Special Story | Puri Excise Inspector's 'Hafta' allegations creates ripples in police department

Special Story | Puri Excise Inspector's 'Hafta' allegations creates ripples in police department
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 307

  • @chandrapanda7222
    @chandrapanda72222 жыл бұрын

    Sir ଆପଣଙ୍କୁ ଆପଣଙ୍କ Dept ଅଫିସର ମାନେ ହିଁ ପ୍ରଥମେ ହଇରାଣ କରିଦେବେ. କାରଣ ଆପଣ ଅପ୍ରିୟ ହେବା ସତ୍ୟ 100% କଥା ଟା କହି ଦେଲେ. ଆପଣଙ୍କୁ ଫସେଇ ଦେବେ ଦେଖନ୍ତୁ, ଜାଗ୍ରତ.

  • @dharitreecreations3207
    @dharitreecreations32072 жыл бұрын

    ଏମିତି ସଚ୍ଚୋଟ ଅଫିସରଙ୍କୁ ପାଗଳ ବନାଇଦେବେ। କିମ୍ବା କୋୖଣସି ବଡ କେସରେଇଫସାଇଦେବେ

  • @deepkumarbeheramilu6089

    @deepkumarbeheramilu6089

    2 жыл бұрын

    Right bro

  • @satya_pattanaik
    @satya_pattanaik2 жыл бұрын

    Grand Salute Mr inspector, you are a brave heart

  • @rajendrapanda7623
    @rajendrapanda76232 жыл бұрын

    ସଞ୍ଜୟ ପଣ୍ଡା ସାର୍ ଆପଣ ଙ୍କୁ ଶହେ ସ୍ୟାଲୁଟ୍ 🙏🙏🙏

  • @jayashree10000
    @jayashree100002 жыл бұрын

    ହଁ ଅଧିକ୍ଷକ ମହାଶୟ ଏଠି ଯିଏ ସତ କହିଲା ସେ ପାଗଳ, ତାର କଥା ସତକଥା ହେଲେ ବି ଆପଣମାନଙ୍କ ପରି ତେଲମରା ମାନେ ତାକୁ ପାଗଳର ପ୍ରଳାପ ବୋଲି ପ୍ରମାଣିତ କରିଦେବେ. ଏସବୁରେ ଆପଣମାନେ ଧୁରନ୍ଧର.ଆଉ ମିଛ medical report ତିଆରି କରି ତାଙ୍କୁ ଚାକିରୀରୁ dismiss ବି କରିଦେବେ. ଆପଣ ଏତିକି ଜାଣି ରଖିବା କଥା ଅତ୍ୟଧିକ Stress ପାଇଁ ମଧ୍ୟ ଜଣେ Pshychiatrist ଙ୍କ ପାଖକୁ ଯାଇପାରେ.କାରଣ police service ବହୁତ stressful.ଖାଲି ପାଗଳ ବୋଲି ଲୋକ ନିଜର ଚିକିତ୍ସା କରାଏନି. ବାଃ ବାଃ ଆପଣମାନଙ୍କ ପରି Senior ମାନଙ୍କର ମୁଖା ଖୋଲିଦେବାରୁ ଜଣେ ସଚ୍ଚୋଟ officer ପାଗଳ ବୋଲି ଆପଣ ତାଙ୍କ ପରିବାର ଲୋକଙ୍କ ପାଖରୁ ଖବର ପାଇଗଲେ.ଇଚ୍ଛା ତ ହେଉଛି ଆପଣମାନଙ୍କ ପରି Officer ଙ୍କ Collar ଧରି ଜୋତା ରେ ସେକି ଦେବାକୁ. କାରଣ ଆପଣମାନେ ଏତେ ହାରାମି ହେଇଗଲେଣି ଯେ ଆପଣମାନେ ସତର ଗୋଟେ ଶବ୍ଦ ହଜମ ବି କରିପାରିବେନି. ଥୁ ଆପଣମାନଙ୍କ ପରି ଲୋକମାନଙ୍କୁ.

