VK Pandian's Challenge To Dharmendra Pradhan, If CM Doesn't Take Oath On June 9 I'll Quit.....

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha #VKPandian

Пікірлер: 1 100

  • @swadheentanayapanda363
    @swadheentanayapanda363Ай бұрын

    Who is watching this after election? 😂

  • @parthasarathipattnaik5548

    @parthasarathipattnaik5548

    Ай бұрын

    I do...😂😂😂

  • @sasmitagiri2927

    @sasmitagiri2927

    Ай бұрын

    🙋‍♀️

  • @santoshnag8129

    @santoshnag8129

    Ай бұрын

    Me

  • @apurbadas8809
    @apurbadas88092 ай бұрын

    ଏଥର ପରିବର୍ତ୍ତନ ସୁନିଶ୍ଚିତ

  • @pramodsahoo3938

    @pramodsahoo3938

    2 ай бұрын

    Dam achi na

  • @jayantbehera3328

    @jayantbehera3328

    2 ай бұрын

    Gandi re dam achi ta kuha one sided hariba BJP

  • @SKSahoo-rj1ou

    @SKSahoo-rj1ou

    2 ай бұрын

    Soi pad re Babu to swapnare paribartana karibu

  • @swapnilraja1409

    @swapnilraja1409

    Ай бұрын

    😂😂Bhai knowledge badhao 🙏 MODI se Hirakud au Ntpc, NALCO, MCL, SAIL ❤❤❤sabu ADANI Ku deideba😂😂😂

  • @apurbadas8809

    @apurbadas8809

    Ай бұрын

    @@swapnilraja1409 ତୋ ଜୋଗୁ ମୋ ସୁନାର ଓଡିଶା ଆଜି ତାମିଲ ହାତରେ ବନ୍ଧା ପଡିଚି

  • @sanjibnayakpurnanandaparib2098
    @sanjibnayakpurnanandaparib20982 ай бұрын

    ସନ୍ୟାସୀ କଣ ନେବୁ ନେବାକୁ ବାଧ୍ୟ.....

  • @MunamajhiMunamajhi-mx7xd

    @MunamajhiMunamajhi-mx7xd

    2 ай бұрын

    ସାର୍ ଆମେ ଏକୁଟିଆ ଲଢ଼ିଲେ ଲାଭ କଣ? ସମସ୍ତେ ସଚେତନ ହେଲେ ବାଧ୍ୟ ହେଇ କି ତାମିଲ୍ ହଟିବ ହିଁ ହଟିବ ଜୟ ଜଗନ୍ନାଥ

  • @ManaskuArukh

    @ManaskuArukh

    Ай бұрын

    Bjp party ଗୋଟେ ମହା ଦୁର୍ନୀତିଗ୍ରସ୍ତ party...15ଲକ୍ଷ ଆଶାରେ, ଚାକିରୀ ଆଶାରେ vote ଖଣ୍ଡେ ଦେଇଥିଲି,, ବାଳ ପାଇଲି.. ତେଲ ଲିଟର 100, ଗ୍ୟାସ 12000.,50ହଜାର ଟଙ୍କିଆ 80ହଜାର..8ହଜାର ଟଙ୍କିଆ mobile 12ହଜାର,... Tata ଲୁଣ 25,.. Train ticket ଅଧିକ,... Bus ଭଡା ଅଧିକ..10ଟଙ୍କିଆ ଆଳୁ ୨୦ଟଙ୍କା.. ଆଉ କଣ ଭୁଲି ଯାଇଥିଲେ କ୍ଷମା କରିବେ ❗

  • @srushtikanta2969

    @srushtikanta2969

    Ай бұрын

    sara desh modi ku kemiti harieba dekhiba ruha

  • @Raj_Raj_143-hmxrd

    @Raj_Raj_143-hmxrd

    Ай бұрын

    😂😂😂😂😂😂😂😂

  • @user-ze6hm7jq9f

    @user-ze6hm7jq9f

    Ай бұрын

    ❤❤❤❤❤❤​@@MunamajhiMunamajhi-mx7xd

  • @user-qg6eq2mg3u
    @user-qg6eq2mg3u2 ай бұрын

    ଧର୍ମେନ୍ଦ୍ର ପ୍ରଧାନ ବହୁତ ସତ୍ୟବାଦୀ ତ ସେଇଥିପାଇଁ ନିଜ ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ ଛାଡି ସମ୍ବଲପୁର ରେ ଛିଡ଼ାହୋଇଛନ୍ତି |

  • @Thomas_micle_Shelby

    @Thomas_micle_Shelby

    2 ай бұрын

    ବାଳ ନା

  • @uleshgond6545

    @uleshgond6545

    Ай бұрын

    Dorua Pradhan

  • @user-dl2ct1zm2f

    @user-dl2ct1zm2f

    Ай бұрын

    . Dharmendra Pradhan dharmaraj yudhishthir heithibe na , karma veer nunhe bakya veer . It was known during five years.

  • @santoshnag8129

    @santoshnag8129

    Ай бұрын

    Kie jitla bo pandu ra chela mane

  • @prangyadas5127

    @prangyadas5127

    27 күн бұрын

    Sabuthu chora Dharmendra Pradhan

  • @sudhansusekharmohanty6662
    @sudhansusekharmohanty66622 ай бұрын

    ଯଦି ଏତେ ଦମ୍ ଥିଲା, ନିର୍ବାଚନ ଲଢ଼ିଲନି କଣ ପାଇଁ?

  • @SKSahoo-rj1ou

    @SKSahoo-rj1ou

    2 ай бұрын

    Tu ladhunu

  • @KanhucharanaBhoi
    @KanhucharanaBhoi2 ай бұрын

    ତାମିଲ୍ hatao

  • @sibasethi3412

    @sibasethi3412

    2 ай бұрын

    Tamil hatao...thik achhi, Flower 🌹 re bihari,rajastani,aau ardha bihari ku kan Puja Kariba ki??? Hatile sabu hatibe no hele sabu nija dam re odisha pain kama karantu....apanka ete Munda batha... Only Hindu Muslim chaliba nahi... Kamo dekhao...

  • @ABJLsports

    @ABJLsports

    Ай бұрын

    Bala na . 🤣🤣 Aau BJP ta gujrat tanaka Remote ta Gujrat re.

