Jibana Do Chhakire Ashara Alok Ep 386, 21 OCT 2023

This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Sukant Rath anchors the show and makes sure to get justice to the people involved and resolve real life issues
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#Jibana Do Chhakire Ashara Alok Ep 386#OdishaTV #OTV

Пікірлер: 479

  • @Sonalispeaks
    @Sonalispeaks9 ай бұрын

    ଏ ଯୋଉ ପୁଅର ଭାଇ ଯାତ୍ରା ପାର୍ଟି ଭଳି ଚିଲ୍ଲେଇକି କହୁଛି ,ହଁ ସେ ମଦ ପିଏ ..ହଁ ସେ ପଇସା ମାଗେ ,ଭାଉଜ ର ଭୁଲ .. ଆରେ ଶଳା ତୋ ଭାଇକୁ ବୁଝାଉନୁ ଆଗ ,ପୁରୁଷ ପିଲା ପରିଶ୍ରମ କରି ଘର ଚଳେଇବ । ଲଜ୍ଜା ଲାଗୁନି ଟିକିଏ ...ଖାଲି ଏ ଦୁଇ ଭାଇଙ୍କୁ ମାଡ଼ ଦରକାର । ଆଉ ,ଏ ଝିଅ ହେଉ କି କୋଉ ବି ଝିଅ ହେଉ .. ଏମିତି 15 ବର୍ଷରେ କ'ଣ ଚଙ୍ଗଚଙ୍ଗ ହେଇକି ପଳେଇଆସୁଛ ରେ ,ଏମିତି ହିଁ ଭୋଗିବାକୁ ପଡିବ ନା ,ଆରେ ପାଠ ପଢ଼ିକି ନିଜ ଗୋଡ଼ରେ ଛିଡ଼ା ହେଉନ । ଆଉ ଏ ଟୋକାକୁ ଖାଲି କୁରୁଛତ୍ର ମାଡ଼ ଦରକାର ,ଚୋର ଭଳିଆ ଚାହୁଁଛି ଶଳା ... ଆଶାର ଆଲୋକ ଏ ପ୍ରତ୍ୟେକ ଏପିଷୋଡ଼ ରେ କିଛି ନା କିଛି ସାମାଜିକ ମେସେଜ ରହୁଛି । ସମାଜ ସୁଧୁରିବା ଦରକାର ।

  • @MeghnaMishra-fc7op

    @MeghnaMishra-fc7op

    9 ай бұрын

    Right 👍

  • @devilsdevils4576

    @devilsdevils4576

    9 ай бұрын

    ହଁ ତମେ ଠିକ କହିଛ 👍 ଏ ପିଲା ଦେଖିବାକୁ ଚୋର.. ଭଳିଆ ଦେଖାଯାଉଛି 😄😄ଆଉ ତା ଭାଇ ସିଏ ବଡଗୁଣ୍ଡା.କ୍ରିମିନାଲ ଭଳିଆ ଦେଖାଯାଉଛି 😄😄😄😄

  • @chittaranjanbehera8166

    @chittaranjanbehera8166

    6 ай бұрын

    Right

  • @malisethi5688
    @malisethi56889 ай бұрын

    ଗୌରୀ ବହୁତ ଭଲ ଝିଅ ଟିଏ . ଭଗବାନ ତମେ ଦୁଇ ଜଣଙ୍କର ମଙ୍ଗଳ କରନ୍ତୁ..

