କାଲି ପୁରୀରେ ଘଟିଲା ବଡ଼ ଅଘଟଣ,ପୁରୀ ରାଜାଙ୍କ ଘରେ ଅଘଟଣ ଘଟିଲା..

LEV LIVE ODIA | ODISHA NEWS | MALIKA BACHANA
ସତ ହେଲା ମାଳିକା ଲେଖା.....#Hirakud #Hirakuddam #Birajanews #Odisha #Birajanewsodia #Naveen #Naveenpatnaik #Bjd #Vkpandian #Weather #Weathernews #Weatherupdate #Rain #Rainyday #rainbow #barish #Sambalpur #Politics #Political #Politicalnews #Politicsnews #Politicnews #News #Viral #Viralvideo #malika #jagannath #story #special #Spiritual #spiritualityofmarriage
Hiii…This Is a Levlive Odia KZread Channel…Levlive Odia a Complete ENTERTAINMENT House.
-------------------------------------
ଦର୍ଶକ ବନ୍ଧୁ ଆପଣଙ୍କୁ ନମସ୍କାର, Levlive Odia Channel କୁ ସ୍ବାଗତ, ଆପଣ ଭକ୍ତି ଭାବପୂର୍ଣ୍ଣ ଭଜନ, ଏବଂ ଆପଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ରୋମାଣ୍ଟିକ Album Song, Golden song, News ଦେଖୀ ପାରିବେ I
►►►►► ► Copyright Disclaimer ◄◄◄◄◄◄ The Copyright of The Above Mentioned Content is Owned By ©LEVLIVE Odia. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject to Copyright Claims & Legal Action Against those Violating The Copyright of This Content.
--------------------------------------
Thanks For Watching...
Don't forget to Like, Comment, Share & Subscribe…
--------------------------------------
#LevLiveOdia

Пікірлер: 86

  • @lingarajdash8889
    @lingarajdash888914 күн бұрын

    ଏଭଳି ମିଥ୍ୟା ଶୀରୋନାମା କାହିଁକି ଦେଉଛନ୍ତି? ଏଠି ରାଜାଙ୍କ ଘରେ କ'ଣ ଅଘଟଣ ଘଟିଲା ତାହା ତ କହିଲେ ନାହିଁ?

  • @prakashswain8674
    @prakashswain867414 күн бұрын

    ଜୟ ଜଗନ୍ନାଥ ସ୍ବାମୀ 🙏 ଯାହା କରିଛନ୍ତି ଭଲ କରିଛନ୍ତି ।ଆଗକୁ ଯାହା କରିବେ ଭଲ ହିଁ କରିବେ ।ହୁଏତ ନୃଶଂସ ପ୍ରଜାଦ୍ରୋହୀ ଶାସନକର୍ତ୍ତା ମାନଙ୍କ ସହ ଉଚ୍ଚ ପଦପଦବୀରେ ଥିବା ଅଧିକାରୀ ମାନଙ୍କର ଧନ ଜୀବନ ହାନୀ ହୋଇଯାଇ,ଧର୍ମର ସଂସ୍ଥାପନାରେ ପ୍ରଜାବର୍ଗଙ୍କୁ ନ୍ଯାୟ ଦେବା ପାଇଁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଇଛା ଥିବ ।ଖିର ଉତୁରିଲେ ନିଆଁ ଚୁଲିକି ଯିବ, ଆଉ ମଣିଷ ତଥା ଶାସନକର୍ତ୍ତା ମାନେ କ୍ଷମତା ଲୋଭରେ ଜନତାଙ୍କ ଆଗରେ ହାବାଇ ଚପଲ ପିନ୍ଧି ଅଭିନୟ‌ କରି କରି ଉତୁରିଲେ ଶ୍ମସାନ ନିଆଁକୁ ଯିବ ।

  • @malikabichhara8835
    @malikabichhara883514 күн бұрын

    ତୁ କହିଲୁ କଣ ଲେଖିଚୁ କଣ ଆରେ ବାବୁ ଗଜପତି ହେଲେ ପ୍ରଭୁ ତାଙ୍କ ନାମ ରେ ଲେଖି ଲୁ କଣ ପାଇଁ ଅପେକ୍ଷା କର ସବୁ ଜାଣିବ

