Dharmendra Pradhan Vs Pranab Prakash Das | Massive Poll Campaign Begins At Sambalpur

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha

Пікірлер: 118

  • @narayanbehera1373
    @narayanbehera13733 ай бұрын

    ଓଡ଼ିଶାର ବିକାଶ ପାଇଁ ନିଶ୍ଚିତ ଭାବରେ ବାବୁ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତି ବିଶାଳ ସମର୍ଥନ କରିବେ ସମ୍ବଲପୁର ବାସୀ।

  • @lipsadas4353
    @lipsadas43533 ай бұрын

    ସମ୍ବଲପୁରରେ ଏଥର ପ୍ରଣବ ପ୍ରକାଶ ଦାସ ନିଶ୍ଚୟ ଜିତିବେ।

  • @amlanrath
    @amlanrath3 ай бұрын

    bjd

  • @lipsadas4353
    @lipsadas43533 ай бұрын

    ଓଡ଼ିଶା ରେ ବିଜୁ ଜନତା ଦଳ କୁ ସାଢେ଼ ଚାରି କୋଟି ଜନତା ଙ୍କ ଆଶୀର୍ବାଦ ରହିଛି।ତେଣୁ ଏଥର ବିଜେଡି ବାଜିମାତ କରିବ।

  • @prakashpadhi752
    @prakashpadhi7523 ай бұрын

    daharama chora

  • @pabitrameher8124
    @pabitrameher81243 ай бұрын

    Bjp hatao desh bachao Bjp hatao democracy bachao Bjp hatao education bachao

  • @suryakantamahalik3462

    @suryakantamahalik3462

    3 ай бұрын

    ଧରମା ହଟାଓ ଓଡିଶା ବଞ୍ଚାଅ....

  • @pabitrameher8124
    @pabitrameher81243 ай бұрын

    BJD win 🎉🎉🎉🎉

  • @lipsadas4353
    @lipsadas43533 ай бұрын

    ନବୀନ ଙ୍କ ସ୍ୱଚ୍ଛ ଶାସନ,ନିର୍ମଳ ଭାବମୂର୍ତ୍ତି ଓ ବିକାଶ ପାଇଁ ଆଜି ସମ୍ବଲପୁରରେ ବିଜେଡି ବାଜିମାତ କରିବ ନିଶ୍ଚୟ।

  • @raghunathdas-mb7yr
    @raghunathdas-mb7yr3 ай бұрын

    ପ୍ରଣବ ଭାଇ ଜଣେ ଭଲ ସଂଗଠକ ହୋଇଥିବାରୁ ସମ୍ବଲପୁର ରେ ତାଙ୍କ ବିରୋଧୀଙ୍କୁ ସେ ଚିତ କରିଦେବେ |

  • @KalapanaJena-jz9ir
    @KalapanaJena-jz9ir3 ай бұрын

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିଷ୍ପତି କୁ ସମ୍ମାନ ଜଣାଇ ସମ୍ବଲପୁର ବାସୀ ପ୍ରଣବ ପ୍ରକାଶ ଦାସ ଙ୍କୁ ବିଜୟ କରାଇବେ!

  • @raghunathdas-mb7yr
    @raghunathdas-mb7yr3 ай бұрын

    ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀ ଙ୍କ ସମ୍ମାନ କୁ ନିଶ୍ଚୟ ରଖିବେ ଏବଂ ସମ୍ବଲପୁର ଆସନରେ ସାଂସଦ ହେବେ |

  • @raghunathdas-mb7yr
    @raghunathdas-mb7yr3 ай бұрын

    ସମ୍ବଲପୁର ରେ ହେବାକୁ ଯାଉଛି ହାଇଭଲ୍ଟେଜ ଲଢେଇ ଧର୍ମେନ୍ଦ୍ର ଏବଂ ପ୍ରଣବ ପ୍ରକାଶ ଦାସ ଙ୍କ ମଧ୍ୟରେ |

