ମହାପ୍ରଭୁ କେମିତି ସମୟ ନିୟନ୍ତ୍ରଣ କରନ୍ତି ଜାଣି ଆଶ୍ଚର୍ଯ୍ୟ ହେବେ ! Jagannath Mahima | Shakti Shankar Mishra

ମହାପ୍ରଭୁ କେମିତି ସମୟ ନିୟନ୍ତ୍ରଣ କରନ୍ତି
ଜାଣି ଆଶ୍ଚର୍ଯ୍ୟ ହେବେ
ଏକ ସତ୍ୟ ଘଟଣା, 108 ପାଖୁଡ଼ା ବିଶିଷ୍ଟ ପଦ୍ମ ନେଇ ଯାଉଥିଲେ ଶ୍ରୀମନ୍ଦିର,
ବାଟରେ ହେଲା ଚମତ୍କାର
ଆଉ ତା ପରେ ଯାହା ହେଲା...
------------
Shakti Shankar Mishra
Jagannath Mahima
Odisha 365
#jagannathmahima #shaktishankarmishra #odisha365

Пікірлер: 282

  • @ODISHA365
    @ODISHA365 Жыл бұрын

    ଏକ ସତ୍ୟ ଘଟଣା ଆଧାରିତ ଆଜିର ଜଗନ୍ନାଥ ମହିମା କାର୍ଯ୍ୟକ୍ରମ, ମହାପ୍ରଭୁ କେମିତି ସମୟକୁ ନିୟନ୍ତ୍ରଣ କରିପାରନ୍ତି ଏହି ଭିଡ଼ିଓ ତାର ଜ୍ୱଳନ୍ତ ଉଦାହରଣ। ଧ୍ୟାନର ସହ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ । ସେୟାର କରିବାକୁ ଭୁଲିବେନି ।

  • @sunilnath3572

    @sunilnath3572

    Жыл бұрын

    💐🙏❤️🙏💐 ସବୁ ଅସମ୍ଭବ କୁ ସମ୍ଭବ କରିଦିଅନ୍ତି ଆମ ମହାପ୍ରଭୁ 💐🙏❤️🙏💐

  • @ODISHA365

    @ODISHA365

    Жыл бұрын

    @@sunilnath3572 ଆପଣଙ୍କୁ ଧନ୍ୟବାଦ ଏତେ ଦିନରୁ ଆମ ସହ ଯୋଡ଼ି ହୋଇ ରହିଥିବାରୁ।

  • @suvendupani7581

    @suvendupani7581

    Жыл бұрын

    Mo sahita eavali ghatana heichi

  • @manaskumarmaharana24

    @manaskumarmaharana24

    Жыл бұрын

    ମୋ ମଣିମା ଙ୍କ ପାଖରେ ଅସମ୍ଭବ କଣ ସେ ପରା ସର୍ବ ନିଅନ୍ତା 🙏🙏ମୋ ମଣିମା 🙏🙏🙏

  • @susamabalakamila7163

    @susamabalakamila7163

    Жыл бұрын

    😊😊p😊😊😊😊ppppp😊

  • @jyotsnamahapatra6349
    @jyotsnamahapatra63499 ай бұрын

    ଜଗାରେ ତୁ ସବୁ କରି ପାରୁ ତୋ ଉପରେ ଭରସା ରଖିି ମଧ୍ୟ ମନ କାହିଁକି ବିଚଳିତ ହୁଏ । ଜାଗାରେ ମୋ ଭରସା କେବେ ଭାଙ୍ଗି ବୁ ନାହିଁ । ଏତିକି ତୋ ଶ୍ରୀପୟରରେ ବିନତି ।⭕‼️⭕🙏🙏🙏🙏🙏🙏

  • @manaskumarmaharana24
    @manaskumarmaharana24 Жыл бұрын

    ଏମିତି ଆପଣଙ୍କ କଥା ଶୁଣିଲେ ଏ ମନ ଯେମିତି ବ୍ୟାକୁଳିତ ହେଉଥାଉ ମଣିମା 🙏🙏🙏 ତୁମେ ଯେ ଏଦେହର ଜୀବନ ସାଆନ୍ତେ ମୋ ପ୍ରାଣ ତୁମେ ମଣିମା,ମୋ ମଣିମା ତୁମେ 🙏🙏 🙏🙏🙏ମୋ ମହାପ୍ରଭୁ 🙏🙏🙏

