No video

Who Is The Dramatist Behind The Unhealthy Drama? Naveen Or Pandian ? | Nirbhay Gumara Katha

Who Is The Dramatist Behind The Unhealthy Drama? Naveen Or Pandian ? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZread Channel.
Odisha's Fastest Growing Political KZread Channel.
Odisha's Fast Ever Only Political KZread Channel.
Odisha's Most Popular Political KZread Channel.
For Latest Odisha Political News Follow us:
KZread: kzread.info/dron/_Sk.html...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 749

  • @user-yw8vq3fb5v
    @user-yw8vq3fb5vАй бұрын

    ନବୀନ ପଟ୍ଟନାୟକଙ୍କ ବର୍ତ୍ତମାନର ସ୍ଵାସ୍ଥ୍ୟାବସ୍ଥା ଦେଖିଲେ ଜଣାପଡୁଚି ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ତାମିଲି ନବୀନ ପଟ୍ଟନାୟକଙ୍କୁ କୌଣସି ମାରାତ୍ମକ ଡ୍ରଗ୍ସ ଦେଇ ଅସୁସ୍ଥ କରି ରଖିଥିଲା କିମ୍ବା ନିଜେ ନବୀନ ପଟ୍ଟନାୟକ ଜାଣିଶୁଣି ଏ ଅଭିନୟ କରୁଥିଲେ ।

  • @sachikantasahoo6981

    @sachikantasahoo6981

    Ай бұрын

    ତାହା ସତ୍ୟ 👍👍

  • @ODISHA_KUHE

    @ODISHA_KUHE

    Ай бұрын

    Yes ଭାଇ ଏଇଟା ହିଁ ସତ୍ୟ

  • @biswanathpadhy8371

    @biswanathpadhy8371

    Ай бұрын

    ପକ୍କା ଅଭିନୟ କରୁଥିଲେ ନବୀନ ପଟ୍ଟନାୟକ. No doubt About it.

  • @swarajkumarbej3768

    @swarajkumarbej3768

    Ай бұрын

    ନବୀନ ପଟ୍ଟନାୟକ ର ଏମିତି ପାଗଳର ପ୍ରଳାପ ସବୁବେଳେ ଚାଲିଥାଏ।

  • @Sonali28093

    @Sonali28093

    Ай бұрын

    Se body guard di jana b involve

  • @bijayanandadas8289
    @bijayanandadas8289Ай бұрын

    ସବୁ ନାଟକ ର ଗୋବର୍ଦ୍ଧନ ନିଜେ ନବୀନ ପଟ୍ଟନାୟକ। ଉପରକୁ ଦେଖାନ୍ତି ଗୋଟେ ଭିତରେ ଭିତରେ ଆଉ ଗୋଟିଏ। ଗୋଟିଏ ଗୁଳିରେ ଛଅ ଛଅ ଟା ଶିକାର କରିବାରେ ନବୀନ ବାବୁ ଧୁରନ୍ଧର। କି ବିଚକ୍ଷଣ ଭାବମୂର୍ତ୍ତି! କରି କରାଉଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ।

  • @hardworkneverdies5679

    @hardworkneverdies5679

    Ай бұрын

    ମୋଦି ସରପଞ୍ଚ ଭଳି ଆସିକି ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟ କୁ ନେଇକି କହିବା ଟା ନାଟକ ନଥିଲା କି??

  • @princerajesh475

    @princerajesh475

    Ай бұрын

    Modi thu vala drama kehi kariparanti nahni😂

  • @hardworkneverdies5679

    @hardworkneverdies5679

    Ай бұрын

    @@princerajesh475 ସେ ପା ଗୁଜରାଟୀ ବେପାରୀ ମାରୱାଡ଼ି

  • @gurucharanbarik7817

    @gurucharanbarik7817

    Ай бұрын

    ସୋଲ ବୁହା ଗଧ ଉପରେ ଯଦି ତୁଳା ଲଦା ଯାଏ, ସେ ଗଧ ଯଦି ଅଭ୍ୟାସ ଗତ ସ୍ଵଭାବ ପାଇଁ ପୁଣିଥରେ ପାଣିରେ ବୁଡି ଛଟ ପଟ ହୁଏ, ତାର ଜ୍ଞାନଦ୍ୱୟ ହୁଏ, ସେହିଭଳି ଅବସ୍ତା ବାବୁଙ୍କର. 🤔🤔🤔🙄🙄

  • @simanchalbeherauu754

    @simanchalbeherauu754

    Ай бұрын

    posi rkhi thiba jantu godaku emiti sikar kari nahani semane nije nije sikari samukhre padi chanti

  • @indiradutta5837
    @indiradutta5837Ай бұрын

    ଅତ୍ୟନ୍ତ ମର୍ମସ୍ପର୍ଶୀ ଉଦାହରଣ ସହ ଅତି ଚମତ୍କାର ବିଶ୍ଳେଷଣ ଭାଇ । ଆପଣଙ୍କ ତୀକ୍ଷ୍ଣ ସ୍ୱର ଓଡ଼ିଆଙ୍କୁ ଜାଗ୍ରତ କରୁ ।

  • @shubhankarpatra4196

    @shubhankarpatra4196

    Ай бұрын

    Hmm odisha ku jagrata kari bjp ku vote dau au gujrat sasan start karu.jane ana odia ku bahar kari ame sabu 100 ana odia odisha re paseile ana odia aswini baisnaba nku ministery dei odisha ku 3 minister dele kahile,setebele ama odia asmita kuade gala.godi media sabubele emiti kare.aga ku dekha kan hauchi

  • @SanjibPatra-lz2uj

    @SanjibPatra-lz2uj

    Ай бұрын

    Tntnubijspspat​@@shubhankarpatra4196

  • @saratsahoo268
    @saratsahoo268Ай бұрын

    ଏ ସମଗ୍ର ରାଜନୈତିକ ପରିସ୍ଥିତିର ଖଳ ନାୟକ ଏକାକୀ ନବୀନ। ଓଡ଼ିଶା ରାଜନୀତିର ଚୁପ୍ ସୈତାନ୍ ହେଉଛନ୍ତି ନବୀନ ।

  • @santoshsahoo2727

    @santoshsahoo2727

    Ай бұрын

    Right bro.

