Former CM Naveen Patnaik meets President Droupadi Murmu and CM Majhi at Rath Yatra || Kalinga TV

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
KZread: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Пікірлер: 767

  • @chinmayadhal7082
    @chinmayadhal70828 күн бұрын

    ନବୀନ ପଟ୍ଟନାୟକ ନାମ ହିଁ ଯଥେଷ୍ଟ ହାରିକ କି ସମସ୍ତ ଙ୍କ ❤💕💖 ରେ ବିରାଜମାନ

  • @sunilkumarpal9766

    @sunilkumarpal9766

    8 күн бұрын

    Nabin patnaik kebe Hari nahanti

  • @sankarsanbarik8501

    @sankarsanbarik8501

    8 күн бұрын

    Kya baat Bhai

  • @SoumyaRanjan250

    @SoumyaRanjan250

    8 күн бұрын

    Mu Jane bjp supporter but Navin sir nka big fan bcz se bahut kichi devlopment odisha pai karichanti.Navin sir Jane great leader,Bjp ra Navin sir nka prati e bhali respect dekhi bahut khusi lagila,aku hi kahanti good politics,kichi Jana chamcha manaka pai bjd budila

  • @deviballavmallick3014

    @deviballavmallick3014

    8 күн бұрын

    Bhai mu BJP supporter hele nabina nabina 🙏🙏🙏❤️❤️​@@SoumyaRanjan250

  • @SesadebDalai-nn9pw

    @SesadebDalai-nn9pw

    8 күн бұрын

    ତମେ ଜଣେ ଭଲ ମଣିଷ ନିଶ୍ଚିତ ହେଲେ ଏ ବର୍ଷ ନବୀନ ପଟ୍ଟନାୟକ କଂ ମୁହଁ କୁ ଦେଖୀ ଭୋଟ ଦେଈ ଦେଈଥୀଲେ ଭଲ ହେଈଥାଂତା କାରଣ ତାଂକ ହେଲ୍ପ କଂଡିସନ ଯେମିତି ପୁଣି ୫ ବରଷ ଯାଏ ତାଂକ ଦେହ ସୁସ୍ଥ ରହୁ ଏତିକି ଜଗନ୍ନାଥ କଂ ପାଖରେ ପାର୍ଥନା

  • @SKJ-vh8kv6rp9l
    @SKJ-vh8kv6rp9l8 күн бұрын

    ଧନ୍ୟବାଦ ଧର୍ମେନ୍ଦ୍ର ଭାଇ ଆପଣ ନବୀନ ସାର୍ ଙ୍କୁ ତଳକୁ ଆସି ପାଛୋଟି ନେଇଯାଇଥିବାରୁ ,ଏହା ହେଉଛି ଆପଣଙ୍କର ନବୀନ ସାର୍ ଙ୍କ ପ୍ରତି ମହାନତା ଆଜି ଓଡିଶା ଦେଖିଲା।ଜୟ ଜୟ ଜଗନ୍ନାଥ🙏👏🌷🌹

  • @shobhankumarsahu5024

    @shobhankumarsahu5024

    8 күн бұрын

    ଆମ ନବୀନ ବାବୁ ପୁରା ଫିଟ୍ ଖାଲି ପାଣ୍ଡୁ ତାଙ୍କୁ ଦୁର୍ବଳ କରି ଦେଇ ଥିଲା

  • @SKJ-vh8kv6rp9l

    @SKJ-vh8kv6rp9l

    8 күн бұрын

    @@shobhankumarsahu5024 ଏବେବି ପାଣ୍ଡୁ ନବୀନ ନିବାସରେ ରହି ଗୋଟି ଚଲାଉଛି ସିଏମ୍ ହେବା ପାଇଁ ସେ ସଳାକୁ ନବୀନ ନିବାସରୁ ତଡାଯାଉ

  • @learnwithbini6060

    @learnwithbini6060

    8 күн бұрын

    ​@@SKJ-vh8kv6rp9lbekar katha chada....Abe b Naveen pattnaik 💚 samstnkr favourite cm

  • @SKJ-vh8kv6rp9l

    @SKJ-vh8kv6rp9l

    8 күн бұрын

    @@learnwithbini6060 ଏଇତ ସମୟ ହାତରେ ଡୋରି କାହାର କେତେବେଳେ ଚେର କଟିଯିବ କେହିପାରିବେନି ଜାଣି।ଅପ୍ରତିଦ୍ୱନ୍ଦି ନେତା ସିଏ ଆଜି ପରାଜିତ ସବୁ ସେଇ କାଳିଆର ନୀଳା କାହାକୁ ଗାଦିରେ ବସେଇବ ତାକୁ ହିଁ ଜଣା।ଜୟ ଜଗନ୍ନାଥ🙏🌷

  • @learnwithbini6060

    @learnwithbini6060

    8 күн бұрын

    @@SKJ-vh8kv6rp9l hammm seta bi....sabu kchi purba ru hi mention achi... jagannath nka echha...

