Former CM Naveen Patnaik Arrives In Puri For The Spectacular Rath Yatra | Nandighosha TV
#rathajatra #naveenpatnaik #nandighoshatv
ରଥଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ନବୀନ ପଟ୍ଟନାୟକ ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZread: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
Пікірлер: 987
ଏବେବି ଜନତାଙ୍କ ପ୍ରିୟ ନବୀନ ପଟ୍ଟନାୟକ।ଏହି ଭିଡିଓ ପ୍ରମାଣ କରୁଛି।
@babinanaik2122
9 күн бұрын
@@Hariharpatra109 🙏🙏🙏
@biswojitdash1710
9 күн бұрын
Eta samman Odisha basi dei chanti aage Odisha basinku dhanyabad dia.
@babinanaik2122
9 күн бұрын
@@biswojitdash1710 indeed
@aseelbirdlover-fo7pt
9 күн бұрын
Nabin Pattnaik budha gandia 😂😂😂😂😂
@Akmkjjjhg
9 күн бұрын
@@biswojitdash1710 dabu
ବିରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କ୍ଷମତା ନ ଥାଇ ଯୋଉମାନେ ସମ୍ମାନ ପାଆନ୍ତି ସେମାନେ ପ୍ରକୃତ ଜନନାୟକ 🙏
@durgeshpatra4498
9 күн бұрын
ହଁ ତାଙ୍କ ମନରେ ଟିକିଏ ମାନ ଅଭିମାନ ନାହିଁଭଗବାନ ତାଙ୍କୁଆଶିବାଦ କରନୁ ସେ ସୁସ୍ଥ ଥାଆନୁ ପୁଣି ଜଲଦି ଫେରିକି ଆସନୁ ମୁଖ୍ୟମନ୍ତ୍ରୀ ହେଇକି
@babinanaik2122
9 күн бұрын
Indeed true.
@rajlaxmimohapatra4233
9 күн бұрын
Right 👍
@prasantnayak4878
9 күн бұрын
Right
@uamkantamirdha5264
9 күн бұрын
Q❤
ବହୁତ ଭଲ ଲାଗିଲା ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁ ଦେଖି
@azadmohammed1911
9 күн бұрын
ମୋ ତେ ବି ବହୁତ ଖୁସି ଲାଗିଲା ନବୀନ ସାର୍ କୁ ଦେଖି।
@Funny_odiahub32
9 күн бұрын
Mote bahut khushi lagila nabin sir nku dekhi ..jetiki Khushi lagila setiki dukha b lagila
@pradeepsahoo6484
8 күн бұрын
Our cm our hero
ଧନ୍ୟବାଦ ଧର୍ମେନ୍ଦ୍ର ଭାଇ ଆପଣ ନବୀନ ସାର୍ ଙ୍କୁ ତଳକୁ ଆସି ପାଛୋଟି ନେଇଯାଇଥିବାରୁ ,ଏହା ହେଉଛି ଆପଣଙ୍କର ନବୀନ ସାର୍ ଙ୍କ ପ୍ରତି ମହାନତା ଆଜି ଓଡିଶା ଦେଖିଲା।ଜୟ ଜୟ ଜଗନ୍ନାଥ🙏👏🌷🌹
@Funny_odiahub32
9 күн бұрын
Neet ghotala pain dabichi nabin patnaik nku kharap language lagai budha boli sambodhana kare samastanku criticize Kariba tankra nature
@hkdas4046
9 күн бұрын
किंतु हमे काठ पुतली cm तो मिला। धर्मेंद्र जी सेंटर में बड़े नेता लोगो को समझा सक्तेवथे। हमारा ओडिशा में सुबीर का कोई अभाव नहीं हे। पिरभी हमे बाबाजी का ठुल्लू मिला।किंतु हमे काठ पुतली cm तो मिला। धर्मेंद्र जी सेंटर में बड़े नेता लोगो को समझा सक्तेवथे। हमारा ओडिशा में सुबीर का कोई अभाव नहीं हे। पिरभी हमे बाबाजी का ठुल्लू मिला।
@user-rt7ic2xi5b
8 күн бұрын
Jay Dharmendra Pradhan jindabad
@user-rt7ic2xi5b
8 күн бұрын
Jay Dharmendra
@madhabanandaacharya5855
8 күн бұрын
DharmendraPradhan is a great leader
ଯାହା ବି ହଉ ନବୀନ ପଟ୍ଟନାୟକଙ୍କ ଜାଗା କେହିବି ନେଇ ପାରିବେନି
@umakantsethy5894
9 күн бұрын
Kehi bi neiparibeni sata
@user-rt7ic2xi5b
8 күн бұрын
Andha Dhritarashtra Milibeni
@247newsodisha56
8 күн бұрын
Thik kahila
@dilipmahapatra4941
8 күн бұрын
100% right
@sanjayapradhan7835
8 күн бұрын
True
ନବୀନ ପଟ୍ଟନାୟକ ଓଡ଼ିଆ ଲୋକଙ୍କ ହୃଦୟର ନେତା
@user-th3cl7cp9j
9 күн бұрын
🙏
@babinanaik2122
9 күн бұрын
@@santoshpadhykumar9418 🙏🙏
@babinanaik2122
9 күн бұрын
@@santoshpadhykumar9418 🙏
@bapujibarikofficial696
9 күн бұрын
❤
@SoundOfMusicMobile
9 күн бұрын
❤❤❤❤
ଏମିତି ଲାଗୁଚି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ
@mohantykhoka
9 күн бұрын
1000% Correct.
