Jibana Do Chhakire Ashara Alok Ep 409 30 MAR 2024

This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Somesh Mohanty anchors the show and makes sure to get justice to the people involved and resolve real life issues.
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#Jibana Do Chhakire Ashara Alok Ep 409#OdishaTV #OTV

Пікірлер: 202

  • @reddybabuharish
    @reddybabuharishАй бұрын

    Instagram reels dekhi, aita dekhuchhi 😂😂😂

  • @sushilnayakvlogs

    @sushilnayakvlogs

    6 күн бұрын

    Same here bro

  • @Babullifesstyle143
    @Babullifesstyle143Ай бұрын

    insta reels dekhiki kia asicha like kara😅😅

  • @omprasad

    @omprasad

    21 күн бұрын

    Me

  • @bijayalaxmisahoo7609
    @bijayalaxmisahoo76093 ай бұрын

    ଏ କେବେ ଲୋକ ଟା ବଦଳି ବନି , ବୟସ ହେଲା ପରେ ନଇଁବ କରାନ୍ ମୁଁ ଜାଣିଚି ଏ ଭଳି ଲୋକ କୁ ଦେଖିଛି , 😢

  • @malisethi5688
    @malisethi56883 ай бұрын

    ବହୁତ କ୍ରୋଧୀ ପୁରୋହିତ ! ଭଲ ସ୍ତ୍ରୀ ଲୋକଟି! ବାଡା ବାଡ଼ି ନ କଲେ ବୋଧେ ସବୁ ଠିକ ହେଇଯିବ ବୋଲି ମୁଁ ଭାବୁଚି ! ଠାକୁରେ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ 🙏...

  • @jayjagannatha6857

    @jayjagannatha6857

    3 ай бұрын

    Pati chup hata bond nahele continue 😂😂😂

  • @acjeditz2658

    @acjeditz2658

    2 ай бұрын

    ସବୁ କଣ ପୁରୋହିତ ଙ୍କ ଭୁଲ, ଭଲ ସେ କିଛି ଭୁଲ ତାଙ୍କ ସ୍ତ୍ରୀ ଙ୍କ ର ବି ଅଛି

  • @SaniaMajhi-wh5gw
    @SaniaMajhi-wh5gw3 ай бұрын

    ଏମିତି ମନିଷକୁ ଜେଲରୁ ଜୀବନ ସାରା ଦଣ୍ଡ ପାଇବା ଦରକାର

  • @Manisha_5890malick
    @Manisha_5890malick3 ай бұрын

    ପୁରୋହିତ ମହାଶୟ ଏତେ କ୍ରୋଧିତ ହବା ଉଚିତ୍ ନୁହେଁ କାରଣ ଏଇଟା ଓଟିଭି ଲାଇଭ୍ ଟେଲି କାଷ୍ଟ ଏମିତି ଆପଣ ହଉଛନ୍ତି ପଛରେ ଆପଣ କଣ ହଉ ନ ଥିବେ ।

  • @jayjagannatha6857

    @jayjagannatha6857

    3 ай бұрын

    Tangia katha phaliaa uthiba au😂😂😂

  • @user-on5en1em7y

    @user-on5en1em7y

    2 ай бұрын

    Pp0pppppp​@@jayjagannatha6857

  • @bhimagouri7190
    @bhimagouri71903 ай бұрын

    ଗାଁରେ ପୁରୋହିତ ହୋଇଛ , ସାନ,ବଡ଼ ଲୋକଙ୍କୁ ବାହାଘର କରୁଛ , ବେଦ ,ପାଠ, ପୁରାଣ , ପଡ଼ିଛ, ମିସେସ୍ କୁ ମାରୁଛ , ଲାଜଲାଗୁନି ଆଶାର ଆଲୋକ କୁ ଆସିଛି

  • @nilachalasatapathy5196

    @nilachalasatapathy5196

    2 ай бұрын

    R8

  • @ashokbhaigeming3579

    @ashokbhaigeming3579

    Ай бұрын

    ଓଃ ମାଇକିନା ପିଟିବା ଟା ଠିକ ପୂଜା କରୁଛି ବୋଲି ତାର କିଛି ନାହିଁ ସେ ଖାଲି ସହିବ ନା

  • @anirudhabehera7026

    @anirudhabehera7026

    Ай бұрын

    ​​@@ashokbhaigeming3579maikina badauchi , ta taku badeiba, to bou Tate chota bele badauthila taku badailuni , tu maghiya ta param galuaa , manishapania nahi to bhitara .

