ଦରମା ଟଙ୍କାରେ କଣ କରୁଛନ୍ତି ରାଷ୍ଟ୍ରପତି ? କହୁ କହୁ କହିଦେଲେ। President Droupadi Murmu on positive thoughts

ଦରମା ଟଙ୍କାରେ କଣ କରୁଛନ୍ତି ରାଷ୍ଟ୍ରପତି ? କହୁ କହୁ କହିଦେଲେ। President Droupadi Murmu on positive thoughts
#pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like Our Facebook Page
: / pratidinodisha
Subscribe To Our KZread Channel: / @pratidintvodisha
Subscribe To Our Hashtag Channel: / @hashtag6187

Пікірлер: 540

  • @user-cv5mv1wi5c
    @user-cv5mv1wi5c Жыл бұрын

    ଜଣେ ନିଚ୍ଛକ ମଣିଷ ର ସତ୍ୟ କାହାଣୀ କହିଲେ ଜଣେ ରାଷ୍ଟ୍ରପତି ତାଙ୍କ ଜୀବନ ର ମୂଲ୍ୟ ବୁଝିଛନ୍ତି ଆମେ ମାନେ ବୁଝିବା ଆବଶ୍ୟକ.... ସମସ୍ତେ ସାଧାରଣ ଜୀବନ ଅବଲମ୍ବନ କରିବା ଦରକାର.. ଏହା ଭାରତ ଦେବ ଭୂମି ରେ ସମ୍ଭବ 🚩🇮🇳🕉️🙏

  • @santosh34554

    @santosh34554

    Жыл бұрын

    Organic life. Chemical free life.

  • @mithunabhoi8732
    @mithunabhoi87323 ай бұрын

    ବହୁତ ସୁନ୍ଦର କଥା ମାଁ 🕉🕉🕉 ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଶ୍ରୀ ଶ୍ରୀକୃଷ୍ଣ ହେ ମହାପ୍ରଭୁ ଜୟ ଶ୍ରୀ ରାମ ହେ ମହାପ୍ରଭୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @sudhabcartoon
    @sudhabcartoon Жыл бұрын

    ରାଷ୍ଟ୍ରପତି ଙ୍କ କଥା ସୁଣି ମତେ ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ 🙏🙏🙏

  • @fakirmohansahoo2079
    @fakirmohansahoo2079 Жыл бұрын

    ଆପଣଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ ମ୍ୟାଡାମ୍, ଆପଣଙ୍କ ପାଇଁ ସତରେ ଓଡ଼ିଶା ଗର୍ବିତ,ଜୟ ଜଗନ୍ନାଥ 🙏🙏🙏

  • @SAGAR_SOREN-

    @SAGAR_SOREN-

    Жыл бұрын

    Balo manipur re kn chali chhi😢

  • @maheshachary2745

    @maheshachary2745

    Жыл бұрын

    ସେ କୁଶୀ ହେବେ

  • @JijikolSagoria

    @JijikolSagoria

    10 ай бұрын

  • @saraqueen0619
    @saraqueen0619 Жыл бұрын

    ଏ ହେଉଛନ୍ତି ସତରେ ଓଡ଼ିଆଣୀ 🙏, ସେ ଏତେ ବଡ଼ ପଦବୀ ବୋହିବା ସତ୍ୱେ ବି ମନରେ ଟିକେ ଗର୍ବ ନାହିଁ, ଆଉ ଓଡ଼ିଆ କହିବାରେ ଟିକେ ବି ତାଙ୍କୁ ଲଜ୍ଜିତ ମନେ ହେଉନାହିଁ, ଧନ୍ୟ ତୁମେ, ଏ ସମାଜ କୁ ଆପଣଙ୍କୁ ବହୁତ ଜ୍ଞାନ ଶିଖାଇବା ର ଅଛି 🙏🙏🙏🙏🙏🙏🙏

  • @busrakhatoon6479

    @busrakhatoon6479

    10 ай бұрын

    000000⁰000000000000000000000000000000000000000000000000000000000000000000000000⁰00⁰0⁰000000000000000000000000000000000000000000000000000⁰⁰00000000000000000000000000000000000000000000000000000000⁰00000000000⁰000000000000000000⁰00000000⁰000000000000000000⁰0000⁰⁰00⁰0000000000000000000000000000000000000000000000000000000000000000000000000000000000000000000000000000000000000000000000000⁰0000000000000000000000

  • @akshayasanjaycreations488
    @akshayasanjaycreations488 Жыл бұрын

    ଜୁହାର ନମସ୍କାର ରାଷ୍ଟ୍ରପତି ଦିଦି 🙏🙏🙏 ଆମ ଦେଶବାସୀଙ୍କୁ , ଓଡ଼ିଶା ବାସୀଙ୍କୁ ନିଶ୍ଚିତ ଭାବରେ ଭଲ କଥା କହିଛନ୍ତି । ଆପଣଙ୍କ ମତରେ ସମସ୍ତେ ଏଠି ସମ୍ମାନ ସହିତ ବଞ୍ଚିବେ , ସମାନ ଭାବରେ ବଞ୍ଚିବେ, Bharat Maata ki Jay 💓💓💓

