ମୋହନ ସରକାରଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡରେ ପ୍ରଶାସନ... ସରିଲା ମାପଚୁପ ଏବେ ମାଟିରେ ମିଶିବ ସ୍ୱାଦ ହୋଟେଲ !

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #Kendrapada #SwadHotel #CMMohanMajhi #Odisha

Пікірлер: 350

  • @gitarani7237
    @gitarani723715 күн бұрын

    ମୋର ଘର ନାହିଁ ସବୁ ଆଡେ ଦୌଡ଼ି ଦୌଡ଼ି ଥକି ଗଲିଣି ହେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭୂମି ହିନ ମାନଙ୍କୁ ଖଣ୍ଡେ ଜାଗା ମିଳୁ 🙏🙏🙏🙏🙏

  • @himansusekharbehera426

    @himansusekharbehera426

    15 күн бұрын

    Jaga nuha tamaku flat miliba 😂

  • @sumitrachandra552

    @sumitrachandra552

    10 күн бұрын

    Jaga dabara thile se anya ra ghara kain bhanganta

  • @Riyaa__033

    @Riyaa__033

    10 күн бұрын

    Keve debe nhi mu ra suicide b kari debi kahili nhi

  • @samirnayak3768
    @samirnayak376816 күн бұрын

    ଶାସ୍ତ୍ର କହିଛି ଅନ୍ୟାୟ ଧନ ବଢ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ. ବାସ୍ତବରେ ଯେତିକି ଆବଶ୍ୟକ ତା ଠାରୁ ଅଧିକ ଲୋଭ ବିପଦ ଓ ସମ୍ମାନ ହାନୀର କାରଣ.

  • @MithunNaik-ju3tb
    @MithunNaik-ju3tb16 күн бұрын

    ଜଲଦି ବୋଲଡ଼ୁଜର ଲଗେଇ ଭାଙ୍ଗିଦିଅ ଧନ୍ୟବାଦ ମୋହନ ସାର

  • @dibyaranjanbehera7927

    @dibyaranjanbehera7927

    15 күн бұрын

    👍👍👍👍

  • @sks590

    @sks590

    13 күн бұрын

    2029 ରେ ବିଜେପି ହାରିବା ନିଶ୍ଚିତ

  • @debasishmeher7942

    @debasishmeher7942

    13 күн бұрын

    Good job mohan sir

  • @subhamsodhi

    @subhamsodhi

    10 күн бұрын

    ❤​@@dibyaranjanbehera7927

  • @user-vh2hu2cv7v
    @user-vh2hu2cv7v16 күн бұрын

    ବହୁ ସୁନ୍ଦର ଜେଡେ ଜଲଦି ମାଟିରେ ମିଷିବା ଦରକାର ଜୟ ଓଡିଶା

  • @RanjeetkumarPadhi

    @RanjeetkumarPadhi

    13 күн бұрын

    Jay bjp

  • @patitakumarchoudhury9855
    @patitakumarchoudhury985515 күн бұрын

    ଏ ବାଳ କାମ ଛାଡ଼, ସରକାର ଜମି ସରକାର ହୋଟେଲ ନେଇଯାଉ.

  • @user-ud1lp4oh5t
    @user-ud1lp4oh5t16 күн бұрын

    ଓଡିଆ ଙ୍କୁ ନଧରି ଅଣ ଓଡିଆ ଙ୍କୁ ଧର ପ୍ରଥମେ

  • @soumyabvu2377

    @soumyabvu2377

    15 күн бұрын

    Seta ja gujrat re kahibu😂

  • @CAREWORLDNGONEWS
    @CAREWORLDNGONEWS15 күн бұрын

    "ଯେଉଁ ବ୍ୟକ୍ତି ମିଡିଆ କୁ ଆଗୁଁଠି ଦେଖାଇ ଭୟ ସୃଷ୍ଟି କରିଛି -ପ୍ରସାଶନ କୁ ବେଖାତିର -ତା ଆଖି ବନ୍ଦ କରିଦିଆଯାଉ।

  • @arjunpradhan5615
    @arjunpradhan561515 күн бұрын

    ବେକାରୀ ,ଦାଦନ ଶ୍ରମିକ ମାନଙ୍କ କଥା ଟିକିଏ ଚିନ୍ତା କର ହେ ବିଜେପି ମୋହନ ସରକାର

  • @user-vm4jx5th8u

    @user-vm4jx5th8u

    15 күн бұрын

    Alu chasha kara

  • @banamalibehera8781

    @banamalibehera8781

    14 күн бұрын

    JEMITI NAVEEN KARUTHILAA.

