News Fuse 01 JULY 2024

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 88

  • @soumyaranjanbarik4734
    @soumyaranjanbarik47346 сағат бұрын

    ହେମନ୍ତ ସାର ମଦୁଆ ଭାଇ ମାନଙ୍କର ହୃଦୟ ଉପରେ ରୋଲର୍ ଚଢେଇଦେଲେ

  • @prasantapattanaik862
    @prasantapattanaik8622 күн бұрын

    ମଦ ବୋତଲ ଉପରେ ରୋଲର୍ ଚଳେଇଲେ ମଦ ବନ୍ଦ ହେବ ନାହିଁ।

  • @kartikeshwar-hz8ih
    @kartikeshwar-hz8ih2 күн бұрын

    ଜୟ ଜଗନ୍ନାଥ🙏

  • @143Susanta
    @143Susanta2 күн бұрын

    ଯୋଉ ଇଞ୍ଜିନିଅର ଏହାକୁ ବନେଇଛି ତାକୁ ମୁଁ ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରାଥନା କରୁଛି ତାଙ୍କୁ ଯମଦେଖା ପୁରସ୍କାର ଦେବାପାଇଁ 😂😅😂

  • @technicaltrickts3143

    @technicaltrickts3143

    Күн бұрын

    ତାହା ସହିତ ବିଶ୍ଵର ସର୍ବୋଚ୍ଚ ପୁରସ୍କାର ଅତି ଚତୁର ultra pro ପୁରସ୍କାର 😂😂

  • @soumyaranjanbarik4734

    @soumyaranjanbarik4734

    6 сағат бұрын

    ଚତୁର ଅଲ୍ଟ୍ରା ପ୍ରୋ ମାକ୍ସ୍

  • @user-oh4ue9ct1r
    @user-oh4ue9ct1rКүн бұрын

    Thank you news fews keep it up

  • @sumitkumarbarik3919
    @sumitkumarbarik39192 күн бұрын

    Jay Jagannath🙏🙏🙏🙏🙏

  • @RajendraPatra-lw8dk
    @RajendraPatra-lw8dkКүн бұрын

    ନୂଆ ସରକାର ର ନୂଆ ଯୋଜନା

  • @143Susanta
    @143Susanta2 күн бұрын

    ଯାହା ହଉ ଏଇ ଭଳିଆ ଡ଼କ୍ଟର ରହିଲେ ଆମର ଦେଶରେ ରୋଗୀ ବେଶୀ ରହିବେନି ଆଉ ରୋଗବି ରହିବେନି 🫣🫣🫣🫣🫣

  • @harendas6515

    @harendas6515

    Күн бұрын

    Hy kk

  • @krishnanaikbrothers6459
    @krishnanaikbrothers6459Күн бұрын

    Super news sir Jay Jagannath 🙏

  • @DebashishNayakofficial
    @DebashishNayakofficialКүн бұрын

    ନନା ଏସବୁ କରିବାର ମାହିର,, ଆଉ ଯାହା ହୋଉ ନ ହେଉ

  • @sudhansukumarbal3419
    @sudhansukumarbal3419Күн бұрын

    Thank you very much

  • @ranjayarout4523
    @ranjayarout45232 күн бұрын

    Jay Shree jagannath ok thanks

  • @TREE-WATER_SR
    @TREE-WATER_SRКүн бұрын

    OTV ଜଙ୍ଗଲ କେବେ ଆରମ୍ଭ ହେଉଛି ?

  • @FakirmohanParida
    @FakirmohanParida2 күн бұрын

    My favourite channel

  • @143Susanta
    @143Susanta2 күн бұрын

    ପ୍ରତାପ ନନା ଏବେ 2029 ପାଇଁ ଚିନ୍ହା ଦେଉଛନ୍ତି ଏବେଠୁ ଚିନ୍ହିଲେ ଆଗକୁ ତ ଭୋଟ ମିଳିବ 🤣😂🤣😂

  • @soumyaranjanbarik4734
    @soumyaranjanbarik47346 сағат бұрын

    ନନା ଆମର ଭବିଷ୍ୟତର ନୂଆ ଭୋଟର ମାନଙ୍କୁ ଏବେଠାରୁ ସଂଗଠିତ କଲେଣି

  • @ak-ol9vh
    @ak-ol9vhКүн бұрын

    ଆମ ଓଡ଼ିଶାରେ ମଦ ବନ୍ଦ୍ କେବେ କରୁଛ ଖଲି ମଦ ବନ୍ଦ୍ କରିଲେ ହେବ ନି ଯେତେ ନିଶା ଦ୍ରବ୍ଯ ଅଛି ସବୁ ବନ୍ଦ କରିବାକୁ ହେବ

  • @baikunthabehera3971

    @baikunthabehera3971

    Күн бұрын

    NARI ASANTI RAHIBE .BALLA KOUTHHU ASIBA MA .GRAMANCHALL RE BANDHA HEU .

