Betrayal Politics ||

#SoumyaRanjanPatnaik #BaijayantPanda #BhartruhariMahtab #Kanaknews #sambad #odishareporter #otv #Prajatantra #Odishapolitics #Politicalanalysis ୟୁଟ୍ୟୁବରେ ଓଡ଼ିଶା ଏବଂ ଭାରତର ସର୍ବଶେଷ ଓଡିଆ ଖବର ଅପଡେଟ୍ ଦେଖନ୍ତୁ | Watch the latest Odiya news updates from Odisha and India on KZread.
#NewsAdda #OdiyaNews #WebNews
-----------------------------------------------------------------------------------------------------------
News Adda Web Channel | News Adda | Odiya News | ନ୍ୟୁଜ୍ ଆଡା ଲାଇଭ୍
News Adda Web Channel:
ନ୍ୟୁଜ୍ ଆଡା ହେଉଛି ଓଡିଶାର ସର୍ବୋତ୍ତମ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ଯାହା ଗଭୀର ଭାବରେ ବିଶ୍ଳେଷଣ କରେ ଏବଂ କଣସି ପକ୍ଷପାତ ନକରି ମିନିଟ୍ ସବିଶେଷ ତଥ୍ୟ ସହିତ ବ୍ୟାଖ୍ୟା କରେ | ସର୍ବୋତ୍ତମ ଆନାଲିଟିକାଲ୍ ଏବଂ ଆକର୍ଷଣୀୟ ଭିଡିଓଗୁଡିକ ପାଇଁ ଟ୍ୟୁନ୍ ହୋଇ ରୁହ |
News Adda is Odisha’s best web news channel that analyses deeply and explains issues with minute detail without any biases. Stay tuned for best analytical and interesting videos.
#NewsADDA
Follow us on Facebook: / newsaddaodisha

Пікірлер: 151

  • @sanjeeblenka1996
    @sanjeeblenka19963 ай бұрын

    ତା ମାନେ ରାଜ୍ଯର ଶାସନ ଠିକ୍ ଅଛି।ଭଗ୍ନ ହୃଦୟ ରେ ସେ ନମସ୍କାର କରିଛନ୍ତି।ଠିକାଦାର ଶାସନ ଚାଲିଛି।

  • @jayanteenanda768
    @jayanteenanda7682 жыл бұрын

    ତମ ଛାତିରେ ହାତରଖି କୁହ ସୌ ମ୍ଯବାଵୁ କିଛି ଭୂଲ୍ କହିଛନ୍ତି କି?

  • @byangamanbalaram5651
    @byangamanbalaram56512 жыл бұрын

    ବୈଜୟନ୍ତ ପଣ୍ଡା ଙ୍କ ଭଳି ଏଙ୍କର ଅବସ୍ଥା ଆଗକୁ ସେଇୟା ହବାକୁ ଯାଉଛି ବିଜୁଜନତା ଦଳକୁ ଯିଏ ଅଂଗୁଳି ଉଠେଇବ ସିଏ ବାବା🤫 ଦଳରୁ ବିଦା 🙏🙏🙏🙏

  • @user-qd6ps8fm4u
    @user-qd6ps8fm4u4 ай бұрын

    ଏମାନଙ୍କ ଚରିତ୍ର କଳାପାହାଡ଼ ସହ ତୁଳନୀୟ

  • @jagdishpanigrahi6245
    @jagdishpanigrahi62452 жыл бұрын

    ସ୍ୱଷ୍ଠବାଦୀ ନିରବ ରହିଲେ ଶଠମାନେ ପ୍ରଭାବ ବିସ୍ତାର କରିଚାଲନ୍ତି

  • @trilochanpatnaik6321
    @trilochanpatnaik63212 жыл бұрын

    ଯେ ଯାହା କରିବ ସେ ତା ଫଳ ପାଇବେ, ତୁମର କଣ ଯାଉଛି।

  • @sanjayakumardash6475
    @sanjayakumardash64752 жыл бұрын

    କାହା ବିରୋଧରେ କହିବା ପଛରେ ନିଶ୍ଚୟ ଆଉ କାହାର ସ୍ୱାର୍ଥ ଥାଉଛି ,ଅନ୍ୟ ଦଳର ନେତା ବା କର୍ମୀଙ୍କୁ ନିଜ ଦଳରେ ସ୍ଥାନ ଦେଇ ପଦ ପଦବୀରେ ଉପସ୍ଥାପନ କରି ନିଜ ଦଳର ନେତା ବା କର୍ମୀଙ୍କୁ ଉପେକ୍ଷା କରିବାର ଫଳ କାହାକୁ ଭୋଗିବାକୁ ପଡିବ କି ।

