Why did voters in Jajpur district reject BJD (Bobby, Jitu & Danny)? || Odisha poll results
Why did voters in Jajpur district reject BJD (Bobby, Jitu & Danny)? || Odisha poll results
#satyapatha #jajpur #bjd #pranabprakashdas #pritiranjangharai #pranabbalabantray #odishapolitics #odishakhabar #bjpodisha
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha.com/
KZread: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive
Пікірлер: 311
ଏଇ ୩ ଜଣ ହେଲେ ବିଖ୍ୟାତ ଟାଉଟର ମାଫିଆ ଆଉ ଚୋର। ଆମ ଜିଲ୍ଲା କୁ କେବଳ ଲୁଟିଛନ୍ତି।
@99Boss328
Ай бұрын
ଏମାନେ ନା ନିଜକୁ ଭଗବାନ ବୋଲି ଭାବୁ ଥିଲେ ଆଉ ମଣିଷ ଙ୍କୁ କୁକୁର ବୋଲି ଭାବନ୍ତି
@niharprataprout6704
Ай бұрын
Tama district re achhi kana j Semane LUTIBE
@Bollywood96
Ай бұрын
@@niharprataprout6704 Duburi . Tata Steel . Ru jindal 20 plant . Sukinda mines , eamiti bahutu achi . Eay maagiya pura don hei bulu thily . Mafia hei lutu thily
@smilingbuddha1435
Ай бұрын
@@niharprataprout6704 ତୁମ ଭଳି ଅପାଠୁଆ ଏଇ କଥା କହିବେ। ଆମ ଯାଜପୁର ଖଣିର ଗନ୍ତାଘର। ପୁରା ଭାରତରେ ନିକେଲ ଓ କ୍ରୋମାଇଟ କେବଳ ଯାଜପୁରରେ ମିଳେ। ତାଛଡ଼ା ଲୁହାପଥର, କୋଇଲା ପ୍ରଚୁର ମାତ୍ରାରେ। କିଛି ଜାଣିନ ତମେ, କଣ ସ୍କୁଲରେ ଭୂଗୋଳ ପଢ଼ିନ କି😂
@butch6001
Ай бұрын
@@smilingbuddha1435Bahut gudae Granite mines b achi Jajpurre jouthu mafia HYVA au machine lagei 1000's of crore lutuchabti
ସତ୍ୟପାଠ ର ଆଲୋଚନା ଓ ପର୍ଯ୍ୟାଲୋଚନା ଉଚ୍ଚକୋଟୀର ସେଥିପାଇଁ ସତ୍ୟ ବାବୁଙ୍କୁ ଧନ୍ୟବାଦ
ଏମାନେ ହାରିଛନ୍ତି ଓହୋ କି ଶାନ୍ତି
@user-qq6ve3ww8x
Ай бұрын
Bahat Santi....Enjoy kar yaar😂😂😂😂
ସତ୍ୟ ବାବୁଙ୍କୁ ମୋର୍ ଆନ୍ତରିକ୍ ଧନ୍ୟବାଦ୍ ଓ 🙏
ବିଜେପି ଏଭଳି ମାଡ଼ ମାରିଲା... ଏକାଥରକେ ବିଜେଡ଼ି ର ୩ ଟି ମୁଖ୍ୟ ଗଡ ଯେଉଁଠି ବିଜେଡ଼ି କୁ ହରେଇବା ଟା ଅସମ୍ଭବ ଥିଲା "ଗଞ୍ଜାମ, ଯାଜପୁର ଓ କେନ୍ଦ୍ରାପଡା" ଭୁଶୁଡ଼ି ପଡ଼ିଲା.. ସମ୍ପୂର୍ଣ୍ଣ ବିଜେଡ଼ି ଲୋପ ପାଇଗଲା ଏହି ଜିଲ୍ଲା ରୁ... 😂😂
@bijaykhuntia868
Ай бұрын
Right
@sudhirpadhy9177
Ай бұрын
ରାୟଗଡ଼ା ଜିଲ୍ଲା ଭି BJD ଶୁନ
ସାର୍ ଡାଲି ଚୋରଣୀ କଥା କହିଲେନି ଯେ ସେ ପରା ଜିତିଛି। ଦୀର୍ଘ ୩୦ ବର୍ଷ ହେଲା ବିଂଝାରପୁରକୁ ଲୁଟୁଛି ସେ।