  • @tapanrath9165
    @tapanrath9165 Жыл бұрын

    ବହୁତ ସୁନ୍ଦର କଥା। କିନ୍ତୁ ଆପଣ ରାଷ୍ଟ୍ରପତି ଭାବରେ ମଣିପୁର ପାଇଁ କଣ କରୁଛନ୍ତି? ମୋଦୀ ସରକାରର ଅପାରଗତା ପାଇଁ ଆପଣ କାହିଁକି ଚୁପ୍ ରହିଛନ୍ତି? ନାରୀ ମାନଙ୍କ ନିର୍ଯାତନା ପାଇଁ ଆପଣ କାହିଁକି ଚୁପ୍ ବସିଛନ୍ତି? ଧାର୍ମିକ ପ୍ରବଚନ ଆପଣଙ୍କ କାମ ନୁହେଁ। ପ୍ରଥମେ ରାଷ୍ଟ୍ର ପ୍ରତି ଆପଣଙ୍କ ଦାୟୀତ୍ଵ ନିଭାନ୍ତୁ। ଏହା ଆପଣଙ୍କ ଠାରୁ ଆଶା କରା ଯାଏ।

  • @gaganbeharibehera7121
    @gaganbeharibehera7121 Жыл бұрын

    ମହାମହିମ ରାଷ୍ଟ୍ରପତି କଟକ ଆସି ଓଡ଼ିଶାର ଜନସାଧାରଣଙ୍କ ମନମୋହିନେଲେ ମହୋଦୟାଙ୍କୁ ମୋର ବିନମ୍ର ଅନୁରୋଧ ମଣିପୁରକୁ ରକ୍ଷା କରନ୍ତୁ

  • @happylucky4839

    @happylucky4839

    Жыл бұрын

    Ebe pm ra kama se na parile president

  • @GD1234jjk

    @GD1234jjk

    Жыл бұрын

    😮PM achi Bhai pm ନ ପାରିଲେ president ବୁଝିବ

  • @manasranjanpublictv8136

    @manasranjanpublictv8136

    Жыл бұрын

    1:17

  • @bismayakhilar3526
    @bismayakhilar3526 Жыл бұрын

    ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ, ଆମ ରାଷ୍ଟ୍ର ମୁଖ୍ୟ ବହୁତ ସୁନ୍ଦର କଥା କହିଲେ।

  • @sukultudu137

    @sukultudu137

    Жыл бұрын

    ବାରହମଣ ମୁଖରୁ ଜନ୍ମ ହେଲେ ବିଆରୁ ନୁହେଁ ଅନଧ ଭକ୍ତ ର ଶିକ୍ଷା ମୁସଲମାନ କେଉଠୁ ଜନ୍ମ ହେଲେ ବିଆରୁ❤❤❤

  • @santosh34554

    @santosh34554

    Жыл бұрын

    Sobutharu dourbhagya bhasa odia

  • @jagatjeevan2049

    @jagatjeevan2049

    Жыл бұрын

    ​@@sukultudu137I know you are just a crypto Christian. And rice bag convert

  • @AjayKumar-rr2mv
    @AjayKumar-rr2mv Жыл бұрын

    ମହାମହିମ ଯାହା ନୀତିବାଣୀ ହିତାଉପଦେଶ ଦେଲେ ପ୍ରଶଂସା ଯୋଗ୍ୟ ହେଲେ ଯେଉଁଠି ରାଷ୍ଟ୍ରପତି ଙ୍କ ପ୍ରମୁଖ ଭୂମିକା ନେଲେ ଗୋଟେ ରାଜ୍ୟ ରେ ଶାନ୍ତି ଫେରିବ, ଅନେକ ସଂସାର ଉଜୁଡିବାରୁ ବଞ୍ଚିଯିବି ଅନେକ ନାରୀଙ୍କୁ ଇଜ଼ତ ବଂଚିବ ସେଠି କିଛି କରନ୍ତୁ, ଦଳୀୟ ସ୍ୱାର୍ଥ କୁ ଉପରକୁ ଉଠି କିଛି କରନ୍ତୁ ଯାହାକୁ ନେଇ ଆମେ ଗର୍ବ ଅନୁଭବ କରିବୁ

  • @aratipradhan3724

    @aratipradhan3724

    Жыл бұрын

    😊

  • @sarojmahanty6319

    @sarojmahanty6319

    Жыл бұрын

    Yes

  • @pitamberhembram7909

    @pitamberhembram7909

    Жыл бұрын

    Kichi koribeni,se amo ga matiro ame janichu....

  • @snschemistry9028

    @snschemistry9028

    Жыл бұрын

    U r absolutely right 👍

  • @swayamsiddhakhuntia6454

    @swayamsiddhakhuntia6454

    Жыл бұрын

    Thank you my dear droupadi didi😅😅😅

  • @bishnuprasadpanigrahi4238
    @bishnuprasadpanigrahi4238 Жыл бұрын

    ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଅସାଧାରଣ ଆଧ୍ୟାତ୍ମିକ ମହାତ୍ମ୍ୟ ରହିଛି 🙏!...