  • @amitrashmita4577

    @amitrashmita4577

    2 жыл бұрын

    ଠିକ୍ କହୁଛନ୍ତ

  • @healer278
    @healer2782 жыл бұрын

    ପୋଲିସ ର କଣ ନୁଆ କଥା ବଟି ରେ ପୁରା ଦିପାର୍ଟମେଣ୍ଟ ଚାଲିଛି... ସବୁ ସେମିତି ଗୋଟେ ଅଧେ ଭଲ ତାଙ୍କୁ ପାଗଳ କରିଦେବେ

  • @kanhupradhan3838

    @kanhupradhan3838

    2 жыл бұрын

    ଶତ କହିଲେ କିଏ ଶୁଣିବ

  • @Ashish55342
    @Ashish553422 жыл бұрын

    ସତ କଥା ପଦାକୁ ଆଣିଥିବାରୁ ଆମେ ଆପଣଙ୍କ ପାଖରେ କୃତ୍ୟଙ୍ଗ। ଏ ସରକାର ତ first ଚୋର। ନେତା ଠୁ ଚପରାସି ସବୁ coorupt।

  • @biswajitbehera2187
    @biswajitbehera21872 жыл бұрын

    Brave 👍👍👍 salute u sir... please support him in his grand challenge

  • @tapanmarndi2787
    @tapanmarndi27872 жыл бұрын

    ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି। ହୃଦୟରୁ ପ୍ରଣାମ ଆପଣଙ୍କୁ। ଆଜି ଜନ୍ମ ହେଇଛ କାଲି ମରିବ । ଭଲ କାମ କରି ବା ପାଇଁ ଜନ୍ମ ହେଇଛି ମଣିଷ। ସେଥି ପାଇଁ ତ ମଣିଷ ଜାତି କୁ ଶ୍ରେଷ୍ଠ ଜାତି କୁହାଯାଏ। ହେଲେ ଏଇଠି ସବୁ ଉଲଟା। ଜୟ ଜଗନ୍ନାଥ

  • @jitendrabehera4718
    @jitendrabehera47182 жыл бұрын

    Great officer 🙏

  • @sanatansagar8114
    @sanatansagar81142 жыл бұрын

    ଆମେ ଜାଣିଛୁ ସବୁ ପୋଲିସ ସମାନନୁହେଁ କିନ୍ତୁ ୧୦୦ ରୁ ୮୫ ପ୍ରତିଶତ ପୋଲିସ ସଂପୂଣ୍ଣ ଚର ଆଉ ଠକ ଆଉ ନିଜେ ଗୁଣ୍ଡା ସେଥି ପାଇଁ ଆମ ଓଡ଼ିଶା ସବୁ ରାଜ୍ୟ ଠୁ ଆଗୁଆ ଅଟେ,,,,,,,,,ଆଉ ଉନତ୍ତି ମଧ୍ୟ କରି ଚାଲିଛି,,,,,,,,,,,

  • @subratpatii5749
    @subratpatii57492 жыл бұрын

    Honest officers salute u but higher officer can prove u as a mad or transfer u

  • @smilequeenpriyankapal4014

    @smilequeenpriyankapal4014

    2 жыл бұрын

    Yes

  • @raghunandanmishra5810
    @raghunandanmishra58102 жыл бұрын

    Hats off officer for your courage.

  • @purnnapradhan7474
    @purnnapradhan74742 жыл бұрын

    Absolute salute sir

  • @debapriyarashmikanta4553
    @debapriyarashmikanta45532 жыл бұрын

    I don't believe, Odisha re amiti officer,you are a brave officer sir🙏🙏🙏🙏🙏 bahut khusilagila,,

  • @dipakrout4476
    @dipakrout44762 жыл бұрын

    Honest si salute sir

  • @sushantpatra6237
    @sushantpatra62372 жыл бұрын

    U r great sir🙏

  • @bibachharaita4217
    @bibachharaita42172 жыл бұрын

    Great sir dil se salute 🙏🏾🙏🏾🙏🏾

  • @mithunrohidas8802
    @mithunrohidas88022 жыл бұрын

    you are right sir

  • @Mahatamagandhiofficial
    @Mahatamagandhiofficial2 жыл бұрын

    Real life hero ... Salute u 🙏

  • @kalandibiswal4400k.b
    @kalandibiswal4400k.b2 жыл бұрын

    Good job sir 👍👍

  • @pkm4781
    @pkm47812 жыл бұрын

    Right

  • @jagatkrishna1543
    @jagatkrishna15432 жыл бұрын

    Thanks Sir 🙏🙏🙏, Perfect Lines This Officer one and Only Doing GREAT JOB 🙏💕 ଚୋର ପ୍ରତିକ୍ରିୟା କଣ ଦେବ