@samyaknayak3873
Ай бұрын
Cancer heichi taku, besi dina banchibani se
@debasisdhal7542
Ай бұрын
Sata@@samyaknayak3873
@melisha4236
Ай бұрын
😂😂😂@@samyaknayak3873
@nareshpatro7986
Ай бұрын
She must be prosecuted Dali choruni Jail jiba
ଯାହା ବି ହେଉ ଏତେ ସ୍ପଷ୍ଟ ଭାବେ ନିର୍ଭୟରେ ସତ ବଖାଣି ଥିବାରୁ ଧନ୍ୟବାଦ
@santoshsahu1299
Ай бұрын
Nice
ପରିବାର ବାଦ କୁ ଜନତା ସଫା କରି ଦେଲେ
Jajpur many steel, aluminium,cement,power plants are there but no employment to locals or odias that's why young people reject BJD
ଲଗାତର ୨ ପିଢ଼ିର ପରିବାର ବାଦ ଶାସନ ର ବିଲୋପ ହୋଇଛି। ଏହା ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ର ଏକ ଶୁଭ ସୂଚନା
ସତ୍ୟ ବାବୁ, ଯାଜପୁର ନିର୍ବାଚନ ମଣ୍ଡଳୀ କଥା ଛାଡ଼ି ଗଲେ, ଯାଜପୁର ରେ ଯିଏ ବିଧାୟିକା ଭାବେ ନିର୍ବାଚିତ ହୋଛନ୍ତି ସେ ମଧ୍ୟ ବବି ଙ୍କ ପ୍ରାର୍ଥୀ, ତାଙ୍କ ଖେଳ ଆରମ୍ଭ ହୋଇନି, ଆପଣ ଅଧିକ ଅନୁସନ୍ଧାନ କରନ୍ତୁ, ସତ୍ୟପଥ ସତ ପାଇଯିବ।
@sachi7223
Ай бұрын
Right
ଦାସ ଓ ଘଡ଼ାଇ ପରିବାର
3 tauters of jajpur,odisha
Ea 3ta jajpur ku pura khola karideichanti
ଏହି କ୍ରୀତଦାସ ପାଇଁ ନଵୀନ ବହୁତ ମୂଲ୍ୟ ଦେଲେ
Right... BJD is responsible for its great failure..
Sarmistha Sethy kichi kama na Kari file re bill kari 5cr/year luti khaye....Harichi bhala heichi....
@growwithkmstudio650
Ай бұрын
Ta husband Rabi Sethy(OAS). Pandu ra chamcha thila 10 barsa. Rabi Sethy 10 barsa hela office na jaain nabin niwas re chamchaagiri karu thila
ଏହି ତିନି ଜଣଙ୍କୁ ଜନତା ବିଦା କରି ଗଣତନ୍ତ୍ର କୁ ରକ୍ଷା କରିଛନ୍ତି
ସତ୍ଯ ଭାଇ ଆପଣ ଙ୍କ ର ଆଯିର ଉପସ୍ଥାପନା ଟି ଉଚ୍ଚ କୋଟିର ନମସ୍କାର
They thinks jajpur is their property. The costly car, luxury house, misbehave bringing them down. They believe in people are there slave.
You are the best journalist...I have came across...respect you sir❤
ମେଣ୍ଟ ଚର୍ଚ୍ଚା ନାହେଇଥିଲେ bjp 92seat ପାଇଥାନ୍ତା
@nareshpatro7986
Ай бұрын
Yes ur absolutely right
@padmalayaprusty4526
Ай бұрын
Absolute majority is also not good in present era.
