Jibana Do Chhakire Ashara Alok Ep 390 18 NOV 2023

This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Somesh Mohanty anchors the show and makes sure to get justice to the people involved and resolve real life issues.
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#Jibana Do Chhakire Ashara Alok Ep 390#OdishaTV #OTV

Пікірлер: 599

  • @malisethi5688
    @malisethi56888 ай бұрын

    ପୁଅ, ବୋହୁ ବହୁତ ଭଲ. ସେମାନଙ୍କୁ ବଞ୍ଚିବାର ସ୍ୱାଧୀନତା ଦିଆଯାଉ.. ବୁଢା ସବୁ କ୍ଷେତ୍ରରେ ହସ୍ତକ୍ଷେପ କରୁଛନ୍ତି କଣ ପାଇଁ.. ନିଜକୁ ସୁଧାରି ଭଲରେ ବଂଚିବା ଶିଖ.

  • @jayjagannath-Puri123

    @jayjagannath-Puri123

    8 ай бұрын

    Bohu ta jinisa neijau, budha ku hara deidau.

  • @narmadapasayat3171

    @narmadapasayat3171

    8 ай бұрын

    Mte laguchi budhta ta bhal lok...bohu drama karuchi

  • @jayjagannath-Puri123

    @jayjagannath-Puri123

    8 ай бұрын

    @@narmadapasayat3171 budha ta puruna kalia gaunli Loka... Lobhi.. Loan kari pua baha kari chhi. Pua bohu Maha chalak.... Loan sujhibeni... Paisa magile kharap drusti drama.... Sasu dekhi Baku bohuthu Sundar.....

  • @malisethi5688

    @malisethi5688

    7 ай бұрын

    May be..

  • @BipinkumarBehera-bs5vq

    @BipinkumarBehera-bs5vq

    3 ай бұрын

    ❤🙏 ​@@narmadapasayat3171

  • @chandrasekharnayak8871
    @chandrasekharnayak88718 ай бұрын

    ଗୋଟି ଏଥର ପାଇଁଯଦି କାଚ ଭାଙ୍ଗି ଯାଏ, ହୁଏତ ଯୋଡି ହବ କିନ୍ତୁ ସେଥିରେ ଦାଗ ରହିଯିବ, ସେହି ଦାଗ ମନେ ପକାଇ ଦବ ସେହି ଭାଙ୍ଗି ଯାଇଥିବା ମୁହୂର୍ତ୍ତ ସମୟକୁ ,ସେତେବେଳେ ଭାରି କଷ୍ଟ ଅନୁଭବ ହବ ମନ ଭିତରେ, ହଉ ସେ ଜାହାକିଛି ବି ହଉ ଭଗବାନ କରନ୍ତୁ ସେହି ପରିବାର ପୁଣି ଥରେ ହସ ଖୁସିରେ ଭରି ହୋଇ ଯାଉ, ମୋର ଜଗନ୍ନାଥଙ୍କ ଠାରେ ଏତିକି ପ୍ରାର୍ଥନା,,,,ଆମ ଅଜଣାନ୍ତରେ ପୂର୍ବ ଜନ୍ମ ରେ କିଛି ଭୁଲ କରିଥିଲେ, ଏବେ ତାରି କର୍ମ ଫଳ ଭୋଗିବାକୁ ପଡ଼ିବ, ଏୟା ବର୍ତମାନର ଫଳ ନୁହେଁ, ଯାହା କିଛି କରିବା ତାହା ନିଶ୍ଚିତ ଭାବରେ ଭୋଗିବା, ଏହା ତିଳେ ମାତ୍ର ସନ୍ଦେହ ନାହିଁ, ତେଣୁ ମନରେ କଷ୍ଟ କରିବା କିଛି ଆବଶ୍ୟକ ନାହିଁ, ଯାହା କିଛି କରେ ଜଣେ, ତା ବିନୁ କିଛି ଗତି ନାହିଁ, ଆମେ ଜଣକୁ କଷ୍ଟ ଦେବା ପୂର୍ବରୁ ଯଦି ସେହି କଷ୍ଟ ଆମକୁ ହୁଏ ,ତାକୁ କଷ୍ଟ କେମିତି ହବନି,(ହରେ କୃଷ୍ଣ,,,,)

  • @kalkicreations9459
    @kalkicreations94598 ай бұрын

    ସୋମେଶ ଭାଇଙ୍କ ଅଭିନୀତ ଦୁଇଟି ଆଧୁନିକ ଗୀତ ମୋର ବହୁତ ପସନ୍ଦ 1. ମନେ ପଡେ ଆଜି ମୋର ସେ ପିଲା ଦିନ କାହାଣୀ 2.ପ୍ରିୟା ମୋର ହଜିଗଲା ଅଜଣା ସହରେ

  • @ratikanta_1438

    @ratikanta_1438

    6 ай бұрын

    Ajana pbatare nuha ajana sahare❤

  • @AmitMohanty89
    @AmitMohanty898 ай бұрын

    SOMESH BHAINA nka upasthapana bahut badhia laguchi.