  • @Deepak_vip469

    @Deepak_vip469

    20 күн бұрын

    Bhai tama ghare hele kichi hauthiba na hele tame kn karucha aithe 😂 ( bhimagouri7190)

  • @Goslow3037
    @Goslow30373 ай бұрын

    ସୋମେଶ ବାବୁ କି twist ଦେଲେ ଘଟଣା କୁ । ବହୁତ୍ ଭଲ

  • @myvideochannel158
    @myvideochannel1583 ай бұрын

    ନନା ଙ୍କ ହୃଦୟ ସଫା ଖାଲି ଲୋନ୍ ହେଉଛି ବୋଲି ସେ ଟେନ୍ଶନ ହେଉଛନ୍ତି 😊

  • @bijayalaxmisahoo7609
    @bijayalaxmisahoo76093 ай бұрын

    ଭଲ କରିଛନ୍ତି ଏମିତି ଲୋକଙ୍କୁ ଦେଖେଇକି ,janatu କେତେ ପକାର ଲୋକ ଅଛନ୍ତି ଦୁନିଆରେ😢

  • @NiranjannayakNaranjannayak
    @NiranjannayakNaranjannayakАй бұрын

    ଆଃ ଏହା ଭିତରେ କେତେ ଥର 0:55 0:58 ଏହି ମନ୍ଦିର ନିର୍ମାଣ କରାଯାଇ ଜଳ ଆମ ରୋଷେଇ ଘରକୁ ଫେରିଗଲେ ପୁଅ ରଜତକୁ ନିଜ ନିଜ ପିଲାମାନଙ୍କର ଆୟୁଷ 1:56

  • @saradaswain7600
    @saradaswain76003 ай бұрын

    This priest doesn't have Gyan. Being a small boy I request him to read Bhagwat Gita this is not sufficient. Consume and digest Bhagwat Gita ❤❤❤❤

  • @KanhusFilms
    @KanhusFilmsАй бұрын

    Are Swami au stri bhitare ପାଟିତୁଣ୍ଡ ନହେଲେ ତମ ସୋ ତ ବନ୍ଦ ହେଇଯିବ😅😅😅

  • @Sipun-panda1998
    @Sipun-panda19982 ай бұрын

    ବ୍ରାହ୍ମଣ କୂଳ ରେ ଏ ମଣିଷ କୁ ଠାକୁର ଜନ୍ମ ଦେବା ଖରାପ

  • @bijayalaxmisahoo7609
    @bijayalaxmisahoo76093 ай бұрын

    ବହୁତ୍ ଅଂହକାରି ମଣିଷ ଏ ମଣିଷ ଯେମିତି ଠିକ୍ ସେମିତି ମୋ 2 ଟା ଭାଇ ବି ଏମାନେ ଯେତେ ଇଁକୋମ୍ କଲେବି କେବେ antibani😢😢 ଏ ମାଙ୍କ ଜୀବନ ଏମିତି କଟିଯିବ ସୁଖ କନ୍ ଜାଣି ପାରିବନି😢

  • @acjeditz2658

    @acjeditz2658

    2 ай бұрын

    ଦିଦି ଆପଣ ଙ୍କ ଭାଇ ଙ୍କ ର ବି ରୋଜଗାର antunathiba, ସବୁ ଭୁଲ କଣ ଖାଲି ଜଣେ ପୁରୁଷ ର

  • @bijayalaxmisahoo7609

    @bijayalaxmisahoo7609

    2 ай бұрын

    @@acjeditz2658 ନା ଖାଲି ପୁରୁଷ ଭୁଲ୍ ନୁହେଁ ହେଲେ ସଂସାର କଲେ ଛୋଟ ଛୋଟ ଭୁଲ୍ କୁ ଉଭୟ ପକ୍ଷରୁ କ୍ଷମା କରିବା କଥା , ଆଉ ଉଭୟ ପକ୍ଷରୁ ଅଂହକର କୁ ନଇବାକୁ ପଡ଼ିବ , ସଂସାର କରିଲେ ପଥର ପଡ଼ିଲେ ସହିବ , ଆଉ ମତ ଉଭୟ ଉଭୟ ଙ୍କୁ ଦିଅନ୍ତି , ନୁହେଁ ଯେ ଜଣେ ,income karichi ta ichcha jaha se kariba , ae episode re se sabu kichhi heichi boli kahichi , bhul ୨ jana nkara achhi , kintu puo tike ahankari au igo bahut ।

