Will Mohan Government Order Probe Regarding IT Scam In Odisha ? | Nirbhay Gumara Katha

Will Mohan Government Order Probe Regarding IT Scam In Odisha ?
| Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZread Channel.
Odisha's Fastest Growing Political KZread Channel.
Odisha's Fast Ever Only Political KZread Channel.
Odisha's Most Popular Political KZread Channel.
For Latest Odisha Political News Follow us:
KZread: kzread.info/dron/_Sk.html...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 365

  • @bimalkantatripathy2776
    @bimalkantatripathy277625 күн бұрын

    ଲୁଟେରା ଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।

  • @dwarikanathkar2461
    @dwarikanathkar246125 күн бұрын

    ଆପଣକଂ ଭଳି ୧୦ ଜଣ ସାମ୍ବାଦିକ ବାହାରିଲେ ଓଡ଼ିଶା ୨ବର୍ଷ ରେ ବଦଳିଯିବ ଧନ୍ୟବାଦ୍ sir

  • @bulusethy9220
    @bulusethy922025 күн бұрын

    ଯେଉ ମୂଖ୍ୟମନ୍ତ୍ରୀ 26 ବର୍ଷ ଶାସନ କାଳରେ ସ୍ଵଷ୍ଟ ଓଡ଼ିଆ ଗୋଟିଏ ପଦ କହିପାରିଲେ ନାହିଁ ସିଏ ପୁଣି ଓଡ଼ିଆ ରେ ଚିଠି ଲେଖୁଛନ୍ତି । ଲାଜ ଲାଗୁନି ଟିକିଏ ବି ସେହି ନବୀନ ପଟ୍ଟନାୟକ ଆଉ V K P ଗ୍ରୁପ୍ କୁ।

  • @susantasahoo9544
    @susantasahoo954425 күн бұрын

    ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଭାରତର ତଥା ବାହାର ଦେଶର କମ୍ପାନୀ ଗୁଡ଼ିକ ଓଡ଼ିଶାରୁ ଯାହା ଲୁତାଯାଇ ପାରେ ଲୁଟି ଚାଲିଥିଲେ । ତଥାପି ନବୀନ ପଟ୍ଟନାୟକଙ୍କୁ କିଛି ବୋକା ତାଙ୍କୁ ନିର୍ମଳ ଭାବ ମୂର୍ତ୍ତିର ପ୍ରତୀକ ରୂପେ ମାନୁଛନ୍ତି ।

  • @rajanikantachoudhury2343
    @rajanikantachoudhury234325 күн бұрын

    ସାର ନମସ୍କାର ସମୟ ଉପଯୋଗୀ ସମ୍ବାଦ ପାଇଁ ବହୁତ ବହୁତ ଶୁଭେଚ୍ଛା. ମୋହନ ସରକାର ଙ୍କୁ ଠିକ ରାସ୍ତାରେ ଚାଲିବାପାଇଁ ଆପଣ ଙ୍କ ସାହାଯ୍ୟ କାମନା କରିବି.

  • @maheswarparihari5189
    @maheswarparihari518925 күн бұрын

    ଭିର ବିକ୍ରମ ଯାଦବ ଏବଂ କାତ୍ରିକ ପାଣ୍ଡିଆନ ମିଳିତ ଭାବରେ ଚକ୍ରଭୂୟ ରଚନା କରିଚନ୍ତି ବଡ ଠାକୁରଙ୍କୁ ତଳେ ପକାଇବ ପାଇଁ, ଜାଦ୍ୱରା ମୋହନ ସରକାର ବଦନାମ ହେବ,ଏହାର ଉଚ୍ଚସ୍ତରୀୟ ତଦନ୍ତ ଦରକାର ଏବଂ ବିକ୍ରମ ଯାଦବଙ୍କୁ ଦର୍ଶନୀୟ ଦଣ୍ଡ ଦରକାର

  • @Manoranjansahoo34680
    @Manoranjansahoo3468025 күн бұрын

    ସାର ନମସ୍କାର, ବିରବିକ୍ରମ ଯାଦବଙ୍କୁ ବଦଳିକଲେ ଚଳିବନି, ସେଥିପାଇଁ ଏକ କମିଶନ ଗଠନ କରି ଏହାର ତଦନ୍ତ କଲେ ସବୁକଥା ପଦାକୁ ଆସିପାରିବ, ନହେଲେ ଖାଲି ବଦଳିରେ ଚଳିବ ନାହିଁ, ଧନ୍ୟବାଦ ଜୟ ଜଗନ୍ନାଥ 🙏🌺🚩🙏🌺🚩🙏🌺🚩

  • @PurnachandraBehera-if5tu
    @PurnachandraBehera-if5tu25 күн бұрын

    ମୁଁ ଜାଣିଛି ମୋହନ ସରକାର ଓଡ଼ିଶା ବାସୀ ଙ୍କ ଭାବନା କୁ କାର୍ଯ୍ୟ କାରି କରିବେ।

  • @abhiramsahoo5642
    @abhiramsahoo564225 күн бұрын

    ଅତି ରହସ୍ଯପୂର୍ଣ୍ଣ ଅଜଣା ତଥ୍ଯ ଆପଣ ଉପସ୍ଥାପନ କରିଛନ୍ତି ! ଏହି ଖବରଗୁଡିକ ସରକାରଙ୍କ କାନରେ ପଡୁ ! କ୍ରମେ ପରିବର୍ତ୍ତନ ଆଡକୁ ସରକାର ଅଣ୍ଟା ଭିଡୁଛନ୍ତି ! ସ୍ବୟଂ ଜଗନ୍ନାଥ ଏ ସରକାରଙ୍କୁ ଆଶୀର୍ବାଦ କରନ୍ତୁ !