  • @b.sentertainmentofficial5763
    @b.sentertainmentofficial57632 жыл бұрын

    ସତ କହିଲେ ବୋଲି ସର୍ ସେଇ ହୋଇ ଗଲେ ପାଗଳ ନା ତମେ ସବୁ ଭଲ ଏ ପରା କଲି ଯୁଗ ଏଇଠି ଯିଏ ସତ କହେ ସେ ସମସ୍ତେ ଗୋଟେ ଗୋଟେ ପାଗଳ ଟିକେ ଜଗନ୍ନାଥଙ୍କୁ ଡର ରେ 🙏🙏🙏

  • @kanhusahookanhusahoo1163

    @kanhusahookanhusahoo1163

    2 жыл бұрын

    ସାରେ ଯାହା କହିଲେ ସତକହିଲେ ଏ ହେଲା ଆମ ମୁଖ ଚୋଦା ସରକାର ସବୁ ଗାଁରେ ଭାଗଂ ଗଂଜେଇ ଓ ମଦ ବେପାର ବେଧଡକ ଚାଲି ଛି ଆମ ପୋଲିସ୍ ବାବୁଙ୍କ ର ଦେଖାନ୍ତି

  • @jayasenpradhan2373
    @jayasenpradhan23732 жыл бұрын

    ଚିଠି ଚାଲିକି ଯିବ ସାର୍। ସହର ଗାଁ ଗଣ୍ଡା ବାଟଘାଟ ମଦ ପାଉଡର ଉଡୁଚି କିଛି ତ ଦେଖାଯାଉନି, ଯଦି କିଏ କେବେ ଦେଖାଇଲା ତା କୁ ଅନ୍ଧ କରିଦଉଚ। ଥରେ ଭାବ୍ ସେ ବାପା, ମା, ସ୍ତ୍ରୀ, ଛୁଆ ପରିବାର କଥା ଯାହା ର ପୁଅ, ସ୍ବାମୀ କି ବାପ ସବୁଦିନ ତା ସାମ୍ନା ରେ ମରୁଚି। ଆଉ ସେ ଅସହାୟ ହୋଇ ବାପା ର ପୂର୍ବ ଅବସ୍ଥା କୁ ଖୋଜୁଛି। ସତେ କଣ ଆଉ ସେ ଦିନ ଫେରି ଆସିବ। ପ୍ରଶାସନ କୁ ଏତିକି ଗୁହାରି ଗାଁ ଗଣ୍ଡା ର ନୀରିହ ଅଜ୍ଞାନି ଲୋକଙ୍କୁ ଏସବୁରୁ ଦୁରେଇ ରଖାଯାଉ।🙏

  • @prasantkumarswain3367
    @prasantkumarswain33672 жыл бұрын

    Dilse salute Sir, singam back

  • @akhileshmishra8678
    @akhileshmishra86782 жыл бұрын

    Brahmin officer 90 % rakhi job karichhanti thodi reservation re job j bribe naba salute pandey ji

  • @sibaprasadbehera9789
    @sibaprasadbehera97892 жыл бұрын

    Good job sir good bless you

  • @santoshprusty7761
    @santoshprusty77612 жыл бұрын

    ଯିଏ ସତ କହିବ ତାକୁ ପାଗଳ କହିକି ପାଗଳ କରିଦେବେ ଇଠି ସମସ୍ତେ ଚୁପ ରହିବା ପାଇଁ ବାଧ୍ୟ

  • @lkjena4407
    @lkjena44072 жыл бұрын

    1st time in odisha this type of officer with guts to speak the truth fact about his own department.. Not only in puri its happening all over odisha.... We want this type of officer in all department

  • @tapaswiniparida2124

    @tapaswiniparida2124

    2 жыл бұрын

    Nothing will happen. Now they have proved him as mentally unstable. No one can raise their voice on truth.

