ଇତିଙ୍କ ଆଳାପ: ଡ଼ ଇତିରାଣୀ ସାମନ୍ତଙ୍କ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର || Itinka Alapa

This episode was shoot on 28th may 2019 at Jharkhand when Honourable president of India Smt. Droupadi Murmu served as Honourable Governor of Jharkhand.
Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We always believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
KZread: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#DroupadiMurmu #ItiRaniSamanta #KalingaTV

Пікірлер: 995

  • @manasiranjita
    @manasiranjita Жыл бұрын

    ଆପଣଙ୍କ ପ୍ରତି କଥା ପ୍ରତଟି ଶବ୍ଦ ହୃଦୟ ସ୍ପର୍ଶୀ ଶିକ୍ଷଣୀୟ ।🙏

  • @adumallick2027
    @adumallick20272 жыл бұрын

    ଚିର ସ୍ମରଣୀୟ କଥୋପକଥନ ପାଇଁ ଦୁହିଁଙ୍କୁ ଧନ୍ଯବାଦ

  • @rasmitajena8275
    @rasmitajena8275 Жыл бұрын

    ଆପଣଙ୍କ କଥା ଶୁଣି ବହୁତ ଖୁସି ଲାଗିଲା ଆପଣଙ୍କୁ ନେଇ ଗର୍ବ କରିବା ଉଚିତ ଜଣେ ରାଷ୍ଟ୍ରପତି ହୋଇକି ବି ଆପଣଙ୍କ କଥାରେ କେତେ ସହନଶୀଳତା ବାରି ହୋଇପଡୁଛି 🙏🙏🙏

  • @naturelovermisssuna2754
    @naturelovermisssuna27542 жыл бұрын

    ଆପଣଙ୍କ ପିଲା ଦିନ ଜୀବନ କାହାଣୀ ଶୁଣି ବହୁତ୍ ଦୁଃଖ ଲାଗିଲା 😐 ଆପଣଙ୍କ ସଙ୍ଘର୍ଷ ପାଇଁ ଆଜି ଆପଣ ଏତେ ବଡ଼ ସ୍ଥାନ ରେ ପହଞ୍ଚି ପାରିଛନ୍ତି ଏଥିପାଇଁ ବହୁତ୍ ଖୁସି ଲାଗୁଛି😊🙏🙏🙏🥰

  • @shibarambehera6551
    @shibarambehera65512 жыл бұрын

    ସତରେ ମଣିଷ ପରି ମଣିଷ ଟିଏ 🙏interview ଦେଖି ଖୁସି ଲାଗିଲା

  • @ramya6301

    @ramya6301

    Жыл бұрын

    Which language is this?

  • @shibarambehera6551

    @shibarambehera6551

    Жыл бұрын

    @@ramya6301 This is Odisha N the language is Odia

  • @ramya6301

    @ramya6301

    Жыл бұрын

    @@shibarambehera6551 oh thank u

  • @shibarambehera6551

    @shibarambehera6551

    Жыл бұрын

    @@ramya6301 WC

  • @banditapriyadarsanipradhan838
    @banditapriyadarsanipradhan8382 жыл бұрын

    ହୃଦୟରୁ ବହୁତ ବହୁତ ଧନ୍ୟବାଦ ଜଣାଉଛି Maa🙏🏻🥰!!!

  • @anilkumarsamal559

    @anilkumarsamal559

    Жыл бұрын

    Hii

  • @anilkumarsamal559

    @anilkumarsamal559

    Жыл бұрын

    Bhalki mam

  • @santoshsabar5051
    @santoshsabar50512 жыл бұрын

    ଅଶେଷ ଅଶେଷ ଧନ୍ୟବାଦ ଶ୍ରୀ ମତୀ ମୁର୍ମୁ ଆମେ ଏହି ଦ୍ରୋପତି ମୁର୍ମୁ ଙ୍କୁ ରାଷ୍ଟପତି ଆସନରେ ଦେଖିବାକୁ ଛାଁହୁଛୁ

