Jibana Do Chhakire Ashara Alok Ep 345| phone call bhangidela ghara sansara!
Jibana Do Chhakire Ashara Alok Ep 345| phone call bhangidela ghara sansara!
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
Пікірлер: 189
ନ ହେଲେ ସନ୍ଦେହ ପାଇଁ ସଂସାର ଭାଙ୍ଗିଯିବ ସ୍ବାମୀ ସ୍ତ୍ରୀ ଦୁହେଁ ଅଲଗା ହେଇଯିବେ ଓ ନିଜ ଛୁଆ ମାନେ କଷ୍ଟ ପାଇବେ,ଏ ସ୍ବାମୀ ସ୍ତ୍ରୀ ଦି ଜଣ ବହୁତ୍ ଭଲ ଭଗବାନ ତାଙ୍କୁ ସାରା ଜୀବନ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ
ଏମିତିକା ଘରଣୀ ଭାଗ୍ୟରେ ଥିଲେ ମିଳେ 👍👍👍
ସାର ଏ ଦୁଇଜଣ ଙ୍କର ମଜାଳିଆ କଥା ଶୁଣିଲେ ହସଲାଗୁଛି
@hrudanandabarik7
Жыл бұрын
Tama life re jadi emiti haba tame kete hasiba
@dayanidhimurmu8548
Жыл бұрын
ଏମିତି video ପ୍ରଥମ ଥର ପାଇଁ ଦେଖୁଛ ବୋଧେ ।
@Moviesmojo99
Жыл бұрын
Are accent ta tanka city ra se kn karibe tamaku hasa kana lagiba kana karana 😑
ସବୁଠୁ ଭଲ ଏପିଶୋଡ 345 ।ବିଜୟଲକ୍ଷ୍ମୀ madam ଙ୍କ ହସ ବହୁତ୍ ସୁନ୍ଦର ଲାଗିଲା । ଜଗ ଜୀବନ ସାରଙ୍କ explain style ବହୁତ ଭଲ ଝିଅଟି ବହୁତ୍ ସରଳ,ସୁନ୍ଦର୍ ଓ ବୁଦ୍ଧିମତୀ ।ସମସ୍ତ ଙ୍କୁ ଧନ୍ୟବାଦ ।
@dushmantasahoo8404
6 ай бұрын
😅 .o
ସ୍ବାମୀ ସ୍ତ୍ରୀ ର ସମ୍ପର୍କ ହେଉଛି ପବିତ୍ର ସମ୍ପର୍କ,ସେ ସମ୍ପର୍କରେ କେବେ ସନ୍ଦେହ ଆଣ ନ୍ତୁନି,ଯଦି କେବେ ସନ୍ଦେହ ଆସେ ସ୍ବାମୀ ସ୍ତ୍ରୀ ଦୁହେଁ ମିଶି ତାର ସମାଧାନ କରନ୍ତୁ,
ତା ଭଉଣୀ ବୋଧେ ତା ବିଏଫ୍ କୁ ଖେଞ୍ଚି ଦେଇ ନମ୍ବର ଡିଲିଟ କରି ଭାଉଜ କୁ ଧରେଇ ଚାଲି ଯାଇଛି।ସେ ଟୋକା ରାତିରେ କଲ୍ ବ୍ୟାକ୍ କରିଛି।
ଧନ୍ଯ ବାଦ୍ ଓଟିଭି ଏବଂ ଆଶାର ଆଲୋକ ଏହି ବିଷୟ ଟି ଚଳଚିତ୍ର ଠାରୁ ବି କମ୍ ନୁହଁ
ଝିଅ ଟି ବେହୁତ ଭଲ ଇଏ ଟିକିଏ ମଦ ପିଇ ରେଲ କରିଦେଲା
Omm Sai Ram 🌹🌹🌹❤❤❤
Miss u mihir sir🙏🙏🙏❤️
ଘର ଭାଙ୍ଗିବା ଖୁବ୍ ସହଜ କିନ୍ତୁ ଘର ଯୋଡିବା କେତେ କଷ୍ଟ ସେ କଥା ସମସ୍ତେ ଜାଣନ୍ତି।ଯାହା ହେଉ ଭଙ୍ଗା ଘର ଆଉଥରେ ଯୋଡ଼ି ହେଲା ।ଜୟ ଜଗନ୍ନାଥ 🙏🙏🙏🙏🙏
ଏଇଟା ସବୁଠୁ ବଢିଆ episode ବହୁତ ଭଲ ଲାଗିଲା....