  • @ranjitparida6572
    @ranjitparida65728 ай бұрын

    ପୁଅ ❤❤❤❤ ସବୁଠୁ ବଢିଆ

  • @rameshsahoo2009

    @rameshsahoo2009

    2 ай бұрын

    Hi

  • @dipakprusty5502
    @dipakprusty55027 ай бұрын

    ଆଜି କାଲି ଯୁଗରେ ଏମିତି ବାପା ମା ବୋହୁତ ଜାଗାରେ ଅଛନ୍ତି।ସେମାନେ ପିଲା ମାନଙ୍କ ଭିତରେ ପ।ତରେ ଅନ୍ତର କରୁଛନ୍ତି।ସେଥିପାଇଁ ପାରିବାରିକ ସମସ୍ୟା ବଢ଼ିବାରେ ଲାଗିଛି।ଏମିତି ଲୋକଙ୍କୁ ଭଗବାନ ସନ୍ତାନ ଦେଉଛନ୍ତି କାହିଁକି

  • @bhagyalaxmibehera7900

    @bhagyalaxmibehera7900

    Ай бұрын

    Right true

  • @ranjitparida6572
    @ranjitparida65728 ай бұрын

    ଶଳା ମୋ ଆଖିରୁ ଲୁହ ବାହାରି ପଡିଲା 🙏🙏🙏

  • @pravatimallick3633

    @pravatimallick3633

    3 ай бұрын

    🎉

  • @durgacharanbiswal3166

    @durgacharanbiswal3166

    18 күн бұрын

    ​@@pravatimallick363315:01 15:03 15:03 15:03 15:03 15:04

  • @durgacharanbiswal3166

    @durgacharanbiswal3166

    18 күн бұрын

    ​@@pravatimallick363315:13

  • @popkornsprank
    @popkornsprank8 ай бұрын

    ମିହିର ସାର ଥିଲା ବେଳେ ଆସାର ଆଲୋକ ଦେଖିବାକୁ ଭଲ ଲାଗୁଥିଲା 😔😔😔😔ତାପାରେ ସୁକାନ୍ତ ସାର ବି ବହୁତ ଭଲ ଭାବେ ଆଗେଇ ନେଉଥିଲେ ସୁକାନ୍ତ ସାର କଣ୍ଟିନିଉ କରିଥିଲେ ବହୁତ ଭଲ ହେଇଥାନ୍ତା

  • @ranjitamishra7623

    @ranjitamishra7623

    8 ай бұрын

    Right miss you Mihir sir 😢😢🙏

  • @user-jp3fc1mm6w

    @user-jp3fc1mm6w

    8 ай бұрын

    ଖାଲି ମିହିର ସାର୍ ନୁହଁ। ମଣିଷର ପ୍ରକୃତି ପାଖରେ ଥିବା ବ୍ୟକ୍ତି ର ମହତ୍ତ୍ଵ ବିଝି ପାରେନା ।ଯେତେବେଳେ ସେ ମଣିଷ ଦୂରକୁ ଚାଲିଯାଏ। ସେତେବେଳେ ସେ ମଣିଷ କୁ ମନ ଝୁରିବାକୁ ଲାଗେ

  • @harischandrapadhi2402

    @harischandrapadhi2402

    7 ай бұрын

    Why ? Every one is best

  • @sakuntalabehera1587

    @sakuntalabehera1587

    7 ай бұрын

    ​@@ranjitamishra7623❤❤❤

  • @Pradhu370

    @Pradhu370

    6 ай бұрын

    Sidhant sir judge Hele bharat hanta🎉🎉🎉🎉

  • @subham1798
    @subham17988 ай бұрын

    ସାର ପୁଅ ମହା ଚାଲାକ ଋଣ ସୁଝିବାକୁ ପଡିବ ବୋଲି କହୁଛି ଅଲଗା ରହିବି ପୁଅର ବାପା ଟିକେ ଭିପି ପରସେଣ୍ଟ କିନ୍ତୁ ଭଲ ମଣିଷ ଆପଣ ସାରେ ଟିକେ ପୁଅର କଥାକୁ ଟିକେ ମାର୍କ କରି ପାରିଲେନି

  • @user-gw9bl3uf4w

    @user-gw9bl3uf4w

    8 ай бұрын

    Mu bi bhabuchi

  • @user-gw9bl3uf4w

    @user-gw9bl3uf4w

    8 ай бұрын

    Bapa maa katha bujhu nahanti Jana poduchi jhio ra muho dekhie😢😢😢😢😢

  • @user-bk5bn2il5j

    @user-bk5bn2il5j

    2 күн бұрын

    Se pua kahichi ta bapa maa manaku seba karibe boli bhalare dekha

  • @bikashsahoo8660
    @bikashsahoo866020 минут бұрын

    Jete jaha hau bapa maa bhala

  • @manojdas8427
    @manojdas84277 ай бұрын

    ପିଲାଟି ଭଲ ଲାଗିଲା କଥା

  • @user-ry5dt1gx9d
    @user-ry5dt1gx9d6 ай бұрын

    ଆଶାର ଆଲୋକ ସୁନ୍ଦର ପାରିବାରିକ ସମାଧାନ କରି ଦେଉଛନ୍ତି ଧନ୍ୟବାଦ

  • @jayjagannath4450
    @jayjagannath44508 ай бұрын

    Bapa perfect person. Pua ra bhala chinta karuthila. Pua nua marriage karichhi stri katha maja laguchi . Jau katha kahile bhaja bau chulire basei roomku asiki swami kudhare soiba bhul. Jadi bhaja pudi jathanta. Amiti bhulre kichhi aghatana ghatithanta ghare. Ei stri loka munda bindhuthila kahila michha. Jane rosei karuthila hatat munda bindhila jadi bindhila seiti kahi ki adilani sashumaa ku mu munda bindhuchhi bhaja bhaja mu tike rest nebi.