  • @user-fh5jm3by3h
    @user-fh5jm3by3h3 ай бұрын

    ଶତ ପ୍ରତିଶତ ସଠିକ କଥା କାହିଛନ୍ତି ଆଜିର ବୃଦ୍ଧ ବାପା ମାଆଙ୍କ ସ୍ଥାନ ବୃଦ୍ଧାଶ୍ରମ

  • @durbasasahu6481
    @durbasasahu6481 Жыл бұрын

    ବଡ ଲୋକଙ୍କ ବାଣୀ ରେ କିଛି unique ଜିଣିଷ ହିଁ ରହିଥାଏ , ତାହା ଜଣେ layman ବୁଝିବା ନିଶ୍ଚିତ କଷ୍ଟକର । ପ୍ରକୃତ ରେ ଆମ ଦେଶର ରାଷ୍ଟ୍ରପତି ଆଜି ତାହାର ଏକ extremely example. ,🙏

  • @hemantakumar9510
    @hemantakumar9510 Жыл бұрын

    ବହୁତ ଭଲ ନୀତିବାଣୀ ମହାମହିମଙ୍କର. ମାତ୍ର ଓଡିଶାକୁ ନବୀନ ଓ ପାଣ୍ଡିଆନ ଠାରୁ ଦୁରେଇ ରଖନ୍ତୁ

  • @soumyaranjanmohapatra1829

    @soumyaranjanmohapatra1829

    Жыл бұрын

    Naveen tanka bhai

  • @tapankumardas8427

    @tapankumardas8427

    Жыл бұрын

    ଆଉ ଭାରତରେ ଯାହା ହେଉଛି। ତାକୁ ଇଜ୍ଜତ ଏବଂ ନ୍ୟାୟ ଧର୍ମ ଭାବରେ ସହିଯାଅ। ନାରୀଙ୍କୁ ଲଙ୍ଗଳା କରି ବୁଳଲାଇବା ଏବଂ ବିହାର ପ୍ରଦେଶରେ ସାଧାରଣ ଜନତାଙ୍କୁ ଗୁଳି କରି ପୋଲିସ୍ ହତ୍ଯା କରିବା ଏବଂ କୃଷକମାନଙ୍କୁ ଟ୍ରାକ୍ଟର ଚଢ଼ାଇ ମାରିବା। ଏସବୁ ସମ୍ବିଧାନର ନିୟମ ବା ଆଇନ୍ କାନୁନ ଅଟେ। ବାଃ ରେ ମୋଦି ଭକ୍ତ ତୋର ଦେଶ ପ୍ରେମ!!!!!

  • @soumyaranjanmohapatra1829

    @soumyaranjanmohapatra1829

    Жыл бұрын

    @@tapankumardas8427 haha right bro

  • @rohitabisoyi1703

    @rohitabisoyi1703

    3 ай бұрын

    A mane kana sikhichanti bhai khali apana Mane khusita🙏Jay jagannath

  • @rajendrapradhan2604
    @rajendrapradhan2604 Жыл бұрын

    Odisha re କିଛି କମ୍ପନି କରନ୍ତୁ ଓଡିଶା ଭଲ ରେ ଆଗୋକୁ ଜିବୋ ଏବେ ଟାଇମ୍ ଅଛି ଆପଣଙ୍କୁ ଅନୁରୋଧ କରୁଛି ଜୟ ଜଗନ୍ନାଥ

  • @damargond4102
    @damargond41023 ай бұрын

    ରାଷ୍ଟ୍ରପତି ଙ୍କ କଥା ସୁଣି ମତେ ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ 🙏🙏🙏🙏🙏🙏🙏

  • @chinmayjena3788
    @chinmayjena3788 Жыл бұрын

    ସତରେ ମା ଆପଣ ମହାନ. ଆପଣଙ୍କ କଥାରେ ମିଠା ପଣ ଦେଖି ନିଜକୁ ଗର୍ବ ଲାଗୁଚି ଯେ ଆମେ ଓଡ଼ିଆ 🙏🙏🙏❤❤❤

  • @chitaranjansahu1199
    @chitaranjansahu1199 Жыл бұрын

    ରାଷ୍ଟ୍ରପତି ମଧ୍ୟରୁ ଜଣେ ଥିଲେ a.p.j Abdul Kalam ଏବଂ ଏବେ droupati murmu ଯିଏକି ଅତି ସରଳ ଓ ନିରାଡାମ୍ବର ଜୀବନ ଯାପନ କରୁଛନ୍ତି ମନରେ ଟିକେବି ଗର୍ବ କି ଅହଙ୍କାର ନାହିଁ

