Jibana Do Chhakire Ashara Alok Ep 318 28 MAY 2022| କାଳ ହେଲା ପ୍ରେମବିବାହ ପର କଲେ ଘରଲୋକ

Jibana Do Chhakire Ashara Alok Ep 318 28 MAY 2022| କାଳ ହେଲା ପ୍ରେମବିବାହ ପର କଲେ ଘରଲୋକ
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 887

  • @manojraj.....7435
    @manojraj.....74352 жыл бұрын

    ଅନୁଭବ ଆଉ ବର୍ଷା କୁ ଏଇଠି କୁ ଅଣାଜାଉ କଣ କହୁଛ ଦର୍ଶକ ମାନେ

  • @Soumyacreation03

    @Soumyacreation03

    2 жыл бұрын

    naa

  • @beleswarsethi4164

    @beleswarsethi4164

    2 жыл бұрын

    Hmm

  • @Suresh-kj7ky

    @Suresh-kj7ky

    2 жыл бұрын

    100%

  • @prativaray8783

    @prativaray8783

    2 жыл бұрын

    ହଁ ହଁ ଠିକ୍ କଥା

  • @m.ddingarkola8029

    @m.ddingarkola8029

    2 жыл бұрын

    Pura correct✔✔✔✔

  • @sanjayoffical9071
    @sanjayoffical907110 ай бұрын

    ଜୀବନକୁ ସୁନ୍ଦର ଏବଂ ସୁଗମ ଭାବରେ ଗଢିବାର ଦିଗଦର୍ଶନ ହେଉଛି (ଆଶାର ଆଲୋକ) କାର୍ଯ୍ୟକ୍ରମ l

  • @jayjagannath6653
    @jayjagannath66532 жыл бұрын

    ସତରେ ଭାଇ ତୁମେ ବୋହୁତ ଭାଗ୍ୟବାନ ଏଭଳି ତ୍ରି ପାଇଛ ଜିଏ ତୁମ ଭାଇ ଭଉଣୀ ଙ୍କୁ ନିଜର ପିଲା ଛୁଆ ପରି ଦେଖନ୍ତି ଏହା ସୁଣି ମୋ ଆଖି ଓଦା ହୋଇଗଲା ତୁମେ ଖୁସିରେ ରୁହ

  • @shibadattadash3364
    @shibadattadash33642 жыл бұрын

    ସତରେ ଆଜିର ଏ ଅଧ୍ୟାୟ ବହୁତ୍ ଭଲ୍ ଲାଗିଲା , ଓ ଟିଭି ର ଏ ଏକ ଵହୁତ୍ ଵଢିଆ ପ୍ରୟାସ୍ । ଏଇ ପ୍ରୋଗ୍ରାମ୍ ରେ ମିସିଲା ପରେ କିଛ୍ହି ଦିନ ପରେ ସେମାନେ କେମିତି ରହୁଛନ୍ତି ସେଇଟା ଟିକେ ଳୋକଙ୍କ ସାମନା କୁ ଆନିଲେ ଆହୁରି ଖୁସି ହେବୁ ।

  • @pujaodiavlogger6569

    @pujaodiavlogger6569

    Жыл бұрын

    Right point

  • @sumitpadhan3801

    @sumitpadhan3801

    10 ай бұрын

    Right mu b aei katha kahi thili

  • @BhanumatiSamantaray

    @BhanumatiSamantaray

    15 күн бұрын

    L1 Hu c​@@pujaodiavlogger6569

  • @beherasagar9745
    @beherasagar97455 ай бұрын

    ଦୁଇ ପରିବାର କୁ ଶ୍ରୀ ଜଗନ୍ନାଥ ସବୁ ବେଳେ ଖୁସିରେ ରଖିବେ ମୋରୋ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାର୍ଥନା 🙏🙏🙏

  • @sarojkumarnayak7408
    @sarojkumarnayak74082 жыл бұрын

    ପ୍ରଥମେ ମୋର ଜଜ୍ ମାନଙ୍କୁ ପ୍ରଣାମ ଏତେ ବଡ଼ ଜଟିଳ ସମସ୍ୟା କୁ ଅତି ସୁନ୍ଦର ଏବଂ ସହଜ ରେ ମିଶାଇ ଦେଲେ ଧନ୍ୟବାଦ 🙏

  • @dr.mrutunjayadas7285
    @dr.mrutunjayadas72852 жыл бұрын

    ଚନ୍ଦନ-ପୂଜା ଉଭୟଙ୍କୁ ଶୁଭେଚ୍ଛା ଓ ଶୁଭ କାମନା

  • @skpbharatiyasanskruti
    @skpbharatiyasanskruti2 жыл бұрын

    ମୋ ହିସାବ ଏମିତି ନହେବା ପାଇଁ ଭାବି ଚିନ୍ତି ଜୀବନ ସାଥି ବାଛିନିଅ... ଯେମିତି ଘର ଲୋକଙ୍କ sapport ରହିବ ଭବିଷ୍ୟତରେ... କାରଣ ମା ବୋପା ଙ୍କ ବି ତୁମ ମାନଙ୍କ ଉପରେ ଅଧିକାର ଅଛି...