  • @monamotivationspeaker

    @monamotivationspeaker

    7 ай бұрын

    Tama kahiba pura uchit... Hele new mrg re smt hei jaye bhai mo reply ku kharap vabibeni🙏hare krushna.. 🙏

  • @sonapradhan3810
    @sonapradhan38107 ай бұрын

    Plz Sukanta Sir Continue This episode

  • @thetraveller7668
    @thetraveller76688 ай бұрын

    We miss Sukanta sir

  • @mamatarout3238

    @mamatarout3238

    8 ай бұрын

    Sukanta sir ku janicha

  • @thetraveller7668

    @thetraveller7668

    8 ай бұрын

    Yes

  • @soumyaranjanlenka2728
    @soumyaranjanlenka27288 ай бұрын

    Very good boy n bohu. God bless you my children. Be with a happy family with parents.

  • @udhdufuudhdu2236
    @udhdufuudhdu22367 ай бұрын

    ସାର ଏମିତି ଭି ହେଇ ପାରେ ପୁଅ ବହୁ ମିଶିକରି ମା ବାପା ଙ୍କୁ ଆରୋପ ଲଗାଇ ପାରନ୍ତି

  • @ANILSAHU-yr4hb

    @ANILSAHU-yr4hb

    7 ай бұрын

    Right

  • @ritamajhi2052

    @ritamajhi2052

    5 ай бұрын

    Se pua kharapa

  • @ritamajhi2052

    @ritamajhi2052

    5 ай бұрын

    Se pua m.... G

  • @menakaprusty9588

    @menakaprusty9588

    4 ай бұрын

    Na ete kasta na hele bodhe kounasi pua kandibani

  • @shubhasmitadash4056

    @shubhasmitadash4056

    4 ай бұрын

    Bala na . Bapa maa misiki pua bohu nka ghara vangi dianti.

  • @umesbiswal1750
    @umesbiswal17504 ай бұрын

    ଏଠୀ ସମସ୍ତେ ଖରାପ ସମସ୍ତଙ୍କର କିଛି କିଛି ଭୁଳ ଅଛି

  • @nilanchalmuli5013
    @nilanchalmuli50138 ай бұрын

    ଏ ଶଳା ବୁଢ଼ା ବହୁତ ହାରାମି ଅଛି

  • @tapudebananda5333
    @tapudebananda53338 ай бұрын

    ସୁକାନ୍ତ ସାର କୁଆଡେ ଗଲେ😂😂😂

  • @sasmitarout2215
    @sasmitarout22158 ай бұрын

    ବାପା ଧନ ଲୋଭି ଅଛି କିନ୍ତୁ ପୁଅର ଭବିଷ୍ୟତ କଥା ଚିନ୍ତା କରୁଛନ୍ତି ହେଲେ ପୁଅ ସ୍ତ୍ରୀ ବୁଦ୍ଧିଆ ଟା ପରେ ପସ୍ତେଇବ.

  • @pintugouda8032

    @pintugouda8032

    8 ай бұрын

    Nua nua love jetela dhoka miliba thik heijiba

  • @Aw0ndhd

    @Aw0ndhd

    4 ай бұрын

    Right

  • @lipunbarik5530
    @lipunbarik55308 ай бұрын

    ବୁଢ଼ା ,ବୁଢ଼ୀ ପକା ବଦମାସ୍ , ଜଣା ପଡ଼ୁଛି

  • @Cartoontoon645

    @Cartoontoon645

    8 ай бұрын

    ସତ କଥା।

  • @maheswarparida8745
    @maheswarparida87457 ай бұрын

    Jay jagannath swami nayana path grami bhava tume🙌 👏🙏🙏🙏🙏🙏🥥💐

  • @ashokmina9757
    @ashokmina97578 ай бұрын

    Stree bolia aree bapa maa na re kahuchu jibana Sara khusire Rahi paribuni

  • @lipinayak6875
    @lipinayak68758 ай бұрын

    Dhanya re pua

  • @Travellershiba
    @Travellershiba7 ай бұрын

    Miss sukanta sir

  • @ajayamallick7732
    @ajayamallick77328 ай бұрын

    ପୁଅଟା ଟିକେ ମାଈପ ବୁଦ୍ଧିଆ ଆଉ ମଉସା ର ରାଗ ଅଧିକ କେବଳ ଋଣ ପଇସା ଶୁଝିବା ପାଇଁ

  • @gayatribal143

    @gayatribal143

    8 ай бұрын

    Jou pua wife budhhire padila ta life ta barbad hei jiba,, kahuchi jou wife Sashu sashura nku bhala re na dekhuchi se ki bohu ,, Jhia khali bhabu thiba ki mun mo bapa ghare rahibi maa ku rati pahile sabu katha kahu ghara bhangu 😡

