Jibana Do Chhakire Ashara Alok Ep 381 16 SEPT 2023

This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Sukant Rath anchors the show and makes sure to get justice to the people involved and resolve real life issues.
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#Jibana Do Chhakire Ashara Alok Ep 381#OdishaTV #OTV

Пікірлер: 707

  • @SureshKhuntia-1993
    @SureshKhuntia-19932 ай бұрын

    ମନ୍ଦିର ଗଲେ ଦେହ ଅସୁସ୍ଥ ହେଉଛି, କିନ୍ତୁ ଚର୍ଚ୍ଚ ଗଲେ ଦେହ ସୁସ୍ଥ ହେଇ ଯାଉଛି । ଏମିତି କରି ହିଁ ଓଡ଼ିଶାରେ ଧର୍ମାନ୍ତରୀକରଣର ଖେଳ ଚାଲିଛି ।

  • @ihrd-odishastategeneralsec4297
    @ihrd-odishastategeneralsec42979 ай бұрын

    🙏🏻ଦୁଇ ଘର ଓ ପରିବାର ଟିକୁ ଯୋଡିବାକୁ ପ୍ରଚେଷ୍ଟା କରିବାର ସତ୍ ପ୍ରୟାସ 🙏🏻

  • @BikasLoi
    @BikasLoi10 ай бұрын

    ମିହିର ସାର୍ ହୋଇଥିଲେ ସମାଧାନ କରିପାରିଥାନ୍ତେ 100% ସତ

  • @ihrd-odishastategeneralsec4297

    @ihrd-odishastategeneralsec4297

    9 ай бұрын

    ହଁ Right 👌👍🙏🏻

  • @BScooking-mo6qn

    @BScooking-mo6qn

    8 ай бұрын

    Thik katha bhai

  • @arunkumarjena4944

    @arunkumarjena4944

    4 ай бұрын

    Miss you Mihir Sir

  • @rajendrarout1661
    @rajendrarout16619 ай бұрын

    ଏହି ଦୁନିଆ ରେ ଆଉ ସେ ଶ୍ଵାଶ୍ୱତ ପ୍ରେମ ନାହିଁ ! ଏଣୁ ସବୁ ଭାଇ ଭଉଣୀ ଙ୍କୁ ଅନୁରୋଧ 🙏🙏 ପ୍ରେମ ଭଳି ଏକ ମାରାତ୍ମକ ରୋଗ ଠାରୁ ସମସ୍ତେ ଦୂରେଇ ରୁହନ୍ତୁ 🙏 ଏଠି ଶହେ ରୁ ସତୁରୀ ଜଣ ସ୍ୱାର୍ଥ ରେ ଅନ୍ଧ !!!

  • @puspanjalibag8148

    @puspanjalibag8148

    9 ай бұрын

    Thik katha

  • @anishaani6079

    @anishaani6079

    9 ай бұрын

    Apon nka katha thik mubi janaku bahut bhala paauchhi hele se mote mrgg pain time de time de kahuchhi mor kintu 28 chaluchhi ghare mo mrrgge pain deli gali sunibaku paduchhi asabu paji dekhila papre bhabuchhi mo bf saha brkup karidebi dara lagilani😂asabu😢

  • @user-bl8mr8xx8r

    @user-bl8mr8xx8r

    9 ай бұрын

    😢😂😂😂😂😂

  • @user-hm4fh2jm9t

    @user-hm4fh2jm9t

    8 ай бұрын

    ​@@anishaani6079you are Marry mee❤

  • @SwetasHope

    @SwetasHope

    7 ай бұрын

    U r correct 💯...

  • @kuanrtudu9960
    @kuanrtudu996010 ай бұрын

    ଝିଅ ଖ୍ରୀଷ୍ଟିଆନ ଟୁକା ସହିତ ସେଟେଲ ହେଇଯାଇଛି ଜଣା ପଡୁଛି ।

  • @user-pg1ic4et4h

    @user-pg1ic4et4h

    10 ай бұрын

    Sata kahila bhai

  • @nilachalasatapathy5196

    @nilachalasatapathy5196

    7 ай бұрын

    Thik katha

  • @manaranjansahoo1543
    @manaranjansahoo15439 ай бұрын

    Mihir sir jadi hueta aji thante tahele a case 10000000.......% sure ki solve/compromise heijaithanta Miss you Mihir sir😢

  • @ihrd-odishastategeneralsec4297

    @ihrd-odishastategeneralsec4297

    9 ай бұрын

    ବୋଧ ହୁଏ ଆପଣ ଠିକ କହୁଛନ୍ତି 👌

  • @jagannathdas9198
    @jagannathdas919810 ай бұрын

    Husband perfect person...

