Jibana Do Chhakire Ashara Alok Ep 403 17 FEB 2024

This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Somesh Mohanty anchors the show and makes sure to get justice to the people involved and resolve real life issues.
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#Jibana Do Chhakire Ashara Alok Ep 403#OdishaTV #OTV

Пікірлер: 326

  • @Kancha_Lanka
    @Kancha_Lanka5 ай бұрын

    ଏ ଝିଅକୁ ଗିହା ଅଭାବ ହେଉଛି , ଆଗ ପଛ କରିକି ପ୍ରଚୁର ପରିମାଣରେ ଗେହିଁ ଦିଅ ସବୁ ଠିକ ହେଇଯିବ

  • @suryanaryandas7610

    @suryanaryandas7610

    5 ай бұрын

    R,,, t

  • @sushantraut1298

    @sushantraut1298

    4 ай бұрын

    😅😅😅

  • @bhagattudu4907

    @bhagattudu4907

    3 ай бұрын

    😂😂😂😂

  • @Stock_operate

    @Stock_operate

    Ай бұрын

    😅😅😅😅😅😅😅😂😂😂

  • @user-wx6xf5ge8p
    @user-wx6xf5ge8p5 ай бұрын

    ଏ ଝିଅ କଥାରୁ ଯାହା ଜଣା ପଡୁଛି ଏ ଝିଅ ମହା ବେଧେଇ (ଝିଅ ମନରେ ସିଏ ତା ସ୍ଵାମୀ ନେଇ ତା ବାପ୍ ଘରେ ରହିବ ) ଝିଅ ଚାହାଣି ଗୋଟେ ରଖିଛି ପୁରା ଅଲଗା ପ୍ରକାର .

  • @shorts2117

    @shorts2117

    5 ай бұрын

    O bhai o bhai😂😂

  • @rinapapul3824
    @rinapapul38245 ай бұрын

    ଏ ଝିଅ ର କଥା ଶୁଣି. ଲାଗୁଚି ଝିଅର ପ୍ରବଳ ଦୋଷ. ଭାଉଜ ମାଆ ପରିକା.

  • @Santoshsahu-hv3ro

    @Santoshsahu-hv3ro

    5 ай бұрын

    ଏ ଝିଅ ଓକିଲ ଯାହା କହିଛି ସେୟା କହୁଛି ..ବହୁତ ଚାଲାକ୍

  • @lovenature8849

    @lovenature8849

    5 ай бұрын

    Tame taa relative bodh hue😂

  • @sapanshankar1338
    @sapanshankar13385 ай бұрын

    ଧନ୍ୟବାଦ ଜଗଜୀବନ ସାର୍ ଆପଣ ବହୁତ ଭଲ ❤❤❤❤❤❤

  • @youtubeallinone9793
    @youtubeallinone979314 күн бұрын

    ଯୋଉ ଝିଅ ନିଜ ଗାଁଁରେ ସେଟିଙ୍ଗ ନଥିଲେ ...... କେବେ ଶାଶୂଘର ଛାଡିବା ନାହିଁ

  • @Santoshsahu-hv3ro
    @Santoshsahu-hv3ro5 ай бұрын

    ଏ ଝିଅର ପ୍ରବଳ ଦୋସ ଅଛି ଟଙ୍କା ଲୋଭି ଝିଅ Mantince ନାଁରେ ଲୁଟୁଛି ଏ ଝିଅ ବହୁତ ଚାଲାକ୍ ୟାକୁ ମୋଭଳି ପୁଅ ଠିକ୍ କରିବ ଗୋଟିଏ ପୁଅକୁ ହଇରାଣ କରୁଛି

