ଏକାଦଶୀରେ ବିକଳ ହୋଇ ଡ଼ାକିବାରୁ ଜଗନ୍ନାଥ ଆସି ଖାଇଦେଇ ଗଲେ | Jagannath Mahima | Shakti Shankar Mishra

Ойын-сауық

ବିକଳ ହୋଇ ଡ଼ାକିବାରୁ ଏକାଦଶୀରେ ଜଗନ୍ନାଥ ଆସି ଖାଇଦେଇ ଗଲେ |
Shakti Shankar Mishra
Pancha Paa Matha
• ଏକାଦଶୀରେ ବିକଳ ହୋଇ ଡ଼ାକ...
ଆଜି ଦିନ ୧୦.୪୫ ମିନିଟରେ।
ପୁରୀରେ ଥିବା ମଠ ପରମ୍ପରା କେତେ ମହାନ୍ ଏହି ଭିଡ଼ିଓ ତାର ଜ୍ୱଳନ୍ତ ଉଦାହରଣ। ଯେଉଁଠି ଭକ୍ତ ବିକଳ ହୋଇ ଡାକିଲେ ମହାପ୍ରଭୁ ନିଜେ ଆସି ପହଞ୍ଚି ଯାଆନ୍ତି। ଆଜି କିନ୍ତୁ ଆମ ସେଇ ମଠ ମାନଙ୍କୁ ଧ୍ଵଂସ କରି ତାକୁ ଦର୍ଶନୀୟ କ୍ଷେତ୍ରରେ ପରିଣତ କରିବାରେ ଲାଗି ପଡିଛୁ। ସେୟାର କରିବାକୁ ଭୁଲି ବେନି।
--------------------
odisha anubhuti re jagannath anubhuti re shri jagannath anubhuti re jagannath prarthana anubhuti re sri jagannath jagannath mahima jagannath mahima in odia jagannath mahima rabindra narayan mishra jagannath mahima katha jeeban smruti anubhuti smruti tume akshaya mohanty bhitiri katha narayan mishra narayan mishra bhitiri katha odisha 365 bhitiri katha narayan mishra nka bhitiri katha samaj o sanskruti odisha365 samaj o sanskruti baishnaba charan mohanty rajat kar rajat kar pala rajat kar odisha rajat kar katha aloukika rajat kara
--------------------
odisha 365, odisha 365 jagannath mahima, jagannath mahima, anubhuti re jagannath, bhitiri katha narayan mishra, odisha 365 channel, narayan mishra bhitiri katha, jagannath anubhuti, dr ashutosh prasad mishra, jagannath mahima 365, jagannath anubhuti in odia, odia 365, jagannath mahima in odia, odisha365, jagannath ashtakam, 365 channel, anubhutire jagannath, jay jagannath tv live, 365 odisha, ashutosh mishra, rabinarayan mishra, rabindra narayan mishra anubhuti, ashutosh prasad mishra, kadachit kalindi tata vipina sangeeta, lingaraj temple bhubaneswar live
---------------------
#jagannathmahima #shaktishankarmishra #odisha365 #odisha #jagannath #anubhutirejagannath #puri #purijagannathtemple

Пікірлер: 271

  • @priyankamohapatra1647
    @priyankamohapatra1647 Жыл бұрын

    ମୋ ଜଗନ୍ନାଥ କୁ ଯୋଉଠି ଡାକିଲେ ସେଠି ଶୁଣନ୍ତି ମୋ ଜଗନ୍ନାଥ ସ୍ୱାମୀ

  • @rasmitamaharathy6734
    @rasmitamaharathy6734 Жыл бұрын

    ଯୁଗେ ଯୁଗେ ପ୍ରଭୁ ତୁମେ କେବଳ ଭକତର , ଭକତ କେବଳ ତୁମର. ଭକତ ପାଇଁ କେବେ ନାହିଁ ତୁମ୍ଭ ମନେ ବାଛ ବିଚାର. ଭକତର ସେନେହ ଅଟେ ତୁମ୍ଭ ଗଳାର ହାର, ସେଇ ହାର ସଦା ପିନ୍ଧିବା ପାଇଁ ହେଉଥାଅ ତତପର. ଜୟ ଜୟ ହୋ ମହାପ୍ରଭୁ, ଜୟ ହୋ ମା ଲକ୍ଷ୍ମୀ 🙏🌹❤️🌹🙏