ଏ ଦୁହେଁ ପ୍ରକୃତରେ ଦୁହେଁ ଦୁହିଂକୁ ବହୁତ ଭଲ ପାଆନ୍ତି ତେଣୁ ଘୃଣା ନୁହେ ମାନ ଅଭିମାନ କରିଛନ୍ତି ଜଣେ ଅନ୍ୟ ପ୍ରତି
Sahara Sloka Karjyakramati Bahut Bhala. Bhangi Jauthiba Ghara ku Akathi Karichi
ହେ ଜଗନ୍ନାଥ.ଏସବୁ କଣ????? ମଦ ନିଶା କଣ ଆପଣଙ୍କ ନିଶା ଠୁ ବେଶି |||| ପ୍ରଭୁ ହେ ଅବତାର ନିଅ ନୂଆ ଅବତାର ----------"ନିଶାଜୀତ" |||||ନିଶା ଜିତିବ ସମସ୍ତେ ହାରିବେ ନିଶା ହାରିବ ତ ସମସ୍ତେ ଜିତିବେ....... ଜୟ ଜଗନ୍ନାଥ...
Sabuthu vala haba unmarried rahiba 😭😭😭🙏jay Jagannath
@KRISHNA-eh2kj
Жыл бұрын
ଏମିତି କେମିତି ହବ..😇😇🤔
ପ୍ରଥମେ ଧନ୍ୟବାଦ୍ ଦେବି, ଓଟିଭି ର ସେହି ଲୋକକୁ ଯେ, ଶୀଘ୍ର upload କଲେ 🙏 ସବୁ ବେଳେ ଡେରି ହଉ ଥିଲା ।
Adi napay ge. ବହୁତ ଭଲ ହେଲା
ଭେଣେଇ//ଅପା ଆପଣ ଷୁପର୍ 👍 ଦୁଇକଂର ଟିକେ ଅଭିମାନ.ଟିକେ ରାଗ .ଟିକେ ରୁଷିଛି. ସବୁ ଠିକ୍ ଅଛି 👍 ତୁମର ଭିଡ଼ିଓ ଦେଖି ମତେ ହଂସା ଲାଗୁଛି 😃😀😀😀
Super jayanta Bhai and ashara Alok full team member nku
Manju is a beautiful wife.....God bless the couple.
Gopabandhu sir nku anantu sir
Once again Live in happy life... Congratulations brother.... Stay blessed forever
ବହୁତ ଖୁସି ଲାଗି ଲା 345 ଏପିଶୋଡ
ବାତେରା ଟୋକା ମାନଂକ ର ଏହି କାମ
ଯେ ବେଶି ଭଲ ପାଏ ସେ ବେଶି ସନ୍ଦେହ ବି କରେ,କାରଣ ନିଜର କଳିଜାକୁ କେହି କାଟି ନେଇଯିବ ବା ଛଡେଇ ନେବ ଭାବି
ବହୁତ ସୁନ୍ଦର, ଏହି episode ମାଧ୍ୟମରେ ଭାଂଗିଥିବା ସଂସାର ପୁଣି ହସିଉଠୁଛି.
Sukanta bhai👍👍👍👍
Bijaylaxmi madam ku bahut dina pare dekhi Bhala lagila very nice ep
Bhala lagila duhen misikii.....thankuu ashara aloka🙏🙏🙏
Mada gute kharap jinisa mada ru durei jaa bhai 2pila stri ku dekha
Very fantastic and romantic moments ❤
Best show ever. My favorite show. Salute team for this excellent effort.
Best couple ever
ବହୁତ ବହୁତ ଧନ୍ୟବାଦ ସମସ୍ତ ଟିମ ଙ୍କୁ 🙏
Very good work of OTV 👌🏻👌🏻👌🏻....