  • @KalapanaJena-jz9ir
    @KalapanaJena-jz9ir3 ай бұрын

    ମା ସମଲେଶ୍ୱରୀ ଙ୍କ ଆଶ୍ରିବାଦ ରୁ ବିଜୁ ଜନତା ଦଳ ଟାଣୁଆ ନେତା ବବି ଦାସ ସମ୍ବଲପୁରରେ ନିଶ୍ଚୟ ଜିତିବେ ।

  • @anmayeedas4839
    @anmayeedas48393 ай бұрын

    ବିଜେଡି ଦଳର ସାଂଗଠନିକ ଏକତା ଅନେକ ମଜବୁତ, ଯେଉଁଥିପାଇଁ ଆଜିଯାଏଁ ଓଡ଼ିଶା ବାସି ଙ୍କ ହୃଦୟ କୁ ଜିତି ଆସୁଛନ୍ତି।

  • @anmayeedas4839
    @anmayeedas48393 ай бұрын

    ଓଡିଶା ବାସୀ ଙ୍କ ଭଲ ପାଇବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ରହିଥିଲା ରହିଛି ଆଗକୁ ମଧ୍ୟ ଏହିଭଳି ରହିବ l

  • @ajitsahu502
    @ajitsahu5023 ай бұрын

    ସମ୍ବଲପୁର ବାସୀ ଙ୍କ ଆଶୀର୍ବାଦ ଓ ଭଲ ପାଇବା ହିଁ ବବି ଦାସ ଙ୍କ ପାଇଁ ଆଗାମୀ ନିର୍ବାଚନ ଲଢ଼ିବାର ପୁଞ୍ଜି l

  • @India_collaboration_1k
    @India_collaboration_1k3 ай бұрын

    Dharama gala😂

  • @tusarkumar9901

    @tusarkumar9901

    3 ай бұрын

    June 4 re janibu Kiea jiba

  • @O0-et8fk

    @O0-et8fk

    3 ай бұрын

    😂😂😂

  • @India_collaboration_1k

    @India_collaboration_1k

    3 ай бұрын

    @@tusarkumar9901 ok wait

  • @bijaytripathy2119
    @bijaytripathy21193 ай бұрын

    First kichi development work karantu Dharmendra sir next speech sunaibe

  • @KalapanaJena-jz9ir
    @KalapanaJena-jz9ir3 ай бұрын

    ସମ୍ବଲପୁର ବାସୀ ଙ୍କର ସେବାକରିବାର ମୂଳ ଲକ୍ଷ୍ୟରଖି ବବି ଭାଇ ନିର୍ବାଚନ ମୈଦାନରେ ଓହ୍ଲାଇଛନ୍ତି '

  • @lipsadas4353
    @lipsadas43533 ай бұрын

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ ଓ ସ୍ୱଚ୍ଛ ନିର୍ମଳ ଶାସନ ପାଇଁ ସେ ଆଜି ଘରେ ଘରେ ପରିଚିତ।ତେଣୁ ସମ୍ବଲପୁର ନିର୍ବାଚନରେ ଜନତା ନିଶ୍ଚିତ ଭାବରେ ବିକାଶ ର ସାଥୀ ନବୀନ ପଟ୍ଟନାୟକ ଙ୍କ ସମର୍ଥିତ ପ୍ରାର୍ଥୀ ଙ୍କୁ ନିଶ୍ଚିତ ବିପୁଳ ଭୋଟ ରେ ଜିତାଇବେ।

  • @anmayeedas4839
    @anmayeedas48393 ай бұрын

    ଓଡ଼ିଶା ବାସି ଙ୍କ ପାଇଁ କିଛି କାମ କରିଥିଲେ, ନିଜ ଦଳକୁ ଅନ୍ତତଃ ଓଡ଼ିଶା ରେ ବଞ୍ଚାଇ ରଖି ପାରିଥାନ୍ତେ , ଧର୍ମେନ୍ଦ୍ର ବାବୁ।

