲି ନେତା ଦରକାର

  • @sunil7358
    @sunil73584 күн бұрын

    Very Right sir 🙏🙏

  • @achutanandaprusti7680
    @achutanandaprusti76804 күн бұрын

    Great sir 👍

  • @shishirranjanlenka.399
    @shishirranjanlenka.3994 күн бұрын

    MLA Sir you are absolutely right. I salute you

  • @pinumaste18dehurypinu38
    @pinumaste18dehurypinu3812 сағат бұрын

    ଯଦି mla ନିଜ personal ଲୋକଙ୍କ ପାଇଁ ନ ଯାଇକି ସାଧାରଣ ଜନତା ଙ୍କ ପାଇଁ ଯାଇଛନ୍ତି। ତା ହେଲେ 🙏🙏💗♥️♥️ ଅମରେନ୍ଦ୍ର ଦାସ। ନିଜ ଦାୟିତ୍ୱ ଭଲ ଭାବରେ କରୁଛନ୍ତି

  • @debamohanty5894
    @debamohanty58944 күн бұрын

    Odisha want like this leader. May almighty up keep him CM in Odisha

  • @MeghanandaSwain
    @MeghanandaSwain4 күн бұрын

    ଏହାକୁ କହନ୍ତି ଗଣତନ୍ତ୍ର ଲୋକ ମାନଙ୍କର ଲୋକ ମାନଙ୍କ ପାଇଁ ଲୋକଙ୍କ ଦ୍ଵାରା ‍‌ଅଫିସର ରାଜ୍ ଖତମ ହେଉ ଧନ୍ୟବାଦ ଅମରେନ୍ଦ୍ର ବାବୁ

  • @chandrapanda7222
    @chandrapanda72224 күн бұрын

    Sir ଆପଣଙ୍କ ପଛ ପଟେ ପରା ନବୀନ ପଟନାୟକ ଙ୍କ ନିୟମ ଗୁଡାକ ଲଗା ଯାଇଛି, ଦେଖନ୍ତୁ.

  • @ranibehera4394
    @ranibehera43944 күн бұрын

    ଅମରେନ୍ଦ୍ର ବାହୁବଳୀ ❤❤❤ ଜଗତସିଂହପୁର ଜିଲ୍ଲାର ଗର୍ବ,,,, ଚମତ୍କାର ବ୍ୟବହାର, ସଂସ୍କାର ❤❤❤ ହୃଦୟଷ୍ପର୍ଶି ❤❤❤❤❤

  • @samireshmisra4562
    @samireshmisra45624 күн бұрын

    Absolutely right attitude of the hon'ble MLA.

  • @sankarentertainment1224
    @sankarentertainment12244 күн бұрын

    ଏ ଭଳିଆ ସବୁ ନେତା ହେବା ଦରକାର ପୋଲିସ ମାନେ ଆଉ କାହାକୁ ମାନୁ ନାହାନ୍ତି ତାଙ୍କ ପାଇଁ କିଛି ଦଣ୍ଡ ହବ ଦରକାର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ sir 🙏🙏🙏

  • @sanjayapadhy8843
    @sanjayapadhy88434 күн бұрын

    ଧନ୍ୟବାଦ ସାର୍ ସବୁ ସମୟରେ ଏପରି କି ସାହାଯ୍ୟ କରନ୍ତୁ

  • @user-ym6dw2ow9e
    @user-ym6dw2ow9e3 күн бұрын

    ପ୍ରିୟ ମୋହନ ବାବୂ ଆପଣଙ୍କ ଦଳୀୟ କର୍ମୀଙ୍କୁ ଧନ୍ୟବାଦ, କିନ୍ତୁ ମୋର ଅନୁରୋଧ ରୋଗର ମୂଳକୁ ଖୋଜି ବାହାର କରି ଔଷଧ ଦେଲେ ରୋଗ ସମୂଳେ ନାଶ ହେବା ସଙ୍ଗେ ଜନ ସାଧାରଣଙ୍କୁ ପୁନର୍ବାର ଏହି ରୋଗ ଆକ୍ରମଣ କରି ପାରିବନି l

