Why BJP Poking Nose in Every Matter? | Political Analyst Kedar Mishra On ASI & Ratna Bhandar Issue

Watch Political Analyst Kedar Mishra On ASI & Ratna Bhandar Issue.
#politicalanalyst #kedarmishra #ratnabhandar #asisurvey #purijagannathtemple #odishagovt #bjpodisha #bjpgovt #mohancharanmajhi #dharmendrapradhan #rathyatra #odishabjp #risingodisha
Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
#RisingOdisha #OdiaNews #WebChannel
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍
Rising Odisha Web Channel:
ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |
We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
#RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ
Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
“ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
Rising Odisha Social Link :
➠Visit Our Website: www.risingodisha.in/
➠KZread: / @risingodishanews
➠Facebook: / risingodisha.news
➠Twitter: / rising_odisha

Пікірлер: 448

  • @abhinandansutar197
    @abhinandansutar197Ай бұрын

    ବିଜେପି ହଉଛି ଭାରତୀୟ ଯାତ୍ରା ପାର୍ଟି.. So ଯାତ୍ରା କରୁଛି

  • @24study82

    @24study82

    Ай бұрын

    ଗେଣ୍ଡା ସବୁ ବିକି ଦେଇଛି

  • @abhinandansutar197

    @abhinandansutar197

    Ай бұрын

    @@24study82 ଫେକୁ cbi, ed କୁଆଡେ ଯାଇଥିଲା କି?

  • @24study82

    @24study82

    Ай бұрын

    @@abhinandansutar197 ଗେଣ୍ଡା ଦଳ ଜାଣିଥିବେ

  • @abhinandansutar197

    @abhinandansutar197

    Ай бұрын

    @@24study82 ପିମ୍ପୁଡି କୁ ଡ୍ରେସ ପିନ୍ଧେଇ ହବନି କି ତୁମ ଭଳିଆ ଅନ୍ଧଭକ୍ତକୁ ବୁଝେଇହବନି

  • @24study82

    @24study82

    Ай бұрын

    @@abhinandansutar197 କିଏ ଅନ୍ଧ ଭକ୍ତ ଜଣା ପଡ଼ିବ ସେଦିନ ତମେ ଭାବିବ ମୁଁ ଗେଣ୍ଡା ଦଳ ରେ ରହି ମୁଁ ବି ଗେଣ୍ଡା ହେଇଯାଇଛି

  • @sudhansumohanty2057
    @sudhansumohanty2057Ай бұрын

    ଏଇ ଶସ୍ତା ରାଜନିତୀ କରିକି ନବୀନ ବାବୁଙ୍କୁ ହରେଇଲେ

  • @manasbehera90
    @manasbehera90Ай бұрын

    ଏଥର ଚାବି ପଳେଇବ ଗୁଜୁରାଟ

  • @arunkumarmohanty6292
    @arunkumarmohanty6292Ай бұрын

    ଆଜ୍ଞା, ରତ୍ନଭଣ୍ଡାର ଖୋଲିଲେ ସେଥିରୁ ଆମକୁ କଣ ଭାଗ ମିଳିବକି? ଯେମିତି ନୋଟ ବଂଦୀବେଳେ 15ଲକ୍ଷ ମିଳିଥିଲା !🤔କାରଣ ବିଜେପିର ଏହା ବଡ଼ ରାଜନୈତିକ ପ୍ରଚାର ଥିଲାତ !ସେଥିପାଇଁ ପଚାରିଲି. ଯଦି ଆମକୁ ଭାଗ ମିଳିବ, ତାହେଲେ ଦରଦାମ, ବେରୋଜଗାରୀ ଯେତେ ବଢିଲେ ଚଳିବ....

  • @anandamohakuda4943

    @anandamohakuda4943

    Ай бұрын

    😅😅

  • @sanjayasahoo9278

    @sanjayasahoo9278

    Ай бұрын

    Aalu ta 35/40 helani jouta sabuthu sasta haba katha. Magana chaula dia aau kou pate rate badheiki adaya kara...