  • @ashirbadmohanty3250

    @ashirbadmohanty3250

    Жыл бұрын

    No comparison with Dr. A.P.J ABDUL KALAM.❤❤❤

  • @SD-wo3pm
    @SD-wo3pm Жыл бұрын

    ଆମ ରାଷ୍ଟ୍ରପତି ଆମ ସ୍ବାଭିମାନ 🙏

  • @ranjankumargiri9618
    @ranjankumargiri9618 Жыл бұрын

    ଖାଲି ଭାଷଣ ମାରିଲେ ହବନି କରି ଦେଖାଇବାକୁ ହେବ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଭାରତର କେତେ ଗରିବ ଲୋକ ନିଶା ଖାଇ ଗୁଟକା ଖାଇ ରୋଗା କ୍ରାନ୍ତ ହେଉଛନ୍ତି ଆଉ ମରୁଛନ୍ତି ବରଂ ଜେଲରେ ସେମାନେ ଭଲରେ ଅଛନ୍ତି

  • @saivlog8760
    @saivlog8760 Жыл бұрын

    ମହାମହିମି ରାଷ୍ଟ୍ରପତି ଙ୍କୁ ମୋର ହୃଦୟ ରୁ ❤କୋଟି ପ୍ରଣାମ 😢

  • @prasannaparhi2875
    @prasannaparhi2875 Жыл бұрын

    ସୁନ୍ଦର ଭାଷଣ

  • @prabhatabehera9315
    @prabhatabehera9315 Жыл бұрын

    ଦ୍ରୌପଦୀ ମୁର୍ମୁ ମାମ ଙ୍କୁ ମୋର କୋଟି କୋଟି ପ୍ରଣାମ,ଓଡ଼ିଶାର ସବୁ ଜିଲ୍ଲା କୁ ଆସି ବୁଲିକି ଯାଆନ୍ତୁ ଆଉ ଓଡ଼ିଶା ର ଗରିବ ଲୋକଙ୍କ ଦୁଃଖକୁ ଦୂର କରନ୍ତୁ, ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ,ଜୟ ବଜରଙ୍ଗ ବାଲି ଜୟ

  • @RankanathaBadajena-wq8uv
    @RankanathaBadajena-wq8uvАй бұрын

    ଆମ ଓଡ଼ିଶା ର ପ୍ରକୃତ ରେ ମା ଦୌପ୍ରଦି ମୁର୍ମୁ ଆମ ଭାରତ ର ରାଷ୍ଟ୍ରପତି।ଆମ ର ଗର୍ବ ଆଉ ଗୌରବ।ଜୟ ହିନ୍ଦୀ।

  • @neverevergiveup674
    @neverevergiveup674 Жыл бұрын

    I am A Odia & I proud to be an Odian For Our President Srimati Droupadi Murmu Mam ❤️❤️❤️❤️🇮🇳🇮🇳🙏🙏🙏

  • @JRD569

    @JRD569

    Жыл бұрын

    Acha

  • @jashodamahananda
    @jashodamahananda Жыл бұрын

    ମା ଆପଣଙ୍କୁ ପ୍ରଣିପାତ ଧନ୍ୟହୋଇଗଲୁ ଆମେ ଓଡିଆ ଲୋକ ବନ୍ଦେ ମାତରଂ

  • @adhirasethy9295
    @adhirasethy9295 Жыл бұрын

    🙏🎉ମା ଜୟ ଜଗନ୍ନାଥ

  • @purnachandrabehera8602
    @purnachandrabehera8602 Жыл бұрын

    Bande Utkal janani 🇮🇳🇮🇳🇮🇳🇮🇳 Mam salute you to indian 1st women to Odisha president(Jay Jaganatha)

  • @dipuradipali7348
    @dipuradipali7348 Жыл бұрын

    ଆପଣଙ୍କୁ ହୃଦୟରୁ ଧନ୍ୟବାଦ ମାଡାମ 🙏🏼🙏🏼🙏🏼

  • @PrabhatRanjanSatapathy7229
    @PrabhatRanjanSatapathy7229 Жыл бұрын

    ଶୁ ପ୍ରଭାତ, ମାନନୀୟ ସନ୍ମାନିୟ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଜୀ ଏବଂ ଉପସ୍ଥିତ୍ତ ସମସ୍ତ ସଂମାନୀୟ ତଥା ଶ୍ରଧ୍ୟୟ ଉପସ୍ଥିତ ମଣ୍ଡଳୀ...