  • @crazyyyy-cp5ih
    @crazyyyy-cp5ih5 ай бұрын

    ଏ ଝିଅର ଶାଳିନତା ନାହିଁ,beautyful thinking By Judge sir

  • @rajeshbehera1084
    @rajeshbehera10842 ай бұрын

    ସବୁ ନାଟ ର ଗୋବର୍ଦ୍ଧନ ହେଇଛି ଝିଅ ର ଭିଣେଇ

  • @miranjalihota868
    @miranjalihota8685 ай бұрын

    ଦୁଇ ଜଣଙ୍କ ର ବହୁତ ଦୋଷ। ବିଚରା ବୁଢ଼ୀ ମରୁଛି

  • @tofannayak8144
    @tofannayak81442 ай бұрын

    ଝିଅ ର ଜୋଇଁ ଆଡେ ଇଛା ଅଛି

  • @sabitaprusty8035
    @sabitaprusty803516 күн бұрын

    ଏତିକି ଲେଖିବି ବାହାଘର ହୁଏ, ଅଗ୍ନି ସାଖି ରଖି କୂଳ ର ବୋହୂ ଶାଶୂଘରେ ନ ରହି ବପଘର ବେଶୀ ପସନ୍ଦ, ଏ କି ପ୍ରତି ଶୃତି ଛ ମାସ ବାହାଘର, ଛ ମାଛ ଶାଶୂଘର ରେ ଅଲଜ୍ଜା।. ଏ ମାନଙ୍କ ପାଇଁ ଆଇନ୍.ସପଟ୍। । ଉଦଣ୍ଡି ବୋହୂ।

  • @user-ly8ke4sz5m
    @user-ly8ke4sz5m4 ай бұрын

    ପରମ ଟାଉଟର ଇ ଝିଅ...... ଏମିତିକା ଝିଅ କୁ ପାଖରେ ରଖନୀ.... ପସ୍ତେଇ ହେଇକି ମୋର

  • @subhrajyoti7809
    @subhrajyoti78095 ай бұрын

    ପୁରୁଷ କମିଶନ ହେବ ଶୀଘ୍ର

  • @raghunathbehera4170

    @raghunathbehera4170

    3 ай бұрын

    😂😂😂

  • @pramodbehera5192
    @pramodbehera51924 ай бұрын

    ଏ ଝିଅ ର ପ୍ରବଳ ଘଇତା

  • @subratsahoo3648
    @subratsahoo36485 ай бұрын

    ଭାଇ ମାନେ ପର ଲୋକ ପାଇକି ଭାଷା ଲେଖନି ତାକର ଘର ଭାଗିଜାଇ ଥିଲା ସେ ତାକର ଘର ଠିକ୍ ହେଲା ସେଥିରୁ କିଚି ଭାଇ ମାନେ ଖରାପ ମେସେଜ୍ ଦଉଛତି ସେହି ଘର ଆପଣ ର ହୋଇଥାତା ଆପଣକୁ ହେହା ଲେଖା ହୋଇଥିଲେ ଆପଣକୁ କେମିତି ଲଗିବ