  • @jagatjitdalei1723
    @jagatjitdalei172311 ай бұрын

    ସେ ଭକ୍ତ ବତ୍ସଳ ଭାବଗ୍ରାହି.... ଓଡ଼ିଆ ମଊଡମଣୀ ଶ୍ରୀ ଜଗନ୍ନାଥ 👏 ହେ ମହାବାହୁ ଏମିତି ଅବିରତ ତୁମର ଲୀଳା ଚାଲିଥାଉ ... ଚଉଦିଗ ଜୟ ଜଗନ୍ନାଥ ହରିବୋଲ ରେ ପ୍ରକଂପିତ ହଉଥାଉ...👏 ସକଳ ବ୍ରହ୍ମାଣ୍ଡ ନାୟକ ...ତୁମକୁ କୋଟି ପ୍ରଣାମ💐👏

  • @agneyasahoo8697
    @agneyasahoo8697 Жыл бұрын

    ମୋ ମହାପ୍ରଭୁ ମୋ ପ୍ରାଣ ର ପ୍ରାଣ ମହା ପ୍ରାଣ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ

  • @biswabhusanrath2814
    @biswabhusanrath2814 Жыл бұрын

    ଅନାବିଳ ଭକ୍ତିମୂଳକ ଆଜିର ହୃଦୟସ୍ପର୍ଶୀ କାହାଣୀଟି ଶୁଣି ଆଖିରୁ ଆନନ୍ଦାଶ୍ରୁ ଝରିଆସିଲା । ଧନ୍ୟବାଦ ପଣ୍ଡିତ ମହାଶୟ । ପ୍ରଣାମ । 🙏 ଜୟ ଜଗନ୍ନାଥ । 🙏🙏🙏🙏

  • @pabitradash8651
    @pabitradash8651 Жыл бұрын

    ଜୟ ଜଗନ୍ନାଥ, ଏଇ ବିଷୟବସ୍ତୁ ମୂଳ ରହିଗଲା ଆଜ୍ଞା । ସେ ଭକ୍ତ ଙ୍କ ଘର କାଶୀ ତାଙ୍କ ନାଁ ପଞ୍ଚୁଆ.....

  • @ranjankumarsahu1701
    @ranjankumarsahu1701 Жыл бұрын

    ଆହା ଆହା, ହେ ଜଗ୍ନାଥବଲ୍ଲଭ ତୁମର କରୁଣା ସାରା ବିଶ୍ବ ଉପରେ ଥାଉ, ମଣିମା,,🙏🙏🙏🙏

  • @bramhanandamallik3431
    @bramhanandamallik3431 Жыл бұрын

    ହେ ନାରାୟଣ ତୁମେ ସତ୍ୟ ସନାତନ 🙏 ଜୟ ଜଗନ୍ନାଥ 🙏

  • @kalpanakar3595

    @kalpanakar3595

    Жыл бұрын

    Jay jagannath 🙏🏼🙏🏼🙏🏼

  • @bramhanandamallik3431

    @bramhanandamallik3431

    Жыл бұрын

    @@kalpanakar3595 apnka. Ghara kouthi

  • @sabitabehera6621
    @sabitabehera6621 Жыл бұрын

    Jay Jagannath Swamy Nayan Patha Gamy Vabatumy 🌹🌹🌹🌹🌹👏👏👏👏👏

  • @archanasamanta2402
    @archanasamanta2402 Жыл бұрын

    ମଣିମା ଆପଣ ଭାବଗ୍ରାହୀ ଭାବରଙ୍କୁଣାଙ୍କୁ କୋଟି କୋଟି ଦଣ୍ଡବତ ମହା ବାହୁ ।👁️🙏🏻👁️ଜୟ ଜୟ ଜଗନ୍ନାଥ ସ୍ୱାମୀ