  • @gagandas3751
    @gagandas37512 жыл бұрын

    ଏ ଚେନାଲ ବିଜେଡି ର ଭଳି ଲାଗୁଛି, ତମେ ବି ଭଲ ଖୁସ। ମତିଆ

  • @user-uf3so2jf7r
    @user-uf3so2jf7r2 жыл бұрын

    ସୌମ୍ୟ ବାବୁ ସ୍ପଷ୍ଟ ବାଦୀ ଠିକ କଥା କହନ୍ତି. ଅନ୍ୟମାନେ ଯାହା କରୁଛନ୍ତି ସବୁ ଠିକ ଅଛି.

  • @rashmiranjan5680
    @rashmiranjan56802 жыл бұрын

    MORAL COMMITMENT LEADS ONE TO RAISE VOICE...

  • @umasankarpanda2519
    @umasankarpanda25192 жыл бұрын

    Well analysised.

  • @sukadevjena5153
    @sukadevjena515324 күн бұрын

    Very nice talks

  • @trilochanpatnaik6321
    @trilochanpatnaik63212 жыл бұрын

    କେବଳ ନବୀନ ବାବୁ ଓ Pandian sir ଙ୍କ କ୍ଷମତା ଲୋଭ ନାହିଁ। ଆଉ ଯେତେ ବିଧାୟକ ଓ କର୍ମୀ ବିଜେଡ଼ି ଦଳରେ ଅଛନ୍ତି, କାହାରି କ୍ଷମତା ଲୋଭ ନାହିଁ। BJD ଶାସନ କୁ ବହୁତ ତେଲ ହେଇ ଯାଉଛି।

  • @stvodia073
    @stvodia0732 жыл бұрын

    ଆରେ ମାହାଙ୍ଗା ମାଟିରେ ତରତ ପଞ୍ଚାୟତ ସରପଞ୍ଚ ଲାଞ୍ଚ ନେଇ ଘରଦିଏ ଆରେ ମୁଁ ଆଗରୁ କହିଛି ନବୀନ ପଟ୍ଟନାୟକ ଦୁର୍ନୀତି ବୀର ଠକବୀର ବାହାପିଆବୀର ମାନଙ୍କ ଫେକଟିରୀ ବସେଇଚି

  • @patitabawana2356
    @patitabawana23562 жыл бұрын

    ଆପଣ ଏତିନି ଜଣଙ୍କୁ ଡ଼।କି ଆପଣ ଏକ ସାକ୍ଷାତ କାର କରନ୍ତୁ ତାର ଉତ୍ତର ସେମାନେ ଦେବେ, ଆଉ ଯେଉଁ ମାନେ ଅନ୍ୟ ଦଳରେ ଥାଇ ବିଜେଡି ଦଳରେ ସାମିଲ ହୋଇ ବିଧାୟକ ଓ ସାନସଦ ହୋଇଛନ୍ତି ତାଙ୍କ ବିଷୟରେ ଟିକେ ଆଲୋଚନା କରନ୍ତୁ ଭଲ ହେବ । ସେମାନଙ୍କ ନା ନିଶ୍ଚିତ ଭାବରେ ଆପଣଙ୍କ ପାଖରେ ଥିବ ।

  • @amarkisan8025
    @amarkisan80252 жыл бұрын

    ଏମାନେ କଣ ମିଛ କହୁଛନ୍ତି ଆପଣ

  • @basantapattnaik7812
    @basantapattnaik78122 жыл бұрын

    ବହୁତ ଭଲ କରୁଛନ୍ତି ସମସ୍ତଙ୍କର ଅଧିକାର ଅଛି କହିବାକୁ

  • @bholasavita3232

    @bholasavita3232

    2 жыл бұрын

    Verygoodnews

  • @suryabansa5611
    @suryabansa56113 ай бұрын

    Thañking you

  • @sangrambhol4985
    @sangrambhol49852 жыл бұрын

    Right news

  • @subratrout6910
    @subratrout69103 ай бұрын

    Baijayant Panda is a good MP..... good Politician......

