Politics on Adapa Mandap Bije Mishap || Kalinga TV

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
KZread: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Пікірлер: 132

  • @ajitkumarrout97
    @ajitkumarrout9717 күн бұрын

    ଏବେ BJP givt achhi ତ BJP ର ନେତାମାନେ ଏହି ଘଟଣାକୁ ସାମାନ୍ୟ କହୁଛନ୍ତି। ଯଦି BJD govt ଥାଆନ୍ତା ଏ BJP ନେତାମାନେ କଣ ଏମିତି କହୁଥାନ୍ତେ। ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଭୁଲ୍ ନୁହେଁ। BJP govt ଯାହା କହିବ ସବୁ ଠିକ୍ ଆଉ ସମସ୍ତେ ଭୁଲ୍ । ଅଲାଜୁକ BJP ନେତାମାନେ। ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ

  • @bharatadak5942

    @bharatadak5942

    17 күн бұрын

    👍👍

  • @rozasaiodiakitchen

    @rozasaiodiakitchen

    17 күн бұрын

    Right

  • @pravakarmishra1196
    @pravakarmishra119617 күн бұрын

    ଓଡିଶା ସରକାର ଙ୍କ ଦୁଇ ଜଣ ବରିଷ୍ଠ ମନ୍ତ୍ରୀ ଙ୍କ ବକ୍ତବ୍ୟ ଅଧିକ ଲଜ୍ଜା ଜନକ ଓ ଦୁଃଖ ଦାୟକ ଲାଗୁଛି । ସେମାନଙ୍କ ଠାରୁ ଏପରି ଆଶା କରାଯାଉନଥିଲା ।

  • @anandamohakuda4943

    @anandamohakuda4943

    17 күн бұрын

    Odisha ra durbhagya 😢😢😢Jay jagannath 🙏🙏🙏

  • @astrodhiren1234
    @astrodhiren123417 күн бұрын

    ଚାଷୀ ମାନଙ୍କ ଭଗବାନ ବଳଭଦ୍ର (ବଳରାମ, ଲଂଗଳ ଧାରି) ପହଣ୍ଡି ବେଳେ ପଡ଼ି ଯିବା କଥା କୁ ମନ୍ତ୍ରୀ ଭଗବାନଙ୍କ ଇଛା କହିବା ଉପହାସ ର ବିଷୟ ,ଏ ବର୍ଷ ଏହାର ପ୍ରତିକାର ନ କଲେ ଚାଷୀ ର ଚାଷ ବିଗିଡି ପାରେ ?ଦେଖାଯାଉ ଆଗକୁ କଣ କଣ ଘଟୁଛି ନବାଗତ ସରକାର ଙ୍କ ସମୟରେ -------

  • @bikramkhatoi3849
    @bikramkhatoi384917 күн бұрын

    ସାଧାରଣ ମଣିଷ ଙ୍କୁ ପ୍ରଭୁଙ୍କ ସହ ତୁଳନାରେ ର ପ୍ରଥମ ଫଳ

  • @sudhansusekhardash9010
    @sudhansusekhardash901017 күн бұрын

    କହିବାକୁ ଅଭିଧାନ ରେ ଭାଷା ନାହିଁ। ବିରୋଧୀ ରେ ଥିଲେ କଛା ଖୋଲି ଦେଇଥାନ୍ତେ।

  • @debendrakumarhota9058
    @debendrakumarhota905817 күн бұрын

    Mohan Majhi nka khub sighra CM pada jiba

  • @Ysjitu
    @Ysjitu17 күн бұрын

    15 ବର୍ଷ ରେ ମେୟର ମାଡାମ ଡ୍ରେନ କରିପାରିଲେନି ଏବେ ରାଜନୀତି କରୁଛନ୍ତି ଲାଜ ଲାଗିବା କଥା

  • @Aviator_7940

    @Aviator_7940

    17 күн бұрын

    Thik katha bhai

  • @PrakashkumarPradhan-eb4fl

    @PrakashkumarPradhan-eb4fl

    17 күн бұрын

    Tome bala tadiba😂😂😂

  • @samarkumarnayak2777
    @samarkumarnayak277717 күн бұрын

    ଯେଉଁ ରାଜନୀତି ଦଲର ଶିକ୍ଷାମନ୍ତ୍ରୀ କହୁଛନ୍ତି ମୋହନ ମାଝୀ ଜଗନ୍ନାଥ ଉପ ମୁଖ୍ୟମନ୍ତ୍ରୀ ମାନେ ବଳଭଦ୍ର ଓ ସୁଭଦ୍ରା l ଅଉ ଚିନ୍ତା କରିବାର କିଛି ନାଁହି l ଏମାନେ ରତ୍ନ ସିଂହାସନ ରେ ବସିବେ l ଯେଉଁଠି ଜଗନ୍ନାଥ ମୋଦୀଙ୍କ ଭକ୍ତ କୁହାଯାଉଛି l ଜଗନ୍ନାଥ ଭାବିଲେ ଆମର ବିକଳ୍ପ ଆସିଗଲେ ଆମେ ଓଡିଶାରୁ ପଳେଇ କିବା l

