BJD’s Pranab Prakash Das Demolishing Unauthorized Structures at Govt Quarters!

ପ୍ରଣବ ପ୍ରକାଶଙ୍କ ଘରେ ପହଞ୍ଚିଲେ ସରକାରୀ ଅଧିକାରୀ । ପୋଲିସ ପ୍ରଶାସନ ସହ ସାଧାରଣ ପ୍ରଶାସନ ଅଧିକାରୀ ପହଞ୍ଚିଲେ... #PranabPrakashDas #Govtquarter #Bhubaneswar #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 178

  • @swarajkumarbej3768
    @swarajkumarbej3768Ай бұрын

    ଏ କାର୍ଯ୍ଯ ବିଷୟରେ ଆଜକୁ ଦଶଦିନ ଧରି ସମାଚାର ଆସିଲାଣି।ବିଜେପି ସରକାରଙ୍କ ନିଦ ଭାଙ୍ଗୁନାହିଁ।ପାୱାର ନଥିବା ଲୋକଙ୍କ ଯଦି ଏମିତିଆ ଦବଙ୍ଗ ଗିରୀ ଚାଲେ ତବେ ମୋହନ ସରକାରଙ୍କ ଠାରୁ ଏ ଓଡ଼ିଶାବାସୀ କ'ଣ ଆଶା କରିବେ?

  • @user-bd3me5cj2q

    @user-bd3me5cj2q

    Ай бұрын

    hnn ba

  • @arunmandal7362

    @arunmandal7362

    Ай бұрын

    Right Sir

  • @ashwininayak3285

    @ashwininayak3285

    Ай бұрын

    BJP government is very slow in taking action rather they love to deliver speech only.

  • @saratmishra7100

    @saratmishra7100

    Ай бұрын

    Perfectly said.

  • @debasishpanda7913

    @debasishpanda7913

    Ай бұрын

    😂😃😃knowledge kichhi achhi??

  • @ajnnathnath4070
    @ajnnathnath4070Ай бұрын

    ଏ ଅଫିସର ବି ସାମିଲ ଅଛି ବୋଧେ, ଏଇଆ ପାଇଁ କଣ ଆମେ ସରକାର ପରିବର୍ତ୍ତନ କରିଥିଲୁ ହେ ବିଜେପି ସରକାର

  • @srikantaharichandan1464
    @srikantaharichandan1464Ай бұрын

    କଣ ଚାଲିଛି.... ବଡ ବଡିଆ ଙ୍କ ଖେଳ ଦେଖ। ଗରିବ ଲୋକ କି କର୍ମଚାରୀ ହୋଇଥିଲେ କଣ ନାଇ କଣ ହୁଅନ୍ତା

  • @brajakishorepadhi4022
    @brajakishorepadhi4022Ай бұрын

    ବବି କୁ ଲଂଗଳା କରି ପ୍ରଥମେ ପବଲିକ୍୍ ପିଟା ଆରମ୍ଭ କରିଦିଅ।

  • @saratmishra7100
    @saratmishra7100Ай бұрын

    ପ୍ରମାଣ ନଷ୍ଟ କରିବା ପାଇଁ ଭଙ୍ଗା ଚାଲିଛି। ମୋହନ ସରକାର ଙ୍କ ମୋହନ ଭଙ୍ଗ କେବେ ହବ??

  • @kanhucharanprusty1487
    @kanhucharanprusty1487Ай бұрын

    ଯଦି ଅନୁମତିରେ କିଛି କରିଛନ୍ତି ତାହେଲେ ସେଟା ସରକାରୀ ସମ୍ପତ୍ତି ଭାଙ୍ଗିବା ଅପରାଧ, ଯଦି ଅନୁମତି ସଲ ନ ନେଇ ନିର୍ମାଣ କରିଛନ୍ତି ତାହେଲେ ମଧ୍ଯ ଅପରାଧ ତେଣୁ ସେ କୌଣସି ମତେ ନିର୍ଦୋଷ ନୁହନ୍ତି, ଦଣ୍ଡ ନିଶ୍ଚିତ ମିଳିବା ଦରକାର 🧐🧐😎😎