  • @budhurammajhi1710

    @budhurammajhi1710

    2 жыл бұрын

    Yes

  • @terenaam731

    @terenaam731

    Жыл бұрын

    Already she win ❤

  • @bijayakumarjena4874

    @bijayakumarjena4874

    Жыл бұрын

    You are right 👍 All the best

  • @surendrabeherasura5995

    @surendrabeherasura5995

    Жыл бұрын

    Madam so great

  • @khushbusahoo9963

    @khushbusahoo9963

    Жыл бұрын

    Yes

  • @prasadmajhi6465
    @prasadmajhi64652 жыл бұрын

    🌅 ଜୟ ଜଗନ୍ନାଥ, ଜୟ ମାଁ ମୁର୍ମୁ, ବନ୍ଦେ ମାତାରାମ, ବନ୍ଦେ ଉତ୍କଳ ଜନନୀ 🇮🇳

  • @MULNIVASIKRANTI

    @MULNIVASIKRANTI

    2 жыл бұрын

    ଜଗନ୍ନାଥ ମନ୍ଦିର ଗୋଟିଏ ବୁଦ୍ଧଙ୍କ ମନ୍ଦିର।କିଏ କବଜା କରିଛି।

  • @anitamohanty5119
    @anitamohanty5119 Жыл бұрын

    ହୃଦୟରୁ ଧନ୍ୟବାଦ ଜଣାଉଛି

  • @sanjaysamal2019
    @sanjaysamal20192 жыл бұрын

    ଆମେ ରାଷ୍ଟ୍ରପତି ରୂପେ ଦେଖିବାକୁ ଚାହୁଁଚୁ ଆମ ଓଡ଼ିଶା ର ବଡ ଗର୍ବ ରହିବ

  • @bkbutu9801

    @bkbutu9801

    Жыл бұрын

    kzread.info/dash/bejne/doOVstuugKXJepc.html

  • @dandapanisahoo1547
    @dandapanisahoo15472 жыл бұрын

    ଏହି ସାକ୍ଷାତକାର ରୁ ବହୁତ କିଛି ଶିଖିବାକୁ ପାଇଲି। ଆଗାମୀ ଦିନର ରାଷ୍ଟ୍ରପତି madam Draupadi Murmu ଓ ଇତିଶ୍ରୀ ସାମନ୍ତରାୟଙ୍କୁ ହୃଦୟରୁ ସମ୍ମାନ ଜଣାଉଛି। ଜୟ ହିନ୍ଦ୍।

  • @gutumajhi4403

    @gutumajhi4403

    Жыл бұрын

    Gutumajho

  • @bkbutu9801

    @bkbutu9801

    Жыл бұрын

    kzread.info/dash/bejne/doOVstuugKXJepc.html

  • @supravasahoo9639

    @supravasahoo9639

    Жыл бұрын

    . X . Z A X

  • @sukadev2515

    @sukadev2515

    Жыл бұрын

    Drupadi murmu ଭାରତର ମାତା ତଙ୍କୋପରୁ ଭଉତୁ। କିଛି ଶିଖିବାର ଆବଶ୍ୟକତା ଅଛି ଜୟ ଭାରତ ମାତା

  • @sushantkumasutar8664

    @sushantkumasutar8664

    Жыл бұрын

    Thanks mam your Explanation

  • @seenudehari5519
    @seenudehari55192 жыл бұрын

    ମା ଜୂହାର 🙏🙏

  • @sudarshansahu3073
    @sudarshansahu3073 Жыл бұрын

    ହୃଦୟରୁ ଧନ୍ୟବାଦ ଜଣାଉଛି ନମସ୍ତେ

  • @ashutoshsahu6065
    @ashutoshsahu60652 жыл бұрын

    ଆପଣଙ୍କ ଠାରୁ ବହୁତ କିଛି ଶିକ୍ଷା ପାଇଲୁ। ଜୀବନ ସଂଘର୍ଷ ମୟ।ସୁଖ ଦୁଃଖ ସବୁକିଛି ଆମପାଇଁ। we have to face for every time and all time. Our heartly salute to you both.,🙏🙏🙏

  • @pratimamama3386
    @pratimamama3386 Жыл бұрын

    ସତରେ ନିଶ୍ଚିତ ଭାବରେ ଆପଣଙ୍କ ପ୍ରେରଣା ଏ ନାରୀ ସମାଜକୁ ପ୍ରଭାବିତ କରୁ, ଆପଣଙ୍କ ଅଭିପ୍ରେରଣ ଏ ସମାଜର ଆଗ୍ରଗତିରେ ସହାୟତା ହେଉ 🙏ଆପଣଂକୁ ହୃଦୟରୁ ମୋର ପ୍ରଣାମ 🙏