  • @rameshmalikeducationacadem9697
    @rameshmalikeducationacadem9697 Жыл бұрын

    ପରିବାରର ସଂସ୍କାର ଆଉ ସୁଶିକ୍ଷା ଦିକ୍ଷାର ପ୍ରଭାଵ ପାଇଁ ଆପଣ ଅଜି ଏତେବଡ ପଦବୀର ଅଧିକାରୀଣି ହୋଇପାରିଛନ୍ତି . ଆପଣଙ୍କ ବାର୍ତ୍ତା କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ହେବ . ଜୟ ହିନ୍ଦ୍ 🙏🙏🙏🙏🙏

  • @roshnisahoo778
    @roshnisahoo778 Жыл бұрын

    Om shanti ❤

  • @sabitakhila6588
    @sabitakhila6588 Жыл бұрын

    Omm ଶାନ୍ତି 🙏🏼🙏🏼

  • @akshyakumarmishra2703
    @akshyakumarmishra2703 Жыл бұрын

    ଯୟ ଓଡିଶା ଜୟ ଉକକ୍ତଳଜନି

  • @a15laxmipingua43
    @a15laxmipingua43 Жыл бұрын

    ଆମ ରାଷ୍ଟ୍ରପତି ଙ୍କ ପ୍ରବଚନ ସୁଣିକି ବହୁତ ଖୁସି ଲାଗିଲା ଆଉ ଗୋଟିଏ କଥା ତାଙ୍କର ଗର୍ଭ ଅହଙ୍କାର ନାହିଁ ସବୁବେଳେ ଖୋଲା ମନ

  • @bhagabanpradhan7500
    @bhagabanpradhan7500 Жыл бұрын

    ଦେଶର ମହାମହିମ ରାଷ୍ଟ୍ରପତିଙ୍କ ହୃଦୟସ୍ପର୍ଶୀ ଉପଦେଶ ଭାଷଣ ଜୟ ଜଗନ୍ନାଥ

  • @kabitasahoo8385
    @kabitasahoo8385 Жыл бұрын

    🙏👍❤️ excellent speech, Mrs Murmu. I love you. God bless you and keep you healthy 🙏.

  • @duryodhanmahanand6581
    @duryodhanmahanand6581 Жыл бұрын

    Very nice spiritual speech from our president .

  • @gagankumargiri7293
    @gagankumargiri7293 Жыл бұрын

    Down to earth our beloved president ❤️❤️❤️

  • @animeshpatra9669
    @animeshpatra9669 Жыл бұрын

    100% true.we have to accept it with no doubt.

  • @bidyutprabhamahanta4686
    @bidyutprabhamahanta4686 Жыл бұрын

    ରାଷ୍ଟ୍ରପତି ମୋହଦୟ ଆପଣାଙ୍କ କଥା ଚିରସ୍ମରଣିୟ ହୋଇ ରହିବ 🙏🙏🙏🙏🙏

  • @nabinchandramajhi2703
    @nabinchandramajhi2703 Жыл бұрын

    I am So Proud of Our President of INDIA, and really salut you Ma'am. As well as your proverbs are so Deep, Meaningfull and Tangible, Peace be upon you.... 🙏🙏

  • @shubhasmitagadapalla5357
    @shubhasmitagadapalla5357 Жыл бұрын

    ❤❤❤ ବହୁତ୍ ସୁନ୍ଦର୍

  • @bholeswarbehera5194
    @bholeswarbehera5194 Жыл бұрын

    I really love this special speech mam ... And really proud to you for honorable president belong to our odisha...

  • @Roseshrt_024
    @Roseshrt_024 Жыл бұрын

    Bahut sundar tako ❤️ &kathabarta🙏🙏🙏

  • @madhumitamaity3798
    @madhumitamaity3798 Жыл бұрын

    I pay my deep debt of gratitude to our honourable president Draupadi ma'am. She is from our district. And we are extremely proud for her.

  • @aratipradhan3724

    @aratipradhan3724

    Жыл бұрын

    🎉😊😊😊😊😊😊😊😊😊😊😊😊😊😊😊

  • @santosh34554

    @santosh34554

    Жыл бұрын

    From your district so you are proud. Otherwise not proud

  • @manaskhatua5965
    @manaskhatua596510 ай бұрын

    She is an inspiration for people of Odisha as well as India in teaching many lessons of life.

  • @rajudasbaburaju24
    @rajudasbaburaju24 Жыл бұрын

    Very down to earth 🙏 God always with you madam

  • @ranjanaditya8945
    @ranjanaditya8945 Жыл бұрын

    Great personality .... Great philosophy....

  • @hkmishramishra851
    @hkmishramishra851 Жыл бұрын

    Draupadi Maa Kotipranam🙏

  • @madhuofficial8201
    @madhuofficial8201 Жыл бұрын

    ବୟସ ଥିଲା ବେଳେ ବଡ ବଡ............

  • @k-adicomedy8266
    @k-adicomedy8266 Жыл бұрын

    Bahut sundar nitibani... Ete bada postre thai bi manare tkie hele bi garba nahi❤❤❤❤❤❤

  • @LambodarLDB
    @LambodarLDB Жыл бұрын

    ମହାମହିମ ଭାରତର ରାଷ୍ଟ୍ରପତି ମୋହଦାୟା ଏହି ଛୋଟିଆ କଳାକାରର, କୋଟିକୋଟି ପ୍ରଣାମ, ଏହି ଭାରତ ବର୍ଷର ଦୁଃକଖୀ କଳାକାରଙ୍କର ଅଭାବ ଓ ଅନାଟନରେ ଜୀବନ ବିତାଉ ଥିବା ଦୁଃଖ ଦୂର କରିବାପାଇଁ ବିନମ୍ର ନିବେଦନ!ଏବଂ ଆପଣଂକୁ ପ୍ରଭୁ ଜଗନ୍ନାଥ ମଙ୍ଗଳ କରନ୍ତୁ "ମୁ ଆପଣଙ୍କ ର ଭାଷଣ ଶୁଣି ବା,,ପରେ ତାହାମୁଁଭାଷାରେ ବର୍ଣ୍ଣନା କରିପାରୁନି ଅନେକ ଧନ୍ୟବାଦ!ଜୟ ଜଗନ୍ନାଥ!