  • @RanjanPrusty-lp7hg
    @RanjanPrusty-lp7hg4 ай бұрын

    Oh, Thank U, Thank U, Thank U....

  • @gajendranathjena356
    @gajendranathjena3564 ай бұрын

    ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆବଶ୍ୟକ ନହେଲେ ଦଳପତୀ ଦୂରେଇ ଦେବେ ନିଜ ଶକ୍ତି ଥିଲେ ନିଜପାଇଁ ନିଜକୁ ପ୍ରସ୍ତୁତିରେ ଆରମ୍ଭ କର✍️

  • @subratrout6910
    @subratrout69103 ай бұрын

    Baijayant Panda got 5lacs vote in last election in Kendrapara....He did work in Kendrapara MP Constituency

  • @gourachandramohanty2595
    @gourachandramohanty25952 жыл бұрын

    Right

  • @laxmimallik1929
    @laxmimallik19292 жыл бұрын

    ବିଜେଡି କେଉଁ ସ୍ୱାର୍ଥ ପାଇଁ ତାଙ୍କୁ ଦଳ ରେ ସ୍ଥାନ ଦେଇଥିଲା,?ସେକଥା ଟିକେ କୁହ,ଯିଏ ଚୁପ ରହିଲା ସେ ଭଲ ନେତା, ଯିଏ ତୁଣ୍ଡ ଖୋଲିଲା ସେ ବିଶ୍ୱାସ ଘାଟକ

  • @trailoknathkhatua6995
    @trailoknathkhatua69952 жыл бұрын

    ନିଜ ସ୍ଵାର୍ଥ ଛଡ଼ା ରାଜନୀତିର ପ୍ରତିନିଧି ମାନଙ୍କର ଭୂମିକା ଦେଶପାଇଁ, ରାଜ୍ୟ ପାଇଁ, ସମାଜ ପାଇଁ କ୍ଷଣକେ ଆନ ହୋଇଯାଆନ୍ତି

  • @trilochanpatnaik6321
    @trilochanpatnaik63212 жыл бұрын

    ଯିଏ ଏବେ news ରେ ବିଜେଡି ର ପ୍ରସଂଶା bakhanu ଛନ୍ତି ସେ କେତେ PC ପାଇଛନ୍ତି?

  • @dharmarjhiranmaya4142
    @dharmarjhiranmaya41422 жыл бұрын

    Valuable analysis... people should open their eyes

  • @surendranathswain5488
    @surendranathswain54882 жыл бұрын

    Very good analysis.

  • @sudamgiri7334
    @sudamgiri73344 ай бұрын

    It's true and a clean picture has been presented with all details.

  • @debasistripathy8260
    @debasistripathy82602 жыл бұрын

    Absolutely right

  • @saratsahoo268
    @saratsahoo2682 жыл бұрын

    ବିଜେଡ଼ି ପ୍ରବକ୍ତା

  • @bistusamanta8840
    @bistusamanta88402 жыл бұрын

    Very interesting

  • @ullashkumarswain4487
    @ullashkumarswain44872 жыл бұрын

    ଅଲାଜୁଗ ଙ୍କୁ କଣ କୁହାଯାଏ । କାହିଁକି କୋଳେଇ ଲେ।

  • @madhabkhatua2580
    @madhabkhatua25802 жыл бұрын

    ଭିନ୍ନ ସ୍ବର ପ୍ରଦର୍ଶନ କଣ ଅଗଣତାନ୍ତ୍ରିକ ?

  • @hemantasingh-xy3vx
    @hemantasingh-xy3vx23 күн бұрын

    ବାଳ କଥା କିଏ ଶୁଣିବେ

  • @bipinamallik2803
    @bipinamallik28034 ай бұрын

    Jaya Jagannatha Jaya Arebhai Tume Jahasabu Kahila Nirat Satya Nabeen Babunku Chadi Jaichmane Tumaku Kahibi Stana Milibanahi Balunga Hoibuliba

  • @purnachandrapanda1668
    @purnachandrapanda16682 жыл бұрын

    ଦୁର୍ଗା ମାଧବ ବାବୁ ଆପଣ କଣ ବିଜେଡିର ଲୋକ ନା ଟିଭିର ।ଏହା ଅତ୍ୟନ୍ତ ଲଜ୍ଜାଜନକ ।ଆପଣ ଆପଣଙ୍କ ସ୍ଥିତିରେ ରୁହନ୍ତୁ ।ଆପଣ ନବୀନ ବାବୁଙ୍କ ବିଶ୍ବାସ ଘାତକ କଥା ଟିକେ କୁହନ୍ତୁ ।ଲଯ୍ଯା ।