  • @Binodkumarpanigrahi2187
    @Binodkumarpanigrahi21878 күн бұрын

    ନବୀନ ବାବୁ ଦି ଗ୍ରେଟ ,ପୁଣିଥରେ ପ୍ରମାଣିତ

  • @durgabehera474

    @durgabehera474

    8 күн бұрын

    Mana re garbaa nanhi ki ahankara Sethi pain anyatama Jay Jagannath

  • @YouthTalkSibaram

    @YouthTalkSibaram

    8 күн бұрын

    ​@@durgabehera474Jaganath Navin Pattnaik nka kuta niti Jani dele sethi pain Navin Pattnaik nku election re bida kale

  • @swarnapravagiri6953

    @swarnapravagiri6953

    8 күн бұрын

    Nabinaakusama

  • @swarnapravagiri6953

    @swarnapravagiri6953

    8 күн бұрын

    No

  • @sagarpandit7029

    @sagarpandit7029

    7 күн бұрын

    ଆରେ ପାଗଳ ନବିନ ମଉସା କୋଉ ଟାଇପ୍ ରେ great ହେଲେ ତାଙ୍କୁ respect ଦେଉଥିବା ଲୋକ ବହୁତ ବଡ଼ ବଡ଼ ପୋଷ୍ଟ ରେ ଅଛନ୍ତି କିନ୍ତୁ ତାଙ୍କ ମାନକର ମନ ବହୁତ ଭଲ ଯାହା ଯୋଗୁ ନବିନ ମଉସା କୁ ଡାକି ପାଖରେ ବସାଇଲେ କିନ୍ତୁ BJD party' ର ସରକାର ଯଦି ଓଡିଶା ରେ ଥାଆନ୍ତା ଆଜି BJP ର ଯଦି କୋଉ ନେତା ଏମିତି ଯାଇଥାନ୍ତା ତାକୁ ନ ଜାଣିଲା ପରି ବ୍ୟବହାର କରିଥାନ୍ତେ

  • @rituraj8535
    @rituraj85358 күн бұрын

    ପୁଣି ଥରେ ମାନବିକତାର ପରିଚୟ ଦେଇ ଧର୍ମେନ୍ଦ୍ର ପ୍ରଧାନ sir ନବୀନ sir ଙ୍କୁ ମଞ୍ଚକୁ ନେଲେ

  • @sanghamitradas371

    @sanghamitradas371

    8 күн бұрын

    Bjd heithile pacharinathanta

  • @badalkumarrout8520

    @badalkumarrout8520

    8 күн бұрын

    Bro 😅😅Neet paper lik b karithile Dharmendra pradhan

  • @user-ce8cc9ve9b

    @user-ce8cc9ve9b

    8 күн бұрын

    Cm mohan Majhi ta respect v dei janinahanti

  • @dailylife1956

    @dailylife1956

    8 күн бұрын

    Manabikata kana.. Naveen patnayak ra right achi seithi basibara.. Bcz se jane ex CM and Opposition party leader... So se juade jibe respect paibe