  • @dhabaleswarpanda7095
    @dhabaleswarpanda7095Ай бұрын

    Immediately take necessary action

  • @jayantanayak1793
    @jayantanayak1793Ай бұрын

    କିଛି ହବନି ସରକାରୀ ଅଧିକାରୀ ଏ କାମକୁ ସମ୍ପୂର୍ଣ୍ଣ ଆଇନ ଅନୁଯାୟୀ ହେଉଛି ବୋଲି certificate ଦେବେ

  • @dillipkumarsahoo1133
    @dillipkumarsahoo1133Ай бұрын

    ତାକୁ ଜେଲ ରେ ଭର୍ତ୍ତି କର 🐚👎😭🤣🤪😂

  • @debasishpanda7913

    @debasishpanda7913

    Ай бұрын

    Kanhi mohan majhi aau modi shaha ku karajiba ki??

  • @BibhutiDalei-hz7xs
    @BibhutiDalei-hz7xsАй бұрын

    ପ୍ରଶ୍ନ ପତ୍ର ଲିକ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଷୟରେ ଦେଖା ଉନ ?

  • @teletech1252

    @teletech1252

    Ай бұрын

    ଆମ OTV ଖାଣ୍ଟି BJP

  • @sanjaynaik5117
    @sanjaynaik5117Ай бұрын

    ପୋଲିସ କଣ କରୁଛି ଭଙ୍ଗା କାର୍ଯ୍ୟ ବନ୍ଦ କରୁନାହାନ୍ତି କାହିଁକି। ପୋଲିସ ଘରକୁ ସିଲ କରୁନାହାନ୍ତି କାହିଁକି। ଭଙ୍ଗା କାର୍ଯ୍ୟ ଏତେ ଦିନ ଚାଲିଲାଣି ସରକାର ବା ପ୍ରଶାସନ କଣ କରୁଛି।

  • @harishmallck2
    @harishmallck2Ай бұрын

    ଏଇ କେତେଟା ନେତା ବବି ଦାଶ ଙ୍କ ପରି କେତେଟା ଲୋକ ଓଡିଶା ତାକୁ ତାଙ୍କର ପୈତୃକ ସମ୍ପତି ବୋଲି ଭାବି ନେଇଥିଲେ

  • @radhikaraniswain3454
    @radhikaraniswain3454Ай бұрын

    Right heichi

  • @Surendra_parida
    @Surendra_paridaАй бұрын

    ସରକାରୀ କ୍ୱାଟର କୁ ଭଙ୍ଗା ଯିବା ଜାତୀୟ ସମ୍ପଦ ନସ୍ତକରା ଯିବା ପ୍ରମାଣ , ତେଣୁ ଭାଙ୍ଗିବା ବ୍ୟକ୍ତି ଙ୍କୁ ଆରେଷ୍ଟ କର ।

  • @tnanda1432
    @tnanda1432Ай бұрын

    ଦ୍ୱିତୀୟ କେଜିରିୱାଲ, ତେଣୁ ଜେଲ୍ ପଠାଅ

  • @ugresensethi586
    @ugresensethi586Ай бұрын

    ପ୍ରଣବ କୁ ଜେଲ ରେ ଭର୍ତ୍ତି କର ବିଜେପି ସରକାର. ଯଦି ନକରିବ ବିଜେପି ଚୋର ବୋଲି କହିବୁ.