  • @taraprasadmohaptra8809
    @taraprasadmohaptra8809 Жыл бұрын

    ଆହେ ଜଗନ୍ନାଥେ ଚକ୍ର ଆଢ଼ୁଆଳରେ ରଖିଥାଏ ସମଗ୍ର ବିଶ୍ବକୁ 🙏🙏🙏🙏🙏🙏🙏🙏🙏🙏🙏🙏

  • @manaskumarmaharana24
    @manaskumarmaharana24 Жыл бұрын

    ତୁମେ ତ ଭାବଗ୍ରାହୀ 🙏🙏ମନ ରେ ବିକଳ ହେଈ ତୁମକୁ ଡାକିଲେ, ତୁମେ ରହି ପରନି ମଣିମା 🙏🙏ତୁମେ ଅଛ ବୋଲି ଆମେ ଅଛୁ ସାଆନ୍ତେ 🙏🙏ପ୍ରତି ସମୟ ରେ ଆମେ ତୁମକୁ ଅନୁଭବ କରୁ ଯେପରି ମଣିମା ମୋର 🙏🙏🙏

  • @padmajakantamishra344

    @padmajakantamishra344

    Жыл бұрын

    6666

  • @trilochanbarik354

    @trilochanbarik354

    Жыл бұрын

    Q Qotqtoqqq

  • @mamascreation505

    @mamascreation505

    Жыл бұрын

    ଜୟ ଜଗନ୍ନାଥ 🙏🙏, ଅନାଥ ର ନାଥ ଶ୍ରୀ ଜଗନ୍ନାଥ

  • @sabitasahoo4176
    @sabitasahoo4176 Жыл бұрын

    ଜଗତର ନାଥ ଆହେ ଜଗନ୍ନାଥ ତୁମେ ତ ଅନ୍ତର ଜ଼ାମୀ ତୁମକୁ ଏତିକି ପ୍ରାଥନା ତୁମ ପାଦ ପଦ୍ମରେ ତୁମେ ଆମପରିବାର ଭଉତ ଗରିବ ଜେମିତି ରଖିଚ ଭଲରେ ଅଛୁ ଆମ ସମସ୍ତିଙ୍କୁ ଭଲରେ ରଖ ଆରୋଗ୍ୟ ରଖ ପ୍ରଭୁ 🙏🙏🙏😭😭😭

  • @sabitaswain5513
    @sabitaswain5513 Жыл бұрын

    ମୋ ବାପା ଜଗନ୍ନାଥ ସ୍ଵାମୀ...🙏🙏🙏

  • @rajeshkumarbarik3958
    @rajeshkumarbarik3958 Жыл бұрын

    ଜୟ ଜଗନ୍ନାଥ ମହାପ୍ରଭୁ 🙏 କେଜାଣି କାଇଁ ଏ କାହାଣୀ ଶୁଣିଲା ପରେ ଆଖିରୁ ଖାଲି ଲୁହ ଝରୁଛି 😭

  • @subashmishra5616
    @subashmishra56163 ай бұрын

    ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ନାମରେ ପାଞ୍ଚ ପାଆ ମଠ ଭଳି ଅନେକ ମଠ ମନ୍ଦିର ଆଜି ମାଟିରେ ମିଶି ଯାଇଛି ପରନ୍ତୁ କେତେ ସୁନ୍ଦର ଭାବ ଭକ୍ତି ଭରା ସତ୍ୟ ଲୁଚି ରହି ମହାପ୍ରଭୁଙ୍କ ଯଶ ଗାନ ହେଉଛି ଏହି ଆଖ୍ୟାନ ଆଜି ଇତିହାସର ସତ୍ୟ ତଥ୍ୟ ଜୟ ଜଗନ୍ନାଥ

  • @sujeetpal124
    @sujeetpal124 Жыл бұрын

    ଉପସ୍ଥାପନା ଶୈଳୀ ଆଉ କଥା ରେ ଆଖି ଓଦା ହେଇଯାଉଚି😢😢😢

  • @krishnasahoo5130
    @krishnasahoo513011 ай бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🌹🙌

