`ଏ କଥା ନୂଆ ନୁହେଁ, ସେ ଆମକୁ କଲବଲ କରାନ୍ତି’ || Lord Balabhadra's Incident in Puri || Sevayat || OR
ପହଣ୍ଡି ବେଳେ ଚାରମାଳ ଉପରୁ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଯାହାକୁ ନେଇ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଭଗବାନ ସୁଆର ନିଜର ମତ ରଖିଛନ୍ତି। ସେ କହିଛନ୍ତି ଦୀର୍ଘ 50 ବର୍ଷରୁ ଅଧିକ ସମୟ ଧରି ମହାପ୍ରଭୂଙ୍କ ପହଣ୍ଡି କରୁଛି। ଏହା କିଛି ନୂଆ କଥା ନୁହଁ, ମହାପ୍ରଭୁ ଏମିତି ସେବାୟତଙ୍କୁ କଲବଲ କରନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZread: bit.ly/OdishaReporteronKZread
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #puri #rathayatra #balabhadra #sebayat #srimandir #odisha #news #odishareporter
Пікірлер: 366
ପ୍ରଭୁ ଙ୍କ ଲୀଳା କହି ନିଜ ଭୁଲ କୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ସେବାୟତ
@BLPlus6940
16 күн бұрын
Right
@bhabanemallick1801
16 күн бұрын
Wright sir
@kalicharanbehera1399
16 күн бұрын
😂
@manaspattnaik3307
16 күн бұрын
Tote kiya paisa deichi😅
@thearyavartmedia
16 күн бұрын
Right.
ସେବାୟତ ମାନଙ୍କର ଭାବ ନାହିଁ। ପ୍ରଚୁର ଧନ ହେବାରୁ ଗର୍ବ ବଢି ଗଲାଣି।
@ashiyanazz4514
16 күн бұрын
Right 👍
@JhasketanNaik-re8kl
16 күн бұрын
Ha pura
@swarnasamal1923
16 күн бұрын
Right
@arpitabhattacharya8545
16 күн бұрын
Correct
@D_for_dipu
16 күн бұрын
ଭାବ ନ ଥିଲେ ମହାପ୍ରଭୁ ସେବାୟତ ଙ୍କ ଠାରୁ କାହିଁକି ସେବା ପାଇବେ
ଛି ଛି ରେ ସେବାୟତ.... ନିଜ ଭୁଲ କୁ ପ୍ରଭୁଙ୍କ ଇଚ୍ଛା କହିବାରେ ଲଜ୍ଜା ଲାଗୁନି 😡
ନିର୍ଲଜ ବୁଢ଼ା ସବୁ ଦୋଷ ଜଗନ୍ନାଥଙ୍କୁ ହିଁ ଦେଇଦେଲା
ଏ ଶଳା କୁ ପିଟିବା କଥା . କଣ ପାଇଁ ୧୦୦ ପଣ୍ଡା ରଥ ଉପରେ ଥିଲେ. ଲୋକ ପ୍ରଭୁ ଙ୍କୁ ଦେଖିବେ ନା ତମ ମୁହଁ କୁ
@saraswatisinghSaraswatis-oq4zi
16 күн бұрын
Right
@pihu8909
16 күн бұрын
Thik kahuchanti agya
@guduswain3591
15 күн бұрын
Thik katha
ସେବାୟତ ଯାହା କହୁଛନ୍ତି ସବୁ ବାହାନା... ଏମାନଙ୍କ ଅବହେଳା ପାଇଁ ଏ ସବୁ ଘଟଣା ଘଟୁଛି....