  • @guruprasad5307
    @guruprasad5307 Жыл бұрын

    ଅତି ସୁନ୍ଦର ଓ ସରଳ ଚରିତ୍ର,ସୁମଧୁର ଏବଂ ମାର୍ଜିତ ଭାଷା ଅଶେଷ ଅଶେଷ ଲୋକ ଙ୍କର ଭଲ ପାଇବା ଆଉ ରାଷ୍ଟ୍ରପତି ହେବା ପାଇଁ କଣ ଦରକାର! 👏🏻👏🏻

  • @abinash5914
    @abinash5914 Жыл бұрын

    ଆପଣଙ୍କୁ ମୋର କୋଟି କୋଟି ଜୁହାର ....🙏🙏🙏

  • @babunimohapatra1851
    @babunimohapatra1851 Жыл бұрын

    ପିଲା ଦିନ କଥା ମନେ ପଡିଯାଉଛି,, thanks ମୁର୍ମୁ ଦେବୀ

  • @sasmitaputi5497
    @sasmitaputi5497 Жыл бұрын

    Aaji mun bahut khusi o garbita draupadi mam nka paain. Se aama samasta nka paain example saajichhanti. Personally mun DRAUPADI mam nkara follower. Mam aapananku mun salute karuchi, jay ODISHA .jay BHARAT 🙏

  • @preetisudha514
    @preetisudha5142 жыл бұрын

    Dunia ra sabu dukha Draupadi Ma'am nka bhagyare 😥😥😥.....U r really very strong Ma'am 🙏🙏🙏

  • @abhimanyusahu3795
    @abhimanyusahu3795 Жыл бұрын

    ମୁରୁମ ଆମ ଓଡିଶା ଧନ୍ୟ କରି ବହୁତ ଭଲ କର୍ଚ୍ଚନ୍ତି ଧନ୍ୟ ତୁମ ଜୀବନ ଓଡିଶା ଗର୍ବ ଅନୁଭବ କରୁଚୁ

  • @LAXMAN865
    @LAXMAN8652 жыл бұрын

    ବହୁତ ଖୁସି ଲାଗିଲା 🙂ଜୀବନ କଣ ଜାଣିପାରିଲି 😍

  • @bijaymohapatra1970

    @bijaymohapatra1970

    2 жыл бұрын

    Veryveryhappeymadam

  • @jiwigate4197

    @jiwigate4197

    2 жыл бұрын

    @@bijaymohapatra1970 payphone

  • @hemalatasamal2364

    @hemalatasamal2364

    Жыл бұрын

    @@bijaymohapatra1970 ĺo

  • @Ramen-zt7zf
    @Ramen-zt7zfАй бұрын

    ଦ୍ରୋପଦି ମୁର୍ମୁଙ୍କ ସାକ୍ଷାତକାର ଟି ବହୁତ ପ୍ରେରଣା ଦେଇ ହୋଇଛି ଏଣୁ ଧନ୍ୟବାଦ

  • @soumendrabiswal4578
    @soumendrabiswal4578 Жыл бұрын

    Aapna duijanku hurdya ru 🙏🏻 sata re bahut kichhi sikhili....... 👍🏻👌👍🏻👌👌

  • @trilochanpatnaik6321
    @trilochanpatnaik63212 жыл бұрын

    ଆଶାକରେ ଓଡ଼ିଶାର ଯେତେ ଝିଅ ଅଛ, ଓଡ଼ିଶାର ଜଣେ ଆଦିବାସୀ ଝିଅ ଙ୍କ ଆତ୍ମ ଜୀବନୀ ରୁ କିଛି ଶିକ୍ଷା ଲାଭ କର ଓ ସେ ଆଜି କିପରି ଭାରତ ବର୍ଷ ର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି ତାହିଁରୁ କିଛି ବୁଝ। ଏଥିରୁ କିଛି ଗ୍ରହଣ କର।