  • @_Harekrishna_Harekrishna_

    @_Harekrishna_Harekrishna_

    Ай бұрын

    Are e jhia kete kharap katha kahuchi ete ragi e nija bhai katha b kahuchi tike b Prema nai taa bhai pain

  • @bijayalaxmisahoo7609

    @bijayalaxmisahoo7609

    Ай бұрын

    @@_Harekrishna_Harekrishna_ semiti kichhi heithile na, kahibaku pade ,hum ethire kharap kan achhi ,au jibanre au duniare bahut prakar loka achhanti au bahut prakar samassya bi achhi, tame badhe janina ,sethi pain mate kahucha kharap boli , Bhabani tame jemiti dunia ta semiti boli ,mu tamaku kharap kahuni ki tame kuhani bi ,🤔🤔

  • @sisirBuda-id4dp
    @sisirBuda-id4dp3 ай бұрын

    ଚନ୍ଦା ସ୍ତ୍ରୀ କୁ ବନ୍ଧା ପକାଇ ଋଣ ଆଣି ସୁଝି ନପାରି ବାଡ଼ଉଛି, ଚଣ୍ଡାଳ ପୁରୋହିତ ନୁହେଁ

  • @15AkashDas
    @15AkashDas3 ай бұрын

    ସ୍ତ୍ରୀକୁ ମାରପିଟ୍ କରିବା ଆଦୋୖ ଯଥାର୍ଥ ନୁହେଁ, ଏମିତି କଲେ ନିଶ୍ଚୟ ସେ ଘର ଲକ୍ଷ୍ମୀ ଛଡ଼ା ହେଇଯିବ । ଠିକ୍ ଅଛି, ହେଲେ ସ୍ବାମୀ ଯାହା ରୋଜଗାର କରନ୍ତି ସେ ସବୁକୁ ସ୍ତ୍ରୀ ହାତରେ ଦେବା କେତେ ଦୂର ଯୁକ୍ତିଯୁକ୍ତ ? 😂😂

  • @acjeditz2658

    @acjeditz2658

    2 ай бұрын

    ସବୁରି ମୂଳ ହେଉଛି ଟଙ୍କା, କାହିଁକି ଟଙ୍କା ତାଙ୍କ ସ୍ତ୍ରୀ ଙ୍କ ହାତ କୁ ଦେଉନାହାନ୍ତି, କାହିଁକି ତାଙ୍କୁ ଖର୍ଚ୍ଚ ଟଙ୍କା ର ହିସାବ ମାଗୁଛନ୍ତି ସେଥିପାଇଁ ଗଣ୍ଡଗୋଳ

  • @sridhar85536
    @sridhar855362 ай бұрын

    ପଇସା ରୋଜଗାର କରୁଥିବା ଲୋକ ,ଯିଏ ସଂସାର ଚଳାଉଛି ସିଏ ଜାଣିଛି, ଟେନ୍ସନ୍ କଣ, କହିବା ଲୋକର କିଛି ଫରକ୍ ପଡୁନି, ବୁଝାଇବା ଭାରି ସହଜ ,ଏସି ରେ ବସିଲେ ବୁଦ୍ଧି ଅଲଗା ପ୍ରକାର

  • @sanjeebthanapati166
    @sanjeebthanapati1663 ай бұрын

    ଦୟା କରି ଏହି ଆସାର ଆଲୋକ ପ୍ରୋଗ୍ରାମ କୁ ବନ୍ଦ କରାଯାଉ କିମ୍ବା ଏ ଭଳିଆ ବାଜେ ଳୋକଙ୍କୁ ଯର୍ଯ କରି ଆଣନ୍ତୁ ନାହିଁ।ଏ ଭଳିଆ ଆତ୍ମଘୋଷିତ ସମାଜସେବୀ ମାନଙ୍କୁ ମଧ୍ୟ ପ୍ରୋଗ୍ରାମରୁ ବାହାର କରାଯାଉ ,ତା ନହେଳେ ପ୍ରୋଗ୍ରାମ ମର୍ଯ୍ୟାଦା ହାନୀ ହୋଇପାରେ।

  • @acjeditz2658

    @acjeditz2658

    2 ай бұрын

    Thik katha bhai

  • @Natakdunia1235

    @Natakdunia1235

    2 ай бұрын

    Right bro

  • @DebasmitaPadhan-dk6yt
    @DebasmitaPadhan-dk6ytАй бұрын

    18.30 sec ra background re kn subhchi.... Bahut dara lagila... Plzz tk kie suniki kahibeki.