  • @abccreationchandu

    @abccreationchandu

    8 ай бұрын

    Bhai bhul Sana pua katha paduni kn pai bhabuma

  • @sonalimohanty1018

    @sonalimohanty1018

    7 ай бұрын

    Sabu jagare pua jati wife ra support kale maipa bolihi haba au join kale kn hab

  • @Kanikatarzen

    @Kanikatarzen

    7 ай бұрын

    Rt bhai pua mrg pare rojgar kanhki band Kariba .agru kn karithila rojgar ta stree ki kahiba nas ta stree kahiba tame kama karani basa emiti hauchhi bhai

  • @Kanikatarzen

    @Kanikatarzen

    7 ай бұрын

    Se jau kahila sabu paisa ghare dauthila ta pakhare tankat nathila eta michha jie ghara chale t munda pode eta maipa budhia ta ta stee jaha khuchhi karuchhi bapa Runa kanhki Kariba bapa knhki ghara chaleiba bpa ghare basiba tu ghara chaleiba katha tu kn khichhu to pakhre paisa nahi seita nuha e pua kahichhi mrg heigala mu u k karibini

  • @bnayak2202
    @bnayak22028 ай бұрын

    ଏମାନଙ୍କୁ ଦେଖିଲେ, ଲାଗୁଛି,, ଅର୍ଥ ଲୋଭ କିଛି ରହୁଛି, ଗୋଟେ ପୁତ୍ର ମା ନାଁ ରେ ମିଛ କହିବନି,

  • @Indiatirangaartcraft

    @Indiatirangaartcraft

    7 ай бұрын

    ଠିକି। କଥା 😮

  • @BhagirathiSahoo-iz4pb

    @BhagirathiSahoo-iz4pb

    Ай бұрын

    👍

  • @manjulatabiswal3347
    @manjulatabiswal33478 ай бұрын

    ସୁକାନ୍ତ ସାର କୁଆଡେ ଗଲେ କି ତାଙ୍କ ଜାଗା ରେ ଆଉ ଜଣେ ଅଛନ୍ତି ସୁକାନ୍ତ ସାର ଥିଲେ ବହୁତ୍ ଭଲ ଲାଗି ଥାଆନ୍ତା ସାର ଆଉ ଆସିବେନି ନା କିଛି କାରଣ ପାଇଁ ଏଇ ଏପିଶୋଡ ଟା କରି ପାରିଲେନି ସୁକାନ୍ତ ସାର ପ୍ଲିଜ ପୁଣି ଥରେ ଆଶା ର ଆଲୋକ କୁ ଫେରି ଆସନ୍ତୁ ଆମେ ବହୁତ୍ ମିସ୍ କରୁଥିଲୁ ମିହିର ସାର ଙ୍କୁ ହେଲେ ଆପଣ ଆସିଲା ପରେ ସେଇଟା ବହୁତ୍ ଦୂର ହେଇ ଯାଇଛି ହେଲେ ଏବେ ଆପଣ ଙ୍କ ଜାଗା ରେ ଆଉ କାହା କୁ ଦେଖି ଭଲ ଲାଗୁନି ପ୍ଲିଜ ପୁଣି ଥରେ ଅପଙ୍କ ଦର୍ଶକ ଙ୍କ ପାଇଁ ଫେରି ଆସ

  • @user-jp3fc1mm6w

    @user-jp3fc1mm6w

    8 ай бұрын

    ମଣିଷ ପାଖରେ ଥିଲେ ତାର ପ୍ରଶଂସା ହୁଏନା । ଯେତେବେଳେ ସେ ଦୂରକୁ ଚାଲିଯାଏ । ସେତେବେଳେ ସେ ମଣିଷର ପ୍ରଶଂସା କରନ୍ତି ଲୋକେ

  • @user-jp3fc1mm6w

    @user-jp3fc1mm6w

    8 ай бұрын

    ମଣିଷ ପାଖରେ ଥିଲେ ତାର ପ୍ରଶଂସା ହୁଏନା । ଯେତେବେଳେ ସେ ଦୂରକୁ ଚାଲିଯାଏ । ସେତେବେଳେ ସେ ମଣିଷର ପ୍ରଶଂସା କରନ୍ତି ଲୋକେ

