Lockdown Diary | Sankar | Exclusive Interview With Bidyashree, Wife Of Social Activist Aditya Das

Комедия

#NandighoshaTV #Odisha #Bidyashree #Lockdowndiary #OdiaComedy #sankar
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Lockdown Diary | Sankar | Exclusive Interview With Bidyashree, Wife Of Social Activist Aditya Das
Visit Our Website: nandighoshatv.com/
Watch Live: nandighoshatv.com/live/
KZread: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 1 000

  • @rasmitabehera1202
    @rasmitabehera12022 жыл бұрын

    Nice but bagya sath delani ...Didi nku ..aji adi Bhai thile gote complete lagithanta ....love u both

  • @medleymastery2351

    @medleymastery2351

    2 жыл бұрын

    Tame kichhi bujhi paruna, ie ta marichi aditya nku

  • @rocky6812

    @rocky6812

    2 жыл бұрын

    Mg tumaku aau kichi news milunahi ki be

  • @govindagadanayak7355

    @govindagadanayak7355

    2 жыл бұрын

    Vv

  • @malayaranjanbehera6892

    @malayaranjanbehera6892

    2 жыл бұрын

    Bidyabharati au DFO ku bi dine ehi show dakibe

  • @BS0824

    @BS0824

    2 жыл бұрын

    😭😭😭

  • @basudevkalar7796
    @basudevkalar77962 жыл бұрын

    ଆଦିତ୍ୟ ଦାସ ଦୁନିଆ ରେ ନାହାନ୍ତି ସତ ହେଲେ ସମସ୍ତ ଙ୍କ ହୃଦୟ ରେ ଅଛନ୍ତି...

  • @INDIANREALMOTIVATEODIA
    @INDIANREALMOTIVATEODIA2 жыл бұрын

    ଭାରି ଦୁଃଖ ଲାଗୁଚି ଆଦି ସାର ଅଜି ଦୁନିଆ ରେ ନାହାନ୍ତି ହେଲେ ବି ସେ ସମସ୍ତେ ଙ୍କ ହୃଦୟ ରେ ଅଛନ୍ତି l

  • @BiswajitDas-oo3mt
    @BiswajitDas-oo3mt2 жыл бұрын

    ସେଦିନ ରାତିରେ ସେ କଣ କରୁଥିଲେ ଆଉ କୋଉଁଠି ଥିଲେ????ଶଙ୍କର ବାବୁ ଦୟାକରି ଯଦି ଏଇ ଗୋଟେ ପ୍ରଶ୍ନ ପଚାରି ଥାନ୍ତେ ତେବେ ବହୁତ ଭଲ ହୋଇଥାନ୍ତା।।

  • @sambitmohapatra7278

    @sambitmohapatra7278

    2 жыл бұрын

    ନିଶ୍ଚିତ ଭାବରେ ବିଦ୍ୟାଶ୍ରୀ ଜଣେ ସାହସୀ ନାରୀ।ତୁମେମାନେ କାହିଁକି ତାଙ୍କ ପଛରେ ପଡିଛ, କଣ ମିଳୁଛି ତୁମ ମାନଙ୍କୁ।ଯଦି ସେ ଦୋଷୀ ହୋଇଥାନ୍ତେ ଆଇନ କାନୁନ, କୋଟ କଚେରୀ କେହିବି ଦେଖି ପାରୁ ନାହାଁନ୍ତି, ଖାଲି ତୁମେମାନେ ଦେଖି ପାରୁଛ।କାହିଁକି ଜଣେ ବଂଚି ଥାଉ ଥାଉ ମାରି ଦେବାକୁ ଚେଷ୍ଟା କରୁଛ।

  • @arjunsahoo1852

    @arjunsahoo1852

    2 жыл бұрын

    ମାଗଣା କଥା କୁହନି , ସେ ହତ୍ୟାକାରୀ ନୁହନ୍ତି , ଆଉ କେବେ ତମେ ସତ ଜାଣିବ, କେବେ ତାଙ୍କ ଜାଗାରେ ରାହିକି ଦେଖ, ସେ ନିଜ ସ୍ବାମୀ କୁ ହରେଇ ଛନ୍ତି , କେତେ ଦୁଃଖ ରେ ଅଛନ୍ତି। ତା ପରେ ବି ତମେ ମାନେ .... 😒😒😒

  • @dasmamali579

    @dasmamali579

    2 жыл бұрын

    Bhai sa jhia kn ata pagal .... Sabu sata kahib

  • @arjunsahoo1852

    @arjunsahoo1852

    2 жыл бұрын

    @@dasmamali579 se jhia pagal nuha tanku jou mane murder ଭାବୁଛନ୍ତି ସେମାନେ ସବୁ ଗୋଟେ ଗୋଟେ ପାଗଳ

  • @arjunsahoo1852

    @arjunsahoo1852

    2 жыл бұрын

    @@sambitmohapatra7278 ମାଗଣା ଲୋକ ଙ୍କ କିଛି କାମ ଧନ୍ଦା ନାହିଁ ଭାଇ କଣ କରିବେ , ତାଙ୍କ ପଛରେ ଲାଗିଛନ୍ତି

  • @avipsatripathy3043
    @avipsatripathy30432 жыл бұрын

    ଯଦି ତୁମେ ଏତେ ଆମ ଭାଇ ଙ୍କୁ ଭଲ ପାଅ, ଭାଇ କଣ ପାଇଁ ନ୍ଯାଯ ପାଉ ନାହାଁନ୍ତି.... ପାଇ ଯିବା କଥା,