  • @swagatikajena2428
    @swagatikajena2428Ай бұрын

    କ'ଣ ଏବେ ଗାଣ୍ଡି ଫାଟିଗଲା କି 😂

  • @goutambehera6973
    @goutambehera69732 ай бұрын

    Right👍 sir

  • @kanhucharangouda1781

    @kanhucharangouda1781

    Ай бұрын

    Mo bala sir

  • @smrutirekhabehera7453

    @smrutirekhabehera7453

    Ай бұрын

    ​@@kanhucharangouda1781TMA seta Tama pakhe rakha😂😂😂

  • @sasikantasahoo8741
    @sasikantasahoo87412 ай бұрын

    ଆମ ଓଡିଶା ର ଗର୍ଵ ଆମ ମୁଖ୍ୟମନ୍ତ୍ରୀ ❤❤❤ ସବୁବେଳେ ବିକାଶ ରେ ପଥେ ପଥେ ଆମ ମୁଖ୍ୟମନ୍ତ୍ରୀ

  • @tejaswininayak2326
    @tejaswininayak23262 ай бұрын

    ତୁ IAS ଥିଲୁ କେବେଠାରୁ ରାଜନିତି କଲଣୁ କହୁଛୁ ମୁଁ ରାଜନିତିରୁ ସନ୍ୟାସ ନେବି ଆଉ ନବୀନ ହାରିବା ପରେ ସନ୍ୟାସ ନେବା ଛଡା ଅନ୍ୟ କିଛି ବାଟ ତୋ ପାଖରେ ନାହିଁ,

  • @gugulu5959

    @gugulu5959

    2 ай бұрын

    Nabin harila pare yaku kehi pacharibeni

  • @SKSahoo-rj1ou

    @SKSahoo-rj1ou

    Ай бұрын

    @@gugulu5959 ତୋ ବାପା hareiba ମାଗିହା

  • @gugulu5959

    @gugulu5959

    Ай бұрын

    @@SKSahoo-rj1ou tu bedha chhua kie be Tu jiteibu taku jaunu Ethi chhodi hauchu kn be

  • @SKSahoo-rj1ou

    @SKSahoo-rj1ou

    Ай бұрын

    @@gugulu5959 chup magiha । Sambhal tk ଆଗକୁ କେମିତି ଗୀହା ଯାଉଚି ତମକୁ....

  • @gugulu5959

    @gugulu5959

    Ай бұрын

    @@SKSahoo-rj1ou bedha chhua mu tate comment karithili kire Ete loka comment karuchanti Tate mu kn kahithili kire peleipua Tor kn pai poda hela mo comment re reply karichu Bedha chhua besi galu uthuchi tor

  • @LaxmipriyaDaspatra
    @LaxmipriyaDaspatra2 ай бұрын

    ଓଡିଶା ବାସୀ ସବୁ ଜାଣିଛନ୍ତି ଯେ ବିଜେପି ଦଳ ଗୋଟିଏ ଫମ୍ପା ଦଳ ଖାଲି ବଡ଼ ବଡ଼ ଭାଷଣ ମାରିବା ଛଡ଼ା ଆଉ କିଛି ଜାଣିନାହାଁନ୍ତି ଧର୍ମେନ୍ଦ୍ର ପ୍ରଧାନ କେବଳ ନିଜ ସ୍ୱାର୍ଥ ପାଇଁ ରାଜନୀତି କରୁଛନ୍ତି ଲୋକଙ୍କ ପାଇଁ ନୁହେଁ l

  • @dingarmajhi1964

    @dingarmajhi1964

    2 ай бұрын

    @LaxmipriyaDaspatra ଓଡ଼ିଶା ର ଗୋଟିଏ ନେତା ର ନାଁ କୁହନ୍ତୁ , ଯିଏକି ନିଃସ୍ଵାର୍ଥପର ଭାବରେ ରାଜନୀତି କରୁଚି ? ବିନା ସ୍ବାର୍ଥରେ କେହି ବି କିଛି କରିବେ ନାହିଁ ।

  • @sujitsahu1505
    @sujitsahu15052 ай бұрын

    Jail jiba pandu

  • @ODIABHARIBADHIA

    @ODIABHARIBADHIA

    2 ай бұрын

    Right

  • @SanjayDas008
    @SanjayDas0082 ай бұрын

    ହଟିଛି ଅଭାବ, ବଦଳିଛି ଜୀବନ । ଗରିବ, ଅସହାୟଙ୍କ ସାଥିରେ ଅଛନ୍ତି ନବୀନ । ଜନ୍ମରୁ ଜୁଇ, ବିଜେଡି ଚାଲେ ଜନତାଙ୍କ ସାଥି ହୋଇ ।

  • @PRADEEPKUMAR-hc9zz
    @PRADEEPKUMAR-hc9zz2 ай бұрын

    ତୁମ ନିଜର ଏତେ ଦମ ଥିଲା ତାହେଲେ ନିର୍ବାଚନ ଲଢ଼ିଲେନି,,,ଖାଲି କ୍ଷମତା କୁ ଉପଭୋଗ କରିବ,,, ଗଳାବାଟ ଦେଇ ନେତା ହେବାକୁ ଚେଷ୍ଟା ,,,, କାଲି ଯିଏ କହୁଥିଲା bjd ଭାଙ୍ଗିଯିବ ଆଜି ସେ କହୁଛି bjd ସରକାର କରିବ

  • @ganpatibappa9892

    @ganpatibappa9892

    2 ай бұрын

    Right

  • @cpuja9674

    @cpuja9674

    2 ай бұрын

    Thik Katha bhai

  • @pramodsahoo3938

    @pramodsahoo3938

    2 ай бұрын

    Ara loka lochanku asile nichaya ladibe bjp khali hawa dauchi hele tanka kathare jabab deantu

  • @ashokkumardash1032

    @ashokkumardash1032

    2 ай бұрын

    Good camet

  • @HappyBamboo-xl1be

    @HappyBamboo-xl1be

    Ай бұрын

    Maagihe nabin ta ete choduchi odisha ra kete development karicha maagihe

  • @AlokOjha238
    @AlokOjha2382 ай бұрын

    ଏ ଜାତି, ଏ ମାଟି ଆଜି ଗର୍ବିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ । ଓଡିଶାକୁ ନୂଆ ପରିଚୟ ଦେଇ ଶ୍ରେଷ୍ଠ କରାଇଥିବାରୁ ହୃଦୟରୁ ଧନ୍ୟବାଦ ...

  • @dipfragnant

    @dipfragnant

    2 ай бұрын

    Chuhiba

  • @apmusicofficial8337

    @apmusicofficial8337

    2 ай бұрын

    🍌🍌🍌🥕🥕🥕

  • @brahmanandam7370

    @brahmanandam7370

    2 ай бұрын

    Bedha chhua

  • @ambarishswain3233

    @ambarishswain3233

    2 ай бұрын

    Bala na

  • @Babu11158

    @Babu11158

    2 ай бұрын

    🍌🍌🍌🍌🍌🍌

  • @shilpasethi8080
    @shilpasethi8080Ай бұрын

    ବିକାଶ ହିଁ ଏକ ମାତ୍ର ମୂଳ ଲକ୍ଷ୍ୟ ଆଉ ଉଦେଶ୍ୟ। ସାରା ଓଡିଶା ବାସୀଙ୍କ ଦୁଃଖ ନବୀନ ବାବୁ ବେଶ ଭଲ ଭାବେ ବୁଝୁଛନ୍ତି ସେଥିପାଇଁ ତ ବିଭିର୍ଣ୍ଣ ପ୍ରକାର ଯୋଜନା ଏବଂ ବିଭିର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି।ଯାହାକି ଆମ ଓଡିଶା ର ବହୁତ ବିକାଶ ହେଉଅଛି।

  • @dassuraj990
    @dassuraj9902 ай бұрын

    ମୁହଁରେ ସଦା ସ୍ମିତହାସ୍ୟ, ମନ ଶାନ୍ତନିଷ୍ଠ । ଓଡିଶାର ଉନ୍ନତି ପାଇଁ ଆତ୍ମମଗ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରଳ ଜନନେତାଙ୍କୁ ପାଇ ଓଡିଶା କରୁଛି ଜୟଗାନ ।