  • @chittaranjandebta6114
    @chittaranjandebta611425 күн бұрын

    ଏସବୁ ଶୁଣି ଉକ୍ତ ଚୁତିଆ ଅଫିସର ମାନେ କେମିତି ହଜମ କରୁଛନ୍ତି ଲଜ୍ଜା ଲାଗିବା କଥା ଆତ୍ମହତ୍ୟା କରି ଦେବା ଉଚିତ ।

  • @swarajkumarbej3768
    @swarajkumarbej376825 күн бұрын

    ବହୁତ କୌଶଳତାର ସହିତ ମୋହନ ସରକାର ଧିରେ ଧିରେ ଆକ୍ରମଣାତ୍ମକ ହେଉଛନ୍ତି।ଏଣୁ ଆମ ସମସ୍ତେ ତାଙ୍କ କାର୍ଯ୍ୟଧାରାକୁ ଧୈର୍ଯ୍ୟର ସହିତ ସମର୍ଥନ ସହିତ ଅପେକ୍ଷା କରିବାକୁ ପଡିବ। କାରଣ ଅପେକ୍ଷାର ଫଳ ମିଠା ହିଁ ହୋଇଥାଏ।

  • @PurnachandraBehera-if5tu
    @PurnachandraBehera-if5tu25 күн бұрын

    ଧନ୍ୟବାଦ ନବୀନବାବୁ। ଆପଣ ଆମକୁ ବହୁତ ତଥ୍ୟ ଜଣାଉଛନ୍ତି।

  • @prasantakumarswain3419
    @prasantakumarswain341925 күн бұрын

    ବିଜେପି ସରକାର ଆପଣଙ୍କୁ ଅନୁସରଣ କରି ନିର୍ଭୟ ଗୁମର କଥା ସବୁଦିନେ ଶୁଣନ୍ତୁ, ଏତିକି ମୋର ଅନୁରୋଧ ।

  • @nikeshmahapatra8167

    @nikeshmahapatra8167

    25 күн бұрын

    Bhai ae nabin das mahasya bjp ra supporter...

  • @arucharanpradhan5502
    @arucharanpradhan550225 күн бұрын

    ଏମାନେ ଚୋର ନୁହନ୍ତି, ମାତ୍ର ଗୋଟିଏ ଗୋଟିଏ ଖଣ୍ଟ। ଖାଲି ବାହାର କରି ଦେଲେ ଲାଭ ନାହିଁ। ସେମାନଙ୍କ ଲୁଟ୍ ଧନକୁ ରାଜକୋଷରେ ମିସାଇବା ଠିକ୍ କଥା ହେବ।

  • @durgaprasadsamantaray7084
    @durgaprasadsamantaray708425 күн бұрын

    ବିଖ୍ୟାତ ବିଖ୍ୟାତ ଲୁଟେରା ଗ୍ୟାଙ୍ଗ ମାନଙ୍କରର ଚରାଭୂମି ପାଲଟି ଯାଇଥିଲା ଓଡିଶା।

  • @jayalaxmi5517
    @jayalaxmi551725 күн бұрын

    ବାଃ 5T ର କି ସୁନ୍ଦର ବ୍ୟବସ୍ଥା 🙃 ଶୁଣିକି ମୁଣ୍ଡ ବୁଲେଇଲାଣି , ମୋହନ ସରକାର ଏ ସବୁ ବିଷୟରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ଆଉ ଅନୁରୋଧ 🙏

  • @kushadhwajanahak186
    @kushadhwajanahak18625 күн бұрын

    ସାର୍ ନମସ୍କାର, ଧିର ପାଣି ପଥର କାଟେ ପରି ମୋହନ ସରକାର ମଧ୍ୟ ଧୀରେ ଧୀରେ ପୂର୍ବ ସରକାର ଙ୍କର ସମସ୍ତ ଦୁର୍ନୀତି ର ପେଡି ଖୋଲିବେ ,