  • @krishnanjalipattanayak4212
    @krishnanjalipattanayak42122 жыл бұрын

    Tamaku bhagaban jou kasta dele se kasta au kau stree ku na diantu. God gives u more n more strength

  • @Satya91
    @Satya912 жыл бұрын

    ନନ୍ଦିଘୋଷ ଟିଭି କୁ ଅନୁରୋଧ,ଭାଇ ଆଦିତ୍ୟ ର ବାପା ମାଆ ଙ୍କୁ କିମ୍ବା ଓ acf ସୋମ୍ୟୁ ଙ୍କ ପରିବାର କୁ ଗୋଟେ ଦିନ ଲକ୍ ଡ଼ାଉନ ଡାଇରୀ କୁ ଡାକି ସୁଯୋଗ ଦିଅନ୍ତୁ ତୁମ ଟିଭିର ଧର୍ମ ହେବ,ସେମାନେ ତାଙ୍କ ପୁଅକୁ ହରେଇଛନ୍ତି, ତାଙ୍କ ହୃଦୟର ବହୁତ କଥା ଚାପିହୋଇ ରହିଛି,ସତ କଣ ପବ୍ଲିକ ଜାଣିବା ଦରକାର, କାହାକୁ ଆକ୍ଷେପ କରିବା ଉଦ୍ଦେଶ୍ୟ ନୁହେଁ,ଯୀଏ ଦୋଷ କରିଛି ସିଏ ଦଣ୍ଡ ପାଇବା ଉଚିତ

  • @ritupriyamohanty2099

    @ritupriyamohanty2099

    2 жыл бұрын

    Jadi ata mulya hin promotion tebe subhasis sarangi ku kan pain sujogo debe ...tara kana lose haichi ki ...se amti kan kari daichi ki je taku sujog dia jiba

  • @Satya91

    @Satya91

    2 жыл бұрын

    ଆଦିତ୍ୟ କୁ ଯିଏ ମାରିଛି କି ସିଏ ଯାହା ପାଇଁ ମରିଛନ୍ତି ,ଭଗବାନ କରନ୍ତୁ ସିଏ ବି କେବେ ଶାନ୍ତି ନ ରହି ନପାରୁ,

  • @promadamishra1397
    @promadamishra13972 жыл бұрын

    ନିଜ କଲା କର୍ମ କୁ ଭୁଲିବାକୁ ଏ ଆଚରଣ।ସ୍ବାମୀ କୁ ଏତେ ଭଲ ପାଉଥିଲା ଯେ ଥାନାରେ FIR Fri ନ ଥିଲା।ସେ ଦିନ ରାତିରେ କେମିତି ଷ୍ଟେସନ ରେ ରହିଲା ସ୍ୱାମୀର ଶବକୁ ନିଜେ ଠାବ କଲା ଏ ରହସ୍ୟର ଉନ୍ମୋଚନ କଲାନି।ପକ୍କା ଅଭିନେତ୍ରୀ ବଢିଆ ଅଭିନୟ କରୁଛି।ଅଭିନୟରେ ଫସାଇ ଆଦିତ୍ୟ କୁ ବାହାହେଲା ତାପରେ ତାର ....

  • @roaststarrdk6077

    @roaststarrdk6077

    2 жыл бұрын

    Tu Mgh sabu janichhu naa

  • @promadamishra1397

    @promadamishra1397

    2 жыл бұрын

    @@roaststarrdk6077 ମୁ ସବୁ ଜାଣିନି।ଓଡ଼ିଶା ସରା ଯାହା ଆଲୋଚନା ହେଉଥିଲା।ଟିଭି ଓ ଅନ୍ୟାନ୍ୟ ଗଣମାଧ୍ୟମ ରୁ ଯାହା ଶୁଣିଛି ତାକୁ ଦେଖି ମୋ ମତାମତ ଦେଲି ଆପଣ ଗ୍ରହଣ ନ କରନ୍ତୁ ।ଅନ୍ତତଃ ଭାଷା ଭଦ୍ର ହେବା ଉଚିତ୍।ଭାଷା ଅମର ଶିକ୍ଷା,ସଂସ୍କାର ପରିବାରର ମର୍ଯ୍ୟାଦା ର ପରିଚୟ ଦିଏ।🙏

  • @sambhunathmahapatra1528

    @sambhunathmahapatra1528

    2 жыл бұрын

    @@roaststarrdk6077 ଗାଳି ରୁ କେତେ ଭଦ୍ର ସବୁ ଜଣା ପଡୁଛି

  • @hapankuli

    @hapankuli

    2 жыл бұрын

    Right

  • @sambitmohapatra7278

    @sambitmohapatra7278

    2 жыл бұрын

    @@promadamishra1397 ନିଶ୍ଚିତ ଭାବରେ ବିଦ୍ୟାଶ୍ରୀ ଜଣେ ସାହସୀ ନାରୀ।ତୁମେମାନେ କାହିଁକି ତାଙ୍କ ପଛରେ ପଡିଛ, କଣ ମିଳୁଛି ତୁମ ମାନଙ୍କୁ।ଯଦି ସେ ଦୋଷୀ ହୋଇଥାନ୍ତେ ଆଇନ କାନୁନ, କୋଟ କଚେରୀ କେହିବି ଦେଖି ପାରୁ ନାହାଁନ୍ତି, ଖାଲି ତୁମେମାନେ ଦେଖି ପାରୁଛ।କାହିଁକି ଜଣେ ବଂଚି ଥାଉ ଥାଉ ମାରି ଦେବାକୁ ଚେଷ୍ଟା କରୁଛ।