  • @sahukrushnakumar1515
    @sahukrushnakumar1515Ай бұрын

    Kritadas re Tu Galu 😂😂😂😂😂😂😂😂😂

  • @rabindrasahu2082
    @rabindrasahu2082Ай бұрын

    ଏତେ ସବୁ ଦେଖିଲା ପରେ ବି କିଛି ଲୋକ ଚାମଚାଗିରି କରିବା ଛାଡିବବେନି 😂

  • @swarajkumarbej3768
    @swarajkumarbej3768Ай бұрын

    ଚୋର ଗଲାପରେ ବୁଧି ଦିଶେ।

  • @gajendranathjena356
    @gajendranathjena35625 күн бұрын

    ପରିଶ ବର୍ଷର କଳାଟଙ୍କା କାରବାର ନେଇ ବହୁ ବିଜେଡି ନେତା ବହୁତ ଦୁର୍ନିତିରେ ବୁଡି ରହିଛନ୍ତି ନବିନ ପଟ୍ଟନାୟକ ମହାହାରାମି ସବୁ ଜାଣି ନିରବବବି ଦାସଠାରୁ ନବିନ ଡ଼କାୟତ ଏମାନଙ୍କୁ ଓଡିଶାବାସୀ ଟେକା ମାରି ମାରି ଦଣ୍ଡ ହେବା ପୂର୍ବରୁ ଚ଼େଙ୍କ ଦେବା କଥା😢😂😊😢🎉

  • @santoshkumarpanda2040
    @santoshkumarpanda2040Ай бұрын

    ଜୟ ଜଗନ୍ନାଥ ଏଥିପାଇଁ ସରକାର ଦାଇ,

  • @shibaprasadnath827
    @shibaprasadnath827Ай бұрын

    Arrest Bobby Das immediately & drastic action should be taken against the PWD Department for construction of illegal works in the Government Quaters...

  • @debasishpanda7913

    @debasishpanda7913

    Ай бұрын

    Kn ta manaku..knowledge kichhi achhi then arrested mohan majhi bachaspati uparaku chapal fingi..modi shaha..😂😃

  • @AMITKUMAR-vx7bx
    @AMITKUMAR-vx7bxАй бұрын

    ତାର ଛାଡିବା ସମୟ ଅଛି ଜେ କଣ ହେଲା ସରକାରି ଘର ଭାଙ୍ଗିବା ଲୋକ ଙ୍କୁ ଆଗୋ ଆରେଷ୍ଟ କରାଜାଉ

  • @srustidhardey5817
    @srustidhardey5817Ай бұрын

    ଓଡିଶା କୁ ଲୋଟି ଖୁଲ କରିଛନ୍ତି ❤❤❤ BJD ର maximum ନେତା ଲୋଟି ଛନ୍ତି ❤❤❤dhara allow karuni ❤❤❤mane ମଣିଷ ହାଡ଼ ଅଛି ❤❤❤

  • @user-fq5gb9ep9e
    @user-fq5gb9ep9eАй бұрын

    ଏ ଗୋଟେ ପ୍ରକାର ସାରଥୀ କହିଲେ ଅତ୍ୟୁକ୍ତି ହେବନି ।

  • @user-go4co4mo6e
    @user-go4co4mo6eАй бұрын

    ଅସଲ ଖେଳ ଚାଲିଛି , ଯଦି ଦୃନୀତି ଧରା ନଯାଏ ତାହେଲେ ଜାଣିବ, ବିଜେପି ବିଜେଡି ମିଲି ଭଗତ

  • @SatyaMohapatra-jz2jh
    @SatyaMohapatra-jz2jh27 күн бұрын

    ଏଭଳି ନେତକୁ ଯେଉଁ ଦଳ ମିଶାଇବ ସେ ଦଳ ଭାଙ୍ଗିଯିବ.......... 🙏.......

  • @fearless4421
    @fearless4421Ай бұрын

    ଏ ମିଡିଆ ବାଲା ମାଡୁଆ ଦଳ । ଏମାନେ ପଣ୍ଡା ନନାଙ୍କ ଲୋକ।

  • @pramodkumarsabat4074
    @pramodkumarsabat4074Ай бұрын

    ଆଗ ବାବିଦାସ ଙ୍କୁ arsti କରା ଯାଉ ତା ପରେ ଚିନ୍ତା କରାଯିବ

  • @user-fq5gb9ep9e
    @user-fq5gb9ep9eАй бұрын

    ସେ ଘରଟି ତା ବୋପାଙ୍କର ତ ?ରହ ରେ ପୁଅ ଆଇନ୍ ବୋଲି ଗୋଟେ ସବ୍ଦ କୁ କେମିତି ଭୁଲି ଯାଇଥିଲ ?

