Social media war erupts between Union Minister Dharmendra Pradhan and Pranab Prakash Das || KTV

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
KZread: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Пікірлер: 480

  • @sonaliparida143
    @sonaliparida1432 ай бұрын

    ସମ୍ବଲପୁରରେ ବିଜେଡି ଦଳର ଲୋକ ପ୍ରିୟତା ଆଗରେ ଧର୍ମେନ୍ଦ୍ର ପ୍ରଧାନ ନିଶ୍ଚିତ ଫେଲ ମାରିବେ ମା ସମଲେଇ ଙ୍କ ଆଶୀର୍ବାଦ ଅଛି ପ୍ରଣବ ପ୍ରକାଶ ଦାସ ବିଜୟ ନିଶ୍ଚିତ ଜିତିବେ l

  • @OFFICIALDOROMAN

    @OFFICIALDOROMAN

    2 ай бұрын

    ତୁମେ ଠିକ କହିଲ ❤ ଜୟ ଜଗନ୍ନାଥ ଜୟ ବିଜେଡି 🎉

  • @sonaliparida143
    @sonaliparida1432 ай бұрын

    ପ୍ରଣବ ପ୍ରକାଶ ଦାସଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ କାର୍ଯ୍ୟ କରିବା ପାଇଁ ପ୍ରାର୍ଥୀ କରିଛନ୍ତି, ସେଥିରେ ସଫଳ ହେବେ ବୋଲି ଜନତା ଆଶା ପ୍ରକାଶ କରିଛନ୍ତି.

  • @narayanbehera1373
    @narayanbehera13732 ай бұрын

    ଯାହା ପାଖରେ ଲୋକଙ୍କ ଜୀବନ ପ୍ରତି କୌଣସି ଚିନ୍ତା ନାହିଁ ଦରଦ ନାହିଁ ତାଙ୍କୁ ଜନପ୍ରତିନିଧି ହେବାର କୌଣସି ଯୋଗ୍ୟତା ହିଁ ନାହିଁ।

  • @LaxmipriyaDaspatra
    @LaxmipriyaDaspatra2 ай бұрын

    ଓଡିଶା ଲୋକଙ୍କ ସବୁ ଆବଶ୍ୟକତା ପୂରଣ କରୁଛନ୍ତି ଆମ ରାଜ୍ୟ ସରକାର, ନବୀନ ସରକାର l

  • @sonaliparida143
    @sonaliparida1432 ай бұрын

    ଧର୍ମେନ୍ଦ୍ର ପ୍ରଧାନ ପ୍ରତିଥର ନିର୍ବାଚନ ସମୟରେ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ କ୍ଷମତା ହାସଲ ପାଇଁ ଚେଷ୍ଟା କରିଥାନ୍ତି l

  • @Ankitasubudhi04
    @Ankitasubudhi042 ай бұрын

    ଧର୍ମେନ୍ଦ୍ର ପ୍ରଧାନ ପ୍ରତିଥର ନିର୍ବାଚନ ସମୟରେ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ କ୍ଷମତା ହାସଲ ପାଇଁ ଚେଷ୍ଟା କରିଥାନ୍ତି।

  • @r_lipun_samal857
    @r_lipun_samal8572 ай бұрын

    ରାଜ୍ୟ ସରକାରଙ୍କ ନିଜସ୍ବ ଅନୁଦାନ ରେ ଆଜି ବିଜୁ ଏକ୍ସପ୍ରେସ ରାଜ୍ୟର ସର୍ବଶ୍ରେଷ୍ଠ ଏକ୍ସପ୍ରେସ ଓଡ଼ିଶା ସରକାରଙ୍କ ଠୁ କିଛି ଶିଖୁବା ଦରକାର ଯୋକଙ୍କ ହିତରେ କାର୍ଯ୍ୟ କିପରି କରାଯିବା କଥା

  • @Ankitasubudhi04
    @Ankitasubudhi042 ай бұрын

    ଓଡ଼ିଶାର ଉନ୍ନତି ପାଇଁ କିଏ କଣ କରିଛି ଏହା ସମସ୍ତଙ୍କୁ ଜଣା।ଓଡ଼ିଶା ବାସୀଙ୍କ ପାଇଁ ନବୀନ ସରକାର ସବୁବେଳେ ପାଖରେ ରହି ଆସିଛନ୍ତି ଏବଂ ଆଗକୁ ମଧ୍ୟ ରହିବେ।

  • @mognaamonaaa1491
    @mognaamonaaa14912 ай бұрын

    ଧର୍ମେନ୍ଦ୍ର ବାବୁ ନିଜ ପଂଚାୟତ ଦଲକ କୁ ରାସ୍ତା ଖଣ୍ଡେ ନାହିଁ ଲାଇଟ ନାହିଁ ଗୋଟେ ସରପଞ୍ଚ କୁ 30 ଲକ୍ଷ ଟଙ୍କା ମଦ ମାଂସ ରେ ଖର୍ଚ୍ଚ କରି 17 ଖଣ୍ଡ ଭୋଟ ରେ ଜିତଉଛ ନିଜର ମାନ ମହତ ରଖିବାକୁ ଆହୁରି ବାହାପିଆ ଫୁଟାଣି ମାରୁଛ

  • @AshishNayak-fy9cz
    @AshishNayak-fy9cz2 ай бұрын

    କେନ୍ଦ୍ର ବିଜେପି ସରକାର ଙ୍କ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ସମ୍ବଲପୁର ଜାତୀୟ ରାଜପଥ ର କାର୍ଯ୍ୟ କେବେ ସରିବ ଉତ୍ତର ଦିଅନ୍ତୁ!