  • @uuunika9995
    @uuunika99953 ай бұрын

    Mihir Dash thile ek krodhi lka ku change karideithante

  • @Deeptigouda715

    @Deeptigouda715

    2 ай бұрын

    Right bro

  • @BisikesanPujari-rr2ug
    @BisikesanPujari-rr2ug3 ай бұрын

    ଏ ପଣ୍ତିତ ବନ୍ଧୁକୁ ସଲାମ

  • @subhrajyoti7809
    @subhrajyoti78093 ай бұрын

    ପୁରୁଷ କମିଶନ ଦରକାର.. ଏଠି

  • @Sahoo124
    @Sahoo1243 ай бұрын

    Jay jagannath

  • @tapanbarik779com4
    @tapanbarik779com43 ай бұрын

    ଯେଉଁ ମଣିଷ ଯେତେ କ୍ରୋଧୀ ହୋଇଥାଏ ତାର ଅନ୍ତର ସାଧା କାଗଜ ପରି ନିର୍ମଳ ହୋଇଥାଏ ସ୍ୱାମୀର ମନ ନେଇ କେଉଁ କାର୍ଯ୍ୟ କଲେ ଭଲ ହେବ କେଉଁ କାର୍ଯ୍ୟ କଲେ ଖରାପ ହେବ ତାହା ଭଲରେ ବୁଝାମଣା ରେ ସମାଧାନ ହୋଇଯିବ

  • @Odisha_ki_volgger
    @Odisha_ki_volgger3 ай бұрын

    loka tara mana safa 👍🏻

  • @santoshpraharaj1836
    @santoshpraharaj18363 ай бұрын

    Keshab babu nkar gote guna mote bahut bhal lagila-Dharm pain sabu kichhi chhadidebi....❤

  • @kumarchandan3045
    @kumarchandan3045Ай бұрын

    Jane Kamo Kari Kari thaki asiba ghare pahanchile Patitundo sabu bele tahele jananka hajare mana kale b se chup ruheni tebe jana nka manasika sthiti kan haba ...........

  • @user-gd6tg8qj8k
    @user-gd6tg8qj8k3 ай бұрын

    Bhagya kharab thile amit swami mele chhii janma jhio janam 😢

  • @jayjagannatha6857

    @jayjagannatha6857

    3 ай бұрын

    Jhia mananka nature pati re pua nka nature hatare😂😂😂 pati kholiba mada khaiba😂😂😂

  • @user-gd6tg8qj8k

    @user-gd6tg8qj8k

    3 ай бұрын

    @@jayjagannatha6857 oooho hau thank you 🤣

  • @prakashroutodisha9668
    @prakashroutodisha96683 ай бұрын

    Pura Pagala ta....

  • @ashishkumarbiswal817
    @ashishkumarbiswal81717 күн бұрын

    ପାଗଳ ନନା

  • @rajaramnahak3254
    @rajaramnahak32543 ай бұрын

    Sabu karanara mula houchi manisara krodha 😢 please sir krodha chadiya apanakna paribara bhalare rahiba, apana bhi bhala AU apanakna stri bi bahuta Bhala, Jay jaganatha

  • @kalyanibhoiw2749
    @kalyanibhoiw27492 күн бұрын

    Emiti purahita dunia re milibeni sir cuadantuni😅

  • @butusahu4792
    @butusahu47922 ай бұрын

    ଭାରତ ସରକାର ହିସାବ ରଖେ ସ୍ତ୍ରୀ କାହିଁକି ହିସାବରେ ଦେବନାହିଁ

  • @HimanshuRimaPraful3697
    @HimanshuRimaPraful36972 ай бұрын

    ରାକ୍ଷସ ପଣ୍ଡିତ

  • @sebatilatanayak7822
    @sebatilatanayak782224 күн бұрын

    Right 👍👍👍

  • @acjeditz2658
    @acjeditz26582 ай бұрын

    ମଞ୍ଜି ର କଥା ହେଲା ଶବ୍ଦ ରେ ମଣିଷ ବଞ୍ଚେ ଆଉ ମରିବି ଯାଏ, ଏଥିରୁ ଏହା ଉପନୀତ ହେଲା ଯେ ତମେ ବଞ୍ଚ ନହେଲେ ମରିଯାଅ

