Interesting fact behind Rathayatra | ନାରଦଙ୍କ ପରାମର୍ଶରେ ହୋଇଥିଲା ନିର୍ମାଣ | The Quiver News

#ନାରଦଙ୍କ_ପରାମର୍ଶରେ_ହୋଇଥିଲା_ନିର୍ମାଣ
ଶ୍ରୀମନ୍ଦିରର ପଶ୍ଚିମ ପାଖରେ ରାଜା ଇନ୍ଦ୍ରଦ୍ୟୁମ୍ନ ତିଆରି କରିଥିଲେ ସ୍ୱର୍ଣ୍ଣପୁରୀ। ସେହି ସ୍ୱର୍ଣ୍ଣପୁରୀର ଏକ ବେଦୀ ଉପରେ ତିଆରି ହୋଇଥିଲା ତିନି ରଥ। କାଠି ମାପରେ ତିଆରି ହୋଇଥିବା ରଥ ସ୍ୱର୍ଣ୍ଣାଦି ଅଳଙ୍କାରରେ ନିର୍ମାଣ କରାଯାଇଥିଲା। ରଥର ଚକ ଗୁଡ଼ିକ ଲୁହା ଓ ସୁନାରେ ତିଆରି ହୋଇଥିଲା। ସେଥିରେ ସୁରମ୍ୟ ବସ୍ତ୍ର ସଂଯୋଗ କରି ରଥ ତିଆରି ସମ୍ପୂର୍ଣ୍ଣ କରାଯାଇଥିଲା। ସେହି ରଥରେ ରଥାରୂଢ଼ ହୋଇ ତିନି ଠାକୁର ଯାତ୍ରା କରିଥିଲେ।
#odisha #rathyatra_mistry #history_of_puri_rathyatra #Car_festival #puri_dham
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZread! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Пікірлер

    Келесі