Supreme Court Rejects PIL Against Shree Mandira Parikrama Project ଷଡଯନ୍ତ୍ରକାରୀଙ୍କୁ ଚାପୁଡ଼ା PULSETODAY

#srimandiracorridor #JagannathTemplePuri #puripolitics #BJPOdisha #OdishaBJP #AparajitaSarangi #baijyantapanda #JayPanda #SambitPatra #LatestNews #PoliticalAnalysis #pulse_today
ୟୁଟ୍ୟୁବରେ ଓଡ଼ିଶା ଏବଂ ଭାରତର ସର୍ବଶେଷ ଓଡିଆ ଖବର ଅପଡେଟ୍ ଦେଖନ୍ତୁ | Watch the latest Odia news updates from Odisha and India on KZread.
#NewsAdda #OdiaNews #webnews
Supreme Court Rejects PIL Against Shree Mandira Parikrama Project ଷଡଯନ୍ତ୍ରକାରୀଙ୍କୁ ଚାପୁଡ଼ା PULSETODAY
-----------------------------------------------------------------------------------------------------------
News Adda Web Channel | News Adda | Odia News | ନ୍ୟୁଜ୍ ଆଡା ଲାଇଭ୍
News Adda Web Channel:
ନ୍ୟୁଜ୍ ଆଡା ହେଉଛି ଓଡିଶାର ସର୍ବୋତ୍ତମ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ଯାହା ଗଭୀର ଭାବରେ ବିଶ୍ଳେଷଣ କରେ ଏବଂ କଣସି ପକ୍ଷପାତ ନକରି ମିନିଟ୍ ସବିଶେଷ ତଥ୍ୟ ସହିତ ବ୍ୟାଖ୍ୟା କରେ | ସର୍ବୋତ୍ତମ ଆନାଲିଟିକାଲ୍ ଏବଂ ଆକର୍ଷଣୀୟ ଭିଡିଓଗୁଡିକ ପାଇଁ ଟ୍ୟୁନ୍ ହୋଇ ରୁହ |
News Adda is Odisha’s best web news channel that analyses deeply and explains issues with minute detail without any biases. Stay tuned for best analytical and interesting videos.
#NewsADDA
Follow us on Facebook: / newsaddaodisha
odisha news, latest odisha news, odisha current news, breaking news odisha, latest Odia news , latest news Odia, latest odia News, bhubaneswar, bhubaneswar news, ଓଡିଶା ଖବର, ଓଡ଼ିଆ news, odisha tv, odishatv, odia news headlines, youtube news, live Odia, news, odisha rain news, odisha weather news, odisha weather updates, ukraine russia news, ukraine, ukraine russia crisis, cyclone news

Пікірлер: 407

  • @amitnayak2633
    @amitnayak26332 жыл бұрын

    ପ୍ରଭୂ ଜଗନ୍ନାଥଙ୍କ ପରମ ଭକ୍ତ ଯିଏ କି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଧର୍ଯ୍ୟ ର ବିଜୟ ହେଇଛି

  • @satyashreemishra8823
    @satyashreemishra88232 жыл бұрын

    ଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପ ସେବାୟତଙ୍କ ତ୍ୟାଗ ଓ କୋଟି କୋଟି ଭକ୍ତଙ୍କ ସହଯୋଗିତା ରେ ସମ୍ଭବ ହୋଇ ପାରିଛି।

  • @litanjena09
    @litanjena092 жыл бұрын

    ଏମିତି ଷଡ଼ଯନ୍ତ୍ର କାରୀଙ୍କୁ ଉଚିତ ଜବାବ ଦେଇଛନ୍ତି ହାଇକୋର୍ଟ

  • @malayabhoi261
    @malayabhoi2612 жыл бұрын

    ଯେଉଁମାନେ ପ୍ରଭୁ ଜଗନ୍ନାଥଙ୍କ ବିକାଶ କାର୍ଯ୍ୟ ରୋକିବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ସୁପ୍ରିମକୋର୍ଟ ସଠିକ ରାୟ ଦେଇଛନ୍ତି

  • @laxminarayandas1818
    @laxminarayandas18182 жыл бұрын

    ମାନ୍ୟବର କୋର୍ଟ ବିରୋଧକାରୀଙ୍କୁ ଉପଯୁକ୍ତ ଚାପୁଡ଼ା ଦେଇଛନ୍ତି। ମାନ୍ୟବର କୋର୍ଟ ଏପରି ରାୟ ସ୍ବାଗତଯୋଗ୍ୟ।

  • @prabirkumardas2743
    @prabirkumardas27432 жыл бұрын

    ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆମ ପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନ ର ପ୍ରକଳ୍ପ। ଏହା କଟି କଟି ଓଡ଼ିଆଙ୍କ ପାଇଁ ଚିନ୍ତା କରି କରାଯାଉଛି ଏହା କୁ କେହି ରୋକି ପାରିବେ ନାହିଁ।