  • @vapianjali8901

    @vapianjali8901

    Ай бұрын

    Perfect 100%true line

  • @user-mm5fp4pr9k
    @user-mm5fp4pr9kАй бұрын

    ଶସ୍ତା ଲୋକପ୍ରିୟତା ର ଭୟଙ୍କର ପରିଣାମ, ଇଏ ତ ଆରମ୍ଭ, ପରିବର୍ତ୍ତନ ର ପ୍ରଥମ ଚିତ୍କାର, ଆହୁରି କଷ୍ଟ ଅଛି ଦଶା ଭୋଗିବା ର 🤗

  • @jitendradash5617
    @jitendradash5617Ай бұрын

    ବିଜେପି ମିଛୁଆ ଦଳ ତ ସମସ୍ତେ ଜାଣିଛନ୍ତି ହେଲା ଆମେ କିଛି ଓଡ଼ିଆ ମେଣ୍ଢା ହେଇ ମିଛୁଆ ଦଳ କଥାକୁ ମନିନେଲେ

  • @dilippatra7900
    @dilippatra7900Ай бұрын

    ଜୟ ଜଗନ୍ନାଥ ଜୟ ନବୀନ ଜୟ ବିଜେଡି

  • @betexshyamsundar990
    @betexshyamsundar990Ай бұрын

    ଜୁମଲା ବିଜେପି ସରକାର ଓ ମୋଦି ଜୁମଲା ର ସର୍ଦାର

  • @sashikantabehera3686
    @sashikantabehera3686Ай бұрын

    ମିଛୁଆ ବିଜେପି. ଓଡ଼ିଆଙ୍କୁ ଠକେଇ ଜଗନ୍ନାଥ ନାଁ ନେଇ ଜିତିଗଲା. ଭଗବାନ ଉଚିତ ବିଚାର କରିବେ.

  • @anandamohakuda4943

    @anandamohakuda4943

    Ай бұрын

    Jay jagannath 🙏🙏🙏

  • @debasishpujari7286

    @debasishpujari7286

    Ай бұрын

    ବିଜେଡି ସମର୍ଥକ ଭାଇ ବୋଧେ, ବାଧୁଛି ନା??

  • @lilamayasahu6669

    @lilamayasahu6669

    Ай бұрын

    Bjd wala ghara ghara chaula nela jagannath na re kana hela

  • @bhushanlalsharma2268

    @bhushanlalsharma2268

    Ай бұрын

    Lok to semiti na kie nai Jani Thai bjp ei bhalia party boli tahaele kie free re vote dei chanti ki sabu mal khiya dhandha ebe hajam Kari dekho jagannath ra prakop to heba hi heba. Om

  • @Archanascreation

    @Archanascreation

    Ай бұрын

    RBI ପରି ଏ ବି ଖାଲି ହେବ କି 😢😢😢😢

  • @snigdhasorenofficial863
    @snigdhasorenofficial863Ай бұрын

    ବିଜେପି ବାଉଳା ହେଲାଣି , ପ୍ରମାଣ ହେଉଛି ସବୁ ମୂର୍ଖ MLA, ମନ୍ତ୍ରୀ ହେଇଛନ୍ତି ,ଓଡ଼ିଶାକୁ ଏଇ ମାନେ ପାତାଳ କୁ ନେଇଯିବେ

  • @deepakkumargachhayat2218

    @deepakkumargachhayat2218

    Ай бұрын

    Right

  • @anjannaik9350

    @anjannaik9350

    Ай бұрын

    Tu sala ti 😂😂😂

  • @krishnabhaula4614
    @krishnabhaula4614Ай бұрын

    ଭାଇ ଆପଣ ଙ୍କୁ ସାରା ଓଡିଶା ଆଶା କରିଛି ଯେ ଆପଣ ଉଚିତ୍ ନ୍ୟାୟ କଥା କହିବେ ଠିକ୍ ସେ ଶିକ୍ଷା ଦେବେ ଏହି ଅଭିଜ୍ଞ ସରକାର ଟିମ୍ କୁ

  • @Skgbul470
    @Skgbul470Ай бұрын

    ପହିଲି ନାଟ ରୁ ଗୋଡ଼ ଫେର କା ,ଏମିତି ଯଦି ଚାଲିବ ଆଗାମୀ ନିର୍ବାଚନ ରେ ଡବଲ ଇଞ୍ଜିନ ର ପିଷ୍ଟୋନ ଜାମ୍ ହଇ ଇଞ୍ଜିନ ସମ୍ପୂର୍ଣ ଅକାମୀ ହେଇଯିବ,