  • @prasanjeetdas8856
    @prasanjeetdas885625 күн бұрын

    Naveen Patnaik ବାବୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଆରେ ଶ୍ରୀମନ୍ଦିରର ସିରି ନଷ୍ଟ କରିଥିବା ଲୋକ, high court ର ନିର୍ଦେଶକୁ ଅବମାନନା କରି ସରକାରରେ ଥିବା ଯାଏଁ ରତ୍ନ ଭଣ୍ଡାର ନଖୋଲିଥିବା ଲୋକ, ଶ୍ରୀମନ୍ଦିରରେ ବାରମ୍ବାର ନୀତି ବିଭ୍ରାଟ ଘଟୁଥିବା ସତ୍ତ୍ୱେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ ନଥିବା ଲୋକ, ମହାପ୍ରଭୁଙ୍କ ଛାଟ ପଡ଼ିବା ଫଳରେ ନିର୍ବାଚନରେ ଶୋଚନୀୟ ପରାଜୟ ଲାଭ କରିବା ପରେ ଦୀର୍ଘ ୨୪ ବର୍ଷର ଶାସନ କାଳରେ କେବେ ଭଲକି ଓଡ଼ିଆ ପଦେ କହିପାରୁନଥିବା ଆପଣଙ୍କ ପରି ଜଣେ ଖୁବ୍ ଭଲ ଅଭିନେତା ଯେ ଆଜି ଓଡ଼ିଶାର ଜନ ସାଧାରଣଙ୍କ ତଥା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ଓଡ଼ିଆ ଅସ୍ମିତା ରକ୍ଷା କରିବାକୁ ଲୋକ ମାନଙ୍କ ଦ୍ଵାରା ଯୋଗ୍ୟ ବିବେଚିତ ମାନ୍ୟବର CMO Odisha ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କୁ ମାତୃଭାଷା ଓଡ଼ିଆ ରେ ପତ୍ର ଲେଖିବା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଛଳନା ପୂର୍ଣ୍ଣ। ମହାପ୍ରଭୁଙ୍କୁ ନେଇ ଆପଣ ଅତୀତରେ ଖୁବ୍ ଘୃଣ୍ୟ ରାଜନୀତି କରିବା ଫଳରେ ଓଡ଼ିଶାର ଜନ ସାଧାରଣ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମହାପ୍ରଭୁଙ୍କ ଛାଟ ପଡ଼ିବା ପରେ ମଧ୍ୟ ଯଦି ଆପଣଙ୍କ ବୁଦ୍ଧି ଉଦ୍ରେକ ହେଉ ନାହିଁ ତେବେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ।

  • @bijayasahoo6259
    @bijayasahoo625925 күн бұрын

    ଦୁର୍ନୀତି ଗ୍ରସ୍ତ ଙ୍କ ଉପରେ ଦୃଢ଼ କାରଯ୍ୟାନୁଷ୍ଠାନ ହେବା ପରେ ଆଗକୁ କେହି ଏପରି କାମ କରିବାକୁ ସାହସ କରିବେ ନାହିଁ,

  • @GourishankarDash-xp8st
    @GourishankarDash-xp8st25 күн бұрын

    ସ୍ୱାଗତ ଯୋଗ୍ୟ ପଦକ୍ଷପ ନେଉଛନ୍ତି ମୋହନ ସରକାର ! ଆମ୍ଭମାନଙ୍କୁ ଅପେକ୍ଷା କରିବାକୁ ହେବ । ସମ୍ବାଦ ଓ ସାମ୍ବାଦିକତା ସରକାରଙ୍କୁ ଗଠନମୁଳକ ସହୋଜୋଗ କରିଥିବାରୁ ଆପଣଙ୍କୁ... ଅଭିନନ୍ଦନ ଓ ଧନ୍ୟବାଦ ।

  • @saratsahoo268
    @saratsahoo26825 күн бұрын

    ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ ଏବଂ ଜଣେ ଅଧା ଓଡ଼ିଆଙ୍କୁ ଆୟୁଧ କରି ଅଣ ଓଡ଼ିଆ ଅଧିକାରୀ ମାନେ ଓଡ଼ିଶାକୁ ଲୁଟ୍ କରିଛନ୍ତି।

  • @jeetendrakumarmohanty2963
    @jeetendrakumarmohanty296325 күн бұрын

    ପୂର୍ବ ସରକାରଙ୍କ ର ଦୃନୀତିଗ୍ରସ୍ତ ଅଫିସର ହୁଅନ୍ତୁ ବା ମନ୍ତ୍ରୀ,ମୋହନ ସରକାରଙ୍କୁ ଅନୁରୋଧ, ସିବିଆଇ ଦ୍ବାରା ତଦନ୍ତ କରି, ସମସ୍ତିକୁ ଜେଲ୍ ଦୁଆର ଦେଖେଇ ଦେବା ଉଚିତ୍ ହେବ, କିନ୍ତୁ ସେଥିପାଇଁ ନୂଆ ଜେଲ୍ ର ଆବଶ୍ୟକତା ରହିଛି,କାରଣ ଝାରପଡ଼ା ଜେଲ୍ ରେ କୋଠରୀ ର ଅଭାବ ରହିଛି,ଏମାନେ ସାଧାରଣ ଚୋର ଓ ଡ଼କାୟତଙ୍କ ଠାରୁ କିଛି କମ୍ ନୁହଁନ୍ତି।