  • @rabinarayanmohanty7922
    @rabinarayanmohanty79222 жыл бұрын

    ଅତି ସୁନ୍ଦର ପଦକ୍ଷେପ ନେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ

  • @rabinarayanmohanty7922
    @rabinarayanmohanty79222 жыл бұрын

    ଜଗନ୍ନାଥ ମହାପ୍ରଭୁଙ୍କର କାର୍ଯ୍ୟକୁ ନେଇ ଷଡ଼ଯନ୍ତ୍ରକାରୀଙ୍କ ପର୍ଦ୍ଦାଫାଶ ।

  • @ashokdas6726
    @ashokdas67262 жыл бұрын

    ଜୟ ଜଗନ୍ନାଥ... ଆପଣଙ୍କ କୃପା ଅପାର... ଆଜି ଆପଣ ଜଣାଇଛନ୍ତି କିଏ ନିଜର କିଏ ପର... ଜୟ ନବୀନ ପଟ୍ଟନାୟକ

  • @prabirkumardas2743
    @prabirkumardas27432 жыл бұрын

    ଶ୍ରୀ ମନ୍ଦିର ଐତିହ୍ୟ କରିଡ଼ର କାର୍ଯ୍ୟ ସରିଲା ପରେ ସାରା ବିଶ୍ବ ବାସୀ ଦେଖିବେ ପୁରୀ ର ସୋଉଦର୍ଯ୍ୟ ଓ ସୁଯୋଗ ସୁବିଧା।

  • @sujitsahoo1226
    @sujitsahoo12262 жыл бұрын

    ବିଜେପି ନେତାମାନେ ରାଜ୍ଯ ସରକାରଙ୍କୁ କଣ କରାହେବ ଆଉ କଣ ନାଇ ତାହା ସିଖାନ୍ତୁ ନାହିଁ କଣ କରାଯିବା କଥା ତାହା ରାଜ୍ଯ ସରକାର ଭଲଭାବେ ଜାଣିଛନ୍ତି ।

  • @jayasuryarath8563
    @jayasuryarath85632 жыл бұрын

    ଦୁର୍ଗା ବାବୁ,,,ସଠିକ୍ ବିଶ୍ଳେଷଣ ଓ ସଠିକ୍ ଉପସ୍ଥାପନା,,,ଆତ୍ମଘୋଷିତ ଓ ଆତ୍ମଘୋଷିତା ନେତା ନେତ୍ରୀ ଯେଉଁ ମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ବାଧକ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ,,,ମାନନୀୟ ସୁପ୍ରିମକୋର୍ଟ ଙ୍କର ସେମାନଙ୍କୁ ସୁପ୍ରିମ ଝଟକା,,,,,କାହିଁକି ସେମାନଙ୍କୁ ନେଇ ଏତେ ଚର୍ଚ୍ଚା,,ବିଶ୍ଳେଷଣ ଓ ଉପସ୍ଥାପନା ,,,,,ଦୁର୍ଗା ବାବୁ,,,ଆଜି ଆମ ରାଜ୍ୟ ପାଇଁ ବେଶ୍ ମନେରହିବାର ଦିନ,,,ଆହୁରି ଚାରି ଗୋଟି ବିଷୟ ଛାଡି ଗଲେ,,,,ଏକ,,,ବ୍ରଜରାଜନଗର ରେ ବିଜେଡି ର ଅଭୂତପୂର୍ବ ବିଜୟ,,,,ଦୁଇ,,,,ରାଜ୍ୟ ସଭା କୁ ବିନା ବିରୋଧ ରେ ନିର୍ବାଚିତ,,,ତିନି,,,କଂଗ୍ରେସ ଉଠିଲେ,,,ଚାରି,,,ବିଜେପି ଶୋଉଛି,,,ସର୍ବୋପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ବକ୍ତବ୍ଯ,,ମହାପ୍ରଭୁ ଙ୍କ ଇଛା ବିନା ଗଛରେ ପତ୍ର ହଲେନାହଁ,,ବେଶ୍ ତାତ୍ପର୍ଯ୍ୟ ପୂର୍ଣ୍ଣ,,,,

  • @swagatpradhan7719
    @swagatpradhan77192 жыл бұрын

    ଗୋଟେ ସ୍ୱାଗତଯୋଗ୍ୟ କାର୍ଯ୍ୟ କୁ ବେଆଇନ ବୋଲି କହିବା ଆଗରୁ ଟିକେ ଚିନ୍ତା କରିବା ଆବଶ୍ୟକ ଥିଲା | SC ସେମାନଙ୍କୁ ସଠିକ ଜବାବ ଦେଇଛନ୍ତି |

  • @rakeshmohapatra5501
    @rakeshmohapatra55012 жыл бұрын

    ସୁପ୍ରିମ କୋର୍ଟ ଙ୍କ ରାୟ ପରେ..ଏହି ଜଗନ୍ନାଥ ବୀଦ୍ରୋହୀ ଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଦରକାର....🙄🙄🙄

  • @debashishsrichandann4993
    @debashishsrichandann49932 жыл бұрын

    ଜଗନ୍ନାଥ ଙ୍କ ବିରୋଧୀ ଙ୍କୁ ସଠିକ ଜବାବ ମିଳି ଯାଇଛି

  • @debashishsrichandann4993
    @debashishsrichandann49932 жыл бұрын

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସରିଲେ ସାରା ବିଶ୍ୱ ଦେଖିବ ଏହାର ଗଢ଼ଣ