  • @user-he4vq8oo7f
    @user-he4vq8oo7f4 күн бұрын

    Sir koti koti 🙏🙏🙏🙏🙏

  • @balaramnanda9224
    @balaramnanda92244 күн бұрын

    ଧନ୍ୟବାଦ sir 👌🙏♥️

  • @SarojkumarmahapatraSaroj-ie4cy
    @SarojkumarmahapatraSaroj-ie4cy3 күн бұрын

    ଅତି ସୁନ୍ଦର ପଦକ୍ଷେପ ନେଇଛନ୍ତି ପ୍ରିୟ ଅମରେନ୍ଦ୍ର ସାର 🙏

  • @dolagobindaswain3091
    @dolagobindaswain30914 күн бұрын

    Bahut badhiea

  • @jayantkumarjena2507
    @jayantkumarjena25074 күн бұрын

    जन नायक ऐसा होना चाहिए बधाई हो सादर प्रणाम महोदय

  • @brajakishorepadhi4188
    @brajakishorepadhi41884 күн бұрын

    Bahut Badia

  • @user-hl3el2mh4j
    @user-hl3el2mh4j4 күн бұрын

    ଅଶେଷ ଧନ୍ୟବାଦ, sir

  • @RashmiPattanaik-no6hy
    @RashmiPattanaik-no6hy3 күн бұрын

    ପରିବର୍ତ୍ତନ ଏଥିପାାଇଁ ହୋଇଛି , ସାବାସ୍ ମାନ୍ୟବର ବିଧାୟକ ମହୋଦୟ

  • @rajendrakumarsahoo534
    @rajendrakumarsahoo5344 күн бұрын

    Salute to the Great Leader

  • @adisripriyadarshini8092
    @adisripriyadarshini80924 күн бұрын

    Very Good jaiho

  • @manishadas9671
    @manishadas96714 күн бұрын

    great job sir

  • @sangrambehera5727
    @sangrambehera57273 күн бұрын

    ବହୁତ ପୋଲିସ ଅଧିକାରୀ ମାନେ ସାଧାରଣ ଲୋକଙ୍କ ପାଇଁ ଚାକିରି କରିଛନ୍ତି କିନ୍ତୁ ଦୁର୍ଭାଗ୍ୟର କଥା ସେମାନେ ଲୋକଙ୍କୁ ନ୍ୟାୟ କଣ୍ ଦେବେ ଲୋକଙ୍କୁ ହଇରାଣ ହରକତ କରୁଛନ୍ତି

  • @biswajitbiswal9119
    @biswajitbiswal91194 күн бұрын

    Excellent. This is called democracy. Of the people, by the people for the people.

  • @trilochanaprusty5631
    @trilochanaprusty56314 күн бұрын

    ପୋଲିସ ଭୟରେ ଲୋକ ଥାନାକୁ ପାଉନାହାଁନ୍ତି

  • @daspriya7861
    @daspriya78614 күн бұрын

    Welcome Amarendra bhai 🙏🙏 Bhai Apana nka nisthapara lagi loka Win karuchhanti. Thanks brother

  • @prasannabehera5703
    @prasannabehera57034 күн бұрын

    ଯାଗୋ ଓଡ଼ିଶା ଯାଗୋ ........

  • @Harekrishnatv1113
    @Harekrishnatv11134 күн бұрын

    ସାର୍ ଏ କଥା ଦେଖିକି ଆଖିରେ ଲୁହ ଆସିଗଲା 😢 ବହୁତ ଦିନ ପରେ ସତ୍ ର ଦିନ ଆସିଛି ଆପଣଙ୍କୁ ସାଲୁଟ କରୁଛି 🙏