  • @pinks1423
    @pinks142314 күн бұрын

    ବଡ଼ ଠାକୁର ମୋର ନାମ ବହି ଅଛ ପ୍ରଭୂ ଅଚଳ ମହାମେରୁ,

  • @binapanijena1264
    @binapanijena126414 күн бұрын

    ଏ ତ ଭକ୍ତ ଓ ଭଗବାନ ଙ୍କ ନିବିଡ଼ ସମ୍ପର୍କ। ଏହାକୁ ମିଡିଆ ବନ୍ଧୁମାନେ ଅତି ରଞ୍ଜିତ କରି ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିବା ଠିକ୍ ହେଉନାହିଁ।ଜୟ ଜଗନ୍ନାଥ।

  • @JagannathSahoo-vb4rj
    @JagannathSahoo-vb4rj14 күн бұрын

    ଖାଲି ନେତା ଏବଂ ପୋଲିସ ମାନେ ମହାପ୍ରଭୁଙ୍କ ଦୋଉଡ଼ି ତାଣିଵ , ଆମେମାନେ ଯିବୁ କୋଉଠି , ଜୟ ଜଗନ୍ନାଥ, ଅଧିକ ହବ ,

  • @MamataNayak-gt3iq
    @MamataNayak-gt3iq14 күн бұрын

    🎉ହେମହିପ୍ରଭୁ🎉 ଏଧରାଧାମ କୁ ‌ରକ୍ଷାକର🎉

  • @rameshnayak4936
    @rameshnayak493614 күн бұрын

    ସବୁ ମହା ପ୍ରଭୁ ଙ୍କ ଇଛା

  • @saritamaharana4151
    @saritamaharana415114 күн бұрын

    ସକରାତ୍ମକ ଭାବ ରଖିଲେ କିଛି ହୁଏନି

  • @user-vb5tz8kb8f
    @user-vb5tz8kb8f14 күн бұрын

    ଜୟ ଜଗନ୍ନାଥ ବଳଭଦ୍ର ଠାକୁର 🕉🕉🕉🚩🚩🚩🙏🙏🙏

  • @anilkumarpradhan5210
    @anilkumarpradhan521014 күн бұрын

    Satya juga sanketa Jay Jagannath ❤❤❤

  • @user-cb9vf1cx4i
    @user-cb9vf1cx4i14 күн бұрын

    ଏ ଭଳି ଶିରୋନାମା ନ ଦେବାକୁ ଅନୁରୋଧ.

  • @JagannathSahoo-vb4rj
    @JagannathSahoo-vb4rj14 күн бұрын

    ଜୟ ଜଗନ୍ନାଥ ମହାପ୍ରଭୁଙ୍କ ରୂପାନ୍ତର ରୁପ , ଜୟ ଜଗନ୍ନାଥ , ଜୟ ଭାରତ ❤

  • @user-rx2he3kd3y
    @user-rx2he3kd3yКүн бұрын

    👏🔱👏🔱👏🔱👏🔱👏🔱👏🔱👏🔱👏

  • @sukantimohanty1683
    @sukantimohanty1683Күн бұрын

    ଜୟ ଶ୍ରୀ ଜଗନ୍ନାଥ

  • @in_s_t_a_boy...pratap...5152
    @in_s_t_a_boy...pratap...515214 сағат бұрын

    Sri Jagannathanku Chatia swagat🙇‍♂️

  • @user-gc4re8wh9j
    @user-gc4re8wh9j14 күн бұрын

    ହେ ଚକାନୟନ ତୁମେ ରକ୍ଷା କର।

  • @ashutoshnanda161
    @ashutoshnanda16114 күн бұрын

    Satarka don't open ratna bhandar

  • @Goutam_gaming_DZ
    @Goutam_gaming_DZ14 күн бұрын

    We r ready

  • @sriyaparichha7684
    @sriyaparichha768414 күн бұрын

    Jai jagannath ha mahaprabhu ❤

Келесі