  • @sairajesh4581
    @sairajesh45812 жыл бұрын

    ମିଛ ପ୍ରହସନ କରୁଥିବା ଆବେଦନକାରୀଙ୍କୁ ସଠିକ ଜାଗା ଦେଖାଇଦେଲେ ସୁପ୍ରିମକୋର୍ଟ

  • @sanket565
    @sanket5652 жыл бұрын

    ସବୁ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା👌 କାମ ବନ୍ଦ ହେବା ନାହିଁ। ସୁପ୍ରିମ କୋର୍ଟ ଙ୍କ ପ୍ରଶଂସା ଯୋଗ୍ୟ ନିଷ୍ପତ୍ତି

  • @biswajitmohanty4835
    @biswajitmohanty48352 жыл бұрын

    ପୁରୀଶ୍ରୀମନ୍ଦିର ବିକାଶ ରେ ଯେଉଁମାନେ ବାଧା ସୃଷ୍ଟି କରୁଛନ୍ତି ଭଗବାନ ମଧ୍ୟ କ୍ଷମା କରିବେନି

  • @sabitaomshantidadijena4086
    @sabitaomshantidadijena40862 жыл бұрын

    ଜଗନ୍ନାଥ ଙ୍କୁ ନେଇ ରାଜନୀତି କରୁଥିବା ଲୋକଙ୍କୁ ପ୍ରଭୁ ଉଚିତ ଶିକ୍ଷା ଦେଇଛନ୍ତି

  • @susiljena2702
    @susiljena27022 жыл бұрын

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୁର୍ଣ୍ଣ ଭବେ ଏଏସଆଇ ଦ୍ଵାରା କାର୍ଯ୍ୟ ଚାଲୁଅଛି

  • @SaiRam-gc7ud
    @SaiRam-gc7ud13 күн бұрын

    ଧନ୍ଯବାଦ ଜଣାଊଛି 🌹 ସାଵଦିକତୁମକୁ😊😊😊

  • @susiljena2702
    @susiljena27022 жыл бұрын

    ଯେଉଁ ପ୍ରସଙ୍ଗ ଉଚ୍ଚ ନ୍ୟାୟାଳୟ କୁ ଯିବା କଥା ତାହା ନଯାଇ ନିର୍ଦ୍ଦିଷ୍ଟ ଷଡ଼ଯନ୍ତ୍ରକାରୀଙ୍କ ଦ୍ଵାରା ପ୍ରସ୍ତୁତ ପ୍ରସଙ୍ଗ ଯାଉଛି

  • @pratikshyapattnaik4349
    @pratikshyapattnaik43492 жыл бұрын

    ଭାଷଣ ଦଳ ର ଗରବ ଶେଷ ଧରମ ର ହେଲା ଜୟ

  • @CarryMinati-em1hv
    @CarryMinati-em1hv2 жыл бұрын

    ବିରୋଧୀଙ୍କ ମୁହଁ ପୁରା ଚୁପ ହେଇଗଲା ଜୟ ଜଗନ୍ନାଥ |

  • @rabinarayanmohanty7922
    @rabinarayanmohanty79222 жыл бұрын

    ଜଗନ୍ନାଥ ମହାପ୍ରଭୁ ବିନା ନିର୍ଦ୍ଦେଶରେ କିଛି ହୁଏନାହିଁ , ଆଉ ଯାହା ତାଙ୍କର ଇଛା ସେହା ହେବ ।

  • @sairajesh4581
    @sairajesh45812 жыл бұрын

    ମହାପ୍ରଭୁ ଙ୍କ ସେବାୟତଙ୍କ ତ୍ୟାଗ, କୋଟି କୋଟି ଭକ୍ତଙ୍କ ସହଯୋଗରେ ପ୍ରକଳ୍ପ କାର୍ଯ୍ୟ ଆଗଉଛି

  • @rabinarayanmohanty7922
    @rabinarayanmohanty79222 жыл бұрын

    ଯେଉଁମାନେ ଷଡ଼ଯନ୍ତ୍ର କରୁଥିଲେ ତାଙ୍କୁ ଉଚିତ୍ ଜବାବ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।

  • @namitagochhayat5059
    @namitagochhayat50592 жыл бұрын

    ଭଗବାନଙ୍କ କାମରେ ବାଧା ଦେଲେ ଏମିତି ଶକ୍ତ ଚାପୁଡ଼ା ମିଳେ।

  • @namitagochhayat5059
    @namitagochhayat50592 жыл бұрын

    ନିଜ ସ୍ୱାର୍ଥ ପାଇଁ ଏ ଷଡଯନ୍ତ୍ରକାରୀ ମାନେ କିଛି ବି କରିବାକୁ ପଛଘୁଞ୍ଚା ଦେବେ ନାହିଁ।

  • @namitagochhayat5059
    @namitagochhayat50592 жыл бұрын

    ଯେଉଁ ବିରୋଧ କରୁଛନ୍ତି ବିରୋଧୀ ଦଳର ନେତା ମାନେ,ସେମାନେ ଖାଲି ନିଜର ମିଥ୍ୟା ପ୍ରଚାର କରୁଛନ୍ତି ରାଜନୀତି ପାଇଁ।