  • @RiyaRiya-yp2dd

    @RiyaRiya-yp2dd

    Жыл бұрын

    Bht bhala laagila ki aapana jhia mananku nei ete bhabu6ntii.....nahele kete loka achhanti ki jhia maane khali Sasu ghare basana manjiba aau Seba kariba layak aau kichhi ra layak bhabantini so....thnk u

  • @ramakantanayak1539
    @ramakantanayak15392 жыл бұрын

    କେତେ ସୁନ୍ଦର ଓଡ଼ିଆ କହୁଛନ୍ତି ଜଣେ ଆଦିବାସୀ ମହିଳା. ଏଥିରୁ englush medium ଛାତ୍ର ଛାତ୍ରୀ ଶିଖିବା ଉଚିତ

  • @bkbutu9801

    @bkbutu9801

    Жыл бұрын

    kzread.info/dash/bejne/doOVstuugKXJepc.html

  • @tukudas5133

    @tukudas5133

    Жыл бұрын

    Jai jagnath vArasha

  • @bhanumatibarik9462

    @bhanumatibarik9462

    Жыл бұрын

    @@tukudas5133 .

  • @imlisa6305

    @imlisa6305

    Жыл бұрын

    It's english.

  • @shilpasamudipa7725

    @shilpasamudipa7725

    Жыл бұрын

    Not only english medium students , but also our CM Shri N . Pattnaik should be learn Odia from her 🙏🙏

  • @sonymishra4524
    @sonymishra4524 Жыл бұрын

    ମାଁ ଆପଣଙ୍କ ଠୁ ଆମମାନଙ୍କୁ ବହୁତ କିଛି ଶିଖିବା ଅଛି। 🙏🏻❤️🙏🏻

  • @saratsahu7393

    @saratsahu7393

    Жыл бұрын

    J

  • @surekhapradhan8066

    @surekhapradhan8066

    Жыл бұрын

    😊😊

  • @asishmohapatra1326
    @asishmohapatra13262 жыл бұрын

    Hon'ble draupadi mam, my salute to you and your struggle life 🙏

  • @pradeeppattnayak.1894
    @pradeeppattnayak.18942 жыл бұрын

    ଏକକୁ ଆରେକ ବଳି, ଏହି ପ୍ରକାର ନାରୀମାନଙ୍କୁ ନେଇ ଜାତି ଗର୍ବିତ!ଦେଶ ଗର୍ବିତ!!ଶ୍ରୀମତୀ ଦ୍ରୌପଦୀ ମୁର୍ମଙ୍କୁ ଆମ ଦେଶ ରାଷ୍ଟ୍ରପତି ଭାବରେ ଦେଖିବା ଅପେକ୍ଷାରେ । ପ୍ରଭୁ ଜଗନ୍ନାଥ ମଙ୍ଗଳ କରନ୍ତୁ।ହରିଓମ୍ ଶାନ୍ତିଃ। ଡ଼କ୍ଟର ପ୍ରଦୀପ କୁମାର ପଟ୍ଟନାୟକ।

  • @npearthpro311
    @npearthpro3112 жыл бұрын

    ଏହା ସତ୍ଯ ଜୀବନ ରେ ଅନେକ ପଢାବ ଅତିକ୍ରମ କରିଛି। କିନ୍ତୁ ତାହାର ମୂଲ୍ଯ ବୁଦ୍ଧ ଏବେ ବଝୁଛି।

  • @bijaybhai2829
    @bijaybhai2829 Жыл бұрын

    ବହୁତ ସୁନ୍ଦର କଥାଆ।ନମସ୍ତେ ନମସ୍ତେ ନମସ୍ତେ

  • @SumanyuVlogs
    @SumanyuVlogs2 жыл бұрын

    It is proud moment for All Mayurbhanjia, Odia. Thank you Madam. Lord Jagannth Bless you Madam.