  • @shilpasethi8080
    @shilpasethi80802 ай бұрын

    ପ୍ରଣବ ପ୍ରକାଶ ଦାସ ଙ୍କୁ ସଂସଦ ପ୍ରାର୍ଥୀ ଦେଇଥିବାରୁ ସମ୍ବଲପୁରବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

  • @shilpasethi8080
    @shilpasethi80802 ай бұрын

    କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଆଖିକୁ ରାଜ୍ୟ ସରକାର ଙ୍କ ଭୁଲ ଭଲ ଭାବରେ ଦେଖାଯାଏ କିନ୍ତୁ କେନ୍ଦ୍ର ସରକାର ଙ୍କ ଭୁଲ ଦେଖାଯାଏ ନାହିଁ।

  • @sonaliparida143
    @sonaliparida1432 ай бұрын

    ସମ୍ୱଲପୁର ରେ ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ଉପଯୁକ୍ତ ପ୍ରାର୍ଥୀ ସେ ନବୀନ ପଟ୍ଟନାୟକ ଙ୍କ ବିକାଶ ମାର୍ଗ ରେ ସମ୍ବଲପୁର କୁ ଆଗେଇ ନେବେ l

  • @iswarnayak1383

    @iswarnayak1383

    2 ай бұрын

    24 barsha ra sarkar kichhi kariparuni, bjd hatao odisha banchao

  • @sujitpradhan8911

    @sujitpradhan8911

    2 ай бұрын

    BJD CHAMACHA SONALI PARIDA

  • @narayanbehera1373
    @narayanbehera13732 ай бұрын

    ବାବୁ ଧର୍ମେନ୍ଦ୍ର କାହା ସ୍ୱାର୍ଥରେ ରାଜନୀତି କରୁଛନ୍ତି ତାହାର ସ୍ପଷ୍ଟ ଚିତ୍ର ଦେଖାଇଛନ୍ତି ବାବୁ ପ୍ରଣବ ପ୍ରକାଶ ଦାସ।

  • @kruteetpradhan
    @kruteetpradhan2 ай бұрын

    10ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ହୋଇ ମଧ୍ୟ ନିଜ ଜନ୍ମମାଟି ପାଇଁ କିଛି ବିକାଶ ମୂଳକ କାର୍ଯ୍ୟ କରି ପାରିଲେ ନାହିଁ ଏହା ଅତ୍ୟନ୍ତ ଦୁଃଖ ଦାୟକ ବିଷୟ l

  • @r_lipun_samal857
    @r_lipun_samal8572 ай бұрын

    ଓଡ଼ିଶା ର ବିକାଶ ନୁହେଁ ବରଂ ଓଡ଼ିଶା ର କ୍ଷତି କରିବାକୁ ଚେଷ୍ଟା କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ରହି ବି ରାସ୍ତା ଟିକେ କରିପାରିଲେନି ସେ ପୁଣି କହୁଛନ୍ତି ଓଡ଼ିଶା ର ବିକାଶ କଥା ଏ କଥା ଧର୍ମେନ୍ଦ୍ରଙ୍କ ମୁହଁ ରେ ଶୋଭା ପାଉନି

  • @LaxmipriyaDaspatra
    @LaxmipriyaDaspatra2 ай бұрын

    କେନ୍ଦ୍ର ସରକାର ଯେଉଁ ସବୁ ଯୋଜନା କରିଛନ୍ତି,କେବଳ ନିଜର ଭୋଟ ବ୍ୟାଙ୍କ ପାଇଁ।

  • @SmashEnough
    @SmashEnough2 ай бұрын

    ପଚିଶ ବର୍ଷର ଶାସନ କାଳରେ ବିଜେଡି କେତେ ଦୁର୍ନୀତି କୁକର୍ମ ଦୁର୍ନୀତି ଅନ୍ୟାୟ ନାରୀ ନିର୍ଯାତନା ଅଭିଯୋଗ ଅଛି ପ୍ରଣବ ପ୍ରକାଶ ଦାସ ଉତ୍ତର ରଖନ୍ତୁ

  • @maheshpatnaik6972
    @maheshpatnaik69722 ай бұрын

    ନିର୍ବାଚନ ଆସିଲେ ଧର୍ମେନ୍ଦ୍ର ବାବୁ ଦେଖ ଯିବେ... ତାପରେ ଆଉ ନାହିଁ... ସ୍ୱାର୍ଥପର ଲୋକ ଙ୍କୁ ସମ୍ବଲପୁର ଜନତା ଉଚିତ୍ ଜବାବ ଦେବେ।

  • @DEEPSANDAS
    @DEEPSANDAS2 ай бұрын

    ପ୍ରଣବ ବାବୁଙ୍କ ସଚ୍ଚୋଟତା, ନିଷ୍ଠାପରତା, କର୍ମନିଷ୍ଠା, ନିଷ୍ଠାବାନ କାର୍ଯ୍ୟ ଓ ନିଃସ୍ୱାର୍ଥପର ସେବା ପାଇଁ ସମ୍ବଲପୁରବାସୀଙ୍କ ଆର୍ଶୀବାଦ ରେ ବିପୁଳ ଜନସମର୍ଥନ ପାଇ ଏକତରଫା ବିଜୟ ଲାଭ କରିବେ।

  • @narayanbehera1373
    @narayanbehera13732 ай бұрын

    ଲୋକଙ୍କ ଜୀବନ ପ୍ରତି ଯାହାର ଦରଦ ନାହିଁ ସେ ଆୟୁଷ୍ମାନ ଯୋଜନା ବାବଦରେ ଯୁକ୍ତି କରିବା କେତେଦୂର ଯୁକ୍ତିଯୁକ୍ତ ????

  • @satyabratapatra3511
    @satyabratapatra35112 ай бұрын

    ଓଡିଶାର ଲୋକମାନଙ୍କ ପାଇଁ ସବୁବେଳେ କାମ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପୋଟନାୟକ l ଲୋକମାନଙ୍କ ଜୀବନକୁ ସୁନ୍ଦର କରିବାରେ ରହିଛି ତାଙ୍କର ପ୍ରମୁଖ ଭୂମିକା l

  • @Ankitasubudhi04
    @Ankitasubudhi042 ай бұрын

    ଓଡ଼ିଶାର ଲୋକମାନେ ଭଲଭାବେ ଜାଣନ୍ତି ଯେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ନିଜର ସ୍ୱାର୍ଥ ପାଇଁ କାର୍ଯ୍ୟ କରନ୍ତି।