  • @ranjitkandhapani
    @ranjitkandhapani9 ай бұрын

    ମିହିର ସାର ଥିଲେ ବହୁତ ଭଲ କହି ଥାନ୍ତେ ଆଉ ଗୋପବନ୍ଧୁ ସାର କହିବା ଦରକାର

  • @surajitjana7671
    @surajitjana76719 ай бұрын

    ଗୋପବନ୍ଧୁ ବାବୁ ଆପଣ କଥା ଗୁଡ଼ିକ ଏତେ ଦମ୍ ଲାଗୁନି ଆଉ ଟିକେ ଜୋର ଦେଇ କୁହନ୍ତୁ ସାର

  • @PradeepNag-lu7fc
    @PradeepNag-lu7fc9 ай бұрын

    ଶଳାର ମୁହଁ ଦେଖି ଜଣାପଡୁଛି ସବୁଦିନ ମଦ ପିଉଥିବ ଆଉ

  • @jayjagannath337

    @jayjagannath337

    9 ай бұрын

    ganjei .daily 4 times

  • @maamangalakirtanmandolioup9062
    @maamangalakirtanmandolioup90629 ай бұрын

    ଏ ଯେଉଁ ଶଳା ଦୁଇଟା ବସି ଛନ୍ତି ତାଙ୍କୁ ଖାଲି ମାଡ଼ି ଦର୍ କର

  • @sureshmajhi3488
    @sureshmajhi34889 ай бұрын

    ଏ ପିଲା ଙ୍କୁ ପ୍ରବଳ ମାଡ଼ ଦରକାର। ଯେମିତି ଲାଗୁଛି ଝିଅ ଠିକ୍ ଅଛି। ଅଭଦ୍ର ପିଲା।

  • @rajendrasahuraju5804

    @rajendrasahuraju5804

    9 ай бұрын

    ଭାଇ ଝିଅ ମନ ଇଛା ଯିବା ଟା ହି ଭୂଲ୍ କାରଣ

  • @EralinBiswal-vz2kg

    @EralinBiswal-vz2kg

    9 ай бұрын

    Aau kn taaku jibanaru mariba jaae apekhya karithanta😀

  • @The_fact98

    @The_fact98

    9 ай бұрын

    Bhai khali se pila ku nuhe ta sanga ku vi stage upare jemiti kathabarta karuchii laguchii ghara vangiba pachare yara vi pura vumika achii..

  • @bijayasahu5331

    @bijayasahu5331

    9 ай бұрын

    J

  • @Dineshparida-sh1hb

    @Dineshparida-sh1hb

    7 ай бұрын

    ​@@The_fact98Thik kahile A pila upare padi kahuchi mane ie bi sikhei thiba

  • @nalinisabatcreations5101
    @nalinisabatcreations51019 ай бұрын

    ଏମିତି ଭାଇ ସମତ୍ସ କୁ ଭଗବାନ ଦିଅନ୍ତୁ 🙏🙏🙏

  • @jyotsnaraniparamanik4415
    @jyotsnaraniparamanik44158 ай бұрын

    ଆରେ ଝିଅମାନେ ଯିଏସବୁ ଭଲପାଇ ପଳେଉଛ ଟିକେ ଏହି episode ଟା ଦେଖ .....

  • @manojkumarbehera9419
    @manojkumarbehera94199 ай бұрын

    ଆଶାର ଆଲୋକ ସମସ୍ତ ଗୁରୁଜନ ମାନକୁ ଅନୁରୋଧ ଆପଣ ଜଉଟା otv ଦେଖାଇଚନି, ଆଉ ସେମାନଙ୍କ ପରିବାର କେମିତି ଅଛନ୍ତି, ଆଉ ପରିବାର କିଛି ଜୁଡିଛି, ଆଉ କିଛି ପରିବାର ଛିଡିଚି ତାର ତଦାରଖ କରନ୍ତୁ, ଭଲହବ , ଜୟ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖନ୍ତୁ,