  • @lizapanigrahi6020
    @lizapanigrahi602016 күн бұрын

    ମୋହନ ସରକାର ଙ୍କର ଜୟ ହଉ 🙏🙏🙏 କିନ୍ତୁ ଏହି ନିୟମ ଗ୍ରାମାଞ୍ଚଳରେ ବି ଲାଗୁହେଉ

  • @pabitrasamantaray4503

    @pabitrasamantaray4503

    15 күн бұрын

    Right

  • @lizapanigrahi6020

    @lizapanigrahi6020

    15 күн бұрын

    Thanku

  • @soumyabvu2377

    @soumyabvu2377

    15 күн бұрын

    Mohan kie?😂

  • @jashobantanpanda3127

    @jashobantanpanda3127

    15 күн бұрын

    Right

  • @bharatsahoo232

    @bharatsahoo232

    15 күн бұрын

    ଗ୍ରାମାଞ୍ଚଳ ରେ କଣ ତୋ ବୋପା ସମ୍ପତି କି ଜବର ଦଖଲ କରିଛନ୍ତି କି

  • @manasbeher7264
    @manasbeher726415 күн бұрын

    ପଟିଆ ରେ ଟିକେ ଚଢ଼ାଉ ହଉ 👍👍👍

  • @madhabchandrahansdah-fe2iz
    @madhabchandrahansdah-fe2iz15 күн бұрын

    ମୋହନ ମାଝୀ ସରକାର ରେ ଅନେକ ମନ୍ତ୍ରୀ ଜମି ମାଫିଆ ଅଛନ୍ତି।

  • @prasant6357

    @prasant6357

    12 күн бұрын

    Tu tanka name kahilu proof saha? Na emiti what's app gyana peluchu ethi

  • @user-fq5gb9ep9e
    @user-fq5gb9ep9e16 күн бұрын

    ଅତି ବଢିଆ ହେଲା ,ଆମ ଆଡେ ବି ସେମିତି ବହୁଳ ଗୁଡେ ଅଛନ୍ତି ।(ଆଠଗଡ)

  • @sibapadhi3133
    @sibapadhi313315 күн бұрын

    ଓଡିଶା ସରକାର ଙ୍କ ବହୁତ ଭଲ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର ଏମିତି ହଟାଇ ବା ସରକାର ଆଇନ ର ଓଡିଶା ସାରା ସବୁ ଜିଲ୍ଲାପାଳ ଓ ତହସିଲଦାର ସରକାରୀ ଆଇନ ର ସରକାରୀ ଜମି କୁ ହଟାଇ ବା କାମ ତୁରନ୍ତ କଲେ ଭଲ ହେବ କାହାଠୁ ଲାଞ୍ଚ ଖାଇ ସରକାର ଜମି କୁ ନ ହଟେଇ ଲେ ସରକାର ଚାକିରୀ ରୁ ବହିଷ୍କାର କରିବେ ଓଡିଶା ସରକାର l ସରକାର ଙ୍କ ଜମି ଖାଲି ପଡିଥିଲା ସରକାର ଙ୍କ ଜମି ସରକାର ନେବା ଠିକ ଆଇନ ତିଆରି କରିଛନ୍ତି ବିଜେପି ସରକାର ଙ୍କ ଅଶେଷ ଅଶେଷ ଧନ୍ୟବାଦ 👍🌹

  • @Binodkumarpanigrahi2187
    @Binodkumarpanigrahi218716 күн бұрын

    ଯଦି ସମସ୍ତଙ୍କ ପାଇଁ ଏକ ନିୟମ ଲାଗୁ ହେବ, ତା ହେଲେ ଭଲ ହୁଅନ୍ତା

  • @bharatsahoo232

    @bharatsahoo232

    15 күн бұрын

    ହଁ ଭଲ ହୁଅନ୍ତା ଯଦି ସରକାର law ଆଣନ୍ତେ ଯାହାର ପଞ୍ଚାଗୁଣ୍ଠ ରୁ ଅଧିକ ଜମି ଥିବ ତାକୁ ଗରିବ ବା ଭୂମିହୀନ ଲୋକଙ୍କୁ ବାଣ୍ଟି ଦିଆଯିବ

