President Visit to rairangpur | ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣ ଅଧିକ ଶୁଣୁଛନ୍ତି | Droupadi Murmu |Odia News
President Visit In Odisha|ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣ ଅଧିକ ଶୁଣୁଛନ୍ତି ଲୋକେ | Droupadi Murmu |Odia News
President Droupadi Murmu is scheduled to visit Odisha on May 4, 2023. Ahead of the President’s visit, the entire Mayurbhanj district is undergoing a complete makeover. Be it roads, schools or other infrastructure, the officials and other staff of various departments are not leaving any stone unturned to make the President’s stay a memorable experience.
#News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡିଶାର ନାମୀଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଓଡିଶାର ଛୋଟ ମୋଟ ଖ���ର ଆପଣ ପାଇଁ ପାରିବେ ଏହି ଚ୍ୟାନେଲ ମାଧ୍ୟମରେ
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe our channel to get latest news and updates tinyurl.com/y46bt2fm
Пікірлер: 476
ଏଭଳି ଜଣେ ନିରହଂକାରୀ ବ୍ୟକ୍ତିତ୍ୱ ଆମ ଜନ୍ମ ମାଟିର ଗର୍ବ..ପ୍ରଣାମ ଏଇ ମହାନ ମା ଙ୍କୁ
ମହାମହିମ ଙ୍କ ଓଡ଼ିଆ କଥା ଶୁଣି ସତରେ ବହୁତ ଖୁସି ଲାଗିଲା ଏବଂ ମୁଁ ଖୁସି ହୋଇଥାନ୍ତି ଯଦି ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏମିତି nonstop ଓଡ଼ିଆ କହିଥାନ୍ତେ।
@adityanayak91
Жыл бұрын
Se ta gaon ku electric nathila kn kahiba 😢
@sumitramalik2244
Жыл бұрын
ସତରେ ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ 🙏
@lokanathcreation
Жыл бұрын
@@adityanayak91 Mane kana..?
@lokanathcreation
Жыл бұрын
@@sumitramalik2244 Thank you.. 🙏
@BijaylaxmiOjha-gb9fy
Жыл бұрын
Ki ki ki na kn ko in❤
ଓଡ଼ିଶା ମାଟିର ଗର୍ବ ଗୌରବ ମହାମହିମ୍ନ ରାଷ୍ଟ୍ରପତି ଆପଣଙ୍କୁ ଶତ ପ୍ରଣାମ।
@HappyAnacondaSnake-mp4uz
5 ай бұрын
😊
@user-km4cx4pn5c
Ай бұрын
@@HappyAnacondaSnake-mp4uz❤
@OP-Mithun
Ай бұрын
❤Bb❤sb❤🎉 Jay Jagannath Swami Ganpati gane Jay Shri Ram Jay Shri Krishna Jay Mata pita❤ Rashtrapati mahan Mata Kumar pranam Jay Shri Ram Jay Shri Krishna Jay Radhe Radhe Jay Mata Jay pita❤🎉🎉❤
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ହେଉ ଯେହେତୁ ଗୋଟିଏ ନାରୀ ହୋଇ ନିଜ ଦୁଃଖ ଉଠାଇଛନ୍ତି। ଏବଂ ଆଜି ଲୋକ ଙ୍କ ସେବାରେ କାମ କରୁଛନ୍ତି ତେଣୁ କରି ଆପଣଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆର୍ଶୀବାଦ କରନ୍ତୁ ଆମେନ୍
😔ଗୋଟିଏ ସ୍ୱଚ୍ଛ ମନ ର ସ୍ଵଛ କାହାଣୀ...... ତାଙ୍କ ମନର କଥା କୁ ସେ ଖୋଲିକି କହିଦେଇଛନ୍ତି....... ଦ୍ରୌପଦୀ ମୁର୍ମୁ ଗୋଟିଏ ଆଇନା କହିଲେ କମ ହେବନି.... ସେ ଗୋଟେ ଖୋଲା ବହି.... ତାଙ୍କୁ mem ବଦଳରେ ମା କହିବାକୁ ଇଛାହୋଉଛି..... Love you..... Maa😊
@sabitanayak4716
Жыл бұрын
ହଁ ଭାଇ ଠିକ୍ କହିଲେ
ମହାମହିମ ରାଷ୍ଟ୍ରପତି ଙ୍କ ଅଭିଜ୍ଞତା ଏବଂ ମଣିଷ ଭଳି ମଣିଷ ହେବାପାଇଁ ମାର୍ଗ ଅଭିଭାଷଣ କୁ ଭକ୍ତିପୂତ ସମ୍ମାନ,, ଓଡିଶା ବାସୀ ଙ୍କ ପାଇଁ ପ୍ରେରଣା ର ଉତ୍ସ ହେଉ,,,
ଆପଣଙ୍କୁ ଦେଖିଲେ ଲାଗୁଛି ଏବେ ବି ସତ୍ଯ ରହିଛି 🙏🙏🙏
@saratchandramohapatra122
10 ай бұрын
Really a commendable speech. MAny hearty thanks.