  • @shyamaghanasahoo4949
    @shyamaghanasahoo49499 ай бұрын

    ଦିଦି ତମେ ସ୍ତ୍ରୀ ମାନ ଙ୍କ ଭିତରେ 1ନମ୍ବର 👌👌👌👌

  • @lakshmangantayat2782
    @lakshmangantayat27829 ай бұрын

    ଭଉଣୀ ତୁମକୁ ଧନ୍ୟବାଦ ଆଉ ତୁମକୁ ଭଗବାନ ଭଲରେ ରଖିନ୍ତୁ

  • @dhembram6713

    @dhembram6713

    9 ай бұрын

    ଆରେ ଏ ସାଙ୍ଗସାଥି ହୋଇଆସିଛିନ୍ତି ଏଭଳି ଲୋକଙ୍କୁ ଜମାରୁ driving କରିବାଲାଗି ଦିଅନ୍ତୁ ନାହିଁ ଆଉ A ହିରର ସାଙ୍ଗ ସ୍ତ୍ରୀଙ୍କୁ କହୁଛି ବେଳଅଛି ଜୀବନ ରକ୍ଷାକରି ପଳେଇ ଯା ଆଉ ଏ ଯୌତୁକ କାଙ୍ଗାଳ ପୁଅ ତା ମା ବାପା ଗାଣ୍ଡିରେ ଗେହୁଁ

  • @suryanahak3672
    @suryanahak36729 ай бұрын

    ଭାଇ ପୁଅ ବହୁତ ମିଛ କହୁଛି ଝିହ ଠୀକି ଅଛି ଝିହ ର ଭାଇ କୁ ଧାନବାଦ ତାର ଭଉନି କି ପାଖରେ ରହି ବଡା ଭଲ

  • @manojkumarbehera9419
    @manojkumarbehera94199 ай бұрын

    ପୁଅଟା ଜବର ବେଧ ଅଛି, ଭଲ ବାଟକୁ ପଳେଇ ଆ ଖୁସି ରେ ଜିବନ କଟିବ, ଜୟ ଜଗନ୍ନାଥ,

  • @benudharcreations8464
    @benudharcreations84649 ай бұрын

    ଆଶାର ଆଲୋକ ଶେଷ ଦୃଶ୍ୟଟି ଦେଖିବାକୁ ଭାରି ଭଲଲାଗେ🥰🥰🤗

  • @sambarikirsani1412
    @sambarikirsani14129 ай бұрын

    ଦୁନିଆର ମୁର୍ଖ ସ୍ବାମୀ

  • @barikmukti2615
    @barikmukti26159 ай бұрын

    ଏହି ପିଲାଟି କୁ ଗୁଡ଼ାଏ ଗୁଡ଼ାଏ ପିଟିବା ଦରକାର , ପ୍ରେମରେ ମନେ ଏ ପିଲା ବୁଝି ପାରିଲା ନାହିଁ ,ଏହି ଭାଳି ପିଲା ମାନଙ୍କ ଯୁଗରୁ ଅନ୍ୟ ମାନଙ୍କ ପାଇଁ ଚିନ୍ତାରେ କାରଣ

  • @khetramohanbhoi2640

    @khetramohanbhoi2640

    8 ай бұрын

    Bedhe e

  • @tuludakua2145
    @tuludakua21459 ай бұрын

    ଆରେ ଭାଇ ଭାଗ୍ୟ ରେ ଥିଲେ ଏମିତି କା ସ୍ତ୍ରୀ ମିଳେ ଭଲ ଝିଅ ଟା ତମ କୁ କ୍ଷମା କରିଦେଲା ଜ ଭଲ ରେ ରୁହ ଆଉ ସେ ଝିଅ କୁ ଦୁଃଖ ଦିଅ ନିଁ

  • @The_fact98

    @The_fact98

    9 ай бұрын

    Au e bhalia sanga bhagya kharap thile mile😂

  • @user-hl3ct5lu5s
    @user-hl3ct5lu5s9 ай бұрын

    ଏ ସଳାକୁ ମାଡ ଦରକାର ( ଏ ଝିଅକୁ ନିଶ୍ଚିତ ଭଗବାନ ସାହା ହେବେ )ଜୟ ଜଗନ୍ନାଥ

  • @lakshmangantayat2782
    @lakshmangantayat27829 ай бұрын

    ଏ ସଳାକୁ ଭୂହେ ଛେଚିବା କଥା ଏ ସଳା ଏମାନଙ୍କ ପାଇଁ ଆଜି ଦୂନିଆରେ ଘୁଣ ହତ୍ଯା କରୁଛନ୍ତି

  • @devilsdevils4576
    @devilsdevils45769 ай бұрын

    ମୋତେ ଲାଗୁଚି ପିଲା ବହୁତ ଦାୟିତ୍ୱହୀନ ଅଭଦ୍ର... ସେଥିପାଇଁ ମୁଁ ଅନୁରୋଧ କରୁଛି ଆଶାରଆଲୋକ ଟିମର ସମସ୍ତ ମେମ୍ବର କୁ ଏ ଝିଅଉପରେ ଟିକେ ଧ୍ୟାନରଖିବେ....ଜୟ ଜଗନ୍ନାଥ 🙏🙏🙏