  • @bharatadak5942
    @bharatadak594217 күн бұрын

    ବିଜେପି ସରକାର ଏମିତି ହୀନ ରାଜନୀତି କରୁଛି, ଜଗନ୍ନାଥ ପ୍ରେମୀ ମାନଙ୍କୁ

  • @ajitkumarnanda3592
    @ajitkumarnanda359217 күн бұрын

    ମହାପ୍ରଭୁଙ୍କ ନାକ ଆଉ ଆଖି ରେ ଆଘାତ ଲାଗିଛି । ସହଜରେ ସରକାରଙ୍କୁ ଛଡାଜିବନି

  • @user-em3ur1hj3z
    @user-em3ur1hj3z17 күн бұрын

    ଯେଉଁ ମାନେ ଭଗବାନଙ୍କ ନାମରେ ରାଜନୀତି କରୁଛନ୍ତି ଵାସ୍ତବରେ ସେମାନେ ହିଁ କାଳନେମି ତାଙ୍କୁ ମହାକାଳ କେବେ କ୍ଷମା କରିବ ନହିଁ , ...

  • @Gitabehe
    @Gitabehe17 күн бұрын

    Bjp Odisha pai bhalo nuhe

  • @devinyk69
    @devinyk6917 күн бұрын

    ଯେଉଁ ନେତା ଗୁଡାକ କହୁଛନ୍ତି ଯେ ଏହା ସାମାନ୍ୟ କଥା ତେବେ ସେ ନେତା ଗୁଡାକ ହିନ୍ଦୁ ନା ଅଣହିନ୍ଦୁ । ଜଣେ ହିନ୍ଦୁ ପାଇଁ ଏହା ସାମାନ୍ୟ କଥା ନୁହଁ। ଜୟ ଜଗନ୍ନାଥ 🙏🙏

  • @sanjuktabehera7052
    @sanjuktabehera705217 күн бұрын

    ପଣ୍ଡିତ ପୁଅ ମା'ଙ୍କ ଡଃ ମାରିଲେ ଦୋଷ ନାହଁ।

  • @kanhadalei6752
    @kanhadalei675217 күн бұрын

    ଆଇନି ମନ୍ତ୍ରୀ କୁ ଲାଯ୍ୟ ନାହିଁ,

  • @muodia2002
    @muodia200217 күн бұрын

    ମୁଁ ବିଜେଡି କଥା ଶହ ଏକ ମତ

  • @SSamantaray0007
    @SSamantaray000717 күн бұрын

    ଏ ଘଟଣା ଟି କୋଟି କୋଟି ଓଡ଼ିଆ ଙ୍କ ମନ ରେ ଆଘାତ ଦେଇଛି.... ଆଉ ଉପ ମୁଖ୍ୟମନ୍ତ୍ରୀ ଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ 🤦‍♂️

  • @anandamohakuda4943

    @anandamohakuda4943

    17 күн бұрын

    Lajya lajya

  • @psteddyboy
    @psteddyboy17 күн бұрын

    ତାଙ୍କ ଇଚ୍ଛା ବିନା କିଛି ହୁଏନି ତେଣୁ ଏଇ କଥା କୁ ନେଇକି କିଛି ବଡ଼ କରନାହିଁ ରାଜନୀତି କରୀ ତମେ ମାନେ ଖାଲି ପାଲା କରୁଚ

  • @rabinarayanapraharaj4477
    @rabinarayanapraharaj447717 күн бұрын

    ବଡ଼ ଠାକୁର ଙ୍କୁ ନେ଼ଇ ରାଜନୀତି କରିବା ଠିକ୍ ନୁହେଁ ପ୍ରଭୁ ଙ୍କ ଲୀଳା ଅପାର

  • @jaydebmajhi236

    @jaydebmajhi236

    17 күн бұрын

    OUT👎👎👎👎

  • @virat_bikash
    @virat_bikash17 күн бұрын

    ଖରାପ ଲାଗୁନି ସାମାନ୍ୟ କହୁଛ ଛି ଛୀ ତୁମ ବାପା ଙ୍କର ଯଦି ଏମିତି ଅଘଟଣ ଘଟିଥାନ୍ତା ତାହାଲେ କଣ ତୁମେ ସାମନ୍ୟ କହିଥାନ୍ତ

  • @user-yj4cr2eg7z
    @user-yj4cr2eg7z17 күн бұрын

    Don't involve this occasion in politics, pray God to apologize.