  • @ajitsahu502
    @ajitsahu5023 ай бұрын

    ସମ୍ବଲପୁରରେ ବିଜୁ ଜନତା ଦଳ ର ସଂଗଠନ କୁ ସୁଦୃଢ଼ କରିବା ସହିତ ବିଶ୍ବାସ ଏବଂ ଭରସା ନିଶ୍ଚିତ ଜୀତିବେ ଆମ ବବି ଭାଇ ।

  • @KalapanaJena-jz9ir
    @KalapanaJena-jz9ir3 ай бұрын

    ସମ୍ବଲପୁର ରେ ମା ସମଲେଶ୍ୱରୀ ଓ ଦେବଗଡ଼ ର ଅରାଦ୍ଧ ଦେବେ ମା ପଟେଶଶ୍ବରୀଦର୍ଶନ କରି ପ୍ରଚାର କାର୍ଯ୍ୟକୁ ଆଗେଇନେଇଛନ୍ତିବିଜେଡି ନେତା ପ୍ରଣବ ପ୍ରକାଶ ଦାସ l

  • @KalapanaJena-jz9ir
    @KalapanaJena-jz9ir3 ай бұрын

    ଓଡ଼ିଶା ବାସୀ ଦେଖିବେ ସମ୍ବଲପୁରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବେ ବିଜେଡି ଦଳର ହେଭିୱେଟ ନେତା ପ୍ରଣବ ପ୍ରକାଶ ଦାସ l

  • @narayanbehera1373
    @narayanbehera13733 ай бұрын

    ବାବୁ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତି ବିଶାଳ ଜନ ସମାଗମ ଦେଖି ଛାନିଆ ହେଲେଣି ବାବୁ ଧର୍ମେନ୍ଦ୍ର ।

  • @narayanbehera1373
    @narayanbehera13733 ай бұрын

    ବିଜେପି ପାଇଁ ହେଭୀ ୱେଟ ହୋଇ ପାରନ୍ତି ବାବୁ ଧର୍ମେନ୍ଦ୍ର ।କିନ୍ତୁ ଓଡ଼ିଶା ବାସୀଙ୍କ ପାଇଁ ଆଦୌ ନୁହଁ ।

  • @ajitsahu502
    @ajitsahu5023 ай бұрын

    ବିଜୁ ଜନତା ଦଳ ର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ହୋଇଥିବାରୁ ସମ୍ବଲପୁର ବାସୀଙ୍କ ମନରେ ଖୁସି ର ଲହରି ଖେଳି ଯାଇଛି l

  • @ajitsahu502
    @ajitsahu5023 ай бұрын

    ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଜିଲ୍ଲା କୁ ଏକ ବିକଶିତ ଜିଲ୍ଲା ରେ ପରିଣିତ କରିବେ l

  • @KalapanaJena-jz9ir
    @KalapanaJena-jz9ir3 ай бұрын

    ପ୍ରଚାର ମୈଦାନ ରେ ଓଲ୍ଲାଇ ସାରିଛନ୍ତି ପ୍ରଣବ ପ୍ରକାଶ ଦାସଦେବ ଗଡ଼ ସମ୍ବଲପୁରରେ ବାଇକ ରାଲିକରି ବିଜୟ ରେକର୍ଡ କରିବେ ବୋଲି ଆଶା ପ୍ରକାଶ କରି କରିଛନ୍ତି l

  • @narayanbehera1373
    @narayanbehera13733 ай бұрын

    ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି ଆମ ନବୀନ ସରକାର।ଏହା ବିରୁଦ୍ଧରେ ଯିଏ ବି ଅପପ୍ରଚାର କରିବ ତାଙ୍କୁ ଉଚିତ୍ ଜବାବ ଦେବେ ଜନତା ।