  • @pujaodiavlogger6569

    @pujaodiavlogger6569

    Жыл бұрын

    Right

  • @sanjaymallickhindustanmera8031
    @sanjaymallickhindustanmera80312 жыл бұрын

    ଆରେ ଭାଇ ତମେ ଏମିତି ସ୍ତ୍ରୀ ପାଇ ଜଦି ଭଲରେ ନରଖିବ ଭଗବାନ୍ ଶାନ୍ତି ରହିବେ ନାହିଁ ଭଲ ମଣିଷ ହୁଅ ଭଲରେ ରୁହ

  • @payaljena2738

    @payaljena2738

    2 жыл бұрын

    Mo hasbend kemit badalibe amar same asubidha

  • @pratibharani2280
    @pratibharani22802 жыл бұрын

    ଭାଈ କଥାରେ କହିଲେ ହେବନି କାମରେ କରିକୀ ଦେଖାଅ ତମ love ku success କରିଛ ତାକୁ ବଞ୍ଚେଇକି ରଖ 🙏🙏

  • @the_name_sai
    @the_name_sai Жыл бұрын

    ଭାଇ ତୁ କେତେ ଭଲ ସ୍ତ୍ରୀ ପାଇଛୁ ଭଗବାନ ଙ୍କୁ ଧନ୍ୟବାଦ ଦିଅ

  • @sbpsmmedia8377
    @sbpsmmedia83772 жыл бұрын

    ଜୀବନ ଦୋଛକିରେ ଆଶାର ଆଲୋକ ( ଆଜି ଦୁଇଟି ଭାଙ୍ଗି ଜାଇ ଥିବା ହୃଦୟ କୁ ମିଶାଇ ହସ ଆଣି ଦେଇ ଛ - ଆଶାର ଆଲୋକ members ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍

  • @pratapchandramoharana104

    @pratapchandramoharana104

    4 ай бұрын

    Thanks to otv

  • @kjrrider6235
    @kjrrider62352 жыл бұрын

    ଏଇସବୁ Episode ରୁ copy କରି ଓଡ଼ିଆ ଫିଲ୍ମ ବନାଇଲେ ଫିଲ୍ମ super hit ହେବ.....

  • @chandramanipadhan3298

    @chandramanipadhan3298

    2 жыл бұрын

    ....song b hit heichhii👍👍👍jateraru 😁😁😁😁

  • @sabitasa3064

    @sabitasa3064

    Жыл бұрын

    @@chandramanipadhan3298 to b

  • @ashissamal5874

    @ashissamal5874

    Жыл бұрын

    Thank you bro your nice reply

  • @besttraditionalupdate

    @besttraditionalupdate

    Жыл бұрын

    😃😃😃😃 mast

  • @mahi-un6wx

    @mahi-un6wx

    Жыл бұрын

    Yes bro

  • @haridakua3189
    @haridakua31892 жыл бұрын

    ଅତି ସୁନ୍ଦର ଯୋଡ଼ି କୁ ପ୍ରଭୁ ଜଗନ୍ନାଥଙ୍କ ଆଶ୍ରୀବାଦ ସଦା ଲାଗି ରହୁ ଜୟ ଶ୍ରୀ ହରି

  • @sumantmallik8560
    @sumantmallik85602 жыл бұрын

    True love ❤️ Chandan & pujaa always happy re ruha 🙏 god bless you jay Jagannath 🙏

  • @sisirbehera1262
    @sisirbehera12622 жыл бұрын

    ମିହିର ଦାସଙ୍କ କଥା ମନେ ପଡ଼ିଲା ଆଜି ର ଅଧ୍ୟାୟ ପାଇଁ

  • @romanemperors7825
    @romanemperors78252 жыл бұрын

    ଏହି ଆଶାର ଆଲୋକ କାର୍ଯ୍ୟକ୍ରମ ଏମିତି ଚାଲୁ ଥାଉ, ମୁଁ ଆଶା କରୁଛି ଆଉ ଆଗ କୁ ଭି ଚାଲି ଥିବ। ଦେଖିବା ପାଇଁ ବହୁତ ଭଲ ଲାଗୁଛି ।ଏଥିରେ ଵହୁତ କିଛି ଜିନିଷ ଅଛି ଶିଖିବା ପାଇଁ ଅଛି। ଦାମ୍ପତ୍ୟ ଜୀବନ କୁ କେମିତି ନିଜ ଭିତରେ ଵୁଝା ମଣା ହୋଇପାରୁଛି ସେହି ଟା ଅଛି। 🙏🙏🙏🙏