  • @user-jp3fc1mm6w

    @user-jp3fc1mm6w

    8 ай бұрын

    ଘରର main ଭେଲ୍ୟନ୍ ହେଉଛନ୍ତି ସ୍ତ୍ରୀ ମାନେ

  • @mahakal-iu5bl
    @mahakal-iu5bl7 ай бұрын

    Bechlar time is legendary word😂😂😂

  • @user-op5or9pd2o
    @user-op5or9pd2o8 ай бұрын

    We are miss sukant sir

  • @sonapradhan3810
    @sonapradhan38107 ай бұрын

    Remember Sukanta Sir😢😢😢😢😢😢😢😢😢

  • @sagarswain6184
    @sagarswain61848 ай бұрын

    ଏ ଝିଅ ବହୁତ ହାରାମି ଆଉ ବାପା ବି ଯାହା କରିଥିଲେ ସେ ଭୁଲ ବୁଝିଲେ ହେଲେ ପୁଅ ଟା ମାଇପ ବୋଲା ଝିଅ ବେଶି ଓଭର ଆକଟିଂଗ ହଉଚି ବହୁତ ପସ୍ତେଇବୁ ରେ ପୁଅ ଆଗକୁ ଏ ଝିଅ ପୁଅ କୁ ପୁରା ପଟେଇକି ରଖିଛି ଏଠି ଝିଅ ର ବାପା କିଛି କହିବାର ଥିଲା ଝିଅ କୁ ଯାହା ହେଇଛି ଭୁଲିକି ବାପା ମା ଙ୍କ ସାଙ୍ଗରେ ରହ

  • @prasantkumarpadhan4669

    @prasantkumarpadhan4669

    8 ай бұрын

    Right

  • @banamalibehera6184

    @banamalibehera6184

    8 ай бұрын

    Jagat jiban ra piusa mu kete bekar loko ta bapa seta mote jana... Bapa maa jemiti behave karanti puo ta bahut kasta re thila...

  • @Mr.Subash

    @Mr.Subash

    Ай бұрын

    ​@@banamalibehera6184ପିଇସା ଜଗତ ମୋବାଇଲ ନମ୍ବର ଦେଇ ପାରିବେ ମୁଁ ସେମାନଙ୍କ ସହିତ କଥା ହେବାକୁ ଚାହୁଁଛି ତାଙ୍କୁ ସାହାଯ୍ୟ କରିବା କୁ ଚାହିଁ

  • @kailashdash2067
    @kailashdash20678 ай бұрын

    ଏ ବୁଢ଼ାବୁଢ଼ୀ ଦୁଇଟା ପରମ ହାରାମ ଜାଦା,ହୁଣ୍ଡା, ଟାଉ ଟର,ଧୋକାବଜ୍, ପକ୍କା ମିଛୁଆ,ଅଟେ ।ପୁଅ ବୋହୁ ପୁରାପୁରି ଶାନ୍ତ, ସରଳ,ନିରୀହ,ତେଣୁ ବୁଢ଼ା ଦାଉ ସାଧୁଛି । ତାକୁ ଉଚିତ୍ ଦଣ୍ଡ ଦିଆଯାଉ ।❤❤😂

  • @dularamsoren4887
    @dularamsoren48878 ай бұрын

    ଵୁଢା ଵୁଢୀ ପରମ ଟାଉଟର । ଏଠିକାର ପେଚ୍ ପକା /ତାଳି ପକା କଥାକୁ ଵୁଢା ଫୁ~ କରି ଉଡେଇ ଦଵ । ଆଗକୁ ଯେସାକୁ ତୈସା ଲାଗୁଛି ।

  • @pradyumnakumarsahoo1069
    @pradyumnakumarsahoo10693 ай бұрын

    ସ୍ବାମୀ ସ୍ତ୍ରୀ କର ଗୋଟିଏ ସନ୍ତାନ ହସ ଖୁସିରେ ବିତିବ ଦିନ

  • @dr.adityanarayandash1773
    @dr.adityanarayandash17732 ай бұрын

    Jhia Avinaya karuchi

  • @MrPtp1986
    @MrPtp19868 ай бұрын

    Jou mane kunanti Bapa Maa bhagaban, tike dekha ye video. Saamaste samana nuhanti. Tume mane Lucky bhala Bapa Maa paichanti.

  • @maheshkumarbag5464
    @maheshkumarbag54647 ай бұрын

    Amiti Bapa ku Bisadeikimaridabakatha Jay Jagarnath ❤❤❤🎉🎉

  • @ranjitkumarjena9432
    @ranjitkumarjena94328 ай бұрын

    ବାପା ସବୁବେଳେ ବାପା, ବାପାର ମନକୁ କିଏ ବୁଝଇ ନଜାଣି ପୁଅ ଗାଳି ଦିଅନ୍ତି. ମାଇପ କଥା ଭାରି ସୁଆଦ ସମୟ ଆସିଲେ ଭାବୀବୁ ପୁଅ ? ମନେ ରଖିବ ଓଡିଶା ବାସୀ ଏ ଦୁହିଁଙ୍କୁ ଦେଖିବ ବସି : 🤣

  • @englishgrammar6936
    @englishgrammar69368 ай бұрын

    Sir apono bahut Bhalo Katha kahuchhinti

  • @ratiranjanbehera8132
    @ratiranjanbehera81328 ай бұрын

    98% case ganjam ru aasuchi.