  • @kruteetpradhan
    @kruteetpradhan2 ай бұрын

    ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ଓଡିଶା ସରକାର ସବୁବେଳେ ସଠିକ ପଦକ୍ଷେପ ଗ୍ରହଣକରି ପ୍ରତିଟି ଯୋଜନାକୁ କାର୍ଯ୍ୟକାରୀ କରିଲୋକଙ୍କ ପାଖରେ ପହଞ୍ଚାଇ ଥାନ୍ତି l

  • @LaxminarayanJena-ux3ez
    @LaxminarayanJena-ux3ez2 ай бұрын

    ରାଜ୍ୟ ସରକାର ବିକାଶ ପାଇଁ କାର୍ଯ୍ୟ କରୁଛି ଆଗକୁ ମଧ୍ୟ କରିବ ବିଜେପି ହେଉଛି ଗୋଟାଏ ଭାଷଣ ସର୍ବସ୍ୱ ଦଳ ଏମାନଙ୍କୁ ଆଉ କିଛି ଜଣାନାହିଁ l

  • @BugguJena
    @BugguJena2 ай бұрын

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ହେତୁ ଆଜି ରାଜ୍ୟ ପ୍ରଗୋତିର ଛୁଇଁଛି ଏବଂ ଏହା ଆଗକୁ ଜାରି ରହିବ।

  • @BugguJena
    @BugguJena2 ай бұрын

    ଓଡ଼ିଆବାସୀଙ୍କ ସେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ସମର୍ପିତ ରହିଛନ୍ତି ଏବଂ ଆଗକୁ ରହିବେ ମଧ୍ୟ୍ୟ।

  • @Ankitasubudhi04
    @Ankitasubudhi042 ай бұрын

    ପ୍ରଶ୍ନର ଉତ୍ତର ଦେବାକୁ ଡରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଲୋକଙ୍କ ସେବା ନୁହେଁ ଲୋକଙ୍କୁ ମାରିବା ଚକର ରେ ଅଛନ୍ତି

  • @kruteetpradhan
    @kruteetpradhan2 ай бұрын

    ପ୍ରଣବ ପ୍ରକାଶ ଦାସ ଲୋକ ସଭା ପ୍ରାର୍ଥୀ ରେ ଛିଡ଼ା ହେବା ଲୋକଙ୍କ ଭିତରେ ଯେଉଁ ଆଶା ଉଦ୍ଦୀପନା ଜାଗ୍ରତ ହୋଇଛି ନିଶ୍ଚିତ ଆଗକୁ ଭଲ କାର୍ଯ୍ୟ କରି ଦେଖାଇବେ l

  • @Ankitasubudhi04
    @Ankitasubudhi042 ай бұрын

    କେନ୍ଦ୍ର ସରକାରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ଏଭଳି ଗୁରୁତ୍ issues ପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା ଉଚିତ, ତଥାପି ତାଙ୍କର ନିରବତା ନିରାଶାଜନକ ।

  • @KrrishDevRaazDas-ew3wg
    @KrrishDevRaazDas-ew3wg2 ай бұрын

    ଧର୍ମେନ୍ଦ୍ର ବାବୁ ନିର୍ବାଚନ ସମୟରେ ଲୋକଙ୍କୁ ଖାଲି ବଡ ବଡମିଥ୍ୟା ପ୍ରତିଶୃତି ଦେଇଥାନ୍ତି କିନ୍ତୁ କାର୍ଯ୍ୟବେଳକୁ ଶୂନ ।ସମ୍ବଲପୁରବାସୀ ଏଥର ଆପଣଙ୍କୁ ଉଚିତ ଜବାବ ଦେବେ।

  • @satyabratapatra3511
    @satyabratapatra35112 ай бұрын

    ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ହୋଇ ମଧ୍ୟ ନିଜ ଜନ୍ମମାଟି ପାଇଁ କିଛି ବିକାଶ ମୂଳକ କାର୍ଯ୍ୟ କରି ପାରିଲେ ନାହିଁ ଏହା ଅତ୍ୟନ୍ତ ଦୁଃଖ ଦାୟକ ବିଷୟ l

  • @LaxminarayanJena-ux3ez
    @LaxminarayanJena-ux3ez2 ай бұрын

    ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସ ଲୋକ ସଭା ପ୍ରାର୍ଥୀ ରେ ଛିଡ଼ା ହେବା ଲୋକଙ୍କଭିତରେ ଯେଉଁ ଆଶା ଉଦ୍ଦୀପନା ଜାଗ୍ରତ ହୋଇଛି ନିଶ୍ଚିତ ଆଗକୁ କାର୍ଯ୍ୟ କରି ଦେଖାଇବେ l

  • @BugguJena
    @BugguJena2 ай бұрын

    ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ବିଜେଡ଼ି ସର୍ବଦା କାମ କରିଛି ଏବଂ ଆଗକୁ କରିବ ମଧ୍ୟ୍ୟ।

  • @AshishNayak-fy9cz
    @AshishNayak-fy9cz2 ай бұрын

    କେନ୍ଦ୍ର ବିଜେପି ସରକାର ଙ୍କ ଅପାରଗତା ର କାହାଣୀ କହୁଛି କଟକ ସମ୍ବଲପୁର ଜାତୀୟ ରାଜପଥ ପଞ୍ଚାବନ!

  • @KrrishDevRaazDas-ew3wg
    @KrrishDevRaazDas-ew3wg2 ай бұрын

    ସଭିଙ୍କ ସୁଖ ଦୁଃଖର ସାଥୀ ଆମ ପ୍ରିୟ ବବି ଭାଇ (ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ) ଏକମାତ୍ର ଲକ୍ଷ୍ୟ , ବିକଶିତ ଓଡ଼ିଶା ଗଠନ କରିବା ।

  • @user-wk4yn6xv8l
    @user-wk4yn6xv8l2 ай бұрын

    ବିଜୁ ଜନତା ଦଳ ଲୋକଙ୍କ ସହିତ ସବୁବେଳେ ସବୁବେଳେ ପରିସ୍ଥିତିରେ ରହିଛି ଲୋକଙ୍କ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ସହ ରାଜ୍ୟର ସ୍ୱାର୍ଥ ପାଇଁ କାମ କରୁଛି l