  • @sanghamitradas371

    @sanghamitradas371

    Ай бұрын

    Chup lokaku loka daranti😂😂😂

  • @santoshsahoo2727

    @santoshsahoo2727

    Ай бұрын

    Right bhai.

  • @kalachanddas1429

    @kalachanddas1429

    Ай бұрын

    ​@@sanghamitradas3717:28 p

  • @BDNayak
    @BDNayakАй бұрын

    #ଏକ_ବିଚିତ୍ର_ଚରିତ୍ର ମୋ ସ୍ବାସ୍ଥ୍ୟ ଖରାପ ହେଲେ ମଧ୍ୟ,ମୋ ହାତ ଥରୁଥିଲେ ମଧ୍ୟ, ମୁଁ ଚାଲିବା ବେଳେ ପଡ଼ି ଯାଉଥିଲେ ମଧ୍ୟ, କପଡ଼ାରେ ବାରମ୍ବାର ଝାଡା ବସି ଦେଉଥିଲେ ମଧ୍ୟ, ଆପଣମାନେ ଚାହୁଁ ନଥିଲେ ମଧ୍ୟ, ଆସନର ଲୋଭ ମୋତେ ଏତେ ଗ୍ରାସ କରିଛି ଯେ ମୁଁ ସମସ୍ତଙ୍କୁ ବଦଳାଇ ଦେବି, କିନ୍ତୁ ମୋ ନିଜକୁ ବଦଳାଇବି ନାହିଁ। କପି ପେଷ୍ଟ କରିବି। ମାଗଣା ଖିଆ ଙ୍କ ମାନସିକତା କୁ ନେଇ ଢେର ଖେଳିଛି, ଆଗକୁ ବି ଖେଳିବି। ତାଙ୍କ ନାଡ଼ି ଚିପି ଦେଖିଛି ସେମାନେ କେତେ ମୁଲ୍ୟ ହୀନ । ଯେଉଁମାନେ ବିଧାୟକ, ସାଂସଦ, ମନ୍ତ୍ରୀ, ରାଜ୍ୟସଭା ସଦସ୍ୟ ଓ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ , କର୍ପୋରେଟର, ମେୟର ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ଗୋଲାମ କରି ରଖିବି। ସେମାନେ ଗୋଲାମ ହେବାରେ ବହୁତ ଖୁସି ହେବାର ମୁଁ ଦେଖିଛି ଓ ଅନୁଭବ କରିଛି ମଧ୍ୟ। ଅନ୍ୟମାନଙ୍କର ଦୁର୍ବଳତା ର ଲାଭ ଉଠାଇବି। ସେମାନେ ମୋର ଗୁଣଗାନ କରୁଥିବେ । ବ୍ରିଟିଶ ପୋଲିସ ଭଳି ଅମଲା ମାନଙ୍କୁ ଲୋକଙ୍କୁ ଚାବୁକ୍ ମାରିବା ପାଇଁ ବ୍ୟବହାର କରିବି। ଟଙ୍କା ଦେଇ ବିଦେଶରୁ ହେଉ କିମ୍ବା ଦେଶର ନାମୀଦାମୀ ସମ୍ବାଦ ପ୍ରସାରଣ ସଂସ୍ଥା ଠାରୁ ଏକ ନମ୍ବର ର ମାନ୍ୟତା ହାତେଇବି। ଗାଁ ଗଣ୍ଡାରେ ମଦ ଦୋକାନ ଖୋଲି ସମସ୍ତଙ୍କୁ ମାତାଲ୍ କରିବି। ଢେର କର (Tax) ମିଳିବ। ମୁଁ ଏହା ବ୍ରିଟିଶ ମାନଙ୍କଠାରୁ ଶିଖିଛି। ମଦ ପିଇ ପିଇ ଏମାନେ ଏମାନଙ୍କର ହିତାହିତ ଜ୍ଞାନ ହରାଇବେ। ମଦ ପିଉ ପିଉ ମୋର ଜୟକାର କରିବେ। ଗୃହିଣୀ ମାନଙ୍କଠାରୁ ଗୃହ କର୍ତ୍ତା ଙ୍କୁ ଅଲଗା କରିଦେବି। ବାପ ଠାରୁ ପୁଅକୁ ଅଲଗା କରିଦେବି। ବିଦ୍ୟାଳୟ ମାନଙ୍କରେ ଭିନ୍ନ ଭିନ୍ନ ଶ୍ରେଣୀର ଶିକ୍ଷକ ଓ ଭିନ୍ନ ଭିନ୍ନ ବିଦ୍ୟାଳୟ କରି ସେମାନଙ୍କ ଏକତା କୁ ଭାଙ୍ଗି ଦେବି। ନାରୀ ମାନଙ୍କୁ ରାଜନୈତିକ ଷ୍ଟେଜ୍ ରେ ନଚାଇବି। ବିଶେଷ ଦୁର୍ଘଟଣା ଯଥା ହତ୍ୟା, ଲୁଣ୍ଠନ,ବ୍ୟଭିଚାର ଇତ୍ୟାଦି ରେ କମିଶନ ଗଠନ କରି ସମୟ ଗଡ଼ାଇ ଚାଲିବି ।ମୋ ବିରୋଧରେ ଯଦି କେହି କେବେ ଚିନ୍ତା କରେ ବା କୁହେ, ଗୋଇନ୍ଦା ଲଗାଇ କିମ୍ବା ଗୁଣ୍ଡା ଲଗାଇ ତାର ସର୍ବନାଶ କରିଦେବି। ମୁଁ ବିଦେଶୀ ମଦ ପିଇ, ଚୁଙ୍ଗୁଡ଼ି ଖାଇ ଏସି ରେ ବସି ଭିନ୍ନ ଭିନ୍ନ ଯୋଜନା ତିଆରି କରି ମରିବା ପର୍ଯ୍ୟନ୍ତ ଏହି ଆସନରେ ରହିଥିବି। ଏଭଳି ଏକ ମାନସିକତାର ବ୍ୟକ୍ତି କୁ କ'ଣ କୁହାଯାଇ ପାରେ ? ଆପଣମାନେ ଖୁସି ତ ?