  • @tapasbehera5758
    @tapasbehera57582 жыл бұрын

    Aditya Bhai bahut badhiya pila thila. ame samosta tumoku khujuchu bhai 🙏🙏🙏🙏 Jay jagannath 😭😭😭

  • @oynarottamallmusicplayer6091
    @oynarottamallmusicplayer60912 жыл бұрын

    ଆଜି ର ଦୁନିଆ ରେ ଯିଏ ମଦ ବିରଧି ହେଇଛି ଏ ଦିନିଆଁ ରେ ନାହିଁ ଇଏ ତୋ ଜଳନ୍ତ ଉଦାହରଣ 🙏🙏🙏🙏

  • @bspriya2327

    @bspriya2327

    2 жыл бұрын

    Right 👍

  • @BS0824

    @BS0824

    2 жыл бұрын

    Yes😭

  • @teachervloggerjunoon5867
    @teachervloggerjunoon58672 жыл бұрын

    ବହୁତ ଦୁଃଖ ଲାଗିଲା ଦେଖିକି ଭଗବାନ ଏମିତି ଦୁଃଖ କାହାକୁ ନ ଦିଅନ୍ତୁ😓💙💙💚💚💚

  • @manishapatro8506

    @manishapatro8506

    2 жыл бұрын

    Sata katha bht loka bht Katha kahibe gote jhai ku kebebi aditya Bhai nku marinathibe 😰

  • @hapinapradhan7454

    @hapinapradhan7454

    Жыл бұрын

    😢😢😢😢

  • @AbdulBasit-ve7hi
    @AbdulBasit-ve7hi2 жыл бұрын

    ପ୍ରକୃତରେ ନାରୀ ମାୟା କୋଈ ନେହିଁ ପାୟା Sem ଟୁଇଷ୍ଟ case ଆଦିତ୍ୟ ଦାସ = ସୌମ୍ୟରଂଜନ ଯଦି media wala ତମର ଦମ ଅଛି ଏ 2ଟି case ର ପରଦା ଫାଶ କରି ଦେଖନ୍ତୁ ତେବେ ଆମେ ଜାଣିବୁ

  • @reetap4008

    @reetap4008

    2 жыл бұрын

    ଆପଣଙ୍କ ଜନ୍ମ ବି ଗୋଟିଏ ନାରୀ ଠୁ ହିଁ ଭାଇ 😊

  • @pradeepsatapathy1847

    @pradeepsatapathy1847

    2 жыл бұрын

    Bhai tame pardafas kari dekhidia

  • @sonampradhan571

    @sonampradhan571

    2 жыл бұрын

    Yes bhai

  • @soumyaranjanrout5489
    @soumyaranjanrout54892 жыл бұрын

    Background Music Of Nandighosh Tv Was Awesome......God Bless You All.... And May Almighty God Bless The Devine Soul Of Late Manav Premi Aditya Dash . This Show Feels Like Slightly Promotional...🙂

  • @medleymastery2351

    @medleymastery2351

    2 жыл бұрын

    😜

  • @medleymastery2351

    @medleymastery2351

    2 жыл бұрын

    Alajuka be tama bhali loka sabu

  • @rajibkumarmohanty8617
    @rajibkumarmohanty86172 жыл бұрын

    ନନ୍ଦିଘୋଷ ଆ ପରେ ଡ଼ି ଏଫ ଓ ଆଉ ବିଦ୍ୟା ଭାରତୀ ର ବଜାଅ.ତମ ଚାନେଲ ମାଲିକ ଯେମିତି ତମ ପୋଗ୍ରାମ ବି ସେମିତି.

  • @reetap4008

    @reetap4008

    2 жыл бұрын

    ଆରେ ତୋର ପ୍ରଥମ କାମ କରିବାକୁ ଦରକାର କି chasama ବଦଳେଇବା 😠

  • @rajibkumarmohanty8617

    @rajibkumarmohanty8617

    2 жыл бұрын

    @@reetap4008 ଚଷମା ପଠେଇବେ କି?

  • @sandeepbaliarsingh8463

    @sandeepbaliarsingh8463

    2 жыл бұрын

    @@reetap4008 Tora poduchi bahut.