ବ୍ରହ୍ମ ବିଭ୍ରାଟ ପରଠାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି ପୂର୍ବବର୍ଷ ଜଗନ୍ନାଥ ମହାପ୍ରଭୁ ଏଥର ବଡ଼ ଠାକୁର ସେବକ ମାନଙ୍କ ଦାଇତ୍ୱ ହିନତା ପାଇଁ ଏଭଳି ଘଟୁଛି ଆଗରୁ କଣ ହେଉଥିଲା ଅଲଗା କଥା ଏବେ କିନ୍ତୁ ମିଡ଼ିଆ ଯୁଗ ଦାଇତ୍ୱ ରହିବା ଉଚିତ କାରଣ ଏ ମିଡ଼ିଆ ବାଲା ତାଳକୁ ତିଳ କରିବାରେ ଧୁରନ୍ଧର
ତୁମେ ଯାହା କଲେ ତାହା ପ୍ରଭୁ ଙ୍କ ଲୀଳା
@sumantananda2651
16 күн бұрын
Hum bhai😂
ଏମାନଙ୍କ ଠାରେ ଆଉ ସେ ସେବା ଭାବନା ନାହିଁ... ଅର୍ଥ ଲାଳସା ଘାରିଛି ଏମାନଙ୍କୁ
@satru7king
16 күн бұрын
ପୁରା ସତ କଥ
@D_for_dipu
16 күн бұрын
ସମସ୍ତ ଙ୍କ ଅର୍ଥ ଲାଳସା ଅଛି ସେମାନଙ୍କର କାହିଁକି n ହେବ
ମହା ପ୍ରଭୁ ଙ୍କ ପଡିଜିବା ଭିଡିଓ ଦେଖି ଛାତି ଫାଟି ଜାଉଚି ଏ ଭିଡିଓ ଟିକୁ ଦେଖି ମୋଆଖି ରୁ ଲୁହ ବାହାରି ଆସୁଚି । ଏ ମାନଙ୍କୁ ଦଣ୍ଡ ଦେବା ନିହାତି ଆବଶ୍ୟକ ଏ ମାନଙ୍କର ବହୁତ ଗର୍ବ ଅହଙ୍କାର ନିଜ ଭୁଲ୍ କୁ ଲୁଚେଈବାକୁ ଜାଈ ଆଉ ଗଟେ ଭୁଲ୍ କରୁଛନ୍ତି ଏମାନଙ୍କୁ ଚିହ୍ନଟ କରି ଦଣ୍ଡ ଦେବା ନିହାତି ଆବଶ୍ୟକ ❤ ଜୟ ଜଗନ୍ନାଥ 🙌❣️
ଜୋଉ ବର୍ଷ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିଲେ ସେ ବର୍ଷ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବାର ଥିଲା ସେ ବର୍ଷ ପ୍ରଶାସନ କହିଥିଲା ମୁଁ ସବୁ ବ୍ୟବସ୍ତା କରିଦେବି ଆପଣ ସିଘ୍ର ରଥ ଟାଣିକି ଚାଲିଯିବେ । ଏଠାରେ ମହାପ୍ରଭୁ ପ୍ରଶାସନର ଗର୍ବ କୁ ଖର୍ବ କରିବାପାଇଁ ରଥର ଚାରମାଳ କୁ ଉଠିନଥିଲେ ଓ ମହାରାଜା ଆସି କ୍ଷମା ପ୍ରାର୍ଥନା କଲାପରେ ମହାପ୍ରଭୁ ରଥ ଉପରକୁ ଉଠିଥିଲେ।ଏଠି ମହାପ୍ରଭୁ ଜଣେଇ ଦେଲେ ଯେ ସମୟ ମୁଁ ନିର୍ଧାରଣ କରେ ସମୟ ମୋ ଅନୁସାରେ ଚାଲେ ତୁମ ଅନୁସାରେ ନୁହେଁ।ଗର୍ବ ଗଞନ ନରହରି ଗର୍ବ ନ ସହନ୍ତି କାହାରି।
@anitarout3047
16 күн бұрын
Hn Bhai thik kahile apana
@anitarout3047
16 күн бұрын