  • @PrakashkumarPradhan-eb4fl

    @PrakashkumarPradhan-eb4fl

    8 күн бұрын

    D pradhan kukura janichi nabin kei❤❤❤

  • @brajeswarisingh909
    @brajeswarisingh9098 күн бұрын

    ଏହା ହେଉଛି ମାନବିକତା, ଏଇଠୁ କିଛି ଶିଖିବା 🙏

  • @sanghamitradas371

    @sanghamitradas371

    8 күн бұрын

    Thik kahila bjd neta heithile kahaku pacharinathante

  • @Nilu_10

    @Nilu_10

    8 күн бұрын

    Right bro

  • @RasmiJena-zb1yq

    @RasmiJena-zb1yq

    8 күн бұрын

    Thik

  • @sanatansahu-zn9wx

    @sanatansahu-zn9wx

    8 күн бұрын

    T̤h̤a̤n̤k̤s̤ b̤h̤a̤i̤

  • @SUBASHLOHAR-jd3xf
    @SUBASHLOHAR-jd3xf8 күн бұрын

    ଆଜିର ଏଇ ଦୃଶ୍ୟ ମନରୁ ଲିଭୁନି ବହୁତ୍ ଆନନ୍ଦ ଲାଗିଲା ସବୁ ମହାପ୍ରଭୁ ଜଗନ୍ନାଥ ଙ୍କ ଲୀଳା ଜୟ ଜଗନ୍ନାଥ

  • @kramsankarachary5718

    @kramsankarachary5718

    4 күн бұрын

    𝓻𝓲𝓰𝓱𝓽 𝓽𝓱𝓪𝓷𝓴 𝔂𝓸𝓾 𝓳𝓪𝔂 𝓳𝓪𝓰𝓪𝓷𝓷𝓪𝓽𝓱❤🙏

  • @bapubarik959
    @bapubarik9598 күн бұрын

    ପୁଣି ଥରେ ମନକିଣିଲେ b j p ନେତୃବୃନ୍ଦ ନବୀନ ପଟ୍ଟନାୟକ ଙ୍କୁ ସମ୍ମାନ ଦେଇ, ଜୟ ଜଗନ୍ନାଥ

  • @sanjaysahoo9885
    @sanjaysahoo98858 күн бұрын

    ସବୁ ସେଇ ପ୍ରଭୁ ଜଗନ୍ନାଥଙ୍କ ଇଛା,,,l Jay Jagannath, Miss you sir my best cm ❤️🙏

  • @mmnewsodia
    @mmnewsodia8 күн бұрын

    ନବୀନ ପଟ୍ଟନାୟକ BEST CM🙏🏻 ଜୟ ଜଗନ୍ନାଥ 🙏🏻

  • @dcsupport129
    @dcsupport1298 күн бұрын

    ନବୀନ ପଟ୍ଟନାୟକ ଏବେବି ଲୋକଙ୍କର ହୃଦୟରେ ଅଛନ୍ତି, ରହିବେ ଓ ରହିଥିବେ।।। ଜୟ ଜଗନ୍ନାଥ

  • @anantakumardey8868

    @anantakumardey8868

    8 күн бұрын

    Right

  • @santoshkumarmukhi1056
    @santoshkumarmukhi10568 күн бұрын

    ବିଜେପି ସପୋର୍ଟର ହେଲେ ମଧ୍ୟ୍ୟ ନବୀନ ବାବୁ ଙ୍କ ପାଇଁ ସବୁ ବେଳେ ସନ୍ନମାନ ଅଛି ଜୟ ଜଗନ୍ନାଥ ❤️💙🙏

  • @mukeshnaik2073

    @mukeshnaik2073

    8 күн бұрын

    Dharmendra Pradhan katha kahucha na nija katha

  • @BKGajendra

    @BKGajendra

    7 күн бұрын

    ଆମେ ବି ❤

  • @santoshkumarmukhi1056

    @santoshkumarmukhi1056

    7 күн бұрын

    @@mukeshnaik2073 na bhai mo nija katha b kahuchi nabin babu ama savinkara cm thile

  • @adikandapradhan2299
    @adikandapradhan22998 күн бұрын

    ମହାବାହୁ ବଡ଼ଠାକୁରଙ୍କ କୃପାରୁ ମଞ୍ଚାସିନ ନେତୃବୃନ୍ଦଙ୍କ ଅତିଥି ସତ୍କାର ଖୁବ ଆନନ୍ଦ ଓ ଭାବବିହ୍ଵଳିତ ମୁହୁର୍ତ୍ତ । ଜୟ ଜଗନ୍ନାଥ ସ୍ୱାମୀ❤❤❤❤❤❤

  • @basicenglishgrammarwithpra128
    @basicenglishgrammarwithpra1288 күн бұрын

    ସତରେ ଓଡ଼ିଆ, ଓଡ଼ିଶା, ଉତ୍କଳ,କଳିଙ୍ଗ , ଉଡ୍ର ଆଜି ଆମେ ଓଡ଼ିଆ ଗର୍ବିତ ❤❤❤❤ନବୀନ ବାବୁ, ଧର୍ମେନ୍ଦ୍ର ପ୍ରଧାନ