  • @BhikaPolai
    @BhikaPolai2 жыл бұрын

    ଆଜି ପର୍ଯ୍ୟନ୍ତ ମୁଁ କେବେ comment କରେ ନାହିଁ କିନ୍ତୁ ତମ 2 ଜଣ ଙ୍କ ପାଇଁ କରୁଛି 2 ଜଣ ଭିତରେ ଭହୁତ ଭଲ ପାଇବା ଅଛି କିନ୍ତୁ କାହାର ନଜର ଲାଗି ଯାଇଛି ସତରେ ଭାଇ ତମର jodi no1

  • @jharanarout8882
    @jharanarout888210 ай бұрын

    ଭଗବାନ୍ କରନ୍ତୁ ତୁମେ ଦୁଇ ଜଣ ଖୁସିରେ ରୁହ ସବୁବେଳେ। Made for each other ❤️ puja ♥️ Chandan 🥳🥳

  • @chittaranjanbanchhor7074
    @chittaranjanbanchhor70742 жыл бұрын

    ଭଗବାନ ଏହି ଯୋଡି କୁ ସବୁ ଦିନ ପାଇଁ ଏମିତି ଭଲରେ ରଖି ଥାନ୍ତୁ... ଆପଣଙ୍କର ପରିବାର ସହିତ ଖୁସିରେ ରୁହନ୍ତୁ 💐

  • @santoshbarsha5059

    @santoshbarsha5059

    2 жыл бұрын

    HP

  • @rojalinmohanty5770

    @rojalinmohanty5770

    2 жыл бұрын

    00000

  • @alokkuroutray1399

    @alokkuroutray1399

    2 жыл бұрын

    @@santoshbarsha5059 .

  • @rajagamer8786

    @rajagamer8786

    Жыл бұрын

    , ..read is

  • @harudasharudas

    @harudasharudas

    Жыл бұрын

    H1l

  • @aashutosha5168
    @aashutosha51682 жыл бұрын

    ପୂଜା ❤ ଚନ୍ଦନ କି ସୁନ୍ଦର ଯୋଡି 👌

  • @bhaktiprasannamahapatra6944

    @bhaktiprasannamahapatra6944

    2 жыл бұрын

    Oh my love odia film 🙄

  • @rajusethi7344
    @rajusethi73442 жыл бұрын

    ପ୍ରଭୁ ଜଗନ୍ନାଥ ସେମାନଙ୍କୁ ସବୁବେଳେ ଏମିତି ଖୁସି ରେ ରଖନ୍ତୁ

  • @surendrabadamundi7275
    @surendrabadamundi72752 жыл бұрын

    ଭାଇ, ଆପଣ ଙ୍କ ସୁନ୍ଦର ସଂସାର ଟିଏ, ଏଣୁ ମୋର ଏତିକି ଅନୁରୋଧ ମଦ ଛାଡିକି ଛୋଟ ଝିଅ ର ଭବିଷ୍ୟତ ପ୍ରତି ଧ୍ୟନ ଦିଅନ୍ତୁ,

  • @prasantkumar7932
    @prasantkumar79322 жыл бұрын

    ଚନ୍ଦନ ବାବୁଙ୍କ ପରିବାର କୁ ଭଗବାନ ସବୁ ଦିନ ଭଲରେ ରଖନ୍ତୁ 🙏

  • @markandachhatria6422
    @markandachhatria64223 ай бұрын

    ଉଭୟେ ଉଭୟ ଙ୍କୁ ଭଲ ପାଉଛନ୍ତି and ଯୋଡ଼ି ଭାରି ସୁନ୍ଦର୍। ଏହି କାର୍ଯକ୍ରମ ସମସ୍ତ sir madam ଙ୍କୁ ବିଶେଷ ଭାବରେ ମୋ ତରଫରୁ ତଥା ଓଡିଶା ବସୀ ଙ୍କ ତର ଫରୁ କୋଟି କୋଟି ପ୍ରଣାମ। ଜୟ ଜଗନନାଥ ❤