@user-jm1zb9il9j
Ай бұрын
Right
ସଠିକ ବିସ୍ଲେସଣ, ଧନ୍ୟବାଦ
ଏଥର ଯେଉଁ ଭଳି ଭାବେ ଜନତା ଭୋଟ ଦେଲେ ସେଥିରୁ ଏ ନେତା ମାନେ ବୁଦ୍ଧି ଶିଖିବେ। ବୁଝି ବିଚାରି ଆଗକୁ ଟିକେଟ ଦେବେ।
ବବି ଦାସଙ୍କ area ଥିଲା ଯାଜପୁର ସେଠି ଏବେ ଯିଏ ଜିତିଛନ୍ତି ସୁଜାତା madam ସେ ମଧ୍ଯ ବବିଙ୍କ ପ୍ରାର୍ଥୀ
@user-ch3qj4pv5v
Ай бұрын
Right 👍🏻💯
@user-cz8xu9zz7i
Ай бұрын
Tara aau kichi labha nahin😂
ବହୁତ ବହୁତ ଭଲ ହୋଇଛି। ବିଜେଡି ଦଳର ଗର୍ବରେ ଶଙ୍ଖ ଫାଟିଲା
ଏଥର ଜନତା kou ଜିଲ୍ଲାକୁ ଛାଡ଼ି ନାହାନ୍ତି❤❤
Bhalo heichi
ସେଥିପାଇଁ ମନମୋହନ jadumalam ମାରୁଛି❤❤❤
Satya babu Au gotia Katha Kahiki nahi Ehi tini paribar odisha ra sabuthu bada chora Dhanya bad jajpuria
ଗଞ୍ଜାମ ଜିଲ୍ଲାର କଥା ଟିକେ କୁହନ୍ତୁ ସାର 🎉
@nareshpatro7986
Ай бұрын
Pura safa Ganjam
Sir mayurbhanj re Sabu safa haigale sir❤❤❤
ଚନ୍ଦା ଧର୍ମଶାଳା ରୁ ମରେଇଲା ଗା...
@KhuSus536
Ай бұрын
😂😂😂😂😂
@butch6001
Ай бұрын
Chandara Bhai ebe b achi Dharmasala Block chairman . Sie ebe ta through re lootiba. Chanda ta bhaiku neta karei backup plan rakhiki jaichi lokanku lootiba pain . ED,IT department na pasila jae semane publicku lootiba chadibeni
ବହୁତ ସୁନ୍ଦର ଉପସ୍ଥାପନା ।
Good analysis
Congratulations to Satya Babu for conscious statement
😊 ଭଲ ହେଇଛି,ଅତି ଗର୍ବେ
Bhout bhala heichi
Apana nka alochona bahut badhia sir....
Harichanti,khub voloheichi.
Parivartan ta 2009,2014/2019 re hebar thila
Jay Jay Jagannath
You are a best reporter and anchor. Go Ahead.
Bahut bahut. Bhala. Hela
Super
Thank you!please sabu ghotala bisayare program karantu.
Satya babu khali jajpur nehen, ganjam, aau mayurbhanj re madhya safa.
@biswajitpanigrahi5008
Ай бұрын
Also in dhenkanal
Maa biraja safa kale
ଯଦୁବଂଶ ଭଳି ଧ୍ବଂସ
ମାଫିଆ ନେତା ସବୁ ସଫା...
ହିସାବ କରିଶନ୍ତି ମୋକାଳିଆ ଠାକୁର 🙏🙏🙏🙏
Thanks 👍
Badia badia
ମା ମାନେ ଠିକ୍ ଶିକ୍ଷା ଦେଇଛନ୍ତି
Bobby au dani harichanti mu nadia badeibi au jitu b harichi vala heichi.Kintu Congress jitithile vala heitahanta.
Mate e Satya prakash ra analysis sunibaku bahut bhala lage
Your analysis on this topic is data based and logical. Bring a topic regarding CM candidate for odisha. Discussion should be person based....