  • @odishakingdom3418
    @odishakingdom34189 ай бұрын

    ଭାଗ୍ୟ ରେ ଥିଲେ ଏମିତି ଶଳା ମିଳେ ❤❤ ମନେ ଝିଅ ର ଭାଇ

  • @ODISHABHAI-eq8jq
    @ODISHABHAI-eq8jq9 ай бұрын

    ବସନ୍ତ ଗୋଟିଏ ଅଳସୁଆ ଓ କୋଡ଼ିଆ, ସେଥି ପାଇଁ,ଏତେ ଭଲ ସ୍ତ୍ରୀ କୁ ହଇରାଣ କରୁଥିଲା

  • @user-lk4lw5ve4u
    @user-lk4lw5ve4u5 ай бұрын

    ଝିଅ ଙ୍କ ଭାଇ ବହୁତ ଭଲ ଭାଇ ଟି ଝିଅ ଙ୍କୁ କେମିତି ସୁଖ ଆଉ ସଂସାର ଭଲ ପାଇବା ମିଳିବ ମୋର ପ୍ରଭୁ ଙ୍କ ପାଖରେ ଏତିକି ପ୍ରାଥନା କରୁଛି 🙏ଜୟ ଜଗନ୍ନାଥ

  • @ajaypradhan4724
    @ajaypradhan47249 ай бұрын

    ତା ସାଙ୍ଗରେ ଯୋଉ ଭାଇ ଟା ଆସିଛି ସେଇଟା ଶଳା ବି ମଦୁଆ

  • @Banshidhar.Swain199
    @Banshidhar.Swain1999 ай бұрын

    ଏ ପିଲା କୁ କିଛି ନାହିଁ ଜେଲ କୁ ଗଲେ ଯାଇ ବଦଳିବ ୧ବର୍ଷ ଜେଲ ରେ ରହିଗଲେ ଜାଣିପାରିବ।

  • @mdchannel9042
    @mdchannel90429 ай бұрын

    ବାହା ହେବା ପୂର୍ବରୁ 10ଥର ଭାବିବା ଦରକାର ନହେଲେ କିଳା ନେବାକୁ ପଡେ

  • @biswanath5579
    @biswanath55799 ай бұрын

    This lady is great ... Really appreciable

  • @kishorchandralenka9919
    @kishorchandralenka99199 ай бұрын

    ଏ ଟୋକାଟା ମାଗଣା ଖିଆ ଟା

  • @nilendrisahoovlogs312
    @nilendrisahoovlogs3128 ай бұрын

    ଝିଅଟିର ବେଲା ଖରାପ 😢😢😢

  • @ashmannew9487
    @ashmannew94879 ай бұрын

    ଶଳା ଏବେ ବି ମାଲ ମାରି ଦେଇ ବସିଛି 😅😅

  • @MeghnaMishra-fc7op

    @MeghnaMishra-fc7op

    9 ай бұрын

    😂😂😂😂

  • @user-lk4lw5ve4u
    @user-lk4lw5ve4u5 ай бұрын

    ଗୌରୀ ଙ୍କ ଭାଇ ମୁଁ କହିବି i love you ଭାଇ ନିଜ ରକ୍ତ ର ଭଉଣୀ ଯଦି ଭାଇ ଆଗରେ ଲୁହ ଝରାଏ ନା ସେ କଷ୍ଟ କେବଳ ଗୋଟେ ଭାଇ ହିଁ ବୁଝିପାରିବ ମୁଁ କେବଳ ଏତିକି କହିବି ଗୌରୀ ଭଉଣୀ ଙ୍କୁ କେମିତି ତାଙ୍କ ସୁଖ ର ସଂସାର ଫେରି ପାନ୍ତୁ 🙏

