Jagatsinghpur MLA Amarendra Das । ଆକ୍ସନ ମୋଡ଼ରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । Odisha News

ଆକ୍ସନ ମୋଡ଼ ରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ। ଜଗତସିଂହପୁର ଜିଲ୍ଲା ସଦର ଥାନାରେ ସାଧାରଣ ଲୋକଙ୍କୁ ମିଳୁନି ନ୍ୟାୟ ।ଥାନାକୁ ଅଭିଯୋଗ କରିବାକୁ ଗଲେ ଥାନା ବାବୁ କରୁଛନ୍ତି ଦୁଵ୍ୟଵହାର ।ଶୁଣିବାକୁ ମିଳୁଛି ଗାଳି ।ଥାନାକୁ ଅଭିଯୋଗ ପାଇଁ ଗଲେ ବିଭିନ୍ନ ଆଳରେ ଭୟଭୀତ କରୁଛି ପୋଲିସ ।ଏପରିକି ଜଗତସିଂହପୁର ଥାନାରେ ଅଭିଯୋଗକାରୀଙ୍କୁ ଦରଖାସ୍ତ ଦେବା ନିମନ୍ତେ ମିଳୁନି କାଗଜ କଲମ l ସାଧାରଣ ଲୋକଙ୍କୁ ପୋଲିସ ଭୟ ଦେଖାଉ ଥିବାରୁ ଥାନାକୁ ଯିବାକୁ ଲୋକେ ଭୟ କରୁଛନ୍ତି ।ପୋଲିସର ଏଭଳି ଦୁବ୍ୟବହାର ଖବର ପାଇ ୪ ପ୍ୟାକେଟ କାଗଜ ୨୦ ଗୋଟି କଲମ ଧରି ଥାନାରେ ପହଞ୍ଚିଥିଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ।ବିଧାୟକ ଥାନା ବାରଣ୍ଡାରେ ବସି ପୋଲିସ ଓ ସାଧାରଣ ଜନତାଙ୍କ ସମ୍ପର୍କକୁ ନେଇ ପୋଲିସ ଉପରେ ବର୍ଷିଥିଲେ ।ଥାନାଅଧିକାରୀଙ୍କୁ ଚେତାବନୀ ମଧ୍ୟ ଦେଲେ ।ସରକାର ପୋଲିସକୁ ଜନତାଙ୍କ ବନ୍ଧୁ ବୋଲି ଅଭିହିତ କରୁଥିବା ବେଳେ ଜଗତସିଂହପୁର ଥାନାରେ ପୋଲିସ ଲୋକଙ୍କୁ ଖରାପ ବ୍ୟବହାର କରୁଛି । ସାଧାରଣ ଲୋକଙ୍କୁ ଫ୍ରେଣ୍ଡଲି ବ୍ୟବହାର କର l ଆଉ ଅଭିଯୋଗକାରୀଙ୍କୁ ବସିବା ପାଇଁ ଟିକେ ଜାଗା ଦେଉନ l ଭଗବାନ ମତେ ସେ କ୍ଷମତା ଦେଇଛନ୍ତି ଜାଗା ଦେଖାଅ ମୁଁ ଘର କରିଦେବି ଥାନାରେ ମୋ ଲୋକ ସେଠାରେ ବସି ତାଙ୍କର ଅଭିଯୋଗ ଲେଖି ଆପଣଙ୍କୁ ଦେବେ ।
#odishanews #ZeeOdishaNews #AmarendraDas
...................................................................................................................
About Channel:-
Get the latest Odisha news headlines and breaking news, the latest news on our KZread Channel, and know more about your State. Visit us to get the breaking news from Odisha at your fingertips.
...........................................................................
Follow us on:-
Web: zeenews.india.com/hindi/zeeod...
Facebook: / zeeodisha
Twitter: / zeeodisha
Instagram: / zeeodishanews
......................................................................................................

Пікірлер: 4

  • @madhabdash985
    @madhabdash98522 күн бұрын

    କାମ ହେବ ଏମିତି କିଛି ଅସୁବିଧା ହେବ ନାହିଁ

  • @SuryamaniNayak-wq1ke
    @SuryamaniNayak-wq1ke18 күн бұрын

  • @rudraprataproutray3587
    @rudraprataproutray358722 күн бұрын

    Titu bhai zindabad

  • @JogeshChandraAcharya
    @JogeshChandraAcharya22 күн бұрын

    Avalipolicenku.turanta.malakanagiriku.tranasfarkarajau.

Келесі