  • @dipfragnant

    @dipfragnant

    2 ай бұрын

    Banda ta

  • @saipriyaworld23

    @saipriyaworld23

    2 ай бұрын

    ​@@dipfragnantTora satare fatuchi..😢 BJP sala chora odisha ku barbaad Kari debe

  • @surendraprusty6694

    @surendraprusty6694

    2 ай бұрын

    ବାଣ୍ଡ ​@@dipfragnantଗାନ ତାମିଲ ଗୁହ ଖିଆ

  • @ganpatibappa9892

    @ganpatibappa9892

    2 ай бұрын

    Odia janichhanti ta cm

  • @ambarishswain3233

    @ambarishswain3233

    2 ай бұрын

    Bala na

  • @LaxmipriyaDaspatra
    @LaxmipriyaDaspatra2 ай бұрын

    ବିକାଶ ହିଁ ହେଇଚି ଆମ ମୁଖ୍ୟମନ୍ତ୍ରୀ ଙ୍କ ପରିଚୟ ଏହି ପରିଚୟ ପାଇଁ ହିଁ ଆଜି ଜନତା ଙ୍କ ଭଲ ପାଇବା ଆମ ମୁଖ୍ୟମନ୍ତ୍ରୀ ଙ୍କ ସହ ରହିଛି l

  • @LaxmipriyaDaspatra
    @LaxmipriyaDaspatra2 ай бұрын

    ଆଗାମୀ ନିର୍ବାଚନରେ ନବୀନ ବାବୁଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାରେ କୌଣସି ଦଳ କିମ୍ବା ବ୍ୟକ୍ତି ଅଟକାଇ ପାରିବେ ନାହିଁ, ଯଦି ସାହସ ଅଛି ତାହେଲେ ରୋକି ଦେଖାନ୍ତୁ ଧର୍ମେନ୍ଦ୍ର ପ୍ରଧାନ l

  • @PradiptaMohapatra-zb8kw
    @PradiptaMohapatra-zb8kwАй бұрын

    Bahut badhiya

  • @AlokOjha238
    @AlokOjha2382 ай бұрын

    ଅଭାବରୁ ଉନ୍ନତୀ, ଭୋକରୁ ଭରା ଭାତହାଣ୍ଡି, ବିପର୍ଯ୍ୟୟ ମୁକାବିଲାର ବଡ ସଫଳତା, କ୍ରୀଡାର କ୍ୟାପିଟାଲ ଓଡିଶା ... ରାଜ୍ୟର ଅଦ୍ଭୂତପୂର୍ଣ୍ଣ ବିକାଶ ଏବେ ବିଶ୍ୱ ପାଇଁ ସଫଳତାର ଶିକ୍ଷାକେନ୍ଦ୍ର ।

  • @brahmanandam7370

    @brahmanandam7370

    2 ай бұрын

    Tume sabu bhokila kukura, bjd kukura

  • @sibasethi3412

    @sibasethi3412

    2 ай бұрын

  • @suryakantabhuyan6915
    @suryakantabhuyan69152 ай бұрын

    ଧନ୍ୟବାଦ ପାଣ୍ଡିଆନ ବାବୁ ଆପଣ ଚ୍ୟାଲେଞ୍ଜ କରିଥିବାରୁ

  • @LaxmipriyaDaspatra
    @LaxmipriyaDaspatra2 ай бұрын

    ମମତା ଯୋଜନା କରି ନବୀନ ବାବୁ ମା ଏବଂ ଶିଶୁ ଉଭୟଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଛନ୍ତି ଯାହା ବିରୋଧୀଙ୍କୁ ଅସହ୍ୟ ହେଉଛି l

  • @AshokMishra-zs7yu
    @AshokMishra-zs7yu2 ай бұрын

    ଓଡ଼ିଶାର ବିଜେପି ଦଳ କେବଳ ବିରୋଧ ଆଉ ଭାଷଣବାଜିରେ ବ୍ୟସ୍ତ।ଓଡିଶା ବାସୀଙ୍କ ସୁଖ ଦୁଃଖ ତାଙ୍କୁ କେମିତି ଦେଖା ହବ l

  • @SidheshSahu-xy7rs
    @SidheshSahu-xy7rsАй бұрын

    ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକାଶ ର ରାଜ୍ୟ ରୂପେ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @ateshprasad3295
    @ateshprasad32952 ай бұрын

    This is a clarity and integrity of IAS officer😊❤

  • @Thomas_micle_Shelby

    @Thomas_micle_Shelby

    2 ай бұрын

    No brother he just fu*k all the people of Odisha

  • @sibasethi3412

    @sibasethi3412

    2 ай бұрын

  • @jayjagannath-Puri123

    @jayjagannath-Puri123

    Ай бұрын

    Seguda se Tamil Nadu re dekhau

  • @smrutirekhabehera7453

    @smrutirekhabehera7453

    Ай бұрын

    ​@@jayjagannath-Puri123constitution re achhi whole India re se jouthi b election re thia hei paribe jadu se odisha ra devlopment re help karuchntu kn pai se tamilnadu jibe odisa b tanka ghara

  • @user-wk4yn6xv8l
    @user-wk4yn6xv8l2 ай бұрын

    ଓଡିଶା କୁ ଆଜି ଏକ ବିକଶିତ ରାଜ୍ୟ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଭାରତ ବର୍ଷ ରେ ନୂଆ ପରିଚୟ ସୃଷ୍ଟି କରେଇଛନ୍ତି.

  • @sonaliparida143
    @sonaliparida1432 ай бұрын

    ରାଜ୍ୟରେ ଲୋକସଭା ଓ ବିଧାନଶୋଭା ନିର୍ବାଚନ ରେ ବିଜେଡି ସବୁବେଳେ ବିଜୟ ହାସଲ କରି ଆସିଛି ଏବଂ ଆଗକୁ କରି ଆସୁଥିବ.

  • @TanmayaLenka659
    @TanmayaLenka6592 ай бұрын

    ସେ ବିକାଶର ବିନ୍ଧାଣୀ, ନୂଆ ଓଡିଶାର ନିର୍ମାତା । ତାଙ୍କ ପାଇଁ ସମୃଦ୍ଧିର ଶିଖର ଛୁଇଁଲାଣି ଓଡିଶା, ଭାରି ଖୁସି ଉତ୍କଳର ଜନତା...