  • @rajanikantabehera3897
    @rajanikantabehera38974 ай бұрын

    Thanks brother.......🎉🎉🎉🎉🎉🎉

  • @rameshchsahoo8850
    @rameshchsahoo88502 жыл бұрын

    BKD ର ସପକ୍ଷରେ କଥା ସବୁବେଳେ କହେ ବାଳ ସାମ୍ବାଦିକ

  • @trilochanpatnaik6321
    @trilochanpatnaik63212 жыл бұрын

    ଖାଲି ଦଳର ନେତା ହେଇଗଲେ ଶାସନ ର ଦୋଷ ଦେଖାଇବା କଣ ଭୁଲ? ଦାମ ବାବୁ ଶାସନ ର ଦୋଷ ଦେଖାଇ ପଦ ଓ ଦଳରୁ ଗଲେ। ଏହି ହେଲା swaschha ଶାସନ।

  • @dmishra764
    @dmishra7642 жыл бұрын

    Okay My questions

  • @janardanpanda5378
    @janardanpanda53782 жыл бұрын

    ଆପଣ ଠିକ୍ କହୁଛନ୍ତି

  • @kanhucharanpradhan3540
    @kanhucharanpradhan35402 жыл бұрын

    ଏମାନକୁ ବିଶ୍ୱାସ ଘାତକ କହିବା ପୂର୍ବରୁ BJD ଦଳ ଗୋଟିଏ ବିଶ୍ୱାସ ଘାତକ ଦଳ ଏକଥା ଜାଣିବା ନିହାତି ଦରକାର। କାରଣ 1999 ରେ ଅଟଳ ବିହାରୀ ବାଜପେୟୀଙ୍କ ସହାୟତାରେ ଦଳକୁ ଷ୍ଟାଣ୍ଡ କରିଥିଲେ। 2009ରେ କେନ୍ଦ୍ରରେ କଂଗ୍ରେସ ର ପତିଆରା ଦେଖି ବିଜେପି ଛାଡିଦେଲେ। କିନ୍ତୁ ଏବେ ମୋଦୀ ଙ୍କୁ ସବୁ ପ୍ରକାରର ସହାୟତା କରୁଛନ୍ତି,ସମଦୁରତା କହି। କାରଣ କେନ୍ଦ୍ରରେ ଯଦି କଂଗ୍ରେସ ଆସିବ ତାକୁ ଫସେଇ ହବନି।ତମେ ବିଶ୍ୱାସ ଘାତ କରି ଦଲଗଢିଛ ।ତମସହିତ ବିଶ୍ଵାସ ଘାତ ନକଲେ ତମଦଲ ଭୁଶୁଡିବ କେମିତି।

  • @thirdeye9492
    @thirdeye94922 жыл бұрын

    ବିଜେଡିର ଭାଟ.. ପେଟ ପାଇଁ ନାଟ ନିରପେକ୍ଷ କଥା .. ଉଚ୍ଚ କରେ ମଥା 😀😀😀😂😂

  • @bibhutiparida4601
    @bibhutiparida46012 жыл бұрын

    ଥାଉ ଥାଉ ବେଶି ବୁଝାଇବା ଦରକାର ନାହିଁ ।

  • @tezswotripathy7264
    @tezswotripathy72642 жыл бұрын

    ନାରଣ ଆପଣ ବି କନକ ନ୍ୟୁଜ ଥିଲା ବେଳେ ସୌମ୍ୟ ବାବୁ ଙ୍କ ଇଙ୍ଗିତ ରେ ନାଚୁଥିଲେ l ଏବେ ଅଚ୍ୟୁତ ବାବୁ ଙ୍କ କଥା ରେ ନାଚୁଛନ୍ତି ଆଉ କିଛି ଦିନ ଗଲେ ବୈଜୟନ୍ତ ଙ୍କ କଥା ରେ ନାଚିବେ l ତମେ ଝାବଡ଼ ଦେଳେ ପଇସା ପାଇଁ ଜନମତ କୁ ବିଷାକ୍ତ କରିବାକୁ ପଛଉନ l