  • @BugguJena
    @BugguJena2 ай бұрын

    ବିଜେଡ଼ିସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ଲୋକଙ୍କ ସେବାରେ ଲିପ୍ତ ଅଛି ଏବଂ ଆଗକୁ ରହିବ ମଧ୍ୟ୍ୟ।

  • @KrrishDevRaazDas-ew3wg
    @KrrishDevRaazDas-ew3wg2 ай бұрын

    ଯେତେ ଯାହା କହିଲେ କରିଲେ ବି ବିଜୁ ଜନତା ଦଳ ଓଡ଼ିଶା ବାସୀଙ୍କ ସବୁ ସମୟରେ ସୁରକ୍ଷା ଦେଇଛି ଆଗକୁ ମଧ୍ୟ ଦେଇ ଚାଲିବ।

  • @SHEELA_3333
    @SHEELA_33332 ай бұрын

    ବିଜୁ ଜନତା ଦଳ ସବୁବେଳେ ଲୋକ ଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି ଆଗକୁ ମଧ୍ୟ କରିବ ବିଜେପି ହେଉଛି ଗୋଟାଏ ଭାଷଣ ସର୍ବସ୍ୱ ଦଳ ଏମାନଙ୍କୁ ଆଉ କିଛି ଜଣାନାହିଁ l

  • @DEEPSANDAS
    @DEEPSANDAS2 ай бұрын

    ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ କୋୖଣସି ପ୍ରତି ଉତ୍ତର ନାହିଁ। ସେଥିପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଉପରେ ଦୋଷାରୋପ କରୁଛନ୍ତି।

  • @r_lipun_samal857
    @r_lipun_samal8572 ай бұрын

    ସମ୍ବଲପୁରବାସୀଙ୍କ ମନରେ ଥ‌ିବା କ୍ଷୋଭର ପରିପ୍ରକାଶ ଏଥର ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଚିତ୍ ଢ଼ଙ୍ଗରେ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି।

  • @sonaliparida143
    @sonaliparida1432 ай бұрын

    ଧର୍ମେନ୍ଦ୍ର ପ୍ରଧାନ ବାବୁ ଜଣେ କେନ୍ଦ୍ରମନ୍ତ୍ରୀ ହୋଇ ଓଡିଶାବାସୀଙ୍କ ପାଇଁ କଣ ଗୋଟିଏ ହେଲେ ବିକାଶ କରୁଛନ୍ତି ତାହା ମିଡ଼ିଆ ଆଗରେ ରଖନ୍ତୁନା l

  • @djmaster8830

    @djmaster8830

    2 ай бұрын

    Tate pelibaku kehi nai

  • @satyabratapatra3511
    @satyabratapatra35112 ай бұрын

    ରାଜ୍ୟବାସୀ ଯେଉଁ ଆଶା ରଖି ତାଙ୍କୁ ମନ୍ତ୍ରୀ କରି କେନ୍ଦ୍ରରେ ବସାଇଥିଲେ ତାହା କଣ ଏହି ଦିନ ଦେଖିବା ପାଇଁ ଯେ ନିଜ ଅଞ୍ଚଳର ରାଜରାସ୍ତା ଆଜିପଯ୍ୟନ୍ତ ଠିକ କରିପାରୁନାହାନ୍ତି |

  • @Ankitasubudhi04
    @Ankitasubudhi042 ай бұрын

    NH 55 ସମେତ ଆମର ସଡକଗୁଡିକର ସୁରକ୍ଷା ସରକାରୀ କର୍ମଚାରୀଙ୍କ ପାଇଁ ଏକ ପ୍ରାଥମିକତା ହେବା ଉଚିତ୍ | ପରିସ୍ଥିତିର ସମାଧାନ ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ।

  • @user-wk4yn6xv8l
    @user-wk4yn6xv8l2 ай бұрын

    ଲୋକଙ୍କ ସ୍ୱାର୍ଥ ସାଧନ, ଲୋକଙ୍କ ସମସ୍ୟା ର ସମାଧାନ କରି ସେମାନଙ୍କ ସେବା କରିବା ହିଁ ବିଜେଡି ର ମୂଳମନ୍ତ୍ର। ଓଡିଶା ର ପ୍ରଗତି କୁ ଆଗେଇନେବା ପାଇଁ ନବୀନ ବାବୁ ଏବଂ ବିଜେଡି ର ଅନ୍ୟ ସଦସ୍ୟ ମାନଙ୍କ ଅନେକ ପ୍ରଚେଷ୍ଟା ଜାରିରହିଛି।

  • @satyabratapatra3511
    @satyabratapatra35112 ай бұрын

    ନବୀନ ବାବୁ ଓଡିଶା ପାଇଁ ଯୋଉ ସବୁ ବିକାଶ କରିଛନ୍ତି ତାହାର ସମସ୍ତ କଥା ସ୍ୱର୍ଣ ଅକ୍ଷର ରେ ଲେଖା ହେବ l ତାଙ୍କର ଏ ସବୁ କାର୍ଯ୍ୟ ପାଇଁ ଓଡିଶାର ଜଣ ସାଧାରଣା ତାଙ୍କୁ କୋଟି ଧନ୍ୟବାଦ ଜଣାଉଛି l

  • @shilpasethi8080
    @shilpasethi80802 ай бұрын

    ବିଜେପି ନେତା ଖାଲି ବଡ଼ ବଡ଼ ଭାଷଣ ମାରି ଦିଅନ୍ତି ଯେ ଆମେ କୌଣସି ସରକାରୀ କର୍ମଚାରୀଙ୍କୁ ଅବହେଳା କରୁ ନାହିଁ କିନ୍ତୁ ସେହି ମାନେ ଆଗ ଏହିପରି କାର୍ଯ୍ୟ କରି ଥାଆନ୍ତି ।

  • @maheshpatnaik6972
    @maheshpatnaik69722 ай бұрын

    ବହୁତ୍ ଲୋକ ଙ୍କ ଜୀବନ ଯାଇଛି ଏହି ୫୫ ତମ ଜାତୀୟ ରାଜପଥ ରେ.... ବାରମ୍ବାର କହିବା ସତ୍ୱେ ମଧ୍ୟ ପ୍ରଧାନ ବାବୁ ଟିକେ ବି ଧ୍ୟାନ ଦେଇ ନାହାନ୍ତି... ଏବେ ଆସିଗଲେ ନିର୍ବାଚନ ଲଢ଼ିବାକୁ...