ଭାଷା କହେ ହୃଦୟର କଥା 🙏 ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏 ବନ୍ଦେ ଉତ୍କଳଜନନୀ 🙏🙏
ଓଡ଼ିଆ ମାଟି ପାଇଁ ଆପଣ ଗର୍ବ ମା ❤
ମୁ 🙏ଜଣାଇ ଅନୁରୋଧ କରୁଛି ଆମ ଓଡିଶା ମାଟିରେ ମଦ ବିକ୍ରି ବନ୍ଦ କରିପାରିବେ ମୁ ଖୁସି ହେବି ଓଡିଶା ଖୁସିରେ ନାଚିବ
@gajarajbabu6771
Жыл бұрын
Miliba. Besi rate re miliba. Bihar ban kari fail maarichhi.
@PintuKumar-uh8tu
4 ай бұрын
@@gajarajbabu6771😂 hn ki ye shu bhu Chu CT ft ft ft ft ft ft bhu ft cc ft z Hu hu😮
ଆମ ମତିରୁ ଏକ ରାଷ୍ଟ୍ରପତି ବାଛିବା❤ ମୋଦି ଙ୍କ ଏହି କାମକୁ ଆମେ ଓଡିଶା ବାସି କେବେବି ଭୁଲିପରିବୁନୀ।
ସେ ହେଉଛନ୍ତି ଓଡ଼ିଆ ମାଟିର ଗର୍ବ ଓ ଗୌରବ ର ଉଦାହରଣ ❤
ଗୁରୁମା ଆପଣଙ୍କ ସହ ସାକ୍ଷାତକାର କରିବାକୁ ମୋ ଭିତରେ ଅନେକ ଅନେକ ଆଗ୍ରହ
❤ଆମ ଓଡିଶା ମା ମାଟି ଆଜି ଧନ୍ୟ ହୋଇଛି ମା ଆପଣଙ୍କୁ ପାଈ ।
ବହୁତ ଭଲ ଲାଗିଲା ରାଷ୍ଟ୍ରପତି ମୋହାଦୟା ଙ୍କୁ ମୋର ନମସ୍କାର
ମହାମହିମ ରାଷ୍ଟ୍ରପତିଙ୍କ ଚରଣରେ ଶତ ଶତ ପ୍ରଣାମ।❤️ ଆମେ ଭାରତ ବସୀ ଆପଣଙ୍କୁ ରାଷ୍ଟ୍ରପତି ଭାବରେ ପାଇକି ଗର୍ବ ଅନୁଭବ କରୁଅଛୁ 🙏
Bharatara rastrapati madam apananku koti koti pranam spanankara antarara swora sunile akhiru luha jhari pade aha anubhabi hi kebala hrudayangama karipare spritual speech realy true jay ma sarala jay jagannth
ମହାମହିମ ରାଷ୍ଟ୍ରପତିଙ୍କ ଆପଣା ଜନ୍ମ ମାଟି ର ଆକର୍ଷଣ, ଭାଷା, ଏହି ଅଞ୍ଚଳରେ ବିଗତ ସମୟରେ ଅନେକଙ୍କ ସହ ସ୍ନେହ ଓ ପବିତ୍ର ସମ୍ପର୍କ କୁ ନେଇ ଯେଉଁ ହ୍ରୃଦୟସ୍ପର୍ଶୀ ସମ୍ଭାଷଣ ଉପସ୍ଥାପନ କରି ଛନ୍ତି , ତାହା ପ୍ରକୃତରେ ଭାଷାରେ କିମ୍ବା ଲେଖାରେ ବର୍ଣନା କରିବା ସହଜ ନୁହେଁ । ଏସବୁ ଶୁଣିବା ବେଳେ ମା'ମାଟି ପ୍ରତି ମନରେ ଏକ ନୂତନ ଉନ୍ମାଦନା ଓ ପ୍ରେରଣା ଜାଗ୍ରତ ହେଉଛି । ଆମ ପରି ଏକ ଅବହେଳିତ ଅଞ୍ଚଳରୁ ଜଣେ ମହିଳା ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରି ଥିବାରୁ ଆମେ ଗର୍ବିତ ।
ମୋ ମା ଙ୍କ ପରୀ ମିଠା ମିଠା କଥା ଯେତେ ଶୁଣିଲେ ବି ବୋହୁତ ସୁନ୍ଦର ଲାଗୁଚି
ମା ଙ୍କୁ ମୋର namaskar🙏🙏
ସତରେ, ହୃଦୟସ୍ପର୍ଶୀ ❤🥺
ମହାମହିମ ରାଷ୍ଟ୍ରପତି ଙ୍କ ଓଡିଆ ଭାଷା ପ୍ରାଞ୍ଜଳ ଭାବେ ମଣିଷ ପରି ମଣିଷ ହେବା ଅଭିଭାଷଣ ଓଡିଶା ପାଇଁ ଏକ ଉଦାହରଣ କାରଣ -ଆମ ଓଡିଶା ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କ ମୂଖ ରୂ ଓଡିଆ ଭାଷା ଶୁଣିବାକୁ ଓଡିଶାବାସି ଅପେକ୍ଷା କରି ଦିନ ସରି ସରି ଯା ଉଛି ।ଜୟ ହିନ୍ଦୁ, ଜୟ ଶ୍ରୀ ରାମ
ଜୟ ଜଗନ୍ନାଥ 🙏🙏🙏 ଓଡିଶା ମାଟି ପାଇଁ ଆପଣ ଗୌରବ ଏବଂ ଆଦର୍ଶ ମା
ଜୟ ହିନ୍ଦ 🙏🇮🇳🙏🌹
Very Impressive 🎉
So nice teaching for your cooperation
ବହୁତ ବହୁତ ଖୁସି ଲଗୁଛି ଅଭିଭାଷଣ ମହିମା
ପ୍ରଣାମ ଜଣାଉଛି 🙏ରାଷ୍ଟ୍ରପତି କୁ
Honest simplicity we are proud
Heart touching speech ❤️ mam
Bowing my head to president of lndia for her great thinking for the people.Honarable president is an example of Odisha.India