  • @litumajhi9223
    @litumajhi9223Ай бұрын

    ଚୋରା ବଜପି

  • @qxztr
    @qxztrАй бұрын

    ବିଜେପିର ଦିନ ସରିସରି ଆସୁଛି।

  • @lilamayasahu6669

    @lilamayasahu6669

    Ай бұрын

    Bjd gadi galani

  • @sukramardi4583

    @sukramardi4583

    Ай бұрын

    ବିଜେପି ସରୁନି ଏବେ ଆରମ୍ଭ ହେଲା

  • @sanjayasahoo9278

    @sanjayasahoo9278

    Ай бұрын

    ​@@sukramardi4583 nai bhai 5yr bhalare rahijau seita thik haba. 400 par kahiki kn abasta ebe janithiba. Rajaneeti lokanka swartha paine kariba katha khali dharma , mandira , masjid loka kete sunibe. Sethipaine ta ajodhyare v bjp haila

  • @JalandharPradhan-ct6kg
    @JalandharPradhan-ct6kgАй бұрын

    ଜୟ ଜଗନ୍ନାଥ ହିସାବା କରିବ କାଳିଆ

  • @CreationOdia1234
    @CreationOdia1234Ай бұрын

    BJD ଥିଲା ଭଲ ଥିଲା ଏମାନଙ୍କୁ Vote ଦେଇ ଭୁଲ୍ ହେଇଗଲା

  • @subhanibarsha686

    @subhanibarsha686

    Ай бұрын

    Jaha hau apana abe bujhiparile, kintu bahut loka bujhiparunahanti

  • @deshidivas4791

    @deshidivas4791

    Ай бұрын

    😂😂😂😂

  • @FilusunKumar-on1pi

    @FilusunKumar-on1pi

    Ай бұрын

    Right bro

  • @swarnapravadehury2087

    @swarnapravadehury2087

    Ай бұрын

    BJP ku deithile tahahele apana

  • @susamarath7720

    @susamarath7720

    Ай бұрын

    Right

  • @sweetyhasamukhi1844
    @sweetyhasamukhi1844Ай бұрын

    BJP BALA JATI DHARMA KU NEI RAJANITI KARUCHHI

  • @user-hq2zw2pw4j

    @user-hq2zw2pw4j

    Ай бұрын

    Ekdom thik kohichhonti vai

  • @swapnamohanty5060

    @swapnamohanty5060

    Ай бұрын

    Right

  • @biswajitmoharanabf5149
    @biswajitmoharanabf5149Ай бұрын

    ଆପଣ ସବୁବେଳେ ଠିକ୍ କଥା କହୁଛନ୍ତି ।କିନ୍ତୁ ଅନ୍ଧ ଭକ୍ତ ମନକୁ ବହୁତ୍ ବ।ଧୁଚି ।

  • @babunamallick5594
    @babunamallick5594Ай бұрын

    ଆପଣ ଠିକ୍ କହୁଛନ୍ତି ସାର୍

  • @papunadethi9371
    @papunadethi9371Ай бұрын

    ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ

  • @bijayanandapanda8816
    @bijayanandapanda8816Ай бұрын

    Ek dam sata🎉

  • @kishorkumbhar7838
    @kishorkumbhar7838Ай бұрын

    Right sir 🙏

  • @jaimaamanikeswarijjsa7953
    @jaimaamanikeswarijjsa7953Ай бұрын

    U r saying right sir

  • @sucharitapanigrahy1790
    @sucharitapanigrahy1790Ай бұрын

    Thiku katha sir

  • @udechandradash6142
    @udechandradash6142Ай бұрын

    ଆପଣ ଠିକ୍ କହିଛନ୍ତି, ଏ ସବୁ କେବଳ ବାହାବା ନେବା ପାଇଁ ଯାତ୍ରା କରୁଛନ୍ତି

  • @sucharitapanigrahy1790
    @sucharitapanigrahy1790Ай бұрын

    Thiku sir bjp Bala Indra Chandra manunahanti

  • @jaimaamanikeswarijjsa7953
    @jaimaamanikeswarijjsa7953Ай бұрын

    This bjp is using our lord Jagannath name in politics and asking vote same on this government