  • @sanjaymohanty6635
    @sanjaymohanty66353 ай бұрын

    ଠିକ କଥା କହିବାକୁ ଚେଷ୍ଟାକର। ଗଣିକା ହୁଅ ନି

  • @krushnachandralenka218
    @krushnachandralenka2182 жыл бұрын

    sata kahile bhula soumya babu u are right

  • @hrudanandabhutia8965
    @hrudanandabhutia89654 ай бұрын

    0:23 0:26 oo mo😊😊

  • @balarambehera971
    @balarambehera9713 ай бұрын

    ସୋମ୍ୟ ରାଜନ କଣ ଜାଣିଛି

  • @basudevmishra104
    @basudevmishra1042 жыл бұрын

    Trick of pattaniktantra .run odisha...

  • @BCRout-vs7jh
    @BCRout-vs7jh2 жыл бұрын

    Selfish politicians

  • @sarbeswarganthia4493
    @sarbeswarganthia44932 жыл бұрын

    Yes

  • @bipinamallik2803
    @bipinamallik28033 ай бұрын

    Jaya Jagannatha Jaya Emane Swarthabadi Biswasa Ghataka Nitinahiki Naitikata Nahi Janasadharana Upajukta Tirascara Deba Darakara

  • @sipnsarma2817
    @sipnsarma28172 жыл бұрын

    ଦଳବିରୋଧୀ ଲୋକଙ୍କୁ ଦଳରେ ରଖିଲେ ବହୁତ ଅସୁବିଧା l

  • @uttamkumarbiswal5008
    @uttamkumarbiswal50083 ай бұрын

    SOUMYYA BABO. NOW POLITICAL. DEATH TOPIC RND.

  • @rameshswain2374
    @rameshswain23742 жыл бұрын

    ବୈଜୟନ୍ତ ପଣ୍ଡା ଏକ ସୁବିଧା ବାଦି ଲୋକ ସାଧାରଣ ଲୋକ ମାନେ ତାଙ୍କ ଭଲଭାଭେ ଜାଣିଛନ୍ତି

  • @mahendranayak6873
    @mahendranayak68733 ай бұрын

    Assesment.is.correct.

  • @saumyaharichandan9766
    @saumyaharichandan97662 жыл бұрын

    ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥସ୍ଥମ୍ବ କୁହାଯାଏ.. କିନ୍ତୁ ଆଜି କାଲି ଗଣମାଧ୍ୟମ "ଗଣ" ରେ ବିଶ୍ୱାସ ନକରି "ଜଣେ- ମାଧ୍ୟମ" ରେ ପରିଣତ ହୋଇଯାଇଛନ୍ତି। ଦୁର୍ଗାମାଧବ ମିଶ୍ରଙ୍କ ପରି ଓଡ଼ିଶା ଗଣମାଧ୍ୟମ ଜଗତର ଜଣେ ପ୍ରବୀଣ ସାମ୍ବାଦିକ ଯଦି ଏକ ନିର୍ଦ୍ଧିଷ୍ଟ। ଦଳର ଚାଟୁକାରୀ ନହୋଇ ନିରପେକ୍ଷ ସମ୍ବାଦ ପ୍ରସାରଣ କଲେ ଭଲ ହୁଅନ୍ତା ।

  • @subratrout6910
    @subratrout69103 ай бұрын

    Naveen Pattnaik doesn't have control over his ears.....😂😂

  • @subratrout6910
    @subratrout69103 ай бұрын

    News Channels run by professionals....yes sometimes they have their own agenda....

  • @snparidaparida5216
    @snparidaparida52162 жыл бұрын

    Sara kahile sattu badhibe jepari b j p o b jd

  • @atalpradhan2956
    @atalpradhan29562 жыл бұрын

    କର୍ମୁ ଅଧିକ ଜେ ଲୋଡ଼ଇ ଚୋର ସମାନ ଦଣ୍ଡ ପାଇ l

  • @hrusikeshmahapatra6735
    @hrusikeshmahapatra67352 жыл бұрын

    Your analysis totally right because you supported bjd

  • @trilochanpatnaik6321
    @trilochanpatnaik63212 жыл бұрын

    ନଜିର ଅଛି କଂଗ୍ରେସ ଦଳ ରେ ଥାଇ ଯିଏ evenning ରେ ନବୀନ ବାବୁ ଙ୍କ ଦୋଷ ବଖାଣି ସଭା କରୁଥିଲେ ତା ପରଦିନ ବିଜେଡି ରେ ଯୋଗ ଦେଇ ନବୀନ ବାବୁ ଙ୍କ ପ୍ରିୟ ହେଇଛନ୍ତି। ଏହା କି ଆଦର୍ଶ?