  • @user-uf3so2jf7r
    @user-uf3so2jf7r8 күн бұрын

    ଧନ୍ୟବାଦ ଧର୍ମେନ୍ଦ୍ର ଭାଇ 🙏🙏🙏

  • @chaitanyabariki810
    @chaitanyabariki8108 күн бұрын

    ଏହା ହେଉଛି ମାନବିକତାର ବଳିଷ୍ଠ ପ୍ରମାଣ

  • @user-oq3iz5yg4c
    @user-oq3iz5yg4c8 күн бұрын

    B j p ସନତନ ଧର୍ମର ପରମ୍ପରକୁ ମାନିଆସୁଛି ❤❤❤

  • @mdmubarakkhan8649

    @mdmubarakkhan8649

    8 күн бұрын

    Naveen babu bajaya Rakhi asichhanti

  • @sandeeprout3324

    @sandeeprout3324

    8 күн бұрын

    ​Jaha hau apne jane muslim hei Madhya sanatan dharm ku sanman dele khusi lagila beauty of odia muslim jay jagannath 🙏​@@mdmubarakkhan8649

  • @bijayprakashpanda6583
    @bijayprakashpanda65838 күн бұрын

    ସବୁ ଦଳର କର୍ମୀମାନଙ୍କୁ ଏହି ଘଟଣାରୁ ବହୁତ୍ କିଛି ଶିଖିବାର ଅଛି। ଲୀଳାମୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଏହା ସମ୍ଭବ ହୋଇପାରିଛି। ରାଜନୀତି ଠାରୁ ବହୁ ଉଚ୍ଚରେ ମଣିଷ ପଣିଆର ନୀତି। ଯାହା ଆଜି ଏଠାରେ ପ୍ରଭୁଙ୍କ କୃପାରୁ ଦେଖିବାକୁ ମିଳିଲା। ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ 🙏

  • @anandaelectrical973

    @anandaelectrical973

    7 күн бұрын

    Nirata satya katha kahile bhai....ଏହା ଜଗନ୍ନାଥ ମହାପ୍ରଭୁଙ୍କ ଲିଲା ଜୟ ଜଗନ୍ନାଥ

  • @bijayprakashpanda6583

    @bijayprakashpanda6583

    6 күн бұрын

    ​@@anandaelectrical973ଜୟ ଜଗନ୍ନାଥ 🙏

  • @ashiskumarbhanja2032
    @ashiskumarbhanja20328 күн бұрын

    ସମ୍ମାନ ପାଉଥିବା ବ୍ୟକ୍ତି ଯେତେ ସମ୍ମାନିତ ହେଲେ ମଧ୍ୟ । ବେଳେ ବେଳେ ତାଙ୍କୁ ସମ୍ମାନ ଦେଉଥିବା ଲୋକମାନେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଆନ୍ତି। ଧନ୍ୟବାଦ୍ ଧର୍ମେନ୍ଦ୍ର ପ୍ରଧାନ ଆପଣ ଦେଉଥିବା ସମ୍ମାନ ଆପଣ ଙ୍କ ବ୍ୟକ୍ତିତ୍ୟ କୁ ଆହୁରି ମହାନ୍ କରିଦେଲା।

  • @dushadusha2402
    @dushadusha24028 күн бұрын

    ନବୀନ ବାବୁ ନା ନୁହେଁ it is a brand ❤❤

  • @durgasorenentertainment2303

    @durgasorenentertainment2303

    8 күн бұрын

    Brand nuhe bhai manabikata thila jagu

  • @dailylife1956

    @dailylife1956

    8 күн бұрын

    ​@@durgasorenentertainment2303ki manabikata.. Tankara kana adhikar nahi ki seithi basibara... Se EX CM and Opposition party leader, setiki respect se deserve karanti... Dharmendra pradhan b tanku namaskar karuthile jete bele se CM thile, ebe b tankara craze rahuchi.. Se juade jibe respect paibe like a king👑

  • @nigamroutray7306
    @nigamroutray73068 күн бұрын

    Tears in my eyes seeing Naveen Babu. His contribution towards our state unforgettable.