ଅଭିଭାଷଣ ଶୁଣି ଆଖିରୁ ଲୁହ ଆସିଗଲା ମହାମହୀମ ! 🙏
Heart touching Feeling speech by president 🎉🎉
Thank you maa👃👃👃👃
Pranam ma'am 🙏 heart'touching words.... Great ma'am 🙏 mahamahim inspire for us..... proud of odisha empowerment 🙏🙏
I Am Proud Of You, Our President ❤❤❤❤
JAI JAGANNATH. With great regards to the Reverend First Lady of our Motherland.Her address to the gathering was very very heart touching.We are all thankful to her for the said address - indeed !
@LipiBiswal-tp8ke
Жыл бұрын
upip
@LipiBiswal-tp8ke
Жыл бұрын
ouqyoouyqo
Proud moment for odisha❤
Odisha matire garv gourav mahamahim Rashtrapati apananku shata pranam ❤🙏🌷⛳🙏
Thank you so much 🙏 mem golden opportunity....i salute you your simply honest humble 💖 speach....thank you so much aur president of india really i salute you
Obviously a unique president and unique speech. She deserves the appreciation
There is no word to say whose nature is so cool
Beautiful iodology speach.
Congratulations. My schooling at rairangpur girls high school. My mom was Mrs Eesther patra teacher that time. We are staying 10 years. I am proud for u.God bless u n be with you always.
Good speach
Bahut badhia speech by our respected ND beloved murmuji. Jai hind jai bharat
Maa pranam apana ta ananya apana ama savinkar gourab.apan pujaniya adarniya .🎉🎉🎉🎉🎉 🙏🙏🙏🙏🙏
I giving more respect's to the honourble precident of India.God bless to all
Great Mahiyasi women...🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏Sundar madhur binmarata maa🙏🙏🙏🙏🙏🙏🎉
Seriously heart touching speech, akhiru luha asigala Mam😭😭 🙏 thank you so much, ama odisha ra gouraba ,you're honourable Woman president in India Droupadi mam 🙏🙏🙏
ଆମ ଚୋର ନେତାମାନେ ଟିକେ ଏ ହୃଦୟର କଥା ଶୁଣନ୍ତୁ.
You are the great lady maa❤❤❤ .
🙏💐 Jay Jagannath 💐🙏Koti koti pranam 👏😊👏Om Shanti 🙏
MAAA 🙏🏼 ❤
Thank you ratraati maa
We are proud to be getting this type president. Very simple and open minded. And if she try to do some big industries in odisha in her period to give income source to odisha people, then people remember you long years
@BanabihariGhadei-sr7ob
9 ай бұрын
Pl L L
@monalisamohanty4754
8 ай бұрын
😢😢😢😢😢😢😢
Dhanyabad
We are proud of Mother, Jai Jagannath. Jai Hind.