  • @kshirodkumarbehera5105
    @kshirodkumarbehera5105Күн бұрын

    ଆଗରୁ ମଦୁଆ ସରକାର କୁ ମଦୁଆ ଅଫିସର ମିଶି ଯାହା କରିଛନ୍ତି ନା।

  • @azubizu2534
    @azubizu2534Күн бұрын

    ସରମ କର ଆମର ଗାଁ ରେ ଅନ୍ୟ ଗାଁ ର ସ୍କୁଲ ଅଛି

  • @143Susanta
    @143Susanta2 күн бұрын

    ମଉସା ଏମିତି ରକ୍ତ ଦେଲେଜେ ପୁରା ଦଳ ଚେଞ୍ଜ ହେଇଯାଇଛି ଏବେ 24 ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା 🤣😂🤣

  • @143Susanta
    @143Susanta2 күн бұрын

    ହେମନ୍ତ ସାର ଏମିତି କରିକି ଆସାମ hero ମାନଙ୍କର ମନ bhanguchanti ସେମାନେ କେମିତି ବଂଚିବେ ତାଙ୍କ କଥା ଭାବି ମତେ ବହୁତ ଦୁଃଖ ଲାଗୁଛି ଏମିତି ହବନିତ ଓଡ଼ିଶାରେ 🤣😂🤣😂

  • @soumyaranjanbarik4734
    @soumyaranjanbarik47346 сағат бұрын

    ସେଇ ମହାନ ଠିକାଦାରଙ୍କର ଏପରି ବିରଳ ରେକର୍ଡକୁ ଗିନିଜ୍ ଓ୍ୱାର୍ଲ୍ଡ ଅଫ୍ ବୁକ୍ ରେ ସ୍ତାନ ଦିଆଯାଉ ଏତିକି ମୋହନ ସରକାରଙ୍କୁ ଏତିକି ନିବେଦନ

  • @santalientertainment903
    @santalientertainment903Күн бұрын

    ସାରେ ଆମ ଗାଁ ରେ ଏମିତି ଗୋଟିଏ ଗଛ ଅଛି।

  • @DebashishNayakofficial
    @DebashishNayakofficialКүн бұрын

    ରାମ ମନ୍ଦିର ପାଣି ଗଳିବା କଥା ଟିକେ ହେଉ,,

  • @tufanchandradas1060
    @tufanchandradas1060Күн бұрын

    ପୋଲିସ ର ପେଟ ଏତେ ବଡ଼, କାମ କେମିତି କରୁଛି।

  • @prasantapattanaik862
    @prasantapattanaik8622 күн бұрын

    ଆଗ ରାସ୍ତା ଥିଲା ନାଁ ପୋଲ୍ ଥିଲା?

  • @azharkkhan8822
    @azharkkhan88225 сағат бұрын

    ❤❤❤❤❤❤❤❤

  • @soumyaranjanbarik4734
    @soumyaranjanbarik47346 сағат бұрын

    ପୋଲିସ ବାବୁମାନେ ଏଗୁଡା ଠିକ୍ କାମ କଲେନାହିଁ ନବୀନ ଶାସନ ଅମଳରେ ଡାକ୍ତର ଅଭାବ ସମୟରେ ଯିଏ ରୋଗୀ ସେବା କଲେ ଶେଷରେ ତାଙ୍କର ଏପରି ଦଶା

  • @R.D_pagal
    @R.D_pagalКүн бұрын

    I love you❤❤ ❤ Daaa

  • @AdityaKaran-qt1od
    @AdityaKaran-qt1odКүн бұрын

    Jay shree Ram

  • @chandraDahita
    @chandraDahitaКүн бұрын

    Ama harishankar pakha khaprakhol re mujshya mantri nka gate ra phalaka bahut dina hela lagi sarichhi .kintu aji jai gate ra chinha barna nahi.daya kari tike dhyana dianttu