  • @user-tg7px3nf8w
    @user-tg7px3nf8w2 ай бұрын

    ଜୟ ଜଗନ୍ନାଥ 🙏⭕‼️⭕ ଜୟ ଶଙ୍ଖ 🐚🐚 ଜୟ ନବୀନ

  • @BugguJena
    @BugguJena2 ай бұрын

    ସମ୍ବଲପୁରରେ ବିଜେଡି ଦଳର ଲୋକ ପ୍ରିୟତା ଆଗରେ ଧର୍ମେନ୍ଦ୍ର ପ୍ରଧାନ ନିଶ୍ଚିତ ଫେଲ ମାରିବେ ମା ସମଲେଇ ଙ୍କ ଆଶୀର୍ବାଦ ଅଛି ପ୍ରଣବ ପ୍ରକାଶ ଦାସ ବିଫୁଳ ଭୋଟେ ଜିତିବେ ।

  • @BugguJena
    @BugguJena2 ай бұрын

    ଓଡ଼ିଶାରେ ବିଜେପି ଦଳ ନେତା ମାନେ ହିନ ରାଜନୀତି କରିବାରେ ଦେଶରେ ସବୁଠୁ ଆଗରେ ରହିଛନ୍ତି ଲୋକଙ୍କ ଉନ୍ନତି ବିଷୟରେ ଭୁଲି ଯାଇଛନ୍ତି ।

  • @yasobandarout3170
    @yasobandarout31702 ай бұрын

    ଏଇଥର ବାଳ ଥିବ ସୁନୂପାମ୍ପଡ଼ ଖାଇବୁ। ଜୟ ଶ୍ରୀ ରାମ ଜୟ ବିଜେପି

  • @TanmayaLenka659
    @TanmayaLenka6592 ай бұрын

    ସାଢେ ୪ କୋଟି ଓଡିଆଙ୍କ ଆଶା, ବିଶ୍ୱାସ, ଭରସାର ଡାକ ନବୀନ । ପ୍ରତି ପରିବାରର ପୁଅ ନବୀନ । ପୂରା ଓଡିଶାବାସୀଙ୍କୁ ନିଜ ପରିବାର ଭାବୁଥିବା ମୁଖ୍ୟମନ୍ତ୍ରୀ ସେମାନଙ୍କ ସେବା, ଯତ୍ନ ଓ ସୁରକ୍ଷା ପାଇଁ ସର୍ବଦା ସଜାଗ ।

  • @bandanaeducation877

    @bandanaeducation877

    2 ай бұрын

    ଚାଟୁକାରିତା ର ଗୋଟିଏ ସୀମା ଥାଏ

  • @sn.highlights

    @sn.highlights

    2 ай бұрын

    Ha. Sethirlagi ta 20 baras thi bhalse odia kahi nae janbar

  • @ambarishswain3233

    @ambarishswain3233

    2 ай бұрын

    Sala Gumasta

  • @ManaskuArukh

    @ManaskuArukh

    2 ай бұрын

    ​@@bandanaeducation877ଚାଟୁକାରିତା ଯଦି ସୀମା ଥାଏ,,, ମିଛ ଟାଉଟରୀ ମାନଙ୍କର ମଧ୍ୟ ସୀମା ଅଛି.. ସେକଥା କହୁନ....

  • @bandanaeducation877

    @bandanaeducation877

    2 ай бұрын

    BJD chamcha giri koro

  • @shilpasethi8080
    @shilpasethi8080Ай бұрын

    ଓଡ଼ିଶାର ବିରୋଧୀ ଦଳର ନେତା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ସମୟରେ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ନିଜର ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା କରିଥାନ୍ତି। ନିର୍ବାଚନ ସରିଗଲେ ଆଉ ଲୋକଙ୍କ ପାଖକୁ ଯାଆନ୍ତି ନାହିଁ ଏହା ହେଉଛି BJP ଦଳର ଧର୍ମ।ଆଉ ସେ nh5 କଥା କଣ ବୁଝିବେ।

  • @user-wk4yn6xv8l
    @user-wk4yn6xv8l2 ай бұрын

    କୃଷି ଭିତ୍ତିଭୁମିର ବିକାଶ ପାଇଁ ରାଜ୍ୟ ସରକାର ଯେଉଁ କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି ତା ପଛରେ ପାଣ୍ଡିଆନ ସାରଙ୍କ ସହଯୋଗ ମଧ୍ୟ୍ୟ ରହିଛି l

  • @r_lipun_samal857
    @r_lipun_samal8572 ай бұрын

    ଧର୍ମେନ୍ଦ୍ର ବାବୁ ନିର୍ବାଚନ ସମୟରେ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦିଅନ୍ତି ଓ ନିଜର ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା କରିଥାନ୍ତି l

  • @tuluachary1033

    @tuluachary1033

    Ай бұрын

    Right 👍

  • @Mindsetboy23

    @Mindsetboy23

    Ай бұрын

    Hariba bjp

  • @Rakeshkumar43540

    @Rakeshkumar43540

    Ай бұрын

    Au pandian

  • @mynameisnew3783

    @mynameisnew3783

    21 күн бұрын

    ​@@tuluachary1033ta maa bia pandu gehuchi ki

  • @mynameisnew3783

    @mynameisnew3783

    21 күн бұрын

    ​@@tuluachary1033ta maa bia re pandu banda pura

  • @ghanashyamamahanta1297
    @ghanashyamamahanta12972 ай бұрын

    ତୁ କିଏରେ ମାଗିହା

  • @subratanaik3088

    @subratanaik3088

    Ай бұрын

    E a pandu pania re

  • @user-ql6vs1rk8q
    @user-ql6vs1rk8qАй бұрын

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ନୂଆ ଦିଗକୁ ନେବା ପାଇଁ ଯେଉଁ ସ୍ବପ୍ନ ଥିଲା ତାହା ଆଜି ପୂରଣ ହୋଇପାରିଛି.

  • @r_lipun_samal857
    @r_lipun_samal8572 ай бұрын

    ନବୀନ ପଟ୍ଟନାୟକ ଙ୍କ ବିକାଶ ଧାରା କାର୍ଯ୍ୟକୁ ବିଜେପି ଦେହରେ ସହୁନାହିଁ l ତେଣୁ ଦଳ ଭିତରେ ମତାନ୍ତର ସୃଷ୍ଟି କରୁଛନ୍ତି l

  • @prashantapuhan9528
    @prashantapuhan95282 ай бұрын

    Pura khola challenge 😂😂😂

  • @onedayyouandme3268

    @onedayyouandme3268

    Ай бұрын

    ତୋର ସିନା ୨ ଟା ଘର ତୁ ଏଇଠି ରହିବୁ ନହେଲେ ତାମିଲନାଡୁ ପାଲେଇବୁ ଆମର ବା ଏଇ ଗୋଟିଏ ଘର ସେଥି ପାଇଁ ଆମେ ହାରିଲେ ବି ଜନତାଙ୍କର ସେବା କରିବୁ ତୋ ପରି ନୁହେଁ ହାରିଲେ ନିଜ ଘରକୁ ପାଲେଇବୁ।

  • @BabuNayak243
    @BabuNayak2432 ай бұрын

    ସେ ସ୍ରଷ୍ଟା, ଜନତାଙ୍କ ସେବା ପାଇଁ ତାଙ୍କର ସବୁତକ ସୃଷ୍ଟି ଅଦ୍ୱିତୀୟ, ଅକଳ୍ପନୀୟ... ଯାହାକୁ ଏ ମାଟି, ଏ ଓଡିଶାବାସୀ କେବେ ଭୁଲି ପାରିବେନି ।