  • @narayanbehera1373
    @narayanbehera13733 ай бұрын

    ଆଜି ପର୍ଯ୍ୟନ୍ତ କଟକ ସମ୍ବଲପୁର ଜାତୀୟ ରାଜପଥ ର କାର୍ଯ୍ୟ ଶେଷ ହୋଇ ପାରିଲା ନାହିଁ।ତାହାର ଶ୍ରେୟ ଦେବା ପାଇଁ ପ୍ରସ୍ତୁତ ରହିଛନ୍ତି ସମ୍ବଲପୁର ବାସୀ।

  • @anmayeedas4839
    @anmayeedas48393 ай бұрын

    ଆପଣଙ୍କ ଦଳ ଯେଉଁ ପ୍ରତିଶ୍ରୁତି ଦେଇ ୨୦୧୪ ରେ କ୍ଷମତାକୁ ଆସିଥିଲା, ସେଥିରୁ କଣ ଗୋଟାଏ କାର୍ଯ୍ୟ କରିଛି କହିପାରିବେ ପ୍ରଧାନ ବାବୁ।

  • @KalapanaJena-jz9ir
    @KalapanaJena-jz9ir3 ай бұрын

    ଧର୍ମେନ୍ଦ୍ର ମହାଶୟ ଆପଣ ନିଜ ଜନ୍ମ ମାଟି ର ଉନ୍ନତି ନିମନ୍ତେ କଣ କରିଛନ୍ତି ତାର ଟିକିଏ ଉଲ୍ଲେଖ କରନ୍ତୁ l

  • @anmayeedas4839
    @anmayeedas48393 ай бұрын

    ଓଡ଼ିଶାରେ ବିଜେଡି ଦଳ ରାଜ୍ୟ ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ କରି ଆସିଛି।ଆଗକୁ ମଧ୍ୟ ବିକାଶ ମୂଳକ କାର୍ଯ୍ୟ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପରିଚାଲନାରେ l

  • @KalapanaJena-jz9ir
    @KalapanaJena-jz9ir3 ай бұрын

    ବିଭିନ୍ନ ସ୍ଥାନ ରେ ଲୋକସଭା ପାର୍ଥି ପ୍ରଣବ ପ୍ରକାଶ ଦାସ ଙ୍କୁ ସ୍ଵାଗତ କରିଛନ୍ତି ଦଳୀୟ କର୍ମୀ ଓ ସମର୍ଥକ ମାନେl

  • @ajitsahu502
    @ajitsahu5023 ай бұрын

    ବିଜୁ ଜନତା ଦଳ ର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ର ସାଂସଦ ପ୍ରାର୍ଥୀ ବବି ଦାସ ମୁଖ୍ୟମନ୍ତ୍ରୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସମ୍ବଲପୁର ଯାଇଛନ୍ତି!

  • @raghunathdas-mb7yr
    @raghunathdas-mb7yr3 ай бұрын

    ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଆସିଛି ବୋଳି ତମକୁ ଦେଖା ମିଳୁଛି | ବିଜୁ ଜନତା ଦଳର ସମସ୍ତ ପ୍ରାର୍ଥୀ ଲୋକଙ୍କ ସାଙ୍ଗରେ ଅଛନ୍ତି ଆଗକୁ ମଧ୍ୟ ରହିବେ |

  • @KalapanaJena-jz9ir
    @KalapanaJena-jz9ir3 ай бұрын

    ବାବୁ ଧର୍ମେନ୍ଦ୍ର ବିଜେଡି ଉପରେ ଆରୋପ କରୁଛନ୍ତି କିନ୍ତୁ ନିଜର ପାରିବା ପଣିଆ ଉପରେ କାହିଁକି ମୁହଁ ଖୋଲୁ ନାହାଁନ୍ତି l