  • @prashantmohanty175

    @prashantmohanty175

    10 ай бұрын

    You are right ps

  • @nibeditapradhan-do2ey
    @nibeditapradhan-do2ey10 ай бұрын

    Apana Mane DUI Jan mishantu apana nka puo pain.....Jay Jagannath 🙏🙏

  • @BaghBinod
    @BaghBinod8 ай бұрын

    Jhia bhala nuaha matlabi mu v thili emiti situation re.. god bless u🎉🎉🎉🎉

  • @mlovemontyop
    @mlovemontyop9 ай бұрын

    Jai Jagannath 🙏🏼🕉️❤️

  • @prasantaku.tripathy665
    @prasantaku.tripathy66510 ай бұрын

    ସରଳ ସ୍ୱାମୀ ଜଟିଳ ସ୍ତ୍ରୀ l

  • @user-pg1ic4et4h

    @user-pg1ic4et4h

    10 ай бұрын

    Good

  • @MusicAs712

    @MusicAs712

    10 ай бұрын

    ଓଃ ଭାଇ ତମେ ବହୁତ ଭଲ ଜଣ ଙ୍କୁ judje କରୁଛ

  • @deepakjena9935
    @deepakjena993510 ай бұрын

    ସାର୍ ଛୁଆଟା ଜୀବନ ନଷ୍ଟ କାରଣ ବାପା ଖୁସି ମା ଦବନି ମା ଖୁସି ବାପା ଦବନି ଦୁଇ ଜଣଙ୍କ ପାଇଁ ଛୁଆଟି କୁ କାହିଁକି କଷ୍ଟ ଦବ

  • @ihrd-odishastategeneralsec4297

    @ihrd-odishastategeneralsec4297

    9 ай бұрын

    ପୁରା 100% ସତ କହୁଛନ୍ତି 👍🙏🏻👌

  • @kunmunmallick-oi4jx
    @kunmunmallick-oi4jx9 ай бұрын

    Jay jaganatha

  • @ajayamallick7732
    @ajayamallick773210 ай бұрын

    ଏ ଝିଅର ଦୁଷ ପ୍ରବଳ ଆବଶ୍ୟକ ବେଳେ ପାଦ ଧରୁଛି କାମ ସରିଲେ ଗୋଇଠା ମାରିବା ଏହା ହିଁ କରୁଛି

  • @srikantanaik9561

    @srikantanaik9561

    9 ай бұрын

    Thik katha...

  • @jashobantakanha6242

    @jashobantakanha6242

    8 ай бұрын

    Bhai right answer kahicha🙏🙏🙏🙏

  • @user-jo6gz6hp8l

    @user-jo6gz6hp8l

    3 ай бұрын

    Right i

  • @thereyna2
    @thereyna29 ай бұрын

    Jai Shree Raam

  • @user-wn8yh9vc3b
    @user-wn8yh9vc3b10 ай бұрын

    ଭାଇ ରେ ଝିଅ ର କଥା ରୁ ଜଣା ପଡୁଛି ତୋର ଯଉ ମାମୁ ପୁଅ ଖ୍ରୀଷ୍ଟିଆନ ଧର୍ମ ର ଅଛି ସିଏ ନାଟ ର ଗୋବର୍ଧନ ଭଲ ରେ ଚିନ୍ତା କର

  • @bhismasahu1432

    @bhismasahu1432

    9 ай бұрын

    Jhio hi kharap

  • @moodisha9586

    @moodisha9586

    6 ай бұрын

    Right

  • @sushantkumardalei4311
    @sushantkumardalei431110 ай бұрын

    କେମିତେ ସମ୍ଭବ ସ୍ୱାମୀ ହିନ୍ଦୁ ଧର୍ମ ରେ ରହିବେ ଆଉ ସ୍ତ୍ରୀ ଖ୍ରୀଷ୍ଟିଆନ ଏ ଝିଅ ବହୁତ ଖରାପ ଧର୍ମ ଚେଞ୍ଜ କରିବା ପାଇଁ ସ୍ୱାମୀ କୁ ଛାଡି ଦଉଛି

  • @user-rl5fb8pk8s

    @user-rl5fb8pk8s

    10 ай бұрын

    Bhai thik kahila khristian problem

  • @MusicAs712

    @MusicAs712

    10 ай бұрын

    Christian problems nai bhai Aapana nka Gyana Abhab

  • @abiramgamango-nv6hf

    @abiramgamango-nv6hf

    10 ай бұрын

    ଆପଣ ଆଜ୍ଞା ସତ କଥା କହିଲ କିନ୍ତୁ ଖରାପ ଧର୍ମ ବୋଲି କେଉଁ ଧର୍ମ ଶାସ୍ତ୍ରରେ ଲେଖାଅଛି, ଖ୍ରୀଷ୍ଟିଆନ ଧର୍ମ ଗୋଟିଏ ଖରାପ ଧର୍ମ ବୋଲି ଖ୍ରୀଷ୍ଟିଆନମାନଙ୍କୁ ଦେଖେଇଦିଅ, ଭାଇ ସାବଧାନ ମନୁଷ୍ୟର ବିରୋଧରେ କହିଲେ କ୍ଷମା ଅଛି କିନ୍ତୁ ଇଶ୍ୱରଙ୍କ ବିରୋଧରେ କହିଲେ କ୍ଷମା ନାହିଁ, ଏହା ଧର୍ମ ଶାସ୍ତ୍ରରେ ଲେଖାଅଛି, ଅତି ସାବଧାନ ସହ କାହାକୁ ମନ୍ଦ କାହାକୁ ଭଲ କହିବା ପୂର୍ଵରୁ ବୁଦ୍ଧିବିଚାରୀ କହିଲେ ଆମର ସମସ୍ତଙ୍କର ମଂଗଳ ହେବ *ଧନ୍ୟବାଦ * 🙏