  • @fakirabhuyan8538
    @fakirabhuyan8538 Жыл бұрын

    Great madam🎉🎉 yoar speech thanks 👍 for sopprt all Right this

  • @gobardhanswain1985
    @gobardhanswain1985 Жыл бұрын

    ଅତି ସୁନ୍ଦର ଲାଗିଲା ମୋଅ ତରଫରୁ କୋଟ୍ଟି କୋଟ୍ଟି 🙏 🙏 🙏 💐 🥰 🥰 ଜୟଜଗନ୍ନାଥ

  • @ramakrishnasmart4479
    @ramakrishnasmart4479 Жыл бұрын

    Great speech mam ji I m very inspiring of your valuable words it's touching to herat 🎉🎉🎉

  • @user-cw9gp5ty9f
    @user-cw9gp5ty9f Жыл бұрын

    The speech delivered by our President D.Murmu bears Practical philosophy of life.Really the life is like an onion.Her speech is only an outcome of her self introspection .

  • @rojalinibehera016
    @rojalinibehera016 Жыл бұрын

    I love your sppech Draupadi mam,your sppech ar ❤tauching,apanka vavana jaha samastanka vabana seya huanta hele odisare kebe bi garib ruhanteni ,I pray lord of Jagannath apanku sabubele valare rakhantu.n Anya Mane apanka sppech ru kichhi sikhantu.

  • @lipunsahu2127
    @lipunsahu2127 Жыл бұрын

    Maha mahima nku mara koti koti praname 🙏🙏🙏

  • @ranjansahoo5563
    @ranjansahoo5563 Жыл бұрын

    I love you ଦ୍ରୋପଦୀ ମା ଓଡିଶା ପାଇଁ ଆପଣ ପେରଣା 🙏🙏🙏🙏

  • @srinathmishra649
    @srinathmishra649 Жыл бұрын

    My salute to this great personality.

  • @SAROJKRISHNASHADANGI
    @SAROJKRISHNASHADANGI Жыл бұрын

    Bahut sundar bhasana

  • @brjcreatives3770
    @brjcreatives3770 Жыл бұрын

    ❤❤❤❤❤🙏🙏🙏🙏🙏🙏🙏🙏 ବହୁତ ସୁନ୍ଦର ସନ୍ଦେଶ

  • @brajakishormajhi2324
    @brajakishormajhi2324 Жыл бұрын

    Aap ki choronome koti koti pranam 🙏🙏🙏🙏

  • @pramodbisoyi3332
    @pramodbisoyi3332 Жыл бұрын

    ଏ ଓଡିଶା କୁ ନବୀନା ଓ ପାଣ୍ଡିଆନ ଠାରୁ ବଞ୍ଚାନ୍ତୁ.....

  • @ashishashishmalik7475

    @ashishashishmalik7475

    Жыл бұрын

    Right bro🤜

  • @harekrushnapagal1405
    @harekrushnapagal1405 Жыл бұрын

    ସାରା ଭାରତୀୟ ହିନ୍ଦୁସ୍ତାନୀ ଉଲକି ବୁଝ ଭାରତ ମାତା କୁଳରେ ଏବେ ଯେଉଁ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD ହେ।ଇ ମାନବିୟ ଲିଳା କରୁଛନ୍ତି ନିଜ ସ୍ଵର୍ଥ କୁ ବଳୀଦେଇ ସେମାନେ ହେଲେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଓ ମା ଦୈପଦୀ ସୁଭଦ୍ରା ସେଥିପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ ଏମାନଙ୍କ ସାଥେ ସଵୁଵେଳେ ରୁହ ଭାରତ ମାତା କୁ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ସକଳ ଜୀଵ ଜଗତ ପ୍ରତି ଦୟା ଅହିଂସା ସକଳ ମାନବ ଜାତୀ କୁ ସାରା ବିଶ୍ବ କୁ ଶାନ୍ତି ରେ ସୁରକ୍ଷା ରେ ରଖ ନହେଲେ କଳ୍କୀ ମହା ବିନାଶ ଅତି ସିଘ୍ର ଆସୁଛି ସବୁ ମେଛ ଅସୁର ବିନାଶ ହେଵେ ପୃଥିବୀ ର ଧର୍ମ ର ଜୟ ଜଗନ୍ନାଥ ହେବ ସଭିଏଁ ଶତ୍ୟ ଶାନ୍ତି ଦୟା ଅହିଂସା ରେ ଥୀବା ସାଧୁ ସନ୍ଥ ସନ୍ନ୍ୟାସୀ ମହାପୁରୁଷ ମାନେ ରହିବେ ରାମରାଜ୍ୟ ପ୍ରତିଷ୍ଠା ହେବ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ

  • @bhagabanpradhan7500
    @bhagabanpradhan7500 Жыл бұрын

    Heart touching Speech Jay maa Tareni

  • @saurabhastravelvlog8088
    @saurabhastravelvlog8088 Жыл бұрын

    We all are proud for our president 🙏

  • @143Susanta
    @143Susanta Жыл бұрын

    ହେ ମହା ମହିମ ଏତିକି ଅନୁରୋଧ କରୁଛି ଆପଣଙ୍କର ସାସନ ମଣିପୁର ରେ ଆରମ୍ଭ କରନ୍ତୁ ଆମର ଭାରତୀୟ ଙ୍କୁ ଉଦ୍ଧାର କରନ୍ତୁ

  • @rakhipurnima707

    @rakhipurnima707

    Жыл бұрын

    Hebo re Bhai chinta karani ... Mouna au dharjya re jou Asimo Shakti achhi Taha samaya kahibo ... Biswas Kara ... Prabhunku kebala prarthana karo ... He Ishwar He parampita parameshwar he prabhu Krupa karo karuna karo ... Manipur re Shanti feriasu ... Etiki hi prarthana Jay Jagannath 🙏🙏🙏

  • @sanumahunta8883
    @sanumahunta8883 Жыл бұрын

    Jay jagannath swami nayan patha gami vaba tume🙏🙏🙏🙏🙏

  • @sarojsahu539
    @sarojsahu53911 ай бұрын

    Jai Mata Di..Pranama Madam Ji

  • @harapriyapratihari9916
    @harapriyapratihari9916 Жыл бұрын

    ଆପଣ ଙ୍କୁ ଅନେକ ଅନେକ ଶୁଭେଚ୍ଛା, ବହୁତ କଷ୍ଟ କରି ଆପଣ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି ଆପଣ ଙ୍କୁ ନେଇ ଆମେ ଗର୍ବିତ କିନ୍ତୁ ଦୁଃଖର ବିଷୟ ଆପଣ ଜଣେ ମହିଳା ଆଜି ମଣିପୁର ର ଯାହା ଅବସ୍ଥା!! ସେ ସ୍ଥାନ କୁ ଆପଣ ଯାଇଥିଲେ ମୁଁ ଭାବୁଛି ଅଧିକ ଆବଶ୍ୟକ ଥିଲା ଥିରେ ଭାବି ଦେଖନ୍ତୁ ତ??? ଦେଶର ଯାହା ଅବସ୍ଥା ତାହା ଚିନ୍ତା ର ବିଷୟ।

  • @lifeislovebele...4934
    @lifeislovebele...4934 Жыл бұрын

    Koti koti pranam maha mahim ..mam apananka bhali kehi hebeni ...tamaku aneka Dhanya bad

  • @stutipragyanshreebiswal66
    @stutipragyanshreebiswal66 Жыл бұрын

    ସତ କଥା ମାଆ ଆପଣଙ୍କ କଥା ର ଯଥାର୍ଥ ବହୁତ,ଆପଣ ହେଉଛନ୍ତି ସମସ୍ତଙ୍କର ଅନୁପ୍ରେରଣା, ଆମେ ଓଡ଼ିଶାବାସୀ ଆପଣଙ୍କ ପାଇଁ ଧନ୍ୟ,ପଙ୍କ ରୁ ଯେପରି ଆପଣ ପଦ୍ମ ହୋଇ ବିକଶିତ, ଆପଣଙ୍କ ପାଇଁ ଏ ଓଡ଼ିଶା, ସବ୍ରତ୍ର ଗର୍ବିତ। ଆପଣ ମହାନ୍ ପଦବୀ ରେ ଥାଇ ମଧ୍ୟ ସମସ୍ତଙ୍କର ମନର କଥାକୁ ବୁଝିପାରନ୍ତି,ନିଜର ଅତୀତର କଷ୍ଟପରି ସବୁ ବୁଝି ପାରନ୍ତି, ଆପଣଙ୍କ ପିତାମାତା, ଗାଁ ଆପଣଙ୍କ ଭଳି ମହିୟସୀ କନ୍ୟା ପାଇଁ ଧନ୍ୟ, ଧନ୍ୟବାଦ ମା' । ଆପଣ ଏମିତି ସର୍ବଦା ସମସ୍ତଙ୍କର ଦୁଃଖକୁ ବୁଝନ୍ତୁ ଓ ପ୍ରେରଣା ହୁଅନ୍ତୁ, ସୁସ୍ଥ ରୁହନ୍ତୁ।❤️🙏❣️

  • @sibaprasadpatra4402
    @sibaprasadpatra4402 Жыл бұрын

    Madam, THE GREAT, THE GREAT, THE GREAT. 🙏🙏🙏.