  • @chhabindramansingh73
    @chhabindramansingh7325 күн бұрын

    ଗୋଟେ ଅଣ ଓଡ଼ିଆ କୁ କିପରି bjd ଜଗନ୍ନାଥ ଙ୍କ ମନ୍ଦିର ପ୍ରଶାସକ ରୂପେ ରଖିଥିଲା, ତାକୁତ ଜଗନ୍ନାଥ ସଂସ୍କୃତି ଟିକେ ଜଣା ନାଇଁ, ଆକୁ bjp ଆସିବାମାତ୍ରେ ବାହାର କରିବାକଥା, ସେକଣ ଦୁର୍ନୀତି କରିଚି bjp ଦେଖୁ

  • @anadicharansamal7033
    @anadicharansamal703325 күн бұрын

    ଧନ୍ୟବାଦ ସାର୍ ଭଲ ଉପଦେଶକୁ କେବଳ ଭଲ ଲୋକମାନେ ଗ୍ରହଣ କରନ୍ତି। ନିର୍ବୋଧ ମାନେ ତ ଭୁଲ୍ ବୁଝିବେ।

  • @successfullife6722
    @successfullife672225 күн бұрын

    ଆପଣଙ୍କ ଉପସ୍ଥାପନା ଦେଖି କ୍ରାନ୍ତିକାରୀ ହେବାକୁ ଇଛା ହେଉଛି l

  • @NirmalKumar-pc4xn
    @NirmalKumar-pc4xn25 күн бұрын

    ସାର୍ ଆପଣଙ୍କ କଥାଟା CM ଶୁଣିଲେ

  • @biranchisrichandan8411
    @biranchisrichandan841125 күн бұрын

    ନବୀନ ବାବୁ, ଆମ ଓଡିଶା ଶାସନର ଯେଉଁ ତର୍ଜମା କରୁଛନ୍ତି ତାହା ଆମ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ଓଡ଼ିଶାବାସୀଙ୍କ ପାଖରେ ଓଡିଶାସନର ଭିତିରି କଥା ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ନିର୍ବାହ କରୀଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍ ଓ ଶୁଭକାମନା।ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣଙ୍କୁ ଦୀର୍ଘାୟୁ କରି ରଖି ଥାନ୍ତୁ।ଜୟ ଜଗନ୍ନାଥ।

  • @gitanjalidas1460
    @gitanjalidas146025 күн бұрын

    ନିଶ୍ଚିତ ଭବରେ B bikram bhali pakhandi କୁ jail ପଠାଇବା ଦରକାର... ଆଉ ଓଡ଼ିଶା ରେ ଯୋଗୀ Sir ଙ୍କ ଭଳି Action ସବୁ ଚୋର ଙ୍କ ଉପରେ ନେବା ଦର୍କାର..

  • @manaupabana499
    @manaupabana49925 күн бұрын

    ସାର୍ ପ୍ରଣାମ । ଘଇତା ଅଯୋଗୟ ପଣେ , ମାଇପ ଶୋଇଲା ସାଆନ୍ତରା ବଣେ ।ରାଜ୍ଯ ମୁଖିଆଙ୍କ ଅପାରଗତା ପାଇଁ ଲୁଟେରାଙ୍କ ପାଇଁ ଲୁଟିବା ପାଇଁ ଓଡିଶା ଚାରଣ ଭୂମି ହୋଇଗଲେ ।

  • @ramachandrapanipani7424
    @ramachandrapanipani742425 күн бұрын

    ଓଡ଼ିଶାରେ ଅଣଓଡ଼ିଆ ରାଜ୍ କାହିଁକି ?

  • @sukumarrana9091
    @sukumarrana909125 күн бұрын

    Your analysis is absolutely correct. Legal action must be taken against the arrant persons immediately. No excuse.

  • @biswanathpadhy8371
    @biswanathpadhy837125 күн бұрын

    ନବୀନ ବାବୁଂକ ନିର୍ଦ୍ଦେଶ ରେ ଯେଉଁ 500 କୋଟି ଖର୍ଚ୍ଚ ରେ ପାଣ୍ଡିଆନ ହେଲିକପ୍ଟର ରେ ବୁଲି ନିଜର ଓ ବିଜେଡି ପାଇଁ ଇମେଜ୍ ତିଆରି କଲେ ବିଜେଡି ପାର୍ଟି ଠାରୁ ବା ନବୀନ ବାବୁ ଠାରୁ ସେହି ଟଙ୍କା recovery କରାଯିବା ଉଚିତ।

  • @saratchandramallick7830
    @saratchandramallick783025 күн бұрын

    ପ୍ରଭୁ ବଳଦେବ ଙ୍କର ଏହି ଘଟଣା ପାଇଁ enquiry commission ବସାଇ ମାଷ୍ଟର ମାଇଣ୍ଡ କୁ ଧରିବା ଦରକାର। ଯାଦବ କୁ ପିଟିଲେ ମାନିବ।