  • @surendraprusty6694

    @surendraprusty6694

    2 ай бұрын

    ଭାଡୁଆ ତାମିଲ କୁକୁର

  • @BugguJena
    @BugguJena2 ай бұрын

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବଳିଷ୍ଠ ନେତୃତ୍ବ 5T ଅଧ୍ୟକ୍ଷ ଙ୍କ ପରିଚାଳନାରେ ଓଡ଼ିଶାର ବିକାଶ ଆଜି ଅନ୍ୟ ରାଜ୍ୟ ପାଇଁ ଏକ ପ୍ରେରଣା ସାଜିଛି

  • @shilpasethi8080
    @shilpasethi8080Ай бұрын

    ପ୍ରତେକ କ୍ଷେତ୍ରରେ ରାଜ୍ୟକୁ ନୂଆ ନୂଆ ପ୍ରକଳ୍ପ ଭେଟି ଦେଉଛନ୍ତି ନବୀନ ବାବୁ l ରାଜ୍ୟରେ ହଉଚି ବିକାଶ ଲୋକମାନଙ୍କ ପାଖରେ ପହଚୁଛି ସମସ୍ତ ସୁବିଧା ତେଣୁ ଓଡିଶା ବାସୀଙ୍କ ଆଶ୍ରିବାଦ ରହିବ ବିଜେଡି ଉପରେ।

  • @AbhisekBeheraAB
    @AbhisekBeheraAB2 ай бұрын

    ସେ ଏ ଜାତିର ଜନନେତା, ମାଟିର ସେବକ, ନୂଆ ଓଡିଶାର କାରିଗର... ଜନସେବାକୁ ପରମ ଧର୍ମ ଭାବିଥିବା ମହାନ ମୁଖ୍ୟମନ୍ତ୍ରୀଙ୍କ ବିକଳ୍ପ ନାହିଁ...

  • @ekakarath4940

    @ekakarath4940

    2 ай бұрын

    To bou ra bia nai

  • @saipriyaworld23

    @saipriyaworld23

    2 ай бұрын

    ​@@ekakarath4940Aiya asila language hauchi BJP lokankra parichya..

  • @ODIABHARIBADHIA

    @ODIABHARIBADHIA

    2 ай бұрын

    Only bjp

  • @cpuja9674

    @cpuja9674

    2 ай бұрын

    Bjd gunda bahini Ru pandu bahin sala chor ama odisha re tu kie challenge dabaku

  • @ManaskuArukh

    @ManaskuArukh

    Ай бұрын

    @@saipriyaworld23 bjd ଲୋକ ଯଦି ଆରମ୍ଭ କରିବେ.. ତାହାହେଲେ

  • @SHEELA_3333
    @SHEELA_33332 ай бұрын

    ବିଜୁ ଜନତା ଦଳ ଲୋକଙ୍କ ସହିତ ସବୁବେଳେ ପ୍ରତି ପରିସ୍ଥିତିରେ ରହି ଓଡ଼ିଶାବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ସହ ରାଜ୍ୟର ସ୍ୱାର୍ଥ ପାଇଁ କାମ କରୁଛି l

  • @RajkishoreRout-gw1bs
    @RajkishoreRout-gw1bsАй бұрын

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତ ଓ କାର୍ଯ୍ୟ ଦକ୍ଷତା ତାଙ୍କୁ ଜାତୀୟ ସ୍ତରରେ ଏକ ନମ୍ବର ର ପରିଚୟ ଦେଇଛି l

  • @Manas_Kumar_Rana_
    @Manas_Kumar_Rana_2 ай бұрын

    Vote in large numbers to elect your government. Vote for Sankha in both parliament and assembly. Help BJD Usher in the golden decade of Odisha - the decade of youth. It’s your vote that will brighten your destiny

  • @ManaskuArukh

    @ManaskuArukh

    2 ай бұрын

    ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ,,, ତାଙ୍କଠୁଁ ଅଧିକା କଣ ନରେନ୍ଦ୍ର ମୋଦୀ...

  • @HimanshuRimaPraful3697
    @HimanshuRimaPraful36972 ай бұрын

    ତୁ ତାମିଲ ନାଡୁ ଯା ବହୁତ୍ କଥା କହୁଚୁ

  • @vlogs-ep2ig

    @vlogs-ep2ig

    Ай бұрын

    😂😂😂😂😂😂

  • @gyanabharati3174

    @gyanabharati3174

    Ай бұрын

    😢😢

  • @smrutirekhabehera7453

    @smrutirekhabehera7453

    Ай бұрын

    Kain jibe

  • @HimanshuRimaPraful3697

    @HimanshuRimaPraful3697

    Ай бұрын

    Janiparuna kain jibe

  • @smrutirekhabehera7453

    @smrutirekhabehera7453

    Ай бұрын

    @@HimanshuRimaPraful3697 na pa

  • @RajkishoreRout-gw1bs
    @RajkishoreRout-gw1bsАй бұрын

    ବିଜେପି କିଛି କାର୍ଯ୍ୟ କରେନାହିଁ ମାତ୍ର ରାଜ୍ୟର ଉନ୍ନତି ମୂଳକ. କାର୍ଯ୍ୟକୁ ସର୍ବଦା ବିରୋଧ କରିଚାଲେ.

  • @NaveenDas138
    @NaveenDas1382 ай бұрын

    ସେ ଖାଲି ନେତା ନୁହଁନ୍ତି ସେ ଜନଗଣର ନେତା । ନୀତି-ନୈତିକତାର ନିଦର୍ଶନ । ଆମ ମୁଖ୍ୟମନ୍ତ୍ରୀ, ସବୁଥିରେ ନମ୍ବର ୱାନ୍ ।

  • @sn.highlights

    @sn.highlights

    2 ай бұрын

    Han ...parikrama prakalpa lagi 4200 koti khaidela jagannath dekhuchan

  • @soumyaranjanmohapatra1829
    @soumyaranjanmohapatra18292 ай бұрын

    Dharmendra baba challenge accept karibe ki? Na gandi phatiba start helani 😂

  • @user-zv4og1zy5o

    @user-zv4og1zy5o

    2 ай бұрын

    Bjd ra gandi fatiba jail jibe election pare

  • @user-zv4og1zy5o

    @user-zv4og1zy5o

    2 ай бұрын

    Ae mg ta aga jiba jail

  • @soumyaranjanmohapatra1829

    @soumyaranjanmohapatra1829

    2 ай бұрын

    @@user-zv4og1zy5o jail kie jiba seita sabu janichanti bhoka bikalare tatia kamudani au😅

  • @chittaranjanpradhan1991

    @chittaranjanpradhan1991

    Ай бұрын

    Soumyranjan kn kiye jiba abe re gandimara

  • @smihh8604

    @smihh8604

    13 күн бұрын

    Kenta re mg khub Katha Kahuthilu koro khai galaa ପାଣ୍ଡୁ, tor E cmt delete kar nei hele dharmendra padhan dekhla ବେଳେ ତତେ ଟୁଇଁ gyaabaa 😂😂😂😂