  • @reetap4008

    @reetap4008

    2 жыл бұрын

    @@rajibkumarmohanty8617 ସତ କୁ ବରଦାସ୍ତ କରି ପାରୁନ ନା

  • @rajibkumarmohanty8617

    @rajibkumarmohanty8617

    2 жыл бұрын

    @@reetap4008 ମୁଁ ଭାବୁଛି ଆପଣ ବରଦାସ୍ତ କରିପାରୁନାହାନ୍ତି

  • @sasmitavlog1532
    @sasmitavlog15322 жыл бұрын

    Bhukta bhogi nahele Jane aau jananka dukha bujhiparena..... salute this lady🙏

  • @Ndas4291
    @Ndas42912 жыл бұрын

    Bahut bhala lagila sankar bhai emite episode pain 🙏god bless you bidyashree 🤗

  • @odishadrivermahasangha1712
    @odishadrivermahasangha17122 жыл бұрын

    Miss you aditya bhai 🙏🥺really bidyashree dd proud of you 😊😊🙏🙏🙏🙏

  • @sampatsethi2491
    @sampatsethi24912 жыл бұрын

    Really salute mam u r very great 💗☺️💖

  • @hrudayaragita7961
    @hrudayaragita79612 жыл бұрын

    ଜୟ ଜଗନ୍ନାଥ ମହାପ୍ରଭୂ ହସିବାର ସାହାସକୁ ହଜାରେ ଗୁଣରେ ପ୍ରଦାନ କରନ୍ତୁ ଭଉଣୀ ତୁମକୁ❤️❤️🙏🙏

  • @guru3833
    @guru38332 жыл бұрын

    Bidyasri mam apana bahut talented au bahut sahasi bi apananka bhali au kehi bodh hue ta husband ku vala pai paribani aditya sir nku jiban sara emiti vala pau thantu au bahut khusire ruhantu

  • @banajaparida1945

    @banajaparida1945

    2 жыл бұрын

    So beautiful ❤️❤️❤️❤️

  • @bestbroilerchicksinodishaf4662
    @bestbroilerchicksinodishaf46622 жыл бұрын

    ଜା ହଉ ଟାଟୁ ଟା private re heichi

  • @mouthfulofrecipes2380
    @mouthfulofrecipes23802 жыл бұрын

    U r great n down to earth bidyashree mam.dont think about people comment.u r the strongest lady I found.go ahead

  • @sainalifestyle6374
    @sainalifestyle63742 жыл бұрын

    Sai Baba plz amiti dukha kahaku duani

  • @priyachoudhury3146
    @priyachoudhury3146 Жыл бұрын

    I can't stop my crying 😭😭😭...jia jaha kahu janini but aeta gote jhia pain bad moment 😢😢😢

  • @dusmantasahu8692
    @dusmantasahu86922 жыл бұрын

    Great salute didi...really you are very strong ....i pray near the god to give you more energy and strong.

  • @festivals3758
    @festivals37582 жыл бұрын

    ଭଗବାନ କରନ୍ତୁ ତୁମେ ବୋହୁତ ଆଗକୁ ଯାଅ ବିଦ୍ୟାଶ୍ରୀ।କାହା କଥାକୁ ନଶୁଣି ନିଜ ଲକ୍ଷ୍ୟ ପଥରେ ଆଗକୁ ମାଡିଚାଲ।ଯଦି ପାରୁଛ ସମାଜ ପାଇଁ କିଛି ଭଲ କାମ କରିବାକୁ ଚେଷ୍ଟା କର।🙏🙏🙏

  • @srimantakmishra565

    @srimantakmishra565

    2 жыл бұрын

    ସେ ବାଳ କରିବ ଭାରି ପ୍ରେମ ଉଛୁଲୁଛି ନାରେ

  • @sambitmohapatra7278

    @sambitmohapatra7278

    2 жыл бұрын

    @@srimantakmishra565 ନିଶ୍ଚିତ ଭାବରେ ବିଦ୍ୟାଶ୍ରୀ ଜଣେ ସାହସୀ ନାରୀ।ତୁମେମାନେ କାହିଁକି ତାଙ୍କ ପଛରେ ପଡିଛ, କଣ ମିଳୁଛି ତୁମ ମାନଙ୍କୁ।ଯଦି ସେ ଦୋଷୀ ହୋଇଥାନ୍ତେ ଆଇନ କାନୁନ, କୋଟ କଚେରୀ କେହିବି ଦେଖି ପାରୁ ନାହାଁନ୍ତି, ଖାଲି ତୁମେମାନେ ଦେଖି ପାରୁଛ।କାହିଁକି ଜଣେ ବଂଚି ଥାଉ ଥାଉ ମାରି ଦେବାକୁ ଚେଷ୍ଟା କରୁଛ।

  • @rajashreepanda6928

    @rajashreepanda6928

    2 жыл бұрын

    Satare Bidyashre hauchanti samasta nka pani gote udhaaharan Bidyashre bahut bhala tanku kahe kharap kuhantuni please...... 🙏

  • @ankitamohapatravlog2327
    @ankitamohapatravlog23272 жыл бұрын

    So sweet mam 🙏

  • @banasathuabana7808

    @banasathuabana7808

    2 жыл бұрын

    👄👄👄 mast lighucha

  • @odialifestyleinodisha4649
    @odialifestyleinodisha46492 жыл бұрын

    God bless u 🙏🙏🙏🙏🙏❤❤❤❤

  • @punammishra8396
    @punammishra83962 жыл бұрын

    Wow.. 🙏🙏 m really crying 😭😭

  • @BS0824

    @BS0824

    2 жыл бұрын

    kzread.info/dash/bejne/ZqiJz9inccmap6g.html

  • @rakeshchandrapradhan114
    @rakeshchandrapradhan1142 жыл бұрын

    କାଇଁ ଆଦିତ୍ୟ ଭାଇ ବଞ୍ଚି ଥିଲା ବେଳେ କେବେତ ଚ୍ୟାନେଲ ରେ ଦେଖେଇନ... ବିଜୁ ସମାଚାର ଓଡିଶା ବାସି ଭଲସେ ବୁଝି ପାରୁଛନ୍ତି

  • @rajkishoredas2507
    @rajkishoredas25072 жыл бұрын

    ମହା ପ୍ରଭୁ ଜଗନ୍ନାଥ ଆପଣ ଙ୍କୁ ଅସୀମ ଧର୍ଯ୍ୟ ଓ ଆତ୍ମବିଶ୍ବାସ ଦିଅନ୍ତୁ ଆଗାମୀ ଜୀବନ ରେ ଆପଣ ବହୁତ୍ ଉନ୍ନତି କରନ୍ତୁ🙏🙏

  • @sameerbarik903
    @sameerbarik9032 жыл бұрын

    ବଢିଆ ନାଟକବାଜି l

  • @jitendradas4392
    @jitendradas43922 жыл бұрын

    Didi good bless you namskar

  • @sambitkumarnayak3462
    @sambitkumarnayak34622 жыл бұрын

    Heart ❤katha pura....