  • @ramachandrapanipani7424
    @ramachandrapanipani742425 күн бұрын

    ଆପଣଙ୍କ କଥା ମୁଖ୍ୟମନ୍ତ୍ରୀ ଶୁଣିଛନ୍ତି ଜାଣି ଭଲ ଲାଗିଲା ।

  • @santoshkumarmahapatra1573
    @santoshkumarmahapatra157325 күн бұрын

    ଧନ୍ୟବାଦ ଆଜ୍ଞା ଅତି ଉଚ୍ଚ କୋଟିର ଉପସ୍ଥାପନ ।

  • @santoshjena7578
    @santoshjena757825 күн бұрын

    ମୋର ମତ ନୂଆ ସରକାରଙ୍କୁ ଆପଣଙ୍କ ଭଳି ମିଡ଼ିଆ ଉପଦେଷ୍ଟା ଦରକାର

  • @DR.B.NAYAK1980
    @DR.B.NAYAK198025 күн бұрын

    🙏 sir. ଆପଣଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଉଛି l

  • @mituprdhan2020
    @mituprdhan202025 күн бұрын

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹

  • @santoshkumarsahu6586

    @santoshkumarsahu6586

    24 күн бұрын

    ❤️🙏🙏❤️ Jay Sri Jagannath Swamye Nayana Patha Gami Bhabatume ❤️🙏❤️🌺🌺🌺🌺🌺❤️🙏🙏❤️

  • @gangadharpradhan520
    @gangadharpradhan52025 күн бұрын

    Thanks you sir . Dhanyavad.

  • @BibhutiBhusan-nh2tw
    @BibhutiBhusan-nh2tw25 күн бұрын

    ଜୟ ଜଗନ୍ନାଥ। ନବୀନ ବାବୁ ବଳଭଦ୍ର ଜିଉ ଙ୍କ ର ରଥରୁ ଚାରମାଳ ରୁ ପଡ଼ି ଯିବା ଉପରେ ମୁଖ୍ୟମନ୍ତ୍ରୀ ଙ୍କୁ ଲେଖି ଥିବା ଚିଠି ରେ ଅତ୍ୟନ୍ତ ମର୍ମାହତ ହେଇ ଥିବା ଉଲ୍ଲେଖ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଏ ସବୁ ତାଙ୍କ ଅମଳରେ ହୋଇଥିବା ପାପ ର ଫଳ। ପରିକ୍ରମା ପ୍ରକଳ୍ପ ପାଇଁ ଗାଁ ଗାଁ ବୁଲି ଯେଉଁ ଚାଉଳ ଜଗନ୍ନାଥଙ୍କ ନାଁରେ ମାଗିଥିଲେ ଓ ଭୋଗ ଲଗାଇଲେ ସେଇଥି ପାଇଁ ଏ ସବୁ ଅଘଟଣ ଘଟିଲା। ତେଣୁ ସମସ୍ତେ ମିଶି ଭଗବାନଙ୍କ ଠାରେ କ୍ଷମା ପ୍ରାର୍ଥନା କରିବା।

  • @jchoudhury274
    @jchoudhury27425 күн бұрын

    24 ବର୍ଷ ନବିନ ବାବୁ ଙ୍କ ଶାସନ ରେ ଓଡ଼ିଶାରୁ ଡାଲି ବାଲି ଚିଟ୍ ଫଣ୍ଡ କୋଇଲା ସବୁ ଲୁଟ୍ ହେଇଛି ଓଡ଼ିଶା କୁ ଖୋଳ କରିଛନ୍ତି ଜୟ ଜଗନ୍ନାଥ

  • @jatindrabarik9271
    @jatindrabarik927125 күн бұрын

    ଓଡ଼ିଶା ଲୁଟେରା ମାନଙ୍କ କର୍ମସ୍ଥଳି। ଏଥିପାଇଁ ନବୀନ ସରକାରଙ୍କର ଦୀର୍ଘ ନିରବଚ୍ଛିନ୍ନ ଚବିଶି ବର୍ଷର ଶାସନର ଦାୟି।

  • @NirakarSamantarai-db2mr
    @NirakarSamantarai-db2mr25 күн бұрын

    ନବୀନ ବାବୁ ବଡ ଠାକୁର ଙ୍କ ବାବଦରେ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ. କିନ୍ତୁ ଏହି ଦୁର୍ନୀତି ରେ ନିଜ଼ର ମତା ମତ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖୁନାହାନ୍ତି କାଁହଁକି?

  • @bhanjodisha9862
    @bhanjodisha986225 күн бұрын

    କାହାକୁ ଛଡ଼ା ନ ଯାଉ ।

  • @ramachandrapanipani7424
    @ramachandrapanipani742425 күн бұрын

    ସବୁ ଗୁମର କରୁଛନ୍ତି ବାହାର ଶୁଣନ୍ତୁ, କାର୍ଯ୍ୟକାରୀ କରନ୍ତୁ ଆଜିର ଏ ନୂତନ ମୋହନ ସରକାର ।

  • @indiradutta5837
    @indiradutta583725 күн бұрын

    ଆପଣ ସାଂଘାତିକ ସତ୍ୟ ଉପସ୍ଥାପନ କରିଛନ୍ତି । ବହୁତ ଆଶୀର୍ବାଦ ଭାଇ

  • @asitgantayat6619
    @asitgantayat661924 күн бұрын

    ସାର୍ ଆଜି ଲାଗୁଛି ଆପଣ ବହୁତ ଖୁସି ଥିବେ। କାଲି ଭିନିଲ୍, ମାଥୀଭାନନ୍ ବଦଳାଯାଇଥିଲା ଆଉ ଆଜି ବୀର ବିକ୍ରମ ବଦଳିଲେ । ଆପଣଙ୍କ କଥା ସତ ହେଉଛି।