  • @motilalkharsel1206
    @motilalkharsel12069 ай бұрын

    Dhanyawad sister'. Tumaku bhagaban Saha huantu.jai jagannath 🙏🙏🙏🙏

  • @trinathparida6291
    @trinathparida62918 ай бұрын

    Gauri is best jhia ❤

  • @rajendrakumardash4rewa35
    @rajendrakumardash4rewa359 ай бұрын

    Ete episode dekhichi kintu emiti bujhilla bhali jhia te dekhi nathili jai jagannath 🙏 tumaku bhala re rakhantu sister

  • @kishorchandralenka9919
    @kishorchandralenka99199 ай бұрын

    ବେଲ ଜିଆ ଶଳା ଅଝରାଟା

  • @dipubehera7667
    @dipubehera76679 ай бұрын

    God bless you amiti sabubele smile dia samasta paribarku Jay jagannath 🙏🙏🙏🙏🙏

  • @sudhirakhuntia3479
    @sudhirakhuntia34799 ай бұрын

    ଏ ଶଶୁର ପୁଅକୁ। ଖାଲି ମାଡ଼ ଦରକାର ଆଉ କୁଛି ନୁହେ

  • @RohanaRohana-iz5cb
    @RohanaRohana-iz5cb3 ай бұрын

    ଗଲା ବେଳେ କିଛି ହୋଇନଥିଲା ଏବେ ସବୁ ହୋଉଚି ଏ ଝିଅର ଘରେ ବେସିଅଛି ତାକୁ ପୋସୁଛନ୍ତି ଆହୁରି ଦୀୟ

  • @editingofsunil
    @editingofsunil9 ай бұрын

    ସମସ୍ତଙ୍କୁ ଧନ୍ୟବାଦ 🙏🙏🙏🙏

  • @gulupj4377
    @gulupj43779 ай бұрын

    ଏ ପିଲା ଟା ମଣିଷ ନୁହ ଇଏ ହଉଚି ଗୋଟେ କୁକୁର ସମାନ ଏ ଭଳିଆ ମଣିଷ

  • @jagannathraita4356
    @jagannathraita435629 күн бұрын

    ଜୟ ଜଗନ୍ନାଥ

  • @prasantkumarpatra8404
    @prasantkumarpatra84049 ай бұрын

    ଅତି ଅଳସୁଆ ଅପାରଗ ଲୋକ ଆରେ ଭାଇ ପୁରୁଷ ପୁଅ ଯୋଉ ପୁରୁଷ ପଣିଆ ଦେଖେଇ ଏତେ ଛୋଟ ଝିଅକୁ ନେଇ ପଳେଇ ଵାହା ହେଲ ସେମିତି ରୋଜଗାର କରି ତାକୁ ଭଲରେ ରଖିବା ତମର ଦାୟିତ୍ବ ପୁଣି ଛୁଆଟେ ଅଛି ଏ ଭାଇ ସୁଧୁରି ଯାଅ ତୁମେ ବହୁତ ଭାଗ୍ୟବାନ ଭଲ ଝିଅକୁ ସ୍ତ୍ରୀ ରୂପେ ପାଇଛ ନିଜ ଶ୍ବଶୁର ଘର ଉପରେ ନିର୍ଭର ନ କରି ରୋଜଗାର କରି ଭଲରେ ରୁହ ଓ ସ୍ତ୍ରୀ ନିଜ ଛୁଆକୁ ଭଲରେ ରଖନ୍ତୁ ମୁଁ ଅନୁରୋଧ କରୁଛି ନିଜ ଗ୍ରୃହସ୍ତ ଧର୍ମକୁ ଠିକ୍ ଭାବେ ପାଳନ କରିବ ଏହି ମୋର ଆଶା ଓ ଅନୁରୋଧ 🙏🙏🙏🙏

