ମାଳିକାରେ ଲେଖା ଅଛି ରଥଯାତ୍ରା ବେଳେ ଯଦି ବଳଭଦ୍ର , ଜଗନ୍ନାଥ ପଡିଯାଆନ୍ତି ତେବେ ରାଜାଙ୍କ ପାଇଁ ଅଶୁଭ

II Levlive Odia News II News Special II
ରାଜାଙ୍କ ଜୀବନ ପ୍ରତି ବିପଦ...#news #specialnews #levliveodia#news #specialnews #Naveen #Vkpandian #Levliveodianews #Odisha #Levliveodia #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Ganjam #yogiadityanath #nda
Hiii…This Is a Levlive Odia KZread Channel…Levlive Odia a Complete ENTERTAINMENT House.
-------------------------------------
ଦର୍ଶକ ବନ୍ଧୁ ଆପଣଙ୍କୁ ନମସ୍କାର, Levlive Odia Channel କୁ ସ୍ବାଗତ, ଆପଣ ଭକ୍ତି ଭାବପୂର୍ଣ୍ଣ ଭଜନ, ଏବଂ ଆପଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ରୋମାଣ୍ଟିକ Album Song, Golden song, News ଦେଖୀ ପାରିବେ I
►►►►► ► Copyright Disclaimer ◄◄◄◄◄◄ The Copyright of The Above Mentioned Content is Owned By ©LEVLIVE Odia. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject to Copyright Claims & Legal Action Against those Violating The Copyright of This Content.
--------------------------------------
Thanks For Watching...
Don't forget to Like, Comment, Share & Subscribe…
--------------------------------------
#LevLiveOdia

Пікірлер: 18

  • @haraprasadmahanta4657
    @haraprasadmahanta465719 күн бұрын

    ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା କେନ୍ଦୁଝର ଜିଲ୍ଳାର ବଡ ଦେଉଳକୁ ପଳେଇ ଆସିବେ ପୁରୀ ସୁରକ୍ଷିତ ନୁହଁ ବୋଧହୁଏ

  • @madhumohanodiavlogs6881
    @madhumohanodiavlogs688119 күн бұрын

    ମହାପ୍ରଭୁଙ୍କୁ ବର୍ତ୍ତମାନ ରାଜନୀତି ଓ ବେପାରର ଏକ ଉପାଦାନ କରାଯାଇଛି। ପାପ ଚରମ ସୀମାରେ ପହଁଚି ଯାଇଛି ,,, ଗର୍ବ, ଅହଂକାର, ଅଧର୍ମ ଆଉ ଅମାନବିକତା ବଢ଼ି ଚାଲିଛି ,, ଖାଲି ପୁରୀରେ ନୁହେଁ ବର୍ତ୍ତମାନ ସବୁ ତୀର୍ଥକ୍ଷେତ୍ରରେ ଈଶ୍ୱରଙ୍କ ନାଁରେ ଖାଲି ଲୁଟ ଚାଲିଛି । ତେଣୁ ଅନ୍ୟାୟ ଅତ୍ୟାଚାର ବଢିଲେ ମଣିଷ ନିଜକୁ ପ୍ରଭୁ ବୋଲି ଭାବିଲେ ନିଶ୍ଚିତ ଭାବରେ ତାଣ୍ଡବଲୀଳା ହେବ ବିଧ୍ଵଂସ ହେବ। ତାରି ପୂର୍ବାଭାଷ ଦେଇଛନ୍ତି ବଡ଼ ଠାକୁର।🙏

  • @ParabirPanda-to3rh
    @ParabirPanda-to3rh19 күн бұрын

    One day or the other,one has to go.