  • @kedarnathmishra9582

    @kedarnathmishra9582

    2 жыл бұрын

    Right

  • @sunilsahoo4837
    @sunilsahoo48372 жыл бұрын

    Salute this type of officer

  • @birendradas8224
    @birendradas82242 жыл бұрын

    ଧର୍ମ ଦାଣ୍ଡରେ ପାପ କାମ କରନ୍ତୁ ନାହିଁ ।ଅବକାରୀ ବିଭାଗ କଡ଼ା ସୁରକ୍ଷା ଦିଅନ୍ତୁ ।ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ହରୀ ଭବତୁମେ ।💐💐💐💐

  • @monoranjanpanda6919
    @monoranjanpanda69192 жыл бұрын

    ଧନ୍ୟବାଦ ସାର, ଆପଣ ଜଣେ ସତ୍ୟବାଦୀ ,ନିଷ୍ଠାପର ପୋଲିସ ଅଫିସର ।ମୁଁ, ଆପଣଙ୍କ ପାଖରେ କୃତଜ୍ଞ ।ଯଦି ସବୁ ପୋଲିସ ଆପଣଙ୍କ ପରି ହୋଇଯିବେ,ତେବେ, ଆମ ଓଡିଶାବାସୀ ଶାନ୍ତିରେ ନିଶ୍ୱାସ ମାରିପାରିବେ....

  • @deepkumarbeheramilu6089

    @deepkumarbeheramilu6089

    2 жыл бұрын

    Right

  • @sujitmaharana8111
    @sujitmaharana81112 жыл бұрын

    Dil se salute Sanjay sir 🙏🙏🙏🙏🙏🙏

  • @dillipkumarpattanaik6883
    @dillipkumarpattanaik68832 жыл бұрын

    Sanjay panda is a good person.perfect news

  • @ratnakarbarik7186
    @ratnakarbarik71862 жыл бұрын

    ବମ୍ବେ ରେ ମୋଟା ଆକାରରେ ବଟି ଆଦାୟ ପୁଲିସ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହେଲା ll ➡️ଠିକ୍ ସେହିପରି⬅️ ଓଡ଼ିଶାର ପୁରୀ ରେ ବଟି ଆଦାୟର ଜ୍ୱଳନ୍ତ ପ୍ରମାଣ ସହ, କାର୍ଯ୍ୟାନୁଷ୍ଠାନ କେବେ ଅପେକ୍ଷାରେ ଓଡିଶା ll

  • @ashisdalai2064
    @ashisdalai20642 жыл бұрын

    God bless you inspector sir

  • @babaentertainment6102
    @babaentertainment61022 жыл бұрын

    Jai hind🙏🙏

  • @jambeswarnayak7314
    @jambeswarnayak73142 жыл бұрын

    I salute you brother. I like your brave. Keep it up.🙏 Jay jagannath

  • @cpb2765
    @cpb27652 жыл бұрын

    Epari sarakari afficer nku sata salam,CM Naveen sir amar biswas e officer nku jepari hairan nkarajaye,jepari transfer,suspend ,abakari adhikhyak sala chamcha bhalia laguchhi ,nchet dosh chhadei ba pain epari tanku blame karuchhi,

  • @priyankanayak8260
    @priyankanayak82602 жыл бұрын

    ଆପଣଙ୍କୁ ପ୍ରଥମେ ମୋର ପ୍ରଣାମ । ଆପଣ ଆହୁରି ଆଗକୁ ଯାଆନ୍ତୁ । ଈଶ୍ଵର ଆପଣଙ୍କୁ ସାହାର୍ଯ୍ୟ କରିବେ । ଧନ୍ୟ ଆପଣଙ୍କ ସଚୋଟତା , ପୋଲିସ ଉପରେ ଘୃଣା ମୋର ଦୂର ହୋଇଛି ଆପଣଙ୍କୁ ସତ୍‌ମାର୍ଗରେ ଓ ପୋଲିସ୍‌ର ଯାହା କାମ ତାହା ଆପଣଙ୍କ ପାଖରେ ଅଛି କରିଛିନ୍ତି ମଧ୍ୟ ତେଣୁ ମୁଁ ବହୁତ ଖୁସି । ଆପଣ ଜଣେ ଯୋଗ୍ୟ ପୋଲିସ ଅଫିସର୍ ଓ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।👍👍😃😃

  • @jyotiranjanbehera2181
    @jyotiranjanbehera21812 жыл бұрын

    ଏବେ ମିଛ କେସ୍ ରେ ଫସେଇ ଦେବେ

  • @rudraranjanbarik3892
    @rudraranjanbarik38922 жыл бұрын

    Panda Babu is very honest n brave person... God save u...