  • @iconicstudio1932
    @iconicstudio193217 күн бұрын

    Samanya ଦୁର୍ଘଟଣା tu chora ta eita ସାମାନ୍ୟ tate ଲାଜ ଲାଗୁନି

  • @ktv1133
    @ktv113317 күн бұрын

    ମହାପ୍ରଭୁ ତଳେ ପଡ଼ିନାହାନ୍ତି ଜାଣିବା ଦରକାର

  • @JugalNaik-up3jj
    @JugalNaik-up3jj17 күн бұрын

    Right 👍

  • @user-be2gb6sn6l
    @user-be2gb6sn6l17 күн бұрын

    Pravati apa nka kantha baseiki kahuchi parabhuinka lila 😂😂😂

  • @prakashchandramishraprakas5795
    @prakashchandramishraprakas579517 күн бұрын

    ଏଇଟା ସାମାନ୍ୟ ଦୃଘଟଣା, ତମ ମୁହଁକୁ ଲଜ୍ଜ୍ୟା ଲାଗୁ ନାହିଁ ।

  • @PradeepKumarBehera-or9ee
    @PradeepKumarBehera-or9ee17 күн бұрын

    Jay jagannath

  • @satrughanbehera7871
    @satrughanbehera787117 күн бұрын

    ଏଥିପାଇଁ ବିଜେପି ସରକାର ଦାୟି

  • @Gitabehe
    @Gitabehe17 күн бұрын

    Amane Odisha loka nuhanti karana odisha ra takura amara

  • @jyotiranjanbehera9457
    @jyotiranjanbehera945717 күн бұрын

    Jagannatha nku neiki rajaniti karani

  • @lipikapattanaik5810
    @lipikapattanaik581017 күн бұрын

    Mistake is by the Sevayat it's not God's wish. Please don't blame God. How dare the management system. It's not a matter of excuse. Feeling shame as a devotee. 🙏

  • @GB-pz3th
    @GB-pz3th17 күн бұрын

    Well said by Congress E ghatana nischita rupe jagannath premi nku aghat deichhi

  • @amulyasahoo3471
    @amulyasahoo347117 күн бұрын

    ମହାପ୍ରଭୁ ଙ୍କ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ବେଳେ ବିଜେଡି ସରକାର ଥିଲା। ସେତେବେଳେ ତ ନବୀନ ପଟ୍ଟନାୟକ ଜଗ୍ୟ କରି କ୍ଷମା ମାଗିନଥିଲେ।

  • @jitendranaik9979

    @jitendranaik9979

    17 күн бұрын

    Semane Monisha marithile ame bi 🎉🎉 maribu both are same good decision

  • @chhatishchandramohanta3776

    @chhatishchandramohanta3776

    17 күн бұрын

    BJD ta Gala , ebe BJP ra bi sabanash heba

  • @sagarpradhan5724
    @sagarpradhan572413 күн бұрын

    ବିଜେପି ଯେଉଁଠ ଲଜ୍ଜିତ ଓ ବିପଦ ସେଇଠି ।

  • @BBSR.Madhu-
    @BBSR.Madhu-17 күн бұрын

    Samanya nuhe ama huday kanduchi

  • @santoshkumarpanda9968
    @santoshkumarpanda996817 күн бұрын

    Mate hasa maduchi e dui mantri ka katha suni😂loka marithile bodhe bhala heithanta 😂😂😂