  • @swagatpradhan7719
    @swagatpradhan77192 жыл бұрын

    ବିଜେପି ଗୋଟେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛି ଏକଥା ଆଗାମୀ ଦିନରେ କଳଙ୍କିତ ଇତିହାସ ଲେଖା ରହିବ |

  • @susiljena2702
    @susiljena27022 жыл бұрын

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉଛି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ବହୁ ଦିନର ଆବଶ୍ୟକ କୁ ପୁରଣ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ବଧ

  • @debashishsrichandann4993
    @debashishsrichandann49932 жыл бұрын

    ମିଛ ପ୍ରହସନ କରି ଆବେଦନାକାରୀ ଙ୍କୁ ସଠିକ ଜାଗା ଦେଖାଇଲା କୋର୍ଟ

  • @maheshpatnaik6972
    @maheshpatnaik69722 жыл бұрын

    ବିଜେପି ପ୍ରମାଣ କରିଦେଇଛି ଯେ ସେ ସବୁବେଳେ ଭଲ କାର୍ଯ୍ୟ କୁ ବିରୋଧ କରିବ....

  • @alishaparida8522
    @alishaparida85222 жыл бұрын

    ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଏ ଦେଶରେ ଗୋଟିଏ ଠାକୁର ଯିଏ କି କଳା ଠାକୁର.... ତାହାର ଉପସ୍ଥିତିର ପ୍ରମାଣ ଦେଇଛନ୍ତି

  • @sujitsahoo1226
    @sujitsahoo12262 жыл бұрын

    ସୁପ୍ରିକୋର୍ଟଙ୍କ ଛାଟ ପଡ଼ିବା ପରେ କଥା ବଦଳାଉଛନ୍ତି ଅପରାଜିତା ଷଡ଼ଙ୍ଗୀ ।

  • @ranjanprakash4556
    @ranjanprakash45562 жыл бұрын

    କୋଟି କୋଟି ଭକ୍ତଙ୍କ ଗୁହାରି ଶୁଣିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ |

  • @rajivagarwal195
    @rajivagarwal1952 жыл бұрын

    ସୁପ୍ରିମ କୋର୍ଟ ଙ୍କ ନ୍ୟାୟ ବିଚାର ସତରେ ଅତ୍ୟନ୍ତ ପ୍ରଶଂସନୀୟ ଅଟେ

  • @satyashreemishra8823
    @satyashreemishra88232 жыл бұрын

    ସୁପ୍ରିମକୋର୍ଟର ରାୟ ଶୁଣିବା ପରେ ବିରୋଧୀ ଙ୍କୁ ଗୋଟିଏ ଶକ୍ତ ଚାପୁଡ଼ା ମିଳିଛି।

  • @narayanbehera1373
    @narayanbehera13732 жыл бұрын

    ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ରାୟ କୁ ସୁସ୍ୱାଗତ।

  • @knowledgeray1908
    @knowledgeray19082 жыл бұрын

    ପରିକ୍ରମା ପ୍ରକଳ୍ପକୁ ନେଇ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା ବାସ୍ତବରେ ଜନସ୍ୱାର୍ଥ ପରିପନ୍ଥୀ ଅଟେ ବୋଲି ଖଣ୍ଡପୀଠ କହିଛନ୍ତି। ପରିକ୍ରମା ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କୁ ଶକ୍ତ ଚାପୁଡ଼ା ମାରିଛି ସର୍ବୋଚ୍ଚ ନ୍ୟାୟାଳୟ।

  • @ch.prasadkumarpatnaik3428
    @ch.prasadkumarpatnaik342818 күн бұрын

    Nice and divine judgement.

  • @namitagochhayat5059
    @namitagochhayat50592 жыл бұрын

    ମନ୍ଦିର ବିକାଶ କାର୍ଯ୍ୟରେ ସମସ୍ତେ ସହଯୋଗ କରିବା ଉଚିତ। ଯିଏ ବିରୋଧ କରୁଛନ୍ତି ତାଙ୍କୁ ମହାପ୍ରଭୁ ଉଚିତ ଜବାବ ଦେଉଛନ୍ତି।

  • @satyashreemishra8823
    @satyashreemishra88232 жыл бұрын

    ମିଛ ପ୍ରହସନ କରୁଥିବା ବିରୋଧୀ ଙ୍କୁ ସଠିକ ଜାଗା ଦେଖାଇଛନ୍ତି ସୁପ୍ରିମକୋର୍ଟ।

  • @maheshpatnaik6972
    @maheshpatnaik69722 жыл бұрын

    ଏତେ କିଛି ଘଟିଗଲା ପରେ ଆମ ଅପରାଜିତା madam ମିଛ କହିବା ଭୁଲୁନାହାନ୍ତି....