  • @maheswarjena6352
    @maheswarjena63522 жыл бұрын

    Great officer 🙏🙏

  • @nareshsahoo5732
    @nareshsahoo57322 жыл бұрын

    Hats off to you officer....

  • @saniyamaharana1374
    @saniyamaharana13742 жыл бұрын

    ଭଲ ସ୍ୱଚ୍ଛ ଟ ପୁଲିସ କୁ ନେତା ଓବଡ ବଡ଼ ଉପର ବାବୁ ମାନେ ପାଗଳ ସଜାଇ ଦେବେ।ଏହାର ତଦନ୍ତ ହେଉ ଏବଂ ଏଥିରେ ସାମିଲ୍ ଥିବା ସବୁ ଅଫିସର୍ କୁ କୋଠାର ରୁ କୋଠାର ଶାସ୍ତି ମିଳୁ।ଭୟ ପୁଣି ଲାଗେ ସ୍ୱଚ୍ଛ ଟ ହେଲେ ପୁଣି ଜୀବନ ନେଇଯିବେ।ଅଯଥାରେ ଇନ୍ସପେକ୍ଟର ବାବୁ ତାଙ୍କ ସହିତ ଲାଗିଲ। ଖଜୁରି ଗଛର କି କହିବି ଗୁଣ ଏଠି ଆରମ୍ଭରୁ ପାହାଚ ,ପାହାଚ। Inspector ବାବୁ ଦେଖିକି ଆପଣଙ୍କ ଜୀବନ ବର୍ବାଦ କରିଦେବେ। ଜଗନ୍ନାଥଙ୍କ କୃପାରୁ ଆପଣଙ୍କୁ କିଛି ନ ହେଉ।

  • @deepkumarbeheramilu6089

    @deepkumarbeheramilu6089

    2 жыл бұрын

    Right bro

  • @srikanta671
    @srikanta6712 жыл бұрын

    ଆରେ ଓଡ଼ିଶା ବଡ଼ ବଡ଼ ପୋଲିସ ଅଫିସର ମାନେ,ଲାଞୁଆ,,ତାଙ୍କ ଧନ୍ଦା , ଅମରେନ୍ଦ୍ର ଜେନା ମାଗିଆ ଗୋଟିଏ ବଡ଼ ଟାଉଟର,,ଅମେରେନ୍ଦ୍ର ଜେନା,,,ଲାଞ ଖାଉଛି,,,,ଅମେରନ୍ଦ୍ର ଜେନା ଭିଜିଲାନ୍ସ ବିଭାଗର ଚଢ଼ାଉ କରୁ ଜଣା ପଡିବ

  • @nareshsahoo5732
    @nareshsahoo57322 жыл бұрын

    If honesty has a face ..

  • @Abhilipsha
    @Abhilipsha2 жыл бұрын

    ସତ କହିଲେ ଆପଣକଦିବେ ପାଗଳ ବା ବା ରେ ଓଡ଼ିଶା ପୁଲିସ

  • @mrganulolodia1491
    @mrganulolodia14912 жыл бұрын

    Salute Sir ❤🙏🏻

  • @jayashreedakua7342
    @jayashreedakua73422 жыл бұрын

    Salute such type of police officer

  • @sambithota7950
    @sambithota79502 жыл бұрын

    ଠିକ୍ କହିଛନ୍ତି। ଖାଲି ପୁରୀ ଜିଲ୍ଲାରେ ନୁହଁ ସବୁଠି ଚାଲିଛି। ଆଉ କଥା ହେଲା ଅବକାରୀ ମନ୍ତ୍ରୀ ଯେଉଁ ଫୁଟାଣି ଟା ମାରିଲେ, ଯଦି ବି ସେ ଲେଖା ତାଙ୍କ ପାଖକୁ ଆସିବ ସେ କଣ ଓଲଟେଇଦେବେ। ମନ୍ତ୍ରୀ ପଦ ଯିବାକୁ ବେଶୀ ସମୟ ଲାଗିବନି।😁😁😁

  • @prakashchandrapatra1158
    @prakashchandrapatra11582 жыл бұрын

    ସଞ୍ଜୟ ସାର ପୁରା ପୁଲିସ ର ଗୁମର ଖୋଲି ଦେଲେ ସାର ଜଣେ ସଚୋଟ ଏବଂ ଦକ୍ଷ ଅଫିସର ଏମିତିକା ଅଫିସର ରହିଲେ ଜମାରୁ ବି ଅପରାଧ ହେବ ନାହିଁ,, ସାରଙ୍କର ମଙ୍ଗଳ ଜଗନ୍ନାଥ କରିବେ,

  • @anitasahoo2443
    @anitasahoo24432 жыл бұрын

    Great sir 🙏🙏

  • @saratnayak1567
    @saratnayak15672 жыл бұрын

    If the Inspector is Saico as per Supdtt.'s version,how he was performing his duty.All these people will prove him as mad as happens in film.