  • @prasantanayak9547
    @prasantanayak9547 Жыл бұрын

    ଜୟ ମହାପ୍ରଭୁ ଆପଣଂକ ଲୀଳା ବଡ ବିଚିତ୍ର 🙏

  • @saswatpriyabrat
    @saswatpriyabrat Жыл бұрын

    ଧନ୍ୟ ତୁମ ଲୀଳା ମହା ପ୍ରଭୁ 🙏

  • @chinmayadas6630
    @chinmayadas6630 Жыл бұрын

    ଜୟ ଜଗନ୍ନାଥ 🙏🙏🙏, ହେ ଲୀଳାମୟ କେବେ ତ ଆଶ ଥରେ ପ୍ରଭୁ, ତମେ ତ ଲୀଳାମୟ, ଦୟା ର ସାଗର, ହେ ମହାବାହୁ ତୁମ କୃପା ହଉ, ଏଇ ଦୀନ ହୀନ ଅକିଞ୍ଚନ ଉପରେ

  • @jayshrijagannath1627
    @jayshrijagannath1627 Жыл бұрын

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ମୋ କାଲିଆ ସୁନା ରେ ❤️🌼🙏🌼❤️

  • @pradeshkumarsahoo1877
    @pradeshkumarsahoo1877 Жыл бұрын

    ଧନ୍ୟ ଭକ୍ତ ଧନ୍ଯ ଭାଗବାନ 🙏🙏🙏🙏🙏🙏

  • @jayjagannathbhajan5819
    @jayjagannathbhajan5819 Жыл бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ ହରିବୋଲ ଜୟ ମା ମଙ୍ଗଳା .

  • @jharanapradhan7836
    @jharanapradhan7836 Жыл бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏 ତୋ ଶ୍ରୀଚରଣରେ କୋଟି କୋଟି ପ୍ରଣାମରେ 😘❤️😘

  • @anupkuswain6140
    @anupkuswain6140 Жыл бұрын

    ଜୟ ଜଗନ୍ନାଥ, ସେହି ମଠ ରେ ଥିବା ଡିଅଂ ମୂର୍ତ୍ତି ବର୍ତ୍ତମାନ କଉଁଠି

  • @prakasinidas8188
    @prakasinidas8188 Жыл бұрын

    ହେ ମହାବାହୁ, ତୁମ କୋମଳ ଶ୍ରୀଚରଣ କମଳରେ ଅନନ୍ତ କୋଟି ପ୍ରଣାମ ମଣିମା।ପ୍ରଣାମ ସାର🙏🙏

  • @laxmibehera7553

    @laxmibehera7553

    Жыл бұрын

    Jay Jagannath 🙏

  • @pcpraharaj1753
    @pcpraharaj1753 Жыл бұрын

    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ

  • @narasingha
    @narasinghaАй бұрын

    ଆହା କି ସୁନ୍ଦର୍ jay Jagannath 🎉

  • @rakeshkumarchandel9970
    @rakeshkumarchandel9970 Жыл бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🌹🙏🙏🙏

  • @paulpanigrahi3359
    @paulpanigrahi3359 Жыл бұрын

    ଦୁଃଖ ଲାଗେ ଭାବଗ୍ରାହୀ ଶ୍ରୀଜଗନ୍ନାଥ ଏହି ପାଞ୍ଚ ପା ମଠ ଟିକୁ ନବିକରଣ ନାଁ ରେ ଯେଉଁ କୁଳାଙ୍ଗାର ଏହି ଐତିହ କୁ ଭାଙ୍ଗିଲା ତା ଠାରୁ ବଞ୍ଚାଇଳେ ନାହିଁ କାହିଁକି !