  • @skdcreation2839
    @skdcreation283915 күн бұрын

    ସମସ୍ତେ ଭାସ୍କର news ଦେଖୁଛନ୍ତି ଆଉ ଗାଳି ବି ଦେଇଛନ୍ତି 😅🙄😀😁😁

  • @PrakashchandraPanda-nn3tg
    @PrakashchandraPanda-nn3tg15 күн бұрын

    ବଢିଆ ହୋଇଛି ଆହୁରି ହେବା ଦରକାର ଆଗକୁ କରିବା ପାଇଁ ଚାହୁଁ ଓଡିଶା ବାସୀ ।

  • @user-je5lr6tm6t
    @user-je5lr6tm6t16 күн бұрын

    ବହୁତ ସୁନ୍ଦର ପଦକ୍ଷେପ

  • @Bubun-t2s
    @Bubun-t2s12 күн бұрын

    ଯେଉଁ ବ୍ୟକ୍ତି video ବନ୍ଧ କରିବା ପାଇଁ ଦାଦାଗିରି ଦେଖାଉଛି ତାକୁ ପ୍ରଥମେ arrest କରା ଯାଉ। ଓଡ଼ିଶା ର extortion au ଦାଦାଗିରି ବଢ଼ିଗୋଲାନି।

  • @harekrushnapagal1405
    @harekrushnapagal140515 күн бұрын

    ❤ଜୟ ଜଗନ୍ନାଥ ଜୟ ❤ ଓଡ଼ିଶା ରେ ଥିବା 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ଗୁଣ୍ଡା ମାଫିଆ ମଲେ

  • @sarojrout9173
    @sarojrout917315 күн бұрын

    ମୁଖ୍ୟମନ୍ତ୍ରୀ କୁ ଧନ୍ୟବାଦ ଠିକ୍ ପଦକ୍ଷେପ ନିଆଯାଇଛି ଏକଦମ୍ ଠିକ୍ ଭାବରେ ତଦନ୍ତ ହେବା ଦରକାର

  • @hariharasahoo428
    @hariharasahoo42816 күн бұрын

    ସବୁ ଭାଙ୍ଗି ଦିଆଯାଉ... ଏଇ ତ ଆରମ୍ଭ 👍👍

  • @sks590

    @sks590

    13 күн бұрын

    ଆର ଥରକୁ ବିଜେପି ହରିବ

  • @sarojasatapathy1455
    @sarojasatapathy145516 күн бұрын

    Very good decision 👍

  • @manasbeher7264
    @manasbeher726415 күн бұрын

    ଅତି ସୁନ୍ଦର ପଦକ୍ଷେପ ଆମ ନୂଆ ମୁଖ୍ୟମନ୍ତ୍ରୀ ଙ୍କର 🙏

  • @gangadharjena8764
    @gangadharjena87649 күн бұрын

    ଧିରେ ଧିରେ ହେବ ଭାଇ ମାନେ ମୋହନ ଭାଇ ସବୁ କରିବେ ଟିକେ ଧୈର୍ଯ୍ୟ ଧର ସିଏ ସଂକଳ୍ପ ନେଇଚନ୍ତି ରାମରାଜ୍ୟ କରିବେ ଦରକାର ପଡ଼ିଲେ ମୁଲେଇ କି ମାରିବେ ଜୟ ହୋ ଭାରତ ମାତା

  • @pradiptaranjandas278
    @pradiptaranjandas27815 күн бұрын

    Perfect decision by new chief MINISTER.

  • @LusiSwain-ry8nw
    @LusiSwain-ry8nw13 күн бұрын

    Thankscmsirodisha

  • @harprasadsenapati3945
    @harprasadsenapati394515 күн бұрын

    Odisha ra Manyabara Mukhyamantri Mohan majhi Jindabad Jindabad

  • @MaheswarSahoo-e1i
    @MaheswarSahoo-e1i15 күн бұрын

    Mohan sir apananku many many thanks

  • @harprasadsenapati3945
    @harprasadsenapati394515 күн бұрын

    Yek Nayak Odisha Nayak Mohan majhi Jindabad Jindabad . Good very good action

  • @user-dg3xs2cr4c
    @user-dg3xs2cr4c15 күн бұрын

    Buldozer ବାବା ଦରକାର୍

  • @commonman1886
    @commonman188615 күн бұрын

    All encroachments should be evicted, both rural and urban. But no one should be targeted.