  • @sonaliparida143
    @sonaliparida1432 ай бұрын

    ପ୍ରଣବ ପ୍ରକାଶ ଦାସ ଓଡ଼ିଶା ର ସ୍ବାର୍ଥ ପାଇଁ ଲଢ଼ୁଛନ୍ତି ତ ଧର୍ମେନ୍ଦ୍ର ପ୍ରଧାନ ନିଜ ସ୍ବାର୍ଥ ପାଇଁ । ଏହାର ଉଦାହରଣ ହେଉଛି କିଛି ଦିନ ପୂର୍ବେ ଏକ ସଭା ରେ ପ୍ରଣବ ପ୍ରକାଶ ଦାସ ଓଡ଼ିଶା ର ସ୍ବାର୍ଥ କଥା କହୁଥ‌ିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ମୋଦୀ ମୋଦୀ ହେଉଥିଲେ।

  • @shilpasethi8080
    @shilpasethi80802 ай бұрын

    ବିଜେପି ନେତା ମାନେ ଆଉ ନିଜ ପୋଷା ଗୋଦି ମିଡ଼ିଆ ମଧ୍ୟମ ରେ ଆଉ କେତେ ମିଛ ନାଟକ କରି ଲୋକଙ୍କୁ ଭୁଆଁ ବୁଲାଇବେ ?

  • @KrrishDevRaazDas-ew3wg
    @KrrishDevRaazDas-ew3wg2 ай бұрын

    ଏଭଳି ହଜାର ହଜାର ଜନସମର୍ଥନ ଓ ଭଲପାଇବା ଆସନ୍ତା ନିର୍ବାଚନରେ ପ୍ରଣବ ପ୍ରକାଶ ବାବୁଙ୍କୁ ସଂଖ୍ୟା ଗରିଷ୍ଠତା ର ସହିତ ବିଜୟୀ କରିବ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

  • @user-wk4yn6xv8l
    @user-wk4yn6xv8l2 ай бұрын

    ଗତ ସାତ ବର୍ଷ ମଧ୍ୟରେ 55 ନମ୍ବର ଜାତୀୟ ରାଜପଥ ର ମରାମତି ସରିଲା ନାହିଁ ଏହା କଣ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସମ୍ବଲପୁର ପ୍ରତୀ ଅବହେଳା ନୁହେଁକି

  • @ajitsahu502
    @ajitsahu5022 ай бұрын

    ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଆସିଛି ବୋଳି ତମକୁ ଦେଖା ମିଳୁଛି | ବିଜୁ ଜନତା ଦଳର ସମସ୍ତ ପ୍ରାର୍ଥୀ ଲୋକଙ୍କ ସାଙ୍ଗରେ ଅଛନ୍ତି ଆଗକୁ ମଧ୍ୟ ରହିବେ |

  • @Rupalinprasad
    @Rupalinprasad2 ай бұрын

    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପାରଗତା ପାଇଁସମ୍ବଲପୁରରେ ନିର୍ଦ୍ଧନ୍ଦ ରେ ବିଜେଡି ଦଳର ପାର୍ଥି ପ୍ରଣବ ପ୍ରକାଶ ଦାସ ଜିତିବେ ଏକ ତରଫା ବିଜୟ ଲାଭ କରିବେ ବୋଲି ବହୁତ ଆଗରୁ ସଂକେତ ଦେଇସାରିଛନ୍ତି ସମ୍ବଲପୁରବାସୀ l

  • @AshishNayak-fy9cz
    @AshishNayak-fy9cz2 ай бұрын

    କେନ୍ଦ୍ର ବିଜେପି ସରକାର ଙ୍କ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଓଡିଶା ପ୍ରତି ବୈମାତୃକ ଭାବ ହେଉଛି କଟକ ସମ୍ବଲପୁର ଜାତୀୟ ରାଜପଥ ପଞ୍ଚାବନ!

  • @BugguJena
    @BugguJena2 ай бұрын

    ସମସ୍ତ ପ୍ରକାର ସୁବିଧା ଯୋଦଉଛନ୍ତି ଓଡ଼ିଶାବାସୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ।

  • @kruteetpradhan
    @kruteetpradhan2 ай бұрын

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଓ ସୁଶାସନ ପାଇଁ ପଶ୍ଚିମ ଓଡ଼ିଶାର ବିକାଶ ଓ ସମୃଦ୍ଧି ଦିନକୁ ଦିନ ବଢ଼ି ଚାଲିଛି।

  • @shilpasethi8080
    @shilpasethi80802 ай бұрын

    ଜଳ ସମୁଦ୍ର ଭଳି ଜନ ସମୁଦ୍ର ଦେଖି ବାକୁ ମିଳୁଛି ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସ ଲୋକ ସଭା ପ୍ରାର୍ଥୀ ରେ ଛିଡ଼ା ହେବା ଲୋକଙ୍କଭିତରେ ଯେଉଁ ଆଶା ଉଦ୍ଦୀପନା ଜାଗ୍ରତ ହୋଇଛି ତାହା ପ୍ରଣବ ପ୍ରକାଶ ଦାସ ଆଗକୁ କାର୍ଯ୍ୟ କରି ଦେଖାଇବେ।

  • @raghunathdas-mb7yr
    @raghunathdas-mb7yr2 ай бұрын

    କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଥାଇ ମଧ୍ୟ ଓଡିଶା ପିଲାଙ୍କ ପାଇଁ କିଛି କରିନାହାନ୍ତି |ନିଜ ଅଂଚଳରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ଟିଏ ମଧ୍ୟ କରିପାରିଲେ ନାହିଁ ସେ କଣ ସମ୍ବଲପୁର ର ବିକାଶ କରିବେ |