  • @dipudeepakcreation
    @dipudeepakcreation Жыл бұрын

    Our country Lady Fighter Mahamahim Draupadi Murmu is great... Salute... always Respect.

  • @mrarun4559
    @mrarun4559 Жыл бұрын

    Khub sundor 👍

  • @jyotirajrout3009
    @jyotirajrout3009 Жыл бұрын

    Bahut sundar

  • @arjun_style_boy
    @arjun_style_boy Жыл бұрын

    Manishara hurdaya katha jea kahi paranti tanku hi great kuha jaye ❤❤❤❤❤ love you so much

  • @dhabaleswarsamal8002
    @dhabaleswarsamal8002 Жыл бұрын

    Nice Advice 🙏🙏🙏

  • @dubrajhembrem5943
    @dubrajhembrem5943 Жыл бұрын

    Honorable president her thinking is great.❤❤❤

  • @ChandanP503
    @ChandanP503 Жыл бұрын

    Mam pls look manipur matter its urgent for nation

  • @hatiathakura5897
    @hatiathakura5897 Жыл бұрын

    Dhanyabad madam

  • @Jena__vlogs__1__7879
    @Jena__vlogs__1__7879 Жыл бұрын

    Madam namaskar 🙏🙏🙏🙏apana thiki katha kahichhanti jay jagannath maa nku sabubele bhala re rakhithantu🙏🙏🙏🙏💐💐💐💐💐💐💐

  • @riteshlenka3785
    @riteshlenka3785 Жыл бұрын

    A bhali katha sunibaku bahut bhalalage, Jay Jagannath Mam.

  • @shubhasmitagadapalla5357
    @shubhasmitagadapalla5357 Жыл бұрын

    ମାଆ ସାରା ଦେଶକୁ ନିଶାରୁ ମୁକ୍ତି ପାଇବାକୁ କଣ ପଦକ୍ଷେପ ଗ୍ରହଣ କରିବେ।

  • @bibhuprasaddash2933
    @bibhuprasaddash2933 Жыл бұрын

    ଆପଣ ମହାନ୍ ଚିର ବନ୍ଦିତା ଚିର ଆଦର୍ଶ,🙏🙏🙏

  • @p.sentertainment.4604
    @p.sentertainment.4604 Жыл бұрын

    ମାଆ 🙏🙏

  • @ChhabilaMunda
    @ChhabilaMunda Жыл бұрын

    ଆପଣଙ୍କ କଥା ପୂରା 100% ସତ ମେଡମ୍ ଜୟ ଜଗନ୍ନାଥ 🙏 ଆପଣ ସଦା ସର୍ବଦା ଭଲରେ ରହି ଥାନ୍ତୁ 🙏 ଏହା ପ୍ରଭୁଙ୍କ ପାଖରେ କାମନା

  • @geetanjaliacharya6079
    @geetanjaliacharya6079 Жыл бұрын

    Jay hind ma'am 🙏🏻 🇮🇳 God bless you to your family ma'am 🙏🏻

  • @dilseindian1077
    @dilseindian1077 Жыл бұрын

    The speech is so connecting so captivating indeed 👌❤️👌

  • @chinmaynaik3505
    @chinmaynaik3505 Жыл бұрын

    Very nice spiritual sppech from our president 🙏🙏🙏

  • @kanhubehera4592
    @kanhubehera4592 Жыл бұрын

    Jai jagannath 🙏♥️♥️♥️♥️

  • @subaschandrabehara8967
    @subaschandrabehara8967 Жыл бұрын

    Great mama 🙏🙏🙏 Jay Jagannath 🙏🙏🙏

  • @ramakrushnadas5453
    @ramakrushnadas5453 Жыл бұрын

    Undoubtedly this speech is Hart touching. Koti koti pranam Ma'am 🙏🙏🙏🙏

  • @jagabandhugiri6980
    @jagabandhugiri6980 Жыл бұрын

    Jay Hind vande Mataram Bharat Mata ki Jay Bharat 🇮🇳🇮🇳🇮🇳🇮🇳🇮🇳🇮🇳🇮🇳👍👍💓

  • @chittaranjanjenajaga3271
    @chittaranjanjenajaga3271 Жыл бұрын

    Such may rastrapati mahan Jay vharat

  • @sitendas5609
    @sitendas5609 Жыл бұрын

    I am A ଓଡ଼ିଆ I Proud ଏନ୍ ଓଡ଼ିଆ President SMT DROUPADI MURMU Mam,God bless You Always thank You, ଜୟ Jagannath

  • @sadhulal
    @sadhulal Жыл бұрын

    JAY JOHAR

  • @user-tr3bj5km4p
    @user-tr3bj5km4p4 ай бұрын

    Honourable president Mam first convey my heartiest prannam to you. Actually you are so right. Your advice is also very most important for our upcoming futures. Your every speech is also very real and good our listening every odiya members. Thank you so much. much ..

Келесі