  • @Pabitra_kumar_Jena
    @Pabitra_kumar_Jena2 жыл бұрын

    😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡କାଲି ଯୋଉ ମାନେ କୋଉ ଥିଲେ ବିଦ୍ୟାଶ୍ରୀ ଖରାପ ଆଜି ସେହିମାନେ କହୁଛି.ବିଦ୍ୟାଶ୍ରୀ ଆମେ ତୁମ ସାଙ୍ଗରେ ଅଛୁ. ମୂର୍ଖ ଗୁଡ଼ା ବହୁତ ପ୍ରସଙ୍ଗା କରୁଛି. ନୀଳଯ୍ୟ ଗୁଡାକ, ଏଇଥି ପାଇଁ ଓଡିଶା ଗରିବ ଆଡକୁ ଯାଉଛି. ଆଜି ଯୋଉ ମୂର୍ଖ ଗୁଡ଼ା କହୁଛି..ସୋମ୍ୟ ସ୍ତ୍ରୀ ବିଦ୍ୟା ଭାରତୀ ଖରାପ କାଲି ସବୁ ଭୁଲି ଯାଇ କହିବେ.ବିଦ୍ୟା ଭାରତୀ ଭଲ. ଆମେ ତୁମ ସାଥିରେ ଅଛୁ. ଠିକ ସେହି ପରି ଆଜି ଯୋଉମାନେ କହୁଛି ନବୀନ ଖରାପ vote ସମୟରେ 500 କି 1000 ମିଳିଗଲେ କହିବେ ନବୀନ ଭଲ..ଧିକ ଏ idiot's ଗୁଡାକୁ.ମୋମତରେ ଏଗୁଡା ଯେତେବେଳେ ହଇରାଣ ହେବ ଏଗୁଡ଼ାକୁ ସାହାଯ୍ୟ କରିବା କଥା ନୁହେଁ. କୋଷ୍ଟ ପାଇଁ ମରିବା ଦରକାର

  • @bspriya2327

    @bspriya2327

    2 жыл бұрын

    Right

  • @swayamprakashbehura9322

    @swayamprakashbehura9322

    2 жыл бұрын

    Exactly

  • @ajitmahanta5285
    @ajitmahanta52852 жыл бұрын

    ଏ କଣ ଜଣେ କଳାକାର କି ତାକୁ ଟିଭି ରେ କଣ ପାଇଁ ବାହାର କରିଛନ୍ତି ଛି ଛି

  • @mamataranimahanta150

    @mamataranimahanta150

    2 жыл бұрын

    Au kn tamaku Bahar karibe

  • @reetap4008

    @reetap4008

    2 жыл бұрын

    ତୁ ଧଳା କାର୍ TV re ଆସିବା ଦରକାର

  • @shobhamayeepradhan3073

    @shobhamayeepradhan3073

    2 жыл бұрын

    😂😂

  • @akshayakumarbhol4132

    @akshayakumarbhol4132

    2 жыл бұрын

    ଖ୍ୟାତନାମା କଳାକାର ଟିଏ ତ ।

  • @sanjaymohanta1018

    @sanjaymohanta1018

    2 жыл бұрын

    Right

  • @liladulalipradahan3002
    @liladulalipradahan30022 жыл бұрын

    Real thing s sir

  • @nirakarapradhan2545
    @nirakarapradhan25452 жыл бұрын

    Thanku n tv.gote jhia Ra dukha haluka karithibaru.smile sweet girl

  • @jyotiranjansahoo2330
    @jyotiranjansahoo23302 жыл бұрын

    God bless you 🙏

  • @BiswajitDas-oo3mt
    @BiswajitDas-oo3mt2 жыл бұрын

    ବିଦ୍ୟାଶ୍ରୀ ଙ୍କ ନାମ କିଏ reffer କରିଥିଲେ ଏ କାର୍ଯ୍ୟକ୍ରମ ପାଇଁ???

  • @sanghamitradas371

    @sanghamitradas371

    2 жыл бұрын

    Pandiyan deithiba bodhe

  • @malayaranjanbehera6892

    @malayaranjanbehera6892

    2 жыл бұрын

    DFO kebe asiba ehi show ku

  • @ajitsahu5591

    @ajitsahu5591

    2 жыл бұрын

    ଶଙ୍କର ଭାଇ ତମେ ଆଦି ଭାଇ ଙ୍କ ବାପା ମା ପାଖକୁ ଜାଇଥିଲେ ଜାଣି ଥାନ୍ତ କେତେ କଷ୍ଟରେ ଅଛନ୍ତି ପୁଅକୁ ହରେଇ ଓଡିଶା ବାସି ଜାଣି ଗଲେ