  • @prasantamajhi2011
    @prasantamajhi20112 жыл бұрын

    ଦୁଇ ଜଣଙ୍କ ଭଲ ପାଇବା ମହାନ୍ ଭାଈ love you both

  • @sanjaymallickhindustanmera8031
    @sanjaymallickhindustanmera80312 жыл бұрын

    ଆଜିର ଅଧାୟ ସତରେ ବହୁତ ଭଲ ଲାଗିଲା

  • @msdhoni1973
    @msdhoni19732 жыл бұрын

    ନୂଆ ଭାଉଜ ଙ୍କୁ ଗୋଟେ କଥା କହିବି ,,, ସେ ଭାଇ ତମ କୁ ସେତିକି ଭଲ ପାଉଛନ୍ତି ବୋଲି , ତମକୁ ସବୁ କଥା ରେ ସବୁ ସମୟ ରେ , ତମକୁ କେହି ପଦେ କହିବ, କି କଣ ଭାବିବ ତେଣୁ ସେ ମନା କରୁଛନ୍ତି ବାହାର କୁ ଯିବା ପାଇଁ ,,,,, ଭଗବନ୍ କରନ୍ତୁ ତମେ ଖୁସି ରେ ରୁହ 💗🙏💗

  • @anusuyasahu8861

    @anusuyasahu8861

    2 жыл бұрын

    Amane prakruta swami stri vala paibata aaku kahanti. A Adhya couple bhalare sarvada rahibe. Striloka amiti santi santosre bartalapa heba uchit. Anusuya sahu.biharibag CTC.

  • @sibaparida4839
    @sibaparida48392 жыл бұрын

    ଜଗନ୍ନାଥ ଦୁଇ ଜଣ ଙ୍କର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ

  • @pramodparichha5071
    @pramodparichha50712 жыл бұрын

    ଭାଇ ସୁଧୁରି ଯାଅ ତୁମ ପ୍ରେମ ଜିତିବ ବହୁତ ସୁନ୍ଦର ଯୋଡ଼ି

  • @radheshorts312

    @radheshorts312

    2 жыл бұрын

    Sato bhai family support+ sundari jhia+ kintu kichi locha thai pare

  • @ganeshgoudallvideovlogs
    @ganeshgoudallvideovlogs2 жыл бұрын

    OTV କୁ ବହୁତ ବହୁତ ଧନ୍ୟବାଦ୍ ଦୁଇ ଜଣ ଙ୍କୁ ମିଶାଇ ବିବାହ କଲେ

  • @nikunjabiharipal9200

    @nikunjabiharipal9200

    Жыл бұрын

    ..234

  • @prasannasamal9701
    @prasannasamal97012 жыл бұрын

    I extremely Love this program and besically this episode is mind blowing.

  • @malayaparida3593
    @malayaparida3593 Жыл бұрын

    ଆଜିର ଏପିଶୋଡ ବହୁତ୍ ଭଲ ଲାଗିଲା । ଚନ୍ଦନ ଭାଇଙ୍କୁ ମୋର ଏତିକି କହିବାର ଅଛି ମାଲ ଜମା ପିଅନ । କେତେ ଭଲ ପରିବାର ଟି ଭାଙ୍ଗି ଯାଉ ଯାଉ ଯୋଡ଼ିଗଲ । ସବୁବେଳେ ହସ ଖୁସିରେ ରୁହ । ଜୟ ଜୟ ଶ୍ରୀ ରାମ

  • @sriharirout4017
    @sriharirout40172 жыл бұрын

    ଖୁବ୍ ସୁନ୍ଦର ଯୋଡ଼ି, ଭଗବାନ ଆପଣଙ୍କ ଯୋଡିକୁ ସବୁଦିନ ବଜାୟ ରଖନ୍ତୁ।

  • @kalkicreations9459
    @kalkicreations94592 жыл бұрын

    ଅଧ୍ୟାୟ ଟା ସେତେ ମୋ ପାଇଁ ବିଶେଷ ନୁହଁ, କିନ୍ତୁ ଏଇ ସୁନ୍ଦର ପୃଥିବୀ ରେ ଦୁଇଟି ସୁନ୍ଦର ପିଲା ଅଛନ୍ତି, ବୋଧେ ୟା ଠୁ ସୁନ୍ଦର ପିଲା ଆଉ କୋଉଠି ନଥିବେ 🙏🙏🙏🙏🙏🙏🙏🙏🙏🙏🙏🙏❤❤❤❤❤❤❤❤❤❤❤❤❤❤❤