  • @PradiptaDas-sy4jn
    @PradiptaDas-sy4jn16 күн бұрын

    ଏମିତିକଲେ ମୋହନ ମାଝି କୁ ଲୋକମାନେ ପାଞ୍ଚବର୍ଷ ଭିତରେ ଲୋକମାନେ ମରଡକରିଦେଵେ ମୁ ଗ୍ୟାରେଟେ ଦେଉଛି

  • @jchoudhury274

    @jchoudhury274

    16 күн бұрын

    ଚୋର Bjd ନେତା ଙ୍କ ହୋଟେଲ କିଏ କଣ କରିବ

  • @HariharaGomango-ck6cq

    @HariharaGomango-ck6cq

    15 күн бұрын

    Nischaya naxalre misibe tapare maribe

  • @sadsong-sw1sh

    @sadsong-sw1sh

    15 күн бұрын

    ତୁ ମାରି ଦବୁ କି....😂

  • @pareshkumar8249

    @pareshkumar8249

    15 күн бұрын

    CM Mohan Majhi tumo bando kadidebe re......

  • @user-yr1hq5ei7d

    @user-yr1hq5ei7d

    15 күн бұрын

    Tu. Maghea. Badhachua. Sabu. Janichu. Tata. Agha. arrest. Kariba. Darkar.

  • @odiachannel8024
    @odiachannel802412 күн бұрын

    Sabu ଆଡେ କରାଯାଉ ଯେତେ କୁଆଡେ ସରକାରୀ ଜାଗା ଅଛି

  • @radheswammajhi4394
    @radheswammajhi439415 күн бұрын

    ବହୁତ୍ ଭଲ କାମ ଗାଁ ରୁ ସହର ଯାଏ ଚାଲୁ ସମସ୍ତ

  • @user-le4hh3rj9w
    @user-le4hh3rj9w16 күн бұрын

    Mohan sarkar jay.jay odisha

  • @brundabanpattnaik2311
    @brundabanpattnaik231116 күн бұрын

    Wecome🎉🎉🎉

  • @arunjena9669
    @arunjena966916 күн бұрын

    ତ ଘର କଥା ଭିଡିଓ ଚାଲିବା ରେ ଗାଣ୍ଡି ଫାଟୁଚି😂

  • @magunicharanrout
    @magunicharanrout5 күн бұрын

    Wel done admin of honourable CM. Keep it up

  • @meghanadhembram5510
    @meghanadhembram551015 күн бұрын

    ଭୂମି ହୀନଙ୍କୁ ଆଗେ ଦିଅ l ତା ପରେ......... Bldzr.

  • @DillipBhoi-mu1dk
    @DillipBhoi-mu1dk15 күн бұрын

    ସହର ଠାରୁ ଉଛେଦ ଆରମ୍ଭ କରାଯାଉ

  • @malaymohanta342
    @malaymohanta34216 күн бұрын

    Why govt officials fears from video shooting..?

  • @Sk143-g8o
    @Sk143-g8o15 күн бұрын

    ହଁ!ହେଲେ ତୁମ ସରକାର କେବେ ଭୂମି ହିନଙ୍କୁ କେବେ ଜମି ଦେବେ?

  • @Bharati-Entertainment123
    @Bharati-Entertainment12315 күн бұрын

    ଭାସ୍କର ର ତଥ୍ୟ ସର୍ବଦା ଭୁଲୁ। ସ୍ଵାଦ ହୋଟେଲ ର ଘର ସରକାର ର ଜାଗାରେ ନାହିଁ। କଣ ଭାସିଆ ଭାଙ୍ଗିବ ।

  • @user-lx6ps3rr9g
    @user-lx6ps3rr9g10 күн бұрын

    Mohan Sarakar Dhanyavad🙏🙏🙏

  • @Imissyou-zu4nv
    @Imissyou-zu4nv10 күн бұрын

    Very nice and My Dr Mohan Sir

  • @soubhagyasahoo3218
    @soubhagyasahoo321815 күн бұрын

    Wah wah wah beautiful nispati,mohan sarakar jindabad

  • @rajendraprasadmahakur4712
    @rajendraprasadmahakur471216 күн бұрын

    Disorder of National Highway at BBSR, Discipline in Rathyatra, Health Department activities, Ahar Kendra etc are more important activities. Please see and take quick action.