  • @raghunathdas-mb7yr
    @raghunathdas-mb7yr3 ай бұрын

    ସମ୍ବଲପୁର ସଂସଦୀୟ କ୍ଷେତ୍ର ଏବେ ଭାରତ ବର୍ଷ ରେ ହଟ ସିଟ ହୋଇରହିଛି |

  • @raghunathdas-mb7yr
    @raghunathdas-mb7yr3 ай бұрын

    ବିଜେଡି ର ବିକାଶ କୁ ଓଡ଼ିଶାରେ ସମ୍ବଲପୁର ବାସୀ ଦେଖି ଆସିଛନ୍ତି ତେଣୁ ସେମାନେ ବିଜେଡି ଉପରେ ଆସ୍ଥା ପ୍ରକଟ କରି ପ୍ରଣବ ପ୍ରକାଶ ଦାସ ଙ୍କୁ ବିଜୟୀ କରାଇବେ |

  • @ajitsahu502
    @ajitsahu5023 ай бұрын

    ବିଜୁ ଜନତା ଦଳ ସମାଜ ର ସବୁ ସ୍ତରର ଲୋକ ଙ୍କ ପ୍ରତି ତାର ଦାୟିତ୍ୱ ନିର୍ବାହ କରି ଆସିଛି, ବିଶେଷ କରି ମହିଳା ଙ୍କ ପାଇଁ ବହୁତ ବିକାଶ ମୂଳକ ପଦକ୍ଷେପ ନେଇଛନ୍ତି l

  • @narayanbehera1373
    @narayanbehera13733 ай бұрын

    ବାବୁ ଧର୍ମେନ୍ଦ୍ର ବିଜେଡି ଉପରେ ଆରୋପ କରୁଛନ୍ତି କିନ୍ତୁ ନିଜର ପାରିବା ପଣିଆ ଉପରେ କାହିଁକି ମୁହଁ ଖୋଲୁ ନାହାଁନ୍ତି ????

  • @anmayeedas4839
    @anmayeedas48393 ай бұрын

    ଆମ ନବୀନ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା କେତେ କାର୍ଯ୍ୟକାରୀ ହୋଇଛି ତାହା ତୃଣମୂଳ ସ୍ତରକୁ ଯାଇ ଦେଖି ଆସନ୍ତୁ l

  • @ajitsahu502
    @ajitsahu5023 ай бұрын

    ରାଜନୀତି ରୁ ଉର୍ଦ୍ଧରେ ରହି ସର୍ବଦା ଓଡ଼ିଶା ର ବିକାଶ କୁ ଗୁରୁତ୍ୱ ଦେଇ ଆସିଛନ୍ତି ନବୀନ ସରକାର l

  • @ajitsahu502
    @ajitsahu5023 ай бұрын

    ସମ୍ବଲପୁର ବାସୀଙ୍କ ବିଶ୍ବାସ ନିଶ୍ଚିତ ଭାବରେ ଯିତିବେ ଆମ ବବି ଭାଇ ଓ ବହୁ ସଂଖ୍ୟା ରେ ଭୋଟ ପାଇବେ ଓ ସମ୍ବଲପୁର ରେ ବିଜେଡି ର ବିଜୟୀ ଲହରୀ ଶୁଭିବ l

  • @RAJESHTHEHERO893
    @RAJESHTHEHERO8933 ай бұрын

    jay bjd

  • @anmayeedas4839
    @anmayeedas48393 ай бұрын

    ଆପଣ ଜଣେ କେନ୍ଦ୍ର ର ଗୁରୁତ୍ୱ ପୁର୍ଣ ମନ୍ତ୍ରୀ ଆପଣ ଙ୍କୁ ଜଣେ ଦାୟିତ୍ୱବାନ ନେତା ହିସାବ ରେ ଲୋକେ ଭାବନ୍ତି କିନ୍ତୁ ଆପଣ ଓଡିଶା ପାଇଁ କଣ କରିଛନ୍ତି l

  • @narayanbehera1373
    @narayanbehera13733 ай бұрын

    ଏଇ ସେଇ ଲୋକ ଯିଏ ଗରିବଙ୍କ ପାଇଁ ସଂଜୀବନୀ ସାଜିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କୁ ବନ୍ଦ କରିବା ପାଇଁ ମନ୍ତବ୍ୟ ଦେଉଥିଲେ ।ତାଙ୍କୁ ଲୋକେ ଗ୍ରହଣ କରିବେ ତ ?????