  • @prabirkumardas2743
    @prabirkumardas27432 жыл бұрын

    ପ୍ରଭୁ ଜଗନ୍ନାଥଙ୍କ ବିନା ଇଚ୍ଛାରେ ପତ୍ର ଟିଏ ମଧ୍ୟ ହଲେ ନାହିଁ। ଯାହା କିଛି ହେଉଛି ତାଙ୍କରି ଇଚ୍ଛା।

  • @narayanbehera1373
    @narayanbehera13732 жыл бұрын

    ସେବାୟତ ତଥା ଭକ୍ତ ମାନଙ୍କର ସହୋଜଗ ରେ ଆଗେଇ ଚାଲିବ ପରିକ୍ରମା ପ୍ରକଳ୍ପ।

  • @susiljena2702
    @susiljena27022 жыл бұрын

    ମହାପ୍ରଭୁଙ୍କ ନିର୍ଦ୍ଦେଶ ରେ ସବୁ କାର୍ଯ୍ୟ ଜାରି ରହିଛି ,ବିଶ୍ୱ ଦେଖିବ ଶ୍ରୀମନ୍ଦିର ରୂପାନ୍ତରିଣ ନୂଆ ଛବି

  • @maautkalvidya
    @maautkalvidya2 жыл бұрын

    ଏମାନେ ଓଡ଼ିଶା ଦ୍ରୋହୀ ଓ ଦେଶ ଦ୍ରୋହୀ |

  • @pratikshyapattnaik4349
    @pratikshyapattnaik43492 жыл бұрын

    ଷଡ଼ଯନ୍ତ୍ରକାରୀଙ୍କ ପର୍ଦ୍ଦାଫାସ କଲେ ସ୍ଵୟ ମହାପ୍ରଭୁ

  • @debashishsrichandann4993
    @debashishsrichandann49932 жыл бұрын

    ଓଡ଼ିଆ ଙ୍କ ଭାବବେଗ କୁ ବୁଝି ପାରୁନାହାନ୍ତି ଅପରାଜିତା

  • @sujitsahoo1226
    @sujitsahoo12262 жыл бұрын

    ବିଜେପି ନେତା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିସୟରେ ଭବିଷ୍ୟତରେ ମୁହଁ ଖୋଲିବା ଆଗରୁ ସୁପ୍ରିମକୋର୍ଟ ଦେଇଥିବା ଟିପ୍ପଣୀ ମନେରଖିବାକୁ ଅନୁରୋଧ ।

  • @abhisekrath5516
    @abhisekrath55162 жыл бұрын

    ପୁରୀ ମନ୍ଦିରର ବିକାଶ ସହିତ ପର୍ଯ୍ୟଟକଙ୍କ ଭିତର ତଥା ବାହାରେ ବୃଦ୍ଧି ପାଇବ |

  • @satyashreemishra8823
    @satyashreemishra88232 жыл бұрын

    ଜଗନ୍ନାଥଙ୍କ ବିନା ଇଚ୍ଛାରେ ପତ୍ରଟେ ବି ହଲେନି, ତେଣୁ ଯାହା କରୁଛନ୍ତି ସେ ମହାପ୍ରଭୁ ଜଗନ୍ନାଥ ହିଁ କରୁଛନ୍ତି।

  • @Odia_Toka_Om
    @Odia_Toka_Om2 жыл бұрын

    ମୁଁ ପ୍ରଥମ ରୁ କହିଛି ଜଗନ୍ନାଥ ଙ୍କୁ ନେଇ ରାଜନୀତି ନ ହଉll ତାହା ନ୍ୟାୟାଳୟ ଆଜି ଉଚିତ ନ୍ୟାୟ ଦେଲେ ଜୟ ଜଗନ୍ନାଥ ll

  • @namitagochhayat5059
    @namitagochhayat50592 жыл бұрын

    ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ଶ୍ରୀମନ୍ଦିର ରେ ସେଥି ଲାଗି ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ସେବାୟତମାନେ ଅନୁରୋଧ କରିଛନ୍ତି ହେଲେ ବିରୋଧୀଙ୍କ ହୀନ ଚିନ୍ତାଧାର ବଦଳୁନହିଁ।

  • @ranjanprakash4556
    @ranjanprakash45562 жыл бұрын

    ସବୁପ୍ରକାର ଚେଷ୍ଟା ବିଫଳ ହୋଇଛି ବିରୋଧୀ ମାନଙ୍କର ପରିକ୍ରମା ପ୍ରକଳ୍ପ ସମ୍ପର୍କ ନେଇ |

  • @susiljena2702
    @susiljena27022 жыл бұрын

    ଗଣମାଧ୍ୟମ ରେ ନିଜକୁ ଚିତ୍ରଣ କରିବା ପାଇଁ କିଛି ବ୍ୟକ୍ତି ଭାରତର ସର୍ବୋଚ୍ଚ ନ୍ୟାୟାଳୟ କୁ ମଧ୍ୟ ବ୍ୟବହାର କରିବାକୁ ପଚାଉନାହାନ୍ତି

  • @ashokdas6726
    @ashokdas67262 жыл бұрын

    ଅତି ସୁନ୍ଦର ନିଷ୍ପତ୍ତି ମାନ୍ୟବର ସୁପ୍ରିମ କୋର୍ଟଙ୍କ ଦ୍ଵାରା

  • @knowledgeray1908
    @knowledgeray19082 жыл бұрын

    ଦୀର୍ଘ ଦିନ ହେଲା ଚାଲିଥିବା ପୁରୀ ଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପକୁ ନେଇ ଉପୁଜିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୁପ୍ରିମ କୋର୍ଟ।