  • @basantarout9538
    @basantarout9538Ай бұрын

    ବିଜେଡି ପୁଲିସ, ବିଜେଡି ସରକାରୀ କର୍ମଚାରୀ ଯାଇଥିବେ.. ସୁଣ୍ଡୀ ର ସାକ୍ଷୀ ମାତାଲ 🤦‍♂️😁😃😛ଆହେ ନୂଆ ସରକାର କେନ୍ଦ୍ର ରୁ ସିବିଆଇ, ଇଡି ଆଣି inquary କର.. ଜୟ ଜଗନ୍ନାଥ

  • @umeshkumar-dy8lr
    @umeshkumar-dy8lrАй бұрын

    ଜିଏ ଅଧିକାରିଙ୍କୁ ତଦରଖ କରାଯାଉ କିଏ ସେ ସରକାରଙ୍କ ଉପରେ ।

  • @bijayakumarnayak2113
    @bijayakumarnayak2113Ай бұрын

    ସରକାରୀ ଘର ଭାଙ୍ଗିବାର କଣ କାରଣ ।

  • @purnaodisha5712
    @purnaodisha5712Ай бұрын

    ଓଡ଼ିଶାର ନୁଆ ମୁଖ୍ୟମନ୍ତ୍ରୀ ଙ୍କ ର ଘର୍ ନାହିଁ କିନ୍ତୁ ଏମଲେ ପାଇଁ ବଢ଼ିଆ ଗରିବ ପରିବାର ଆଜି ପର୍ଯ୍ୟନ୍ତ ସରକାରୀ ଘର୍ ଖଣ୍ଡେ ଯୋଗାଇ ଦେବା ପାଇଁ କୋଡିଏ ବର୍ଷ ଅପେକ୍ଷା କରିଛନ୍ତି ତେବେ ଏଠି ଆଲିସାନ ବଙ୍ଗଳା ତେଲୁଗୁ ପାଟି

  • @ajitdash-ev9yy

    @ajitdash-ev9yy

    Ай бұрын

    ଏହା ବିଜେଡ଼ି ନେତା ଙ୍କ ରାଜ୍ ଚାଲି ଥିଲା।ବିଧାୟକ ସାଂସଦ ମନ୍ତ୍ରୀ ସମସ୍ତେ ଜଣେ ଜଣେ ଦୀନ ଦରିଦ୍ର ଠାରୁ ମଧ୍ୟ ଅଭାବୀ ମଣିଷ ଥିଲେ।ସେଥିପାଇଁ ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ପାଇଁ ଯେତିକି ସୁବିଧା ସୁଯୋଗ କରିଥିଲେ କହିଲେ ନ ସରେ,ତାର ପରିଣାମ ଏଇଟା।ଗରିବ ମଣିଷ ଟା ଘର ଖଣ୍ଡେ କରି ପାରୁନାହିଁ, ଏମାନଙ୍କ ପାଇଁ ରାଜ ଉଆସ ଠାରୁ ମଧ୍ୟ କମ୍ ନାହିଁ।ଏମାନେ ଲୋକଙ୍କ ସେବା କରୁଛନ୍ତି।

  • @TripatiNayak-jb1tx
    @TripatiNayak-jb1txАй бұрын

    Arrest, arrest, arrest

  • @sumantakubehera5135
    @sumantakubehera5135Ай бұрын

    ଏ ଶଳା BJP କୁ ଯେଉଁଥି ପାଇଁ ଲୋକ ଭୋଟ ଦେଇଥିଲେ ଶଳା ଏମାନେ ଏତେ ମାଇ ଚିଆ ବୋଲି ଲୋକ ଜାଣି ନଥିଲେ ଯଦି ଧର୍ମେନ୍ଦ୍ର ପ୍ରଧାନ CM ହୋଇଥାନ୍ତେ ଦୁନିଆ ଦେଖିଥାନ୍ତା action କିପରି ନିଆ ଯାଇଥାନ୍ତା cm post ରୁ ମୋହନ ମାଝିଙ୍କୁ out କରା ଯାଉ ନଚେତ୍ BJP ଆଉ ସରକାର କରି ପାରିବନି