A full of feeling speech which we all should realise.
DURYODHAN KHATUA HON'BLE MADAM PRESIDENT ! HON'BLE GOVERNOR ! HON'BLE MINISTERS AND OTHER HON'BLE GUESTS ! HEARTY CONGRATULATIONS FROM D.K.BHAKTI CHANNEL ! I WISH GOOD LUCK OF ALL ! BEAUTIFUL SPEECH ! JANANI JANMA BHUMI SCHHA SARGADAPI GARIYASI ! LORD JAGANNATH MAY BLESS YOU !
We R proud of you 🎉
Thank you odisha maa mati
U are an incredible president respected Draupadi Muru Garu ji🙏🙏💐💐🌼🌼🌹🌹😊😊
Johar sanamko ❤❤❤❤❤❤❤❤❤❤iam like this world president's
After listening all words i don't know why but my tear is come automatically 🙏🙏
very very good
Jai jagannath honeble president
ଆମକୁ ଗର୍ବ ଅନୁଭବ ହେଉଛି ଆପଣ ଙ୍କୁ ଦେଖିଲେ
ମହାମହିମ ରାଷ୍ଟ୍ରପତିଙ୍କ ଉ ଧନ୍ୟବାଦ
❤❤❤❤❤❤❤❤❤ Draupadi murmu mam💖💖💖💖💖
Mu ae dino ku wait karitili mam
Abhamanankar bhagya bhagababankara ashirbad Bharatara srethastanare ame Amara Matrubhasa shunibaku pauchhu
Rastrapati ji apananku mu Tikeswar Banchhor sat sat pranam karuchi jay hind jay bharat mata
This vdo deserve 10 billion like👍👍
ଆପଣଙ୍କ ଭାଷଣ ହୃଦୟ ସ୍ପର୍ଶି
Long live pratham sevak Droupadi ji Long live pradhan sevak Narendra ji Andhera dur kare antim sevak Alok ji
ଆମ ଓଡ଼ିଆ ମାଟିର ଗର୍ବି , ପ୍ରତିଭା , ଏବଂ ଗ୍ଉରବ ର କଥା । ମୁଁ ଏଥିପାଇଁ ଗର୍ଇତ ।
President Draupadi Murmu speak like Odisha Maa ❤ lots of love and respect 🙏🙏🙏
Heart touching Madam 🙏
ମାଆ ପରି ମାଆ ଟିଏ , ଦ୍ରୋପଦୀ ମୁର୍ମୁ । ଭାରତ ରେ ରାଷ୍ଟ୍ରପତି ହୋଇ ପାରିଲେ , ଭାରତବାସୀ ବହୁତ ଖୁସି ।ଯାହା ଭାରତର ମାଆ ଓ ମାଇସୀ , ଝିଅ ଓ ଭଊଣୀ ମାନେ ସୁରକ୍ଷିତ ରେ ରହିପାରିବେ ।
Hats off Mam...You are Inspiration for us... Inspiration for Every women 🙏👍
Thanks a lot mam for your beautiful spiritual wards in your speech Dhanyabad Jaya Jagannath
🙋♂️Proud of India 🌍🧘♀️🌏
Thank you. Drapati. Didi
ThanQ president of india says good news
Bohut❤❤❤❤❤ bohut ❤❤❤dhhanaybadhh❤❤❤❤❤❤
Beautiful spchi
Thanks maa om Santi.....!!
To express our gratitude to Sri Aurobindo we can do nothing better than to be a living demonstration of his teaching. --The Divine Mother
@SadhamBehra-ug3mk
8 ай бұрын
X
Proud moment for odisha
Mind blowing speech
Dhanya Prez Murmu ji Dhanyabad Murmu ji Zohar pratham nagarik ji Juhar pratham sevak ji
ଶବ୍ଦ ହଜିଗଲା 🙏❤
Madam Asesha ଧନ୍ୟବାଦ.apananku.🙏🙏
ହୃଦୟସ୍ପର୍ଶି ।🙏🙏🙏
ବହୁତ ଭଲ କଥା ମା
Maa,bhaktivara Pranam, Maa Apana Odisha ra baraputra Gopabandhu ,Madhubabu nkara upajukta dayada
Maa aaponku koti koti pranama🙏🙏🙏
ପ୍ରଣାମ। ପ୍ରଣାମ। ପ୍ରଣାମ। ହୃଦୟସ୍ପର୍ଶୀ ବକ୍ତବ୍ୟ
Namaskaar! Juhaar! Jananee Janmabhoomishcha Swargaadapi Gareeyasee.