  • @bijaykumarparida1936
    @bijaykumarparida193625 күн бұрын

    Thank you our chief minister

  • @prafullaparida8638
    @prafullaparida863825 күн бұрын

    ନବିନ ସାର୍ କୋୖଣସି ଚିଠି ପତ୍ର ର ଉତ୍ତର ଦିଅନ୍ତି ନାହିଁ। ମୋ ହନ ସାର୍ ତାଙ୍କ ଚିଠି ର ଉତ୍ତର ଦେଇ ତାଙ୍କର ମହାନତା ଦେଖାଇ ରେ।

  • @swarajkumarbej3768
    @swarajkumarbej376825 күн бұрын

    ନବୀନ ବାବୁ ମୋହନ ବାବୁଙ୍କୁ ଚିଠି ଲେଖିଲେ ଠିକ୍ ଅଛି କିନ୍ତୁ କାୟର ବିକ୍ରମ ହେଉଛନ୍ତି,ତାଙ୍କ କୋଟୀର ର ବୋଲି ସେ ଭୁଲିଗଲେ କେମିତି?

  • @bulusethy9220
    @bulusethy922025 күн бұрын

    ❤❤❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @raghubirdas7621
    @raghubirdas762125 күн бұрын

    Birbikram Jadab should be suspended n case to be started against his for his corruption n misdeed

  • @subasbehera3614
    @subasbehera361425 күн бұрын

    Namaste namaste Bhai, you are great thanks a lot for your Nirbhay r gumarkatha.please our CM retrenchange and recollect the all scams money

  • @maitri56
    @maitri5625 күн бұрын

    Correct analysis.

  • @gyanabratamohanty4219
    @gyanabratamohanty421924 күн бұрын

    ବହୁତ ବହୁତ ଧନ୍ୟବାଦ | ସ୍ପଷ୍ଟ କହି ଚାଲନ୍ତୁ | ଏ ସରକାର, ପୂର୍ଵ ପରି କାଲା ସରକାର ନୁହନ୍ତି | ଅଳ୍ପ ଆରମ୍ଭ ହୋଇଛି, ବହୁତ ମାଡ଼ ଦେଖିବାକୁ ବାକି ଅଛି 😅😅😅

  • @DNarayanMalikMalik
    @DNarayanMalikMalik24 күн бұрын

    Right 👍 Katha.

  • @padminijikavillagelifestyle
    @padminijikavillagelifestyle25 күн бұрын

    ଉପସ୍ଥାପନା ଶୈଳୀ ବହୁତ୍ ସୁନ୍ଦର୍ sir

  • @rabindrakar1284
    @rabindrakar128425 күн бұрын

    I do agree with You on actions against the corrupted officers and the so called culprits.

  • @rohitapradhan4543
    @rohitapradhan454324 күн бұрын

    Sir very good excellent for your exposed in IT. SCAM

  • @umeshchandraswain8578
    @umeshchandraswain857825 күн бұрын

    ନବୀନ ବାବୁ ଆପଣ ଓଡ଼ିଶା ଛାଡ଼ି ଦିଅନ୍ତୁ କାରଣ ଆପଣ ପାଣ୍ଡିଆନ କଥାରେ ପରିଚାଳିତ ଆପଣ ନା କୁ ମାତ୍ର ମୁଖ୍ୟମନ୍ତ୍ରୀ ଥିଲେ

  • @ramachandrapanipani7424
    @ramachandrapanipani742425 күн бұрын

    ଜୟ ଶ୍ରୀଜଗନ୍ନାଥ !

  • @prabhasray675
    @prabhasray67525 күн бұрын

    Jay Jagannath

  • @rajeshbiswal819
    @rajeshbiswal81925 күн бұрын

    Jay Jagannath Ji ❤

  • @manojkumarsaint7803
    @manojkumarsaint780325 күн бұрын

    Jay Shree Jagannath ❤❤❤

  • @pranatidildilbecharasahoo6719
    @pranatidildilbecharasahoo671925 күн бұрын

    Very good.Many many thanks to Nirbhaya gumara.

  • @bipinbiharidash8159
    @bipinbiharidash815923 күн бұрын

    ଯାହା ବାସ୍ତବରୁପେ ଗଣତାନ୍ତ୍ରୀକ ପଦ୍ଧତିରେ ଆଶା କରାଯାଏ,ଅନୁଭୁତି ନଥିଲେବି ମୋହନ ମାଝୀ ମୂଖ୍ଯମନ୍ତ୍ରୀ ହିସାବରେ ପ୍ରତ୍ଯେକ କାର୍ଯ୍ଯରେ ନିଜର ନିର୍ଭରଯୋଗ୍ଯ କାର୍ଯ୍ଯଶୈଳୀ ଅତି ସୁନ୍ଦର॥

  • @tariniprasadmohanty1136
    @tariniprasadmohanty113625 күн бұрын

    ThanQ Sir for your exposure.