  • @purusottamsahoo1098
    @purusottamsahoo1098Ай бұрын

    Bahut vala hela gote paribar ku thik kariba pain

  • @jayjagannatha6857
    @jayjagannatha68573 ай бұрын

    Very simple matter pati chup hata bond otherwise continue 😂😂😂😂

  • @Natakdunia1235
    @Natakdunia12352 ай бұрын

    ଏମାନେ ବାଳ ସମାଧାନ କରୁଛନ୍ତି ଖାଲି ଲେଡ଼ିଜ କୁ ଉପରେ କରି ଦେଉଛନ୍ତି

  • @Jhili.-3biki.3-.
    @Jhili.-3biki.3-.3 ай бұрын

    ଏଭଳି ଚଣ୍ଡାଳ ପୁରୋହିତ ହେବାର ଯୋଗ୍ୟ ନୁହେଁ.... ଆଉ ଏତେ କ୍ରୋଧୀ ଲୋକ ପାଖରେ ଏ ledy ରହିଲେ ଦିନେ ନିହାତି ମରିଯିବ ତାଙ୍କୁ ଦୟା କରି ଅଲଗା ରଖା ଯାଉ ଏ ଲୋକ ଭୀଷଣ ରାକ୍ଷସ ପ୍ରକୃତି ର...😢

  • @ilovemycountry.6240

    @ilovemycountry.6240

    2 ай бұрын

    Se loka ku mu closely janichi. Lokata bahutu bhala loca.

  • @anirudhpanda8741

    @anirudhpanda8741

    16 күн бұрын

    Right lokati really re bhala. Ae lady tikiye bhi compromise kareni

  • @anirudhpanda8741

    @anirudhpanda8741

    16 күн бұрын

    Purusa loka kandilani mane bahut naram loka

  • @biratabadtya9521
    @biratabadtya95213 ай бұрын

    Ye Bramhan nuhen chandala

  • @sudarshanpadhy8392
    @sudarshanpadhy83923 ай бұрын

    8A vitaru 8A jaka controll kalae vala 1.Alluminium 2.Ayush 3 Amaerica 4.Admin Govt.5.Allopathy.6.Anganabadi(Allopathic ajent)7.Asakarmi(Allopathic familly wise ajent,)8.Ambulancd(108,102)--musa janta.

  • @anirudha9353
    @anirudha93533 ай бұрын

    Stree samanare gute Swami kandiba ..vhulu magiba sei stree Pani nihati. Kharap ..sei dui janankar bujhamana bhilu achi......❤❤❤

  • @SuchitraKar-lb8wx
    @SuchitraKar-lb8wx2 ай бұрын

    ରାଗୀ ଲୋକଟି

  • @PriyadarsaniPatra-jl8yo
    @PriyadarsaniPatra-jl8yo3 ай бұрын

    Psychiatrist consultation karantu plz

  • @bijaylaxmibiswal2581
    @bijaylaxmibiswal25813 ай бұрын

    Emiti Manisha kebe sudhuri bani .