  • @jhansiranisahoo7084
    @jhansiranisahoo7084 Жыл бұрын

    ଓଡ଼ିଆ ଭାଷା ପରିଷ୍କାର କହୁଛନ୍ତି 🙏🙏🙏ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ଚଲାପଥ କୁସୁମିତ କରନୁ 🙏🙏🙏🙏🙏🙏🌹🌹🌹🌹🌹🙏🙏🙏🙏🙏

  • @rebatikunja7866
    @rebatikunja7866 Жыл бұрын

    ଆମେ ବହୁତ ଖୁସି ଯେ ଆମ ଓଡ଼ିଶା ରୁ ଆମ ଆଦିବାସୀ ସଂପ୍ରଦାୟ ଆଗକୁ ବଢ଼ିବାରେ ଧନ୍ୟବାଦ ଅର୍ପଣ କରୁଛି.

  • @meera1953

    @meera1953

    Жыл бұрын

    The interview is a real example of honesty and simplicity of a woman , who is now the head of our country .My great respect to the great odia lady , our President .

  • @jeeban.
    @jeeban.2 жыл бұрын

    The best woman in my ମୟୁରଭଞ୍ଜ

  • @prafulladash748
    @prafulladash7482 жыл бұрын

    ଦ୍ରୌପଦୀ ମୁର୍ମୁ କେବଳ ଓଡ଼ିଶାରେ ନୁହେଁ ସାରା ଦୁନିଆ ପାଇଁ ଦୃଷ୍ଟାନ୍ତ ଅଟନ୍ତି.. ଓଡିଶା ଗର୍ବକରେ ତାଙ୍କ ପାଇଁ.. ଜଗନ୍ନାଥ ଙ୍କ ପାଖରେ ତାଙ୍କ ର ସର୍ବାଗ୍ରେ ଉନ୍ନତି ପାଇଁ ପ୍ରାର୍ଥନା karu

  • @dasmatkisku3539
    @dasmatkisku35392 жыл бұрын

    Adi Adi sarhaw 🙏🙏🙏

  • @leenaranisahoo1513
    @leenaranisahoo15132 жыл бұрын

    Maa🙏🙏🙏 I proud of you 👍 great 👌

  • @basantasahoo425
    @basantasahoo425 Жыл бұрын

    ବହୁତ ଶାନ୍ତ ଲୋକ

  • @surendrabarad5260
    @surendrabarad52606 ай бұрын

    ଓଡ଼ିଆ ଓଡ଼ିଶା ପାଇଁ ଉଭୟ ଗର୍ବ ଓ ଗୌରବର ବିଷୟ 🎉🎉🙏🙏

  • @trp5587
    @trp5587 Жыл бұрын

    ମାଡ଼ାମ ଆପଣ ଆମ ଦେଶର ଗୌରବ,, ଆପଣ ଆମ ଓଡ଼ିଶା ରେ ରାଜ୍ୟପାଳ ହୋଇଥିଲେ ଆମର ରାଜ୍ୟ ବହୁତ୍ ଉନ୍ନତି କରିଥାନ୍ତଆ ,।ଯାହା ନବିନ ସରକାର କରୁନାହାନ୍ତି କି ଅନ୍ୟ ନେତା ନୁହଁନ୍ତି

  • @akashacharya1600
    @akashacharya16002 жыл бұрын

    Mayurbhanj, Odisha proud feel karuchi madam aapononko pain ❤️❤️

  • @sailendranarayan151
    @sailendranarayan1512 жыл бұрын

    ଅନ୍ୟନା ନାରୀ।।। ।

  • @narayansamal5222
    @narayansamal52222 жыл бұрын

    ବହୁତ ବଢିଆ Interview. I Salute both the ladies. We proud to have such a nobel lady as a Precedent of India 🇮🇳 🙏🙏🙏

  • @babitakar7103

    @babitakar7103

    2 жыл бұрын

    Oooooo loo oooooo achhha sz

  • @dhanugond4888

    @dhanugond4888

    Жыл бұрын

    @@babitakar7103 qaaa

  • @ninakshisahoo5905

    @ninakshisahoo5905

    Жыл бұрын

    👍🏿

  • @bkbutu9801

    @bkbutu9801

    Жыл бұрын

    kzread.info/dash/bejne/doOVstuugKXJepc.html

  • @saikrishnamohapatra3588

    @saikrishnamohapatra3588

    Жыл бұрын

    ,

  • @Hemantabhoiofficial
    @Hemantabhoiofficial2 жыл бұрын

    Really u r the great mam, salute you..ur personality is the valuable ornament of ur life. its ur greatness..