Bhagwan kahar garba sahantini
@anitarout3047
16 күн бұрын
Se bhabara thakura,tanku jou bhabare dakiba,se sudden jai tuma pakhe pahanchijibe
@Abhishekpatra27
16 күн бұрын
Prashasana ra ta kichhi bhul hin nhi😂... Panda mane utupata heiki asabadhsnata jogu amty hela. Prasasana ta ratha upare hin raheni
ବେଇମାନି ପଣ୍ଡା ଦଳ ,ନିଜ ପୁଅ ମାନକୁ ବଡ଼ ବଡ଼ ସୁନା ଚେନ ଦେଇ ରଥ ଉପରେ ଫଟୋ ଉଠାଇବାକୁ ଛାଡୁଛନ୍ତି,ଆତ୍ମ ଗର୍ବି ପିଲା ଙ୍କ ପାଇଁ ଆମ ବଡ଼ ଠାକୁର କଷ୍ଟ ପାଇଲେ ,
ତୁମର ବଂଶ ବଢିଗଲାଣୀ ଜଗନ୍ନାଥ କମେଇ ଦେବେ
Jaha hela mahabahu nka ichha na ama CM sir nka bebastare kichhi bhul rahigala esabu mahabahu jananti Jay jagannath 🙏🏻🙏🏻🙏🏻🙏🏻😭😭😭😭
ତମେ ଗୋଟେ ମୋଚଡ। ତମେ ଠାକୁରଙ୍କ ସେବକ ନୁହଁ ସେବକ ହେଇଥିଲା ଏମତିଆ ଶସ୍ତା କଥା କହିନଥାନ୍ତ। ସବୁ ଠାକୁରଙ୍କ ଇଛା ରେ ହଉଛି କହି ନିଜ ଭୁଲ୍ କୁ ଘୋଡେଇଦିଅନି। ଠାକୁରଙ୍କ କାମ କୁ ତମେ ମନଇଚ୍ଛା ଖାମଖିଆଲ ଭାବେ କରିଛ ସେଥିପାଇଁ ଏ ଘଟଣା ଘଟିଲା।
କଣ ପାଇଁ ଏତେ ପଣ୍ଡା ରଥ ଉପରେ ରହୁଚନ୍ତି। ଠାକୁରଙ୍କୁ ଟିକେ ଭଲ ଭାବେ ଦେଖେଇ ଦେଉନାହାନ୍ତି।
@factfactoryinhindi7647
15 күн бұрын
Panda nuhan re se daitapati
ଅହଙ୍କାରୀ ଏ ସେବାୟତ ସମୁଦାୟ
ହେ ବଡ ଠାକୁର ବଳଭଦ୍ର ଭାଇ ଆମକୁ ଜଗତ ହସା କରନ୍ତୁ ନାହିଁ।
ତୁମମାନଙ୍କ ଭାଗ୍ୟ ଭଲ ପ୍ରଭୁ ବଡ ଠାକୁର କୃପାରୁ ତୁମେମାନେ ବଞ୍ଚିଗଲ ତୁମର କନ୍ ଯେ ହୋଇଥାନ୍ତା ଜୟ ଜଗନ୍ନାଥ 🙏🙏
ଠାକୁରଙ୍କୁ ଫୋପାଡି ଦେଇ ବାହାନା ମାରୁଚ ସବୁ ପାପୀ
ମହାପ୍ରଭୁ ଙ୍କୁ ଖୁସିରେ ରଖି ପାରୁ ନ ଥିବାରୁ ମହାପ୍ରଭୁ ରାଗିକି ପଣ୍ଡା ମାନଙ୍କୁ ଆହତ କଲେ❤❤❤❤
ନୂଆ କଥା ନୁହେଁ ବୋଲି ଯେଉଁ ବାବୁଟି କହୁଛି ସେଜଣେ ପ୍ରକାଣ୍ଡ ଟାଉଟର ମିଛୁଆ. ପ୍ରଭୁ ବଳଦେବ ନିଶ୍ଚୟ ତାଙ୍କ କଥା ବୁଝିବେ .