  • @Jaga-s9d
    @Jaga-s9d5 ай бұрын

    ଶାଶୁ ମା ....❤ ବହୁତ ଭଲ ମା ଟି

  • @dfm0160
    @dfm01605 ай бұрын

    ପୁରୁଷ ମରିବେ ଆଉ କିଛି ବାଟ ନାହିଁ

  • @malisethi5688
    @malisethi56885 ай бұрын

    ପୁଅର ମା ବହୁତ ଭଲ 🙏🙏

  • @BijayaMalik-ck8zz
    @BijayaMalik-ck8zz4 ай бұрын

    ଅଝିଆର ପୁରଦୋଷ କାହିଁକି ତାକୁ ପଇସା ଦେଇ ଥାତେ ଝିଅ ମିଚ କୋଉଚି

  • @nareshpradhan7426
    @nareshpradhan74265 ай бұрын

    ଏ ଝିଅ ର ବେଶି ଦୁଷ

  • @brundabannayak9008

    @brundabannayak9008

    5 ай бұрын

    Vul

  • @ratnakarmaharna3453
    @ratnakarmaharna34535 ай бұрын

    ଅତିରିକ୍ତ ସୁନ୍ଦର ସାର୍ ମାମ

  • @mamapapulovestory
    @mamapapulovestory5 ай бұрын

    My favorite show ଯେଉଁଥିରେ ପରିବାରରେ ହେଇଥିବା ଭୁଲ କୁ ସୁଧାରି ହେବ

  • @RakeshBiswal-le2wc

    @RakeshBiswal-le2wc

    4 ай бұрын

    😂

  • @subasguru
    @subasguru19 күн бұрын

    ଭାଉଜ ପେମ ବଢିଆ ସେ ଝିଅ ପର ଘ ଉତା ବଢିଆ କଣ ଚାଲିଛି ବି💏 ବା

  • @ghasirammurmu6544
    @ghasirammurmu65445 ай бұрын

    ଭାଙ୍ଗି ଯାଉଥିବା ସଂସାର କୁ ଏକାଠି କରୁଥିବା ଟିମକୁ ବହୁତ୍ ବହୁତ ପ୍ରଣାମ l❤❤❤❤

  • @user-vo9qc5wh3t
    @user-vo9qc5wh3t5 ай бұрын

    ହାତ ଧରିବା କୁ କହିବା ଠିକ୍ ନ ଥିଲା ନିଷ୍ପତ୍ତି ହେଲା ପରେ କହିବା କଥା

  • @Kalpana.239
    @Kalpana.2395 ай бұрын

    Mother always mother great mother in law

  • @chandanlucky2080

    @chandanlucky2080

    5 ай бұрын

    Right

  • @satyaban429
    @satyaban4295 ай бұрын

    ଏହି ଦୁଇ ଭଉଣୀ ତା ବାପା ପ ଈଶାରେ କେତେ ଵଢିଆ ଵଢିଆ Dress ପିନ୍ଧି ନିଜ ଘର ଭାଙ୍ଗି ଦେଉଛନ୍ତି

  • @jitumarndi5730
    @jitumarndi57303 ай бұрын

    ପ୍ରମିଳା ମାଡାମ୍ ଝିଅ କୁ ବେସି ସାପଟ୍ କରୁଛି ବେସି ଟଙ୍କା ଖାଇଛି ସେ ଟଙ୍କା ଲଭି ଟା ଖାଲି ଟଙ୍କା ଖାଇକି ସଂସାର ଭାଙ୍ଗୁଛି ଏଠି ଝିଅ ର ବେଶି ଦୋଷ ଅଛି😮😮😮😮😮😮😮