  • @deepikaratha2879
    @deepikaratha28792 жыл бұрын

    Love this person, love her nature, love her struggle, love that type of behaviour, love that type of politician... 😘😘Always in our heart..our Respected... An inspiration for our society... Love this.. 🙏

  • @jyotizone800

    @jyotizone800

    2 жыл бұрын

    *a

  • @sunitasasmal7921

    @sunitasasmal7921

    2 жыл бұрын

    4q

  • @subhalaxmichand230

    @subhalaxmichand230

    Жыл бұрын

    Ttt staffers

  • @panchananadash6595
    @panchananadash65952 жыл бұрын

    ବହୁତ ଭଲ ଆଳାପ, ଖୋଲା କଥାକୁ ଧନ୍ୟବାଦ।

  • @sagensakamofficial8619
    @sagensakamofficial86192 жыл бұрын

    ହୃଦୟସ୍ପର୍ସି ଇଣ୍ଟର୍ଭ୍ୟୁ

  • @sukadev2515
    @sukadev2515 Жыл бұрын

    ଜୟ ଜଗନ୍ନାଥ ଜୟ ମା ଲକ୍ଷ୍ମୀ ମାତା କି ଜୟ

  • @abantimoharana6754
    @abantimoharana67542 жыл бұрын

    U r really great mam 🙏🙏

  • @sudambarik8185
    @sudambarik81852 жыл бұрын

    My salute to you mam I am proud of you.what a pleasure U are going to be the president of India

  • @backyardexploration9655
    @backyardexploration9655 Жыл бұрын

    So impressive 😍 ଅତ୍ୟନ୍ତ ପ୍ରେରଣା ଦାୟକ ଭାଷା ଓ ଶବ୍ଦ... ମହାମହିମ ଙ୍କର 🙏

  • @sucharitapidikaka
    @sucharitapidikaka2 жыл бұрын

    O god!! Such a struggle life she has spent😭😭 .. I salute mam 🙏🙏

  • @sukamatinayak4226
    @sukamatinayak4226 Жыл бұрын

    I can't stop my emotion listen about her life strogle .🥲🥲🥲she is most strong laddy....I heartly salute her 🙏🙏🙏

  • @jaganmohanz
    @jaganmohanz2 жыл бұрын

    ଅତି ସରଳ ମଣିଷ ।

  • @DMBAPIFF
    @DMBAPIFF Жыл бұрын

    Satre thare pada chuin Baku ichaa hauchi... Idol of all India 🥰🥰🥰🥰

  • @mamasaswoti7639
    @mamasaswoti76392 жыл бұрын

    Great personality Mrs.Draupadi Madam 🙏🙏🙏 We want to see you as our president of our Country 🙏 Thanks to the prime minister for giving a chance to Madam 🙏

  • @MULNIVASIKRANTI
    @MULNIVASIKRANTI2 жыл бұрын

    ଆଦିବାସୀ ହିନ୍ଦୁ ନୁହନ୍ତି। ଆଦିବାସୀ ସାର୍ନା ଧର୍ମକୁ ମାନନ୍ତି। ସାର୍ନା ଧର୍ମକୁ ମାନ୍ୟତା ଦିଆଯାଉ। ଜୟ୍ ଜୋହାର୍ ଜୟ୍ MULNIVASI