  • @crsahulnt
    @crsahulnt Жыл бұрын

    ❤️🌹❤️⚘श्री⚘❤️🌹❤️ 🙏🌸⚘ राधे राधे⚘🌸🙏 🌼⛳🌼👣🌼⛳🌼 🌼🌻हरे 👣कृष्ण🌻🌼 💧🥥🍁🙏🍁🥥💧

  • @Manu_stitching
    @Manu_stitchingАй бұрын

    ହେ ପ୍ରଭୁ ସବୁ ତମର ଲୀଳା

  • @janmejayasmartdigital669
    @janmejayasmartdigital669 Жыл бұрын

    ଜୟ ଜଗନ୍ନାଥ 🙏🏻🙏🏻🙏🏻🎉

  • @Gopabandhu91
    @Gopabandhu91 Жыл бұрын

    ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @deben22
    @deben22 Жыл бұрын

    ଜୟ ଜଗନ୍ନାଥ ସ୍ଵାମୀ, ନୟନ ପଥ ଗାମୀ ଭବତୁ ମେ 🙏🙏

  • @prasantabehura9071
    @prasantabehura9071Ай бұрын

    🙏ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏

  • @drtusharkantinayak7523
    @drtusharkantinayak7523 Жыл бұрын

    ଏତେ ମହିମାପୂର୍ଣ୍ଣ ଇତିହାସଟିକୁ ମାଟିରେ ମିଶାଇ ଦିଆଗଲା ? ତେବେ ପାଞ୍ଚପା ମଠ ଓ ପାଞ୍ଚପାଙ୍କ ପରି ପରମଭକ୍ତଙ୍କର ନାମ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମାତା ମହାଲକ୍ଷ୍ମୀଙ୍କର ଏହି କାହାଣୀ ଚିରକାଳ ପାଇଁ ଭକ୍ତମାନଙ୍କ ମନକୁ ଭାବ ବିହ୍ୱଳ କରୁଥିବ । ଜୟ ଜଗନ୍ନାଥ 🙏💖

  • @binapanimallik4628
    @binapanimallik4628 Жыл бұрын

    ଭାବଗ୍ରାହୀ କାଳିଆ ସାଆନ୍ତ, 🙏🙏🙏

  • @AKSahu-jh7sk
    @AKSahu-jh7sk11 ай бұрын

    ଜୟ ଶ୍ରୀ ଜଗନ୍ନାଥ

  • @Sudha_Kitchen
    @Sudha_Kitchen Жыл бұрын

    Jai jagannath Swami Nayan pathagami 🙏🏻🙏🏻 bahut sundar bhabare barnana karithibaru dhanyabad

  • @nareshdash3796
    @nareshdash37966 ай бұрын

    ଏଭଳି ଐତିହ୍ୟ କୁ ଭଙ୍ଗା ଯିବା ଅତୀବ ଦୁଃଖଦ । ବଡଛତା ମଠ ବି ଭଙ୍ଗା ଯାଇଛି । ଉତ୍କଳ ର ଐତିହ୍ୟ ଭାଙ୍ଗି ଥିବା ବ୍ୟକ୍ତି ମାନଙ୍କୁ ଇତିହାସ କ୍ଷମା କରିବ ନାହିଁ । ଜୟ ଜୟ ଜଗନ୍ନାଥ

  • @chandrakantajena5888
    @chandrakantajena5888 Жыл бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ

  • @anusayamohanty1775
    @anusayamohanty1775 Жыл бұрын

    Sir pranm se pra Am mahaprabhu

  • @aratidas6369
    @aratidas6369 Жыл бұрын

    Bahut sundar .....Barambar sunibaku ichha heuchhi.Jay jagannath🙏🙏🙏

  • @smrutisudhanayak9330
    @smrutisudhanayak93302 ай бұрын

    🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏

  • @annapurnasahoo8768
    @annapurnasahoo8768 Жыл бұрын

    ଜୟ ଜଗନ୍ନାଥ 🙏🙏🙏🙏

  • @sanjuktarana9012
    @sanjuktarana9012 Жыл бұрын

    Jay jagannath sabu bhakta ku krupa kara thakure 🙏🙏🙏🙏

  • @maniramsabar4263
    @maniramsabar4263 Жыл бұрын

    ଜୟ ଜଗନ୍ନାଥ 🙏 , ମହାପ୍ରଭୁ ସମସ୍ତ ଭକ୍ତଙ୍କ ସୁଖ ଦୁଃଖ ର ସାଥି ଅଟନ୍ତି ,

  • @jilanmaharathi1687
    @jilanmaharathi1687 Жыл бұрын

    ଜୟ ଜଗନ୍ନାଥ

  • @nukulchandrasahoo9318
    @nukulchandrasahoo9318 Жыл бұрын

    ବହୁତ ସୁନ୍ଦର କଥାମୃତ

  • @raja9754
    @raja9754 Жыл бұрын

    Bahut badhia katha agyan.. Mana khusi heigala jay jagannath mo prabhu

  • @nilimabhosagar7270
    @nilimabhosagar7270 Жыл бұрын

    Jai Jagannath maha prabhu 🙏🏻🙏🏻🙏🏻🙏🏻

  • @srdharaeshsaaa7884
    @srdharaeshsaaa7884 Жыл бұрын

    Shakti Shankar mishra sir nkara aau katha please diantu bahut sundar laguchi sir nka byakhya sunibaku

  • @swatisucharita3755
    @swatisucharita3755 Жыл бұрын

    Jay shree Jaganath Swami Nayana patha gami bhaba tume 🙏🙏🌹🌹🌹 jay Mahaprabhu jay jay Mahaprabhu 🙏🙏🌹🌹🌹 sir apanku pranam 🙏🙏🌹🌹

  • @jagannathbaba4035
    @jagannathbaba4035 Жыл бұрын

    ଲୀଳା ମୟ ମୋ ମହା ପ୍ରଭୁ ଜଗନ୍ନାଥ। ସେ କୌଣସି କାଠ ର ଦିଅଁ ନୁହଁ ରେ । ଭାବରେ ଡାକିଲେ ସବୁ ଶୁଣନ୍ତି। ତୁମ ଲୀଳା ଅନନ୍ତ ତୁମ କଥା ଅନନ୍ତ

  • @ksh5244

    @ksh5244

    Жыл бұрын

    Haan re, se katha ra dian nuha re. "Re" sabda ta kaha pain. Han tume bhaba re lekhi deithiba.

  • @jagannathbaba4035

    @jagannathbaba4035

    Жыл бұрын

    ଆଜ୍ଞା ସେ ମୋ ବାପା ଧନ ପରା । ତାଙ୍କ ବିନା ମୋର କିଏ ଅଛି ମାରିଲେ ସେ ମାରିବେ ରଖିଲେ ସେ ରଖିବେ। ବହୁତ୍ ଗେହ୍ଲା ଟା ଠିକ୍ ଦଶ ବର୍ଷ ର ବାଳକ ପରି ।