  • @srikantanaik9561

    @srikantanaik9561

    9 ай бұрын

    ​@@MusicAs712Apananka gyana uchhuli Paducah au😅😅😅😅😅😅

  • @biswajitpradhan309

    @biswajitpradhan309

    7 ай бұрын

    ​@@MusicAs712tu kou gyani taa

  • @bijitswain7644
    @bijitswain7644Ай бұрын

    Jai jagannath sanatan dharm ki jai....

  • @kaibalyatripathy6037
    @kaibalyatripathy603710 ай бұрын

    Jay Jagannath 💞💞💞💞💞🙏🙏🙏🙏🙏

  • @sanjayakumarsahoo250
    @sanjayakumarsahoo25010 ай бұрын

    ସ୍ୱାର୍ଥପର ଝିଅ, ବାଲୁଁଙ୍ଗିଟାଏ ପୁଅଟିର ଜୀବନ ନଷ୍ଟ କରୁଛି, ଧର୍ମ ସବିବନି

  • @jaysriram8674
    @jaysriram867410 ай бұрын

    Satya santan dhram ki jay hoo jay sri ram🙏🙏🙏

  • @coolmuna143
    @coolmuna1438 ай бұрын

    Miss you mihir sir

  • @user-sw7qg3tb2b
    @user-sw7qg3tb2b10 ай бұрын

    ଧର୍ମ ପରିବର୍ତ୍ତନ

  • @Ask_Dipak
    @Ask_Dipak8 ай бұрын

    ଆପଣ ମାନେ ବିଚାର ପତି ହେଇକି ବସିଥିବାରୁ ଧନ୍ୟବାଦ୍ କିନ୍ତୁ ମୁଁ ଏତିକି କହିବି କି ଏ ବିଷୟରେ ଆପଣ ମାନେ ଠିକ୍ ନ୍ୟାୟ ଦେବାରେ ଅସମର୍ଥ କାହିଁକି ନା ଏ ବିଷୟ ରୁ ଯାହା ଜଣା ପଡୁଛି 10% ପୁଅର ଭୁଲ ଅଛି କିନ୍ତୁ 90% ଝିଅ ର ଭୁଲ୍ କାହିଁକି ଓ କଣ ପାଇଁ ଜାଣିବା ପାଇଁ ଯଦି କୁହନ୍ତି ମୁଁ ଏହାର ପ୍ରସ୍ତି କରଣ ଦେବାକୁ ଯଥା ସମ୍ଭବ ସମର୍ଥ ହେବି

  • @piyushvideos3327
    @piyushvideos33277 ай бұрын

    Miss you Mihir sir 🙏

  • @SwetasHope

    @SwetasHope

    7 ай бұрын

    Miss u mihir sir😢😢😢

  • @R-Ranjan-Rana
    @R-Ranjan-Rana10 ай бұрын

    ଝିଅ ର ଆଉ କାହା ସହିତ ସଂପର୍କ ଅଛି ସେଥିପାଇଁ ଏମିତି ହେଉଛି

  • @kumarrakesh9912

    @kumarrakesh9912

    10 ай бұрын

    Hmm ta Bapa sahita achi

  • @debasishdas-ur2yl

    @debasishdas-ur2yl

    8 ай бұрын

    Right vai sea ta husband ku like karuni jaha jana houchi

  • @bhanupratapsingh6406
    @bhanupratapsingh640610 ай бұрын

    ଝିଅ ଟି ତ ସିଧା ମନା କରୁଛି ତା ମାନେ ଝିଅ ଆଉ କାହାର ସାହାରା ପାଇ ଥିବ ନ ହେଲେ କେବେ କହି ନ ଥାନ୍ତା ରହି ବାକୁ ଚାହୁଁନାହିଁ ବୋଲି ତମେ ବା ଭଲ ପାଇ କୁ ବାହା ହେଇଛ , ଝିଅ ର ଦୁଃଖ ସୁଖ ରେ ପୁଅ ସାହା ହେବ ହେଲେ ପୁଅ ବେଳ କୁ ସାହା ହେବା କୁ ନାରାଜ ହିଁ ଲୋ ତୁ ଏକା ସିଆଁଣିଆ............