  • @MonaButuLovelife
    @MonaButuLovelife13 күн бұрын

    Mihir sir thile a Baba ra udhata bhangi deithante

  • @dolagobindasahoo9267
    @dolagobindasahoo92673 ай бұрын

    ସ୍ତ୍ରୀ ସହଯୋଗୀ ହେଲେ,ପୁରୁଷ ସଫଳତାର ଶୀର୍ଷରେ ନିଶ୍ଚୟ ପହଁଚିବ । ଆଉ ସ୍ତ୍ରୀ ଯଦି ଅସହଯୋଗି ହେବ,ପୁରୁଷର କୌଣସି କାର୍ଯ୍ୟ ତାର ପସନ୍ଦ ନଥିବ,ମଧୁର କଥା ପରିବର୍ତ୍ତେ କଟୁ କଥା କହୁଥିବ,ଏପରି ହେଲେ ପୁରୁଷ ନିଶ୍ଚୟ ଚିଡଚିଡା ହୋଇଯିବ । ଥରେ ଚିନ୍ତା କରନ୍ତୁ,ପରିବାରକୁ ଭଲରେ ରଖିବା ପାଇଁ ପୁରୁଷ ଲୋକଟି କେତେ ପରିଶ୍ରମ କରୁଛି ।ସ୍ତ୍ରୀ ଯଦି କହିବ,ସିଏ ପରିଶ୍ରମ କରୁଚି ମୁଁ କଣ ଘରେ ଦୋଳିରେ ଝୁଲୁଛି ? ଏଭଳି ମନୋଭାବ ରଖିଥିବା ସ୍ତ୍ରୀ କେବେହେଲେ ତା ପରିବାରକୁ ସୁଖ ଶାନ୍ତିରେ ରହିବାକୁ ଦେବନାହିଁ । କଥାରେ ଅଛି " ପାଖରେ ଶୁଏ ଯେ କାନରେ କୁହେ ।ତାହାର କଥାକି ଅନ୍ୟଥା ହୁଏ "। ସ୍ତ୍ରୀ ନିଜର ଉତ୍ତମ ବ୍ୟବହାର ବଳରେ,ତା ସ୍ୱାମୀକୁ ଦଶ୍ୟୁ ରତ୍ନାକରରୁ ବାଲ୍ମୀକିରେ ପରିଣତ କରିଦେଇ ପାରେ ।ଆଉ ସ୍ଵେଚ୍ଛାଚାରିନି ହେଲେ କଥା ସରିଲା ।

  • @niranjankhanda1417

    @niranjankhanda1417

    3 ай бұрын

    👌

  • @MRODISHA7978
    @MRODISHA7978Ай бұрын

    Mu jaha bhabuchi finance pila ku ye bahut hairan karuthiba ye purahita babu

  • @NabinKunarsethy
    @NabinKunarsethy3 ай бұрын

    ପ୍ରବଳ ଟିଙ୍ଗା

  • @Pati89649
    @Pati89649Ай бұрын

    କଥା ହେଲା ଆଉ କିଛି ନ କିଣନ୍ତୁ,ରାଗ କମିଯିବ

  • @sudarshanpadhy8392
    @sudarshanpadhy83923 ай бұрын

    1000 purusa kama ku nuha,Janae stri loka THILAE bas

  • @Sima-fx3kf
    @Sima-fx3kfАй бұрын

    Instagram reels କିଏ କିଏ ଆସିଛ

  • @RabindraByshai-se6vu
    @RabindraByshai-se6vu3 ай бұрын

    😊

  • @sarbeswarswain1426
    @sarbeswarswain14262 ай бұрын

    ନନା ପୂରା ହିଟଲର

  • @bijaylaxmibiswal2581
    @bijaylaxmibiswal25813 ай бұрын

    A bhalia Manisha manankara bhagya re bahut bahut dukha.. Thik mo Swami bhalia. Amanaku stree chadigale bujhiparibe.

  • @simplyhumanicboy7590
    @simplyhumanicboy75903 ай бұрын

    Family counselling officer micha kahuchanti 1200 kg kouthu miliba kie daba ba 150 ghara loko

  • @loveyouodisha6354
    @loveyouodisha63543 ай бұрын

    Camare Bala bhai ନନାଙ୍କ ଚାହାଣି ସମୟରେ ହିଁ ଫଟୋ ନେଉଛନ୍ତି 😊

  • @nkumar2703
    @nkumar27032 ай бұрын

    ନିଜ ଇଜ୍ୟତ ନିଜ ହାତରେ

  • @mamatagarabadu3687
    @mamatagarabadu36873 ай бұрын

    10.45 was actually overhyped acting😅

  • @kalyanibhoiw2749
    @kalyanibhoiw27492 күн бұрын

    Sir purahite bhandauchanti 😅bhala ki dharantu

  • @SubhakantaBiki
    @SubhakantaBiki2 ай бұрын

    Kie kn kahibe kintu se loka ra hurdaya ta bahut safa ragi sina tk kintu loka ta vla bahut tension pain emiti hauchi au ta Katha b suna jau gharaku asile se wife jananka tk pati Kariba bar bar kahiba band karantu tanka khusi pain

  • @Cuttack_toka924
    @Cuttack_toka9243 ай бұрын

    Mihir sir aapana aee manaku misau thile But aeee khali incuary karuchi

  • @anjananayak747
    @anjananayak7473 ай бұрын

    ବାଡେଇଲେ କଣ ପାଉଛ ?? ଅଶାନ୍ତି ସୃଷ୍ଟି ଛଡ଼ା ଆଉ କିଛି ନୁହେଁ।

  • @niranjankhanda1417
    @niranjankhanda14173 ай бұрын

    ଉପସ୍ଥାପନା ଟିକେ ଆଉ ଭଲ ହେଲେ..