  • @anandamohakuda4943
    @anandamohakuda4943Ай бұрын

    Kedar babu thik katha kahile , jay jagannath 🙏🙏🙏

  • @mikhaelraita5570
    @mikhaelraita5570Ай бұрын

    Right sir

  • @saktikantakar573
    @saktikantakar573Ай бұрын

    Ryt sir

  • @user-kb6wr3bk5j
    @user-kb6wr3bk5jАй бұрын

    Right

  • @MIHIR1993
    @MIHIR1993Ай бұрын

    Right Sir 👍

  • @jogendraMajhi-td6rb
    @jogendraMajhi-td6rbАй бұрын

    Jay kalki❤❤❤ Yug purush❤❤❤ jay kalki❤❤❤ you are right sir.... jay Jagannath❤❤

  • @pinchumohanty3575
    @pinchumohanty3575Ай бұрын

    Really very nice topic

  • @madhusudanparida4161
    @madhusudanparida4161Ай бұрын

    Sir, Only power politics. Thanks for your nice clarification. 🙏

  • @user-zy6bl7lt8q
    @user-zy6bl7lt8qАй бұрын

    Right ....Ratana vandara khola jaau

  • @BapuniBadu-cu5pk
    @BapuniBadu-cu5pkАй бұрын

    Thiki Sir bhal katha kahile

  • @DrSpattanayak
    @DrSpattanayakАй бұрын

    This is the only drama by the new govt!!

  • @pravakaracharya4020
    @pravakaracharya4020Ай бұрын

    ଓଡ଼ିଶା ସରକାରଙ୍କ ମନ୍ତ୍ରୀ କ'ଣ କେନ୍ଦ୍ର ସରକାର ଅଧିକାରୀଙ୍କ ଉପରେ ଆକ୍ସନ ନେଇପାରିବେ ?କେବଳ ଅଭିଯୋଗ ପଠାଇ ପାରିବେ।

  • @Nayak3856
    @Nayak3856Ай бұрын

    Chora BJP

  • @studioommsai3973
    @studioommsai3973Ай бұрын

    Sir Good Sujest apankara

  • @gameover-or5xl
    @gameover-or5xlАй бұрын

    thanks sir

  • @sudhansusekharjena1396
    @sudhansusekharjena1396Ай бұрын

    Sir ଏ ଭଳି news ଶୁଣାଇଛନ୍ତି ,ତାହା heart କୁ ଜିତିଲା ପରି ଲାଗୁଛି ,ଯାହା ସତ୍ୟ

  • @Bobi_Nk1993
    @Bobi_Nk1993Ай бұрын

    Absolutely

  • @sageetadehury7074
    @sageetadehury7074Ай бұрын

    Sir right Katha kahile

  • @chittaranjanmohapatra3513
    @chittaranjanmohapatra3513Ай бұрын

    100% correct. Lokahasa agaku ahuri hebe.

  • @KuniSwain-qy8wb
    @KuniSwain-qy8wbАй бұрын

    ମିଛ ଆଳ ଦେଖାଇ BJP ଠକୁଛି ଲୋକମାନଙ୍କ

  • @pradipkumardasdas7184
    @pradipkumardasdas7184Ай бұрын

    Jay Sree Jagannath🙏

  • @kishorechandrapattanayak4234
    @kishorechandrapattanayak4234Ай бұрын

    ସତ କୁହନ୍ତୁ ଚାବି ହଜିଯାଇଛି ବୋଲି କିଏ କହିଥିଲେ। ଆପଣ ଯଦି ଜାଣିନାହାନ୍ତି ଚୁପ ରୁହନ୍ତୁ। ଆମର କିଛି ମନେ ରଖିବା ଶକ୍ତି ଅଛି।