  • @godmylife8592

    @godmylife8592

    10 ай бұрын

    Tu janichhu sobu ho ago full vedio chhadi baku ko asharo aloko ro menejar ku ta pore kichhi kohibu

  • @kanhupanigrahi6711

    @kanhupanigrahi6711

    10 ай бұрын

    ​@@godmylife8592tu magia sati gehi ta ki

  • @tirthagaminaik8009

    @tirthagaminaik8009

    10 ай бұрын

    ​@@godmylife8592Hi dear

  • @shubhranshusekhar8604

    @shubhranshusekhar8604

    7 ай бұрын

    😂😂😂😂😂

  • @simanchalswain1558
    @simanchalswain155810 ай бұрын

    ସଳା ପୁଅ ମାନଙ୍କ ସହ ସବୁବେଳ ଏମିତି ହିଁ ହୋଉଛି

  • @rabidalai9391
    @rabidalai93919 ай бұрын

    ଦାରିଆଣୀ ମାଇକିନା ବହୁତ୍ ଖରାପ

  • @khalicharanamaharana9645
    @khalicharanamaharana964510 ай бұрын

    ପୁଅର ମା ଏମାନଙ୍କୁ ମିଶିବାକୁ ଡାଇରେଟ ମନା ନକରି ଅନେକ କଥା କହିକି ଚେଷ୍ଠା କରିବି ଫେଲ ହୋଇଛନ୍ତି ଅନୁ ମୋର ଅନୁରୋଧ ଦୁଇଟି ଟୁଁଆ ଟୁଁଇ ମିଶିକିରୂହ ଆଉ ମତେ ଟିକେ ମନେ ପକାଇବ

  • @Dhiren1992
    @Dhiren199210 ай бұрын

    ଝିଅ ର ଅଲଗା ପୁଅ ସହ ସମ୍ପର୍କ ହେଇ ସାରିଲାଣି ଯାହା ସେ ଝିଅ ର କଥା ରୁ ଜଣା ପଡ଼େ

  • @godmylife8592

    @godmylife8592

    10 ай бұрын

    Apono jani chhonti ki dekhichhonti je emiti kohuchho full video chhadi nahanti asha ro aloko re ei sobu koronti odha vedio chhadonti

  • @ManojSahu-xn5gc

    @ManojSahu-xn5gc

    10 ай бұрын

    Thik katha kahicha bhau

  • @surendrawandalaka5009

    @surendrawandalaka5009

    10 ай бұрын

    Right katha

  • @satyanarayan7842

    @satyanarayan7842

    10 ай бұрын

    Thik katha nachet tabpakhare basithiba ghar bhangi bhauni ta jogu sabu anarth hoijiba

  • @user-bl8mr8xx8r

    @user-bl8mr8xx8r

    9 ай бұрын

    Right katha t kahila bhai

  • @Tk.Mohapatra
    @Tk.Mohapatra10 ай бұрын

    Toka ta bohut bhala achhi khusi lagila se dukha dina bhulini😂jhia ta chalakhi achhi

  • @BIKASHKUMAR-ym7fl
    @BIKASHKUMAR-ym7fl4 ай бұрын

    Praise the Lord

  • @malatilataproduction8818
    @malatilataproduction881810 ай бұрын

    ସୁନ୍ଦରଗଡ଼ ଜିଲ୍ଲା ରେ ମିଶିକି ରହିଲା ପରେ ପିଲା ହେଲା ପରେ ବାହାଘର ହେଉଛି, ଖୁବ କମ ଦିନରେ ଅଲଗା ମଧ୍ୟ ହୋଇଯାଉଛନ୍ତି l ଅଲଗା ଜାଗା ରେ ବାହାମଧ୍ୟ ହେଉଛନ୍ତି l

  • @ihrd-odishastategeneralsec4297

    @ihrd-odishastategeneralsec4297

    9 ай бұрын

    You Are Absolutely Right Sir 👍🙏🏻👌

  • @rrk_lifestyle
    @rrk_lifestyle10 ай бұрын

    ଝିଅ ଏବେ ବୁଝି ପାରୁନି ଯେତେବଳେ ବୁଝିବ ସେତେବଳକୁ କିଛି ନଥିବ😢

  • @vigyan657

    @vigyan657

    10 ай бұрын

    Pua bujhhiparuni ...Pua jebe bujhhiba setebelaku kichhi na thiba...Jhhia thik bujhhi na thanta tebe jibana sara Mari Mari bancha nta...

  • @rrk_lifestyle

    @rrk_lifestyle

    10 ай бұрын

    @@vigyan657 heithiba nahele tame kn micha kahiba

  • @sabitakilaka3258
    @sabitakilaka325810 ай бұрын

    God is great

  • @saratchandrajena6513
    @saratchandrajena65138 ай бұрын

    ଖ୍ରୀଷ୍ଟିଆନ ହେବା ଯୋଗୁ ଏ ଅସୁବିଧା ହୋଇଛି ଧର୍ମକୁ ଇସୁ କରି ଅଲଗା ହୁଅନ୍ତୁ ନାହିଁ ଦୟାକରି ମିଶି କରି ରୁହନ୍ତୁ