@ABhoi-i8b
16 күн бұрын
Kichhi habani Babu re
@debendramohanty5034
16 күн бұрын
@@ABhoi-i8b😢
କଥାରେ ଅଛି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ କିଛି ଦୋଷ ହେବ ନାହିଁ ସେମିତି ତମେମାନେ ଯାହା କଲେ ବି ତମମାନଙ୍କର କୈଣସି ଦୋଷ ଧରା ହେବନାହଁ
ସତ କହିଲେ ଏହା ପ୍ରଭୁଙ୍କ ଳୀଲା ଚାଲନ୍ତି ଠାକୁର ସେ ତାକୁ କିଏ ପକାଇବା ତାକତ ନାହିଁ। ❤❤❤❤❤❤❤❤
ଘଟିୟା ସେବାୟତ ମାନଙ୍କ ଭାବନା
ଏମାନଙ୍କୁ ବାହାର କରାଯାଉ ।
ତମେ କଲେ ଲିଳା ଆମେ କଲେ କିଳା ଜୟ ଜଗନ୍ନାଥ
ଏହି ମା--- ସେବକ ଭିତରୁ 3 ru 4 ଜଣଙ୍କୁ ବଡ ବlଡ ଉଠେଇ ନେଇଥିଲେ ଭଲ ହୋଇଥାନ୍ତା
Sebayat mane nijaku bahut balaban bhabuchhanti sethipain bhagaban tike ingita dele eithi sabukichi tanka ichhare heuchi ❤ joy jagannath sabu tankar ichha re chalichi
ଶଳା ଗାଲୁଆ ବହୁତ ଧନ ହେଇଗଲା ଅତି ଗର୍ବେ ହତେଲଙ୍କା ସବୁ ମରିବ ବହୁତ ବିପଦ
ସେବାୟତ ମାନେ ବହୁତ ଭୁଲ୍ ପରେ ଭୁଲ୍ କରୁଛନ୍ତି ସବୁ ଅନ୍ୟାୟ କରୁଛନ୍ତି
Jai jagannath 🙏
ଭକ୍ତ ଭଗବାନ କୁ ଚାହେଁ,ଭଗବାନ ଭକ୍ତ ର ମଜା ନିଏ ପ୍ରକୃତ ଭକ୍ତ ହିଁ ଜାନେ ଜୟ ଜଗନ୍ନାଥ 🙏
ଏମାନେ ମନ୍ଦିର ର ରେ ଦିଅଁ ମାନଙ୍କୁ କଲ ବଲ କରୁଛନ୍ତି କହିଲେ କଣ ନାଁ ଦିଅଁ ଆମକୁ ମନ୍ଦିର ରେ କଲବଲ କରୁଛନ୍ତି. ଏମାନଙ୍କ ର ମୁହଁ ଙ୍କୁ ଲଜ୍ୟା ଲାଗୁନି ନାଟର ଗୋବରଧନ ଏହି ପଣ୍ଡା ମାନେ.
@D_for_dipu
16 күн бұрын
ଭଗବାନ ଭକ୍ତ କୁ କଲ ବଲ କରନ୍ତି ଭକ୍ତ ଭଗବାନ କୁ ନୁହେ ଆଉ ଏ ମଣିଷ ଛାର ଭଗବାନ କୁ କି କଲ ବଲ କରିପାରିବ
Lack of honesty and integrity 😮 🌻🌻
ତମେ ଯାହା କଲେ ଲିଳା ଆମେ ଯଦି ଟିକେ କଣ କଲେ କିଳା.
Lila maya prabhu 🙏 sabu karau chhanti ,se jagatara anista kari beni, prabhu bhakta nku test kari chhanti ,se para jagat ra nath jagannath 🙏 🙏 🙏 🙏 🙏 🙏 🙏
Jay jagannath ji ki jai ho😊😊😊😊😊😊jay sri jagannath swami ji😊😊😊😊😊😊
He prabhu jagannath 🙏 🙏🙏🙏🙏🙏🙏🙏🙏🙏🙏prabhu
ନୂଆ କଥା ନୁହଁ..... ଏ କଥା କହିବାକୁ ତମକୁ ଲାଜ ଲାଗୁନି
@UTTKALpuaGAUTAM9152
16 күн бұрын
ଏମାନଙ୍କୁ କେବଳ ଟଙ୍କା ଆବଶ୍ୟକ। ରଥ ଉପରେ ରହି ଏମାନେ ଫୁଲ ତୁଳସୀ ଟଙ୍କା ରେ ବିକ୍ରି କରୁଛନ୍ତି ଭକ୍ତ ଙ୍କୁ
@dibyalochan8284
16 күн бұрын
ଲାଜ ଲାଗିବାର କଥା କିଛି ନାହିଁ ସେ ଠାକୁରଙ୍କ ପରମ ସେବକ ସେ | ସେ ଠାକୁରଙ୍କ ବିଷୟରେ ଭଲ ଭବରେ ଜାଣିଛନ୍ତି | ସେବକ ମାନଙ୍କ ପ୍ରତି ବ୍ୟବହାର ଭଲ ରଖନ୍ତୁ | ଆପଣ ତାଙ୍କଠୁ ବଡ ନୁହଁନ୍ତି |
@prafullakumarnayak3602
16 күн бұрын
Adhika sebayata ratha upare thibaru, bivtata ghtuchi.