  • @warriorboy6813

    @warriorboy6813

    4 ай бұрын

    Se sala kichi bujhantini.murkha ganda auda

  • @chitrasenasamal1116
    @chitrasenasamal11167 ай бұрын

    pua bahu bahut chalak

  • @gopadeo740
    @gopadeo7402 ай бұрын

    Haere Bapa /Maa b pilaku kete kasta dianti

  • @arjunsahoo1852
    @arjunsahoo18528 ай бұрын

    ଏ ଭିଡିଓ ଦେଖି ଜଣା ପଡୁଛ୍ହି ...ଶାଶୁ ଶଶୁର ଭଲ ନୁହଁ ...ଏମିତି ପୁଅ ଭାଗ୍ୟ ରେ ଥିଲେ ମିଳେ କିନ୍ତୁ ଏତେ ଅତ୍ୟାଚାର ପରେ ବି କିଛି ନ କହି 😢😢😢😢 ପୁଅ ଯାହା ବି କରଛି ଠିକ କରିଛି😢

  • @srimanta825
    @srimanta8255 ай бұрын

    Gopandhu sir is the best judge 👌👌

  • @ratanagrawal9146
    @ratanagrawal91468 ай бұрын

    Thanks sir

  • @NationOdia
    @NationOdia8 ай бұрын

    Good

  • @haripriyahp9246
    @haripriyahp92468 ай бұрын

    ସତରେ ପୁଅ ହେଉଛି ସ୍ତ୍ରୀ ବୁଧିଆ, ଝିଅ ଖଳନାୟକ.

  • @MrPtp1986

    @MrPtp1986

    8 ай бұрын

    Nije Lucky boli bhabani samaste Lucky. Bhaut kharap Bapa Maa b achanti duniya re.

  • @subhashreedas8812

    @subhashreedas8812

    7 ай бұрын

    Sosuro sasu volo nuhe

  • @Deepak_Divyansh_Sarita

    @Deepak_Divyansh_Sarita

    7 ай бұрын

    ​@@MrPtp1986right 👍

  • @CreaterDivaofc

    @CreaterDivaofc

    5 ай бұрын

    Sabubele stree ku kharab Kain kuhajae, kou pua kandivani , emiti maa bapa achanti duniya re, mun dekhichi pua bohu nku hairan karibara

  • @Aw0ndhd

    @Aw0ndhd

    4 ай бұрын

    Right

  • @sasmitapatra4156
    @sasmitapatra41568 ай бұрын

    Dhanya bapa maa

  • @itsmesb8009

    @itsmesb8009

    7 ай бұрын

    ତୁମ ମା ବାପା ବି amiti ଅଟନ୍ତି

  • @user-ez6tn2wk7n
    @user-ez6tn2wk7n8 ай бұрын

    Good decision by jadges❤

  • @narayankumar2962
    @narayankumar29628 ай бұрын

    ଆଶାର ଆଲୋକ ଧାରାବାହିକ କୁ ଭଲ ଉପସ୍ଥାପକ ଟେ ମିଳିଗଲା।

  • @user-cc5yx1cu5i
    @user-cc5yx1cu5i7 ай бұрын

    Miss you meher sir😢

  • @akhayaroul9751
    @akhayaroul97518 ай бұрын

    Sukanta sir tame aasa🙏

  • @karunak.2377
    @karunak.23778 ай бұрын

    ମଉସା ମାଉସୀ ଙ୍କ ଟିକେ ଟଙ୍କା ଲୋଭୋ ଆଛି। ମଉସା ତୁମେ ଯେତେବଳେ ଆଉ ଟିକେ ବୁଢ଼ା ବୁଢୀ ହୋଇଯିବ, ସେତେବେଳେ ତମ କଥା ଏଇ ବାହୁ ହିଁ ତୁମ ଅସୁବିଧା ବୁଝିବ😢

  • @sukantadas2649
    @sukantadas26498 ай бұрын

    95% ghara bhangijaa kebe sasu sasur pain...

  • @sushreecreation
    @sushreecreation8 ай бұрын

    ନୟାଗଡ଼ର ଜେତକ ତନ୍ତୀ ପଇସା ପାଇଁକି ସବୁ ମରନ୍ତି ସାଙ୍ଗ ଗୋଟେ ମୋର ବାହା ହେଇଛି ବରଷେ ହେଲାଣି ନାମ ନଉଛି ତାହାର ଜୀବନ ହେଲାଣି ନଷ୍ଟ ବୁଢ଼ା ବୁଢ଼ୀ ଦେଲେ ବହୁତ କଷ୍ଟ

  • @odishaodisha-ve3oo

    @odishaodisha-ve3oo

    8 ай бұрын

    Nai bhauni aita bhul j samaste kharap karana ama padoshi ghara b tanti family au middle class b tanka pua gote other caste ra jhia ku love mrg kariki gharaku aniki asichi heri mrg 1 yeta heigalani au se bohu ti bahut khusi re achhi 1 rupes b anini tanka bapa gharu se tanka family nija jhia bhali rakhichanti ta samaste saman nuhanti