  • @birenkumarjena1360
    @birenkumarjena136010 ай бұрын

    ଧର୍ମ ପରିବର୍ତନ କରିବା ମହା ପାପ ଜୟ ସନାତନ ସତ୍ୟ ସନାତନ

  • @MusicAs712

    @MusicAs712

    10 ай бұрын

    Dekhei Pariba Tamara Kou Sanatana Book re lekha achhi, Papa Dharma Change kariba

  • @akashbhoi-

    @akashbhoi-

    22 күн бұрын

    ​@@MusicAs712bhai tume bodhe + setipai badhuchhi 😂

  • @debasmitakarmi5300
    @debasmitakarmi530010 ай бұрын

    Heart touching real story

  • @prasantprasanta1853
    @prasantprasanta185310 ай бұрын

    ଝିଅ ର ଦୋଷ ଅଛି କିନ୍ତୁ ସିଏ ବୁଝି ପାରୁନି ସମୟ ବୁଝେଇ ଦବ

  • @kaibalyatripathy6037
    @kaibalyatripathy603710 ай бұрын

    Jay Hindu dharma 🙏

  • @Mo_Nalabandha
    @Mo_Nalabandha8 ай бұрын

    Nice episode......I'm from Rourkela ❤

  • @dinabandhumajhi2686
    @dinabandhumajhi268610 ай бұрын

    God bless you.

  • @benjaminmandal7231
    @benjaminmandal723110 ай бұрын

    Prise the lord

  • @PradeepKumarPandaEconomist
    @PradeepKumarPandaEconomist9 ай бұрын

    Best show ever. My favorite show. Commendable effort. Salute whole team 👏

  • @basicenglishgrammarwithpra128
    @basicenglishgrammarwithpra12810 ай бұрын

    Ethi pua sabuthire forward but jhia ra kichhi problem rahuchi

  • @sitanshusekhardash8510
    @sitanshusekhardash85109 ай бұрын

    Very nice 👍 and heart touching vedeo

  • @gopalchandradalei7655
    @gopalchandradalei76558 ай бұрын

    So proud of you sir

  • @munnaswain8453
    @munnaswain845310 ай бұрын

    କିଏ କହିଲା ପ୍ରେ କଲେ ହାଟ ପ୍ରୋବଳମ ଭଲ ହୋଇଯାଏ ଆମେ ହିନ୍ଦୁ ତେଣୁ ମନ୍ଦିରକୁ ଯିବାଦରକାର ଚରଚ୍ ବାଳ କୁ ଯାଉଥିଲ ଆରେ ଭାଇ ଏ ଝିଅ ଟା ଭଲ ନୁହଁ

  • @MediaFoundation4u

    @MediaFoundation4u

    10 ай бұрын

    Se jia khaila para heart aau liver bhala hoichi tara boli kan tume sunilani se Katha ti

  • @mittupilla9157
    @mittupilla91577 ай бұрын

    Really comparatively other long wages program,this program was extremely good

  • @merabharatmahan6537
    @merabharatmahan65377 ай бұрын

    Salute vai dharma ku manuthibaru

  • @user-vu5tt1pu8y
    @user-vu5tt1pu8y8 ай бұрын

    I was just witching this program from USA and I am from Odisha and a Odia person I came here about 50 years ago for further study After watching this episode I am just wondering what is happening in our conservative Odia society When I was growing up during school and college I have never seen this kind of thing our teenager thinking these days ? Falling in love without any education without any job ? Running away from home without parents permission ? Living together without getting married ? Having children without getting married ? It was unthinkable when I was growing up .And I was not married until I was 30 years old and I was standing on my own feet to support a family By the way I am married to a American lady and she is Christian and we have two children I go to temple with my wife and children Society permits us you get married if you love some one and provide your family and provide the best education for your children These two deserve what they have done but I Dont blame the girl for her situation I am talking about the people do this kind of crime before thinking the consequences and without consulting with their family Good show Sukanta and Justice Patra and all the counselors

  • @truthline1478

    @truthline1478

    8 ай бұрын

    Sir I want u to study in USA. Can you help me sir 🙏

  • @ranjitamaharana8479

    @ranjitamaharana8479

    8 ай бұрын

    Books

  • @SwetasHope

    @SwetasHope

    7 ай бұрын

    Okay be happy... this is life...we are struggling so many problems...sir...god bless u...be blessed... actually myself also I'm from oddisa...🎉... I use to watch this programme... just I'm praying for all this 😢😢😢😢

  • @user-nu7xg1io1b

    @user-nu7xg1io1b

    7 ай бұрын

    witching or watching.. Sorry brother I'm odia 😆

  • @rohityadav6368

    @rohityadav6368

    6 ай бұрын

    Jay Jagannath q

  • @rajeshkumarpati2605
    @rajeshkumarpati26058 ай бұрын

    Ethi gote katha clear hauchi ...ebe b ama india re kouthi na kouthi dharma paribartana pain mind wash kara jauchi ....pura kerla story ra concept....e jhia ra sure mind wash kara jaichi ....au e jhia b mentally strong nahi ki tara nija dharma ku neiki confident nai ta ...sei karana jogu e jhia ku target kariki tara mind wash kara jaichi ki dunia re Christian dharma thu Powerful relegion kichhi nai .....jai sanatan❤❤❤