  • @sudhakarnayak2958
    @sudhakarnayak2958Ай бұрын

    Officers Babe Das Saa Have Amount Recebath Leya No Dout CBI Changed Hona Chaiye Jay Jagannath

  • @kamaleshmoharana8868
    @kamaleshmoharana8868Ай бұрын

    ସାରଥୀ ଆଶ୍ରମ ର ଦ୍ୱିତୀୟ ଝଲକ

  • @damodarmishra1006
    @damodarmishra1006Ай бұрын

    Sarakari sampati ku nasta kara jai thibaru, gov. Quater allotment karajai thiba owner ku arrest kara jau.

  • @RanjanKumar-mx1ki
    @RanjanKumar-mx1kiАй бұрын

    Dia ghanti dia

  • @manashranjanjena7760
    @manashranjanjena7760Ай бұрын

    Athiru prasasana sapot karuchi

  • @NilamaniAyurveda
    @NilamaniAyurvedaАй бұрын

    Do not damage valuable palece crime branch should see corruption and huge black money corrupted Officer of Odisha

  • @nabinamanatya4345
    @nabinamanatya4345Ай бұрын

    ଜଣା ପଡୁଛି ଓଡ଼ିଶାକୁ ମଧ୍ୟ ବାଙ୍ଗିବେ

  • @chhabindramansingh73
    @chhabindramansingh73Ай бұрын

    ବବି ଜଦି ସ୍ୱଶ୍ଚ ଭାଙ୍ଗିବାକଣ ଦର୍କାର,, ସାଧାରଣ ଲୋକଙ୍କ ସମ୍ପତି bjd ନେତା ମାନେ ନିଜ ବୋପା ସମ୍ପତି କରିନେଇଥିଲେ, ଆକୁ ଭଲରେ ତଦନ୍ତ କରାଯାଉ ବହୁତ ଆପତ୍ତିଜନକ ଘଟଣା ପଦାକୁ ଆସିବ, ବବି କୁ କିଏ କହିଲା ଭାଙ୍ଗିବାକୁ, bjp ଠିକ କାମକରୁ ଲୋକଙ୍କୁ ଦେଇଥିବାକଥା ଅନୁଯାଇ, ନଚେତ ବାଳ ଖାଇବ

  • @SarojiniSarojinisahoo-pi3um
    @SarojiniSarojinisahoo-pi3umАй бұрын

    Satya meba jayate❤

  • @sureshchandradas88
    @sureshchandradas88Ай бұрын

    Police should take the help of sniffer dogs and video cameras in their investigation. Government should properly investigate and take action against all officers involved in these illegal construction

  • @kalicharanpanda4079
    @kalicharanpanda4079Ай бұрын

    Police aau GA department kana na jaani eha sabu heu thila ki ???????????????❤❤❤❤Govt. Officers nka birudhare madhya action heu. ❤❤

  • @ajeetkumarmohanty7880
    @ajeetkumarmohanty7880Ай бұрын

    Nara munda miliba na kana

  • @BibhutiDalei-hz7xs
    @BibhutiDalei-hz7xsАй бұрын

    ବବି ତା ପଇସାରେ କରିଥିଲା ସେ ଭାଙ୍ଗିଲା ତମ ର ଫାଟୁଚି କିଆଁ ?

  • @satya1993ctc
    @satya1993ctcАй бұрын

    Kritadasa basement re kritadasa rakhuthiba.....