  • @swarajkumarbej3768

    @swarajkumarbej3768

    Ай бұрын

    ସେ ମଲେ ତା ମାଂସକୁ କୁକୁର ମଧ୍ଯ ଖାଇବନି।

  • @Pk2018-d2h

    @Pk2018-d2h

    Ай бұрын

    CM Mohan asila pare kana magana khia band heba ki... Are subhadra joyana.. upgraded version

  • @Stutee24

    @Stutee24

    Ай бұрын

    Badia lekhichanti...pura eka niswasa re reality kahichanti👌👌👌

  • @gayatreemahapatra4481

    @gayatreemahapatra4481

    Ай бұрын

    Navin Patnaik

  • @PuspaHomeCooking

    @PuspaHomeCooking

    Ай бұрын

    👍👌👌👌👌

  • @jayantakumarmohapatra8849
    @jayantakumarmohapatra8849Ай бұрын

    ଓଡିଶାରେ ଆପଣ ହି ଜଣେ ନିର୍ଭୀକ ଆଉ ନିରପେକ୍ଷ ବ୍ୟକ୍ତିତ୍ବ ଯିଏ ନବୀନ ସରକାର ର ଥିବା ସମୟ ରେ ବି ନବୀନ ସରକାର ର ଦୁର୍ନୀତି, କୁକର୍ମ କୁ ଜନତାଙ୍କ ସାମ୍ନାକୁ ଆଣିଛନ୍ତି, ସେଥିପାଇଁ ଆପଣଙ୍କୁ ଭୂମିଷ୍ଠ ପ୍ରଣାମ ❤

  • @bishnucharnrana3282

    @bishnucharnrana3282

    Ай бұрын

    ନବୀନ ପଟ୍ଟନାୟକ ନିଜେ ଅଟଳ ବିହାରୀ ବାଜପେୟୀଙ୍କ ମିଳିତ ସରକାରରୁ ଆସିଥିଲେ,ଆଉ ବର୍ତ୍ତମାନ ଯେଉଁ ଦିବାସ୍ବପ୍ନ ଦେଖୁଛନ୍ତି ତାହା ଖୁବ୍ ଶୀଘ୍ର ଦୂରହୋଇ CBI ଆସି ପହଞ୍ଚିଯିବ ।

  • @manojmohanty7368

    @manojmohanty7368

    Ай бұрын

    ଓ ଟିଭିର ମାଲିକ ଯେମିତି ବୈଜୟନ୍ତ ପଣ୍ଡା ଆଉ ଆପଣଙ୍କ ମାଲିକ କିଏ ଟିକେ କହିବେକି...... NEET ବିଷୟରେ ଗୋଟେ episode କରିପାରିବେକି...... ଧର୍ମେନ୍ଦ୍ର ପ୍ରଧାନ ନବୀନ ବାବୁ ତମ ଗାଣ୍ଡିରେ ଦି ନାତ ମାରିବେ....😂

  • @radheshyammeher4318
    @radheshyammeher4318Ай бұрын

    ଆପଣ ଏ ଗୁମର ପାଉଛନ୍ତି କୋଉଠୁ ଆଜ୍ଞା ଆପଣଂକୁ ଅଶେଷ ଧନ୍ୟବାଦ

  • @nrushinghnathsahu1630
    @nrushinghnathsahu1630Ай бұрын

    ନାଟ୍ୟକାର ନବୀନ୍ ପଟନାୟକ ନାୟକ ନବୀନ୍ ପଟନାୟକ ନିର୍ଦ୍ଦେଶକ ପାଣ୍ଡିଆନ୍ ପ୍ରଯୋଜକ ପ୍ରେମ୍ ପଟନାୟକ

  • @kashinathdash4772
    @kashinathdash4772Ай бұрын

    ପୂର୍ବତନ ମୁଖ୍ୟ ମନ୍ତ୍ରୀ ରାଜ୍ୟବାସୀଙ୍କ ଠାରୁ ଦୂରତା ରଖିବା, ଜନସାଧାରଣ ଏହାକୁ ଗ୍ରହଣ କରି ପାରି ନଥିଲେ ,ଯାହାକି ଦଳକୁ ଶୋଚନୀୟ ପରାଜୟର କାରଣ ପାଲଟିଗଲା।।

  • @ramakrishnamahapatro1271
    @ramakrishnamahapatro1271Ай бұрын

    ମଦୁଆ ସମସ୍ତକୁ ଗାଳି କରୁଥିବ, କିନ୍ତୁ ତା ସ୍ତ୍ରୀ କୁ ଦେଖିଲେ ଚୁପ୍ ହୋଇ ଘରକୁ ଯାଏ। ଠିକ୍ ନବୀନ ନାଟକ କରୁଛନ୍ତି

  • @BijoyKumarDas-rc1ss
    @BijoyKumarDas-rc1ssАй бұрын

    ଅତି ସୁନ୍ଦର ଓ ନିର୍ଯ୍ୟସ ବିଶ୍ଳେଷଣ,

  • @ranjanmishra6328
    @ranjanmishra6328Ай бұрын

    Excellent analysis sir.

  • @sudhansubhusandash8764
    @sudhansubhusandash8764Ай бұрын

    Thanks, very good news.

  • @ajitkumarpanda6388
    @ajitkumarpanda6388Ай бұрын

    ନବୀନ ବାବୁ ଙ୍କ ନାଟକ ର ଶେଷ ଦୃଶ୍ୟ ଚାଲିଛି,,,,, ଯବନିକା ପଡ଼ିବା କୁ ଆଉ ବେଶି ଡେରି ନାହିଁ,,,,, ନାଟକ ସରିବ ଆଉ ପେଣ୍ଡାଲ ବି ଭାଙ୍ଗିଯିବ,,,ଅପେକ୍ଷା କର ଭାଇମାନେ,,,,,,