  • @jitendrapanigrahi3240
    @jitendrapanigrahi32402 ай бұрын

    ପାଣ୍ଡିଆନଙ୍କ ଲୋକ ପ୍ରିୟତା ବହୁତ ବଢିଛି ❤❤❤❤❤

  • @AjitKumar-be8ug
    @AjitKumar-be8ug2 ай бұрын

    ନବୀନ ହାରିଲା ପରେ ତୋର ଅବସ୍ଥା କଣ ହବ ତୁ ନିଜେ ଜାଣିନୁ. ସନ୍ୟାସୀ କଣ ନବୁ ବେ ଚୋର. ଓଡିଶା ରେ ଠିଆ ହୋଇକି ଓଡ଼ିଆଙ୍କୁ ଅସନମାନ କରିବାକୁ ସାହସ କୋଉଠୁ ପାଇଲୁ ବେ

  • @user-ho9hb3ur8c

    @user-ho9hb3ur8c

    2 ай бұрын

    Chora odia nku disrespect kariba darkar

  • @zanil993

    @zanil993

    2 ай бұрын

    BJP re sabubele chora mananku respect diajae 😁😁😁 bhala post b mile criminal mananku BJP re

  • @094rudraroutray3

    @094rudraroutray3

    2 ай бұрын

    Sala murkha ta na jada ta kouthi Odisha ku asanman kala kaha Dr pradhan ku ta oukat dekhaila

  • @niranjanbhoi3496

    @niranjanbhoi3496

    2 ай бұрын

    Jail jiba kalapani

  • @SKSahoo-rj1ou

    @SKSahoo-rj1ou

    2 ай бұрын

    Modi ra gandire dam nahi re pagala .....😂

  • @RajuDasraj631
    @RajuDasraj6312 ай бұрын

    ଉନ୍ନତିର ଆଶାଟିଏ, ବିଶ୍ୱାସର ଘର... ଭରସାର ନେତାଟିଏ, ସଭିଙ୍କ ନିଜର... ନବୀନ ! ପ୍ରତିଟି ଓଡିଆଙ୍କ ସାହସ, ଶକ୍ତି ଓ ଉନ୍ନତିର ଉର୍ଜା ।

  • @dipfragnant

    @dipfragnant

    2 ай бұрын

    Banda ta

  • @surendraprusty6694

    @surendraprusty6694

    2 ай бұрын

    ପେଳ ​@@dipfragnantପାଣ୍ଡୁ ଗୁହ ଖିଆ

  • @binayamoharana

    @binayamoharana

    2 ай бұрын

    Bhai dunia dekhina bodhe....Bahar dunia dekhi compare kariba.. odisha kete pachhare😮 chhi chi laja laguni tumaku...😢

  • @Babu11158

    @Babu11158

    2 ай бұрын

    Pada chata kukura mananku ki laja lagiba

  • @Thomas_micle_Shelby

    @Thomas_micle_Shelby

    2 ай бұрын

    ମୋ ବାଳ ନା

  • @shilpasethi8080
    @shilpasethi8080Ай бұрын

    ବିଜେପି ଆସିଲେ ଓଡ଼ିଶାରେ କେତେ ବିକାଶ କରିବ ସେଇଟା ଭଲଭାବରେ ଓଡ଼ିଶାବାସୀ ଜାଣିଛନ୍ତି, ସରକାର ବନେଇ ସାର ଆଗ।

  • @dibyaahwanmishra5750
    @dibyaahwanmishra57502 ай бұрын

    Ab lag raha hae vk sir politics mein aa chuke hein pura...

  • @SanjayDas008
    @SanjayDas0082 ай бұрын

    ସେ ସମୃଦ୍ଧି ପୁରୁଷ, ସେ ସବୁ ସମସ୍ୟାର ସମାଧାନ, ସେ ହିଁ ସବୁ ସଫଳ ସୃଷ୍ଟିର ସ୍ରଷ୍ଟା । ଐତିହ୍ୟରୁ ଉଦ୍ୟୋଗ, କ୍ରୀଡାରୁ କୃଷି, ଶିକ୍ଷାରୁ ସ୍ୱାସ୍ଥ୍ୟ । ସବୁଠି ଲୋକଙ୍କ କଲ୍ୟାଣ ପାଇଁ ନବୀନଙ୍କ ପ୍ରୟାସ ।

  • @user-cg7wz1wv2u

    @user-cg7wz1wv2u

    Ай бұрын

    😂😂😂😂

  • @shilpasethi8080
    @shilpasethi8080Ай бұрын

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟାରେ ଓଡ଼ିଶା ଆଜି ଅଗ୍ରଣୀ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିପାରିଛି, ସତରେ ମାନ୍ୟବର ନବୀନ ବାବୁ ଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ପାଇ ସମଗ୍ର ରାଜ୍ୟବାସୀ ଆଜି ନିଜକୁ ଗର୍ବ ଅନୁଭବ କରୁଛନ୍ତି ।

  • @sonaliparida143
    @sonaliparida1432 ай бұрын

    ନବୀନ ବାବୁ ଜଣେ ନେତା ନୁହଁନ୍ତି ସେ ଓଡିଶାର ହଉଛନ୍ତି ଜନ ନାୟକ l ଲୋକମାନଙ୍କ ପାଇଁ କରାଯାଇଥିବା ତାଙ୍କର ପ୍ରତେକ ପ୍ରଦକ୍ଷପ ସ୍ୱାଗତଯୋଗ୍ଯ l

  • @dilliprana6772
    @dilliprana67722 ай бұрын

    ଯାହା ଭାବୁଛ ତାହା ହିଁ ହେବ ଏଥର ବିଜେଡି ହରିବ

  • @ManaskuArukh

    @ManaskuArukh

    2 ай бұрын

    Bjd 121+ଆସନରେ ଜିତିବ... ଇନ୍ଦିରା ଗାନ୍ଧୀ,. ରାଜୀବ ଗାନ୍ଧୀ, ସମ୍ରାଟ ଅଶୋକ ରାଜାମାନେ ଓଡିଶାକୁ ହରେଇପାରିଲେନି.. ନରେନ୍ଦ୍ର,ମୋଦୀ,, ଅମିତଶାହ କଣ କରିପାକେବେ..

  • @AbhisekBeheraAB
    @AbhisekBeheraAB2 ай бұрын

    ତାଙ୍କ ପାଇଁ ବଦଳିଛି ଓଡିଶାର ଚିତ୍ର । ଜନଜୀବନରେ ପ୍ରଗତି ଆଣି ପ୍ରତି ଘରେ ଘରେ ନବୀନ ପାଲଟିଛନ୍ତି ସଭିଙ୍କ ମିତ୍ର ।

  • @user-wk4yn6xv8l
    @user-wk4yn6xv8l2 ай бұрын

    ସାରା ରାଜ୍ୟ ବାସୀ ଜାଣି ସାରିଲେଣି ନବୀନ ମଡେଲ ହେଉଛି ବିକାଶର ମଡେଲ ସେଥି ପାଇଁ ହିଁ ସବୁ ଲୋକମାନେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ବିଜୟ ମୁକୁଟ ପିନ୍ଧାଇବେ ଓଡିଶା ବାସି l

  • @user-qg6eq2mg3u
    @user-qg6eq2mg3u2 ай бұрын

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ଯାହା ପ୍ରତିଶୃତି ରାଜ୍ୟ ବାସୀଙ୍କୁ ଦିଅନ୍ତି ତାହାକୁ ସୁଚାରୁରୂପେ ସମ୍ପାଦନା କରିବାର ସାମର୍ଥ୍ୟ ମଧ୍ୟ ରଖନ୍ତି, ସେଥିପାଇଁ ସେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

  • @odianews4225
    @odianews42252 ай бұрын

    ମୁଁ ଜାଣିଚି ବିଜେଡି ଜିତିବ କିନ୍ତୁ ଥରେ ବିଜେଡି ଦଳରୁ ବାହରିକି ଚିନ୍ତା କରିକି ଦେଖ ଲାଗିବ ନବୀନ ଗୋଟେ ମଲା ମୂର୍ଖ 😂

  • @user-ho9hb3ur8c

    @user-ho9hb3ur8c

    2 ай бұрын

    Tu sala bahut pandita

  • @EngineersChoiceAnyday

    @EngineersChoiceAnyday

    2 ай бұрын

    👌

  • @aloksatpathy1680
    @aloksatpathy16802 ай бұрын

    Pandian sir apana ahuri adhika se Tela Chora , Super Michhua Dharama ku challenge diantu se kichhi kari paribani.