  • @kapilashmajhi5106
    @kapilashmajhi5106Күн бұрын

    ରାସ୍ତା ରେ ଗଛ ଥିଲେ ଆଗ କାଟିବେ ପଲ କୁ କେମିତି ଉଟାଇଲେ ନାହିଁ

  • @143Susanta
    @143Susanta2 күн бұрын

    ଡାକ୍ତର ବାବୁଙ୍କୁ ଦେଖି ମତେ ଲାଗୁଛି ପୋଲିସ ବାବୁ ମାନେ ତାଙ୍କୁ କଳା ମୁଖା ପୁରସ୍କାର ପ୍ରଦାନ କରିଛନ୍ତି 🤣😂🤣😂

  • @azharkkhan8822
    @azharkkhan88225 сағат бұрын

    👍👍👍👍👍👍👍

  • @Lockykumar999
    @Lockykumar999Күн бұрын

    👍👍👍

  • @BideshiGouda-xq9dp
    @BideshiGouda-xq9dp8 сағат бұрын

    NYC

  • @gourangasahu-sy1jk
    @gourangasahu-sy1jk2 күн бұрын

    Super news

  • @PradeepMunda-ek1om
    @PradeepMunda-ek1om16 сағат бұрын

    ମୋବାଇଲ ରିଚା ଜକାହିଁକି ବଡ଼ି ଲା ଏଇଟା ଶରକାର

  • @SarbeswarSahoo-ey6xf
    @SarbeswarSahoo-ey6xfКүн бұрын

    Jaha bi kuha ama bidhya ka tiki Niki dekhu chhanti 😂pura 4 diga

  • @basantinayak1660
    @basantinayak1660Күн бұрын

    Engineer kana Kunda khai ki patha padhithile ki ? Se engimeer nku Bharat Ranta Puraskar diyajiba utchit.

  • @sibasaktisatapathy7545
    @sibasaktisatapathy75452 күн бұрын

    ଆଗରୁ ତ ସବୁ ମଝିରେ ହେଉଥିଲା। ହେଲେ କେହି ଦେଖୁନ ଥିଲେ । ଏବେ ସବୁ ଆଖି ଖୋଲି ଛନ୍ତି।

  • @binapanisahoo8796
    @binapanisahoo8796Күн бұрын

    Binapani sahoo

  • @technicaltrickts3143
    @technicaltrickts3143Күн бұрын

    Naran road upare electric khunta nuha khunta upare road😂😂😂

  • @MaheswarGouda-ph7nj
    @MaheswarGouda-ph7njКүн бұрын

    Next video ❤

  • @allaniranjan6233
    @allaniranjan62332 күн бұрын

    Sehi engineer ku award diyantu

  • @PremrajDharua-so7ic
    @PremrajDharua-so7ic6 сағат бұрын

    Juhar ❤❤❤❤❤ saa

  • @pradoshrath1035
    @pradoshrath103516 сағат бұрын

    Ea ganjam re sambhav

  • @laxmipriyadalai569
    @laxmipriyadalai56918 сағат бұрын

    Bekar TV,jadi parucha utara dia up ra anastasia amiti kaha pain road ra abasta heichi

  • @satyashivaroul9971
    @satyashivaroul99712 күн бұрын

    B

  • @Sureshofficial07
    @Sureshofficial07Күн бұрын

    Next video

  • @bipinbiharisahoo8583
    @bipinbiharisahoo858319 сағат бұрын

    Bhaina.. tike kan dekhauchha ta upare focus kar.. Altu faltu besi heijauchhi

  • @PunjaSidia
    @PunjaSidiaКүн бұрын

    Bel Bel daba diya 🪔

  • @gumaninayak6898
    @gumaninayak6898Күн бұрын

    G N

  • @odiaboyamit7590
    @odiaboyamit7590Күн бұрын

    🙏 ଆଜ୍ଞା ଦୟା କରି ଦିଲ୍ଲୀ ଏୟାରପୋର୍ଟ ଜବଲପୁର ଏୟାରପୋର୍ଟ କଥା କୋଉଠି ଦେଖଇଲନି ତ ନା ଆପଣ ବି godi media

  • @sadanandamalik3569
    @sadanandamalik356918 сағат бұрын

    ଯେତେ ବେଳେ ସିଦ୍ଧାନ୍ତ ମହାପାତ୍ର bjd ର ସାଂସଦ ଥିଲେ ଏ ହେଉଛି ସେତେବେଳର କାମ ,

  • @Sanjaycreation-
    @Sanjaycreation-12 сағат бұрын

    ଯଦି ଆମ ରାଜ୍ୟରେ ମଦ ବନ୍ଦ ହୁଅନ୍ତା। ତାହେଲେ ମୁଁ ଗ୍ୟାରେଣ୍ଟି ଦେଇ କହିବି ଯେ ଆଗାମୀ ଯେତେ ନିର୍ବାଚନ ହେଲେ ବି ଜଣେ ହିଁ ମୁଖ୍ୟମନ୍ତ୍ରୀ ରହିବେ 😅😂। କିନ୍ତୁ ଓଡ଼ିଶା ରେ ଏହା ହେବାର ସମ୍ଭାବନା ନାହିଁ ।😂😂