  • @pabitraallmostvideo795
    @pabitraallmostvideo79510 ай бұрын

    Mihirdas best actor

  • @sahadebmajhi7101
    @sahadebmajhi710110 ай бұрын

    Thank you

  • @sunilrauto5923
    @sunilrauto592310 ай бұрын

    ଏହି ଝିଅ ଅନ୍ୟ ପୁଅକୁ ଭଲ ପାଇଲାଣି ତେଣୁ ଏହି ପୁଅକୁ ଛାଡ଼ିଦେବ

  • @chikuchitta4556
    @chikuchitta45566 ай бұрын

    Jay Jagannath

  • @narendrajena663
    @narendrajena66310 ай бұрын

    Jia nalua achi......Anya chua gote church re bhala paichi...bilei ana purusia dekhi..musa long jump karuchi..muttan khai Lani dali bhatt bhala lagi bani..missnery bharat ko Barbad karichi...

  • @smrutiranjansahoo7935
    @smrutiranjansahoo793510 ай бұрын

    ସ୍ୱଧର୍ମ ନିଧନଂ ଶ୍ରେୟଃ ... ପର ଧର୍ମ ଭୟାଭୟଃ .......

  • @PurnainternationalVlog
    @PurnainternationalVlog7 ай бұрын

    Money is very important in life... Good effort OTV❤

  • @jayaprakashmohapatra5644
    @jayaprakashmohapatra564410 ай бұрын

    ଧର୍ମାନ୍ତରୀକରଣ ର ନୁଆ ଫର୍ମୁଲା

  • @abiramgamango-nv6hf

    @abiramgamango-nv6hf

    10 ай бұрын

    ନାହି ଆଜ୍ଞା ଏଟା ପର୍ମୁଲା ନୁହେଁ, ଯିଏ ସମସ୍ୟାରେ ଭୁଗିଛନ୍ତି ସେହିଁ ଜାଣିବ ଅନ୍ୟ ଲୋକ ଜାଣିବନାହିଁ

  • @jayaprakashmohapatra5644

    @jayaprakashmohapatra5644

    10 ай бұрын

    @@abiramgamango-nv6hf ଓହଃ ଆପଣ ବୋଧହୁଏ ତାଙ୍କ ମୁଣ୍ଡ ରେ ପୁରେଇଛନ୍ତି ଜିଶୁ କୁ ପ୍ରାର୍ଥନା କଲେ ହୃଦ୍ ରୋଧ ଭଲ ହେଇଯିବ

  • @abiramgamango-nv6hf

    @abiramgamango-nv6hf

    10 ай бұрын

    @@jayaprakashmohapatra5644 ଆଜ୍ଞା ଧର୍ମାନ୍ତରିକରଣ ର ନୂଆ ପର୍ମୁଲା, ଏହା କେବେବି ହେବ ନାହି ସମ୍ଭବ ନୁହେଁ, ଆପଣ ହୁଅନ୍ତୁ ବା ମୁ ହେଉ ଗ୍ରହଣୀୟ ହେବନାହିଁ, ଯଦି ଆପଣ ଇଶ୍ୱରପରାୟଣ ହୋଇଥିବେ ତାହେଲେ ଧର୍ମାନ୍ତରିକାରଣ ବିଷୟରେ କହିନଥାନ୍ତେ, ବୁଦ୍ଧିବିଚାରି କମେଣ୍ଟ ପାସ କର

  • @chandannayak2222

    @chandannayak2222

    10 ай бұрын

    Right Full missions

  • @manibababehera6053
    @manibababehera605310 ай бұрын

    Joy jagannath🙏🙏🙏🙏

  • @BHAGATSINGH-nh2xk
    @BHAGATSINGH-nh2xk8 ай бұрын

    Jai Shree Ram 🚩🚩🚩

  • @banabasipradhan1170
    @banabasipradhan117010 ай бұрын

    ସଚେତନ ର ଅଭାବ

  • @BabulaKumar-hy9py
    @BabulaKumar-hy9py10 ай бұрын

    Oom bageswar Baba ki jay

  • @Satyanarayan897
    @Satyanarayan8979 ай бұрын

    5 ଇଛି ବିଆ ପାଇଁ ପାଗଳ କଣ ପାଇଁ ରେ ବାବା ହେଇଯାଇନି ରେ ସବୁ ଦିନ ଭଲ ରେ ରହିବି ଆଜି କାଲି କା ବିଆ ଛୋଡ଼ି ଝିଆ ଟାରୁ ଦୂରରେ ରୁହ ଭାଇ ମାନେ ? ଓଁ ନମଃ ଶିବାୟ ନମଃ

  • @pravhatibehera2845
    @pravhatibehera28454 ай бұрын

    Bhut a Sundar episode ❤❤❤❤❤❤❤❤❤❤❤❤

  • @dibyapanda2472
    @dibyapanda24727 ай бұрын

    Ame Sanatan dharma Jai shree Ram

  • @itsmebiswajit91roul37
    @itsmebiswajit91roul3710 ай бұрын

    ପୁଅ ଠିକ୍ କହୁଛି 😊

  • @dularamsoren4887
    @dularamsoren48879 ай бұрын

    ପୁଅ ଅପେକ୍ଷା ଝିଅଟା ସୁପର ଚାଲାକ ଲାଗୁଛି । ଝିଅର ମାଲ ଦରକାର, ହେଲେ ପୁଅ ପାଖରେ କିଛି ନାହିଁ । ଝିଅକୁ ଵାହାର ଲୋକ ଛାଡପତ୍ର ପାଇଁ ସାହାସ ଦେଉଛନ୍ତି !