  • @ramji-yn1oz
    @ramji-yn1oz Жыл бұрын

    ମଣିମା ତୋ ବିନା ଅନୁମତିରେ ୟେ ଯିବ ଜଗତ ଅଧୁରା , ତୋତେ କୋଟି କୋଟି ନାମସ୍କାର 🙏🙏🙏🙏❤️❤️❤️🚩🚩🚩🚩

  • @satyanayak4271
    @satyanayak4271 Жыл бұрын

    ଭୂମିଷ୍ଠ ପ୍ରଣାମ ଆଜ୍ଞା ! ସୁନ୍ଦର ଲାଗେ ଆପଣଙ୍କ କଥା ! ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏

  • @ratankumarmahapatra7086
    @ratankumarmahapatra7086 Жыл бұрын

    ସବୁ ସେଇ ମଣିମା ଙ୍କ ଲୀଳା 🙏🚩

  • @pradeshkumarsahoo1877
    @pradeshkumarsahoo1877 Жыл бұрын

    ସକଳ କର୍ତ୍ତା ସେ, ତାରି ନିର୍ଦେଶରେ ଏ ବିଶ୍ଵ ବ୍ରହ୍ମାଣ୍ଡ ସୃଷ୍ଟି l ଧନ୍ଯ ମହାପ୍ରଭୁ ଧନ୍ଯ ତୁମ ଲୀଳା 🙏🙏🙏🙏

  • @aurobindasahoo1779
    @aurobindasahoo1779 Жыл бұрын

    ଆଜ୍ଞା ଦୟା କରି କହିବା ହେହୁ ମହାପ୍ରଭୁ ଆଉ ମା ସାରଳା ଙ୍କ ସମ୍ପର୍କରେ ଏ ଅଧମ ଚିର ଅମୃତ ଲାଭ କରିବା ହେବ ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏

  • @bimalchandrasarangi1128
    @bimalchandrasarangi1128 Жыл бұрын

    ଜଗନ୍ନାଥ ଙ୍କ ମହିମା ଅପାର। ଏହିଭଳି ତାଙ୍କ ର ଗୁଣମାନ କରୁଥାଅ। ଆମେ ଶ୍ରବଣ କରି କୃତାର୍ଥ ହେଉଥାଉ।

  • @arajunmaharana6147
    @arajunmaharana6147 Жыл бұрын

    ଧନ୍ୟ ମହାପ୍ରଭୁ କାଳିଆ ସାଆନ୍ତ ଭକତ ବତ୍ସଳ ହରି, ତବ ପାଦ ପଦ୍ମେ ରହୁ ସଦା ମତି ଆହେ ଗୋଲୋକ ବିହାରୀ।। ଜଗତର ନାଥ ବଇକୁଣ୍ଠ ନାଥ ଏତିକି କରୁଣା ହେଉ, ସକଳ ପ୍ରାଣୀଙ୍କୁ ରକ୍ଷାକର ସାଇଁ ଚକାଡୋଳା ମହାବାହୁ।। 🙏 ଜଗନ୍ନାଥ8 ସ୍ୱାମୀ ନୟନ ପଥଗାମୀ ଭବତୁ ମେ 🙏

  • @prakashchandrapatra598
    @prakashchandrapatra5988 ай бұрын

    ନିହାତି ସତ କଥା ,,, ମହାପ୍ରଭୁଙ୍କ ମହିମା ଅପାର ହେ ଚକାନୟନ ମୁଁ ଏଇଠି ଆପଣଙ୍କୁ କେଟି କେଟି ପ୍ରଣାମ 🙏 କରୁଛି ମଣିମା ମୋ ଜିବନରେ ବି ଏମିତି ଅନୁଭୂତି ହେଇଚି ଜୟ ଜଗନ୍ନାଥ ଜୟ ଜଗନ୍ନାଥ 😭🙏

  • @birakishorenayak1690
    @birakishorenayak1690Ай бұрын

    ପ୍ରଭୁହେ ତୁମେ ମହାନ ,ତୁମକୁ ମୋର ଅନନ୍ତକୋଟି ପ୍ରଣାମ🙏 ଜୟ ଶ୍ରୀଜଗନ୍ନାଥ🙏

  • @susah8982
    @susah898211 ай бұрын

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ🙏🙏

  • @aadhikari7615
    @aadhikari7615 Жыл бұрын

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ଧନ୍ଯ ପ୍ରଭୁ କାଳିଆ ଠାକୁର ତୁମ ଲିଳା ସାଧାରଣ ମନୁଷ୍ଯ ବୁଝିବା କଷ୍ଟକର ପ୍ରଭୁ🙏 ଭକ୍ତ ମାନଙ୍କୁ ସର୍ବଦା ଏମିତି କରୁଣା କରୁଥାଅ ପ୍ରଭୁ🙏 ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏

  • @sangramsethi9800
    @sangramsethi9800 Жыл бұрын

    Hari bol 🙏🙏🙏🙏 hea purabhu 🙏🙏🙏🙏 Hari bol 🌹🌹🌹🌹 Hari bol 🙏🙏🙏🙏

  • @upperprimaryodisha3797
    @upperprimaryodisha3797 Жыл бұрын

    Jay Guru Jay Jagannath

  • @sasmitadatta8819
    @sasmitadatta8819 Жыл бұрын

    ଏହା କେବଳ ଆମ ମହାପ୍ରଭୁଙ୍କ କୃପା ।ଜୟ ଜଗନ୍ନାଥ 🙏🙏🙏🙏🙏

  • @agneyasahoo8697
    @agneyasahoo8697 Жыл бұрын

    ⭕❗⭕🙏🙏🙏🙏🙏 ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ

  • @rajalaxmisahu5607
    @rajalaxmisahu5607 Жыл бұрын

    🙏🙏🙏ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ🙏🙏🙏🥥

  • @dr.purnendutripathy5263
    @dr.purnendutripathy5263 Жыл бұрын

    ସତ୍ୟ ସାଇ ଓଡ଼ିଶା ଓ ଆସିବା ପାଇଁ ଅଭିଶାପ ପାଇଥିଲେ। ତେଣୁ ବାରମ୍ବାର ତାଙ୍କ ର ଆଗମନ ପରିବର୍ତ୍ତନ ହେଉଥିବାବେଳେ ଆପଣ ଅଯଥା ତାଙ୍କର ମହିମା ଦେଖାଇଛନ୍ତି।ଜୟ ଜଗନ୍ନାଥ।

  • @nirbhikranjansahoo1404
    @nirbhikranjansahoo1404 Жыл бұрын

    Jay Jagannath ❤️ Jay balabhadra ❤️ Jay Maa subhadra ❤️ Jay Maa Laxmi ♥️

  • @tuneswarbiswal528
    @tuneswarbiswal528 Жыл бұрын

    🙏🙏🙏🙏🙏💐🌻🌸🪷 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🪷🌸🌻💐🙏🙏🙏🙏🙏🙏

  • @gourangasa6027
    @gourangasa6027 Жыл бұрын

    🙏🙏🙏 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ।🌹🌹🌹🌹🌹

  • @ashutoshpanda4982
    @ashutoshpanda49827 ай бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୁ 🙏🏻

  • @adaitapradhan
    @adaitapradhan8 ай бұрын

    ଶକ୍ତି ଭାଇନା ପ୍ରଣାମ ଗ୍ରହଣ କରିବେ ବୋଲି ମୋର ଆଶା ମୁଁ ଆପଣା ku deakha ଚ୍ୟାଉ ଅଛି

  • @madhusmitamohanty8320
    @madhusmitamohanty8320 Жыл бұрын

    ଧନ୍ୟ ମହାପ୍ରଭୁ ଧନ୍ୟ ତୁମରି ଲୀଳା । ଜୟ ଜଗନ୍ନାଥ। 🙏

  • @debashritadash2739
    @debashritadash2739 Жыл бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sunilnath3572
    @sunilnath3572 Жыл бұрын

    💐🙏❤️🙏💐 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ରୀ ପରଂବ୍ରହ୍ମ ଶ୍ରୀ ପୁରୁଷୋତ୍ତମ ମଣିମା ଠାକୁର ଙ୍କର ଜୟ ହେଉ 💐🙏❤️🙏💐