  • @annapurnanayak699
    @annapurnanayak69925 күн бұрын

    Bahut kichhi janibaku pailu, thanks sir

  • @abhimanyupadhihary3577
    @abhimanyupadhihary357725 күн бұрын

    Now Odisha Govt take drastic action against Lutera one after another.

  • @kabitasahoo8385
    @kabitasahoo838525 күн бұрын

    Agree with Sebayat conclusion. 🙏

  • @nachiketapurohit9921
    @nachiketapurohit992125 күн бұрын

    Very nice presentation. SO this entire episode recall real,true "Biradi Baisnaba Story " .SO present Govt. Action Should take serious action if really wants to win the faith of Odisha people. Nachiketa Purohit

  • @basantibalapanigrahi5289
    @basantibalapanigrahi528925 күн бұрын

    Nice presentation Dasbabu I request you, please request to CM to transfer clerks and so of different department .

  • @kabitasahoo8385
    @kabitasahoo838525 күн бұрын

    I am still hurting from the disgraceful event. Prabhu please take care of yourself. Humans are despicable. 🙏🙏🙏🙏

  • @manjupravamishra8000
    @manjupravamishra800025 күн бұрын

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @alokranjanbehera6150
    @alokranjanbehera615025 күн бұрын

    Sir namaskar.aapananka bhali byaktitwa hin odisha ku bipada mukharu udhar kari paribe.aapananku bhagaban sadasarbada ghanta ghodei rakhi tha.aa ntu.aapanankq pain mora jagannatha nka pakhare atiki prarthana.aapana nka bisayare kichhi kahiba ku thik bhabuni,karana odisha basinku sabu jana.thik samaya re sathik jawab dei janichanti. Thank you odisha.god bless you sia.

  • @karabimishra7927
    @karabimishra792725 күн бұрын

    Excellent

  • @bijaykumarsahoo7918
    @bijaykumarsahoo791822 күн бұрын

    Very Nice Presentation

  • @kamalakantadas6050
    @kamalakantadas605025 күн бұрын

    "ନିର୍ଭୟ" କଥା ଯଦି ମୁଖ୍ୟ ମନ୍ତ୍ରୀ ଶୁଣୁ ଥିବେ ତାହାଲେ ଏହା ଏକ ବଡ଼ କଥା ହେବ।ଏହା ରାଜ୍ୟ ପାଇଁ ଶୁଭଙ୍କର ହେଉ ।

  • @laxminarayanbehera2467
    @laxminarayanbehera246725 күн бұрын

    Sadhubada sradhapurn naman.

  • @santoshbiswal6256
    @santoshbiswal625625 күн бұрын

    Mohan sarkar nku request bir bikram jadabnku tutanta action niantu.

  • @user-sw2kv7ob3x
    @user-sw2kv7ob3x25 күн бұрын

    Transfer is not punishment but part of service of career. The corrupt IAs officers of Naveen and Pandian brand should be punished examplarly and dismissed immediately respecting the sentiments of we the voters. Pandian should be jailed without further delay.

  • @madhusudanmohanty4293
    @madhusudanmohanty429325 күн бұрын

    Very good.

  • @user-mr9wp7fm6g
    @user-mr9wp7fm6g25 күн бұрын

    Thank you sir. For your best reports aod collections to guide the new hope govt and your demand for proper action against the Luterajs and ooppertunists

  • @debrajbehera8341
    @debrajbehera834125 күн бұрын

    Thank you 🙏

  • @shaktimishra8621
    @shaktimishra862125 күн бұрын

    You are great

  • @rabindranathbehera5172
    @rabindranathbehera517225 күн бұрын

    Present Govt. Should judge each & every fact & take severe action.

  • @KailashChPanda-bd4jk
    @KailashChPanda-bd4jk25 күн бұрын

    JAY JAGANNATH ,Don't politics should take action

  • @sanjibkar7495
    @sanjibkar749525 күн бұрын

    Right, Pakhandi bureaucrats should be punished .The valueable statement of former chief secretary,Sahadeb Sahu is really appropriate for these useless bureaucrats ,so appeal to CM. Mohan Majhi is right at this time of administrative juncture .All the Corruption activities should be probed by appropriate investigation authority ,but it will be accelerated as possible as soon . Odisha was thrown into profound darkness at Nabin regime by these bureaucrats & we Odisha people are stunned & suffered for a long period . First punishment then we think the development approach in our state . Whatever it may be CM should take his own decision with cool mind, for which history can't be repeated wrongly !😂