  • @jagannathbaba4035

    @jagannathbaba4035

    Жыл бұрын

    @@ksh5244 ଆଜ୍ଞା କିଛି ଭୁଲ କରି ଦେଲି କି

  • @MamiMami-lm3wk
    @MamiMami-lm3wk Жыл бұрын

    Mo mahaprabhu pari kia haba jay Jagannath mahaprabhu 🙏🌼🙏

  • @pradeeptaswain4505
    @pradeeptaswain4505 Жыл бұрын

    Jai Jai Jagannath /Jai Jai jagannath Jai jai jagannath 🙏🙏🙏💕💕🙏🙏🙏

  • @matruashishpatra3550
    @matruashishpatra3550 Жыл бұрын

    🙏🙏🙏Jay Jagannath Mahaprabhu 🙏🙏🙏

  • @sujitkumarsahoo7379
    @sujitkumarsahoo7379 Жыл бұрын

    Jay shree Jagannath mahaprabhu 🙏🚩 Mo daka sunantu prabhu 🙏

  • @rajyabardhan1017
    @rajyabardhan1017 Жыл бұрын

    ପ୍ରଭୁ ଙ୍କ କି ଲୀଳା, କି ଭାବ, ଯେମିତି ସରକାର ମଠ ମନ୍ଦିର ଭାଙ୍ଗିଛି କୁ ଚକ୍ରାନ୍ତ କରି, ସେମିତି ଏ ସରକାର ଭାଙ୍ଗି ଜୀବ ଧଳିସାତ ହୋଇଯବ ସେମିତି ମାରିବେ, କେତେ ବର୍ଷ ବର୍ଷ ଧରି ମଠ ମନ୍ଦିର ଥିଲା ସବୁ ଧୂଳି ହୋଇଗଲା, ଭାଷୀ ଯାଉ ତମ ରାଜନୀତି ଜଳିଯାଅ ତୁମେ କେତେ ସନ୍ଥ ଲୁହ ଝାରିଛନ୍ତି ସବୁ ଜଳିବ ରେ କୁ ଚକ୍ରାନ୍ତ କାରି ମାନେ ସମୟ କୁ ଅପେକ୍ଷ୍ୟl କର

  • @Sanjaysir55
    @Sanjaysir55 Жыл бұрын

    Mo ଜଗନ୍ନାଥ ଭାବର ବିକଳିଆ... ସ୍ନେହ ମମତା ଦେଲେ ପାଖକୁ ଚାଲିଆସନ୍ତି

  • @debashisguru8101
    @debashisguru8101 Жыл бұрын

    Dhanya tume Panchapa mahaprabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @subhalaxmimohanty9934
    @subhalaxmimohanty9934 Жыл бұрын

    🙏Hey jagannath mahapravu 🙏

  • @chandrasekharmishra2559
    @chandrasekharmishra2559 Жыл бұрын

    ଅନନ୍ୟ ଉପସ୍ଥାପନ। ପ୍ରଣାମ

  • @ruchikabehera5775
    @ruchikabehera5775 Жыл бұрын

    Maha Prasad karanka kanthare asesa tohara mahima ke Jani pare Guna Sima. Mohasaya apanka kantharu ebhali suni bahut bhala laguchi. Pranam.

  • @Pradhan.kartik
    @Pradhan.kartik Жыл бұрын

    Dhanya Jagannath Dhanya tanka bhakta Jay Shree Jagannath Swami

  • @maheshpujari2736
    @maheshpujari2736 Жыл бұрын

    Jay Jagannath Jay Jagannath 🙏🙏

  • @sukantiranipadhi5776
    @sukantiranipadhi5776 Жыл бұрын

    Dhanya tuma seva dhanya mahaprabhu 🙏🙏🙏🙏🙌🙌🙌🙌🌺

  • @nopop7453
    @nopop7453 Жыл бұрын

    he pravu kalia thakura tumaku koti dandabata 🙏🙏🙏🙏🙏

  • @binapanibaitharu1798
    @binapanibaitharu1798 Жыл бұрын

    Tume hi ekamatra Satya sanatan,tume hi adi, tume hi anta, Tuma sricharan re Naman barambar naman,hay param pita parmeshwar shree Jagannath Saranam prapadhye 🪷🙏🏼

  • @RanajitSahoo
    @RanajitSahoo Жыл бұрын

    ଜୟ ଜଗନ୍ନାଥ ମହାପ୍ରଭୁ 🙏

  • @hrushikeshpanda4257
    @hrushikeshpanda4257 Жыл бұрын

    ଜୟ ଜଗନ୍ନାଥ ସ୍ବାମୀ 🙏🙏🙏🙏

  • @bharatmahanta1241
    @bharatmahanta1241 Жыл бұрын

    🙏🙏🙏 ଜୟ ଜଗନ୍ନାଥ 🙏🙏🙏

  • @madhusudanmaharana2623
    @madhusudanmaharana26237 ай бұрын

    Jai jagannath swami nayana patha gami bhava tume...

  • @asitrout7659
    @asitrout7659 Жыл бұрын

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @sorain1135
    @sorain1135 Жыл бұрын

    🙏🌷🙏🌷🙏🌷 Jay Jagannath Jay Jagannath Jay Jagannath MahaBahu 🌷🙏🌷🙏🌷🙏

  • @rabinarayanpratap8904
    @rabinarayanpratap8904 Жыл бұрын

    It is the same story my father told my mother and me when I was so young one. But it was the story of Shree Ram, Laxman,Sita and an animal, Monkey. Jay Jagannath.