  • @ajitsahu502
    @ajitsahu5023 ай бұрын

    ବିଜୁ ଜନତା ଦଳ ର ସମ୍ବଲପୁର ର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ କୁ ସମ୍ବଲପୁର ରେ ତରାନ୍ୱିତ କରିବେ!

  • @anmayeedas4839
    @anmayeedas48393 ай бұрын

    ବିଜେଡି ସବୁବେଳେ ଓଡିଶା ର ସ୍ୱାର୍ଥ କୁ ପ୍ରଧାନୀୟ ଦେଇଆସିଛି ଓ ଓଡିଶା ବାସୀଙ୍କ ପାଇଁ କାମ କରି ଆସୁଛି ବିଜେପି ନିଜ ସ୍ୱାର୍ଥ ପାଇଁ କାମ କରିଛି l

  • @KalapanaJena-jz9ir
    @KalapanaJena-jz9ir3 ай бұрын

    ସମ୍ବଲପୁର ଲୋକସଭା ର ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ କୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି!

  • @narayanbehera1373
    @narayanbehera13733 ай бұрын

    ବାବୁ ଧର୍ମେନ୍ଦ୍ର କେତେ ନିଯୁକ୍ତି ଦେଇଛନ୍ତି ତାହା ସ୍ପଷ୍ଟ କରି ପାରିବେ କି ????

  • @narayanbehera1373
    @narayanbehera13733 ай бұрын

    ତିନି ବର୍ଷ ଧରି ଆବାସ ପୋର୍ଟାଲ କାହା ସ୍ୱାର୍ଥରେ ବନ୍ଦ ରଖିଥିଲେ କେନ୍ଦ୍ର ସରକାର ସ୍ପଷ୍ଟ କରିବେ କି ବାବୁ ଧର୍ମେନ୍ଦ୍ର ???

  • @anmayeedas4839
    @anmayeedas48393 ай бұрын

    ଓଡିଶା ର ଅସ୍ମିତା ପାଇଁ ଆପଣ କେନ୍ଦ୍ର ମନ୍ତ୍ରୀ ଭାବରେ ଆଜି ପର୍ଯ୍ୟନ୍ତ କଣ କଣ କରିଛନ୍ତି ତାର ହିସାବ ଟିକେ ମିଡ଼ିଆ ଆଗରେ ଦେଲେ ଲୋକେ ଜାଣି ପାରନ୍ତେ l

  • @dhananjayaswain3369
    @dhananjayaswain33693 ай бұрын

    Jete bele Kendra ra bahut darkar thila rajay ku dete bele muha Modi deithila Kendra Abe kebela athi na kameiba paia au lutiba pai asichi Kendra .

  • @anmayeedas4839
    @anmayeedas48393 ай бұрын

    ଯାହା କଥା କେହି ଶୁଣନ୍ତି ନାହିଁ କି ଗୁରୁତ୍ୱ ଦିଅନ୍ତି ନାହିଁ ସେ ହିଁ ଅଧିକ ଚିତ୍କାର କରେ ।ବାବୁ ଧର୍ମେନ୍ଦ୍ରଙ୍କ ଅବସ୍ଥା ସେଇଆ ହେଲାଣି ବୋଧେ ।

  • @jaylalsuna2342
    @jaylalsuna23423 ай бұрын

    Modi jindabad 🪷🪷🪷🪷🪷🪷

  • @dhananjayaswain3369
    @dhananjayaswain33693 ай бұрын

    Jemiti loka nku sabu Hina manara haerankaricha thara sabu hisab bahut bhala re achi agya .