  • @gameshbehera8793
    @gameshbehera87933 ай бұрын

    Jagjibon sir don't forget them

  • @BiswabhusanNayak-ov5cn
    @BiswabhusanNayak-ov5cn2 ай бұрын

    ଅବୁଝା ଲୋକ ଟା,, ନିଜର ଭୁଲ୍ ମାନୁନି

  • @susantabehera8205
    @susantabehera82053 ай бұрын

    ସେ ଚନ୍ଦା ଶଳାକୁ ଦୁଇ ଚାପୁଡ଼ା ଦିଅ

  • @kumarchandan3045

    @kumarchandan3045

    Ай бұрын

    Tu sola ta kiye be Chapuda marite

  • @sushantroutray8438
    @sushantroutray84382 ай бұрын

    Bhaina nka ra doso achhi j.....Machine cheleile sina jaha haba...

  • @TheOptometrist-db2co
    @TheOptometrist-db2co2 ай бұрын

    Keshab purohita change heiparibe Jay Jagannath

  • @graghab4073
    @graghab4073Ай бұрын

    Last ku thik kahile Madhura katha kuhantu Thats the root

  • @sudarshanpadhy8392
    @sudarshanpadhy83923 ай бұрын

    Stri 65%roga srustikari,/arogya kari madhya. 35%roga srustikari/complicate karali Allopathy.

  • @sudarshanpadhy8392
    @sudarshanpadhy83923 ай бұрын

    Mykina--madaa-medicine--money --manpower--mansa--maida should be refined.

  • @keshabagouda1904
    @keshabagouda19043 ай бұрын

    ଏ ସ୍ତ୍ରୀ ବହୁତ ଖରାପ

  • @user-pv6jj2sq9e

    @user-pv6jj2sq9e

    3 ай бұрын

    ok

  • @user-jd9ot4tk1b
    @user-jd9ot4tk1b3 ай бұрын

    Apana mane narimananka saport besi neuchhanti

  • @sarbeswardas9828
    @sarbeswardas98283 ай бұрын

    Mam correct kahuchanti

  • @deepakkumarbehera5418
    @deepakkumarbehera54182 ай бұрын

    38:11 ❤ their love 🎉 couldn't believe he can cry like this ❤

  • @sudarshanpadhy8392
    @sudarshanpadhy83923 ай бұрын

    NARIRA pala vari. Kintu nari jama ojana nieani. Nari n airi but now dunia bairi.

  • @sudarshanpadhy8392
    @sudarshanpadhy83923 ай бұрын

    Nari ra anya Nana bisa khai. Nijae bisapie anyaku amrutara dhara jogaiparilae nari ra sarthakata

  • @rajivmahakud9841
    @rajivmahakud98413 ай бұрын

    Kathare achhi chandu mundia beiman ahi chandu mundia no one beiman

  • @mrutunjay609
    @mrutunjay6093 ай бұрын

    😮

  • @sandeshacharya8475
    @sandeshacharya84752 ай бұрын

    Mu dekhuchi bht kichhi negative comments deucha bhala kichi kuha se dijana kemiti Bhala rahibe Tama bapa maa nka bhali au Mora pujya purohit and purohityani plz understanding rakha

  • @sisirkumarbehera6276
    @sisirkumarbehera62763 ай бұрын

    Laxmibanta ସ୍ତ୍ରୀ

  • @user-br8it6lk3z
    @user-br8it6lk3z3 ай бұрын

    Atti lovi and atti krodhi bramhana buddha .

  • @SRK14309
    @SRK14309Ай бұрын

    Kou mane insta reels dekhiki athiki asichha😁

  • @Cuttack_toka924
    @Cuttack_toka9243 ай бұрын

    Mihir Sir aee episode re thile maja lagi thanta aee episode re

  • @SRIKANTANAYAK-vt5wn
    @SRIKANTANAYAK-vt5wn3 ай бұрын

    Mihir sir thile mitha kuaucchanti.ebe emiti kamjor hei galani je otv samadhan hela parebi khusire muh mitha karunahanti..😂😂😂good job aau. kete Dina pare otv ku good bye kahi swagat karibe..