  • @sairamdanceacademy701
    @sairamdanceacademy7012 жыл бұрын

    ଭାଗବାନ ତୁମ ଦୁଇ ଜଣ ଙ୍କର ଆଉ ପରିବାର ର ମଧ୍ୟ ମଙ୍ଗଳ କରନ୍ତୁ 🙏❤🙏

  • @niranjansahoo473
    @niranjansahoo4732 жыл бұрын

    ଏ ସବୁ ବନ୍ଦ କର ଭାଇ ଏକାଠି ହୋଇଯାଅ ଜୟ ଜଗନ୍ନାଥ 🙏🙏

  • @user-um9qq3fv4g
    @user-um9qq3fv4g5 ай бұрын

    ଅଲେଖ ପରଂବ୍ରହ୍ମ ଙ୍କର ଆଶୀର୍ବାଦ ରହୁ 🙌

  • @sanjaygope7281
    @sanjaygope72812 жыл бұрын

    ଭଗବାନ ଦୁହିଁଙ୍କୁ ଆଶୀର୍ବାଦ କରନ୍ତୁ ।

  • @Saanviworld1
    @Saanviworld12 жыл бұрын

    Great episode.. Swami stree vitare bahut vala paiba achhi..

  • @babunamallick5594

    @babunamallick5594

    Жыл бұрын

    Right

  • @jrtoall7754
    @jrtoall77542 жыл бұрын

    Thanks to otv for this program and the platform where the couple 💑 solved there miss understanding

  • @dhanurjayamuduli4294
    @dhanurjayamuduli42945 ай бұрын

    ଦୁଇଟି ଜୀବନ ଗୋଟିଏ ବନ୍ଦନ ରେ ଯୋଡ଼ି ହୋଇ ରହୁ, ତେଣୁ ଦୁଇଟି ଜୀବନ କୁ ଯୋଡ଼ି ଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍

  • @icandoeverything2371
    @icandoeverything23712 жыл бұрын

    ସରକାର କଣ ଜାଣିପାରୁନି ମଦ ପାଇଁ କେତେ ଘର ଭାଙ୍ଗୁଛି। ଶେଷରେ କାହା କୁ ନେଇ ସରକାର ଚାଲିବ।

  • @tukunakumarswain6866
    @tukunakumarswain686610 ай бұрын

    Bhagaban tumo dui jananku bahuta valare rakhantu

  • @nightking4879
    @nightking4879 Жыл бұрын

    ହାତ ଧରି ବାହା ହଉଛ କେମିତି ମାରି ପରୁଛ ବେ ଟୋକା ହେଇଛ ନାରୀ ଉପରେ ହାତ ଉଠା ଉଛ ଛି 🙏

  • @rajeshsahu74070
    @rajeshsahu740704 ай бұрын

    Really bahut khusi laliga Jagannath khusi re rakhantu 💗🙏🏿 Thanks for OTV emiti gote program rakhithibaruu 'Asha ra Alok‘

  • @sambit9152
    @sambit91522 жыл бұрын

    Great initiative by otv.. Everyone deserves love..

  • @ghasiamajhi2365
    @ghasiamajhi23652 жыл бұрын

    ଭଗବାନ ତୁମ ଦୁଇଜଣଙ୍କ ଯୋଡିକୁ ବହୁତ୍ ସୁନ୍ଦର୍ ଭାବରେ ରଖନ୍ତୁ

  • @bapibarik236
    @bapibarik2362 жыл бұрын

    ଜଗନ୍ନାଥ ତୁମ 2 ଜଣ କୁ ସବୁବେଳେ ଖୁସି ରେ ରଖନ୍ତୁ

  • @entertainmentvdobk9465
    @entertainmentvdobk9465 Жыл бұрын

    Wow sir ଏମିତି program ରେ କେହି ବି ତାର ଭୁଲ ଭୂଜି ପାରିବ । ଏ program ପାଇଁ ବହୁତ family ଏକାଠି ହେଉଛନ୍ତି ତ ସେଥିପାଇଁ ଆପଣ ମାନଙ୍କୁ ବହୁତ୍ ସାରା ଧନ୍ୟବାଦ୍ । ଏ ଆଶା ର ଆଲୋକ program ଥିଲେ ଆଉ court କୁ ଯିବା କୁ ପଡ଼ିବ ନାହିଁ । ଏ ପ୍ରୟାସ ସମସ୍ତଙ୍କ ଜୀବନ ରେ ଆଶାର ଆଲୋକ ଅନି ଦେବା ।ଜୟ ଜଗନ୍ନାଥ

  • @sunilsahu3335
    @sunilsahu3335 Жыл бұрын

    ଏହି ଭଳି ପ୍ରେମ ସମସ୍ତଙ୍କ ଭାଗ୍ୟ ରେ ନଥାଏ.....❤️❤️ଭଗବାନ ତମ ଯୋଡ଼ି କୁ ସବୁ ବେଳେ ଭଲ ରେ ରଖି ଥାନ୍ତୁ....🙏🙏🙏🙏🙏ଜୟ ଜଗନ୍ନାଥ.....