  • @godabarimangaraj5027
    @godabarimangaraj50272 жыл бұрын

    🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏

  • @abhisekrath5516
    @abhisekrath55162 жыл бұрын

    ବାବୁ ଓ ମା ମାନେ ରାଜନୀତି କର କିନ୍ତୁ ପ୍ରଭୁ ଙ୍କୁ ନେଇକି ନୁହେଁ

  • @sairajesh4581
    @sairajesh45812 жыл бұрын

    ମୂଖ୍ୟମନ୍ତ୍ରୀ ହେବା ନିଶା ରେ ଉବୁଡୁ ଉ ହେଇ ଅପରଜି ଷଡଙ୍ଗୀ ଓଡ଼ିଆଙ୍କ ଭାବାବେଗକୁ ବୁଝି ପାରୁନାହାନ୍ତି

  • @hariarjunsahu873
    @hariarjunsahu87320 күн бұрын

    Nice soch. Supreme decision.

  • @sabitaomshantidadijena4086
    @sabitaomshantidadijena40862 жыл бұрын

    ଯାହାର ମାନ ଯେଡ଼େ ତାର ପ୍ରଭୁ ତେଡେ

  • @Odia_Toka_Om
    @Odia_Toka_Om2 жыл бұрын

    ଯେଉଁ ମାନେ ବାଧା ଦେଉଥିଲେ ପ୍ରଭୁଙ୍କ କାମରେ ତାଙ୍କର ଅସଲ ରୂପ ଜନସାଧାରଣ ଦେଖିସାରିଲେଣି ତଥାପି ସେମାନେ ତାଙ୍କ ମିଛ କହିବା ବନ୍ଦ କରୁନାହାନ୍ତି କଣ ପାଇଁ ପ୍ରଭୁ ଜଗନ୍ନାଥ ଆଉ ତାଙ୍କୁ କେତେ ବଡ଼ ଦଣ୍ଡ ଦେଲେ ସେମାନେ ସୁଧୁରିବେ କେଯାନେ

  • @karmajibi6193
    @karmajibi61932 жыл бұрын

    ତଥାପି ଅପେକ୍ଷା ସମୟକୁ, ସମୟ ବଡ ବଳବାନ।

  • @prabirkumardas2743
    @prabirkumardas27432 жыл бұрын

    ସମ୍ବିତ ପାତ୍ର ଓ ଜୟ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ଵାରା ପ୍ରଯୋଜିତ ମିଡିଆ ବହୁତ ଦେଖାଉଥିଲେ ପୁରୀ ରେ ହେଉ ଥିବା ନାଟକକୁ ଏବେ ସୁପ୍ରିମ କୋର୍ଟ ର ରାୟ କୁ ଦେଖାଉ ନାହାନ୍ତି।

  • @pratikshyapattnaik4349
    @pratikshyapattnaik43492 жыл бұрын

    ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କର ତାଙ୍କ ଉପରେ ସବୁଙ୍କ ଅଧିକାର ଅଛି ତମେ ରାଜନୀତି ପାଇ ଯାହା କରୁଥିଲ ଭଗବାନ୍ ଏବେ ଧର ପକେଇ ଦେଲେ

  • @rabinarayanmohanty7922
    @rabinarayanmohanty79222 жыл бұрын

    ସାରା ବିଶ୍ଵ ଦେଖିବ ପୁରୀ ଜଗନ୍ନାଥ ମନ୍ଦିରର ରୂପାନ୍ତରଣର ନୂତନ ଅଧ୍ୟାୟ ।

  • @lipsadas4353
    @lipsadas43532 жыл бұрын

    ଶ୍ରୀ ମନ୍ଦିରର ପରିକ୍ରମା ପ୍ରକଳ୍ପ ସରିଲେ ପୁରୀ ଝଲସି ଉଠିବ ଓ ତାହାକୁ ବିଶ୍ଵାବସୀ ଦେଖିବେ।

  • @anmayeedas4839
    @anmayeedas48392 жыл бұрын

    ସୁପ୍ରିମ କୋର୍ଟ ତାଙ୍କ ବିଚାର ସ୍ପଷ୍ଟ ଭାବର ସମସ୍ତଙ୍କ ଅଗରେ ରଖି ଵିରୋଧୀଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।

  • @muralidhar9215
    @muralidhar92152 жыл бұрын

    Bahut badhia

  • @prabirkumardas2743
    @prabirkumardas27432 жыл бұрын

    ସର୍ବ ସାଧାରଣ ଙ୍କ ସୁବିଧା ପାଇଁ ତିଆରି ହେଉଥିବା ପରିକ୍ରମା ପ୍ରକଳ୍ପ ବନ୍ଦ ହେବ ନାହିଁ।

  • @namitagochhayat5059
    @namitagochhayat50592 жыл бұрын

    ମନ୍ଦିରର ବିକାଶ ନିଜ ସ୍ୱାର୍ଥ ପାଇଁ ନୁହଁ ଲୋକଙ୍କ ସୁବିଧା ପାଇଁ ହେଉଚି। ସେଥିପାଇଁ ସମସ୍ତେ ସହଯୋଗ କରିବା ଦରକାର।