  • @dhananjayaswain3369
    @dhananjayaswain33693 ай бұрын

    Dharmedra babu apna Abe jete chesta karantu pache tumara athara parajya sunischinta Kari diantu agya kebe hele agaku jaei paribeni apana Mane .

  • @anmayeedas4839
    @anmayeedas48393 ай бұрын

    ଭାରତୀୟ ଜନତା ପାର୍ଟି ଓଡିଶାରେ ବିଜୁ ଜନତା ଦଳ ସହ ନିର୍ବାଚନ ଲଢ଼ିବା ପାଇଁ ସେମାନଙ୍କ ପାଖରେ କୌଣସି ବାଟ ନାହିଁ କାରଣ ସେମାନେ ଓଡିଶା ଲୋକଙ୍କ ବିକାଶ ଠାରୁ ବହୁତ ଦୂରରେ l

  • @dhananjayaswain3369
    @dhananjayaswain33693 ай бұрын

    Jepari loka mane Nabi sarkar nku bhala paeba dekhichanti Nabi sarkar sehi pari sada bele sambalpur basinda nkara sabu asubidhaku dura kareibare kebe hele pachaku hei nahanti .

  • @dhananjayaswain3369
    @dhananjayaswain33693 ай бұрын

    Kendra rahiki Khali sabu bale Tumara plan ta rahila odisha ku lutibara agakubadheibaku kebe bhabucha tume

  • @dhananjayaswain3369
    @dhananjayaswain33693 ай бұрын

    Odisha mati ra pua heiki rajya ku ketebkasta deichanti se taha kn bhulinjaeichi ki odisha

  • @bijaytripathy2119
    @bijaytripathy21193 ай бұрын

    Manyavar mukhya mantri Navin Pattnaik nku chief minister seat and Sambalpur re MP seat debe janata

  • @bijaytripathy2119
    @bijaytripathy21193 ай бұрын

    Biju Janata Dala ra sankha bajiba sambalpur re record sankhya re bajimat kariba

  • @dhananjayaswain3369
    @dhananjayaswain33693 ай бұрын

    Rajay re hina prakruti ku praysha athara karibaku kebe hele debe nahi odisha basi .

  • @dhananjayaswain3369
    @dhananjayaswain33693 ай бұрын

    Agaru kebebhele dharmedra babu nku dekha jaeni odisha re Abe khali dekhinhebaku asichanti dharmdra babu .

  • @bhaktikantatripathy
    @bhaktikantatripathy3 ай бұрын

    DHARMENDRA TANKA JIBA NA RE KICHI KARI NAHA NTI KHALI BADA KATHA

  • @dhananjayaswain3369
    @dhananjayaswain33693 ай бұрын

    Dharmedra jou sarala muha re Abe hasuchanti taha pachare bahut prakr lutibara basna neiki asuthibe se .

  • @bijaytripathy2119
    @bijaytripathy21193 ай бұрын

    Biju Janata Dala lagi Odishara janatanka dream fulfilled houchi ei election re Biju Janata Dala bajimat kariba

  • @dhananjayaswain3369
    @dhananjayaswain33693 ай бұрын

    Agya dharmedra pana nku gotia prasana knnkarichanti apana odisha paia tike kahibe ki

  • @rohitmaharana8284
    @rohitmaharana82843 ай бұрын

    ଜୟ ବିଜେଡି

  • @dhananjayaswain3369
    @dhananjayaswain33693 ай бұрын

    Bjp jete prachara kale bi odisha basi kebe hele taku support karibaku jibe nahi karana Jana achi rajay basi nku .