  • @devkhuntia6623
    @devkhuntia66235 ай бұрын

    ଝିଅ ଅଛି ତା ଭିଣେଇ ସାଙ୍ଗରେ ପୁଅ ର ଦରକାର ତା ଭାଓଜ ଓ ଟଙ୍କା

  • @explore_allindia
    @explore_allindia5 ай бұрын

    Sabu sei Ganjam, baleshwar, bhadrak au kendrapara re hin 😅😅

  • @chandan-ki-chandni

    @chandan-ki-chandni

    3 ай бұрын

    Problem all odisha re hauchi

  • @agrajparhi6989

    @agrajparhi6989

    Ай бұрын

    Bhai mo ghara Bhadrak. 😅😅😅😅😅

  • @user-wy3cs2hx1s
    @user-wy3cs2hx1sКүн бұрын

    ପୁଅର ମା ବହୁତ୍ ଭଲ

  • @user-ze9pz8gf4o
    @user-ze9pz8gf4o2 ай бұрын

    ଏ ଝିଅ ର ସବୁ ମିଛ କଥା କହୁଛି

  • @simplyhumanicboy7590
    @simplyhumanicboy75905 ай бұрын

    Mote jaha lagila ei episode ru puo bahut innocent 😮

  • @user-vo9qc5wh3t
    @user-vo9qc5wh3t5 ай бұрын

    କିଛି ନିଷ୍ପତ୍ତି ନ ହେଉନି ଫୁଲ ମାଲା ପିନ୍ଧେଇବାଟା ଠିକ୍ ନୁହେଁ ଝିଅ କିଛି କହିବାକୁ ଚାହୁଥିଲେ

  • @krishnaprasadrath
    @krishnaprasadrath5 ай бұрын

    God bless you both 🙏 Jai Srikrishna 🙏🙏 Jai 🔥🇮🇳♥️ Hind 🙏

  • @satyaban429
    @satyaban4295 ай бұрын

    ଏ ମାଇକିନିଆ ର ଵାପା ପାରା ଲିଶିଶ ହୋଇ ମଲା ଶେତ ଵେଳକୁ ଦୁଇ ଝିଅ ଭଲ କରି ପାରିଲେନି ଜେମିତି ବାପା ମରିଗଲା ଵାପା ପ ଈଶାରେ ରୋବାବ ଦେଖାଉଛି

  • @monalishadas317
    @monalishadas3175 ай бұрын

    ଗଞ୍ଜାମ ଜିଲ୍ଲରେ ଛତ୍ରପୁର ଝିଅଙ୍କ ପ୍ରବଳ ଗଲୁ ଦୋଷ ରହୁଛି..... ଛତ୍ରପୁର ଝିଅଙ୍କୁ ବୋହୁ କରିକି ଘରକୁ ଆଣିବ ଯାହା ହ୍ଵିସିଲ୍ ମାରି କିଳାକୁ ନିମନ୍ତ୍ରଣ କରିବା ତାହା 😂

  • @ratnakarmaharna3453
    @ratnakarmaharna34535 ай бұрын

    ଅତିରିକ୍ତ ସୁନ୍ଦର ମାମା

  • @nirakarmirdha7301
    @nirakarmirdha73015 ай бұрын

    Judge Sirnkar mantyaba mate bahut santosh lagila. His suggestion are really helpful for today's couple.

  • @sabitaprusty8035
    @sabitaprusty803516 күн бұрын

    ସମସ୍ତେ କହିବେ ଭ ଉଣା, ଭିଣୋଇ ପାଖରେ ରହିଲେ। ଏ.ମିତି ଆ ପତ୍ନୀ, ଯିଏ ବି.ରାଗିବ ଯଦି ଗୋଟିଏ ଲୋକ ବାହାରେ କାମ କରୁଛି ପରିବାର ପା ଇଁ। ଭଲରେ କଥା ହୋଇ ଖୁସିରେ ରୁହ।

  • @yagneswaracharya6687
    @yagneswaracharya66874 ай бұрын

    Purushs commission should be provided by the Government

  • @sudarsan5823
    @sudarsan58235 ай бұрын

    Jay Jagannath

  • @tukunasethi3923
    @tukunasethi39235 ай бұрын

    420 ଝିଅଟା

  • @bibhutibhusanswain4276
    @bibhutibhusanswain42765 ай бұрын

    Mu mo.lifere sabu episode deakhichi gotea bi episode Miss karini .kintu aji jou episode deakhili kou sasu maa tanka bohu pine kandantini .ki Kandi bi nahanti kintu aji jou episode deakhili .aa episode re sasu maa nka akhiru luha abong tanka patiru ashrivada dauchanti dhnya Prabhu aa bhali sasu maa samstanku milu thakurer . dhanya tume maa dhanya tume tuma padatale koti koti pranam koti koti pranaam.🙏🙏🙏🙏

  • @harekrushnabiswal4230
    @harekrushnabiswal42305 ай бұрын

    Many many Thanks to pramila madam

  • @rudradevchouhan1691
    @rudradevchouhan1691Ай бұрын

    ପରମ ଗେହୀ ଟା ଝିଅ

  • @Sanjeebrout95
    @Sanjeebrout955 ай бұрын

    Great job Bhai..... Superbly handle the issues

  • @gayatrimohanty7826
    @gayatrimohanty78265 ай бұрын

    Decision ta ete clear lagilani ..... Jhiara maa nka care O Bapa nka tanka ra byabasta phaisala helananhi . Khali ekathi rahigale samadhana hebani kemiti O koubhali bhabare chalibe seita samadhana heba avashyaka ❤