  • @subhalaxmipatra8802
    @subhalaxmipatra88022 жыл бұрын

    Storng ruha dii bhagban sabu thhik heijiba

  • @cookwithpravasa5452
    @cookwithpravasa54522 жыл бұрын

    May God give you strength to go ahead

  • @sanjeevpaikray977
    @sanjeevpaikray9772 жыл бұрын

    Be brave ! Jay Shree Jagannath !💐💐

  • @sasmitarout2215
    @sasmitarout22152 жыл бұрын

    Really heart touching ❤️❤️❤️❤️❤️, God bless you Bidyashree,

  • @BS0824

    @BS0824

    2 жыл бұрын

    kzread.info/dash/bejne/ZqiJz9inccmap6g.html

  • @sudarsanmohanty5598
    @sudarsanmohanty55982 жыл бұрын

    Adi bahi I miss you 😢😢😢

  • @shubhasmitajena27
    @shubhasmitajena272 жыл бұрын

    So sweet madam

  • @manashi_shorts_424
    @manashi_shorts_4242 жыл бұрын

    Heart touching 😭😭😭😭😭😭

  • @sambitmohapatra7278
    @sambitmohapatra72782 жыл бұрын

    ଭଗବାନ ତୁମକୁ ସହାୟ ହୁଅନ୍ତୁ ବିଦ୍ୟାଶ୍ରୀ, ଆଗକୁ ଆଗକୁ ଯାଅ, ନିଜର ସବୁ ସ୍ବପ୍ନ ପୁରଣ କର।🙏🙏

  • @miss_jhilu5965
    @miss_jhilu59652 жыл бұрын

    Best couple ❤️❤️❤️

  • @bhagyalaxmiswain4242
    @bhagyalaxmiswain42422 жыл бұрын

    Bahut lok mane kahuchanti j a jhia tar swami ku marichi boli.kintu mu tar a show dekhila pare biswas kariparuni j se mari thib boli.sat kn ta ame janinu au prakrut dosi kie na jani kahaku aparadhi kahibata b bhul .sabu bhagaban nku jana bhagaban karantu prakrut dosi samnaku asu au se bapa maa nku nyay milu.,🙏 Jai jagannath

  • @kabitasahoo827
    @kabitasahoo8272 жыл бұрын

    You are geneous👌👌👌👌👌

  • @saishraddhaworld324
    @saishraddhaworld3242 жыл бұрын

    Jie jmt karma kariba tar hisab vagban karibe but hey pravu, amit vagya kau jhia ku au na milu...

  • @sunilmahakud1
    @sunilmahakud12 жыл бұрын

    God bless you dii

  • @Anjuanil6757
    @Anjuanil67572 жыл бұрын

    😭😭😭😭😭😭 didi mate bahuta dukha laguchi 😭😭😭

  • @susmitamanna940
    @susmitamanna9402 жыл бұрын

    God bless you di ...tears in my eye..can feel the pain ...be strong

  • @madhuridigitaldiary74
    @madhuridigitaldiary742 жыл бұрын

    Both r my feb❤❤😭😭be strong bidyasree🙏🙏we r always with u

  • @odia_pila_creation
    @odia_pila_creation2 жыл бұрын

    ନା କଳାକାର, ନା ସମାଜ ସେବକ, ନା ଖେଳାଳି, କିଛି ତ ବାଳ ନାଇଁ, ତାକୁ କାଇଁ episode ରେ ନେଲ. ।

  • @cuteAdyashaVlog
    @cuteAdyashaVlog2 жыл бұрын

    I support you

  • @mrraj1939
    @mrraj19392 жыл бұрын

    ସବୁ ପ୍ରକାର ଗୁଣ ଅଛି ହେଲେ କଣ କରିବା ଭାଗ୍ୟ ଖରାପ।

  • @sambitmohapatra7278
    @sambitmohapatra72782 жыл бұрын

    ନିଶ୍ଚିତ ଭାବରେ ବିଦ୍ୟାଶ୍ରୀ ଜଣେ ସାହସୀ ନାରୀ।ତୁମେମାନେ କାହିଁକି ତାଙ୍କ ପଛରେ ପଡିଛ, କଣ ମିଳୁଛି ତୁମ ମାନଙ୍କୁ।ଯଦି ସେ ଦୋଷୀ ହୋଇଥାନ୍ତେ ଆଇନ କାନୁନ, କୋଟ କଚେରୀ କେହିବି ଦେଖି ପାରୁ ନାହାଁନ୍ତି, ଖାଲି ତୁମେମାନେ ଦେଖି ପାରୁଛ।କାହିଁକି ଜଣେ ବଂଚି ଥାଉ ଥାଉ ମାରି ଦେବାକୁ ଚେଷ୍ଟା କରୁଛ।

  • @sangrammusicwala1647
    @sangrammusicwala16472 жыл бұрын

    Bidhi chheli ra acting mane super😂😂

  • @premratanvisiting3213
    @premratanvisiting32132 жыл бұрын

    ଶୃଗାଳ ର ନୀଳ ରୂପ ନୁହେଁ ତ ?

