ସଂସାରକୁ ଯିଏ ରଖନ୍ତି, ସିଏ କେମିତି ପଡ଼ିବେ: ନୃତ୍ୟଶିଳ୍ପୀ
ସଂସାରକୁ ଯିଏ ରଖନ୍ତି, ସିଏ କେମିତି ପଡ଼ିବେ: ନୃତ୍ୟଶିଳ୍ପୀ
#ସଂସାରକୁ_ଯିଏ_ରଖନ୍ତି_ସିଏ_କେମିତି_ପଡ଼ିବେ
ପହଣ୍ଡି ବେଳେ ଚାରମାଳ ଉପରୁ ପଡ଼ିଗଲେ ବଡ଼ ଠାକୁର ବଳଭଦ୍ର। ‘ସଂସାରକୁ ଯିଏ ରଖନ୍ତି, ସିଏ କେମିତି ପଡ଼ିବେ’
#BadaThakuraBalabhadra #Pahandi #OdishiDancer #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
Пікірлер: 84
ଏ reporter ଟା ନିଜେ ପ୍ରବଚନ ବେଶି ଦେଉଛନ୍ତି । Reoorting ଛାଡ଼ି live ଘୋଷକ ହୁଅ ।
ମହାବାହୁ ଶେଷ ନାଗ ଦୂରରେ ବୋଧହୁଏ କେଉଁ ସୁଦାମା, କେଉଁ ସାଲବେଗ କେଉଁ ମୀରାବାଇ ଡାକୁଛି, ପଡ଼ିଯାଇଛି, ଭାବର ଠାକୁର ତ ଭକ୍ତ କୁ ଉଠାଇବାକୁ ନିଜେ ପଡିଯାଇଛନ୍ତି। ଯଦି ମାରିବେ କି କ୍ରୋଧ କରିବେ ତାଙ୍କ ହାତରେ ମୃତ୍ୟୁ ପାଇ ମୁଁ ତ୍ରାହି ପାଇବା ଛଡ଼ା ଆଉ ଅନ୍ୟ କିଛି ଦେଖୁ ନାହିଁ ।
Waaa ki katha bahut badhia postive chintadhara
Bahut vala lagila tama katha suni
Jai Jagannath 🙏
ଜୟ ଜଗନ୍ନାଥ 🙏🙏🙏🙏
Narayan nka maya kehi janinahnanti pravu nije jananti Jay shree jagannath ❤❤❤❤❤
Satya baniii
Jay jaganatha swami nayana pathagami bhaba tume🙏🙏🙏🙏🙏🙏🙏🙏
ବହୁତ ସୁନ୍ଦର, 🙏🏻❤ସତରେ ଆପଣଙ୍କୁ ମୋର କୋଟି କୋଟି ନମସ୍କାର 🙏🏻
Wonderful narrative in a spiritual way 🙏
ସମସ୍ତେ କହିବେ ଅନେକ ପ୍ରକାର।ସବୁ ଜାଣିଛନ୍ତି ସେ ବଡ଼ ଠାକୁର।
Right 🙏🙏🙏☺️☺️
🙏🙏
ଜୟ ଜଗନ୍ନାଥ 🙏⭕‼️⭕🙏
@DashoHembram
16 күн бұрын
❤❤❤❤❤❤❤❤❤❤❤❤❤❤❤❤❤❤
Jay Jagannath Jay Balabhadra Jay Maa Subhadra
Mahaprabhu krupabaridhi mo mahaprabhu charane saran Jay Sri jagannath swami ji 🙏
Jay shree jagannath 🙏🙏🙏
Jay jagannath ❤❤❤❤
Jay Jagannath 🙏
jay baladev ..badathakura
Sundaram Upastapana jai jagannath
Really bahut meaningful and heart touching discussion ❤❤❤❤
Jay Jagannath
Jaya jaganath 🙏....galuta...