  • @biswaart9646
    @biswaart9646Ай бұрын

    ଆଜିପର୍ଯ୍ୟନ୍ତ କାହିଁକି ରତ୍ନ ଭଣ୍ଡାର ଖୋଳାଯାଇନଥିଲା l ଯଦି ASI କେନ୍ଦ୍ରସରକାରଙ୍କର agency ତାକୁ କିଏ ବନ୍ଦ କରିଥିଲା l ଚାବି ହଜିଯାଇଥିଲା ବୋଲି କିଏ କହୁଥିଲା duplicate ଚାବି ବିଷୟ ଆସିଲା କୋଉଠୁ l ବିଜେଡି ସରକାର କାହିଁକି ରଘୁବର ଦାସ କମିଟୀ ର ରିପୋର୍ଟକୁ ଲୁଚାଇ ରଖିଥିଲେ l ରତ୍ନଭଣ୍ଡାର ବିଜେପି ର ଏଜେଣ୍ଡା ଥିଲା l ASI ର ଯଦି ଏତେ power ଅଛି ଆଗରୁ କାହିଁକି ଖୋଲୁନଥିଲା l ରାଜ୍ୟସରକାର ନିଷ୍ପତିନେବେ କେମିତି କୋଉ ଦିନ ଖୋଲାଯିବ l

  • @josephsabar3783
    @josephsabar3783Ай бұрын

    You are right

  • @pradeepkumarrout5608
    @pradeepkumarrout5608Ай бұрын

    Right Sir ❤

  • @ramakantajagadala2015
    @ramakantajagadala2015Ай бұрын

    ସୁନ୍ଦର ଆଉ ସତ୍ୟ ମନ୍ତବ୍ୟ

  • @kb42001
    @kb42001Ай бұрын

    ବିଜେପି ବାଉଳା ହେଉଛି ଆଉ ଲୋକଙ୍କୁ କରାଉଛି

  • @user-pg7zi9vc1i
    @user-pg7zi9vc1iАй бұрын

    ଏ କାମ ଆଗରୁ କଣପାଇଁ ଆଲୋଚନା ହେଉନଥିଲା

  • @gaganbehera5412
    @gaganbehera5412Ай бұрын

    ପୁରା ଠିକ

  • @devmadhual2816
    @devmadhual2816Ай бұрын

    Absolutely right sir

  • @user-tq5jn9xd3y
    @user-tq5jn9xd3yАй бұрын

    Thik katha bhai

  • @BapuniBadu-cu5pk
    @BapuniBadu-cu5pkАй бұрын

    Thiki sar❤❤❤❤❤

  • @PremanandaRout-us5ni
    @PremanandaRout-us5niАй бұрын

    Thiki vai

  • @YoutuberSKYRAofficial
    @YoutuberSKYRAofficialАй бұрын

    U r Right sir...

  • @ysprasadlifestyle47
    @ysprasadlifestyle47Ай бұрын

    Sir 🙏.. 🙏

  • @user-vb2zq8jm2e
    @user-vb2zq8jm2eАй бұрын

    You are right Sir🙏🙏

  • @hrusikeshmallik3221
    @hrusikeshmallik3221Ай бұрын

    ବିଜେପିର ଏ ଭଣ୍ଡାମି, ଓଡ଼ିଶାକୁ ଭୂଆବୁଲୋଉଛନ୍ତି

  • @sanjaynayak80
    @sanjaynayak80Ай бұрын

    Right 👍

  • @ranjitkumarbehera1445
    @ranjitkumarbehera1445Ай бұрын

    Jay Jagannath 🙏🙏🙏🙏🙏🙏🙏

  • @tarunnaik9344
    @tarunnaik9344Ай бұрын

    You are absolutely right sir...

  • @litumusical5890
    @litumusical5890Ай бұрын

    Good education sir

  • @ranajitjena4668
    @ranajitjena4668Ай бұрын

    ଗୁଜୁରାଟି ଟାଉଟରଙ୍କ କଥାରେ ଗୋଲାମ ଓଡିଶା ବିଜେପି ଦଳ ନିର୍ବାଚନ ସମୟରେ ରତ୍ନଭଣ୍ଡାର ଖୋଲା ହବା କଥା କହିଥିଲେ ଆଜି କୁଆଡେ ଗଲା ତମ ପ୍ରତିଶୃତି. ଆଜି ରତ୍ନଭଣ୍ଡାର ଖୋଲିବା ପାଇଁ ଆଇନ ମନ୍ତ୍ରୀଙ୍କ ଫାଟୁଛି କଣ ପାଇଁ