  • @subashmurmu753
    @subashmurmu753Ай бұрын

    ବହୁତ ବଢିଆ ସାର ବିସ୍ତୃତ ଭାବରେ ବୁଝେଇକି କହିଛନ୍ତି ଏ ହଉଛି ନିରାଟ ସତ୍ୟ

  • @manjupravamishra8000
    @manjupravamishra8000Ай бұрын

    ଜୟ ଶ୍ରୀ ଜଗନ୍ନାଥ 🌹🙏

  • @prasanta-kumar-sahoo-650
    @prasanta-kumar-sahoo-650Ай бұрын

    ଆଜ୍ଞା ନମସ୍କାର, ଭୈରବ ବାବୁ ଉତ୍ତରାଧିକାରୀ ହେବାପାଇଁ " ଜଗନ୍ନାଥଙ୍କ ର ପରମ ଭକ୍ତ " ସାଜିଥିଲେ, ହେଲେ ସେ ଠାକୁର ତ ଅନ୍ତର୍ଯ୍ୟାମୀ ..ଓଲଟା ଫଳ ବାବୁଙ୍କୁ ଦେଇଦେଲେ । ଆଉ ତ ଠାକୁରଭକ୍ତ ବୋଲି ଦେଖେଇ ହେବନି, ତେଣୁ ଷଡଯନ୍ତ୍ର ହିଁ ଏକମାତ୍ର ଭରସା। ଜୟ " ନବୀନ ନିବାସ "

  • @SabhapatiBadhei-bd2nw
    @SabhapatiBadhei-bd2nwАй бұрын

    ଅତି ଚମତ୍କାର ଉପସ୍ଥାପନା

  • @purnachandrapanigrahi-mj3wd
    @purnachandrapanigrahi-mj3wdАй бұрын

    Bahut sunder

  • @ଶ୍ରୀରାମ-ମେହେର
    @ଶ୍ରୀରାମ-ମେହେରАй бұрын

    ଆପଣ ମନ ଗଢା କାହାଣୀ କହୁଛନ୍ତି ଆଜ୍ଞା

  • @satishchandrabehera7291
    @satishchandrabehera7291Ай бұрын

    ଆପଣଙ୍କୁ ମୋର ବିନମ୍ର ନମସ୍କାର। ଗୁମର ଖୋଲିବାରେ ଆପଣ ମାଷ୍ଟର।। ଏଣିକି ଭରସା ମୋହନ ସରକାର। ଜନତାଙ୍କର ଧୈର୍ଯ୍ୟ ମଧ୍ୟ ଦରକାର।। ଜୟ ଜଗନ୍ନାଥ!!!

  • @ashokkumarbhuyan3937
    @ashokkumarbhuyan3937Ай бұрын

    ବୃଦ୍ଧ ଅନ୍ଧ ଧୃତରାଷ୍ଟ୍ର ସୁରପାନରେ ପୁତ୍ର ମୋହରେ ନିମଗ୍ନ, ଦୁର୍ଯ୍ୟୋଧନ ପଶାଖେଳ, ପ୍ରଜା ଙ୍କୁ ପଦାନତ ପାଇଁ ଯୋଜନା ରେ ବ୍ୟସ୍ତ। ମହାପ୍ରଭୁ ସବୁଦେଖୁଛନ୍ତି । ଉରୁ ଭାଙ୍ଗ ଅପେକ୍ଷାରେ ଜନତା।

  • @ashokkumarbhuyan3937

    @ashokkumarbhuyan3937

    Ай бұрын

    ଭଂଗ

  • @laxmidharnayak4191
    @laxmidharnayak4191Ай бұрын

    Excellent presentation. Your analysis is absolutely right. Dhanyawad ji 🙏

  • @kshitishsingh3142
    @kshitishsingh3142Ай бұрын

    ସମସ୍ତ ନାଟକର ରଚୟିତା ନବୀନ ପଟ୍ଟନାୟକ। କେହି ବିଶ୍ୱାସ କରନ୍ତୁ କି ନାହିଁ ଓଡିଶାରେ ଆପଣ ଓ ମୁଁ ଏହା ଭଲ ଭାବେ ଜାଣିଛେ।

  • @dillipsamal1563
    @dillipsamal1563Ай бұрын

    ଆପଣଙ୍କୁ କୋଟି କୋଟି ଧନ୍ୟବାଦ ଭାଇ

  • @user-sl4yh2yt4c
    @user-sl4yh2yt4cАй бұрын

    ସାଦର ପ୍ରଣାମ, ସବୁ ମାୟାରେ ବାୟା ପରି ଏହା ନବୀନ ଓ ପାଣ୍ଡୁ ମାୟାରେ ବାୟା ସମସ୍ତ ବିଜେଡି ବାୟା ହେଉଛନ୍ତି... ମୋତେ ଲାଗୁଚି ଯେପରି" ଷଣ୍ଢ ଶୃଗାଳ "ଉପାଖ୍ୟାନ... ଜୟ ଶ୍ରୀରାମ 🙏🙏🙏

  • @birenjena3758
    @birenjena3758Ай бұрын

    ନବୀନ ପଟ୍ଟନାକଙ୍କ ସବୁ ନାଟର ଗୋବର୍ଦ୍ଧନ ଆଜି ମୁଖା ଖୋଲି ଯାଇଛି,

  • @brajamohanpati7797
    @brajamohanpati7797Ай бұрын

    🙏ଜଗନ୍ନାଥ ଆପଣଙ୍କ ର ମଙ୍ଗଳକରନ୍ତୁ 🙏ନମସ୍କାର ଆଜ୍ଞା

  • @prashantkumardash5793
    @prashantkumardash5793Ай бұрын

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

  • @tapansarangi4611
    @tapansarangi4611Ай бұрын

    ସମ୍ପୂର୍ଣ୍ଣ ଛଳନା। ସମ୍ପୂର୍ଣ୍ଣ ଛଳନା। ଗତ ୨୪ ବର୍ଷ ଧରି ଆମେ ଓଡିଶାବାସି କେବଳ ଛଳନା ଶାସନରେ ଶୋଷିତ ହେଉଥିଲୁ।

  • @kumardillipbiswal1154
    @kumardillipbiswal1154Ай бұрын

    Very good notice sir

  • @user-kt9nv9fd5j
    @user-kt9nv9fd5jАй бұрын

    Naveen himself is doing drama about his health condition. He the director of all these drama. He thinks people of odisha are fool. But certainly not.

  • @tapasranjan7886
    @tapasranjan788627 күн бұрын

    Thank you sir salut you

  • @user-yo5gq5fk3c
    @user-yo5gq5fk3c8 күн бұрын

    This is the best analysis.