  • @rudrabibhar1953
    @rudrabibhar195317 күн бұрын

    ଇଟାଷରକାରହିଦାଇ

  • @user-gh7bf3ix3j
    @user-gh7bf3ix3j17 күн бұрын

    ଲୀଳା ଚଳାଇଛ ଚାଲୁ

  • @narayanpradhan2325
    @narayanpradhan232517 күн бұрын

    Mantri nije padithile kana kahithante

  • @BabyBabynaik
    @BabyBabynaik17 күн бұрын

    Jou mane kahuchanti samanya lila tanku Jagannath tanka katha age bujhantu🙏🙏🙏

  • @anandamohakuda4943
    @anandamohakuda494317 күн бұрын

    Sadharana manisa ku bhagaban saha rulana karibar phala

  • @laxmidharbarik8868
    @laxmidharbarik886817 күн бұрын

    Are samaney katha Tama pai kintu ama pai kete bada katha hela dukhar karana😢😢😢😢

  • @AsitBallavRoy
    @AsitBallavRoy17 күн бұрын

    Sulochana ku Press Meet kari Sarakarank birudhare kahibaku kie adhikar Dela?

  • @deepakkumarsahoo611
    @deepakkumarsahoo61117 күн бұрын

    ଦଲାଲ ବିଜେପି

  • @deepakkumarsahoo611
    @deepakkumarsahoo61117 күн бұрын

    ନବୀନ pattnayak

  • @Narayanamaharana-fs2zy
    @Narayanamaharana-fs2zy17 күн бұрын

    Sir Rajaniti BJP karuchi

  • @Aviator_7940
    @Aviator_794017 күн бұрын

    Ama ghara pakhare gote drain achi, ta upare kebe cover padiba tike kaha BMC mayor.

  • @binodsubudhi7094
    @binodsubudhi709417 күн бұрын

    Jie jibanare ward member heinathila taku Law minister karagala,Mankada hatare salagrama

  • @PintuMohanta-eg9hi
    @PintuMohanta-eg9hi17 күн бұрын

    Paschim odisha ro boleki purva odisha ro bole lela kohi adae dauchonti purva odisha ro odia osmita kona aeta odisha ro osmita kohila amay janu mohaprobhu

  • @harimatali6363
    @harimatali636316 күн бұрын

    Jay Gaghanntha 🙏🙏

  • @SubhransuBarik-qe9tx
    @SubhransuBarik-qe9tx17 күн бұрын

    Istafa dia samanya kahuch 🙏🙏🙏

  • @shisirkantamallick5620
    @shisirkantamallick562017 күн бұрын

    Ajogya sarkar thu adhika asa karani

  • @Bhismachandansamantaray
    @Bhismachandansamantaray17 күн бұрын

    Samanya kahaku kuhahue janicha

  • @kanhucharannayak721
    @kanhucharannayak72117 күн бұрын

    ମୋହନ ମାଝୀ କଣ ପାଇଁ ହୋମ ଯଂଜ୍ଞ କରିବେ ଭାଇ ମାନେ ଟିକେ କହିବେ ତାଙ୍କୁ ମୁ ଉତ୍ତର ଦେବି

  • @PrakashkumarPradhan-eb4fl

    @PrakashkumarPradhan-eb4fl

    17 күн бұрын

    Tu kn bala utara dabube😂😂😂

  • @rangaballavrout8226
    @rangaballavrout822617 күн бұрын

    Panda.mananka.abahela.jogu.heichhi

  • @shantanudas3222
    @shantanudas322217 күн бұрын

    Powerku asiba agaru Harichandanbaboo bahuta badabada katha kahuthile.ebe powerku asi odiya tatha hindunka badathakura padijiba ghatanata samanya boli bhabile kemiti.kahuchanti kemiti ,lajya laguni tanku.

  • @basantajena3220
    @basantajena322017 күн бұрын

    Emankara khali rajaniti thakuraku nei politics kariba ei political loka nkara gote abhas