  • @user-ql6vs1rk8q
    @user-ql6vs1rk8q2 ай бұрын

    ୫୫ ନମ୍ବର ଜାତୀୟ ରାଜପଥ ରେ ଏତେ ଥର ଯିବା ଆସିବା କରି ମଧ୍ୟ ଧର୍ମେନ୍ଦ୍ର ବାବୁ ନିଜ କର୍ତ୍ତବ୍ୟ ସଠିକ୍ ଭାବରେ କରି ପାରିଲେ ନାହିଁ ଏମାନଙ୍କୁ କଣ ପାଇଁ ସମ୍ବଲପୁର ଜନତା ଭୋଟ ଦେଇ ବିଜୟୀ କରିବେ ବିଜୁ ଜନତା ଦଳ ପ୍ରତି ଲୋକ ଙ୍କ ଭରସା ସବୁବେଳେ ଅଧିକ l

  • @BaisakhiSahoo-bo1kx
    @BaisakhiSahoo-bo1kx2 ай бұрын

    ୧୦ ବର୍ଷ କେନ୍ଦ୍ର ମନ୍ତ୍ରୀ ଥାଇ ମଧ୍ୟ ଓଡ଼ିଶା ର ବିକାଶ ପାଇଁ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରି ନାହାନ୍ତି ଧର୍ମେନ୍ଦ୍ର ପ୍ରଧାନ।

  • @user-ux4lp2rn2w
    @user-ux4lp2rn2w2 ай бұрын

    ଧର୍ମେନ୍ଦ୍ର ପ୍ରଧାନ କେବଳ ନିଜସ୍ବ ସ୍ବାର୍ଥ ସିଦ୍ଧି କଥା ହିଁ ଚିନ୍ତା କରୁଛନ୍ତି, ନିଜ ମାଟି ପାଇଁ ସେ କୌଣସି ବିକାଶମୂଳକ କାର୍ଯ୍ୟ କରି ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବବୀଦାସ

  • @subratapatra5072
    @subratapatra50722 ай бұрын

    କୁଟଚକ୍ରି ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ସମୟରେ ମିଛ କହି ଅନ୍ୟକୁ ଦୋଷ ଦେବା ଛଡ଼ା ଆଉ କିଛି ଉପାୟ ଜାଣି ନାହାଁନ୍ତି।

  • @shilpasethi8080
    @shilpasethi80802 ай бұрын

    ଆମେ କଥାରେ ନୁହେଁ, କାମରେ ବିଶ୍ବାସ କରୁ। ବିକାଶ ଆମରି ଧର୍ମ, ଓଡ଼ିଶାବାସୀଙ୍କ ଖୁସି ଆମର ଲକ୍ଷ୍ୟ।‌ ଏକଥା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି l

  • @shilpasethi8080
    @shilpasethi80802 ай бұрын

    ସମ୍ବଲପୁରରେ ବିଜେଡି ଦଳର ଲୋକ ପ୍ରିୟତା ଆଗରେ ଧର୍ମେନ୍ଦ୍ର ପ୍ରଧାନ ନିଶ୍ଚିତ ଫେଲ ମାରିବେ ମା ସମଲେଇ ଙ୍କ ଆଶୀର୍ବାଦ ଅଛି ପ୍ରଣବ ପ୍ରକାଶ ଦାସ ବିଜୟ ହେବେ ଓ ନିଶ୍ଚିତ ଜିତିବେ l

  • @user-wk4yn6xv8l
    @user-wk4yn6xv8l2 ай бұрын

    ମାନ୍ୟବର ନବୀନ ବାବୁଙ୍କ ବଳିଷ୍ଠ ନେତୃତ୍ୱ, ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟଦକ୍ଷତା ଏବଂ ଉଚ୍ଚ ଚିନ୍ତାଧାରା ପାଇଁ ଓଡ଼ିଶା ଆଜି ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ।

  • @r_lipun_samal857
    @r_lipun_samal8572 ай бұрын

    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରସରକାରଙ୍କର ଦୋଷକୁ ଲୁଚେଇବାକୁ ଯାଇ ଭିନ୍ନ ଭିନ୍ନମତ ପୋଷଣ କରିଚାଲିଛନ୍ତି

  • @user-ux4lp2rn2w
    @user-ux4lp2rn2w2 ай бұрын

    ଆମ ରାଜ୍ୟର ସବୁ ପ୍ରକାର ଉନ୍ନତି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ଓଡିଶାର ବିକାଶ ପାଇଁ ଅନେକ ଚେଷ୍ଟା କରିଛନ୍ତି.

  • @DibyadarshiniLoaf-qg1ji
    @DibyadarshiniLoaf-qg1ji2 ай бұрын

    Thnkuful for having such supporter and responsible cm in our state

  • @user-ql6vs1rk8q
    @user-ql6vs1rk8q2 ай бұрын

    କେନ୍ଦ୍ର ବିଜେପି ସରକାର ଙ୍କ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ସମ୍ବଲପୁର ଜାତୀୟ ରାଜପଥ ର କାର୍ଯ୍ୟ ନିଜେ ନ କରି ପାରି ଅନ୍ୟ ଉପରେ ଦୋଷ ଦେଉଛନ୍ତି.

  • @user-ux4lp2rn2w
    @user-ux4lp2rn2w2 ай бұрын

    ଯିଏ ଓଡିଶାର ସାଡେଚାରି କୋଟି ଲୋକଙ୍କୁ ତାଙ୍କ ନିଜପରିବାର ଭାବନ୍ତି ସେ ଓଡିଶାବାସୀଙ୍କ ସୁଖଶାନ୍ତିରେ ବଞ୍ଚିବାପାଇଁ ବାଟ ଦେଖେଇ ଥାନ୍ତି ସେ ଆଉ କେହି ନୁହନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ

  • @user-ql6vs1rk8q
    @user-ql6vs1rk8q2 ай бұрын

    ଧର୍ମେନ୍ଦ୍ର ପ୍ରଧାନ ନିଜର ସ୍ୱାର୍ଥ ପାଇଁ ଲଢେଇ କରୁଛନ୍ତି, ହେଲେ ଓଡ଼ିଶାର ସ୍ୱାର୍ଥ ପାଇଁ କିଛି କରିନାହାନ୍ତି.

