Ratna bhandar Opening Postponed | ଝୁଲିଲା ନିଷ୍ପତ୍ତି, ୯ରେ ପରବର୍ତ୍ତି ବୈଠକ | The Quiver

ଏବେ ଖୋଲିବନି ମହାପ୍ରଭୁଙ୍କ ରତ୍ନଭଣ୍ଡାର। ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇ ପାରିଲା ନାହିଁ। ଭିତରଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ଚାବିର ସ୍ଥିତି ଯାଞ୍ଚ ହେବ। ଭିତର ଭଣ୍ଡାରରେ ପଡ଼ିଥିବା ତାଲା ସ୍ଥିତି ଦେଖାଯିବ। ଯଦି ତାଲା ନଖୋଲିବ, ତେବେ ତାଲା ଭଙ୍ଗାଯିବ। ଚାବି ଖୋଲିଲେ ଗଣତି ମଣତି ଓ ଅନୁଧ୍ୟାନ କରାଯିବ। ରତ୍ନଭଣ୍ଡାର ଖୋଲିଲେ ମରାମତିର ଆବଶ୍ୟକତା ନେଇ ଯାଞ୍ଚ ହେବ। ଯଦି ମରାମତି ଆବଶ୍ୟକ, ତେବେ ଅଳଙ୍କାର ରହିବ କି କେଉଁଠିକୁ ନିଆଯିବ। ଅଳଙ୍କାର କେଉଁଠିକୁ ନିଆଯିବ, କେଉଁ ବଣିଆ ଅନୁଧ୍ୟାନ କରିବେ। କେମିତି ଗଣନା କରାଯିବ ଏସବୁର ଭିନ୍ନ ଭିନ୍ନ ଏସଓପି ପ୍ରସ୍ତୁତ କରି ସରକାରଙ୍କୁ ଦେବ କମିଟି। କମିଟିର ଏସଓପିକୁ ଅନୁଧ୍ୟାନ କରି ରାଜ୍ୟ ସରକାର ନିର୍ଦ୍ଦେଶ ଦେଲେ ରତ୍ନଭଣ୍ଡାର କାର‌୍ୟ୍ୟ ଆଗକୁ ଯିବ ବୋଲି କହିଛନ୍ତି ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।
#thequiver #ratnabhandar #puri_ratna_bhandar #ratna_bhandar_case #latestupdate #odishapolitics #jayjagannath #puri #badadanda #kalia #latestnews #update
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZread! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Пікірлер

    Келесі