Hey.pravu.ki.sundar.lila.tumara.sabu.tanka.ichha
ଶସ୍ତା ମନ୍ତବ୍ୟ ଦେଉଛ, ଚିନ୍ତା କରି କୁହ, ଶସ୍ତା କୁହ ନାହିଁ, ଭକ୍ତ ଙ୍କ ସହିତ ଖେଳ ନାହିଁ, ନିଜ ଭୂଲ ଶିଖର କର
Madhu sudhan voice sundaram talented jhakkas
first comment
Jay jagannath 😢❤
🙏🙏🙏
❤
ସତରେ ଜଣେ ଭକ୍ତ ହିଁ ଭଗବାନଙ୍କ ଲୀଳା ବିଷୟରେ ବୁଝି ପାରେ ବା କହିପାରେ କିନ୍ତୁ ମୁଢ ଜନ ମାନେ ଏହାକୁ ବୁଝି ନପାରି ନାନାଦି ଉପଦ୍ରବ(ମାଳିକା ସତ ହେବ,ଘୋର ବିପତ୍ତି ଆସିବ,ରାଣୀ ମରିଯିବେ)ମାନ କଥା କହିଥାଆନ୍ତି। 🙏🏻ଆପଣଙ୍କୁ ମୋର ନମସ୍କାର 🙏🏻
ନିଜ ଭୁଲ କୁ ଲୀଳା କୁହନ୍ତୁ ନାହିଁ ସେବାୟତ ମାନେ
Right
ଦେଖ,,ପ୍ରଭୁ ଙ୍କୁ ନେବା ସମୟରେ କିଛି ଏମିତି ସୁବିଧା ଅସୁବିଧା ହୋଇଥାଏ,,ଏକଥା ମିଡ଼ିଆ ରେ ବଡ଼ କରି ଦେଖନ୍ତୁନି ,,,,ଜୟ ଜଗନ୍ନାଥ
ଏ ଜଣେ ଗେରୁଆ ନୃତ୍ୟ ଶିଳ୍ପୀ,👍🏾 ବଡ଼ ଠାକୁର ପଡିଗଲେ,2, ଜଣ ଭକ୍ତ ମରି ଗଲେ, ବାଣ ବିସ୍ପୋରଣ ରେ 15 ଜଣ ଙ୍କ ଜୀବନ ଗଲା 👍🏾 ନୃତ୍ୟ ଶିଳ୍ପୀ ଏ କଥା ଖବର ଶୁଣି ନାହାନ୍ତି
Daudi bandha hei nathila boli padigale
Mo.manare.alaga.chinta.dhara.thila.but.ebe.bujhiparli
ନାଚ ବାଲା ଶସ୍ତା ମନ୍ତବ୍ୟ ଦେଉଛ
ପଡ଼ିଗଲେ ନା ! 😂
Odisha ra kichita problem hebaku jauchi...
Hi
Prabhu a kn hela🙏🙏😭😭
କ୍ୟାମେରା ଆଗରେ କେବଳ ଦେଖେଇ ହେବା ପାଇଁ ଏ ସବୁ କହୁଛି
@Bapa4207
16 күн бұрын
ସେ ଠିକ ତ କହୁଛି..... ତୁ you ଟ୍ୟୁବ reels ଦେଖ.... ପାଖଣ୍ଡ ବାଦ ହେଇକି ରହ....
@sipunayak000
15 күн бұрын
ତମେ କେଡେ ଭକ୍ତ ଆମେ ଜାଣୁ
@debabandya
15 күн бұрын
Na na sir dekhei huantini... Se jane PhD holder Dr. Sahani sir .. sir sabubele smt
@laxmanswain3469
15 күн бұрын
@@sipunayak000ତୁ ମୁର୍ଖ ଯଦି କିଛି ବୁଝି ପାରୁନୁ ଚୁପ୍ ରହ । କ୍ୟାମେରା ଆଗରେ ଦେଖେଇ ହେଲେ ତାଙ୍କୁ କଣ ମିଳିବ।
@sipunayak000
15 күн бұрын
କ୍ଷମା କରିବେ ଯଦି ମୁ ବାସ camera ଆଗରେ ମୁଁହ ଦେଖେଇବା କଥା କହିଲେ ଆପଣକୁ ରାଗ ଲାଗୁଛି ,,ପୁରୀ ର କିଛି ପଣ୍ଡା ମାନେ ସାଧାରଣ ଲୋକଙ୍କୁ ଲୋଟୁଛନ୍ତି ତା ପାଇଁ କିଛି କରନ୍ତୁ,,ମୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ଙ୍କୁ ବହୁତ୍ ଭଲ ପାଏ ହେଲେ ଅନ୍ୟାୟ ଦେଖିଲେ ସହି ପାରେନି ,,
Sir please apnaka no mote darkar
Jo magia dosa luchaucha ati sighra bhogiba
Bhai ai loka ta kichi janini, kan lekha achi dekhi diantu. Bahu asubha.