  • @ashoksamratcreation
    @ashoksamratcreationАй бұрын

    Salei ku jail & fenalti padu

  • @sucharitapanigrahy1790
    @sucharitapanigrahy1790Ай бұрын

    Neet scam Dharmendra pradhana ra dekhaunq

  • @kirtianuragmohanty5543
    @kirtianuragmohanty5543Ай бұрын

    Ei babu kuade asithile, Anku kichi Jana nanhi. 😅😅

  • @sukantatechodia8253
    @sukantatechodia8253Ай бұрын

    ଶଳା ନବିନ ପଟ୍ଟନାୟକ ଚୋର

  • @debendranathjena1310
    @debendranathjena1310Ай бұрын

    Fallout Khabar Sarkar Paisa Rey Hoichi Are Paisa Nasta Khauchanti.

  • @icarustkn80
    @icarustkn80Ай бұрын

    Scores of deserving students have been denied government jobs due to unabated corruption in the recruitment process. Thorough investigation needed.

  • @SumanKumar-wo3hk
    @SumanKumar-wo3hkАй бұрын

    Action immediately ..

  • @biranchiratha822
    @biranchiratha822Ай бұрын

    ବିଭୂତି,ଦଳେଇ,ବାବୁ,ବାବିଦାସ,ବୋପା,ଜାଗା,କି,mnna,echha,kama,karibea

  • @user-cu7id5si3p
    @user-cu7id5si3pАй бұрын

    Sarakari ghara kn pani bhanga hela? A kaha bopara nuha a heuchi sarakari ghara

  • @ajeetkumarmohanty7880
    @ajeetkumarmohanty7880Ай бұрын

    A sabu janichhi

  • @user-xo5mx4cu1h
    @user-xo5mx4cu1hАй бұрын

    Ghara kanhiki vangilaa ,sighara tàku giraf kara nahele janasadharana rastaaku olhaibe inukari nuhe sidha giraf kara

  • @premkumarsahoo309
    @premkumarsahoo309Ай бұрын

    Otv.argus.ku dekha jauchi.prasasan Kan kahile janiparuna

  • @chandrasekharsamal9176
    @chandrasekharsamal9176Ай бұрын

    Sruti irani ku bangalla khalli karibaku notice,sighra ghara khalli kara.

  • @missdishapanday
    @missdishapandayАй бұрын

    Bobby das ku jaldi arast karajau

  • @ajeetkumarmohanty7880
    @ajeetkumarmohanty7880Ай бұрын

    Nara knakala miliba

  • @sanjuktabehera7052
    @sanjuktabehera7052Ай бұрын

    Bobby Das jindabad

  • @user-hy9og5ky7t
    @user-hy9og5ky7tАй бұрын

    ଛି ଛି ବିଜେଡି ଛି ଛି

  • @user-nw3xo1tb5x
    @user-nw3xo1tb5xАй бұрын

    A officer bi samil achanti ati

  • @chaturbhujamahakuda3301
    @chaturbhujamahakuda3301Ай бұрын

    Eithi pain odisha ru chori heuchhi, seithi gote X MLA pala lageichhi , kichhi Kari paru nahanti

  • @user-xo5mx4cu1h
    @user-xo5mx4cu1hАй бұрын

    Afisara golauchi tanka katha vala laguni

  • @ajeetkumarmohanty7880
    @ajeetkumarmohanty7880Ай бұрын

    Kritadasa ku bandha odisha chhadiba purbarau

  • @ajeetkumarmohanty7880
    @ajeetkumarmohanty7880Ай бұрын

    A michha kahuchhi

  • @banditabarik2872
    @banditabarik2872Ай бұрын

    Kritadas Baby Das ku Mohan Sarkar shighra CBI ED dwara tadanta kari drudh karyanusthan niantu.Kahniki se 10 din helani bhangi chalichhi & kaharinajar padunahni.