  • @magsirasahu2050
    @magsirasahu2050 Жыл бұрын

    Jay shree jagannath Swami Nayana patha gami 🛕🚩📿🪔🔔🐚🪷⭕❗⭕🪷

  • @Abinaschannel
    @Abinaschannel Жыл бұрын

    Jay Shree Jagannath Mahaprabhu

  • @puspanjalibehera9591
    @puspanjalibehera9591 Жыл бұрын

    ଧନ୍ୟ ତୁମେ ଲୀଳାମୟ,ଧନ୍ୟ ତୁମ ଲୀଳା..ଜୟ ଜଗନ୍ନାଥ 🙏🙏🙏

  • @syamaprasadmahapatra
    @syamaprasadmahapatra Жыл бұрын

    ମଣିମାଙ୍କର ଜୟ ହେଉ 🙏

  • @ompritpraharaj6299
    @ompritpraharaj6299 Жыл бұрын

    ହେ ପ୍ରଭୁ ତୁମେହିଁ ଭରସା ପ୍ରଭୁ ରକ୍ଷା କର

  • @priyankamohapatra1647
    @priyankamohapatra1647 Жыл бұрын

    ମୋ ଜଗନ୍ନାଥ ସ୍ୱାମୀ ଙ୍କୁ କୋଟି କୋଟି ପ୍ରଣାମ

  • @MamiMami-lm3wk
    @MamiMami-lm3wk Жыл бұрын

    Dhanya mahabahu Dhanya tuma lila jay Jagannath mahaprabhu 🙏🙏

  • @nityanandbehera3373
    @nityanandbehera3373 Жыл бұрын

    ଜୟ ଜଗନ୍ନାଥ ହରିବୋଲ 🙏

  • @rashmipradhan2508
    @rashmipradhan2508 Жыл бұрын

    Radhe Radhe 🙏 Jay Jagannath 🙏 Jay Gopal 🙏🏼 jay RadhaRani 🙏 Jay shree Ram 🙏🏼 jay Hanuman🙏🙏🙏🙏🙏

  • @SuperHitsOdia
    @SuperHitsOdia2 ай бұрын

    ଜୟ ଜଗନ୍ନାଥ🙏🙏🙏 ତୁମର ଜୟ ହେଉ ।

  • @Gopabandhu91
    @Gopabandhu91 Жыл бұрын

    ଜୟ ଜଗନ୍ନାଥ 🙏🙏🙏

  • @umasankarparichha2533
    @umasankarparichha2533 Жыл бұрын

    ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @rabindranathpradhan4378
    @rabindranathpradhan4378 Жыл бұрын

    Jay Sri Jagannath Swami Nayana Patha gami bhaba tume prabhu 🙏🙏🙏🙏🙏

  • @rabindrakumarmohanty9415
    @rabindrakumarmohanty9415 Жыл бұрын

    ଜୟ ଜଗନ୍ନାଥ ଅପାର ମହିମା ପ୍ରଭୃ।

  • @saiSai-fd7xk
    @saiSai-fd7xk Жыл бұрын

    Jay Jay Shree Krishna Jagannath swami Nayan patha gami vabatu me 🙏🌹🙏🌹🙏🌹🙏🌹🙏🌹🙏🌹🙏

  • @sumeetmahakud8075
    @sumeetmahakud8075 Жыл бұрын

    Mahaprabhu houchhanti koti odiaro moudomoni se houchhanti ontoryami bhaktoro monokotha bujhi paronty dhonyo tume mahaprabhu dhonyo tuma lila Jay mahaprabhu shree jagannath

  • @sangeetaswain8202
    @sangeetaswain8202 Жыл бұрын

    ଜୟ ଜଗନ୍ନାଥ 🙏🙏

  • @mamatajena1995
    @mamatajena1995 Жыл бұрын

    Jay Jagannath Swami Nayan Patha gami vaba tume vaba tume vaba tume 🙏😭😭

  • @ashokkumardakua307
    @ashokkumardakua307 Жыл бұрын

    Jay Jagannath.Jay Jagannath.Jay Jagannath.

  • @santanukumarpradhan1645
    @santanukumarpradhan16453 ай бұрын

    Mo Mahaprabhu Mo Bapa

  • @prakasinidas8188
    @prakasinidas8188 Жыл бұрын

    ମହାପ୍ରଭୁ ହେ 💗🙏💗🙏💗

  • @ranjeetkumarbehera7914
    @ranjeetkumarbehera7914 Жыл бұрын

    ମହାପ୍ରଭୁ ଶ୍ରୀ ଜଗନ୍ନାଥ 🙏

  • @tapankumarpradhan-yr8uk
    @tapankumarpradhan-yr8uk Жыл бұрын

    🕉️ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ🙏🙏... ଲୀଳାମୟ ପ୍ରଭୁ ଏ କି ତୁମର ଲୀଳା.... 🌷💐

  • @sarmisthakumaridei9070
    @sarmisthakumaridei9070 Жыл бұрын

    ଜୟଜଗନ୍ନାଥ ଆପଣଙ୍କ ଲୀଳୀ

  • @ramanathsingh5815
    @ramanathsingh5815 Жыл бұрын

    ଜୟ ଜଗନ୍ନାଥ ପରେମଶ୍ବରଙ୍କ ର ଜୟ

  • @debashisguru8101
    @debashisguru8101 Жыл бұрын

    Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @jayantinayak8137
    @jayantinayak8137 Жыл бұрын

    Jay Jagannath swamy Nayana patha gami bhaba tume.pravu aama upare tike Krupa kara Prabhu hai.