  • @sanjayabahuka238

    @sanjayabahuka238

    8 күн бұрын

    basla contribute

  • @SahoojambeswarJambeswarsahoo
    @SahoojambeswarJambeswarsahoo8 күн бұрын

    ନବୀନ ନବୀନ

  • @LochanMajhi-c9x
    @LochanMajhi-c9x8 күн бұрын

    Very good Dharmendra sir

  • @ranjannath5200
    @ranjannath52008 күн бұрын

    ଏଇତ ହେଲା ସଂସ୍କାର ବହୁତ୍ ସୁନ୍ଦର୍ ଲାଗିଲା ❤❤❤

  • @ManojKumar-vj6mr
    @ManojKumar-vj6mr8 күн бұрын

    ଏ ଅପରାଜୟ ନବୀନ କିଏ ମାନକି ନ ମନ ଏ ହେଉଛି ନବୀନ ଯେଉଁଠି କିଛି ନୂଆ କରି ଗଢି ତୋଳିଥିବା ଓଡିଶା ସେଥିପାଇଁ ଏ ନବୀନ ଓଡିଶା

  • @anantakumardey8868

    @anantakumardey8868

    8 күн бұрын

    Thank you naveen sir ,india re aditya chief minister jai naveen,jai naveen orissa

  • @mukeshbahidar3841
    @mukeshbahidar38418 күн бұрын

    The most beautiful picture of healthy democracy.

  • @gobindachandranayak9576
    @gobindachandranayak95768 күн бұрын

    ପ୍ରକୃତ ଓଡିଆର ପରିଚୟ ଦେଲେ , ଧର୍ମେନ୍ଦ୍ର ବାବୁ,ବିରାଟ ହୃଦୟର ପରିଚୟ

  • @rashmiranjanmohanty8526
    @rashmiranjanmohanty85268 күн бұрын

    This is what our culture says...Again @dppradhan Sir shows an example by receiving Naveen Patnaik Sir 🙏🏻

  • @biswanathtripathyofficial8705
    @biswanathtripathyofficial87058 күн бұрын

    Lord Jagannath is above all politics. Such harmony between all political parties should be there in the land of Lord Jagannath 🙏 Proud to be an Odia Jay Jagannath 🙏

  • @krishnakhandagiri9887
    @krishnakhandagiri98878 күн бұрын

    ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ହାରିଲା ପରେ ଵି ସମସ୍ତ ଙ୍କ ହୃଦୟ ରେ ରହି ଯାଇଛନ୍ତି ତାଙ୍କ ପରି ସରଳ ନିଷ୍କପଟ ବ୍ୟକ୍ତି ଆଉ ମୁଖ୍ୟମନ୍ତ୍ରୀ ନେତା ନାହାଁନ୍ତି କେହି ଆଉ ଭଗବାନ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ସବୁବେଳେ ଭଲରେ ଆଉ ସୁସ୍ଥ ସବଳ ରଖନ୍ତୁ ❤❤❤❤

  • @TelltalePD
    @TelltalePD8 күн бұрын

    Such a noble gesture, especially of Dharmendra Pradhan. That's the beauty of democracy and all political leaders should follow

  • @aurobindadas8776
    @aurobindadas87768 күн бұрын

    ଆଜି ହିଁ ଗୋଟେ ବିରଳ ଦୃଶ୍ୟ ଦେଖିବାକୁ ମିଳୁଛି ଦୁନିଆରେ କୌଣସି ଚିରସ୍ଥାୟୀ ନୁହେଁ, ଆମେ ଯେଉଁ ପଦବୀରେ ଥାଉନା କାହିଁକି କେବେ ନିଜକୁ ଗର୍ବ କରିବା ନାହିଁ. ଏହା କ୍ଷଣସ୍ଥାୟୀ ନିମିଷକେ..... ସେଥିପାଇଁ କଥାରେ ଅଛି -"କେହି ରହି ନାହିଁ ରହିବେ ନାହିଁ ଭବରଙ୍ଗ ଭୂମି ତଳେ ସର୍ବେ ନିଜ ନିଜ କର୍ମ ସାରି ବାହୁଡ଼ିବେ କାଳ ବେଳେ " ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻 ସବୁ ହିଁ ତୁମେ

  • @sudhanshusekharrath7878
    @sudhanshusekharrath78788 күн бұрын

    Very nice. The team BJP always pays the proper respect to our honorable Ex CM Sj. Nabeen Pattanayak. So happy to see this culture.🎉