  • @sanjibtheinnovator700
    @sanjibtheinnovator700Ай бұрын

    ଜାଗ ଓଡ଼ିଆ ଜାଗ 🙏 ରତ୍ନ ଭଣ୍ଡାର ଲୁଟ ହବାକୁ ଯାଉଛି ଆଉ ସତରେ ଚାବି ହଜିଯିବ ଆଉ ଗୁଜୁରାଟ ପଳେଇବ ବୋଲି ଭାବିନିଅ 🙏 ଓଡିଶା ବାସୀ ଏକ ହୁଅ ଆମ ଆରାଧ୍ୟ ପ୍ରଭୁ ଜଗନ୍ନାଥ ଙ୍କୁ ରାକ୍ଷକର 🙏🙏🙏🙏

  • @SantoshPadhi-hc4iu
    @SantoshPadhi-hc4iuАй бұрын

    ବିଜେପି ପାଗଳ ଭୁଅଁ ବୁଲେଇଛି

  • @hemantasahoo-zt4tl
    @hemantasahoo-zt4tlАй бұрын

    ❤❤❤❤❤❤❤

  • @bidhudas9762
    @bidhudas9762Ай бұрын

    Currect

  • @user-vt4xm7qv4z
    @user-vt4xm7qv4zАй бұрын

    Sir apana rite kahichanti❤

  • @laxmanmurmu4020
    @laxmanmurmu4020Ай бұрын

    ଡବଲ୍ ଇଞ୍ଜିନ ନୁହେଁ,,, ଗୋଟିଏ ଗେଟିସ୍ ମାରା ଇଞ୍ଜିନ,,

  • @prasantkumarsahoo6
    @prasantkumarsahoo629 күн бұрын

    People of Odisha are watching all activities of new Government.We need developmental changes more than previous government

  • @RabiJakaka-rd2cr
    @RabiJakaka-rd2crАй бұрын

    ମିଛୁଆ ବିଜେପି ଓଡ଼ିଶା ବାସୀ ଜାଣନ୍ତି।

  • @dineshbarik3481
    @dineshbarik3481Ай бұрын

    B J P ପାଗଳ ହୋଇ ଗଲାଣି

  • @user-wu8vc5dl9b
    @user-wu8vc5dl9bАй бұрын

    Maikina ର 10ଟା ଘଇତା ହେଲେ kn ହେବ

  • @binodparamanik4228
    @binodparamanik422818 күн бұрын

    Right brother thank you

  • @damodarmajhi4897
    @damodarmajhi4897Ай бұрын

    Bjd ସରକାର ମଞ୍ଚ ତିଆରି କଲା ଆଉ bjp ସରକାର ସେଥିରେ ଯାତ୍ରା କଲା।ମୋଦୀ ଶ୍ରୀ ରାମ ଙ୍କୁ ନେଇ ରାଜନୀତି କଲା ଆଉ ନବୀନ ସରକାର ଜଗନ୍ନାଥ ଙ୍କୁ ନେଇ ରାଜନୀତି କଲେ।ଆଉ ରାହୁଲ ଗାନ୍ଧୀ କୃଷକ ଓ ଚାଷୀ ଙ୍କୁ ନେଇ ରାଜନୀତି କଲେ। ଲୋକ ମାନଙ୍କ ସମସ୍ୟା କୁ ନେଇ ରାଜନୀତି କର ନା। ନା କି ମନ୍ଦିର କୁ ନେଇକି।

  • @Basantakumarchhanda
    @BasantakumarchhandaАй бұрын

    ରତ୍ନଭଣ୍ଡାର ରୁ କଣ ଆମକୁ ମିଳିବ ଜୟ ଜଗନ୍ନାଥ

  • @achyutamallik7395
    @achyutamallik7395Ай бұрын

    Ekdam rite kahichhanti bhai

  • @nanditamohanty6696
    @nanditamohanty6696Ай бұрын

    Right 👏👏👏

  • @user-xm9fy3rk4h
    @user-xm9fy3rk4hАй бұрын

    ଆମ ଓଡ଼ିଶା ଲୋକ ଏତେ ବୋକା ଯେ ବିଜେପି ର ଫାସ ରେ ପଡିଗଲେ। ଓଡ଼ିଆ ଅସ୍ମିତା କହି କହି ଠକି ଦେଲେ। ଏବେ ନାମ ନଉ ଥାଅ।