  • @bisunudas3466
    @bisunudas34666 ай бұрын

    ଏଇ ଝିଅ ଟାର ହୃଦୟ ବଡ ବୋଲି ତୋତେ ସଳା କ୍ଷମା କରିଦେଲା ପିଲାଟିର ମୁଁହ କୁ ଚାହିଁ ନ ହେଲେ ଏସଳାକୁ ଥାନାରେ ଦେବା ଦରକାର

  • @prakashmahapatra5884
    @prakashmahapatra58849 ай бұрын

    ପୁଅ ଘର ଲୋକ ହାରାମି ଗୁଡାକ

  • @jagasethi8179
    @jagasethi81799 ай бұрын

    ଭଲ ପାଇ ବାହାହେଲେ ଏମିତି ହିଁ ହୁଏ

  • @KrishnaDas-rg1yt
    @KrishnaDas-rg1yt9 ай бұрын

    Best episode 😁😀

  • @pradipkumarparhi8960
    @pradipkumarparhi89609 ай бұрын

    Presentation style of Sukanta sir is exellent.

  • @user-uc4kk6og6r
    @user-uc4kk6og6r5 ай бұрын

    Last jaa ଦେଖି ଆଖିରୁ ପାଣି ବାହାରିଗଲା 😢😢😢😢😢😢😢 ଯୋଡି ଏମିତି ରହି ଥାଉ❤❤❤ ଗୋଡ଼ ବ୍ଳେସ you

  • @user-sn3zr6ew6o
    @user-sn3zr6ew6o9 ай бұрын

    You guys are doing great job ❤

  • @thechandanentertainment1956
    @thechandanentertainment19569 ай бұрын

    Jhia thik achhi.... E pua mada darkar only.... Jhia bhaii ta bahut bhadra au namra..... So e toko ku only secret mada darkar.

  • @mcreation5602
    @mcreation56029 ай бұрын

    Sir ତାଙ୍କୁ ଆଉ ୫୦ ହଜାର ଦିଅନ୍ତୁ ନାହିଁ କାରଣ ଏଇ ୫୦ହଜାର ଟଙ୍କା ରେ ପୁଣି ମଦ ପିଇ ଦେବ। ପୁଣୀ ଆଶାର ଆଲୋକ ଆସିବେ 😅

  • @anandadanayak627
    @anandadanayak6279 ай бұрын

    Very thanks, may God bless you such social programme,

  • @chinmayeebloggerbbsr1718
    @chinmayeebloggerbbsr17189 ай бұрын

    Jhia ti au jhia ra family bahut bhala

  • @user-vu5tt1pu8y
    @user-vu5tt1pu8y8 ай бұрын

    This is what happens when you ran away from home without any education and employment Good lesson the people thinking to do this kind of mistake You reap what you sow Good lesson

  • @rameshkumarbiswal9117
    @rameshkumarbiswal91179 ай бұрын

    God bless u gauri....bhagavan bahut khusi re rakhantu ...bhagaban pua taku bhala pila karidiantu

  • @Aiofact271
    @Aiofact2719 ай бұрын

    Toka ku should be punished

  • @markashsoy2247
    @markashsoy22478 ай бұрын

    Heart touching ❤💝👌

  • @runuta6850
    @runuta68509 ай бұрын

    Didi Ra Bahi Ku bahuti bahuti thanks you 🙏🙏🙏🙏

  • @sudhirkumaracharya1006
    @sudhirkumaracharya10069 ай бұрын

    ବସନ୍ତକୁ ଆଗ ଜେଲରେ ପୁରା ଗୋଟିଏ ନାବାଳିକା ଝିଅକୁ ନେଇ ଯାଇଥିଲା,ବର୍ତମାନ ସମୟରେ ବସନ୍ତ ପରି ଅଯୋଗ୍ୟ ଲୋକ ହାତରେ ଝିଅକୁ ଟେକିଦେବା ଉଚିତ ନୁହେଁ