  • @Jay_Shri-Ram091
    @Jay_Shri-Ram0918 күн бұрын

    Jay Jagarnath DP ମକୁ ଭାଇ ଓ np ନବୀନ ପଟ୍ଟନାୟକ କି ଜୟ ହୋ 😅

  • @ajayajena319
    @ajayajena3198 күн бұрын

    ନବୀନ ବାବୁ 🙏

  • @biwajitviswajeet
    @biwajitviswajeet8 күн бұрын

    ନବୀନ ❤❤ ହିଁ ପ୍ରକୃତ ଓଡ଼ିଆ ଅସ୍ମିତା

  • @SrikantaBehura
    @SrikantaBehura8 күн бұрын

    ନବିନୀ ସାରେ the gret hero 🙏🙏🙏

  • @RameshYadav-ur6ws
    @RameshYadav-ur6ws8 күн бұрын

    ଜୟ ନବୀନ sir 🎉

  • @dhaneswardas7823
    @dhaneswardas78238 күн бұрын

    ବନ୍ଦେ ଉତ୍କଳ ଜନନୀ ବନ୍ଦେ

  • @satyanarayanajena3939
    @satyanarayanajena39398 күн бұрын

    This is our odisha

  • @PritamPriyanshu-eu6fd
    @PritamPriyanshu-eu6fd8 күн бұрын

    Aha ama odisha.. Andhra Pradesh nunhe

  • @Nayak4930
    @Nayak49308 күн бұрын

    ଧନ୍ୟବାଦ ଧର୍ମେନ୍ଦ୍ର ସାରେ, ଆପଣ ମଞ୍ଚତଳକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ଙ୍କୁ ପଛୁଡ଼ି ନେଲ...

  • @uhujhfhhgh8
    @uhujhfhhgh88 күн бұрын

    ଧନ୍ୟବାଦ ମୋହନ ବାବୁ ଆଉ ଧର୍ମେନ୍ଦ୍ର ବାବୁ ଙ୍କୁ.... ଉଭୟ ମହାନତା ର ପରିଚୟ ଦେଇଛନ୍ତି

  • @lksarap8779
    @lksarap87798 күн бұрын

    ଏହାହିଁ ହିନ୍ଦୁଧର୍ମ ର ମାନବିକତା ବହୁତ ବହୁତ ଧନ୍ୟବାଦ ଧର୍ମେନ୍ଦ୍ର ସାର ଆପଣ ନବୀନ ବାବୁଙ୍କୁ ମଞ୍ଚକୁ ପାଛୋଟି ନେବାରୁ ଜୟ ଶ୍ରୀ ଜଗନ୍ନାଥ 🙏

  • @bhagavadbaba6258

    @bhagavadbaba6258

    8 күн бұрын

    जय हो

  • @PratapBaral-o5i
    @PratapBaral-o5i8 күн бұрын

    Jay jagannath jay Navin 🙏

  • @sukruamanatya5607
    @sukruamanatya56078 күн бұрын

    Love you Naveen sir Jay Jagannath

  • @sagarsingh7523
    @sagarsingh75238 күн бұрын

    This mesmerizing scene shows the culture in people of MO Odisha ....UNITY & UNIQUE

  • @rajendrarajput8469
    @rajendrarajput84698 күн бұрын

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ

  • @sushantadevta9225
    @sushantadevta92258 күн бұрын

    ଏହା ହେଉଛି ଓଡ଼ିଶାର ସଂସ୍କୃତି ।

  • @banitasahoo3466
    @banitasahoo34668 күн бұрын

    Naveen.sir.jay.jagannath❤❤❤❤❤❤

  • @Ananyaavlogs
    @Ananyaavlogs8 күн бұрын

    Dharmendra sir good person

  • @chittaranjansahu8113
    @chittaranjansahu81138 күн бұрын

    ନବିନ ବାବୁ ବାବୁଙ୍କୁ ସାମ୍ମାନ ଦେଲେ...ଏହା ଦେଖି ବହୁତ୍ ଆନନ୍ଦ ଲାଗିଲା ମୋତେ l ସମସ୍ତଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ ନବୀନ ବାବୁ l ପ୍ରଭୁ ଜଗନ୍ନାଥ ତାଂକୁ ଭଲରେ ରଖନ୍ତୁ l

  • @kpradeepkumar4462
    @kpradeepkumar44628 күн бұрын

    Mohan majhi great... U showed the real leadership quality.. Naveen got respect because of you & he deserves to be respected.