  • @subratsahoo3648
    @subratsahoo36485 ай бұрын

    ଜୋଡିଟା ଭଉତ ଭଲ ୧୦୦ 💻🎂🎂🎂🍧🍨🍦

  • @kunmunmallick-oi4jx
    @kunmunmallick-oi4jx5 ай бұрын

    Jay jaganatha

  • @puspadhwajanahaknahak5044
    @puspadhwajanahaknahak504422 күн бұрын

    Maa nka hruday sabutharu mahan

  • @sibaramswain8456
    @sibaramswain84565 ай бұрын

    ଗୋଟେ ଭଲ ସ୍ତ୍ରୀ କେବେ ମଧ୍ୟ କୌଣସି ପରିସ୍ଥିତିରେ ମଧ୍ୟ ନିଜ ର ସ୍ବାମିଙ୍କ ସ୍ବାଭିମାନ ଉପରେ ଆଞ୍ଚ୍ ଆସିବାକୁ ଦେବନାହିଁ।। କିନ୍ତୁ ଏଠାରେ ତ ଭୁଲ୍ ମାଗିବାକୁ ପଡୁଛି।।। ନାରୀ ଏବେ ଆଉ ନାରାୟଣୀ ନୁହନ୍ତି।।।

  • @basudebsamal2193
    @basudebsamal21935 ай бұрын

    Om.namha.sivaya

  • @user-lw5el7bx4t
    @user-lw5el7bx4t5 ай бұрын

    ସ୍ବାମୀ, ସ୍ତ୍ରୀ ବହୁତ୍ ଖୁସିରେ ରୁହ ❤❤❤

  • @KaluNayak-rf2el
    @KaluNayak-rf2el5 ай бұрын

    ଧନ୍ୟବାଦ ସାର୍ ମାନେ

  • @Satyaa_gaming240
    @Satyaa_gaming2405 ай бұрын

    God bless both of you

  • @rajeshbehera1084
    @rajeshbehera10842 ай бұрын

    ଯଦି ଝିଅ ର ବାପା ରୋଗ ରେ ପଡ଼ି ଥିଲା 2 ଜଣ ଯାକ ପଇସା ଖର୍ଚ୍ଚ କରିଥିଲେ କିନ୍ତୁ ବାପା ର ପଇସା ମିଳିଲେ 3 ଭାଗ ହେବା କଥା

  • @rajakishorsahu5641
    @rajakishorsahu56415 ай бұрын

    Many Many Thanks to OTV, Asa ra Alok.

  • @user-eo1qv8xl4o
    @user-eo1qv8xl4o2 ай бұрын

    Jay Jagannath 🕉🕉🕉🙏🙏🙏

  • @gulasethy7533
    @gulasethy75335 ай бұрын

    ଆଶାର ଆଲୋକ କୁ ଵହୁତ ଵହୁତ ଧନ୍ଯବାଦ

  • @sarbeswardas9828
    @sarbeswardas98285 ай бұрын

    Jhia ra tanka darkar tenu apari hoiechi

  • @santoshkumardas8379
    @santoshkumardas83795 ай бұрын

    Jay Jagannath 👏👏

  • @ashokmina9757
    @ashokmina97575 ай бұрын

    Ganjam loka ka basi problem Paisa agaa relations pare

  • @narayanapanda4407

    @narayanapanda4407

    5 ай бұрын

    Khali Ganjam nuha bandhu sabu jagare Paisa aaga relation pache ea pa hybrid dunia