  • @sandeepkumarsahoo810
    @sandeepkumarsahoo8104 күн бұрын

    Grt person good job 👍 ଅମରେନ୍ଦ୍ର ଭାଇ,good step

  • @likanray5831
    @likanray58314 күн бұрын

    ଆମର ଜଗତସିଂହପୁର ର ପ୍ରିୟ ବିଧାୟକ, ଆମର ବଡ଼ ଭାଇ ଟିଟୁ ଭାଇ full action mood ରେ ❤ ଆଉ ଦୁର୍ନୀତି ଚଳିବ ନାହିଁ

  • @ranjankumarmohanta2003
    @ranjankumarmohanta20034 күн бұрын

    ନେତା ହେବ ତୋ ଏମିତି .❤❤❤ଅନ୍ୟ ନେତା ମାନେ କିଛି ଶିଖନ୍ତୁ SIR ଙ୍କ ପାଖରୁ ... ଏମିତି ପୋଲିସ୍ ଗୁଡାର ପ୍ୟାଣ୍ଟ ଖୋଲି ଦିଅନ୍ତୁ ଆଉ ନଣ୍ଡା କରି ଛାଡି ଦିଅନ୍ତୁ ....👌👌👌👌👌

  • @kalicharanpanda4079
    @kalicharanpanda40794 күн бұрын

    Everything should be recorded in CCTV camera.❤❤❤❤❤❤❤❤❤

  • @brundaban4
    @brundaban44 күн бұрын

    ଧନ୍ୟବାଦ ସାର୍

  • @mitunayak8751
    @mitunayak87514 күн бұрын

    ସାରେ ଆମ କୋଣାର୍କ ଥାନା ବାଲା ଲୋକଙ୍କୁ ପୋକ ମାଛି ପରି ବ୍ୟବହାର କରୁଛନ୍ତି ଏବଂ ଶହେ ନମ୍ବରକୁ ଫୋନ କରି ଜଣାଇଲେ ଜାଗାକୁ ଜମା ଆସୁନାହାନ୍ତି ମିଛରେ କୁହନ୍ତି ଗାଡ଼ି ପେଟ୍ରୋଲିଙ୍ଗୀରେ ଯାଇଛି ସକାଳ ପର୍ଯ୍ୟନ୍ତ ବି ଦେଖା ହୁଅନ୍ତି ନାହିଁ

  • @theworldbysinu
    @theworldbysinu4 күн бұрын

    Excellent bhai.....aahi bhalia neta darkar....good work

  • @user-lm5si4vc1y
    @user-lm5si4vc1y4 күн бұрын

    Thanks sir 🙏🙏🙏🙏🙏🙏

  • @Public_foundation
    @Public_foundation4 күн бұрын

    Amrendra sir tq so much

  • @samikhyadash6341
    @samikhyadash63414 күн бұрын

    Thank you so much

  • @user-uk9xo8uq7s
    @user-uk9xo8uq7s4 күн бұрын

    Very nice sir Jay Jagannath

  • @asitrout7659
    @asitrout76594 күн бұрын

    🙏🙏🌹ଜୟଜଗନ୍ନାଥ 👍

  • @arjundas1868
    @arjundas18683 сағат бұрын

    Great work 👏

  • @unknownreality2041
    @unknownreality20414 күн бұрын

    Proud to be a Jagatsinghpuria❤

  • @Mukuniabhinetri1
    @Mukuniabhinetri14 күн бұрын

    ଏତେ କଥା କଣ ମ , ଡାଇରେକ୍ଟ S.P କୁ କହି Suspended କରାଯାଉ, ଭାଇ Publick କଥା ରଖିବାକୁ ପଡିବ

  • @bishnucomedi1293
    @bishnucomedi12934 күн бұрын

    Danyabad sir

  • @AmitDas-sk2nq
    @AmitDas-sk2nq4 күн бұрын

    Titu bhai Great.. This thing need to be implement in every district of Odisha ....