  • @rabinarayanmohanty7922
    @rabinarayanmohanty79222 жыл бұрын

    ଓଡ଼ିଶାର ଜନସାଧାରଣ ମାନଙ୍କ ଭାବବେଗକୁ ନେଇ ହିନ ରାଜନୀତି କରୁଛନ୍ତି ବିରୋଧୀ ଦଳର ନେତାମାନେ ।

  • @ranjanprakash4556
    @ranjanprakash45562 жыл бұрын

    ଶ୍ରୀମନ୍ଦିର ସମସ୍ତଙ୍କର, ତାହାର ଉର୍ନ୍ନତିରେ ରାଜ୍ୟବାସୀଙ୍କ ଉର୍ନ୍ନତି ହେଵ ଏଥିରେ ବିରୋଧ କରି ମନ୍ଦିରର ବିକାଶରେ ବାଧା ସୃଷ୍ଟି କରୁଛନ୍ତି |

  • @rabindramohanty7020
    @rabindramohanty70202 жыл бұрын

    ପୂରୀ ରଥଯାତ୍ରା ପୂରା ଝଲସି ଉଠିବ. ବିଶ୍ୱ ଏବେ ନୂତନ ରୂପରେ ପୁରୀକୁ ଉପଭୋଗ କରିବେ.

  • @kartikjena5180
    @kartikjena51802 жыл бұрын

    ପୁରୀ ଶ୍ରୀମନ୍ଦିର ଷଡଯନ୍ତ୍ର କାରୀ ଙ୍କୁ ସୁପ୍ରିମକୋର୍ଟ ଙ୍କ ଶକ୍ତ ଚାପୁଡ଼ା

  • @litanjena09
    @litanjena092 жыл бұрын

    ଏମାନଙ୍କୁ କ୍ଷମା ନାହିଁ.... ଯେଉଁମାନେ ଜଗନ୍ନାଥଙ୍କ ନାଁ ଧରି ଜଗନ୍ନାଥଙ୍କୁ ଧ୍ବଂସ କରାଯାଉଛି ବୋଲି ନାରା ଦେଇ ନିଜ ସ୍ବାର୍ଥ ହାସଲ ପାଇଁ ଚେଷ୍ଟା କରୁଥିଲେ

  • @sabitaomshantidadijena4086
    @sabitaomshantidadijena40862 жыл бұрын

    ଜଗନ୍ନାଥ ଙ୍କ ପ୍ରତି ଅନ୍ୟାୟ କରୁଥିବା ଲୋକଙ୍କୁ ଉଚିତ ଦଣ୍ଡ ଜଗନ୍ନାଥ ଦେଇଛନ୍ତି

  • @rabindramohanty7020
    @rabindramohanty70202 жыл бұрын

    ଚଳିତ ବର୍ଷ ପୁରୀର ରଥଯାତ୍ରା ବିରୋଧୀଙ୍କୁ ମଧ୍ୟ ଚକିତ କରିବ. ରଥଯାତ୍ରାରେ ଭରପୁର ଆନନ୍ଦ ଉପଭୋଗ କରିପାରିବେ. ମନରେ ଗ୍ଲାନି ନରଖି ବିରୋଧl ଭାଷକୁ ଭୁଲି ଆସନ୍ତୁ, ସଭିଏଁ ମିଶି ପୁରୀକୁ ସୌନ୍ଦର୍ଯ୍ୟ ମୟ କରି ଗଡି ତୋଳିବା.

  • @lipsadas4353
    @lipsadas43532 жыл бұрын

    ବିରୋଧୀଙ୍କ ଆବେଦନକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

  • @suprabha6713
    @suprabha67132 жыл бұрын

    ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିକାଶ କାର୍ଯ୍ୟରେ ବାଧକ ସାଜୁଥିବା ଲୋକଙ୍କୁ ଶକ୍ତ ଚାପୁଡ଼ା ବାଜିଛି

  • @maheshpatnaik6972
    @maheshpatnaik69722 жыл бұрын

    ଆଉ କିଛି ଦିନ ଅପେକ୍ଷା କଲେ ପୁରୀ ର ନୂଆ ରୂପ ସାରା ବିଶ୍ବ ଦେଖିବ.... ବିଜେପି ବି ଦେଖିବ....