  • @TrilochanBehera-rc8pp
    @TrilochanBehera-rc8pp9 ай бұрын

    Jay Jagannath 🙏🙏🙏🙏🙏🙏🙏🙏🙏🙏

  • @thechandanentertainment1956
    @thechandanentertainment19569 ай бұрын

    Jhia bahut Mature 💕

  • @gadadharbehera2520
    @gadadharbehera25209 ай бұрын

    ଏହି ପରି ଝିଅ କେଉଁ ଜନ୍ମରେ ପୂନ୍ୟ କରି ଥିଲେ ଭାଗ୍ୟରେ ମିଳେ

  • @anirudha9353
    @anirudha93539 ай бұрын

    Sei. Salaku maddarkar.....😮😮😮

  • @dambarudharmajhi6385
    @dambarudharmajhi63859 ай бұрын

    ସଡା କୁ ଗାଲ ରେ ସେକିବା କଥା 😡😡😡😡

  • @antaryaminaik9364
    @antaryaminaik93649 ай бұрын

    ଏ ଶଳା ଟି ହାରାମି

  • @ranjitavlogeating9785
    @ranjitavlogeating97859 ай бұрын

    Ye lokotaku bahut mado darkar

  • @deepaksabat3758
    @deepaksabat37584 ай бұрын

    Ai episode dekhi satare akhire luha asigala.bhagawan tuma dui jananku bhala re rakhantu

  • @sudhirkumaracharya1006
    @sudhirkumaracharya10069 ай бұрын

    Agyan, bicharak mananku mora anurodha turanta e lokaku dawary case dei diantu, e loka manasika starare dauri lobhi, ଏପରି ଅପଦାର୍ଥ ଲୋକକୁ କେମିତି ପ୍ରେମ କରୁଥିଲ ଝିଅ?