  • @Pramila-ie1fb
    @Pramila-ie1fbАй бұрын

    ଛଳନା କଲା ମୋ' ଦିଜିଜାହାକି ଓଡ଼ିଶାବାଶିମିଛ କହିଲା କହିଲା ଚାବି ଅଛି ପା6ଣ୍ତ ପାଖରେ..ଛିଛି😭😭😭😭😭😭😭

  • @user-wj2jm5pf3z
    @user-wj2jm5pf3zАй бұрын

    ଯଦି ଛାବି ଅଜିତ ନଥିଲା ତାହେଲେ ବିଜେଡି କାହିଁକି ଅଜିଯାଇଛି ବୋଲି କାହିଁକି କ ଉଥିଲା

  • @vapianjali8901
    @vapianjali8901Ай бұрын

    Thank you sir 🙏 Nice line One one word perfect description Simple Line Right answer

  • @rabinarayanmohapatra4733
    @rabinarayanmohapatra473328 күн бұрын

    Thanks.

  • @neellimapall5434
    @neellimapall5434Ай бұрын

    Right 🙏

  • @manojdikshit1308
    @manojdikshit1308Ай бұрын

    Very very intelligent all comments ❤❤🎉🎉

  • @ranajitkumarmohanty9740
    @ranajitkumarmohanty9740Ай бұрын

    BJP Bala kichhi karanti nahin Mandira Masjid kahi time pass karanti Mote laguchhi 2009 ru chabi jai Gujarat re thila. BJP jitila chabi ferila. Chora halla karuthila.... Chora ku Dhara Chhi...

  • @Balangiriya_pila
    @Balangiriya_pilaАй бұрын

    ଆଛା ଏସା ହେ

  • @BiswamitraPradhan-qt6gt
    @BiswamitraPradhan-qt6gtАй бұрын

    You are correct advise.

  • @MAHESWARMUDULI-rh3dw
    @MAHESWARMUDULI-rh3dwАй бұрын

    Jay Jagannath Jay B jd

  • @sukramardi4583
    @sukramardi4583Ай бұрын

    ସରକାର ଯଦି ମୁଣ୍ଡ ନ ପୁରେଇବା କଥା ତାହେଲେ ବିଜେଡି ସରକାର ବେଳେ କାହିଁକି ପୁରଉ ଥିଲା ତାଙ୍କୁ କଣ ପାଇଁ ଚାବି ଦିଆହେଇଥିଲା ମନ୍ଦିର କମିଟି ରଖିବାଥିଲା ଯେହେତୁ ଏଇଟା ମନ୍ଦିର କମିଟି ର ଦାୟିତ୍ୱ

  • @laxmipriyapanda6940
    @laxmipriyapanda6940Ай бұрын

    Apana bahut bhala kahichanti sir.... BJP budhi nathiba dala...

  • @kishorchandra2531
    @kishorchandra2531Ай бұрын

    ଜଗନ୍ନାଥ ମହାପ୍ରଭୁ ଚେର କାଟି ଦେଇଛନ୍ତି।

  • @BobbyVisionPuri
    @BobbyVisionPuriАй бұрын

    Bjp ସରକାର ରେ କହାଭିତରେ ଏକ ତା ନାହିଁ।

  • @prithviraj720
    @prithviraj720Ай бұрын

    Interview ର ସାର ମର୍ମ ହେଲା "BJP ଏକ ଅନଭିଜ୍ଞ ସରକାର"..... 😂😂 ବଢ଼ିଆ ବିଶ୍ଳେଷଣ କଲେ sir, ମଜା ଲାଗିଲା। କିନ୍ତୁ ଦୁଃଖ ର ବିଷୟ ଭାରତର ସର୍ବାଧିକ ଲୋକ BJP କୁ ବହୁତ୍ ପରିପକ୍ଵ, ଜ୍ଞାନୀ ଆଉ ପରୋପକାରୀ ବୋଲି ଭାବନ୍ତି । ଆଶା ଯେ ନେଡି ଗୁଡ଼ କହୁଣି କୁ ବୋହିବା ଆଗରୁ ଲୋକଙ୍କ ନିଦ ଭାଙ୍ଗିଯାଉ.....

Келесі