  • @dinamanigrahacharya2546
    @dinamanigrahacharya2546Ай бұрын

    Dinamani Grahacharya

  • @umeshnayak9265
    @umeshnayak9265Ай бұрын

    Sarakari gharaku bhangibaku babi kia Prasasan kan karuthile Tadanta karajau Karjya anustan niajau

  • @SaiAloksahoo
    @SaiAloksahooАй бұрын

    Ete dari kana panyee hela

  • @bhaskarnayak139
    @bhaskarnayak139Ай бұрын

    Jajpur re kusuma jajpur re alishan mahal Surya Nagar re alishan building ahuri bahut jaga re achi au banik owner satyabrat chatoi samasta nku arrest karantu CM sir nku request sabu tadanta kara jau bahut liqueur shop mada dokan achi sabu prakash mohanty oparet karuchanti prakash Mohanty tanka reletive bahut chori kari khaichi Bobby.

  • @tuluprasadlenka2262
    @tuluprasadlenka2262Ай бұрын

    OTV re aau kichi news nahi bodhe

  • @bikrampradhan5560
    @bikrampradhan5560Ай бұрын

    ବବି ଉତ୍ତର ଦେବା ଦରକାର

  • @Rsriima9045
    @Rsriima9045Ай бұрын

    Emane alishaan re rahuchhantii ...au ame odia loko kudiaa ghre rahuchhantii...looti ki kahuchhantii ..odisha ku garib kareichalichhanti ....

  • @nabhaswaticreations8132
    @nabhaswaticreations8132Ай бұрын

    Latin tanki check karajau

  • @srsahoo1
    @srsahoo1Ай бұрын

    Tame kan picnic karibaku aasithila?😂

  • @damodarswain4437
    @damodarswain4437Ай бұрын

    ମାଗିଆ ବବି କୁ ଜେଲ୍ ପଠାଅ

  • @pabitramohansahoo176
    @pabitramohansahoo176Ай бұрын

    Ae half pant bala kia?

  • @bikashchandrabehera4165
    @bikashchandrabehera4165Ай бұрын

    Sabut nasta pare prasasan asila. Kahi ki.

  • @subhashrout99371
    @subhashrout99371Ай бұрын

    Officer. Sapart. Neuchanti

  • @laxmansahoo4681
    @laxmansahoo4681Ай бұрын

    Mini kejriwal 🎉

  • @user-nw3xo1tb5x
    @user-nw3xo1tb5xАй бұрын

    Ahiti panhi sarakara change karutilu. bjp sarakar bi maha durniti

  • @subratparida1053
    @subratparida1053Ай бұрын

    Eita ED ra aparagata jogu sambhaba hoiparuchhi

  • @Ashu23480
    @Ashu23480Ай бұрын

    Ame vote deithilu bjd ra bhrastachara biruddhare.nua sarkar action niantu

  • @umeshnayak9265
    @umeshnayak9265Ай бұрын

    Prasasan abahela Sarakari bangalaku kia bhangibaku Adhikar dela Sabu chora

  • @balaramkhamari8614
    @balaramkhamari8614Ай бұрын

    He should put in jail

  • @pradipbehera4181
    @pradipbehera4181Ай бұрын

    ଓଟିଭି ନା ଚୋର ଟିଭି

  • @SRIKANTABehera-fu7to
    @SRIKANTABehera-fu7toАй бұрын

    MAA gia tahra bahgi la tomra kan hal OTV kara tome MAA gia Jani la 😅😅😅

  • @hemantkumardash1784
    @hemantkumardash1784Ай бұрын

    Arrest Kara

  • @ramratan3907
    @ramratan3907Ай бұрын

    Mla nku arrest kara mla mankar dar heba

  • @SibaPati-yc8ss
    @SibaPati-yc8ssАй бұрын

    Turanta action niantu mananiya cm

  • @AshitkumarSahoo-zm8jf
    @AshitkumarSahoo-zm8jfАй бұрын

    A sarakara kana soichanti ki turanta arest kara jau a krita dada ku

  • @user-ww6ew9ww5p
    @user-ww6ew9ww5pАй бұрын

    Ehi officer ta bhitaraku jai lancha khaiki palei asila sethi pain emiti kahila

  • @bhadweshbarik8691
    @bhadweshbarik8691Ай бұрын

    Jail te puraa aaa

Келесі