  • @abhayakumardash8565
    @abhayakumardash85652 жыл бұрын

    ବହୁତ ସୁନ୍ଦର ଲାଗିଲା ପୋଗ୍ରାମ ଜୟ ଜଗନ୍ନାଥ

  • @Sunilfixofficial26
    @Sunilfixofficial264 ай бұрын

    ଜହାର 🙏 ଗେ ସାନାମ୍ ଦର୍ଶକ ବନ୍ଧୁଗଣ ap logo ko mere orse swagat hai

  • @paurnamasidas9563
    @paurnamasidas95632 жыл бұрын

    A great personality.. best example of simplicity..🙏🙏🙏

  • @saritanayak8652

    @saritanayak8652

    2 жыл бұрын

    Yes

  • @tkpcreation1318

    @tkpcreation1318

    2 жыл бұрын

    Yes I agree

  • @priyankapriyadarshini5981
    @priyankapriyadarshini5981 Жыл бұрын

    Congratulation mam 15th president of india proud moment for odisha 💐💐🙏🙏

  • @annapurnasahoo7935
    @annapurnasahoo79355 ай бұрын

    ଆପଣ madam ବହୁତ ବଡ଼ inspiration young generation pai

  • @laxmipriyasahoo234
    @laxmipriyasahoo2342 жыл бұрын

    ଶ୍ରୀମତୀ ମୁର୍ମୁ madam ସମଗ୍ର ନରୀ ଜାତି ପାଇଁ ଗର୍ବ ଆଉ ଗୌରବ। Madam ନୀତି କୁ ସମସ୍ତେ ଅନୁପ୍ରାଣିତ ହେବା ଉଚିତ୍।ଶ୍ରୀମତୀ madam ଙ୍କ ପାଇଁ ସମଗ୍ର ନାରୀ ଜାତି ଙ୍କର ଶୁଭକାମନା। ।

  • @35entertainmentindia
    @35entertainmentindia2 жыл бұрын

    Pleasant moment maam Excellent interview heart touching talk Gratitude to you Droupadi Murmu maam for contribution your valuable time

  • @prasadtripathy705

    @prasadtripathy705

    2 жыл бұрын

    Wonderful interview. Draupadi Murmu uses the most beautiful language. Hats off to her.

  • @diptimayeedevi3139
    @diptimayeedevi3139 Жыл бұрын

    ଭାଗ୍ୟ ଫଳତୀ ସର୍ବତ୍ର, ଏହାହିଁ ପ୍ରକ୍ରୁତ ସତ୍ୟ 👍🙏

  • @rashmiranjan286

    @rashmiranjan286

    Жыл бұрын

    =? Odiare kuhantu . Jetechesta kale b safal huantuni Bhagya re thile hin phala mile ki ?

  • @papumajhi342
    @papumajhi342 Жыл бұрын

    Mu aji bahu gorbo anubhab karuchi jehetu mo adibasi Borgo ra mahan byakti mahila ete upara ku uti chhanti.so I'm very proud of you mother.Jai adibasi Jai jagannath.

  • @aswasanamohapatra4253
    @aswasanamohapatra42532 жыл бұрын

    Salinata kn gote mahila kamiti heba katha mam nka thu sikhiba katha bahut kichhi apankathu inspiration milila

  • @madhuvlog.1562
    @madhuvlog.15622 жыл бұрын

    Strong and beautiful personality

  • @birakishoresahoo3080
    @birakishoresahoo30802 жыл бұрын

    The great Madam.Salute to u for facing your struggle life.

  • @chandramanijena8937
    @chandramanijena8937 Жыл бұрын

    U r Madam Real Example of women's Empowerment

  • @Babypratyushaandmili
    @Babypratyushaandmili2 жыл бұрын

    Heart touching story.....mam proud of you...

  • @asishmohapatra1326
    @asishmohapatra13262 жыл бұрын

    You are a great person and you have great personality mam 🙏

  • @sparkygaming2813
    @sparkygaming28132 жыл бұрын

    Bahut sundar sakhyatkar ❤️Adi napay.Johar 🙏🏿🙏🏿🙏🏿🙏🏿

  • @manjukumbhar1378
    @manjukumbhar1378 Жыл бұрын

    Jay bhim...🙏 jay hind...🙏🇮🇳🇮🇳🇮🇳 thank you me'm..bahut khusi laguchhi Aapanku e padabire dekhi kari...🙂🙂

  • @HD.369
    @HD.3692 жыл бұрын

    Apanku koti koti Pranam Maa🙏🙏🙏

  • @sushilchakisushil557

    @sushilchakisushil557

    2 жыл бұрын

    Dhanyvad

  • @akshayrout9415

    @akshayrout9415

    2 жыл бұрын

    Very excellent life story dear mam I salute you.