  • @RadhaGobinda777

    @RadhaGobinda777

    7 ай бұрын

    Hanuman ji

  • @rashmipradhan2508
    @rashmipradhan2508Ай бұрын

    Jay Shree Radhe Radhe 🙏 Jay Shree Jagannath 🙏 Jay Shree Ram 🙏 Jay Shree Hanuman 🙏

  • @windowtoodisha4225
    @windowtoodisha42257 ай бұрын

    ଜୟ ଜଗନ୍ନାଥ ସ୍ଵାମୀ

  • @tarinisenmohapatra1293
    @tarinisenmohapatra1293 Жыл бұрын

    Jay Jagannath Mo Mahaprabhu Nkara Jay Hau Mo Kalia Samanta

  • @sudhansubhusandash8764
    @sudhansubhusandash8764 Жыл бұрын

    Thanks, Jay Jagannath mahaprabhu, Jay bhakta maharaj

  • @harekrishnadas6221
    @harekrishnadas6221 Жыл бұрын

    Jay Shree Jagannath 😭😭🙏🙏🙏🙏🙏

  • @dibyabiswal8323
    @dibyabiswal8323 Жыл бұрын

    🙏 ମହାପ୍ରଭୁ 🙏

  • @rakeshparidarakesh5616
    @rakeshparidarakesh56164 ай бұрын

    Jay Jagannath swami Nayana patha gami bhaba tume 🙏🙏🙏🙏

  • @manasiswain4702
    @manasiswain4702 Жыл бұрын

    ଜୟ ଜଗନ୍ନାଥ 🙌

  • @poonambhoi3207
    @poonambhoi3207 Жыл бұрын

    Ki lila tamara thakure....⚫❗⚫🕉️🥰🙏

  • @tapannaik3357
    @tapannaik3357 Жыл бұрын

    Jay shree jagannath swami ❤

  • @smrutinayak2295
    @smrutinayak2295 Жыл бұрын

    Jay jagannath...

  • @girijapattnaik3533
    @girijapattnaik3533 Жыл бұрын

    See.Bhabagrahi.Bahut.Sundar.Jay.Jagannath.🙏🙏🙏🙏🙏🙏🙏🙏

  • @subhalakshmisethi6099
    @subhalakshmisethi609911 ай бұрын

    🙏🙏🙏🙏🙏🙏🙏🙏🙏 ଜୟ ଜଗନ୍ନାଥ

  • @dipikanayak5874
    @dipikanayak5874 Жыл бұрын

    Bhabara thakura Jay Jagannath 🙏🙏❤️♥️

  • @mantusoumikshya5047
    @mantusoumikshya5047 Жыл бұрын

    Jay jagannath swami nayana pathagami bhaba tume 🙏🙏🙏

  • @sreejagannatha3588
    @sreejagannatha3588 Жыл бұрын

    🙏 Jaya SreeJagannatha Swamy 🙏

  • @srinibasmohapatra5196
    @srinibasmohapatra5196 Жыл бұрын

    Jai jagannath Jai jagannath Jai jagannath.

  • @pareshsahoo
    @pareshsahoo Жыл бұрын

    ପ୍ରଭୁ ଦୟା କରି ଦୟା କର।

  • @manashpalai5238
    @manashpalai5238 Жыл бұрын

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏

  • @subashpradhan7435
    @subashpradhan7435 Жыл бұрын

    Jagannath mahaprabhu nkr jay heu manima jay heu 🙏🏻

  • @naraharisethi6423
    @naraharisethi6423 Жыл бұрын

    Thank you so much my beloved Sri Jagannath for your kind blessings❤🙏🙏🙏

  • @techgopalcreative3760
    @techgopalcreative3760 Жыл бұрын

    ଜୟ ଜଗନ୍ନାଥ ଜୟ

Келесі