  • @jashobantakanha6242

    @jashobantakanha6242

    8 ай бұрын

    Right

  • @AksarBarik
    @AksarBarik10 ай бұрын

    I love this serial sir because try to all couple problem solved

  • @bandanabarik6930

    @bandanabarik6930

    10 ай бұрын

    Serial???

  • @babulnayak5917
    @babulnayak59179 ай бұрын

    ❤❤❤❤

  • @basantasenapati8115
    @basantasenapati811510 ай бұрын

    ଝିଅ ର ପବଳ ଦୋଷ

  • @ganeshpanigrahi5258
    @ganeshpanigrahi525810 ай бұрын

    କବିତାର ଅନେକ ଦୋଷ ଦୁର୍ବଳତା ରହିଛି...

  • @privategamersff8894
    @privategamersff889410 ай бұрын

    ʝυѕтι¢є fσя ѕαиʝαу мαнαℓι

  • @radhamohankanungo5281
    @radhamohankanungo528110 ай бұрын

    A ladi ra bahuta Alia achhi

  • @nababarika4028
    @nababarika402810 ай бұрын

    Wow God,helpless daughter,,I praying help those orphan girl

  • @hrudanandabarik7
    @hrudanandabarik710 ай бұрын

    ଆପଣମାନଙ୍କ judgement କିଛି ଠିକ୍ ଲାଗିଲା ନାହିଁ କାରଣ ଆପଣ ପୁରା episode କୁ discussion ରେ ସାରିଦେଲେ ଆପଣ ସମାଧାନ ର ବାଟ ବଚିଲେନି.

  • @ihrd-odishastategeneralsec4297

    @ihrd-odishastategeneralsec4297

    9 ай бұрын

    ଠିକ କହିଲେ 👌👍🙏🏻

  • @debasishdas-ur2yl

    @debasishdas-ur2yl

    8 ай бұрын

    Jhia ta rahibaku chahuni semane kn ta judgment karibe jhia ra samparka au kaha sa achi

  • @baibhavswainRAM

    @baibhavswainRAM

    4 ай бұрын

    Religion matter na asithile case ta samadhan pain try karithane ...kintu secularism a case adharu chadda hela..kaha dharm kharap nuhna bt bhul ku bhul kahiba pain ama hindu dharm hni dare sabubele....Mihir Das thile v case atiki re hni sarithanta.. dhanyabad

  • @amarendrabehera1302
    @amarendrabehera130210 ай бұрын

    ଝିଅଟିର ଆଉ କୁଆଡେ ମନ ଅଛି

  • @bulusethy9220
    @bulusethy922010 ай бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @chandanswain6969
    @chandanswain69696 ай бұрын

    Bahut badia asara aloka

  • @mrrudra50
    @mrrudra508 ай бұрын

    Sundari jhiankara hrudaya nahin .....nain nain nain 😂😂😂😂😂😂

  • @sharathrojalinvlogs7335

    @sharathrojalinvlogs7335

    6 ай бұрын

    A....kn sundari ki........mote kahni laguni.....jia nija husband ku bujhiparuni se sundari hoiki labha kn......dekha sundar kakudi badi

  • @odishac.c5306
    @odishac.c530610 ай бұрын

    ଏହାର ମୁଖ୍ୟ କାରଣ ହେଉଛି, ପଇସା

  • @user-rz2cq4gu3h

    @user-rz2cq4gu3h

    10 ай бұрын

    ନିରାଟ ସତ୍ୟ

  • @sanjayadalei4720

    @sanjayadalei4720

    10 ай бұрын

    Sata bhai income nakale khaiba kn rahiba kemiti

  • @sanjayraita4149

    @sanjayraita4149

    4 ай бұрын

    😂

  • @user-un2sq7hf4t
    @user-un2sq7hf4t5 ай бұрын

    ଏହି ଝଗଡ଼ା ର କାରଣ ଖ୍ରୀଷ୍ଟିଆନ ଚର୍ଚ୍ଚ ଯିବା । ଭାବ ଖ୍ରୀଷ୍ଟିଆନ ମାନେ କେମିତି ଆମୋ ଆଦିବାସୀ ହିନ୍ଦୁ ମାନକୁ ଧର୍ମ ବଦଳେଇ ଦେଉଛନ୍ତି । ନିଜ ଧର୍ମ କୁ ମାନ ରେ ଜୟ ଜଗନ୍ନାଥ 🙏