  • @DESIBOY-cq9xj
    @DESIBOY-cq9xjАй бұрын

    jhia mananku sahajare biswas karibeni jamaru

  • @sunilrauto5923
    @sunilrauto59232 ай бұрын

    ଜୋଇଁ ଲିଙ୍କରେ ଅଛି ଝିଅଟି ଆଉ ପ୍ରବଳ ପଇସା ଲୋଭି ପ୍ରମିଳା madam ଝିଅ ସପୋର୍ଟ

  • @JK.NAYAK.VIJUAL
    @JK.NAYAK.VIJUAL5 ай бұрын

    Premila.madam satare namaste gharjucha

  • @ashokswain6625
    @ashokswain66254 ай бұрын

    ପର କଥାରେ ପଡି ନିଜ ସମ୍ପର୍କ ନଷ୍ଟ କରନି ଖାସ କରି ନିଜ ବାପା ଘର କଥାରେ ପଡି

  • @pradiptamoharana9175
    @pradiptamoharana917515 күн бұрын

    ପ୍ରମିଳାବୁଢୀବଡବେଧ

  • @sasmitadashslifestyle
    @sasmitadashslifestyle5 ай бұрын

    Best of luck 🤞

  • @bhikaricharanbehera2049
    @bhikaricharanbehera204915 күн бұрын

    Last sin ta bhal lagila ❤❤

  • @smileindia9348
    @smileindia93485 ай бұрын

    ଏଠି ଯଦି ସ୍ତ୍ରୀ ସ୍ବାମୀଙ୍କୁ କ୍ଷମା ମାଗିଥାନ୍ତେ ତେବେ ଭଲ ହେଇଥାନ୍ତା ଆଜ୍ଞା 🙏🙏🙏

  • @SuryakantiBehera-lj5jv
    @SuryakantiBehera-lj5jv5 ай бұрын

    Dhanya bad sir

  • @subhalaxmisatapathy2365
    @subhalaxmisatapathy23655 ай бұрын

    Sabuthu basi khusi ra pila ra Maa

  • @lokanathbehera8577
    @lokanathbehera85775 ай бұрын

    Bahuto bhalo❤

  • @MrSp323
    @MrSp3234 ай бұрын

    Ganjam, baleshwar ,kendrapada , Bhadrak sabu case 🙏

  • @Manas12391
    @Manas123915 ай бұрын

    Last re maa nka kanda dekhi mote kanda lagila😢

  • @hemabatibisoyi4572
    @hemabatibisoyi457218 күн бұрын

    Nice ending

  • @user-fl3kd8ss2v
    @user-fl3kd8ss2v5 ай бұрын

    God bless you both

  • @babupradhan9903
    @babupradhan99035 ай бұрын

    Thanks you otv 🙏🙏🙏👍👍💐💐💐

  • @arunkumarprusty1968
    @arunkumarprusty19685 ай бұрын

    ଝିଅର ବ୍ୟବହାର ଉଚିତ ମନେ ହେଉନାହିଁ!!!

  • @sorojlenka-yl9ov
    @sorojlenka-yl9ov3 ай бұрын

    ❤❤❤❤ Jay Jagannath❤❤❤❤❤

  • @umakantabehuria8013
    @umakantabehuria80133 ай бұрын

    Bahut bhala lage kahara ghara jodi gale ea asara aloka ku mu dilse dhanyawad deuchi

  • @mrmadan9
    @mrmadan94 ай бұрын

    Jaygantha, gote family ମିଶି ଗଲା

  • @prasantamallick4357
    @prasantamallick43575 ай бұрын

    God bless you Both. Very nice couple.❤

  • @dharajyotirout1387

    @dharajyotirout1387

    5 ай бұрын

    Gof Bless you Both

  • @pradiptamoharana9175
    @pradiptamoharana917515 күн бұрын

    ଏବୁଢୀମହାବେଧ

  • @user-dy6fx4rw8r
    @user-dy6fx4rw8r5 ай бұрын

  • @Youtub.vedio58
    @Youtub.vedio585 ай бұрын

    Se jhia micha kahuchi

  • @mrmadan9
    @mrmadan94 ай бұрын

    Jhia ra prabla dusa , jhia ta katha ru janapaduchi

  • @kunmunmallick-oi4jx
    @kunmunmallick-oi4jx5 ай бұрын

    Sir apanaku TQ bahuta vala kama karuchati

  • @rinapapul3824
    @rinapapul38245 ай бұрын

    ସାର ଟିକେ ବିଚାର କର. ଝିଅ କଥା ଭଉଣୀ. ଭିଣେଇ କଥା. ମିଶୁ ନାହିଁ.