  • @narayanpradhan2325
    @narayanpradhan232519 күн бұрын

    Navin babu dukhi thile boli pravu Navin babunka dukha sahya kariparileni

  • @santoshbehera1687
    @santoshbehera168719 күн бұрын

    ମହାଭାଗ ଆପଣଙ୍କୁ ମୋର ଛୋଟିଆ ପ୍ରଶ୍ନ ଅରୁଆ ଚାଉଳ ଆଉ ଉଷୁନା ଚାଉଳ ଭିତରେ କେଉଁ ଟି ଶୁଦ୍ଧ ଆଉ ଅଶୁଦ୍ଧ ଚାଉଳ । ଅରୁଆ ରୁ ଉଷୁନା ସୃଷ୍ଟି । ଏହା ପୁଣି ଅଗ୍ନି ରୁ ଶୁଦ୍ଧି କରାଯାଉଚି। ପ୍ରଭୁ ଅଗ୍ନି ସମସ୍ତ କୁ ଭଷ୍ମିଭୂତ କରୁଛନ୍ତି ଆଉ ଉଷୁନା କିପରି ଅଶୁଦ୍ଧି ଆଉ ଅରୁଆ କୁ ଶୁଦ୍ଧି ବୋଲି କିପରି ଆଖ୍ୟା ଦେବା । ଦୟା କରି ଉତ୍ତର ରଖିବେ । ଜୟ ଜଗନ୍ନାଥ ଜୟ ମାଆ ଶାରଳା

  • @prafullamaharajmaharaj7309

    @prafullamaharajmaharaj7309

    19 күн бұрын

    ମହାଭାଗ ଜୟ ଜଗନ୍ନାଥ ଆପଣ ଦୟାକରି ଶ୍ରୀ ଜଗନ୍ନାଥ ମନ୍ଦିର କୁ ଉଷୁନା ଚାଉଳ ପ୍ରସାଦ କରିବା ପାଇଁ ପ୍ରସ୍ତାବ ଦିଅନ୍ତୁ, ଆଉ ମୋର ମନ୍ତବ୍ୟ ଚାଉଳ ଉପରେ ନଥିଲା, ଥିଲା, ଜଗନ୍ନାଥ ଙ୍କ ପ୍ରସାଦ କରିବା ପାଇଁ... ଜୟ ଜଗନ୍ନାଥ

  • @santoshbehera1687

    @santoshbehera1687

    19 күн бұрын

    @@prafullamaharajmaharaj7309 ଆଜ୍ଞା ମୁଁ ମୋ ମନ୍ତବ୍ୟରେ ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ଉପରେ କେଉଁଠି କହି ନାହିଁ। ମୁଁ ଜାଣିବାକୁ ଚାହୁଁଚି କେଉଁ ଟି ଶୁଦ୍ଧ ଆଉ ଅଶୁଦ୍ଧ। ମୋର ଜ୍ଞାନ ନିମିତ୍ତ ମାତ୍ର। ମୋର ଏତେ ବଡ କଥା କହିବାର ସାହାସ ନାହିିଁ। ଯଦି ଭୁଲ ବୋଲି ଭାବୁଥାନ୍ତି କ୍ଷମା ଦେବେ ।

  • @satyabanbehera6368
    @satyabanbehera636819 күн бұрын

    Jay jagannath

  • @nirupama1964
    @nirupama196419 күн бұрын

    😭😭😭😭🙏🙏🙏🙏🙏

  • @user-wq4fw6yq8v
    @user-wq4fw6yq8v19 күн бұрын

    Be careful sebayat

  • @bidyadharswain54
    @bidyadharswain5419 күн бұрын

    Why did not tell youto pandas. How did you know that it it omenious .. first youget ready.

  • @ajayajena6338
    @ajayajena633819 күн бұрын

    where are you where arpan ratha used as begged to people ? God is not used as mantra but Lord Jagannath used is for the people

  • @AjitKumar-jp1lq
    @AjitKumar-jp1lq19 күн бұрын

    Tama.bela.au.valanahi

  • @user-dl5mo1gi7s
    @user-dl5mo1gi7s19 күн бұрын

    Tume rest nia.bahut kahucha.bhika mageila prabhu nku

  • @bidyadharmallick3904
    @bidyadharmallick390419 күн бұрын

    Kichhi hebani asabu bekar katha

  • @binapanisamal8771
    @binapanisamal877119 күн бұрын

    Sabu bele nabin babu nku tanucha kahinki

  • @Pandu_Premi

    @Pandu_Premi

    19 күн бұрын

    ସେ ପନୌତି ପାଇଁ ଏ ସବୁ ହେଉଛି

Келесі