  • @user-xf5hc1di6b
    @user-xf5hc1di6b9 ай бұрын

    A jhia ku dhanyabad 🙏 Jagannath yanku au yanka jhianku bhalare rakhantu🙏🙏🌹

  • @dillipbar8240
    @dillipbar82408 ай бұрын

    ❤❤ଭଲ ଝିଅଟିଏ

  • @samaranandofficials
    @samaranandofficials9 ай бұрын

    Best episode 👌👌👌👌👌

  • @sobhakarbiswal5964
    @sobhakarbiswal59649 ай бұрын

    God bless u sister ur heart is greatest ❤❤

  • @Rajeshlifestyle726
    @Rajeshlifestyle7269 ай бұрын

    ମୁଁ ଯଦି ଆଶା ର ଆଲୋକ ରେ ଜଜ ହେଇଥାନ୍ତି ୟକୁ ରାବଣ ପୁଡ଼ିରେ ପୁଡ଼ି ଦେଇଥାନ୍ତି 😄😄

  • @Reemy2311

    @Reemy2311

    9 ай бұрын

    😂😂😂😂😂

  • @HappyNayak-dx5qm
    @HappyNayak-dx5qm9 ай бұрын

    Sabutharu jhiara bhaiku dhanyvad emiti Bhai jagate nihi

  • @kunmunmallick-oi4jx
    @kunmunmallick-oi4jx9 ай бұрын

    Jay jaganatha

  • @LIFESTYLE34768
    @LIFESTYLE347689 ай бұрын

    ଏ ପିଲା ମୋଦ ପିଇ କି ଷ୍ଟେଜ୍ ରେ କହୁଚି ଠିକ୍ ରେ କଥା କହିପାରୁନି ଖାଲି ମାଡ ଦରକାର

  • @rajendramuduli336
    @rajendramuduli3369 ай бұрын

    Danayabad Bhai o bhouniku au ❤ashar alok ra membarnu Danayabad

  • @abtechnical5639
    @abtechnical56397 ай бұрын

    ଓଃ, ଏ ଝିଅ ବିଚାରୀ କେତେ କଷ୍ଟ ସହିଛି। କଣ କଲୁ ଲୋ ମାଆ। ତୁ କାହିଁକି ଏ ଚଣ୍ଡାଳ ସହ ପଲାଇଲୁ।

  • @kunmunmallick-oi4jx
    @kunmunmallick-oi4jx9 ай бұрын

    Maha prabhu jagatara natha jaganatha tuma manaku bhala re rakhantu

  • @sunilranjanbhol1805
    @sunilranjanbhol18058 ай бұрын

    ଏ ଭଳି ଝିଅ କୁ ଖାଲି ବିଛୁଆତି ମାଡ଼ ଦରକାର୍।

  • @kapileswarmahanta9735
    @kapileswarmahanta97359 ай бұрын

    Jay Jagannath

  • @amarkumarpal5340
    @amarkumarpal53409 ай бұрын

    ଏମିତି ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ

  • @tofannayak8144
    @tofannayak81449 ай бұрын

    କେଡେ ଅଲଜ୍ୟା ଟା କେମିତି ବଧିର ଜୀବନ ନେଇକି ବଞ୍ଚି ଛି ମାଗିଆ ଟା

  • @SatrughanNayak-qf1rt
    @SatrughanNayak-qf1rt9 ай бұрын

    ଶଳା ପିଲା ସାଙ୍ଗରେ ହାଇଦ୍ରାବାଦ ପଳା

  • @geetagyanodiamotivational
    @geetagyanodiamotivational9 ай бұрын

    God bless you

  • @The_fact98
    @The_fact989 ай бұрын

    That's why education is important😢

  • @sanjayabehera4655
    @sanjayabehera46559 ай бұрын

    Ebhalia pua samaja ra purusha jaati pain kalank alajuka lajanahin

  • @deeptimayee5775
    @deeptimayee57756 ай бұрын

    Bahut bhala re ruha jai shree krishna 🙏

  • @sudhirpanigrahi
    @sudhirpanigrahi8 ай бұрын

    Thanks Aasara Aloka. God bless 🙏. Many thanks to you (Entire team members)

  • @narayangouda1697
    @narayangouda16979 ай бұрын

    ଏସଳୁ ବସନ୍ତକୁ ମାଡ଼ ଦରକାର

  • @user-ug5jz6tk6r
    @user-ug5jz6tk6r8 ай бұрын

    ଶଳା କୁ ମାଡ଼ ଅଭାବ ହଉଚି ଗାଲୁଆ ଶଳା

  • @Aiofact271
    @Aiofact2719 ай бұрын

    Ases ases dhanyavaad otv ku❤❤❤❤

  • @Santoshsahu-hv3ro
    @Santoshsahu-hv3ro9 ай бұрын

    ଏmg କୁ ଗୁଡାଏ ମାଡ ଦରକାର...,police station ରେ ପୁରାଅ ...କୁ

  • @jaydevbhatra245
    @jaydevbhatra2459 ай бұрын

    ଏବେ ଶଳା ପିଲାଟି ଚୁପ୍ ଅଛି ବୋଲି ଦେଇଛି କ‌ହୁଛ

  • @kushisony1268
    @kushisony12689 ай бұрын

    salute this brother and sister bonding.

  • @nilakanthamali4251
    @nilakanthamali42519 ай бұрын

    ପୁଅ,ର,ବଳୁ, ଅଛି, ସାର୍,ସମା, ଧାନ, କର❤

  • @kamalakanta2978
    @kamalakanta29789 ай бұрын

    toka ku bahut checha darkar

  • @sanjaynayak1462
    @sanjaynayak14629 ай бұрын

    ସେ ଶଳା କୁ ପ୍ରଥମେ ହାଜତ ରେ ପୁରାନ୍ତୁ ଅଭଦ୍ର କୁ କୁକୁର ବାଇକି ଚଳାଇବ

  • @chandrasekharbhoi935
    @chandrasekharbhoi9359 ай бұрын

    Magiha.sala.manisa.na.kukura.be.lajya😂😂😂😂😂😂😂😂😂😂😂😂😂😂😂😂😂😂😂

Келесі