  • @sankarnayak9444

    @sankarnayak9444

    5 ай бұрын

    ଆରେ ଭାଇ,ଭଉନି ଭେଣେଇ ଜ କଥା କହୁଛନ୍ତି ସେ ପୁଅ ତା କଥା ପ୍ରମାଣ କରି ପାରୁଛି କି?

  • @basantika7992
    @basantika79922 ай бұрын

    Thanks ashar alok teams to bind a broken family

  • @radharanimallick9435
    @radharanimallick94355 ай бұрын

    👍🏼👍🏼👍🏼👍🏼👍🏼👍🏼

  • @jashodadas1439
    @jashodadas14395 ай бұрын

    👍👍👍👍

  • @hsinformationandvlogs8057
    @hsinformationandvlogs80575 ай бұрын

    ଜୋଡି ଟା ଖୁବ୍ ସୁନ୍ଦର ହୋଇଛି

  • @nibeditapradhan-do2ey
    @nibeditapradhan-do2ey5 ай бұрын

    Miss you mihir sir...Jay Jagannath 🙏🙏

  • @sagarparida579
    @sagarparida5794 ай бұрын

    Prabhu jagannath apanamananku sada khusire rakhantu au jhagada huani ki police case jamaru karani nija nija vitare bujhamana rakha...

  • @user-jw4wo4ns3y
    @user-jw4wo4ns3y5 ай бұрын

    Sir ashar alok ku jiba panyi hele contact number ta show kale bhal huanta .

  • @shaktiprasaddas5059
    @shaktiprasaddas50595 ай бұрын

    Stay blessed always 🙏🙏🙏

  • @bazarvalue
    @bazarvalue5 ай бұрын

    ବ୍ଲାକ କୋଟ ପିନ୍ଧା ବାବୁ ଜଣକ ଅତି ସୁନ୍ଦର୍ କଟୁ ସତ୍ୟ ଟେ କହନ୍ତି, ସତ କହିଲେ ଜଣେ ଜଜ୍ ସାହେବ ପ୍ରକୃତରେ ନିରେପେକ୍ଷ ରାୟ ଦେଇପାରିବେ, ବହୁତ୍ ବହୁତ୍ ଭଲ ସାର.... ପ୍ରମିଳା ମା ନ ରହିଲେ ତ କିଛି ହେବନି, ଗାଈ ବଳଦ ଆଡେଇ ଆଡେଇ ଆଣିଲା ଭଳି ଗଞ୍ଜାମ ଗଳିରୁ ଅଣ୍ଡିରା ମାଇପ ଯୋଡା ଆଣି ଏଇଠି ପ୍ରହସନ ଚଲେଇଛନ୍ତି, ପ୍ରମିଳା ମା ପାଇଁ ଆଜି ଏଇ ଆଶା ର ଆଲୋକ ସିରିଏଲ ବଞ୍ଚିକି ଅଛି।ଆମ ଗଞ୍ଜାମ ଲୋକେ ଏଥିରେ ଭାଗ ନେବୁ, ଆଉ ବାକି ଜିଲ୍ଲା ର ଲୋକେ ମଜା ନେଉଛନ୍ତି, ଏଇଟା ଠିକ୍ ନାହିଁ😂

  • @SantoshNahak-v3z
    @SantoshNahak-v3z7 сағат бұрын

    Jia jahakahuchi samta kahui

Келесі