  • @rameshsahoo2009

    @rameshsahoo2009

    8 ай бұрын

    Right

  • @khadaldash8207

    @khadaldash8207

    7 ай бұрын

    👍👍👍

  • @mamababachanel1049
    @mamababachanel10497 ай бұрын

    Great👍👍👍👏👏👏

  • @sworldcreations1549
    @sworldcreations15498 ай бұрын

    I can feel the son's pain

  • @kalucharankalu
    @kalucharankalu8 ай бұрын

    Nice

  • @annapurnadas7072
    @annapurnadas70728 ай бұрын

    Bapa maa dukha kie bujhe

  • @warriorboy6813
    @warriorboy68134 ай бұрын

    Most of the cases are from ganjam... illiteracy bahut adhika..bahut kaam age ru jhia ku marriage karidianti

  • @ashokmina9757
    @ashokmina97578 ай бұрын

    Bapa maa na re kahibaku kharap laguni

  • @subratsahoo6419
    @subratsahoo64198 ай бұрын

    Great u all Sir 👍👍👍🙏

  • @jalijena9991
    @jalijena99918 ай бұрын

    Sundar upastapana

  • @user-sq7lb5ck2q
    @user-sq7lb5ck2q20 күн бұрын

    The legend vinod of Panchayat series once said," Ek the Shravan Kumar aur ye Besharam kumar ?"

  • @sanatanputel5619
    @sanatanputel56198 ай бұрын

    Aji tk prograam bhal lagila

  • @user-zb9hq2id9r
    @user-zb9hq2id9r7 ай бұрын

    OTV ku dhanya bad je se bachhi bachhi emiti lokanku. Basauchi❤❤❤❤

  • @payal_mahakud
    @payal_mahakud8 ай бұрын

    Best achor ❤

  • @GUDDUSUNITADAS
    @GUDDUSUNITADAS8 ай бұрын

    Sukanta sir miss you

  • @suvendu1107
    @suvendu11078 ай бұрын

    ❤❤❤❤❤❤

  • @Grabiraj3040
    @Grabiraj30406 ай бұрын

    ଛୋଟ ମାନେ ଭୁଲ କଲେ ଭୁଲ କିନ୍ତୁ ବଡ଼ ମାନେ ଭୁଲ କଲେ କଣ କିଛି ନାହିଁ?????????

  • @mamatasethi1017
    @mamatasethi10178 ай бұрын

    Bapa maa pila nka khusi re khusi huantu..

  • @akhtaralikhan2968
    @akhtaralikhan29688 ай бұрын

    Nua nua ancor asuchanti...kintu mirhir sir pari hai paribani

  • @OdiaMastiFunUnlimted
    @OdiaMastiFunUnlimted8 ай бұрын

    Superb acting done by Jagat jiban and his wife. Very good actress.

  • @PradeepKumar_yt
    @PradeepKumar_yt8 ай бұрын

    ସବୁ ବାପା ର ଦୋସ

  • @monamotivationspeaker
    @monamotivationspeaker7 ай бұрын

    Gote pua ku stk kasta na paile sia kebebi kahi bani mo bapa maa nka sangare rahi bini 😭😭😭bahut dukha laguchi gote pua kebebi kandi bani stk kasta na hele

  • @ganeshsahu3809
    @ganeshsahu38098 ай бұрын

    ❤️❤️❤️🙏🙏🙏🙏

  • @RaazRaaz-pc1gi
    @RaazRaaz-pc1gi8 ай бұрын

    mast disisan

  • @durgeshnandinpanda2999
    @durgeshnandinpanda29992 ай бұрын

    Perfect judgement....

  • @subratjena2977
    @subratjena29778 ай бұрын

    ସୁକାନ୍ତ ଭାଈ ଆସନ୍ତୁ

  • @STpainteraditya9710
    @STpainteraditya97108 ай бұрын

    ବୁଢ଼ା ନିଜର ସର୍ବନାଶ ତଥା ପରିବାରର ସର୍ବନାଶ କରୁଛି

  • @lovingbirdSumiSaroj
    @lovingbirdSumiSaroj8 ай бұрын

    ସବୁ କଥା ହେଲା କିନ୍ତୁ କେହି ବାପାଙ୍କ ଦୁଃଖ ବୁଝିଲନି। ଝିଅ ବୋହୁତ ଚତୁର ,କିନ୍ତୁ ଆମେ ବାପାଙ୍କ ପୁଅ ର ଭବିଷ୍ୟତ ପାଇଁ ଚିନ୍ତା ଦେଖିଲୁ

  • @annapurnadas7072

    @annapurnadas7072

    8 ай бұрын

    Right

  • @PrakashPandaCreation

    @PrakashPandaCreation

    8 ай бұрын

    ମୋ ମତରେ ପୁଅଭଲନୁହେଁ...ବୁଦ୍ଧିହେଇନି

  • @bhoibarsha5378

    @bhoibarsha5378

    7 ай бұрын

    Bapa Jodi pua ra sukha dekhi paruni ta se kemit ka paba au....semana nku kouthi bi rakhei debini ....bapa emiti kahiba thik ki...