  • @user-pt7oi6bj4t
    @user-pt7oi6bj4tАй бұрын

    କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ ଯେଉଁ ପରିବର୍ତନ କଥା କହୁଛନ୍ତି ମାନ୍ୟବର ନବୀନ ପଟ୍ଟନାୟକ ଥିବା I ପର୍ଯ୍ୟନ୍ତ ତାହା କେବେବି ସମ୍ଭବ ହେବନାହିଁ। ଓଡିଶାବାସୀ ଏତେ ବୋକା ନାହାଁନ୍ତି ଯେ ଏଭଳି ଅପାରଗ ଦଳର କଥାରେ ପଢି ନିଜ ଗୋଡରେ କୁରାଢି ମାରି ବେ |

  • @user-ranjit687
    @user-ranjit687Ай бұрын

    ବିଜୁ ବାବୁଙ୍କର ଯେଉଁ ସ୍ବପ୍ନ ଅଧା ରେ ରହିଥିଲା ତାହାକୁ ଗୋଟିଏ ପରେ ଗୋଟିଏ ସ୍ବପ୍ନ ପୂରଣ କରି ପାରିଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @Uttam623
    @Uttam6232 ай бұрын

    Jai bjd ❤

  • @RS_RANAJIT
    @RS_RANAJIT2 ай бұрын

    ମୋତେ ଏବେ 25 ବର୍ଷ ମୁଁ ବୁଢା ହେଲା ଯାଏଁ ‌‌ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥାନ୍ତୁ ଜୟ ଜଗନ୍ନାଥ ଜୟ BJD💚💚💚

  • @Jagaa333

    @Jagaa333

    Ай бұрын

    Ethara Heart Attack re mariba

  • @sonaliparida143
    @sonaliparida1432 ай бұрын

    ଓଡ଼ିଶାବାସୀ ଆଜି ଗର୍ବିତ ନବୀନବାବୁଙ୍କ ଭଳିଆ ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଯିଏକି ବାରମ୍ବାର ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ଆସନ ଜିତିପାରିଛନ୍ତି ଓ ପ୍ରଶଂସା ଲାଭକରିଛନ୍ତି।

  • @user-pt7oi6bj4t
    @user-pt7oi6bj4tАй бұрын

    ବ୍ରଜରାଜନଗରରୁ5Tଅଧ୍ୟକ୍ଷ କାର୍ତ୍ତିକ୍ ପାଣ୍ଡିଆନଙ୍କର ମାରା ଥନ ପ୍ରଚାର କରିଛନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ।

  • @narendrakumarbehera444
    @narendrakumarbehera444Ай бұрын

    ସେଇ ମାଇପ ମାନଙ୍କୁ ଟେକିକି ଧର😅

  • @pkrkiduniya6128
    @pkrkiduniya61282 ай бұрын

    Wait karntu sir bjd Nishant win kaib Jagannath achanti ama nabin sir ka sangre har har mahadev ❤

  • @user-ranjit687
    @user-ranjit687Ай бұрын

    ଦିନକୁ ଦିନ ନବୀନ ବାବୁଙ୍କ ବଢୁଥିବା ଲୋକପ୍ରିୟତା କୁ ଦେଖି ଅସହ୍ୟ ହୋଇ ପଡିଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ସେ ଭଲଭାବରେ ଜାଣିଛନ୍ତି ଏଥର ତାଙ୍କର ପରାଜୟ ସୁନିଶ୍ଚିତ ବୋଲି।

  • @hardworkneverdies5679
    @hardworkneverdies56792 ай бұрын

    Yes we all are proud of u sir go ahead ଧର୍ମେନ୍ଦ୍ର ,ଅପରାଜିତା ଗର୍ବୀ ହାରିବା ଦରକାର ❤❤❤ ଆଉ ଟିକେ attack କରନ୍ତୁ sir

  • @dpindian6750
    @dpindian67502 ай бұрын

    ତୁ କି ବାଳର ନେତା ଯେ ସନ୍ୟାସ ନେବୁ ଦୁଇ ଦିନ ହେଇନି ପୁଣି ନେତା 😂😂😂😂😂😂😂😂😂😂😂😂😂😂😂😂😂😂😂😂😂 ସୀମା ବାହାର୍ besaram

  • @user-ranjit687
    @user-ranjit687Ай бұрын

    ବିଜେପି ଦଳକୁ ଓଡ଼ିଶାବାସୀ ବେଶ ଭଲ ଭାବେ ଜାଣିଛନ୍ତି, ଏମାନଙ୍କର ଉପରେ ଗୋଟିଏ ରୂପ, ଭିତରେ ଭୟଙ୍କର ରୂପ।

  • @SandhyaRaniPatra-vd5qm
    @SandhyaRaniPatra-vd5qm2 ай бұрын

    Pandian sir is right

  • @dipfragnant

    @dipfragnant

    2 ай бұрын

    To gharaku gala ki pandian

  • @AVIRAM_143
    @AVIRAM_1432 ай бұрын

    ବିଜେଡି ହାରିଲା ପରେ ପାଣ୍ଡୁ ସନ୍ୟାସୀ ନୁହଁ 😂 କଳା ପାଣି ଜେଲ ରେ ଦିନ କାଟିବ ରହ 😂🤭

  • @smrutiranjan685

    @smrutiranjan685

    2 ай бұрын

    500/sata bhai

  • @Prasanta-nl4ci

    @Prasanta-nl4ci

    Ай бұрын

    Satare

  • @AVIRAM_143

    @AVIRAM_143

    Ай бұрын

    @@smrutiranjan685 Hnn bhai

  • @user-wk4yn6xv8l
    @user-wk4yn6xv8l2 ай бұрын

    ଓଡିଶା ବାସୀ ଙ୍କ ଭଲ ପାଇବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ରହିଥିଲା ରହିଛି ଆଗକୁ ମଧ୍ୟ ଏହିଭଳି ରହିବ!

  • @SunilSingh-yy4xs
    @SunilSingh-yy4xsАй бұрын

    ସବୁ ବେଳେ ପରଚିନ୍ତା । ପରଚିନ୍ତା ସର୍ବଦା ଦୁଃଖୀ

  • @aloksatpathy1680
    @aloksatpathy16802 ай бұрын

    Nabin Our Next CM.