  • @Alokkumarshortvideo9583
    @Alokkumarshortvideo95832 жыл бұрын

    ବାଳ କଥା କହୁଚି ଏସପି

  • @sdprasad3071
    @sdprasad30712 жыл бұрын

    The naked truth ......I do hereby salute you. Will definitely meet you soon I reach Puri on my weekend visit at BNR,CT Rd.

  • @babulalswain7958
    @babulalswain79582 жыл бұрын

    ଆମ ଓଡ଼ିଆ ରେଅଲ ହେରା 🙏

  • @ganeshpanigrahi5258
    @ganeshpanigrahi52582 жыл бұрын

    Thanks so much and all the best of luck to Excise Mobile squad Inspector,Puri Srj Sanjay Panda Sir as a very honesty officer... ✔️🌺🌹

  • @santoshkumarpradhan7614
    @santoshkumarpradhan76142 жыл бұрын

    Great you sir Panda sir

  • @dusmantmallik8649
    @dusmantmallik86492 жыл бұрын

    Thanks sir

  • @munsarkhan9381
    @munsarkhan93812 жыл бұрын

    Yes sir 🙏 sir nice to meet you 🙏5T 🙏 inquiry 🙏 sir 🙏

  • @ajaykumarjenajena9273
    @ajaykumarjenajena92732 жыл бұрын

    ସଞ୍ଜୟ ନନା ଧନ୍ୟବାଦ,

  • @AB-pw3dr
    @AB-pw3dr2 жыл бұрын

    Definitely ur voice ll win...

  • @prafullapriyadarshinivlogs3991
    @prafullapriyadarshinivlogs39912 жыл бұрын

    Bahut dina pare gote perfect police officer dekhili👍👍👍👍👍👍👍❤️❤️❤️❤️❤️❤️❤️❤️❤️

  • @ganeshpanigrahi5258
    @ganeshpanigrahi52582 жыл бұрын

    Thanks Srj Sanjay Panda Sir as a public spirited Excise Inspector...🌹 This is the mundane hapninppniig in administration of Odisha ...✔️⁉️

  • @henaraninayak7707
    @henaraninayak77072 жыл бұрын

    Salute sir...

  • @waytoaim6548
    @waytoaim65482 жыл бұрын

    ପ୍ରତ୍ୟେକ ଥାନା ର ପୋଲିସ ମାନେ ଦିନ ଦ୍ବିପହର ରେ ରାସ୍ତାରେ ଲୋକଙ୍କୁ ଲୁଟୁଛନ୍ତି... ଓଡିଶା ରେ RTO ର ଆବଶ୍ୟକ ନାହିଁ ଲ 🙏🏻🙏🏻🙏🏻🙏🏻

  • @NayakTechnologyworld
    @NayakTechnologyworld2 жыл бұрын

    Grand salute aapko Ese officer pura odisha me chaiye

  • @banabasiamanatya5640
    @banabasiamanatya56402 жыл бұрын

    Salute Sir

  • @goutamnaik1709
    @goutamnaik17092 жыл бұрын

    A big salute

  • @Soni12347
    @Soni123472 жыл бұрын

    Super sir u are right

  • @bhabani91
    @bhabani912 жыл бұрын

    Very nice

  • @nabaghananaik7953
    @nabaghananaik79532 жыл бұрын

    Baut bhalo kamo karuchi Puri police..... Police Bala ku Namoshkar odisha police ku .