  • @akrurasuna3304
    @akrurasuna33044 күн бұрын

    All public representatives should act like this

  • @sanjibdalbehera8932
    @sanjibdalbehera89324 күн бұрын

    Sir bhala katha kahuchanti namaste 🙏 ♥️

  • @prakashsahoo2380
    @prakashsahoo23804 сағат бұрын

    Jay Jagannath sir

  • @goursethi398
    @goursethi3984 күн бұрын

    Thankyou MLA sir

  • @shaktiswarupsingh6144
    @shaktiswarupsingh61444 күн бұрын

    ସବୁ ନେତା ଏହି ଭଳି ହବା ଦରକାର 👍👍

  • @madhabdash985
    @madhabdash9854 күн бұрын

    ଏମିତି କରିବା ଦରକାର ଆଗକୁ ଜୟ ଜୟ ହେବ

  • @madhumansingh6969
    @madhumansingh69694 күн бұрын

    Good step of Amarendra babu

  • @user-ov3oh1pc1u
    @user-ov3oh1pc1u4 күн бұрын

    Dhanyawad sir

  • @odia_vlogger_badal
    @odia_vlogger_badal4 күн бұрын

    Thanks m a l sir

  • @khulananaik5921
    @khulananaik59214 күн бұрын

    ସାର ଆପଣ ଙ୍କ ପରି M l A ଦରକାର

  • @krishnasahu4571
    @krishnasahu45714 күн бұрын

    Salute sir

  • @mohanta7325
    @mohanta73253 күн бұрын

    ବିଜେଡି ଦଲାଲ ମାଗିହାଁ ମାନଙ୍କୁ ଉତ୍ତମ ମଧ୍ୟମ ଦିଅନ୍ତୁ ଆପଙ୍କ ସରକାର ଅଛି

  • @SubhaSangram-cq9me
    @SubhaSangram-cq9me4 күн бұрын

    ଠିକ୍ କଥା sir 🙏🙏

  • @pcpradhan6118
    @pcpradhan61184 күн бұрын

    Thanks.Amarendra Babu🎉👍

  • @akshyaguru2737
    @akshyaguru27374 күн бұрын

    Wowwwww jabarjast action sir 👍👍👍🙏🙏🙏🙏🙏🙏🙏

  • @brahmanandabehera5652
    @brahmanandabehera56524 күн бұрын

    Thank you amrendra Bhai

  • @CHHABIPRADHAN-cf8ce
    @CHHABIPRADHAN-cf8ce4 күн бұрын

    ସାର ଆପଣ ଙ୍କୁ ପ୍ରଣାମ 🙏 ଦେଖ ରେ ରାଣ୍ଡୁଆ ମଦୁଆ ଭାଡୁଆ ଦଳ କାମ କେମିତି କରାଯାଏ

  • @sudhansusekhar3056
    @sudhansusekhar30562 күн бұрын

    Great, Thank you sir for teaching police behaviour…

  • @drm9514
    @drm95144 күн бұрын

    MLA କଥା ଯଦି ଥାନା ବାଲା ଶୁଣୁ ନାହାଁନ୍ତି ତାହାଲେ ସାଧାରଣ ଲୋକ ର କଥା ଥାନା ବାଲା କଣ ଶୁଣିବେ.

  • @yeshsahoo6027
    @yeshsahoo60274 күн бұрын

    ୟେ ମାନେ ସୁଧୁରି ବେନି ଖାଲି ଉପରି ଦରକାର

  • @debadattanath2334
    @debadattanath23344 күн бұрын

    ନବିନ ପଟ୍ଟନାୟକ ର ଲେଖା ଫଲକ ଏବେବି ଲାଗିଛି

  • @Dilse9915
    @Dilse99154 күн бұрын

    Great leader 🙏👍

  • @smartcollection..3098
    @smartcollection..30983 күн бұрын

    Sir ଏ ଚୋର ପୋଲିସ ଗୁଡା ବିଜେଡି ସରକାର ଏମିତି ଶିକ୍ଷା sir ଲୋକଙ୍କୁ ଲୋକ ଭଳି ଦେଖୁନାହାନ୍ତି

  • @sagarkumardalbehera3328
    @sagarkumardalbehera33284 күн бұрын

    Dhanyavaad🙏🙏🙏🙏

Келесі