  • @ManasmitaRoutray-cu3fx
    @ManasmitaRoutray-cu3fx9 күн бұрын

    Thanku Mohan sarkar

  • @babajisahoo1152
    @babajisahoo115216 күн бұрын

    Good work

  • @trilochankarji1742
    @trilochankarji174215 күн бұрын

    ବଡ଼ ବଡିଆଙ୍କ ପାଇଁ କିଳା କିନ୍ତୁ ଗରିବ ଲୋକଙ୍କ ପାଇଁ 😢😢😢😢😢

  • @sukalatakundu7145
    @sukalatakundu714515 күн бұрын

    Ghar vangidele koti koti tanka nasta heba. Tenu income ra sansta sethare kholajau.jenuthite ki sadharanaloka upakruta hebe.

  • @er.5165
    @er.516515 күн бұрын

    Bhubaneswar ର KISS UNIVERSITY , ଯଦି ଜଙ୍ଗଲ ଜମିରେ ତିଆରି ହୋଇଥିବ , ସେଇଟା ବି ଭାଙ୍ଗି ଦିଆ ଯାଉ ᱾ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଦରକାର ᱾

  • @prasannakumarpanda8676
    @prasannakumarpanda867615 күн бұрын

    Very gd

  • @rubyswain5115
    @rubyswain511516 күн бұрын

    A kebal vanga sarkar a kichhi sundar karibaku asini kebal bika , vanga kariba

  • @BhagirathiPanda-uw4or
    @BhagirathiPanda-uw4or13 күн бұрын

    Jabardast excellent

  • @sukantabehara7904
    @sukantabehara790415 күн бұрын

    Jayjaganatha cm sar

  • @amitartandcraft2709
    @amitartandcraft270915 күн бұрын

    Right sir 🙏

  • @sankhalicharangiri805
    @sankhalicharangiri80515 күн бұрын

    Go ahead we are with you

  • @prasannajena8407
    @prasannajena840715 күн бұрын

    Thanks sir

  • @rajendramallick6894
    @rajendramallick689412 күн бұрын

    Jay ho mohanji

  • @user-ml2sr1nv7q
    @user-ml2sr1nv7q14 күн бұрын

    Very good sir madi chala❤

  • @manasranjanbarik9011
    @manasranjanbarik901114 күн бұрын

    Very good works sir

  • @RAKESH20249
    @RAKESH2024916 күн бұрын

    Good Decision ❤

  • @MamataSamad
    @MamataSamad15 күн бұрын

    ବହୁତ ସୁନ୍ଦର ମୋହନ ସାର

  • @anantakumarnaik1344
    @anantakumarnaik134415 күн бұрын

    Right decision sir

  • @ranjitadas4927
    @ranjitadas492716 күн бұрын

    Sabu panchyata b jancha heu sabu block b heu . Sabu sarpancha ku jancha karajaau.. Kie kete kama karichhanti sabura hisaba diantu..

  • @jaishriramram4987
    @jaishriramram498715 күн бұрын

    Good job thanks to new CM

  • @sibasankarsahoo822
    @sibasankarsahoo82210 күн бұрын

    Action ମୋଡ଼ ମୋହନ ସରକାର, କାହିଁ ରାଜ୍ୟପାଳ ପୁଅ ଉପେର action nahi

  • @kanjiaranjitkumar3824
    @kanjiaranjitkumar382415 күн бұрын

    Thanks 🙏🙏🙏👍. Sir

  • @bharatsahoo232
    @bharatsahoo23215 күн бұрын

    ଯିଏ ଓଡିଶାରୁ ସହ ସହ କୋଟି ହଜାର ହଜାର କୋଟି ଟଙ୍କା ନେଇ ଚଳୁ କରିଦେଇଛନ୍ତି ତାଙ୍କୁ ଧରିଲ ଦେଖିବା ତମ କାଢ଼ କେତେ ସେମାନଙ୍କୁ ଧରିବାପାଇଁ ତମ ଔକାତ ନାହିଁ କିଏ ଗରିବ ଲୋକ କୋଉଠି ହୋଟେଲ ଟେ କରିଛି କି କିଏ କୋଉଠି ଘରଟେ କରିଛି ସେମାନଙ୍କ ଉପରେ ଦାଉ ସାଧୁଚ ଗରିବ ମାଇକିନିଆ ସମସ୍ତଙ୍କ ଶାଳୀ

  • @jajatikeshari8949
    @jajatikeshari894915 күн бұрын

    Maa Bhagabati o jagarnnth nkara jami jenumane jabardakhalare achhanty turanta bahara karajau

  • @govindachandranihan1494
    @govindachandranihan149412 күн бұрын

    Right, but take the building in Govt care. Use it as Govt Properly. Public will benefited. Govt will get the revenue.