  • @BIKASHBEHERA-xc2lc

    @BIKASHBEHERA-xc2lc

    7 ай бұрын

    Bhai duniare kau bapa ta pua ra kharap bhabeni, ta pua ta budhi nahi jadi budhi thanta keba 30000 chadi 7000 re khatiba pain kahi na thanta, ta bapa ta swabhimani loka ta

  • @BIKASHBEHERA-xc2lc

    @BIKASHBEHERA-xc2lc

    7 ай бұрын

    Gote badhila jhia ta achi sethi pain ta bapa tanka tanka hauchi, a time re be bapa ku chadi chali jiba bahut bada bhul

  • @themafiaz1193
    @themafiaz11938 ай бұрын

    Bapa ragi loka hele b pillanka pyn chinta karanti

  • @bijaysahoo1006
    @bijaysahoo10068 ай бұрын

    ତମେ ମାନେ ମୋ ପାଖକୁ ଆସି ରହିବ ସ୍ବାମୀ ସ୍ତ୍ରୀ ଦୁଇଜଣ ଏଠାରେ ମଧ୍ୟ କାର୍ଯ୍ୟ କାମ କରିବା ଯାହା କରିପାରିବେ ମୁଁ ତୁମମାନଙ୍କର ସବୁ ପ୍ରକାରର ସୁବିଧା କରି ଦେବା ଯୋଗାଯୋଗ କରନ୍ତୁ ଧନ୍ୟବାଦ ଏଭଳି ସମସ୍ୟାରେ କିମ୍ବା କୌଣସି ସମସ୍ୟା ଥିଲେ ମଧ୍ୟ ମତେ ଯୋଗାଯୋଗ କରନ୍ତୁ ଧନ୍ୟବାଦ

  • @sarojkumaramat2715
    @sarojkumaramat27158 ай бұрын

    ଵାପ ଟା ପକା ଚୂତ୍ୟା

  • @P.niranjanPatro
    @P.niranjanPatroАй бұрын

    Bapa karma douchanti.kintu pua ra icha nahi.karan lone sujhibaku padiba

  • @nalinimohanty8889
    @nalinimohanty88898 ай бұрын

    👍

  • @saptaswarakalaniketana638
    @saptaswarakalaniketana6386 ай бұрын

    Somesh babu very good

  • @jayjagannath-Puri123
    @jayjagannath-Puri1238 ай бұрын

    Bohu mane paka khelali.... Tanka katha anusare na chalile izzat nebaku try karuchhanti boli sasura diara naare khela karuchhanti.... Ebhali bohu puanku gharu bida kariba katha.. 😂😂😂😂

  • @bhimagouri7190
    @bhimagouri71908 ай бұрын

    ଏ ମାନକଂ ଭିଡିଓ ଦେଖି ମ ଆଖିରୁ ଲୁହ ଝରିଆସିଲା, , ବୁଡା ବୁଡି ର ଟିକେ ଟକାଂ ଲୋଭ ଅଛି

  • @sasmitasahoo6654

    @sasmitasahoo6654

    8 ай бұрын

    Hmm bhai ama nayagarh side re Pisa bahut chahanti ....sasu sasur kebal tanka chahanti ...mo bhauniki maridele 😢

  • @sibashankar9423

    @sibashankar9423

    8 ай бұрын

    bhai budhi ra nuhne bhudhara lobha achi

  • @pintugouda8032
    @pintugouda80328 ай бұрын

    Bapa maa sathire rahile buhut sefty thae dunia ra sabutharu nirapada jaga hela bapa maa

  • @PadiptaPattnik
    @PadiptaPattnik8 ай бұрын

    Perfect mausi kahila. A sasu swasura duijanjaka heuchhanti kalakar.

  • @pratimadash5867
    @pratimadash58672 ай бұрын

    ପୁଅର ଵାହାଘର ପୂର୍ବରୁ ଵାପ ପୁଅ ଦୁହେଁ ମିଶି କାମ କରୁଥିଲେ, ବାହାଘର ପରେ ପୁଅ କାମରେ ଢ଼ିଲା କରିବାରୁ ଵାପା ରାଗିବା ସ୍ଵାଭାବିକ, ତେଣୁ କଳହ ସୃଷ୍ଟି ହୋଇଛି

  • @ajayapatnaik1191
    @ajayapatnaik11917 ай бұрын

    Thanks

  • @beautymirror567
    @beautymirror5675 ай бұрын

    Gote pua kebe kandibani 😢😢bht kasta nahele

  • @SujataRoyDailyVlogs
    @SujataRoyDailyVlogs8 ай бұрын

    Bapa n maa ku bohut badhichi

  • @jayadevmandal6595
    @jayadevmandal65956 ай бұрын

    Ashrumochan mohanty should come to this Stage for Anchoring. He is the best amongst all the stage Anchors. He is the versatile actor and good Anchor. Everybody knows the show about ' ଛୋଟ ମୋର ଗାଁ ଟି '🙏🙏🙏🙏

  • @adityamelodynight0812
    @adityamelodynight08127 ай бұрын

    ପୁଅ ଟି ବହୁତ ଭଲ ପିଲା

  • @Ayaan-mz7wv
    @Ayaan-mz7wv8 ай бұрын

    Sukanta bhai kuade gale