@Rajmbbs17
16 күн бұрын
@@dibyalochan8284bhai tanka language dekhucha?? Aethire tanku bada kahiba ku laja laguchi... Kete janma ra punya pain aji se jagannath nka seba kariba ra soubhagya paichanti.. Au tara ae bhali abastha kariba ku au ama odia nka hrudaya ra spandan jagannath nku a bhali apamanit kariba ku tanku tk kharap laguni!! A sabu ku gyana nuhe ahankaar kuha jae
@pihu8909
16 күн бұрын
Right Aman ku laza nai ki sarama nai kahuchi kn na bada ktha nuhe
ତୁମେ ଯାହା କହି ବ ଲୀଳା ଆମେ କଲେ କିଳl😢
ଏଇ ଲୋକ ଗାଲୁଆ ଦାୟିତ୍ୱ ରେ ହେଳl କରିକି କହୁଛି ଏଙ୍କୁ କଲବଲ କରନ୍ତି କଣ ଭାବୁଛି ଆମ ଭଳିଆ ଶ୍ରଦ୍ଧାଳୁ ଭକ୍ତ ଙ୍କୁ ବୋକା 😂😂
ତୁମେ ଶାଲା ପଣ୍ଡା ମହା ଗାଲୁଆ ଖାଲି ଗାଲୁ ଗପ ଛଡ଼ା କିଛି ଜାଣି ନାହ ଖୁବ୍ ଶୀଘ୍ର ଭଗବାନ୍ ତୁମ କଥା ବିଚାର କରୁଛନ୍ତି " ଜୟ ଜଗନ୍ନାଥ "
Jay Jagannath 🙏
ଧିକ୍ ଏ ଇ ମାନଙ୍କୁ
ପାପ ଛାଡ଼, ପବିତ୍ର ପରିବେଶ ସୃଷ୍ଟି କର ସବୁ ଠିକ ହେବ
ବ୍ରାହ୍ମଣ ମାନେ କେବେବି ମାନିବେନି ନିଜର ଭୁଲ ବୋଲି, ରଥ ଟାଣିବେ ପାଟିରେ ପାନ ପୁଡିଆ ପୁରେଇ କଣ ପାଇଁ,ପୂଜା ଵିଧି କରିବେ ସେମ ସମସ୍ୟା କିନ୍ତୁ କର୍ତ୍ତାକୁ କହିବେ ଉପବାସ ରହିବ କିଛି ବି ଆହାର କରିବ ନାହିଁ ତେଣୁ ଅନୁରୋଧ ବିନା ବ୍ରାହ୍ମଣ ରେ ପୂଜା ଵିଧି କରାଯାଉ
@kamalsahu9333
16 күн бұрын
👍👏
Bhagwan kara bala agare sabu nilbala😭😭❤️
Nilamya bhagban sabu Prabhu nka icha
ରଥ ଯାତ୍ରା ପରେ ପରେ ଯଜ୍ଞ କରାଯାଉ ।
ଏ ସେବାୟତ ବିଜେପି ଚଟା ଏମନଙ୍କ ପାଇଁ ଏ ବିଜେପି ଦଳ ଅଲକ୍ଷଣା ଆଦି ବାସୀ ମୋହନ ମୁର୍ଖ ପାଇଁ ଏ ସରକାର ଓଡ଼ିଶା ପାଇଁ ବିପଦ ଜଗନ୍ନାଥ ଜଣାଇ ଲକ
ନିଜ କର୍ତ୍ତବ୍ୟ ଠିକ ଭାବରେ ପାଳନ ନ କରି ଏଇଠି କାହାଣୀ କହୁଚି। କଠୋର ଦଣ୍ଡ ର ଆବଶ୍ୟକ ଅଛି।
Kaliyug Sesh hoijiba jaldi 🙏 *Malika* sata heba🙏
6:16 ଆରେ ଧାରଣ ତୁ ମିଛ କହୁଚୁ, ମୋ ପ୍ରଭୁଙ୍କୁ ଜାଣିକି କଲବଲ କରିଥିବ।
জয় জগন্নাথ
Mahapuru odisha prati hauthiba anya sahi parileni,dekhile tankari agara nabini nk prati loka au otv biswasa ghata kala tenu prabhu ragichanti..odisha basi nku janei dele..bipati madi asuchi..😊