  • @rakeshkumarrsm65
    @rakeshkumarrsm652 жыл бұрын

    ଆସୁ ଆଗ...😄 କେତେବେଳେ ଆସିବ ଆଉ. ସେ ଚିଠି ପୋଡି ଗଲା ଅଧା ବାଟ ରେ ବୋଧେ!!! ଜଣେ ଜଣଙ୍କ ଉପରେ ଦୋଷ ଲଦିବା ରେ ବେସ୍ତ ହେଲେ ସହଯୋଗ କଲେ ଲୋକ ମାନେ ଉପକୃତ ହେବା ସହ ଶୃଙ୍ଖଳା ସ୍ଥିତି ଠିକ ରହିବ ସେ ବିଷୟ ରେ ଧ୍ୟାନ ନାଇଁ. ସବୁ ତ ଏଠି ନେତା ମନ୍ତ୍ରୀ ଙ୍କର ଗୋଲାମ. ଶେଷ ରେ ତ ସତ କହୁ ଥିବା officer କୁ ସାଇକୋ କହିବାକୁ ବି ପଛେଇ ଲେନି.

  • @lipunkumarsahu6796
    @lipunkumarsahu67962 жыл бұрын

    Thanks

  • @jayasenpradhan2373
    @jayasenpradhan23732 жыл бұрын

    Real hero of our society

  • @ramakrushnakhamari9660
    @ramakrushnakhamari96602 жыл бұрын

    ଚାକିରି ଗଲା.......(ସତ କହିଲେ ସମସ୍ୟା)

  • @Pradeep-814
    @Pradeep-8142 жыл бұрын

    Right i salute you sir

  • @nuwflimindia6760
    @nuwflimindia67602 жыл бұрын

    Right sir...🙏🙏🙏

  • @deepkumarbeheramilu6089
    @deepkumarbeheramilu60892 жыл бұрын

    Thanks ♥️🌹

  • @GPurusottam369
    @GPurusottam3692 жыл бұрын

    ସତ କଥା କହିଲେ ମୁଣ୍ଡ ଦୋଷ ଅଛି।

  • @gaganbiharijena4167
    @gaganbiharijena41672 жыл бұрын

    Super sir

  • @kartikparida4468
    @kartikparida44682 жыл бұрын

    Honest officer

  • @simanchalmahankudo5634
    @simanchalmahankudo56342 жыл бұрын

    Big things going to explode with this statement ... But it will not happen... Let see

  • @gayadharmallik3687
    @gayadharmallik36872 жыл бұрын

    Your right sir

  • @saumendrajally2030
    @saumendrajally20302 жыл бұрын

    God bless you🙏🙏🙏🙏 sir

  • @tikubagha2068
    @tikubagha20682 жыл бұрын

    You are right katha sir

  • @pradeepsahoo9937
    @pradeepsahoo99372 жыл бұрын

    very good

  • @ranjita.behera7098
    @ranjita.behera70982 жыл бұрын

    ସାର ଆପଣ ଚାହିଁ ଲେ କିଛି ପରିବର୍ତ୍ତନ ହୋଇ ପାରିବ

  • @armylovers1799
    @armylovers17992 жыл бұрын

    Salute sir...amiti kama kale tume inspector ru demotion hei sub-inspector hei jiba but athi kehi sunibeni....amiti officer nku kehi support Karu nahanti....

  • @agriinfo2664
    @agriinfo26642 жыл бұрын

    Salute sir keep up

  • @pradyumnamangual7438
    @pradyumnamangual74382 жыл бұрын

    Great Sir

  • @jitenkumarbarik1005
    @jitenkumarbarik10052 жыл бұрын

    Good sir 🙏

  • @subhakarsoren1551
    @subhakarsoren15512 жыл бұрын

    U R Right Sir

  • @basantasethy6990
    @basantasethy69902 жыл бұрын

    Perfect katha emti officer ku 🙏

  • @bikramsahoo265
    @bikramsahoo2652 жыл бұрын

    Right line... Thank you Sir... 🙏

  • @ranjanmallik4227
    @ranjanmallik42272 жыл бұрын

    ପୋଲିସ ବଟି ନଉଚି ଏ କଥା ସମସ୍ତେ ଜାଣିଛନ୍ତି କିନ୍ତୁ କିଏ କହିବ ଯିଏ କହିବ ସିଏ ହେବ ଦୋଷୀ

  • @ashokbastia3667
    @ashokbastia36672 жыл бұрын

    Absultly right sir Tigiria re bi same situation

  • @ashokkumarnaik5185
    @ashokkumarnaik51852 жыл бұрын

    Really Good sir god achhi ruraa dam dia sir tike

Келесі