  • @finemanoj3693
    @finemanoj36932 жыл бұрын

    You are great maa 🙏🙏🙏

  • @Dhemsadreamrm
    @Dhemsadreamrm Жыл бұрын

    ଆମେ ଜଙ୍ଗଲର ଆଦିବାସୀ କହନ୍ତି ଆମକୁ କହନ୍ତି ଆଦିବାସୀ।

  • @mamatapradhan7651
    @mamatapradhan76512 жыл бұрын

    ବହୁତ ଆକର୍ଷଣୀୟ ଆଳାପ

  • @laxmindarmandi4340
    @laxmindarmandi43402 жыл бұрын

    ମାନନିୟା ଦ୍ରୈଦୀଙ୍କର ଜନ୍ମଗତ ଟାଇଟେଲ ନାମ କଣ ଥିଲା ଜାଣିତେ ଇଚ୍ଛା କରେ ? 🙏🙏🙏

  • @rabindrarath1070
    @rabindrarath10702 жыл бұрын

    I am proud to be an odia.

  • @swarajsamaj8322
    @swarajsamaj83222 жыл бұрын

    Your struggle for save regional language is precious step. Go ahed with respect to resevation against women in polity. The public with u and praise also.

  • @ltfashioncollections6790
    @ltfashioncollections6790 Жыл бұрын

    Love u mam .satare odisha lokankara munda teka rakhile sara desha re💐🥲😍🥰🙏👌👏👏👏👏

  • @pragyasinibehera9500
    @pragyasinibehera95004 ай бұрын

    So sweet voice respected president madam.. Ur behaviour extremely down to earth.. Hats off to you.. 🙏🙏🙏

  • @gsuryanarayandora4363
    @gsuryanarayandora43632 жыл бұрын

    Such a humble personality... 😍

  • @balajeepradhan9406
    @balajeepradhan94062 жыл бұрын

    Devi ko koti koti pranam.

  • @ajaykumarmajhi1358
    @ajaykumarmajhi13584 ай бұрын

    Bohut sundar Kotha kohile ❤❤❤❤ ma'am

  • @chinuff6720
    @chinuff6720 Жыл бұрын

    Odisha matira sujogya santannku sat sat pranam

  • @mrsameshlifestyle
    @mrsameshlifestyle2 жыл бұрын

    Heart touching interview mam, my salute to u mam and congratulations for president.

  • @topoisahu7935
    @topoisahu7935 Жыл бұрын

    Congratulations mam⭐💕 U speak so sweet ⭐ U are the best 🌟 U are the best 🌟 U are the best 🌟 U are the best 🌟 U are the best 🌟 U are the best 🌟 U are the best 🌟 Jay jagannath ⭐ Jay jagannath ⭐💕

  • @baidharhansda7741
    @baidharhansda77412 жыл бұрын

    KALINGA TV ku bahut bahut dhanyawad,apna ahi pari Santal samaj ra mahan bakti nkara sakhat jari rakhantu.Johar Marangburu.

  • @binaykumar399
    @binaykumar399 Жыл бұрын

    ଜୟ ଭାରତ ମାତା , ଜୟ ବି ଜେ ପି ଜୟ ଜୟ

  • @education_for_Alll
    @education_for_Alll Жыл бұрын

    Really a great lady Blessed to have such a leader among us.😇

  • @ritanayak179
    @ritanayak179 Жыл бұрын

    Thank you mam.. for this interview... 🙏🙏🙏

  • @mukundsa2909
    @mukundsa29092 жыл бұрын

    Last 15/20 min is so heart touching and so much lessons are there..God bless you and keep you strong. Wishing you successful candidate as president of india

  • @pradipkumardasdas7184
    @pradipkumardasdas71842 жыл бұрын

    Heart touching 💜

  • @Sauna_Tudu_Official
    @Sauna_Tudu_Official2 жыл бұрын

    Adi Napay ge 💓👍💯

  • @basantitudu6120
    @basantitudu61202 жыл бұрын

    Most wonderful interview Murmu mam

  • @gitaranijena5148
    @gitaranijena5148 Жыл бұрын

    Jai odisha ,jai india .🙏tqq so much botha Ma'am nd God bless u botha.specially tqq i want to say our president D.murmu mdm, humble voice nd so gd advice for new female generation .My wish is that i show a glorious india with greeny look where no caste no religion not pen nd paper bt in practical life . 👍👍👍👍👍

  • @debasisbehera3976
    @debasisbehera3976 Жыл бұрын

    Such a greatest inspiration. Can't believe her patience....

Келесі