  • @jayadevdash2567
    @jayadevdash2567Ай бұрын

    ଧନ୍ୟବାଦ ଆଜ୍ଞା।ଆପଣ, ଶେଷ ଭାଗରେ ଯେଉଁ ଭିଡିଓ କଥା କହିଲେ, ମୁଁ ପ୍ରଥମରୁ ସେହି କଥା ବନ୍ଧୁ ମାନଙ୍କୁ କହୁଥିଲି ତାହା ବାସ୍ତବରେ ସତ୍ୟ।ସୁ ଚିନ୍ତିତ ପ୍ଳାନରେ ଖେଳ ଆରମ୍ଭ ହୋଇଛି।ଜୟ ଜଗନ୍ନାଥ।

  • @balramlenka1990
    @balramlenka1990Ай бұрын

    Sir a show ta jadi tv madhyam re asanta tahahele Bahut lokanka aakhi kholanta. Supper hit show. Nirbhaya gumara katha. 🙏

  • @pradiptakumarmahakhuda2377
    @pradiptakumarmahakhuda2377Ай бұрын

    ନବୀନ ନିବାସ ରେ ବିଗତ 24 ବର୍ଷ ର ଚୋରି ମାଲ ତକ ଯଗିକି ବସିଛି ପାଣ୍ଡିଆନ.

  • @subham9423
    @subham9423Ай бұрын

    Bahut badhiya

  • @prasantakumarkar506
    @prasantakumarkar506Ай бұрын

    Very good, carry on

  • @CreationOdia1234
    @CreationOdia1234Ай бұрын

    ଆପଣ ଜଉ କଥା କହିଲେ ମୁଁ ଏକ ମତ ନୁହ କାରଣ BJP ବିରୁଦ୍ଧ ରେ କେବେ ବି BJD ଯିବନି ଅତୀତ କଥା ଦେଖନ୍ତୁ ବର୍ତ୍ତମାନ ନିକଟ ରେ ଶପଥ ଗ୍ର ହ ଣ ରେ ଯାଇଥିଲେ ଆପଣ ମନ ଗଢା କଥା କହିଲେ କିଏ ଶୁଣିବ ଆଇମା କାହାଣୀ ଆଉ କାହାକୁ କହିବେ 😂😂😂😂😂😂

  • @josephchhatri1148

    @josephchhatri1148

    Ай бұрын

    U R Right Sir 🙏🙏🙏

  • @madanmohandisari1617
    @madanmohandisari1617Ай бұрын

    ଆପଣଙ୍କ କାର୍ଯ୍ୟକ୍ରମ ବହୁତ ଭଲ ଲାଗେ କିନ୍ତୁ ସାର ଆପଣ ଭିଡ଼ିଓ ଛାଡ଼ିବା ଦିନର ତାରିଖ ଲେଖିଲେ ଭଲ ହୁଅନ୍ତା ଏଇଟା ଆମ ଅନୁରୋଧ,

  • @smaraksagarnaik9235
    @smaraksagarnaik923527 күн бұрын

    u r right sir

  • @jiyamishra7777
    @jiyamishra7777Ай бұрын

    ଠିକ୍ କହିଲ, ମୁଙ୍ଗେରିଲାଲ(ନବୀନ ଦାସ) କେ ହସିନ ସପନେ(ମୁଖ୍ୟମନ୍ତ୍ରୀ)। ଲଜ୍ଜା ଜନକ ପରିବେଷଣ।

  • @hardworkneverdies5679

    @hardworkneverdies5679

    Ай бұрын

    ଭାଇ ଏ ଲୋକ ର ସାମ୍ବାଦିକତା ଆଉ ଜୀବନ pandian ବିନା ଅଧୁରା ନୂଆଁ ସରକାର ନୂଆଁ କଥା ହୁଅ, ଜୀବନ ଯାକ pandian pandian 😅

  • @jiyamishra7777

    @jiyamishra7777

    Ай бұрын

    ମତେ ଯାହା ଲାଗୁଛି, ପଣ୍ଡିଆଁ ତା ମୁହଁରେ ପାଡ଼ି ଦେଇଛି।

  • @hardworkneverdies5679

    @hardworkneverdies5679

    Ай бұрын

    @@jiyamishra7777 😀😀😀

  • @ODISHA_KUHE

    @ODISHA_KUHE

    Ай бұрын

    ସତ କଥା କୁ ଗ୍ରହଣ କରିବା ଭଲ

  • @OdishaTraderBharat

    @OdishaTraderBharat

    Ай бұрын

    ନା ତାମିଲ ବାବୁ ତୋର ଧରମ ଭାଇ

  • @sanjibpanda5009
    @sanjibpanda5009Ай бұрын

    Dhanya apana apana marideva

  • @BhaktaHari-xy3lf
    @BhaktaHari-xy3lfАй бұрын

    Thak you sir❤❤❤❤❤❤

  • @binayamishra3723
    @binayamishra3723Ай бұрын

    Jai jagannath

  • @pkmishra6256
    @pkmishra6256Ай бұрын

    Very clear and naked truth expressed by Nirvaya Editor. Many many thanks🙏🏾🙏🏾

  • @bapimishra-sv4oz
    @bapimishra-sv4ozАй бұрын

    Jai Shri jagannath 🙏

  • @mituprdhan2020
    @mituprdhan2020Ай бұрын

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹

  • @dipugouda6412

    @dipugouda6412

    Ай бұрын

    ଆଠ ଜଣBJP ବିଧାୟକ BJD ସିବିର ଗଲେ ସରକାର ରହିବ

  • @pradeeppattanayak1723
    @pradeeppattanayak1723Ай бұрын

    ଶକ୍ତି ବର୍ଦ୍ଧକ ଔଷଧ ଖାଇ ଥିଲେ

  • @ODISHA_KUHE

    @ODISHA_KUHE

    Ай бұрын

    😂

  • @prasantapadhan6192

    @prasantapadhan6192

    Ай бұрын

    Manforce tablet khauthile

  • @prabhasray675
    @prabhasray675Ай бұрын

    Jay Shriram

  • @pareshchandra9918
    @pareshchandra9918Ай бұрын

    ବାଲେଶ୍ୱର ଦଙ୍ଗା ଉପରେ ଆପଣଙ୍କ ପ୍ରତିକ୍ରିୟା କଣ..... ଗୋଟେ ଭିଡ଼ିଓ କରନ୍ତୁ....