  • @rojismitaroul89
    @rojismitaroul8911 ай бұрын

    Hee ....... Manima ❤koti koti dandabata pravu ❤

  • @jajpurprajna7043
    @jajpurprajna7043 Жыл бұрын

    🙏🏻🙏🏻🙏🏻ଜୟ ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻🙏🏻

  • @mamatadas7018
    @mamatadas7018 Жыл бұрын

    ଜୟ ଜଗନ୍ନାଥ 🙏 ♥️ ❤🙇‍♀️

  • @sanatanmohanty2532
    @sanatanmohanty2532 Жыл бұрын

    Joy jaganath joy pancha sakha sir nku Adhamara Ananta koti pranam sahita hurdayara joy guru bahut sundar manoharbi hridaya sparsi bhabapurna ambrutasamana lagila Joy jaganath Joy pancha sakha

  • @subashchandranahak4323
    @subashchandranahak43237 ай бұрын

    Jay sakti Sankara gosain 🙏 Jay kabu 🙏 Jay jaganath 🙏🙏🙏🙏🙏❤️❤️ Jay Satya Sai🙏🙏🙏🙏🙏❤❤

  • @prakashchandrapradhan173
    @prakashchandrapradhan173 Жыл бұрын

    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

  • @user-zy2kz2tb8q
    @user-zy2kz2tb8q3 күн бұрын

    Jay Jagannath Swami Nayana patha gami vabatume. Prabhu sabu tumari Lila

  • @studypoint1280
    @studypoint1280 Жыл бұрын

    Mahaprabhu etiki krupa kara mana khali tumari aau kebala tumari charana tale samarpita heiki rahu🙏

  • @rakeshsahoo2283
    @rakeshsahoo2283 Жыл бұрын

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @ashokkumarmishra7424
    @ashokkumarmishra7424 Жыл бұрын

    ସବୁ ସେଇ ମହାପ୍ରଭୁ ଙ୍କ ଇଛା 🙏 🙏ହେ ପ୍ରଭୂ ଶରଣ 🙏

  • @rajeshkumarbarik3958
    @rajeshkumarbarik3958 Жыл бұрын

    ଜୟ ଜଗନ୍ନାଥ ମହାପ୍ରଭୁ 🙏

  • @debashisguru8101
    @debashisguru8101 Жыл бұрын

    Dhanya Bhakta Dhanya Jagannatha 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @umeshsahoo5344

    @umeshsahoo5344

    Жыл бұрын

    Jai jagannath

  • @ranjitapatra2834
    @ranjitapatra2834 Жыл бұрын

    Jay Jagannath, Jay Jagannath, Jay Jagannath.Dhanya Prabhunkar Leela.

  • @rasmitamaharathy6734
    @rasmitamaharathy6734 Жыл бұрын

    ଜୟ ଜଗନ୍ନାଥ ସ୍ୱାମୀ 🙏❤️🙏

  • @bhaiteravlogbala
    @bhaiteravlogbala Жыл бұрын

    ମହାପ୍ରଭୁ🙏🥰

  • @jyotsnaranibehera6813
    @jyotsnaranibehera6813 Жыл бұрын

    Jay Jagannath 🙏 Jay Jagannath 🙏 Jay shree Jagannath Mahaprabhu 🙏

  • @sujitkumarsahoo7379
    @sujitkumarsahoo7379 Жыл бұрын

    Jay shree Jagannath mahaprabhu 🙏 Apana nka pakhe sabu sambhab 🙏

  • @asitrout7659
    @asitrout7659 Жыл бұрын

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @bishnupriyamohanty1606
    @bishnupriyamohanty1606 Жыл бұрын

    JayMohaprovushreeJagannath🌷🌹🙏😊

  • @dusmantdalei6979
    @dusmantdalei6979 Жыл бұрын

    Jay jagarnnath mahaprabhu

  • @snehanjaliswain3314
    @snehanjaliswain3314 Жыл бұрын

    Mo prabhu Jai Sri Jagannaatha

  • @manaspradhan4168
    @manaspradhan4168 Жыл бұрын

    Very beautiful. Jay Jagannath💕 🙏🌹

  • @bijayjena9439
    @bijayjena94398 ай бұрын

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @chandrasekharbehera7127
    @chandrasekharbehera7127 Жыл бұрын