  • @sahoo6113
    @sahoo61138 күн бұрын

    This is odisha ....🎉 glad to see this healthy democracy

  • @Jaysrikrishna00
    @Jaysrikrishna008 күн бұрын

    Very good Dharmendra sir really your thinking very good & Navin sir also good people

  • @tapasentertainment9135
    @tapasentertainment91358 күн бұрын

    It's no doubt Mr. Dharmendra Pradhan, done excellent job. If CM Mr. Mohan Majhi, came down to the stage and receive to Mr. Naveen Pattnaik, it will much more better respect to a former CM. In age and experience he is very Senior. Pray for good health Sir. Jay Jagannath

  • @diptiranjannayak4913
    @diptiranjannayak49138 күн бұрын

    ଏ ହେଉଛି ଓଡ଼ିଶାର ଅସ୍କିତା କଥା। ଆମେ ଓଡ଼ିଆ ଭାରି ବଢିଆ। ଜୟ ଜଗନ୍ନାଥ

  • @ktccreation9722
    @ktccreation97227 күн бұрын

    ଭଗବାନ ଆପଣ ପକ୍ଷରେ ଥିବାବେଳେ କିଛି ଅସମ୍ଭବ ନୁହେଁ | ❤❤

  • @Sudhakarmudhuli
    @Sudhakarmudhuli7 күн бұрын

    A Never Before Scene.This is the Beauty of Odia and Jagannath Culture....💯💯💯👌👌👌JAI JAGANNATH....👍👍👍❤️❤️❤️❤️❤️🕉️🕉️🕉️🇮🇳🇮🇳🇮🇳🙏🙏🙏

  • @MamataMishra-rz1ez
    @MamataMishra-rz1ez8 күн бұрын

    Hey Naveenbabu ame tama fan.... ❤

  • @santilatapanda1386

    @santilatapanda1386

    8 күн бұрын

    Bahut bahut Kanda laguchi Mane podigale

  • @soumyaranjan_samal
    @soumyaranjan_samal8 күн бұрын

    Dharmendra is a good person He respects & loves his opposition leader He had did the same thing on june 12

  • @anitamohanty6940
    @anitamohanty69407 күн бұрын

    Proud Moment 🙏🏻Jay Jagannath Mahapravu 🙏🏻 🙏🏻🙏🏻

  • @swarnapravasahoo1940
    @swarnapravasahoo19408 күн бұрын

    Jai Jagannath 🙏 He is the Great Man Mr.Naveen Patnaik

  • @RAKESH20249
    @RAKESH202498 күн бұрын

    The great person Navven Patnaik ❤️ Love' you sir INDIA No-1 CM Navven Patnaik 🙏

  • @amiyapriyabhoi7651
    @amiyapriyabhoi76518 күн бұрын

    Great x cm I love you sir

  • @ChandraShekhar-ne5fx
    @ChandraShekhar-ne5fx8 күн бұрын

    Jai Jagganath Mahaprabhu 🇮🇳🚩🙏🙏🙏

  • @samarendrarout4341
    @samarendrarout43417 күн бұрын

    Jay Jagannath 🙏❤️

  • @bishalbishal.rocky.1214
    @bishalbishal.rocky.12148 күн бұрын

    Naveen patnaik sir No1 cm odisha 😢❤

  • @aloksamal6107
    @aloksamal61078 күн бұрын

    Dharmendra Pradhan good human being ❤❤❤

  • @soubhagyaranjanmohanty3667
    @soubhagyaranjanmohanty36677 күн бұрын

    ଯେତେ ହେଲେ ଵି.... ନବୀନ ନବୀନ... ହୃଦୟର ବ୍ୟକ୍ତିତ୍ୱ... 👍

  • @tapankumarpradhan-yr8uk
    @tapankumarpradhan-yr8uk7 күн бұрын

    ଜୟ ଜଗନ୍ନାଥ 🙏🙏🙏 ସର୍ବେ ଭବନ୍ତୁ ସୁଖିନଃ.... 🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️ସମସ୍ତଙ୍କୁ ହୃଦୟରୁ ମୋର ନମସ୍କାର ❤️🙏🙏🙏🙏🙏🙏🙏🙏🙏🙏🙏🙏🙏