  • @satyasahoo1902
    @satyasahoo190215 күн бұрын

    ଏଇତ ଆରମ୍ଭ ମାତ୍ର ଦେଖା ଯାଉ ଆଳି ବ୍ଲକ୍ ପତ୍ରପୁର ପଞ୍ଚାୟତରେ କେବେ ହବ ଆମ ଗାଁ ରେ ଜବର୍ ଦଖଲ ଉଛେଦ କେବେ ହବ ନାଁ କିଛି ବଢ ବିଙି ଆଉ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଫାଇଲ୍ ତଳେ ରହି ଜିବ

  • @debendranarayandash9040
    @debendranarayandash904015 күн бұрын

    ଜୟ ଜୟ ଶ୍ରୀ ଜଗନ୍ନାଥ 🙏👍

  • @anshumanchanel1042
    @anshumanchanel104215 күн бұрын

    Good job mohan ji ❤❤

  • @user-sw1ji8wq6e
    @user-sw1ji8wq6e15 күн бұрын

    Sir ମୁଁ ବି ଜଣେ ଭୂମି ହିନ ଲକ sir ଆପଣ ଯଦି ଚାଂହିବେ ମୁଁ ଆପଣ ଙ୍କ ଦ୍ଵାରା ଜାଗା ଟିକେ ପାଇ ଥାନ୍ତି,,, ମୋ ଘର rasagabindapur ବ୍ଲକ,,

  • @Ashishvlogscreations
    @Ashishvlogscreations15 күн бұрын

    Very good discussion

  • @nabakishoremallick984
    @nabakishoremallick98415 күн бұрын

    BHARAT MATAKI JAY

  • @advocatesubash2360
    @advocatesubash236015 күн бұрын

    If everything is legal then why video will close

  • @SsPix23
    @SsPix239 күн бұрын

    ଭଲ ହେବ

  • @dhurbanaik1448
    @dhurbanaik144815 күн бұрын

    Thank you mohan sarkar

  • @AkshayKumar-ze8ok
    @AkshayKumar-ze8ok16 күн бұрын

    ସବୁ ମାଫିଆ ଙ୍କୁ ସାବଡ଼ କରାଯିବା ଉଚିତ୍ ।

  • @bharatsahoo232
    @bharatsahoo23215 күн бұрын

    ଓଡିଶା ର ସାଧାରଣ ଲୋକ ମାନେ ଯେମିତି ବହୁ ମତ ଭୋଟ ଦେଇ ଜିତେଇ ଛନ୍ତି କଣ ଏଇ କାମ କରିବାକୁ ସେ ଫାଲତୁ କାମ ବନ୍ଦ କର ଲୋକ ମାନେ କେମିତି ସୁଖ ଶାନ୍ତି ରେ ରହିବେ ଆଉ ଭଲ ରୋଜଗାର ପାଇପାରିବେ ସେ ବ୍ୟବସ୍ତା କର ନହେଲେ ଉତ୍ତର ପ୍ରଦେଶ ସ୍ଥିତି ହେବା ପାଇଁ ସମୟ ଲାଗିବନି ବିଜେପି କଣ ଖାଲି ବୁଲଡଜର ନୀତି ଆପଣେଇବା ଶିଖିଛି

  • @soubhagyajena4374
    @soubhagyajena437416 күн бұрын

    Ahuri khola tada kaly sabu dhara padiba

  • @francissahu7647
    @francissahu764715 күн бұрын

    Ok good job

  • @amitbehera2770
    @amitbehera277016 күн бұрын

    Video jadi close kariba pai kahuchanti tame Video upload karila kn pai 😅

  • @nilamadhabapatra1968
    @nilamadhabapatra196814 күн бұрын

    ଆମର ଏଠି ତ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ଦିଆଯାଉଛି ତାହା ପୁଣି 10 ଏକର 15 ଏକର ଏହିପରି ଭାବରେ।

  • @santoshnayakmaatariniprodu6640
    @santoshnayakmaatariniprodu664015 күн бұрын