  • @dasharathinayak6425
    @dasharathinayak642525 күн бұрын

    Awesome

  • @satyabansarangi7693
    @satyabansarangi769325 күн бұрын

    ବୋଧ ହୁଏ BJP ଦଳ ରେ ଥିବା ନବୀନ ପ୍ରେମୀ ମୋହନ ସରକାରଙ୍କୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାରେ କଣ୍ଟା ସାଜିଛନ୍ତି। ଯଦି ୟେ ଗୋଡ଼ ଟଣ। ଟଣୀ ଚାଲୁ ରହେ ଭୈରବ ସନ୍ୟାସି ଖୁବ୍ ଶୀଘ୍ର ଆତ୍ମ ପ୍ରକାଶ କରି ତାର ଲୁଟ୍ ତରାଜ୍ ଆରମ୍ଭ କରିବ। କେନ୍ଦ୍ର BJP ନେତୃତ୍ୱ ଏଥିପ୍ରତି ସଜାଗ ରହି ନିଜ ଓଡ଼ିଶା ଶାଖା କୁ ଶୃଙ୍ଖଳିତ କଲେ ମଙ୍ଗଳ ହେବ ।

  • @kastucharansahu6656
    @kastucharansahu665625 күн бұрын

    Good analysis

  • @ashiskumarbehera6185
    @ashiskumarbehera618525 күн бұрын

    ଭଲ କଥା ଆପଣଙ୍କ କଥା ମୁଖ୍ୟମନ୍ତ୍ରୀ ଶୁଣିଲେ l ସେପରି neet ବିଷୟରେ ଟିକେ କୁହନ୍ତୁ l

  • @sitarampurohit2993
    @sitarampurohit299325 күн бұрын

    Thanks

  • @krushnamohanprusty2728
    @krushnamohanprusty272825 күн бұрын

    ଦୃଷ୍ଟାନ୍ତମୂଳକ ଦଣ୍ଡ ଅର୍ଥ କେବଳ ଦୁର୍ନୀତି ଗ୍ରସ୍ତ , ବଳତ୍କାରୀ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ବିଧାୟକ ନୁହେଁ, ଦୁର୍ନୀତି ଗ୍ରସ୍ତ ଭାରତୀୟ ପ୍ରଶାସନିକ/ ପୋଲିସ ସେବା ଅଧିକାରୀ ଏବଂ ଓଡ଼ିଶାର ପ୍ରଶାସନିକ/ପୋଲିସ ସେବା ଅଧିକାରୀ ମାନଙ୍କୁ ମଧ୍ୟ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାର ପରମ୍ପରା ଆରମ୍ଭ ‌ହେଲେ ରାଜ୍ୟରୁ ଦୁର୍ନୀତି ନିବାରଣ ସମ୍ଭବ ହେବ । ପ୍ରାଥମିକ ସ୍ତରରେ ପାଣ୍ଡିଆନ୍ ବାବୁଙ୍କୁ ଆଇନ୍ ପରିସର ଭୁକ୍ତ କରାଯାଉ ! 24:25 🎉 କେବଳ ଆରମ୍ଭ ହେବା ଆବଶ୍ୟକ !❤

  • @yudhisthiraswain
    @yudhisthiraswain25 күн бұрын

    ଜୟ ଜଗନ୍ନାଥ 🎉🎉🎉🎉

  • @BHARATSAGAROFFICIAL
    @BHARATSAGAROFFICIAL25 күн бұрын

    Thank you so much sir , lutera nka pool Aahuri kholidiotu

  • @ShyamSamal-pc5tg
    @ShyamSamal-pc5tg25 күн бұрын

    Immediate drastic action needs to be taken against those culprits.

  • @debashishacharya3814
    @debashishacharya381424 күн бұрын

    ସରକାର ଦାୟୀତ୍ବବାନ ଅଫିସରଙ୍କୁ ନିଯୁକ୍ତି କଲେ ଓଡ଼ିଶାର ଉନ୍ନତି ହୋଇ ପାରିବ

  • @sukantmahapatra8043
    @sukantmahapatra804324 күн бұрын

    Sir, ଅବସର ପରେ ଅଫିସର ମାନଙ୍କୁ କାହିଁକି ଥଇଥାନ କରାଯାଇଛି, ଯୁବକଙ୍କୁ ନିଯୁକ୍ତି ଦିଆଯାଉ, retire ପରେ maxium 2 ବର୍ଷ ରଖାଯାଉ, ଏହି 2 ବର୍ଷ ଭିତରେ ସେମାନେ ନୂଆ ଅଫିସର ମାନଙ୍କୁ ଶିକ୍ଷା ଦିଅନ୍ତୁ,ମାନେ 62 ବର୍ଷ।

  • @drashokkumardhal6936
    @drashokkumardhal693625 күн бұрын

    ମହାପ୍ରଭୂ ଜଗନ୍ନାଥ ଓଡ଼ିଶାକୁ ରକ୍ଷା କରିଦେଲେ ଆଉ ଅଧିକ ଦିନ ଭ୍ରଷ୍ଟାଚାରୀ ମାନଙ୍କୁ ଶାସନରୁ ଅନ୍ତର କରି । ଇତିହାସ ଦିନେ ଉତ୍ତରଦାୟୀ କରିବ ବିଗତ କଳଙ୍କିତ ଶାସନକୁ ଏବଂ ପ୍ରଶ୍ନ କରିବ ପ୍ରଚଳିତ ବୁଦ୍ଧିଜୀବୀଙ୍କୁ ।

Келесі