  • @tanmayaranjandas9084
    @tanmayaranjandas90842 ай бұрын

    Jay BJD

  • @shibasahu4695
    @shibasahu46952 ай бұрын

    ଓଡ଼ିଶା ରେ ପୁଣି ନବୀନ ସରକାର୍ ଭାରତୀୟ ରାଜନୀତି ରେ ଏକ ନୂତନ ଇତିହାସ ସୃଷ୍ଟି ହେବାକୁ ଯାଉଛି ଜୁନ ୯ ତାରିଖ ରେ

  • @pitambarpradhan6348
    @pitambarpradhan63482 ай бұрын

    Dharmendra pradhan ଜଣେ ଅସଭ୍ୟ ଲୋକ ତେଣୁ ମୁଖ୍ୟ ମନ୍ତ୍ରୀ ଙ୍କୁ ଅସନମ୍ମାନ କରୁଛନ୍ତି ତେଣୁ ଲୋକମାନେ ଉଚିତ୍ ଜବାବ୍ ଦେବେ

  • @India_collaboration_1k

    @India_collaboration_1k

    2 ай бұрын

    Dharama hariki balidan deba sambalpur 😅 Andhabhakata hatao desh bachao

  • @dipfragnant

    @dipfragnant

    2 ай бұрын

    Mo banda ta

  • @a_nayak

    @a_nayak

    Ай бұрын

    25 ta Jilla na name kahi paribani, odia Kan kahiba yeh Navina

  • @NaveenDas138
    @NaveenDas1382 ай бұрын

    ସେ ଯୁବପିଢିଙ୍କ ଆଦର୍ଶ, ମହିଳାମାନଙ୍କ ଶକ୍ତି ଓ ସାହସ । ଏନ୍ତୁଡିଶାଳରୁ ମଶାଣୀ ଯାଏଁ ଜନତାଙ୍କ ସେବା, ସୁବିଧା କରି ସେ ପାଲଟିଛନ୍ତି ଏ ମାଟିର ମହାନ ସେବକ ।

  • @brahmanandam7370

    @brahmanandam7370

    2 ай бұрын

    To maaku peliba jae se sathire achhi

  • @user-pt7oi6bj4t
    @user-pt7oi6bj4tАй бұрын

    କ୍ରେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୦ ବର୍ଷ ମଧ୍ୟରେ ଗୋଟିଏ NH55-ର କାର୍ଯ୍ୟକରିପାରିଲେ ନାହିଁ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଲା 'ଆପଣଙ୍କୁ ସାହସ କିଏଦେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅସମ୍ମାନ କରିବାପାଇଁ '

  • @shilpasethi8080
    @shilpasethi8080Ай бұрын

    ଏହି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବହେଳା ପାଇଁ NH 55 ଦେଇ ଯାତାୟତ କରୁଥିବା ସାଧାରଣ ଲୋକଙ୍କ ନୀରୀହ ଜୀବନ ବିପଦରେ ଏବଂ କଷ୍ଟ ପାଉଛନ୍ତି।

  • @SandhyaRaniPatra-vd5qm
    @SandhyaRaniPatra-vd5qm2 ай бұрын

    Etihasa re lekha hei rahiba mukhyamantri nka nama

  • @nareshpadhi4863
    @nareshpadhi48632 ай бұрын

    Jai BJD jai shankha jai jagannath 🙏🏻❤❤

  • @user-qg6eq2mg3u
    @user-qg6eq2mg3u2 ай бұрын

    ଆମ ଓଡିଶାକୁ ଆହୁରି ସୁନ୍ଦର କରିବା ପାଇଁ ଆସନ୍ତୁ ନବୀନ ବାବୁ ଙ୍କୁ ଓ ବିଜୁ ଜନତା ଦଳ ରେ ଭୋଟ ଦେବା l

  • @RajkishoreRout-gw1bs
    @RajkishoreRout-gw1bsАй бұрын

    ବିଜେପି କେବଳ ଲୋକଙ୍କ ଉପରୁ ଟେକ୍ସ ଆଦାୟ କରନ୍ତି. ନିଜର ବିଳାସରେ ଖର୍ଚ୍ଚ କରିବା ପରେ ଦେଶର କତିପୟ ମାଲିକ ମାନଙ୍କର ଋଣ ଛାଡ଼ କରିଥାନ୍ତି.

  • @officialsubhakanta8742
    @officialsubhakanta87422 ай бұрын

    4:22 ସମସ୍ତେ ମିଶନ ଶକ୍ତି ସ୍ତ୍ରୀ ଲୋକ 😂😂😂😂😂😂 ଆଉ କେହି ଯାଉନାହାନ୍ତି ତୋ metting re ସେଇ ମିଶନ ଶକ୍ତି ସ୍ତ୍ରୀ ଲୋକ ଙ୍କୁ ନେଇ ମିଟିଂ କରିବୁ 😂😂😂😂

  • @DipakSahoo99852
    @DipakSahoo998522 ай бұрын

    ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।

  • @20NEW-MUSIC
    @20NEW-MUSIC2 ай бұрын

    ତୁ ଜେଲ ଯିବୁ 5T ବ୍ଯାଗ କିଣାରେ।

  • @santoshchand7288

    @santoshchand7288

    2 ай бұрын

    Kahinki Tu kn home guard posting paichu ki 😀😁😂😂🤣

  • @manasranjansahoo5951
    @manasranjansahoo59512 ай бұрын

    ତୁ ମାଗିହା କିଏ ତୁ ସନ୍ୟାସୀ ନେଲେ ଓଡିଶା ବାସି ଙ୍କର ଛୋଡ଼ି ହେଇଯିବ

  • @officialsubhakanta8742

    @officialsubhakanta8742

    2 ай бұрын

    Right bro sala pandian ku hatao

  • @dingarmajhi1964
    @dingarmajhi19642 ай бұрын

    ନବୀନ ପଟ୍ଟନାୟକଙ୍କର ନିଜର ଗ୍ୟାରେଣ୍ଟି ନାହିଁ ଯେ ସେ ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ଆଉ ତୁ କ'ଣ ଏତେ ଚ୍ୟାଲେଞ୍ଜ ଦେଉଚୁ ?

  • @user-wk4yn6xv8l
    @user-wk4yn6xv8l2 ай бұрын

    ଲୋକସେବା କରି ଆଜି ସେ ଲୋକପ୍ରିୟ। ଜନତା ତାଙ୍କ ଜୀବନ। ଲୋକଙ୍କ ସେବା ପାଇଁ ସବୁବେଳେ, ସବୁ ସମୟରେ ସଜାଗ ନବୀନ ସରକାର l

  • @Dilkhusodia
    @Dilkhusodia2 ай бұрын

    ଆମେ ବେଇମାନ ନୁହଁ ଜେ ନବୀନ ପଟ୍ଟନାୟକଙ୍କ ଙ୍କୁ ଭୋଟ ଦବୁନି ଜିଏ ଆମ ଓଡ଼ିଶା ପାଇଁ ଯାହା କରିଛନ୍ତି ତାହା ଇତିହାସ ରେ ଲେଖା ହୋଇ ରହିବ BJD jindabaad 💚

Келесі