  • @chhatishchandramohanta3776
    @chhatishchandramohanta377617 күн бұрын

    BJP Govt. Odisha ku Maha BIPAD - ମୁରବୈରିଣ ଏତସ୍ୟ ଜଗଦୀଶସ୍ୟ ଭୂପତଃ । ଭଦ୍ରାୟାଣ୍ଟ ବଳସ୍ୟାପି ପ୍ରମାଦାତ୍ ପତନଂ ଯଦି ॥ ୪୩ ।। ମହାଭୟଂ ନୃପସ୍ୟାପି ରାଜ୍ୟବ୍ୟାପି ଭବନ୍ଧୁବମ୍ । ଦର୍ଭିକ୍ଷ ମରଣଂ ଚୈବ ଜାୟତେ ଚ ପୁନଃ ପନଃ ॥ xx ହେ ରାଜା ! ଅସାବଧାନତା ହେତୁ ଯଦି ଜଗନ୍ନାଥ, ବଳଭଦ୍ର କିମ୍ବା ସୁଭଦ୍ରା ତଳେ ପଡିଯାଆନ୍ତି ତେବେ ରାଜାଙ୍କର ଏବଂ ରାଜ୍ୟର ମହା ଅନିଷ୍ଟ ହେବ। ଦୁର୍ଭିକ୍ଷ ପଡିବ । ମହାମାରୀ ବାରମ୍ବାର ହେବ । ଶ୍ରୀପତଃ ପତନେ ଯାବନ୍ନଶ୍ୟତ୍ସା ମହିଷୀ ନୃପ । ଅତଃ ଶାଚିଂ ତଦା କୁର୍ଯ୍ୟାଦ୍ ବିଷ୍ଣୁପ୍ରୀଣନହେତବେ । ୪୫ ଠାକୁର ପଡିଗଲେ ମହିଷୀ (ରାଣୀ)ଙ୍କର ମୃତ୍ୟୁ ହେବ । ତେଣୁ ବିଷ୍ଣୁଙ୍କର ପ୍ରୀତି ଉଦ୍ଦେଶ୍ୟରେ ଶାନ୍ତି ବିଧାନ କରିବ । ବିପ୍ରଦ୍ବାରା ମୂଳମନ୍ତ୍ର ଲକ୍ଷମାଭ୍ରଂ ଚ ଜାପୟେତ୍ । ହୋମସ୍ତବୃନ୍ତତଃ କାର୍ଯ୍ୟସ୍ତଦ୍ଦଶାଂଶେନ ତର୍ପଣମ୍ ॥ ୪୬ ୮ ବ୍ରାହ୍ମଣମାନଙ୍କ ଦ୍ବାରା ମୂଳମନ୍ତ୍ର ଏକ ଲକ୍ଷ ବାର ଜପ କରାଇବ । ସେତିକି ସଂଖ୍ୟକ ଅର୍ଥାତ୍ ଏକ ଲକ୍ଷ ଗବ୍ୟ ଘୃତରେ ଆହୁତି ଦେଇ ହୋମ କରିବ । ତାହାର ଏକ ଦଶମାଂଶ ଅର୍ଥାତ୍ ଦଶହଜାର ତର୍ପଣ କରାଇବ।

  • @pabitramohannayak1551
    @pabitramohannayak155115 күн бұрын

    Mohan Government, down, down.Odisha BJP down, down.

  • @umeshchandraswain8578
    @umeshchandraswain857817 күн бұрын

    କଂଗ୍ରେସ ତମର କିଛି ନାହିଁ ଫାଲତୁ ଲୋକେ

  • @user-lr7ge7qf2g
    @user-lr7ge7qf2g17 күн бұрын

    Laja laguni

  • @monalisakhandai5877
    @monalisakhandai587717 күн бұрын

    Lajya nahi

  • @ChandrasekharSanta-mt1bj
    @ChandrasekharSanta-mt1bj17 күн бұрын

    Bjp ପାଇଁ ହେଲା

  • @aloksethi887
    @aloksethi88717 күн бұрын

    Mu dukhita

  • @jaydebmajhi236
    @jaydebmajhi23617 күн бұрын

    BJP OUT ❌❌🚫❌🚫🚫🚫❌🚫

  • @tikinamahapatra723
    @tikinamahapatra72317 күн бұрын

    ଆଇନ୍ ମନ୍ତ୍ରୀ ନିଜକୁ ନିଜେ ଚିତ୍ର ଗୁପ୍ତ ଭାବିଲେଣି ଦୁଃଖ ର କଥା କିଏ ଦେବ କିଏ ମାନବ ବୁଝିବା ପାଇଁ ଚେଷ୍ଟା କରନ୍ତୁ

  • @AshokSahu-lu5ge
    @AshokSahu-lu5ge17 күн бұрын

    Bjp sarkar pain amiti hauchi

  • @pankajkumbhar1991
    @pankajkumbhar199117 күн бұрын

    Khali odhisa loke jagannatha nku neiki rajaniti... Jadi bartamanara odishara sarkar kichhi jadi vul b karichhanti.. Jagannatha taku nischinta danda debe.. ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏.