  • @mpentertainer5935
    @mpentertainer59357 сағат бұрын

    ସେ ଭୁବନେଶ୍ୱର ମୁଣ୍ଡା ତମ ବିଷୟରେ ଏମିତି କଣ କହୁଛି ଦେଖିଲେଣି

  • @srinibassamal604
    @srinibassamal6042 күн бұрын

    Possibility of accident is there.

  • @sunilmahakud2859
    @sunilmahakud285918 сағат бұрын

    Ae electric department staff mane bodhe kunda khaiki patha padhichhanti bodhe

  • @user-zk6ro1xx8e
    @user-zk6ro1xx8e2 күн бұрын

    Y

  • @DebashishNayakofficial
    @DebashishNayakofficialКүн бұрын

    ଏଥିରେ ଖାଲି bjp ସପୋର୍ଟ ରେ କଥା

  • @sudhanabhoi4980
    @sudhanabhoi4980Күн бұрын

    ରାସ୍ତାରେ ଟ୍ରାଫିକ ଖମ ପୋତା ହୋଇଅଛି । ଏହା ଇନଜରିଙ୍ଗ ପ୍ଲାନ 😅😂😅

  • @biswaranjandora9211
    @biswaranjandora9211Күн бұрын

    ମୁସ୍କିଲ😂😂

  • @user-nm8pb6hc7l
    @user-nm8pb6hc7l21 сағат бұрын

    ଚାଲ ସଳା ତତେ କଥା କହି ଆସୁ ନାହିଁ ବାଣ୍ଡ ଭଳି କଥାବାର୍ତ୍ତା କରୁଛୁ କୁନା ତ୍ରିପାଠୀ ବଢିଆ କହୁଥିଲା ତୁ ସଳା ଟି ତୋର ମୋର ଭଳି କଥାବାର୍ତ୍ତା କରୁଛୁ ତତେ ସଳା ଜୋତା ପାହାର ଦେବାକୁ ଇଚ୍ଛା ହେଉଚି

  • @RabinaraKumar-ke5jn
    @RabinaraKumar-ke5jnКүн бұрын

    ଆଘ ରୁ BJD ଥିଲା ବା ଏବେ ଆମ ପାଟି BJP ସବୁ ବାହାରିବ

  • @143Susanta
    @143Susanta2 күн бұрын

    ଆଜିବି ମାଆ ମାଉସୀ ମାନେ ଯେମିତି ହଉଛନ୍ତି ବିଡ଼ିଓ ମାଡାମଙ୍କ ପାଖରେ ଆଗରୁ କରୁଥିଲେ ଏମିତି କାମ ଜଲଦି ହେଇଯାଇଥାନ୍ତା 🤣😂🤣

  • @sarmisthamohanty3071
    @sarmisthamohanty30714 сағат бұрын

    Odisha re mada pura band heu.

  • @dandadharachand2822
    @dandadharachand28222 күн бұрын

    Sata kaha mg hrushikesh tu nirapekhy news channel ta

  • @ShibaniPradhan-fx1sm
    @ShibaniPradhan-fx1sm13 сағат бұрын

    Maduaa jati nka banya na aasile sarkar nku kana tanka upare daya aasiba

  • @PriyankaSingh-bl3kb
    @PriyankaSingh-bl3kbКүн бұрын

    😮😮😮😮😊😊😊😅😅❤❤🤓🤓🤓😁😁

  • @TechHaras
    @TechHaras21 сағат бұрын

    😅😅😅😅😂😂😂😂

  • @sunilsamada8503
    @sunilsamada850314 сағат бұрын

    😅😅😅😅😅😅😅😅

  • @azharkkhan8822
    @azharkkhan88225 сағат бұрын

    😂😂😂😂😂😂😂😂😂

  • @desistylishgaming2340
    @desistylishgaming2340Күн бұрын

    mota lagu chi tume BJD spooter

  • @dandadharachand2822
    @dandadharachand28222 күн бұрын

    Bajaynta pandara kukura hrushikesh

  • @sagartube6018
    @sagartube60182 күн бұрын

    Godi Media

  • @abhimanyukhara6849
    @abhimanyukhara6849Күн бұрын

    Tama media bale bahut lanchua ama kalahandire paisa jadi dele news baneine nahele nai

Келесі