  • @trilochanpatnaik6321
    @trilochanpatnaik63212 жыл бұрын

    ରାଜନୀତି ରେ କୌଣସି ନେତା ଅବା କର୍ମୀ ବୋଧେ khyammata ପାଇବା ପାଇଁ ଚାହିଁ ନଥାନ୍ତି?

  • @dhirendranathdash7424
    @dhirendranathdash74242 жыл бұрын

    This is not good Journalism. Being fourth pillar plz bring the real problem of common people to lime light.

  • @brundabanrout9655
    @brundabanrout9655Ай бұрын

    They are betrayal

  • @sudhansubhusandash8764
    @sudhansubhusandash87642 жыл бұрын

    Thanks,beimany is not good.

  • @sanjayakumardash6475
    @sanjayakumardash64752 жыл бұрын

    ଅନ୍ୟ ଦଳର ନେତାଙ୍କ ପ୍ରତି ଏହା କଣ ଏକ ଭଲ ପାଇବା ନା ଭୟ ?

  • @MahendraKumar-kv6uu
    @MahendraKumar-kv6uu4 ай бұрын

    Navin babu nka bhali neta sara desa re nahanti jay navin jay bjd

  • @abhimanyumahapatra3425
    @abhimanyumahapatra34252 жыл бұрын

    ଆପଣଙ୍କୁ ବବି ଦାସ ବ୍ୟବହାର କରି ବିଜେଡି ସମର୍ଥନ କରୁଛନ୍ତି କି?

  • @srirasikspds9776

    @srirasikspds9776

    2 жыл бұрын

    ଦେଖ କମେଣ୍ଟ କେମିତି ଦେଉଛନ୍ତି

  • @bighneswarnayak2854
    @bighneswarnayak28542 жыл бұрын

    Bjd sapoting news

  • @birakishoresahoo3080
    @birakishoresahoo30802 жыл бұрын

    Sj. Mahatab n sj. Soumya pattnaik n Sj. Panda thik kahuchhanti. Apanku kahinki badhila. Apana BJD dala ra chatukarita n paid for this presentation.

  • @bijaykumarrout4161
    @bijaykumarrout41613 ай бұрын

    Nabina has all three qualities

  • @sanjaymohanty6635
    @sanjaymohanty66353 ай бұрын

    ପାଣ୍ଡିଆନ ର ଢାଲ ପାଲଟି ଗଲ ....

  • @kamalakantamohapatra3498
    @kamalakantamohapatra34982 жыл бұрын

    Selfish men. Three members

  • @prasantkumarsahoo1054
    @prasantkumarsahoo10542 жыл бұрын

    Jeu image dakhaicha ,janata emanku vote dau Chanti,kintu kharabela swain janeye dakhya politician nku jitau nahanti murkha voter adhika karajauchi karajauchi karajiba,sabu kota vote,kota officer rey ,kota neta rey desh jaha haba katha hauchi

  • @ashokkumardas1634
    @ashokkumardas16342 жыл бұрын

    BJD dala Biswas ghatak dala.

  • @sanjaynayak5934
    @sanjaynayak59344 ай бұрын

    Nabin babu sethire agare rahibe karana bijaya mahapatra kahibe

  • @shishirkumarbiswal6687
    @shishirkumarbiswal66872 жыл бұрын

    Tame Vala reporter.. Direct bjd pain hi.. Channel kholi6a

  • @uttamkumarbiswal5008
    @uttamkumarbiswal50083 ай бұрын

    THANKED FIRST CHANEL SECOND KEDRAPARA. IS ASENSITIVE ONSTIENCY PRESTIGE OF HONBLE PM INDUFS TRY YO IMPROVE YOUR POSITION AT KENDRAPARA NHRATUHARI BHRATIHSRI MAHATAB. STAND ANDWINMUST. REAL POLITICIAN. THOSE SRE NOT THANKED

  • @prakashchandrasahoo7273
    @prakashchandrasahoo72732 жыл бұрын

    Loka dekhuchhanti ta

  • @prasantabhoi3422
    @prasantabhoi34223 ай бұрын

    ଏ ଚାନେଲ ର ନା ଗାଁ ନାହିଁ କେତେ ନେଇଚ

  • @chittaranjandash4178
    @chittaranjandash41782 жыл бұрын

    ଗେଣ୍ଡା ବନ୍ଦନା ଚାନେଲ୍! କେତେ ମିଳିଛି କିରେ ?