  • @sipnsarma2817
    @sipnsarma28172 жыл бұрын

    ମହାପ୍ରଭୁ ଙ୍କ କାମରେ ବାଧା ଦେଇ ଏମାନେ ବଞ୍ଚି ପାରିବେ ନାହିଁ l

  • @satyashreemishra8823
    @satyashreemishra88232 жыл бұрын

    ବିରୋଧୀ ଦଳ ଯେତେ ପ୍ରହସନ କରିବା କଥା କରନ୍ତୁ ଜନତା ଆଉ ଏତେ ବି ବୋକା ନୁହଁନ୍ତି ସେମାନଙ୍କ ଚାଲ ବୁଝି ପାରୁ ନାହାଁନ୍ତି।

  • @kartikjena5180
    @kartikjena51802 жыл бұрын

    ଲଜ୍ୟା ଲାଗିବା ଦରକାର ବିଜେପି ନେତା ମାନଙ୍କୁ

  • @sumeshmaharana7779
    @sumeshmaharana77792 жыл бұрын

    ପ୍ରଥମତଃ ପ୍ରକଳ୍ପ କାମକୁ ରୋକିବା ପାଇଁ ହେଉଥିବା ହାଇକୋର୍ଟ ଓ ସୁପ୍ରିମକୋର୍ଟ ରେ ପିଟିସନ କରିଛନ୍ତି,ସେମାନଙ୍କୁ ଓଡ଼ିଶାବାସି କେବେ ଭୁଲିବେ ନାହିଁ।

  • @satyashreemishra8823
    @satyashreemishra88232 жыл бұрын

    ନିଜ ରାଜନୈତିକ ସ୍ୱାର୍ଥ ପାଇଁ ତଥା ନିଜକୁ ଲୋକପ୍ରିୟ କରିବା ପାଇଁ ଏସବୁ ପ୍ରହସନ କରୁଛନ୍ତି ବିରୋଧୀ।

  • @swagatpradhan7719
    @swagatpradhan77192 жыл бұрын

    ଏଭଳି ଏକ ଉତ୍ତମ କାର୍ଯ୍ୟକୁ ରୋକିବାକୁ ହୀନ ଚକ୍ରାନ୍ତ କରୁଥିବା ଲୋକ ସମାଜ ପାଇଁ କଳଙ୍କ |

  • @lipsadas4353
    @lipsadas43532 жыл бұрын

    ସରକାରଙ୍କ ଦ୍ଵାରା ନିର୍ମାଣଧୀନ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କେବଳ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଖସ୍ୱାଛନ୍ଦ୍ୟ ପାଇଁ ଏଥିରେ କୌଣସି ରୋକ ନାହିଁ।

  • @satyashreemishra8823
    @satyashreemishra88232 жыл бұрын

    ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ସାରା ବିଶ୍ବ ଦେଖିବ ରୂପାନ୍ତରଣ ର ନୂଆ ଅଧ୍ୟାୟ।

  • @maheshpatnaik6972
    @maheshpatnaik69722 жыл бұрын

    ଠିକ୍ ମାଡ଼ ବାଜିଛି ବିଜେପି କୁ .... ହେଲେ ବି ସୁଧୁରୁନାହାନ୍ତି...

  • @sujitsahoo1226
    @sujitsahoo12262 жыл бұрын

    ବିଜେପି ନେତାମାନଙ୍କ ଅସଲ ଚେହେରା ସୁପ୍ରିମକୋର୍ଟପଦାରେ ପକେଇ ଦେଇଛନ୍ତି ।

  • @prabirkumardas2743
    @prabirkumardas27432 жыл бұрын

    ସୁପ୍ରମକୋର୍ଟଙ୍କ ନିର୍ଦ୍ଧେଶ ରୁ ଓଡିଶା ବାସୀ ନିଶ୍ଚିନ୍ତ ହୋଇ ସାରିଛନ୍ତି ଯେ ନବୀନ ସରକାର ସମ୍ପୂର୍ଣ୍ଣ ଠିକ୍।

  • @prabirkumardas2743
    @prabirkumardas27432 жыл бұрын

    ରାଜ୍ୟ ସରକାର ପ୍ରଥମେ ପ୍ରକଳ୍ପ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇ ASI ଓ ସବୁ କିଛି ଅନୁମତି ନେଇ କାର୍ଯ୍ୟ ଆରମ୍ଭ କରିଥିଲେ।

  • @Odia_Toka_Om
    @Odia_Toka_Om2 жыл бұрын

    ୟେ ମାନେ ୟାଙ୍କ ପ୍ରକୃତି କେବେ ଛାଡିବେ ନାହିଁ ଲୋକଙ୍କ ସେବା ତୋ କେବେ କରିବେ ନାହିଁ ଖାଲି ବିକାଶ କାମରେ ବାଧା ଦେବା ଜାଣୁଛନ୍ତି ଆଉ କିଛି ନୁହେଁ

  • @lipsadas4353
    @lipsadas43532 жыл бұрын

    ଦେଶରେ ସବୁ ମନ୍ଦିର ର ନିର୍ମାଣ ଓ ବିକାଶ କାର୍ଯ୍ୟ ହେଉଥିବା ସମୟରେ କାହିଁକି ଜଗନ୍ନାଥ ଶ୍ରୀ ମନ୍ଦିର ପ୍ରକଳ୍ପ କାମ ବନ୍ଦ ହେବ ବିରୋଧୀ କଥା ରେ।ବିରୋଧୀ କଣ ଜାଣି ଛନ୍ତି ଜଗତର ନାଥ ଜଗନ୍ନାଥ ଙ୍କ କଥା।ଆଜି କୋର୍ଟ ମଧ୍ୟ ତାହା ଦେଖାଇ ଦେଲେ।

Келесі