    ଜୟ ଜଗନ୍ନାଥ ସ୍ବାମୀ 🎉🎉🎉

  • @rajlaxminayak235
    @rajlaxminayak235 Жыл бұрын

    Jai Jagannath swami Nayan pathaga mi bhabatu mey❤

  • @dibyabiswal8323
    @dibyabiswal8323 Жыл бұрын

    🙏🚩 ମହାବାହୁ 🚩🙏

  • @nirupamadash8482
    @nirupamadash8482 Жыл бұрын

    I❤mo Kalia dhana Dhanya re mo Lila Purusha

  • @rajyabardhan1017
    @rajyabardhan1017 Жыл бұрын

    ସେ କରୁଣା ସାଗର 🌹🙏

  • @archanasamanta2402
    @archanasamanta2402 Жыл бұрын

    ମଣିମା ଆପଣଙ୍କ ମହିମା ଗୁଣଗାନ ଶ୍ରବଣରେ ଜୀବନ ଧନ୍ୟ ହୋଇଯାଉଛି ପ୍ରଭୁ ।👁️🙏🏻👁️ ଜୟ ଜୟ ଜଗନ୍ନାଥ ସ୍ୱାମୀ

  • @saratkumardas7124
    @saratkumardas7124 Жыл бұрын

    Mahaprabhunku anantakoti pranam 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @alekhkumarpanda7999
    @alekhkumarpanda7999 Жыл бұрын

    ଧନ୍ୟ।ମହାପ୍ରଭୁ ଧନ୍ୟ 🙏🙏🙏

  • @meenakshikar6351
    @meenakshikar6351 Жыл бұрын

    ଜୟ ଜଗନ୍ନାଥ 🙏🌷🌻🌷🙏

  • @bibhutibhusanswain.6599
    @bibhutibhusanswain.6599 Жыл бұрын

    Sabu sei Lilamaya Pravu Jagannathnka Lila. Taku kiea ba bujhiba? JOY JAGANNATH, JOY JAGANNATH, JOY JAGANNATH.

  • @rs2035
    @rs2035 Жыл бұрын

    Jay shree Ram Jay shree Krishna Jay shree Jagannath Jay maa suvadra Devi Jay shree BalavadraDev 🙏🪔🙏🪔🙏🪔

  • @bapibapipradhan8067
    @bapibapipradhan8067 Жыл бұрын

    Jay jagannath swami nayan path gami bhaba tume🪔 🪔🪔🌺🌺🌺🙏

  • @saswattripathy5793
    @saswattripathy5793 Жыл бұрын

    ଜୟ ଜୟ ଶ୍ରୀଜଗନ୍ନାଥ 🙏

  • @dhrutinayak
    @dhrutinayak Жыл бұрын

    Jai jagannath prabhu tume hi saha bharasa

  • @minakhisarangi9418
    @minakhisarangi9418 Жыл бұрын

    🙏🏻Jai Jagannath 🙏🏻100% above true👍👍👍👍👍🙏🏻

  • @santoshkumarmishra9922
    @santoshkumarmishra9922 Жыл бұрын

    ଭାଇନା, ନମସ୍କାର।। ଜୟ ଜଗନ୍ନାଥ।। ତାଙ୍କ କଥା ସିଏ ଜାଣନ୍ତି।।।।

  • @Jay-rz2cg
    @Jay-rz2cg Жыл бұрын

    Jay jagannath Jay jagannath Jay jagannath

  • @luv_juix
    @luv_juix6 ай бұрын

    Koti koti pranam Prabhu 🙏🙏

  • @Madhusmitakarofficial
    @Madhusmitakarofficial7 ай бұрын

    ଜୟ ଜଗନ୍ନାଥ 🙏🏻🙏🏻🙏🏻❤

  • @simapatnaik8813
    @simapatnaik8813 Жыл бұрын

    Jaya Jagannath🙏🙏🙏🙏 Dhanya tuma lila mahaprabhu

  • @jagannathbaba4035
    @jagannathbaba4035 Жыл бұрын

    Jay shree jagannath mo moha Prabhu

  • @user-qz8uo4zo6i
    @user-qz8uo4zo6i9 ай бұрын

    Jay Jay shree jagannath 🙏🙏🙏🙏🙏 Jay Jay shree jagannath 🙏🙏🙏🙏🙏 Jay Jay shree jagannath 🙏🙏🙏🙏🙏....

Келесі