  • @user-nx9eb6xi9z

    @user-nx9eb6xi9z

    5 ай бұрын

    ଏଇଥି ପାଇଁ ଦାରା ସିଂ ଜନ୍ମ ନିଏ

  • @user-un2sq7hf4t

    @user-un2sq7hf4t

    5 ай бұрын

    @@user-nx9eb6xi9z jay jagannath

  • @biswalchannelmuna7981
    @biswalchannelmuna798110 ай бұрын

    O God 😭

  • @ratnakarmaharna3453
    @ratnakarmaharna345310 ай бұрын

    ଏଟା କେବଳ ଖ୍ରୀଷ୍ଟ ଧର୍ମ ପାଇଁ ଓଡ଼ିଶାର ସବୁ ପରିବାର ଭାଙ୍ଗି ବ

  • @sabitakilaka3258

    @sabitakilaka3258

    10 ай бұрын

    Dharma painee nuhe bhulbujhamana painee

  • @socialhouse7240

    @socialhouse7240

    10 ай бұрын

    Right kahikina Christian dharma ra bhagwaan ku mun b mane aau prayer karibaki ghunchae nahi but till end mon dharma ku kharap kahile mote ta raga lagiba na...... That's the mater pua ra gariba aau unemployment ra fida uthei jhia ra mindwash heichhi aau kichhi nuha l. ❤please nija dharma ku mana aau sabu dharma ku sammana dia

  • @sonalipanigrahiofficial6381

    @sonalipanigrahiofficial6381

    10 ай бұрын

    tu besi janichu be

  • @devdilwale6166

    @devdilwale6166

    10 ай бұрын

    ​@@sonalipanigrahiofficial6381tu dominated Chirstian ki

  • @kanhupanigrahi6711

    @kanhupanigrahi6711

    10 ай бұрын

    Jay Sanatan Dharma

  • @user-hl3ct5lu5s
    @user-hl3ct5lu5s10 ай бұрын

    ସୁଆଥ ପରଝିଅ

  • @user-oq2li5du8x
    @user-oq2li5du8x8 ай бұрын

    ATI Sundar sar

  • @subashpradhanofficial
    @subashpradhanofficial10 ай бұрын

    The boy is innocent

  • @user-rt5yd5wx2p
    @user-rt5yd5wx2p8 ай бұрын

    Bhai mora hinduta bajae raKhantu Jay Sri Ram🚩🚩🚩

  • @manasbehera3922
    @manasbehera392210 ай бұрын

    jhia bahut chalak achhi, charch re setting hei sarichhi

  • @mitanjalibaliarsingh3950
    @mitanjalibaliarsingh39508 ай бұрын

    Jay shree Ram 🙏🙏

  • @MJBhajanSandhya
    @MJBhajanSandhya6 ай бұрын

    ଜଣେ ଭଉଣୀ ନାରୀ ହେଇବି ଅନ୍ୟ ଭଉଣୀକୁ କେମିତି କହିପାରୁଛନ୍ତି ଯେ ସେ ନ ରହୁ ତା ସ୍ୱାମୀ ପାଖରେ ଧନ୍ୟରେ ମେହିଁଳା l ଗରିବ ଗୋଟେ ଏମିତି ଜିନିଷ କଣ କହିବା ମଣିଷ ଯାହା ଚାହେଁ ସେଇଟା ନ ମିଳେ ସେ ଏମିତି ହିଁ ହୁଏ ଯେଉଁଟା ସେ ଭଉଣୀ ଚାହୁଁଛନ୍ତି l କିନ୍ତୁ ଗରିବ ହିଁ ଗୋଟେ କାରଣ ଯାହା ତାହାକରିବାକୁ ଦେଉନାହିଁ l ଉଚ୍ଚ ବିଚାର ଖରାପ ନୁହେଁ କିନ୍ତୁ ସମ୍ପର୍କରେ ଏମିତି ଭାବିବା ବହୁତ ଖରାପ l

  • @user-vq6wl7xy9g
    @user-vq6wl7xy9g10 ай бұрын

    ଝିଅ ଠାରୁ ପୁଅ ସୁଖ ପାଉନି

  • @kunabiswal2852
    @kunabiswal285210 ай бұрын

    ଝିଅ ର ପ୍ରବଳ ଦୋଷ ଅଛି

  • @rameshkumarmallik5099
    @rameshkumarmallik509910 ай бұрын

    ଏଝିଅଟା ବହୁତ୍ ବଦମାସ୍

  • @suchitrasahuapi7668

    @suchitrasahuapi7668

    10 ай бұрын

    Jahara Swami ta ra kichi dayitto nauni...se narahile strii ra bhul,waw anyay hauthau sahichal nahele carecter less

  • @jalandharnaik7344
    @jalandharnaik734410 ай бұрын

    All right answer

  • @logicalhermit6570
    @logicalhermit65708 ай бұрын

    Mission paisa simple

  • @PadmaLohara
    @PadmaLohara7 ай бұрын

    God bless you

  • @santoshmali1323

    @santoshmali1323

    7 ай бұрын

    Good

  • @Dream_India_tour
    @Dream_India_tour10 ай бұрын

    ଭାରତ ବର କୁ ପାକିସ୍ଥାନ ବୋହୂ😅

Келесі