  • @SatyanandaMallik-vc6us
    @SatyanandaMallik-vc6us17 күн бұрын

    Amaneta jagannathanku tanka bhakta boli bhabuchanti chota katha boli bhabibeni kemiti

  • @anandamohakuda4943
    @anandamohakuda494317 күн бұрын

    Samanya ghatana 😢😢😢😢😢😢😢jay jagannath 🙏🙏🙏🙏 chi chi tuma rajniti

  • @user-lr7ge7qf2g
    @user-lr7ge7qf2g17 күн бұрын

    Satare

  • @pabitramohannayak1551
    @pabitramohannayak155115 күн бұрын

    What you will do is Leela,if same thing will do is Keela.Stop saying nonsense.

  • @tadasilu8478
    @tadasilu847817 күн бұрын

    Asimita

  • @sudhanshujena7723
    @sudhanshujena772317 күн бұрын

    Argus kuade gala

  • @deepakdhal4417
    @deepakdhal441717 күн бұрын

    Mantrinka e bayan atyanta durbhagya janaka

  • @user-iy5qt8mo6x
    @user-iy5qt8mo6x17 күн бұрын

    ତୁ ହାରାମି

  • @user-lr7ge7qf2g
    @user-lr7ge7qf2g17 күн бұрын

    Tama government ta

  • @sudhansubhusandash8764
    @sudhansubhusandash876417 күн бұрын

    It's not a small incident?

  • @RamakrushanTripathy
    @RamakrushanTripathy17 күн бұрын

    Michael rajanithi

  • @jyotiketandas954
    @jyotiketandas95417 күн бұрын

    Eita samanya ,auu kan hoithanta

  • @user-zx2dx9dh8s
    @user-zx2dx9dh8s17 күн бұрын

    Bjp dalA asubha thila

  • @satyabratanayak314
    @satyabratanayak31417 күн бұрын

    Hopless

  • @SuryaSwain-gg4ip
    @SuryaSwain-gg4ip17 күн бұрын

    Laja laguni puni katha kahucha

  • @babulikarna8668
    @babulikarna866817 күн бұрын

    Lajya Nai A Bjp Sarakaranku

  • @tikinamahapatra723
    @tikinamahapatra72317 күн бұрын

    ପ୍ରଭୁ ଜଗନ୍ନାଥଙ୍କ ଲିଳା ବିଜେପି ର ନେତା କହିବା କେତେ ଠିକ୍ ଭାବନ୍ତୁ ପ୍ରଭୁ ଜଗନ୍ନାଥଙ୍କ ଭବିଷ୍ୟତ _

  • @pravatkumarnayak-3056
    @pravatkumarnayak-305617 күн бұрын

    Haa tame mane kale lila bjd kale kila

  • @mukeshpanda8396
    @mukeshpanda839617 күн бұрын

    Tame pari bani kahuna

  • @jitendramahapatra4730
    @jitendramahapatra473017 күн бұрын

    Chii Chiiii..... Amanku laja nai .....

  • @user-lr7ge7qf2g
    @user-lr7ge7qf2g17 күн бұрын

    Samanya

  • @user-uu6fc5kw5r
    @user-uu6fc5kw5r17 күн бұрын

    Aeta bjp jhumla dala bjp gote chota katha Tate tekea sarama lagibaa kathaa turanta istapa diaa

  • @user-my6gl8mc6m
    @user-my6gl8mc6m16 күн бұрын

    Lilamayanka Lila ku manaba bujhiba bhul Kari karau thae sahi ta binu anya gati nahin

  • @ShaktidharRoul-th1jr
    @ShaktidharRoul-th1jr17 күн бұрын

    ଛି ତୁମକୁ ଲାଜ଼ ଲାଗୁନି

  • @user-rt1gb7lr9m
    @user-rt1gb7lr9m17 күн бұрын

    Lajya laguni tama bjp bala

  • @Sanzay.__
    @Sanzay.__17 күн бұрын

    Thakura nku jadi choto ghatana jadi kahibe tahale au yanku kan kahiba

  • @minaketansahoo6719
    @minaketansahoo671917 күн бұрын

    Mg chikan gapuchhi saram laguahi mahaprabhu knku Badnam karucha 2 ta katha kuha kapila

  • @prashantkumarsethy5802
    @prashantkumarsethy580217 күн бұрын

    Mahaprabhu padigale tume kohucha small incident chi tuma rajaniti thu….

  • @user-nu7pm4ut8e
    @user-nu7pm4ut8e17 күн бұрын

    Chipko aandolan

  • @dassumanta7087
    @dassumanta708717 күн бұрын

    suru

  • @RamakrushanTripathy
    @RamakrushanTripathy17 күн бұрын

    Micharahaniti

  • @RKB_1985
    @RKB_198517 күн бұрын

    😂😂

Келесі