  • @maheswarpradhan4247
    @maheswarpradhan42472 жыл бұрын

    Chhatukar. Valueless story

  • @narayanchandramallick9535
    @narayanchandramallick95352 жыл бұрын

    If the works of the govt not gone in favour of the people the person who have comment what is the fault of the three leaders.How much money your chhanal has recived from the govt.

  • @sameermahapatra3955
    @sameermahapatra395525 күн бұрын

    Ketedinabishaghatakatarajaniti

  • @Dillip-ks7er
    @Dillip-ks7er22 күн бұрын

    Sabu blsk monye soumya rajan pakhre jadi nahi 7 odia jatra partira owner

  • @khirodmohanty3629
    @khirodmohanty36292 жыл бұрын

    Three media of Odisha , but not for Odisha ,only for their benefits.

  • @Gayatriojha269
    @Gayatriojha2692 жыл бұрын

    U r not a wise man u r forgotten your self

  • @abhayraj1374
    @abhayraj13742 жыл бұрын

    Mirzafar shirazudoullah.

  • @sibareddy7201
    @sibareddy72012 жыл бұрын

    ଠିକ କହିଛନ୍ତି ଭାଈ

  • @Gayatriojha269
    @Gayatriojha2692 жыл бұрын

    This is your own vew not in public

  • @sanjaymohanty6635
    @sanjaymohanty66353 ай бұрын

    ତମେ କଣ ନବୀନ ବାବୁଙ୍କ ପ୍ରଚାରକ ?

  • @ashokkumarsahoo1097
    @ashokkumarsahoo10972 жыл бұрын

    Apana nije nijapai ahi rasta tiarikaribaku a chesta karu nahanti ta? Hau agaku samaya kahiba.

  • @sushantakumarpanda3651
    @sushantakumarpanda36512 жыл бұрын

    If you ask Baijayant Panda about his eligibility/ability he may not be able to answer. But, Nabin Babu must have known why he was given opportunity to be MP. You are asking about charitras. But what is your charitra ? Be a responsible journalist and advise Nabin to go to people. Is he at all involved with the true development of farmers, education system , health system and infrastructure. You should leave dalal like behaviour. Why there are no textile industries, down ancilary steel and aluminium industries in our industrial hubs ? What about adarsh vidyalayas where substantial amount of expenditure is being incurred but no quality education is being imparted. There are so many questions you never ask. Be responsible and a good citizen first. Have you ever asked about the qualification of Nabin Babu to be chief minister. It is actually a pelu pelu jete dina chief minister based on laurels of Biju patnaik.

  • @bhabanisankarsahoo2666
    @bhabanisankarsahoo26662 жыл бұрын

    CM had done the absolute blunder by absorbing S. Pattnaik... History tells in which boat he enters that sinks, it's the rarest quality of a person 😀😀

  • @muralidharajena4114

    @muralidharajena4114

    2 жыл бұрын

    Very very good analaysis Rudrababu. Thank you very much.

  • @jayakrishnapanda5424

    @jayakrishnapanda5424

    2 жыл бұрын

    If they talk truth, what is wrong? Have you any personal profit on doing dalal of Nabin. Shame on you, I think

  • @bhabanisankarsahoo2666

    @bhabanisankarsahoo2666

    2 жыл бұрын

    @@jayakrishnapanda5424 Hey I didn't mention anywhere anything specific even if not too CM of the state in particular too n by the way who the hale r u to tell me dalal I will suit a defamation case against you. For ur kind information an a corporate employee from a USA MNC no relation with state of Odisha after been got the Btech degree from long time back. .. Got u might have your whole and sole profit from all those bull shit stuffs

  • @BijayKumar-xe2wq

    @BijayKumar-xe2wq

    2 жыл бұрын

    galu gapa

  • @baikunthaswain5358

    @baikunthaswain5358

    2 жыл бұрын

    Bjd ru kete masika chada neucha

  • @arjunasahoo1388
    @arjunasahoo13882 жыл бұрын

    SUNDER ALOCHANA.SABU ATMASATA PAI.NETA NKA WORK LOKABHIMUKHI HEBA DARKAR

Келесі