  • @Prakash-lw4nc

    @Prakash-lw4nc

    2 жыл бұрын

    Tu mane mane gote CBI

  • @reetap4008

    @reetap4008

    2 жыл бұрын

    ତୋ ଆଖିରେ ବୋଧେ ପରଳ ପଡି ଯାଇଛି

  • @premratanvisiting3213

    @premratanvisiting3213

    2 жыл бұрын

    @@reetap4008 ସମସ୍ତ ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ଅଛି

  • @reetap4008

    @reetap4008

    2 жыл бұрын

    ଆଖି ପରୀକ୍ଷା କରେଇ ନିଅ 😡

  • @reetap4008

    @reetap4008

    2 жыл бұрын

    @@premratanvisiting3213 ସନ୍ଦେହ ଗୋଟେ କାନସର ରୋଗ 😊 ଜେମିତି ବର୍ତ୍ତମାନ୍ ସୌମ୍ଯ କେସ ରେ ବିଦ୍ୟା ପଛରେ ପଡ଼ିଛନ୍ତି 😡😡

  • @sushreesangitamohanty256
    @sushreesangitamohanty2562 жыл бұрын

    Really miss you Aditya vaii😭😭

  • @Motivationstar5k
    @Motivationstar5k2 жыл бұрын

    Jaha sangare ghatichhe se janiba baki log kana achhi khali maza dekhibe dosa debe Be strong sister... Life re agaku badha...

  • @itishreesahoo2219
    @itishreesahoo22192 жыл бұрын

    Be strong di

  • @rrajeswarilenka3200
    @rrajeswarilenka32002 жыл бұрын

    Love you dii

  • @amanstarcreation6437
    @amanstarcreation64372 жыл бұрын

    କଣ TRP ବଢ଼େଇବା ପାଇଁ ତାକୁ ଆଣିକି ବସେଇ ଦେଲେ ନା ଗୋଟେ କ୍ରାଇମିନାଲ କୁ,ଛି ଛି ଛି, ଲଜ୍ୟା ନାହିଁ ତ ମୁହଁକୁ

  • @saikatbohidar7745
    @saikatbohidar77452 жыл бұрын

    This lady is speaking from heart. Normally, our society shows only superficial sympathy for women. Only a lady knows how much she suffers when she loses her husband. May God give her enough strength to live her life.

  • @nareshparida4068

    @nareshparida4068

    2 жыл бұрын

    0000000

  • @nareshparida4068

    @nareshparida4068

    2 жыл бұрын

    7777i

  • @narayanpanda6640

    @narayanpanda6640

    2 жыл бұрын

    @@nareshparida4068 refuetee

  • @sruteenayak2079

    @sruteenayak2079

    2 жыл бұрын

    Di plz number

  • @jbsahoo2060
    @jbsahoo20602 жыл бұрын

    Ur voice is so sweet

  • @rajatmohapatra305
    @rajatmohapatra3052 жыл бұрын

    ଏତେ ଯଦି ଭଲ ପାଇବା ଥିଲା, ତ ମତ୍ର ୨୭ ଦିନରେ ଆଦିତ୍ୟ ମଲା କଣ ପାଇଁ????

  • @AnilKumar-kq2oy

    @AnilKumar-kq2oy

    2 жыл бұрын

    Tu Jani thibu

  • @NirmalNirmal-ur3rm
    @NirmalNirmal-ur3rm2 жыл бұрын

    ଇ ଆ ପରେ dfo ଆଉ ବିଦ୍ୟା ଭାରତୀ ମୁଁ ଭାବୁଥିଲି ନବୀନ ବାବୁ ଙ୍କ ଘୂହ ଖାଉଚ ହେଲେ ଏ ତିନି ଜଣ ପାଖରୁ କଣ ଖାଉଚ୍ ଘୂହ ନା ମୁତ ପିଇ ଚ .ଆରେ ଘୂହ ଖିଆ ନନ୍ଦୀ ଘୋଷ ବାଲା ତମ କଣା ଓଡ଼ିଶା ବାସୀ ଙ୍କୁ ଜଣା.

  • @deepikadash9735

    @deepikadash9735

    2 жыл бұрын

    Bhai a channel para ..nabi naa dakhae sathipain atae jatra .......dosi ke sathipain ajejae danda milune............

  • @simpiranisahu2046
    @simpiranisahu20462 жыл бұрын

    be strong always dii you are good ....so be happy always please

  • @RudranshiDas
    @RudranshiDas2 жыл бұрын

    I appreciate u

  • @rajalaxmipriyarout33
    @rajalaxmipriyarout332 жыл бұрын

    Be strong madam!! May god bless you

  • @sasmahapatra2654
    @sasmahapatra26542 жыл бұрын

    Absolutely right Bidyashri ! You also gave best to Aditya !

  • @manoranjansamal5713
    @manoranjansamal57132 жыл бұрын

    ଇଏ କୋଉ Artist କୀ

  • @balaramjena8729

    @balaramjena8729

    2 жыл бұрын

    ତୁ କୋଉ ବାଳ ମଣିଷ କୁ ଲେଖା

  • @akshayakumarbhol4132

    @akshayakumarbhol4132

    2 жыл бұрын

    ଓଡ଼ିଶାର ପ୍ରଖ୍ୟାତ କଳାକାର ।

  • @BiswajitDas-oo3mt
    @BiswajitDas-oo3mt2 жыл бұрын

    ଶଙ୍କର ପାଇଁ ଆପଣ ନିକ ଆୟ ପାଇଁ ଏ କାମ କରୁଛନ୍ତି କିନ୍ତୁ ଆପଣ ନିଜେ କୁହନ୍ତୁ ଏସବୁ ଠିକ ନ ଭୁଲ

  • @barish1294
    @barish1294 Жыл бұрын

    God bless u dii tuma news bahut dekhi6i but e video re bahut dukhha lagila .