  • @lopintirani1259
    @lopintirani12598 күн бұрын

    So nice jai jagannath

  • @RanajitKumar-p1b
    @RanajitKumar-p1b8 күн бұрын

    Nobin sir is great ❤❤❤❤❤❤❤❤❤❤for

  • @dkraut9901
    @dkraut99018 күн бұрын

    Thanks to Mr Dharmendra Pradhan

  • @sibavlogs5029
    @sibavlogs50298 күн бұрын

    I love Dharmendra Pradhan but my heart ❤ nabin patnaik

  • @birakishorenayak1690
    @birakishorenayak16907 күн бұрын

    ଏଇତ ଜଗନ୍ନାଥ ସଂସ୍କୃତିର ମହାନତା । ଜୟ ଶ୍ରୀଜଗନ୍ନାଥ🙏

  • @Foodrecipes054
    @Foodrecipes0548 күн бұрын

    Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻

  • @suranjankindo3670
    @suranjankindo36708 күн бұрын

    Lord Jesus bless them and guide them to experience your love and care❤❤

  • @alinone4576
    @alinone45768 күн бұрын

    ନବୀନ ବାବୁ କଣ ପାଇଛନ୍ତି ଏଇଠୁ ଜଣା ପଡ଼ୁଛି Great

  • @santoshmahapatra4713
    @santoshmahapatra47138 күн бұрын

    Jay shree jagannath

  • @sangitamaharathi2876
    @sangitamaharathi28768 күн бұрын

    Best cm Naveen sir. Jay jagannath ❤❤

  • @user-yi8zw5uk2p
    @user-yi8zw5uk2p8 күн бұрын

    Odisha ra legend bhai Naveen Patnaik

  • @sashikantpallai8071
    @sashikantpallai80718 күн бұрын

    Jay jagannath 🙏

  • @ajaysamal1195
    @ajaysamal11958 күн бұрын

    Jay jagannath🙏🙏🙏🙏🙏🙏

  • @rashmisahoo-qp8px
    @rashmisahoo-qp8px8 күн бұрын

    Jay jagannath

  • @bipinbiharinayak5973
    @bipinbiharinayak59736 күн бұрын

    Odia parmpara jay Jagannath jay

  • @prameyaparida3929
    @prameyaparida39298 күн бұрын

    Love to see the respect of team bjp towards Naveen Sir.....BJP knows Naveen Sir has a CLEAN heart...,

  • @BikramKumar-dh4zu
    @BikramKumar-dh4zu8 күн бұрын

    This is pure politics of odisha.

  • @shaswatsahu
    @shaswatsahu8 күн бұрын

    Thank you .

  • @subratkumarpadhi8885
    @subratkumarpadhi88858 күн бұрын

    So Great Sir.

  • @umakantadas729
    @umakantadas7296 күн бұрын

    This is the culture & pride of Odisha....Jay Jagannath

  • @dibakarsethi4802
    @dibakarsethi48028 күн бұрын

    Jay jagannath jay naveen sir jay Odisha

  • @ramakantasahoo7755
    @ramakantasahoo77556 күн бұрын

    Dil khus ho gya, Yes I am big big fan of Shri Nabin Patnaik.....

  • @jitenkumaar4786
    @jitenkumaar47868 күн бұрын

    Bahut khusi laguchi dekhiki....prabhu emit ama odisha basi nku shanti re rakha bass etiki manokamana🙏🐚 ଜୟ ଜଗନ୍ନାଥ 🙏🙏🙏

  • @kunmunmallick-oi4jx
    @kunmunmallick-oi4jx8 күн бұрын

    Jay jaganatha

  • @Sandipsandip9413
    @Sandipsandip94138 күн бұрын

    ନବୀନ ପଟ୍ଟନାୟକ sir love you dharmendra pradhan love you ❤

  • @sibaprasadbehera4052
    @sibaprasadbehera40528 күн бұрын

    Jay Jagannath

  • @bishnuprasaddash1106
    @bishnuprasaddash11068 күн бұрын

    Wow Dharmendra Pradhan sir wow, great. Respect to elders is our culture you have proved it.

  • @ShivaBhai-gm9pz
    @ShivaBhai-gm9pz8 күн бұрын

    Jay jagannath BABA 🙏🙏🙏🙏🙏💗💗💗

  • @snehalataparida5659
    @snehalataparida56598 күн бұрын

    ଜୟ ନବୀନ 🎉

  • @hrudayaragita7961
    @hrudayaragita79618 күн бұрын

    ସୁନ୍ଦର କଥା, ଦୃଶ୍ୟ

Келесі