  • @bijaytripathy2119
    @bijaytripathy21193 ай бұрын

    Bharatiya Janata party ra padma futibani Biju Janata Dala ku sambalpur janata blessings debe

  • @dhananjayaswain3369
    @dhananjayaswain33693 ай бұрын

    Athara sambal pur ra ladhei nischaya bjd sapokya re hi jiba kahiki na loka mane sada bele bjd upare bharasa Kari asicha ti .

  • @SreyaPatra
    @SreyaPatra3 ай бұрын

    "The tragic loss of lives on NH 55 is a wakeup call for our leaders to take immediate action. We cannot afford to lose any more lives due to infrastructure neglect."

  • @dhananjayaswain3369
    @dhananjayaswain33693 ай бұрын

    Sambal pur basinda bahut bhala re jani sarichanti dharmendra nkara sabu Guna Abe jou sabu asa dekhauchanti taha agaku jaei kichi kama debani

  • @DebBehera-vf9jn
    @DebBehera-vf9jn3 ай бұрын

    Road 😂😂 kaamo soribo kebe😂😂😂 dharmendra babu😂😂

  • @somendradas4651
    @somendradas46513 ай бұрын

    Bjd ku vote diantu Ta pare dadan khatibaku jantu

  • @dhananjayaswain3369
    @dhananjayaswain33693 ай бұрын

    Abe tumaku lajya nahi khalai nirbachana samaya re Mane pade ki tumara odisha ra

  • @dhananjayaswain3369
    @dhananjayaswain33693 ай бұрын

    Dharmedra kete kama karicha odisha pai tike kahibe ki agya .

  • @dhananjayaswain3369
    @dhananjayaswain33693 ай бұрын

    Odisha re kete durnati ku prasaya deichi bjp Tara pachare kebala dharmedra nkara hi hata achi .

  • @dhananjayaswain3369
    @dhananjayaswain33693 ай бұрын

    Micha sata kahiki kahaiki loka manaku bata ona Kariba paia badhya karucha dharmendra tumaku tike kharap laguni ki .

  • @satyajitpati2897
    @satyajitpati28973 ай бұрын

    Babi bhai jindabad

  • @Dilkhusodia
    @Dilkhusodia3 ай бұрын

    Bjd odisha pain kn karichi taha odisha basi janichanti BJD jindabaad 💚

  • @dhananjayaswain3369
    @dhananjayaswain33693 ай бұрын

    Bahut jaldi bjp ra Tara asali Stana bahut jaldi Jana padijiba besta hua nahi bjp

  • @bhaktikantatripathy
    @bhaktikantatripathy3 ай бұрын

    ODISHA RE BJP BHAYA VITA

  • @pravatadas2285
    @pravatadas22853 ай бұрын

    BJD

  • @dhananjayaswain3369
    @dhananjayaswain33693 ай бұрын

    Jete bi tume badeinhei jao na kahiki bjp tumara athara gariba pakka odisha re.

  • @rajeshkumarnayak1919
    @rajeshkumarnayak19193 ай бұрын

    Fasigala DP

  • @soumyar.s4700
    @soumyar.s47003 ай бұрын

    Bjd win sambalpur

  • @nareshkumarswain769
    @nareshkumarswain7693 ай бұрын

    BABI HATA ODISHA BANCHA

  • @India_collaboration_1k

    @India_collaboration_1k

    3 ай бұрын

    Dharama hata education bancha

  • @mukeshbiswal9324
    @mukeshbiswal93243 ай бұрын

    Bjp jitba

  • @naranakahali5825
    @naranakahali58253 ай бұрын

    BJD ku hatao rajya bancha

  • @suryakantamahalik3462

    @suryakantamahalik3462

    3 ай бұрын

    ଆଉ ଥିବ ଯେ ସୁନୁ ପାମ୍ପୁଡ଼ି ଖାଇବୁ... 😄

  • @vickysahu455
    @vickysahu4553 ай бұрын

    BJP win sbp

Келесі