  • @user-rq2cg2eh5v

    @user-rq2cg2eh5v

    3 ай бұрын

    Emiti lokanku bichhuati lagei deba katha

  • @kalyanibhoiw2749
    @kalyanibhoiw27492 күн бұрын

    Mala manisa 😅

  • @swatirefrigerationodia.4421
    @swatirefrigerationodia.44213 ай бұрын

    Jou loka ete krodhi se loka 150 ghara jajaman kemiti sambhaluchhanti, sethi ta krodha bahariba katha na !!! Jie ete krodhi se ta gaon loka sahita chali paribani, gaon re chaluchhi kemiti !!! Jie ete krodhi se ghar sansar ete bata anila kemiti !!! Stree lokati bhari narama re kahidele kamala phutila bhali laguthiba, jie gharaku tanka anuchhi seta kemiti kharcha hela hisab magiba bhul, ea ki prakar bichar !!!

  • @debasishdas5698
    @debasishdas56983 ай бұрын

    Nana bahut bhalaloka upare krodhi kintu antara bahut nirmala.karana nana kebe kandi na thante

  • @manasranjantripathy5159
    @manasranjantripathy51592 ай бұрын

    Ae stri loka tara dosa achi, ama desa stree pradhan desa nari suport rahiba.judge sapakhya badi

  • @Ratsita709
    @Ratsita7092 ай бұрын

    ମୋ diara duplicate ea momthly income 10000 hele ghara 8 lakhs karaj kari ki କରିଦେଇଛି ଆଉ ଏବେ ନିଜେ ଖରା ରେ କାମ କରିବନି ମନା କରୁଛି ଆଉ ପ୍ରତି ମାସ ରେ ଆମକୁ ଧମକ ଦଉଛି ଯଦି ପଇସା ନ ଦେବ hani debi😢

  • @acjeditz2658

    @acjeditz2658

    2 ай бұрын

    ତମ ଘର ଖର୍ଚ୍ଚ 8 lakh, income 10000 , Kain gapa kahucha

  • @Ratsita709

    @Ratsita709

    2 ай бұрын

    @@acjeditz2658 ହେ Bhagwan kn ଲେଖିଚିଛି ଭଲ ସେ ପଢ଼ ଆଉ ପଢ଼ 🤣8 ଲକ୍ଷ୍ ଘର ଖର୍ଚ୍ଚ ନୁହେଁ ବହେ ଧରମ କରମ କରି semaan ଙ୍କ ଠୁ 8 lakh karaj ଆଣି ମାର୍ବଲ ଲଗା ଘର କରିଦେଇଛି ଏବେ ଲୋକ ପଇସା ମାଗିଲା ବେଳକୁ ଲୁଚୁଛି ଆଉ ଆମକୁ ପଇସା ଦିଅ ନହେଲେ ହାନି ଦେବୀ ବୋଲି କହୁଅଛି

  • @kalyanibhoiw2749
    @kalyanibhoiw27492 күн бұрын

    Purahita pati sahi parunahati

  • @sudarshanpadhy8392
    @sudarshanpadhy83923 ай бұрын

    Stri manae vitiri kattu,purusa sajali kusiana.

  • @sudarsanrout226
    @sudarsanrout2263 ай бұрын

    Your judgement is wrong

  • @sudarshanpadhy8392
    @sudarshanpadhy83923 ай бұрын

    Nari jala vaga ,laterea garam laterea thanda Purusa stala vaga SIGHRA garam ,SIGHRA thanda.

  • @user-fi8vr7fe7n
    @user-fi8vr7fe7n3 ай бұрын

    PUROHIT BAHUT KRODHI AEI KRODHA DINE APANANKA PARIBAR KARAP HEI JIBA

  • @sudarshanpadhy8392
    @sudarshanpadhy83923 ай бұрын

    Naritiea kharap HELAE 7 janma PAEIN kharapa,purusatiea kharap HELAE 1 janma deffect.

  • @qutesoumyaa630
    @qutesoumyaa6302 ай бұрын

    😢

Келесі