Jay shree Ram Jai jinendra jai jinendra jai jinendra
🙏🙏🙏😢om nama vagabate vasudevay Jay jagarnntha
ଏଭଳି ବର୍ଣ୍ଣନା ଦୁଃଖଦାୟକ
Jay Jaganth
Jay Shree Jagannat bagwan
ସେବାୟତ ମାନେ ମିଡ଼ିଆ ରେ ନିଜର ସ୍ପଷ୍ଟତା ଦିଅନ୍ତୁ l ଓଡ଼ିଆଙ୍କ ଭାବାବେଗ କୁ ନେଇ ଖେଳନ୍ତୁ ନାହିଁ l
Dakayat mela
ଖାଲି ଦେଖେଇହେବା ଆଉ ଭକ୍ତ ମାନଙ୍କୁ ଭାବା ବେଗକୁ ଦେଖି ଲୁଟିବେ।
ୟାକୁ କେତେ ଖୁସି ଲାଗୁଚି, କିରେ ତମମାନଙ୍କ ପାଇଁ ପ୍ରଭୁ ପଡିଗଲେ
ବଢ଼ିଆ ବାହାନା ବାନେଇଲେ........
Aha bahana
😢Nana satakatha kahile tv re baharibapain sabu agaku asuchhanti... Jay Jagannath🙏🙏🙏
ଜଗନ୍ନାଥ ଙ୍କ ଗାଣ୍ଡି ଟା, ଗାଣ୍ଡି ରେ ଲଗେଇବା ଗାଣ୍ଡିକି ଟେକିବା କେତେ ମୂର୍ଖ ଏମାନେ
@Rajmbbs17
16 күн бұрын
I'm thinking the same way... Bhai a mane a bhali asabhya bhasa jagannath nka pain kemiti use karuchanti!!! Hey bhagwaan a mana nka garba bhanga.. 🥺
ଏମାନେ ନିଜର ଭୁଲକୁ ଲୁଚେଇବା କୁ ଚେଷ୍ଟା କରୁଛନ୍ତି 😢
Sebayata Mane nija uparaku neiki Bada thakura nka Shree Anga ku rakhya kale❤
😢😢😢😢😢😢😢
ପୁରୀରେ ସରକାର ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଏତେ ପଣ୍ଡାମାନେ ରଥ ଉପରେ କାହିଁକି ଥିଲେ
Mahaprabhu apanka bichar karibe
କଲବଲ ହେଇ ନାହିଁ ଆଗକୁ ହବ
I am very sad 😭😭🥺
ପ୍ରଭୁଙ୍କ ଲିଳା କହିବାଟା ଠିକ୍
ମଣିଷ ମୁଣ୍ଡ ବେଶୀ ପାଗଳ ଭଗଵାନ କୁ କେହି ପକାଇ ପାରେନା ସେ ହେଉଛି ସର୍ଵ ଶକ୍ତିମାନ ସର୍ବବ୍ୟାପୀ ସେତି ପାଇଁ ଏତେ tension କାହିଁକି ସବୁବେଳେ positive ଚିନ୍ତା କର ନାହିଁ ସୃଷ୍ଟି ତୋହୋର ଖେଳ ଘର, ତୋ ଖେଳ ତୋତେ ଅଗୋଚର ଯାହା ଘଟିବାର ଥାଏ ତାହା କେହି ରଖି ପାରେନା
କଥାରେ ଅଛି, "କଥା ମାଜିଲେ ମୋଟା ହୁଏ" । ପ୍ରକୃତ ଜ୍ଞାନୀମାନଙ୍କ ପାଇଁ ଏତିକି ହିଁ ଯଥେଷ୍ଟ । ଜୟ ଜଗନ୍ନାଥ,ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
ଯେ ଯାହା କରିବ ସେ ତାହା ନିଶ୍ଚେ ପାଇବ ତୁମ କଥା କେବଳ ଦୋଷ କୁ ବଢ଼ା ଇବାର ଯୋଜନା ସେମାନେ ଶିଖିବେ କଣ