  • @kuni8103
    @kuni81032 жыл бұрын

    Soooosweet my dear .stay blessed always

  • @bibhisankhilar4670
    @bibhisankhilar46702 жыл бұрын

    We miss manab premi Aditya nath I am praying, God place you in heaven....🙏

  • @akshayakumarbhol4132
    @akshayakumarbhol41322 жыл бұрын

    ଏମିତି ଅଭିନୟ ଦେଖେଇଲେ ଲୋକେ ବାଉଳା ହୋଇଯିବେ ବୋଲି ଭାବୁଛନ୍ତି କି ? କାହିଁକି ଏ ଲିପାପୋଛା ଉଦ୍ୟମ ?

  • @eswarswain6132
    @eswarswain61322 жыл бұрын

    Heart touching...Jay jagannath apanku bhalare rakhantu..

  • @su-priyadailyvlog
    @su-priyadailyvlog2 жыл бұрын

    God bless you

  • @sonyrashmikhandayataray5571
    @sonyrashmikhandayataray55712 жыл бұрын

    I salute u diii

  • @madanmohanmirdha2650
    @madanmohanmirdha26502 жыл бұрын

    I love u ❤.... U r so sweet..... Ur heart is very kind 😥

  • @manoramajenamani2691
    @manoramajenamani26912 жыл бұрын

    Love u di,be strong

  • @sabarcreativesomedifferent2183
    @sabarcreativesomedifferent21832 жыл бұрын

    A strong lady very nice God bless u ✨✨✨☀️🙏

  • @festivals3758
    @festivals37582 жыл бұрын

    God bless you Bidyashree.

  • @user-lx5hq8sc1h
    @user-lx5hq8sc1h2 жыл бұрын

    ଭଲ ଡ୍ରାମା କରୁଛ,ଆଦିତ୍ୟ ଗଲାପରେ ତମେ ଆଦିତ୍ୟ ଚିନ୍ତାରେ ମୋଟା ଏବଂ ଗୋରା ହେଇ ଗଲଣି ଟାଟୁ ବି ମସ୍ତ ହେଇଛି ପୁରା ବିନ୍ ଦାସ ଜୀବନ 👎👎👎👎👎👼👼👼

  • @odiasong539
    @odiasong5392 жыл бұрын

    ଛି ଛି କଣ ପାଇଁ ଆଣିଲ ଆକୁ ସ୍ବାମୀକି ମାରି ସତୀ ଦେଖାଇ ହଉଚି ଛି ତୋ ଜୀବନ

  • @akshayakumarbhol4132
    @akshayakumarbhol41322 жыл бұрын

    ଇଚ୍ଛା ଥିଲା କଣ ? ଆକ୍ଟିଂ ବଢିଆ ଜଣା ଅଛି ।

  • @litupradhan5343
    @litupradhan53432 жыл бұрын

    Next bidiyabharati Sankar Bhai lockdown diary pgm

  • @jatinkumarpatro5850

    @jatinkumarpatro5850

    2 жыл бұрын

    Litu bhai right koila he 🙏

  • @amarpriya8728

    @amarpriya8728

    2 жыл бұрын

    Thik kahile.. emanaku bhetantu

  • @malayapriyasubudhi4228

    @malayapriyasubudhi4228

    2 жыл бұрын

    Best'of wife

  • @srimantakmishra565

    @srimantakmishra565

    2 жыл бұрын

    Sankar bhai ku amiti kariba ku diya next kiye dekha jau

  • @aramrita7915
    @aramrita79152 жыл бұрын

    Miss you adi bhai😭😭😭

  • @niharranjan5704

    @niharranjan5704

    2 жыл бұрын

    Really I too miss you adi bhai,,

  • @jitendrabal5126
    @jitendrabal51262 жыл бұрын

    ଜୀବନରେ ଦୁଃଖରୁ କିଛି ସିକିବାକୁ ମେଳେ ମା ନିଜ ଭିତରେ ଅନୁଭବ ରୁ ଜୀବନ ପରିବର୍ତନ ହୁଇଥାୟ

  • @BS0824

    @BS0824

    2 жыл бұрын

    kzread.info/dash/bejne/ZqiJz9inccmap6g.html

  • @BiswajitDas-oo3mt
    @BiswajitDas-oo3mt2 жыл бұрын

    ବିଦ୍ୟାଶ୍ରୀ ଏତେ ବଡ ଅଭିନେତ୍ରୀ କି ନେତ୍ରୀ ନୁହେଁ ଯେ ଆପଣ ତାଙ୍କ ସହ ଏ କାର୍ଯ୍ୟକ୍ରମ କରିବେ।।

  • @akshayasahoo8251
    @akshayasahoo82512 жыл бұрын

    🙏🙏❤❤

  • @anilpail5064
    @anilpail50642 жыл бұрын

    Bidyashree didi bahut bhala.

  • @madhusmitasenapati3067
    @madhusmitasenapati30672 жыл бұрын

    Badia didi .mu bi same situation ru gati karisarichi.

  • @biswanathrout2605
    @biswanathrout26052 жыл бұрын

    Really Heart toching

  • @BS0824

    @BS0824

    2 жыл бұрын

    kzread.info/dash/bejne/ZqiJz9inccmap6g.html

  • @Foodofrkojha
    @Foodofrkojha2 жыл бұрын

    Super video

Келесі