Bahut badhia
ଯାଜପୁର ଜିଲାରୁ ବିଜେଡି ନୁହେଁ ରାକ୍ଷସରାଜ ସଫା ହୋଇଗଲା ! ତିନିଟା ରାକ୍ଷସବଂଶ ନିପାତ ହୋଇଛି !ଗୋଟେ ଘଡେଇ ରାକ୍ଷସ ବଂଶ, ଗୋଟେ ଦାସ ରାକ୍ଷସ ବଂଶ ଓ ଆଉଗୋଟେ ଅସଲି ଦାସ ରାକ୍ଷସ ( ନକଲି ବଳବନ୍ତ ରାୟ )ବଂଶ ର ନିପାତ ହୋଇଗଲା !
Three lootera nkun jail pathao
@Richo047
Ай бұрын
Right
❤Nice presentation.Sradhapurn naman.
3 ta jaka loka gariba nka paisa ku luti ki khai chanti.... Pranab sala besi khaichi.. Taa bapa kalpataru taa paribara loka nka naa re sabu flat kari pakeilaa.. Gariba nka paisa ku sabu khailaa.. Sesare sala ku cancer♋ roga helaa gandi mareilaa.. .. Taa pua sala pranab tautor harichi besi khusi laguchi.. ❤❤❤❤
@Richo047
Ай бұрын
Pura right katha kahicha Bhai, Thank u
Right
Superb analysis
Pandian sir the intelligent brain
@technicalashish2810
Ай бұрын
Right 👍
Right sir🙏
Jitu Das,Pranab Balabanta ray Gote loka ra 2ta surname ??
@Richo047
Ай бұрын
🤣🤣🤣 very funny
👍 😊
Very Very good
Actual True Fact
🔥brand leader liku sahu. Very energetic and labourious.
BJD safa hei gala
Badhiya heichi Lamba time hoijai thila ok
Vala heichhi joy sri ram
True news
Vala heiche
Jay Shree Ram 🙏🙏
ସାଙ୍ଘାତିକ ଷଡ଼ଯନ୍ତ୍ର❤
Same to puri district also. Samir, Dasbarma ,Uma Villian is Dasbarma
Good
Right Bhai🙏
Right sir
Ok sir
Jajpur re BJD hariba ra Karan neja neja vitare gosthi kandal pratham Karan seithipain moua tarfaru Dani Babu dayi karuchu
The political snares were torn apart and the bastions of mafias demolished and swept away.
100% Right 👍
Dali chorani harila ki
@smilingbuddha1435
Ай бұрын
ନାଁ ଜିତିଯାଇଛି ସେ ୩୦୦୦ ଭୋଟରେ
🙏🙏🙏🙏👍👍👍
ଡାନି ଘଡେ଼ଇ ର ସୁକିନ୍ଦା ବାସି ଫଟେଇଦେଲେ sadei
Angul riport kuhantu Satya babu
Wow full form number 1
କେବଳ ତୁଚ୍ଛ ଅହଂକାର ଏବଂ ପୂଜ୍ୟପୂଜା ପ୍ରତି ଅସମ୍ମାନ ବ୍ୟବହାର ଯୋଗୁଁ... ସେମାନେ ଆଉ କେବେବି ବିଜୟ ଲାଭ କରିପାରିବେ ନାହିଁ 👍👍👍👍👍
କ୍ରିତଦାସକୁସଫାକଲେ
ସତ୍ଯବାବୁ ଆପଣଙ୍କର ଉପସ୍ଥାପନା ସତ୍ଯ ଆଉ ଉଚ୍ଚକୋଟିର
ଉଚ୍ଚାରଣ ବହୁତ ବାଜେ ।
Mu sabu dine apana nkara satyapatha dekhe
ବବି ଦାସ ବୈତରଣୀ ନଦୀକୁ ଡେଇଁ ବୁଡି ମରିଯାଆ। ଆଉ ମୁହଁ ଦେଖାନି। କୁଳାଂଗାର ସଇତାନ କାହାଁକାର।
ସତ୍ୟ କଥା ସାର୍ 🎉
Edam thik kahichanti sir 🙏🙏
Bobby harichi bhala haechi , pandia ku butter maru