    So nice

  • @manasbeher7264
    @manasbeher726415 күн бұрын

    କଟକ ଭୁବନେଶ୍ୱର ରେ କେବେ ଜବର ଦଖଲ ଉଛେଦ ହବ

  • @user-bf1iu5pb2f
    @user-bf1iu5pb2f15 күн бұрын

    Good decision by our respected CM

  • @user-rd1no4bi3i
    @user-rd1no4bi3i15 күн бұрын

    Bahut badhia kama

  • @user-ym2sg1bv9d
    @user-ym2sg1bv9d15 күн бұрын

    Right

  • @harekrushnapagal1405
    @harekrushnapagal140515 күн бұрын

    ଜୟ ଜଗନ୍ନାଥ ଜୟ 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା 25 ବର୍ଷ ହେଲା ଆଭ ଓଡ଼ିଶା କୁ ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଲାଞ୍ଚ ପିସ୍ କାରବାର ଦୃନିତି ରେ ଲୁଟୁଛନ୍ତି ଓଡ଼ିଶା ଵାଶି ଙ୍କୁ 25 ବର୍ଷ ହଲା ସଵୁ ଖେତ୍ରରେ ସରକାର ସଵୁ ଅସୁର ଖଣି ଖାଦାନ ଲୁଟେ ରାଙ୍କ ଉପରେ ବୁଲ ଡୁଜର ଚଡିବ 25 ବର୍ଷ ହେଲା ଆମ ଓଡ଼ିଶା କୁ ଓଡ଼ିଶା ଵାଶି ଙ୍କ ଗାଣ୍ଡି ମାରିଛନ୍ତି

  • @parshuramnayak7650
    @parshuramnayak765016 күн бұрын

    👍👍

  • @_biswajit_46_
    @_biswajit_46_7 күн бұрын

    ଆପଣ ଠିକ କହିଛନ୍ତି ଓଡ଼ିଶାରେ ପ୍ରାୟ ସବୁ ଗ୍ରାମ ରେ କିଛି କିଛି ଲୋକ ସେମାନଙ୍କର ବାପା ବାପା ଜେଜେ ବାପା ଅମଳ ରୁ ସରକାରୀ ଜମିରେ ଘର ଓ ଓ ଚାଷ କାମ କରି ରହିଆସୁଛନ୍ତି କାରଣ ଦୀର୍ଗ ହେବ ବାପା ଜେଜେ ବାପା ମାନେ ସଚ୍ଚତନ ଓ ପଢି ପଢି ଲେଖ୍ ଜାଣି ନଥିଲେ ତାମାନେ ସେ ଜାଗା ସରକାର ଛଡାଇ।।।।।।।।।।।।।।।।।।।।।।।।।. ଯଦି ନିଅନ୍ତି ତେବେ ଓଡିଶା ରେ ବିଜେପି ସରକାର ତାର ପରି ଣାମ ଭୋଗିବ ସମସ୍ତ ଆଦିବାସୀ, ହରିଜନ, କୃଷକ, ତ ମାନେ ମୋହନ ଚୌକି ମୋହକୁ ଓଲଟାଇ ଦେବେ । ଯଦି ଉଛେଦ କରୁଛନ୍ତି ବଡ ବଡ ସହର ରେ ଯୋଉମାନେ ସମ୍ଭ୍ରା ନ୍ତ ଶ୍ରେଣୀର ଲୋକ ଜାଗା ଅକ୍ତିଆର କରିଛନ୍ତି କ ଜାଗା ରୁ ଉଛେଦ କର

  • @munnu730
    @munnu73015 күн бұрын

    Ek no

  • @krushnasenmahakur1121
    @krushnasenmahakur11216 күн бұрын

    ପାଟଣାଗଡ଼ ରାସ୍ତା କେବେ ପ୍ରଶସ୍ତ ହେବେ କହିବେ କି?

  • @KalaiBhai
    @KalaiBhai13 күн бұрын

    ଆମ ଓଡ଼ିଶା ମୋହନ ଓଡ଼ିଶା ଜେ ବିଜେପି❤

  • @satyamvlogs2.072
    @satyamvlogs2.07215 күн бұрын

    #KanakNews reporter dhamak deuchi 😄😄😄

  • @brajamohanty326
    @brajamohanty32612 күн бұрын

    ଖାଇବାକୁ ତ ଗଣ୍ଡେ ଦେଇ ପାରିବ ନାହିଁ କେବଳ ଭଙ୍ଗାରୁଜା କେଉଁଠି ଘର ତ କେଉଁଠି ହୋଟେଲ ଆଉ କେଉଁଠି ଦୋକାନ😢

Келесі