  • @diptyranibehera6356
    @diptyranibehera63562 жыл бұрын

    Jay Jagannatha🙏🙏bhagaban tuma duee jananku bhalare rakhantu ,miss you mihir sir🙏🙏😭😭

  • @princekrishsriya1812
    @princekrishsriya1812 Жыл бұрын

    Great effort by Asara Alok as well as understanding of both couples. 👫

  • @bikichiragun2226
    @bikichiragun22262 жыл бұрын

    Miss you soooo much Mihir sir...😭😭😭

  • @thabirnagofficial6518

    @thabirnagofficial6518

    2 жыл бұрын

    I also miss him bro

  • @Musiclover-rh1ps

    @Musiclover-rh1ps

    2 жыл бұрын

    Miss u

  • @dillipkumarsahoo3994

    @dillipkumarsahoo3994

    9 ай бұрын

    ​@@Musiclover-rh1psjjnn bbye

  • @HariharMallik
    @HariharMallik6 ай бұрын

    Emotional କରି ଦେଲେ ଭାଇ... ଅର୍ଥ ଅଭାବରୁ ଅସୁବିଧା ହେଇଛି... ଆଉ ଗୋଟେ କଥା ଯେତେ ବେଳେ ସ୍ବାମୀ ମଦ ପିଇ ଆସିବ ସ୍ତ୍ରୀ tk ଚୁପ୍ ରହିବା କଥା ନିଶା ଛାଡି ଗଲା ପରେ ଯେତେ ଯାହା କହିପାର

  • @mrbikkiofficial3599
    @mrbikkiofficial3599 Жыл бұрын

    ତୁମ ଦୁଇ ଜଣଙ୍କ ଭଲ ପାଇବା ଏମିତି ଜନ୍ମ ଜନ୍ମ ପାଇଁ ଥାଉ ଭାଇ god bless you

  • @dilkaraja6344PK
    @dilkaraja6344PK2 жыл бұрын

    ଦୁନିଆରେ ବହୁତ ଭଲ ପାଇବା ଅଛି କିନ୍ତୁ ଏମିତି ଭଲ ପାଇବା ସ୍ବାମୀ ସ୍ତ୍ରୀ ମୁଁ କେବେ ଦେଖିନି ଭଗବାନ ଏମିତି ଯୋଡ଼ି କୁ ଦୂରେଇ ଦିଅନି🙏🙏🙏 ଦୁହେଁ ଧୁଏଙ୍କ ଭିତରେ ବୋହୁତ ଭଲ ପାଇବା ଅଛି ..ଜୟ ଜଗନ୍ନାଥ 🙏🙏 ଏମିତି ଥିଲେ ଭାଗ୍ୟରେ ଥିଲେ ମିଳେ ଏମିତି ଜଡି

  • @neenasweet8878
    @neenasweet88782 ай бұрын

    Jay jagannath ❤ duhen khusi re ruha pile. 🌿🌿🌿🎂🎂

  • @annadamohanty4785
    @annadamohanty4785 Жыл бұрын

    Ashara Alok is the best platform to joining their life, who has lost his/her way.

  • @agreeculturelifestyle7298
    @agreeculturelifestyle72982 жыл бұрын

    ସାରାଂଶ - ସନ୍ଦେହ ବିନାଶ ର ମୂଳ କାରଣ 👉 congratulations ଚନ୍ଦନ ପୂଜା💗

  • @swainstatus7686
    @swainstatus76862 жыл бұрын

    ଭଗବାନ ସମସ୍ତଙ୍କୁ ଭଲ ରେ ରଖନ୍ତୁ

  • @Commentsreading1
    @Commentsreading17 ай бұрын

    ସତରେ ବହୁତ ଖୁସି ଲାଗିଲା ❤

  • @narayanbarik6392
    @narayanbarik63928 ай бұрын

    Jay jagannath 🙏🙏🙏🙏🙏

  • @jagabandhulenka8766
    @jagabandhulenka87662 жыл бұрын

    ଭାଇ କଥାରେ ଯେମିତି କାମରେ କରିକି ଦେଖାଅ love କୁ ସଫଳତା ପରି ସଂସାରରେ ସେମିତି ସଫଳତା ପାଅ ଧନ୍ଯବାଦ ଆଶାର ଆଲୋକ ମଟ୍, ମୁଁ ଆଶାର ଆଲୋକ ଦେଖ ଏବଂ ଖାଲି ଦେଖନେ ଦେଖି କି ବି ସଂସାର ବିଷୟରେ କିଛି ଶିଖୁ, ଏହି ଅଧାୟ ମୋତେ ବହୁତ ଭଲ ଲଗିଲା ସେଥି ପାଇଁ ମୋ ତରଫରୁ ଆଶାର ଆଲୋକ ଟିମକୁ ବହୁତ ବହୁତ ଧନ୍ଯବାଦ, ଲେଖିବାର ଭୂଲ ଥିଲେ କ୍ଷମା କରିବାକୁ ଅନୁରୋଧ