  • @bulusethy9220
    @bulusethy9220Ай бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ❤❤❤❤❤ 1ଷ୍ଟ

  • @jagannathpradhan3461
    @jagannathpradhan3461Ай бұрын

    ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିବକି ଯେଉଁଠି ନାୟକ ଚଳଚିତ୍ରରେ ଘଟିଥିଲା ।

  • @ramachandrapanipani7424
    @ramachandrapanipani7424Ай бұрын

    ଜୟ ଶ୍ରୀଜଗନ୍ନାଥ !

  • @parsurampanda3540
    @parsurampanda3540Ай бұрын

    Very nice theory

  • @pratima5870
    @pratima5870Ай бұрын

    Thanks sir!🙏 ଆପଣଙ୍କ ବିଶ୍ଳେଷଣ ଚମତ୍କାର। ଓଡ଼ିଶାବାସୀଙ୍କୁ ଶାସନ ଓ ସରକାର ବିଷୟରେ ସଚେତନ କରାଇବାରେ ସହାୟକ ହେଉଛି। ଜୟ ଜଗନ୍ନାଥ

  • @binayakacademy2503
    @binayakacademy2503Ай бұрын

    🙏 sir

  • @manojkumarrout4694
    @manojkumarrout4694Ай бұрын

    Thanks ❤❤❤❤❤❤😢😢😢😢😢😢😢😢😢😢😢😢😢😢😢😢😢

  • @prashantjena9556
    @prashantjena9556Ай бұрын

    Nice

  • @RamachandraPradhan-gl5df
    @RamachandraPradhan-gl5dfАй бұрын

    ସାର ଆପଣଙ୍କୁ ସତ ପ୍ରଣାମ ଓଡ଼ିଶାର କୌଣସି ଗଣମାଧ୍ୟମ ଆପଣଙ୍କ ପରି ହେବେନାହିଁ

  • @subhransusundardas911
    @subhransusundardas911Ай бұрын

    Nice analysis

  • @KrushnachandraDash-kq7rn
    @KrushnachandraDash-kq7rnАй бұрын

    Right

  • @satyaranjanmishra9741
    @satyaranjanmishra9741Ай бұрын

    Beutiful article.Gumar Katha, Nabin Das ji ki jay ,Jaya Sri Jaganath mahapravu ki jay.

  • @Biswhabalua
    @BiswhabaluaАй бұрын

    Nice ❤❤❤❤❤❤

  • @HKSAHU_45
    @HKSAHU_45Ай бұрын

    Yes

  • @sudarsannayak356
    @sudarsannayak356Ай бұрын

    🙏🙏🙏

  • @swornalatanayak9384
    @swornalatanayak9384Ай бұрын

    U r great sir for ur outstanding opinion demoralising politics

  • @dwarikanathmohanty179
    @dwarikanathmohanty179Ай бұрын

    We are astonished to find your agility after the defeat in the election. God bless you to play same kind of tricks as long as your alive.

  • @haraprasaddash7452
    @haraprasaddash7452Ай бұрын

    Only consolation, right.

  • @bharatchandradas8195
    @bharatchandradas81955 күн бұрын

    right

  • @bhagirathidasodisha.6934
    @bhagirathidasodisha.6934Ай бұрын

    ସତ୍ୟ ର ସତ୍ୟତା ଆଧାର ନିର୍ଭୟ ଗୁମର କଥା ଓଡିଶା ବାସୀଙ୍କ ଅସ୍ଥା ବିଶ୍ୱାସ ହୋଇ ରହୁ ଜୟ ଜଗନ୍ନାଥ

  • @krishnatripathy47
    @krishnatripathy47Ай бұрын

    🙏

  • @debanandsha5336
    @debanandsha5336Ай бұрын

    Nirbhaya katha କୁ ସତ ରେ ଆପଣ ଓଡିଶା ପାଇଁ ସାର୍ଥକ କରିଛନ୍ତି

  • @hemantakumarmohanty849
    @hemantakumarmohanty849Ай бұрын

    ଜୟ ଜଗନ୍ନାଥ, ସବୁ ନାଟକ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ପାୱାର ଦେଇକି ନବୀନ ପଟ୍ଟନାୟକ ସବୁ ଗେମ୍ବଲର ଅଟନ୍ତି

  • @prafullakumardas6087
    @prafullakumardas6087Ай бұрын

    ଆପଣଙ୍କର ନାଟକୀୟ ଉପସ୍ଥାପନା ଭଲ ଲାଗିଲା। ହେଲେ ଜନସାଧାରଣ ଙ୍କ ର ଉପକାର ପାଇଁ ଜଗନ୍ନାଥଙ୍କ ଦର୍ଶନ କିପରି ସୁଚାରୁ ରୁପେ ହୋଇପାରିବ ଏକ episode କଲେ ଭଲ ହୁଅନ୍ତା।

  • @hrushikeshjena9641
    @hrushikeshjena9641Ай бұрын

    😂Will not be possible

  • @smartairtel
    @smartairtelАй бұрын

    ଆପଣଙ୍କ ଉପସ୍ଥାପନ ବହୁତ ଉଚ୍ଚ କୋଟିର । ସମସ୍ୟା ଗୁଡିକୁ ବହୁତ ବଢ଼ିଆ ବିସ୍ଲେସଣ କରୁ ଛନ୍ତି । ଏମିତି ନିରପେକ୍ଷ ଭାବରେ ଅଭିଯାନ ଜାରୀ ରହୁ । ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରନ୍ତୁ । ଜୟ ଜଗନ୍ନାଥ ....