ବହୁତ ଭଲ ଲାଗିଲା ସାରେ
ଏପିଲା ଙ୍କୁ ବୁଝେଇବା ବହୁତ କଷ୍ଟ କର ମଦ ପିଇ ମାତାଲ୍ ହବାପରେ କଥା ସରିଲା
Missing mihir sir🙏🏻🙏🏻😔😔great show 👍👍
Miss you mihir sir 🙏😭😭 ❤️❤️
@KRISHNA-eh2kj
Жыл бұрын
ସତ ରେ ନା ମିଛ ରେ...🤔
Love this show, OTV pratiti show prarana dai, sei asara aloka heuki ki prarana sabu khub sundar, au news fues v
Very nice compermaise
ତୋ ସ୍ତ୍ରୀ 1 no କେଲାରୀ ଭାଇ
@nboy9584
Жыл бұрын
ତୋ ସ୍ତ୍ରୀ କେତେ ଜଣଙ୍କ ସହିତ ଖେଳ କରିଛି ମାଗିହା
@zigajkumar6151
Жыл бұрын
ମୋ ସ୍ତ୍ରୀ ନାଇଁ ବେ
@nboy9584
Жыл бұрын
@@zigajkumar6151 ତୋ ମାଆ ତୋ ନିଶ୍ଚୟ ଥିବ! ନାଁ ତୁ ବେଧ ଛୁଆ ଟା
Sukanta sir ku mor juhar
So sweet Jodi 👫❤️
I think everybody should see this show to make their life smooth and happy.
@donamangaraj8011
Жыл бұрын
TC
God bless you
Very nice
Bahut bhala
ସୁନ୍ଦର ସଂସାର ଦେଖି ପୋଡ଼ିଶିଙ୍କ ଈର୍ଷା ଲାଗିଥିଲା ସେଥିପାଇଁ ଏହିଭଳି କାଣ୍ଡ ଘଟିଛି।
God bless this family 🙏❣️
I like this episode❤❤
Miss you mihir sir ❤️❤️❤️
Sir mast mayurbhanja laguage kahile😂😂mast episode
ଆଶା ର ଆଲୋକ is the best
Jhio ta ro jibono moduaa hatore podijaichi.bodhe.toka ta ro sondeho tk nalua prokaroro
Thanks to OTV
Aapko bahut Bhala Lage
Good copule
Bahut bhala lagila
So super sir
👏👏👏best show ❤️❤️❤️
God bless you both
So sweet 💞 episode
Verry fine sir
Very nice 👌 👍 👏 😀 ☺️
My first time this episode play....
Thank you sir
Best wishes to love too
Very good 🙏🏻
Very good episode.
Nice 🙏🙏🙏
🙏❤️❤️❤️❤️👌
Thanks Otv your are connected a forgetten couple to connected a good abd affection family
Nice bhai
Bijaya laxmi mam taking so beautiful
Plz update 17.12 2022 video
ɴɪᴄᴇ ᴠɪᴅᴇᴏ
Masta achhi
Super
ଧନ୍ୟ ବାଦ
@alekhkumarpanda7999
Жыл бұрын
Hii
Sundar ଯୋଡି 🥰🥰🥰🥰🥰
Such a beautiful n sweet wife
Awesome
Happy life ❤❤❤
Bahut Sundar jodi.God bless you
ବୁଝାମଣାର ଅଭାବ ରେ ଦାମ୍ପତ୍ୟ କଳହ ଭଲ ନୁହେଁ.
Very very nice
Abcd khai dele sarigala
Nice 👍
@jalibehera-bz8nf
11 ай бұрын
Very nice ❤🎉
Nicest show till date
Very beautiful
sahi bola bro Aisa Nahin Hona chahie
Missyoumihirsir🙏🙏🙏💕💕💕💕
I like it
Jhia mane phone use kale au Husband & Wife Relation Kharba hela...
God bless to both of you and your family 👪
Mihir sir love you Sir 😘😘💘😽
Happy ending
Gote swami ra doubt aasile gote stri ra kartavya se doubt ku clear kariba nihati derkaar