ୟାର ଜବାବ ପ୍ରଭୁ ଜଗନ୍ନାଥଙ୍କ ଦେଲେ ଭଲହେବ ବେହିଆ ଙ୍କ ମୁଖରୁ ଶୁଣିବାକୁ ଭଲଲାଗେ ନି
Malika katha dhire dhire sata hauchi
Ratha yatra purbaru setiki weight misiki utheiba practice karajau
କାଲି ଓଡ଼ିଆ ଜାତିର ଯିଏ ମୂଳ ସମ୍ପତି ତାଙ୍କୁ ପକେଇ ଖଣ୍ଡିଆ ଦଣ୍ଡିୟା କରିଦେଲ ଓଡ଼ିଆ ଓ ଭକ୍ତ ମାନଙ୍କ ଛାତି କାଲି ଫାଟିଗଲା ସବୁ ତମ ମାନଙ୍କ ଖାମ ଖିୟାଲ ପାଇଁ ମହାଦାରୁ ଙ୍କୁ ତଳେ ପକେଇ ଦେଲ, ରଥ ଯାତ୍ରା ରେ କଳା ଦାଗ ଲଗେଇ ଦେଇ କହୁଚ ନୂଆଁ କଥା ନୁହଁ । ତମ ମାନକୁ କାଲି ଘଟଣା ପାଇଁ ଯେଉଁମାନେ ଦାୟୀ ଚିହ୍ନଟ କରି ବହିଷ୍କାର କରିବା କଥା । ଆଉ ଗୋଟିଏ କଥା ଟିଭି ରେ ଜଉମାନେ ଆସନ୍ତି ଆମର ବାହୁବଳୀ gym ୱାଲା ସେବାୟତ କୁଆଡେ ଥିଲେ ?
ଗାଲୂଆମୀ ର ସବୂ ସୀମା ଟପିଗଲେ ଏ ଗାଲୁଆ ପଲ
Emty re sabu panda kahuchhanti mobile use karanahin but ratha upre vagawaan nka saha selfi neuchanti..🙏
ତତେ ଲାଜ ଲାଗୁନି ରେ
ସେବାୟତ ମାନେ କଣ ହୁଏତ ଜାଣିନାହାନ୍ତି କେମିତି ବା ଜାଣିବେ ସବୁରି ମୂଳରେ ସେ ଟଙ୍କା ଆଗ ଟଙ୍କା କମେଇବେ ତାପରେ ସେଥିରୁ ଟାଇମ ମିଳିଲେ ସେ ସେବା କଥା ଚିନ୍ତା କରିବେ
ପ୍ରଭୁଙ୍କ ସହ କିଛି ଅପସବ୍ଦ ବ୍ୟବହାର ନକରି ଶାଳିନତା ରକ୍ଷାକରି କଥା କୁହନ୍ତୁ,,,
Lilamaya.Sabu tankari ichha. Jay jagannath Jay Balabhadra Jay Subhadra.
Plenty of income
ଭାଙ୍ଗ ଖାଇ ମନଈଛା ଠେଲାପେଲାରେ ଠାକୁର କୁ ଗଡ଼େଇ ଦେଲେ
Thank
,ଗୋଟେ ଗୋଟେ ରଥ ରେ ଦୁଇହଜାର ଗଣ୍ଡା
Jagannath nka gandi ta!! Subhadra b kam jantu nuhanti!! Bhagwaan amaku kalabal karanti!!! A sabu ki prakaar ra language use hauchi ama koti odia nka maudamani nka upare?? 😡
ଗାଲୁଆଙ୍କ ବାରବାଟି ଚାଷ
New cm jadhu karile ta prabhu ragigale loka dekhania kamku dethi
Such accident is first, never before such happened, this is only for egoistic nature and activities. Mahaprabhu sabu dekhuchhanti, tanku kana kehi thaki pariba.....
Galu marile chaapal mado heba katha .... bhul haichi jadi maniki khyama mago a galuami kale mahapuru bhi khyama karibeni
ଏ ଲୋକ ଭାଙ୍ଗ ଖାଇ କହୁଛି ବୋଧହୁଏ