@Bapa4207
16 күн бұрын
ତୋତେ କିଏ କହିଲା... କୋଉଠି ପଢ଼ିଲୁ????
@gopalswarup2009
16 күн бұрын
@@Bapa4207 Nikadri Mahodaya Granthare lekha achi
@gopalswarup2009
16 күн бұрын
Bhai to bhitare mu Balabhadranku dekhi parili. Tu b padi jaichu tale. @@Bapa4207
@laxmanswain3469
15 күн бұрын
କିଛି ଅଶୁଭ ନାହିଁ, ବହି ରେ ଯାହା ଲେଖା ଯାଇଛି ତାହା ମାଳିକା ବହି ନୁହଁ।ତାହା ଶ୍ରୀ ମନ୍ଦିର ର ବହି।
Bjp sarkar Asiba dina thu emiti aghatana chalichi 😭🙏🙏🚩
@bapinisahoo5009
16 күн бұрын
ଆଉ ଜଗନ୍ନାଥ ଙ୍କୁ ଗାଡ଼ି ପଛରେ ବାନ୍ଧି ବୁଲା ଯାଉଥିଲା ଆଉ ଜଗନ୍ନାଥ ଅଲୋଡା ହୋଇ ଯାଇଥିଲେ ତାହା ବୋଧେ କଂଗ୍ରେସ ଅମଳରେ ହୋଇଥିଲା । ଛି ଛି । ଲାଜ ଲାଗୁଚି ଏଇଭଳି କଥା ଶୁଣି ।
@MangataJarika-xe5td
16 күн бұрын
@@bapinisahoo5009Prabhu nijaku sambhali paru nahanti bhaktanku kemiti sambhalibe
@Bapa4207
16 күн бұрын
@@MangataJarika-xe5td ଆରେ ବୋକାଚୋଦା ସେଥିପାଇଁ ଭାଗବତ ଗୀତା ଅଧ୍ୟାୟ -3, ଶୋଳ୍କ -22 ପଢେ ସେଥିରେ ଲେଖା ଅଛି.....ତୁ ତାଙ୍କରି ଅଂଶ ହେଇ ତାଙ୍କ ଉପରେ ପ୍ରଶ୍ନ କରୁଛୁ ମୂର୍ଖ 😁😁😁😁 ଯେଉଁ energy ଦ୍ୱାରା ତୁ କମେଣ୍ଟ ଲେଖି ପକେଇଲୁ ସେଇଟା ତାଙ୍କ ଦାନ 😁😁😁
@easycraftwork9605
16 күн бұрын
Thik katha 😅😅😅. Pandian thile sabu thik heithanta
@MangataJarika-xe5td
16 күн бұрын
@@Bapa4207 Han je ghoda gehi tankara ete energy Thai madhya nijaku sambhali paru nahanti?
Pagala 😂😂😂😂
ବଡ ଅଘଟଡ ଏଇଟା। କିଏ ଭାଵିଥିଲା ୨୪ ବର୍ଷର ଶାସନ ଭାଙ୍ଗିଯିବ ବୋଲି ।।
@narottambehera20
15 күн бұрын
ଆପଣ ରାଜନୀତି କରନ୍ତୁ ନାହିଁ
Magia kahiki anila prabhu nija adithata
Chora magia otv Bala
Bhai apana jaha kahile thik kahile.satare puri rath yatra dekhile matrake purniya mile
🙏