  • @SurprisedDrums-sm3ck
    @SurprisedDrums-sm3ck2 ай бұрын

    Bahut Sundar Jhia te. Happy Family ❤❤❤❤

  • @Surajkumar-hj9uc
    @Surajkumar-hj9uc2 жыл бұрын

    Miss you mihir dada😭😭🙏🙏🙏

  • @iswarharichandan5546
    @iswarharichandan55466 ай бұрын

    Ameti jhia 100 ru gote jhia bhauta sundhara lagila 😊😊

  • @munadalei6268
    @munadalei62686 ай бұрын

    ଏମାନଙ୍କର ବିଚ୍ଛେଦର କାରଣ ହିଁ କିଛି ନାହିଁ ଭଲ ପିଲା ଦି ଜଣ👍

  • @TinkuSingh-ec3hs
    @TinkuSingh-ec3hs2 жыл бұрын

    Bahut bhala lagila thank u otv

  • @Vladimirputin515
    @Vladimirputin515 Жыл бұрын

    ଯୋଉ ଝିଅ ର ନାମ ପୂଜା ସେ ଝିଅ ମାନେ ପ୍ରେମ ରେ ଜଲଦି ପଡନ୍ତି ବେଶୀ କିଛି କରିବାକୁ ପଡେନି

  • @kailashping4827
    @kailashping48272 жыл бұрын

    ବହୁତ ବହୁତ ଅଭିନନ୍ଦନ । ଆପଣ ଦୁଇ ପ୍ରେମୀ (ଯୁଗଳ- ଯୁଗଳୀ) ତୁମର ଦାମ୍ପତ୍ୟ ଜୀବନ ସୁଖମୟ ରହୁ ।ତମେ ଏତେ ବଡ଼ ସାମାଜିକ କୁ -ବ୍ୟବସ୍ଥା କୁ ଚେଲେଞ୍ କରି ଜାତୀବାଦ୍- ବ୍ୟବସ୍ଥା ସହିତ ସଙଗ୍ରାମ କରି ଦୁଇଟି କଅଁଳ ହୃଦୟ ଏକାଠି କରିଥିଲେ । କିନ୍ତୁ ସାମାନ୍ୟ କିଛି ଭୂଲ ବୁଝାମଣା ପାଇଁଅଳଗା ଅଳଗା ରହୁଛ ।

  • @jlsdvlogeodisha
    @jlsdvlogeodisha6 ай бұрын

    ପୂଜା ଚନ୍ଦନ ଏଇ ନାମ ବହୁତ ସୁନ୍ଦର ଯୋଡି ଏଯୋଡି ଭାଙ୍ଗିବା କଥା ନୁହେଁ । ଦୁଇ ମନ ମିଶିଚି ବହୁତ ସୁନ୍ଦର ହେଲା ❤ଭାଇ ତମେ ଏମିତି ଝିଅ ଙ୍କୁ କେବେ ଜିବନରେ ମିସ୍ କରନ୍ତୁ ନାହିଁ। ମଦ ପିଅନି ମଦ ସବୁକିଛି ସାରୀଦିଏ ।

  • @alekhkumarpanda7999
    @alekhkumarpanda79992 жыл бұрын

    ଭାଇ ଭଲପାଇବା ସମସ୍ତଙ୍କୁ ମିଳେନି ତୁମକୁ ମିଳିଛି ତାକୁ ଭଲରେ ରଖ

  • @bishnujagat9155

    @bishnujagat9155

    2 жыл бұрын

    Correct..

  • @nirmalyasethy8021
    @nirmalyasethy80212 жыл бұрын

    ଭାଇ ଭାଉଜ ଭଲରେ ରୁହ 👍🏻

  • @debendranayak4149
    @debendranayak41497 ай бұрын

    Bahut badhia lagila nischita semane khusi re rahibe

  • @pujajena9667
    @pujajena9667 Жыл бұрын

    Thanks all sir bhangijaithiba sansara gadhiba ete bi sahaja nunha but apana mane asaram aloka jariare 2 paribara au housebend wife nku ekathi karuchhanti apananku hrudaya ru👍👍👍 i love this episode and asaram aloka 💞💞💞

  • @tarinisahu2811
    @tarinisahu2811 Жыл бұрын

    Thanks asaraaloka odisha re laka manakapae subidha karthibasu

  • @papunimaharana6910
    @papunimaharana69107 ай бұрын

    Bahut bhala jhia emiti jhia sabu pua nku milu aau Satya juga Ashu tama due Jana bhalare ruha Jay Jagannath

  • @niky5249
    @niky52492 жыл бұрын

    Best💯👍 couple👫👫.. All the best... Happy married life👫👫..