  • @anmayeedas4839
    @anmayeedas48392 ай бұрын

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଜୁ ଏକ୍ସପ୍ରେସ ୱେ ଦ୍ୱାରା ଓଡିଶା ର ବିଭିନ୍ନ ସ୍ଥାନ ସହିତ ସମ୍ପର୍କ ର ସେତୁ ତିଆରି କରିଛନ୍ତି!

  • @subratapatra5072
    @subratapatra50722 ай бұрын

    10 ବର୍ଷ ଧରି ଜନତାଙ୍କ ସେବା ଯୋଗାଇ ଦେବାରେ ଅସମ୍ପୂର୍ଣ୍ଣ ହୋଇ ରହିଛି ଲୋକ ମାନେ ଅବହେଳିତ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଯୋଗୁଁ।

  • @pritamsharma1937
    @pritamsharma19372 ай бұрын

    The people of Odisha know very well that the Union Minister Dharmendra Pradhan works only for his own selfishness.

  • @AshishNayak-fy9cz
    @AshishNayak-fy9cz2 ай бұрын

    କେନ୍ଦ୍ର ବିଜେପି ସରକାର ଙ୍କ ଓଡିଶା ପ୍ରତି ଅବହେଳା ର ଗୋଟିଏ ବଡ଼ ପ୍ରମାଣ ହେଉଛି କଟକ ସମ୍ବଲପୁର ଜାତୀୟ ରାଜପଥ ପଞ୍ଚାବନ!

  • @ajitsahu502
    @ajitsahu5022 ай бұрын

    ଧର୍ମେନ୍ଦ୍ର ମହାଶୟ ଆପଣ ନିଜ ଜନ୍ମ ମାଟି ର ଉନ୍ନତି ନିମନ୍ତେ କଣ କରିଛନ୍ତି ତାର ଟିକିଏ ଉଲ୍ଲେଖ କରନ୍ତୁ l

  • @shilpasethi8080
    @shilpasethi80802 ай бұрын

    ବିଜୁ ଜନତା ଦଳ ର ସମ୍ବଲପୁର ର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମା ସମଲେଶ୍ୱରୀ ଙ୍କୁ ନିଜ କୁ ଲୋକ ଙ୍କ ସେବା କରିବା ପାଇଁ ସାହସ ପ୍ରଦାନ ପାଇଁ ପ୍ରାର୍ଥନା କରିଛନ୍ତି।

  • @lipsadas4353
    @lipsadas43532 ай бұрын

    ଥରେ ମାତ୍ର ଜିତି ନଥିବା ବାବୁ ଧର୍ମେନ୍ଦ୍ର ପ୍ରଧାନ କେମିତି କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି,ସମସ୍ତଙ୍କୁ ଜଣା।

  • @Ankitasubudhi04
    @Ankitasubudhi042 ай бұрын

    ଧର୍ମେନ୍ଦ୍ର ବାବୁ ଜଣେ ଆଶାକର୍ମୀ ମୁଖ୍ୟ ତଥା କେନ୍ଦ୍ରର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିବାରୁ ଆପଣ ଏତେ ଶସ୍ତା ରାଜନୀତି କରିବା ଉଚିତ୍ ନୁହେଁ।

  • @subratapatra5072
    @subratapatra50722 ай бұрын

    ଆଜକୁ ପାଞ୍ଚ ବର୍ଷ ଧରି ଧର୍ମେନ୍ଦ୍ର ବାବୁ ରାଜ୍ୟରେ ଗୋଟିଏ ପଦ ପାଇଁ କିଛି ବିକାଶ କରିପାରିଲେ ନାହିଁ।

  • @BugguJena
    @BugguJena2 ай бұрын

    ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ଓଡ଼ିଶାର ଉନ୍ନତି କରିଛନ୍ତି, ଏବଂ ଓଡ଼ିଶାବାସୀଙ୍କୁ ନିରସ୍ୱାର୍ଥ ପର ଭାବେ ସାହାଯ୍ୟ କରିଛନ୍ତି।

  • @ajitsahu502
    @ajitsahu5022 ай бұрын

    ସମ୍ବଲପୁର ବାସୀଙ୍କ ବିଶ୍ବାସ ନିଶ୍ଚିତ ଭାବରେ ଯିତିବେ ଆମ ବବି ଭାଇ ଓ ବହୁ ସଂଖ୍ୟା ରେ ଭୋଟ ପାଇବେ ଓ ସମ୍ବଲପୁର ରେ ବିଜେଡି ର ବିଜୟୀ ଲହରୀ ଶୁଭିବ l

  • @KrrishDevRaazDas-ew3wg
    @KrrishDevRaazDas-ew3wg2 ай бұрын

    ବିକଶିତ ଓଡ଼ିଶାର ସ୍ବପ୍ନ କୁ ସାକାର କରିବା ପାଇଁ ଯେଉଁ ପ୍ରକାର ସଂକଳ୍ପ ନେଇଛନ୍ତି ଆମ ନବୀନ ସରକାର ତାହାକୁ ଅଧିକାଂଶ ଲୋକ ସମର୍ଥନ ଜଣାଇଛନ୍ତି।

  • @Ankitasubudhi04
    @Ankitasubudhi042 ай бұрын

    ପ୍ରମୁଖ ସହରଗୁଡ଼ିକୁ ସଂଯୋଗ କରିବାରେ NH 55 ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ତେଣୁ ଏହାର ରକ୍ଷଣାବେକ୍ଷଣ ଏକ ପ୍ରାଥମିକତା ହେବା ଉଚିତ |

  • @raghunathdas-mb7yr
    @raghunathdas-mb7yr2 ай бұрын

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ନିର୍ମିତ ବିଜୁ ଏକ୍ସପ୍ରେସ ଓ୍ୱେ ଦେଶର ସର୍ବଶ୍ରେଷ୍ଠ ହାଇ୍ୱେ ମଧ୍ୟରୁ ଅନ୍ୟତମ |

  • @user-wk4yn6xv8l
    @user-wk4yn6xv8l2 ай бұрын

    ଯେଉଁ କାର୍ଯ୍ୟ ଅସମ୍ଭବ ଭଳି ଲାଗେ, ତାକୁ ରେକର୍ଡ ସମୟରେ କରି ଦେଖାନ୍ତି ନବୀନ ବାବୁ। କାରଣ ତାଙ୍କ ଅଭିଧାନରେ ଅସମ୍ଭବ ବୋଲି କିଛି ଶବ୍ଦ ନାହିଁ।

  • @AshishNayak-fy9cz
    @AshishNayak-fy9cz2 ай бұрын

    କେନ୍ଦ୍ର ବିଜେପି ସରକାର ଙ୍କ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବିଫଳତା ର ଉଦାହରଣ କଟକ ସମ୍ବଲପୁର ଜାତୀୟ ରାଜପଥ ପଞ୍ଚାବନ!