  • @adhikaridash7543
    @adhikaridash7543Ай бұрын

    ଜୟ ଜଗନ୍ନାଥ। ଅତ୍ୟନ୍ତ ଚମତ୍କାର ବିଶ୍ଳେଷଣ କରିଛନ୍ତି। ଆପଣଙ୍କର ନିର୍ଭୀକ ଆଉ ନିରପେକ୍ଷ ବ୍ୟକ୍ତିତ୍ଵକୁ ମୁଁ ସଲାମ କରୁଛି ଆଜ୍ଞା। ଦୁର୍ନୀତିକୁ ସାମ୍ନାକୁ ଆଣିବାରେ ନିର୍ଭୟକୁ ଅଶେଷ ଅଶେଷ ଧନ୍ୟବାଦ।

  • @runanayak4173
    @runanayak4173Ай бұрын

    ନବୀନ ବାବୁ ହେଲେ ଅସଲ ନାଟର ଜିବର୍ଦ୍ଧନ......ଲୋକେ ଜାଣିସାରିଲେଣି.....ଅପଣଂକ ଉପସ୍ଥାପନା....ଅତି ଶିକ୍ଷନୀୟ... ଧନ୍ୟବାଦ ସାର

  • @Satya1990_
    @Satya1990_Ай бұрын

    You r absolutely right , କିନ୍ତୁ ଏ ନାଟକର the end 2009 ରେ ହୋଇ ଯାଇଥିଲେ ଭଲ ହୋଇଥାନ୍ତା, ନବୀନ ବାବୁ cm seat ରେ ରହିବା ପାଇଁ 2000 ରୁ ହିଁ ନାଟକ କରି ଆସୁଛନ୍ତି, ଓଡିଆ ନ କହିବା no 1 ନାଟକ ସବୁ ପୁରୁଣା ଜନତା ଦଳ ନେତାଙ୍କୁ BJD ରୁ ବିଦା କରିବା ବି ଗୋଟେ ନାଟକ ଓଡିଶା ହେଲା ଗୋଟେ ଗରିବ ରାଜ୍ୟ , ଜନମ ଠୁଁ ମୃତ୍ୟୁ ପର୍ଯ୍ୟନ୍ତ ସବୁ scheme ଦେଇ ଗରିବ ଖଟିଖିଆ ଲୋକଙ୍କୁ 24 ବର୍ଷ ଠାକିଲେ, ଆଉ ବିରୋଧୀ ତ give and take ରେ ବଞ୍ଚେଇ ରଖିଲା bjd କୁ ଯେତେବେଳେ ଜନତା ଜନାର୍ଦ୍ଦନ ନାଟକ ଟା ଜାଣିଲେ ତେଣୁ ଏକା ଥରେ zero କରି ଦେଲେ ,ଏବେ ଡର 51 mla କେମିତି ରହିବେ ବିଦ୍ରୋହ ନକରି bjp କୁ କେମେତୀ ନଜିବେ ସେଥି ପାଇଁ Naveen ନିବାସ ଦ୍ଵାର ଖୋଲା ଯାଇଛି ,arrogance କମିଛି,ଏବେ ବି ଲୋଭ ଅଛି cm seat pain , ଯଦି ଓଡିଶା ଭୋଟର ପାନେ ନା ଦେଇଥାନ୍ତେ Naveen Babu ଙ୍କ ଓଡିଆ dignity ଜାଣି ପାରି ନଥାନ୍ତେ ଭିକାରୀ ଭାବି ପୁଣି 5 years ରାଜ କରି ଥାନ୍ତେ। ସବୁ ସେଇ ଚକା ଆଖି କାଳିଆ ର ଲୀଳା .

  • @mantoshmohanty3712
    @mantoshmohanty3712Ай бұрын

    Nirbhaya Gumara Katha is the best. ❤

  • @saumyaranjan7112
    @saumyaranjan7112Ай бұрын

    Baut bhala

  • @SrikantaMahakud-sg3ze
    @SrikantaMahakud-sg3zeАй бұрын

    Swachha baktabya pain apananku pranam

  • @hemantkumarsingh1387
    @hemantkumarsingh1387Ай бұрын

    Ultimately people of odisha have taught a lesson to Naveen Pattnaik in 2024 election.This is a befitting reply after twenty four years ruling.

  • @sudamtripathy7867
    @sudamtripathy7867Ай бұрын

    Sir 🙏.I am awaiting to that surprisingly day of BJP govt. for CBI enquiry where as Mr. V.K.Pandian to be arrested and send him to Tihari Jail.Jai Jagannath.

  • @milibahalia6294
    @milibahalia6294Ай бұрын

    🙏🏻🙏🏻ସାର

  • @jagabandhubehera1984
    @jagabandhubehera1984Ай бұрын

    ଜୟ ଜଗନ୍ନାଥ

  • @user-cz9xx7qy9k
    @user-cz9xx7qy9kАй бұрын

    ନବୀନ ଜଣେ ଚୁପ୍ ସଇତାନ୍ ।ଉପରେ ଗୋଟେ ଭିତରେ ଠିକ୍ ଓଲଟା Iଆପଣଙ୍କ କଥା ଠିକ୍ ଅଛି, ମାତ୍ର ଏହା ଏତେ ଲମ୍ବା ହେଲେ ଶୁଣିବା ଅସମ୍ଭବ । ଆଶା ଧ୍ୟାନ ଦେବେ ।

  • @akshayabhol2458
    @akshayabhol2458Ай бұрын

    JAI JAGANNATH SIR APANANKAR BISHLESANA BAHUT SUNDAR KINTU APANANKU ANURODH SEI CHORA PANDIAN RA PURA NAMA KAHINKI KAHUCHANTI SIR SUNILE BAHUT KHARAP LAGUCHI

  • @AAKHIODIA
    @AAKHIODIAАй бұрын

    TQU your bed Sujest paine welcome.