  • @rajibbiswal4515
    @rajibbiswal4515 Жыл бұрын

    Jay jagannath

  • @sanjaysamantasinghar5205
    @sanjaysamantasinghar5205 Жыл бұрын

    Congratulations for you

  • @user-cv6um8hz4g
    @user-cv6um8hz4g9 ай бұрын

    Jaya.maa durga.tama duijana ku bhala re rakhantu

  • @krishnaharijan565
    @krishnaharijan565 Жыл бұрын

    Mote bhari khusi lagila 2jonoro premo ku

  • @rockstarrashmi
    @rockstarrashmi2 жыл бұрын

    Bahut bhala prayas otv tarafru bhagwan tamaku bahut bhalare rakhantu 🙏❤️

  • @basudebsahoo2098
    @basudebsahoo20986 ай бұрын

    Bhagaban tumaku khusi re rakhantu

  • @srutimishra2934
    @srutimishra29346 ай бұрын

    This episode is really mind-blowing and this is shine of love ❤

  • @msdhoni1973
    @msdhoni19732 жыл бұрын

    ଆଜି ଗୋଟେ କଥା ମାନେ ପଡୁଛି,,, ମିହିର ସାର ଙ୍କ ସେଇ ଅଧ୍ୟାୟ ,, ଆମେତ ଭଲ ପାଇକି ପଳେଇଲୁ ସେ ତାଙ୍କ ଦୋଷ ଦେଉଛନ୍ତି ,,,,

  • @pabitrakumarswain9275

    @pabitrakumarswain9275

    2 жыл бұрын

    Vala ta kouthu paila 🤣 ??

  • @tapanpradhan5788

    @tapanpradhan5788

    2 жыл бұрын

    @@pabitrakumarswain9275 jatra re

  • @pabitrakumarswain9275

    @pabitrakumarswain9275

    2 жыл бұрын

    @@tapanpradhan5788 🤣

  • @msdhoni1973

    @msdhoni1973

    2 жыл бұрын

    Vai ଜାତେରା ରୁ ଆଉ

  • @user-ym9zb1xw2h
    @user-ym9zb1xw2h7 ай бұрын

    Thanks asara aloka paribaraku moro

  • @sairampaintingsairampainting
    @sairampaintingsairampainting6 ай бұрын

    Bhagaban bhalare rakhantu

  • @niranjanpatra5772
    @niranjanpatra5772 Жыл бұрын

    ଚନ୍ଦନ,ପୂଜା ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ l ବିଚାରପତି ଓ କାଉନସେଲର ମାନଙ୍କୁ ଅଭିନନ୍ଦନ l

  • @ChandanKumar-952
    @ChandanKumar-9527 ай бұрын

    ଜୟ ଜଗନ୍ନାଥ 🙏

  • @laibankalar6888
    @laibankalar68882 жыл бұрын

    ଭଗବାନ କୁ ମୋର 🙏 ଏ ପରିବାରର ସମସ୍ତଙ୍କୁ ଖୁସିରେ ରଖୁ

  • @prasantaprusty4045
    @prasantaprusty4045 Жыл бұрын

    jay jaganath

  • @user-oj8mf5vi9n
    @user-oj8mf5vi9n9 ай бұрын

    Thank u Akshar walon virigut

  • @sisirbehera1262
    @sisirbehera12622 жыл бұрын

    ଆଜିର ଅଧ୍ୟାୟ ଅତୁଳନୀୟ,ପୁରା no 1

  • @netranandakishan1843
    @netranandakishan18432 жыл бұрын

    ଅନୁଭବ, ବର୍ଷା ଙ୍କ case solve କରାଗଲେ ଭଲ ହୁଅନ୍ତା,

  • @sumitekka5691

    @sumitekka5691

    2 жыл бұрын

    😂😂😂

  • @arunpradhan2766
    @arunpradhan27665 ай бұрын

    Ashara aloka all family thank you

  • @oldsysteminourlife1065
    @oldsysteminourlife10652 жыл бұрын

    Happy Birthday Chandan and congratulations both of you... 😍😍

  • @manojtoppo9208
    @manojtoppo920810 ай бұрын

    Bahut Bala hele ❤❤❤❤

  • @sonalirili844
    @sonalirili844 Жыл бұрын

    Bahuta khusi thanks sar

Келесі