  • @Sumitadas2211
    @Sumitadas22112 ай бұрын

    Pranab prakash das odisha swartho pai loko birodhi dharmendra pradhan nku uchit jobab deichanti

  • @r_lipun_samal857
    @r_lipun_samal8572 ай бұрын

    ବିକାଶ ର ଅନ୍ୟ ନାମ ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ବାବୁ.... ଯିଏ କି ସବୁବେଳେ ଜନତା ଙ୍କ ସହ ରହିଛନ୍ତି... କିନ୍ତୁ ଏହି ବିଜେପି ନେତା ସବୁ ସ୍ବାର୍ଥପର...

  • @Ankitasubudhi04
    @Ankitasubudhi042 ай бұрын

    ଧର୍ମେନ୍ଦ୍ର ପ୍ରଧାନଙ୍କ NH 55 କୁ ନେଇ ଥିବା ସମସ୍ୟାର ସମାଧାନ କରିବାରେ ବିଫଳତା ସରକାରଙ୍କ ମଧ୍ୟରେ ଉତ୍ତରଦାୟିତ୍ବର ବ୍ୟାପକ ଅଭାବକୁ ସୂଚାଉଛି।

  • @user-qg6eq2mg3u
    @user-qg6eq2mg3u2 ай бұрын

    କଟକ ରୁ ସମ୍ବଲପୁର NH-55କାମ ଦଶ ବର୍ଷ ହେଲା ସାରି ପାରୁ ନାହାନ୍ତି ଆମ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ବାବୁ ଯାହା ଦ୍ଵାରା କେତେ ଲୋକ ଙ୍କ ଜୀବନ ଗଲାଣି ଏହା ଆମ ପାଇଁ କେତେ ଗର୍ବ ର କଥା l

  • @devrajdash4704
    @devrajdash47042 ай бұрын

    ମାନ୍ୟବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଓଡ଼ିଶା ର ବିକାଶ ହେଉଛି ଏକମାତ୍ର ଉଦ୍ଦେଶ୍ୟ | ସେ ଓଡ଼ିଶା ବାସିନ୍ଦାଙ୍କ ଯନ୍ତ୍ରଣାକୁ ଭଲ ଭାବରେ ବୁଝନ୍ତି, ସେଥିପାଇଁ ସେ ବିଭିନ୍ନ ପ୍ରକାରର ଯୋଜନା ଏବଂ ବିଭିନ୍ନ ସହଯୋଗ ଓଡ଼ିଶାବାସୀଙ୍କୁ ଯୋଗାଉଛନ୍ତି, ଯାହା ଓଡ଼ିଶାର ବିକାଶ କରୁଛି |

  • @BugguJena
    @BugguJena2 ай бұрын

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୀର ପୁତ୍ର ବିଜୁ ବାବୁଙ୍କ ଆଦର୍ଶ ରେ ଓଡ଼ିଶାର ଉନ୍ନତି କରଣ କରୁଛନ୍ତି।

  • @ajitsahu502
    @ajitsahu5022 ай бұрын

    ଓଡିଶା ର ଅସ୍ମିତା ପାଇଁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରୀ ଭାବରେ ଆଜି ପର୍ଯ୍ୟନ୍ତ କଣ କଣ କରିଛନ୍ତି ତାର ହିସାବ ଟିକେ ମିଡ଼ିଆ ଆଗରେ ଦେଲେ ଲୋକେ ଜାଣି ପାରନ୍ତେ l

  • @sonaliparida143
    @sonaliparida1432 ай бұрын

    ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଣବ ପ୍ରକାଶ ଦାସ କରିଛନ୍ତି ଦଶ ବର୍ଷ କେନ୍ଦ୍ରମନ୍ତ୍ରୀ ହୋଇ ଆପଣ ରାସ୍ତା କମିଟିଏ ସାରିପାରିଲେ ନାହିଁ ଇଆଠୁ ବଡ଼ ପ୍ରଶ୍ନ କଣ ହୋଇପାରେ l

  • @anmayeedas4839
    @anmayeedas48392 ай бұрын

    ଓଡିଶା ବାସୀ ଜାଣି ରଖିବା ଆବଶ୍ୟକ ଯେ ବିଜେପି ସରକାର କେବଳ ଭାଷଣ ଓ ମିଡ଼ିଆ ରେ ବିକାଶ କରିଛନ୍ତି ପ୍ରକୃତ ରେ କିଛି କରି ନାହାନ୍ତି!

  • @anmayeedas4839
    @anmayeedas48392 ай бұрын

    ଓଡିଶା ବାସୀ ଚବିଶ ବର୍ଷ ଧରି ବିକାଶ ସହିତ ରହି ଆସିଛନ୍ତି ଆଗକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ରହିବେ ଓଡିଶା ର ବିକାଶ କୁ ଆଗେଇ ନେବେ!

  • @LaxmipriyaDaspatra
    @LaxmipriyaDaspatra2 ай бұрын

    କଟକରୁ ସମ୍ବଲପୁର ପୁରୁଣା ରାସ୍ତାର କାମ ଆଜକୁ ପ୍ରାୟ ଦଶ ବର୍ଷ ହେବ ମରାମତି କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାବୁ କିନ୍ତୁ କାମ ଶେଷ ହେବାର ନାଗନ୍ଦ ନାହିଁ l

Келесі