  • @ramakantmahanta6994
    @ramakantmahanta6994Ай бұрын

    Satya heba jayate .God sees the truth but waits . Jay Shree Ram ! 🙏🙏🙏

  • @CR-vj6du
    @CR-vj6duАй бұрын

    ଆଉ ମୋଦୀ ସରକାର କୁହନ୍ତୁ ନାହି// ସେଇଟା ଏବେ NDA ସରକାର // ଆପଣ ଖାଲି ନବୀନ ପଟନାୟକ ଙ୍କୁ ଦୋଷୀ କହୁଛନ୍ତି // ମୁ ମାନୁଛି ସିଏ ଭୁଲ କରିଛନ୍ତି// କିନ୍ତୁ ପ୍ରଶାନ୍ତ ଜଗଦେବ , ସମୀର ଦାସ, ଅନୁଭବ ମହାନ୍ତି, ପ୍ରଦୀପ ପାଣିଗ୍ରାହୀ ଭଳି ନେତାଙ୍କୁ ଯୋଉ ବିଜେପି ଖରାପ ଭାଷାରେ ଗାଳି କରୁଥିଲା ,, ଆଜି ସେମାନେ ବିଜେପି ରେ ମିଶି କେମିତି ଭଲ ହେଇଗଲେ ,,, ସେକଥା କିଏ କହିବ,,,BJP WASHING ମେସିନ ବିଷୟରେ ବି ଗୋଟେ ଭିଡିଓ ହଉ // ନା ସେଇଟା କରିବାକୁ ଲାଜ ଲାଗୁଛି?? NEET SCAM ଉପରେ ଧର୍ମେନ୍ଦ୍ର ପ୍ରଧାନ ବିଷୟରେ କିଛି କହିବନି ,,, 3 ବର୍ଷ ହେଲା ଶିକ୍ଷା ମନ୍ତ୍ରୀ ଅଛନ୍ତି ,,, କଣ କରିଛନ୍ତି ପଚାରିବେନି ,,,, ରେଳ ଦୁର୍ଘଟଣା ବାରମ୍ବାର ହଉଛି ,,, ଅଶ୍ଵିନୀ ବୈଷ୍ଣବ ଓଡିଶାରୁ ରେଳ ମନ୍ତ୍ରୀ ହେଇଛନ୍ତି ,,, ତାଙ୍କ ବିଷୟରେ କିଛି କହିବେନି,,, ପ୍ରଧାନ ମନ୍ତ୍ରୀ ଓଡ଼ିଶା ରେ ଆସି ଉତ୍କଳବନ୍ଧୁ ଗୋପବନ୍ଧୁ ଦାସଙ୍କ ନାମ ଭୁଲ କହିଛନ୍ତି ,,, ସେ ବିଷୟ ରେ କିଛି କହିବେନି ,,, ଏ ସବୁ ବିଷୟରେ ବି ରିସର୍ଚ କରି ଭିଡିଓ କର ,,, ଖାଲି BJD ବିରୁଦ୍ଧରେ କହିଲେ କଣ ହବ ,, ନିରପେକ୍ଷ ହୁଅ ,,, ନହେଲେ ନିଜକୁ ସାମ୍ବାଦିକ କୁହନି,, ଲାଜ ଲାଗିବ

  • @santoshkumarsahoo8671

    @santoshkumarsahoo8671

    Ай бұрын

    ବିଜେଡି ବିରୁଦ୍ଧରେ କହିଲେ ଭାରି ବାଧୁଛି, ଯେଉଁ ଯେଉଁ ନେତା ମାନଙ୍କ କଥା କହିଲେ ଏତେ ସମୟ ଧରି ବିଜେଡି ରେ ଥିଲେ କେମିତି, ସେତେବେଳେ ବିଜେଡି ମୁଖିଆ ତ ପଦେ କହିଲେନି , ଆମ ମୁଖ୍ୟମନ୍ତ୍ରୀ ପରା ନିର୍ମଳ ଭାବମୂର୍ତ୍ତି ର , ଜୟ ଜଗନ୍ନାଥ

  • @CR-vj6du

    @CR-vj6du

    Ай бұрын

    @@santoshkumarsahoo8671 ଯିଏ ବିଜେପି କର୍ମୀଙ୍କୁ ଗାଡି ଚଢେଇ ମାରିଲା ସେ ବହୁତ ଭଲ ନିର୍ମଳ ,,, ଯିଏ ନିମପଡ଼ାରେ ଗୋଟେ ଝିଅକୁ ମାରିଥିଲା ତାକୁ BJD ଟିକେଟ ଦେଲାନି (ସମୀର ଦାସ),,, ଆଉ ବିଜେପି ବାଲା ତାକୁ ରାବଣ କହୁଥିଲେ ,,, ଆଉ ଯାହାକୁ ଚିତଫଣ୍ଡ ଚୋର କହୁଥିଲ ,,, ସେ ଏବେ ତମ ହିରୋ (ପ୍ରଦୀପ ପାଣିଗ୍ରାହୀ) ,, ଯିଏ ଦିନେ ବିଜେପି କୁ ଖୋଲାଖୋଲି ଶୋଧଉଥିଲା (ଅନୁଭବ) ଆଜି ୱାଶିଂ ମେଶିନ ରେ ଭଲ ହେଇଯାଇଛି ,,, ଯେତେବେଳେ ସେମାନେ ଏ ସବୁ କାରାନାମା କଲେ BJD ତାଙ୍କୁ କାଢିଦେଲା ,,, ଆଉ ବିଜେପିରେ ମିଶି ସେମାନେ ନିର୍ମଳ ହେଇଗଲେ ,,,,

  • @CR-vj6du

    @CR-vj6du

    Ай бұрын

    @@santoshkumarsahoo8671 ଆଉ NEET ଆଉ ରେଳ ଦୁର୍ଘଟଣା ବିଷୟରେ କିଛି comment kaleni ,,, ନା ଆଙ୍ଗୁଠି ଚାଲିଲାନି keyboard ରେ

  • @biswanathmohapatra9832
    @biswanathmohapatra9832Ай бұрын

    Perfect analysis, Thank you Nabin ji

  • @deepanjalimohanty9756
    @deepanjalimohanty9756Ай бұрын

    ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🙏🏻

  • @sangitajoshi8456
    @sangitajoshi8456Ай бұрын

    Jay jagannath 🚩 Appnku odisha ra 4.5 loka suni ba darkar

  • @bijayakumarchoudhury959
    @bijayakumarchoudhury959Ай бұрын

    ବଢିଆ ହୋଇଛି ଏହି କଥା

  • @DEKU_BAKKA
    @DEKU_BAKKAАй бұрын

    Padian sir Nabin sir ku respect karanti

  • @hardworkneverdies5679

    @hardworkneverdies5679

    Ай бұрын

    ଏ ଗୁଡ଼ା ଭାଇ ଶସ୍ତା ସାମ୍ବାଦିକ.. ଏ ଗୁଡ଼ା ଙ୍କ ଭିଡିଓ ଦେଖିକି view ବଢେଇବା ବେକାର

  • @gangadhardash3430
    @gangadhardash3430Ай бұрын

    🎉🎉🎉🎉🎉

  • @ganeshchoudhury943
    @ganeshchoudhury943Ай бұрын

    Support you.

  • @jullysamal6626

    @jullysamal6626

    Ай бұрын

    Bastard

Келесі