@sunupradhan5966
9 күн бұрын
Pandu
@kishoresenapati5189
9 күн бұрын
Next cm , Wait
@SukamajhiVlogs
9 күн бұрын
❤❤❤❤
@ManojAgrawal161
9 күн бұрын
Pandu's father
ଶ୍ରୀ ନବୀନ ପଟ୍ଟନାୟକ ସାର୍ ସବୁବେଳେ ଆମ ଗହଣରେ ରହିଛନ୍ତି ରହିବେ ଓ ଆଗକୁ ମଧ୍ୟ ରହିବେ ❤❤
ଆଜି ଯଦି ପୁରୀ ର ଏ ସୁନ୍ଦର କଳେବର ହୋଇଛି ତେବେ ଏସବୁ ଆମ ପ୍ରିୟ ଜନନେତା ନବୀନ ପଟ୍ଟନାୟକଙ୍କ ପାଇଁ
@anandamohakuda4943
9 күн бұрын
Jay Nabin 🙏
ସବୁ କାମ ନବୀନ କରିଛନ୍ତି ଜୟ ଜଗନ୍ନାଥ 🙏🙏🙏🙏
ପ୍ରିୟ ଜନନାୟକ ନବୀନ ସାର୍ ଙ୍କୁ ନିଜେ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ମଞ୍ଚ ଉପରକୁ ସସମ୍ମାନେ ପାଛୋଟି ନେଇଯିବା ଏକ ଆନନ୍ଦ ର ବିଷୟ। ଖୁସି ଲାଗିଲା ନବୀନ ସାର୍ ସର୍ବଦା ଓଡ଼ିଆ ଙ୍କ ହୃଦୟ ରେ ରହିଛନ୍ତି। ଆଉ ବିଜେପି ସରକାରଙ୍କରନବୀନ ସାର୍ ଙ୍କ ପ୍ରତି ସମ୍ମାନ ଏହା ଶୁଭ ଗଣତନ୍ତ୍ର।💐💐💐💐💐
@puspanjalimohanty2623
9 күн бұрын
Apana thik kahichanti.Agyan BJP ra tunga neta mane valase janichanti Mr. Naveen Pattnaik kan Odisha basinka pain. Se semane kebe Naveen sir nku disrespect karibeni. Odisha lokonka bhitare sanskar achhi. Semane tanka priyara former CM nku disrespect kale BJP ku tanka sasana khyamata ru hueta bichyutakari paranti. So BJP kebe bi ete bada vul karibani. Tapare Ama Naveen Babu ete vadra je tanku kehi kharap behave karibaku chahinbeni.
@amarendrapatra1249
8 күн бұрын
Khushi laguchhi aaji pandian sir nko jaga dharmendra sir neigole Jai jagannath.
@prasantakumarsethypapuni8938
8 күн бұрын
@@amarendrapatra1249 😂😂😂
@MishraMehendi
8 күн бұрын
ସମସ୍ତ ଓଡ଼ିଆ ଓଡ଼ିଆ ହିଁ ଯେତେ ଯାଏଁ ବାହାର ଲୋକ ନ ଆସିଛନ୍ତି ମଧ୍ୟ ରେ ।
@Smart_boy_Asit_vlogs
8 күн бұрын
ଧନ୍ୟ ବାଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନବୀନ ପଟ୍ଟନାୟକ ଙ୍କ ପ୍ରତି ଭଲ ପାଇବା ପାଇଁ...
ସେ ଜଣେ ମହାନ୍ ବ୍ୟକ୍ତି 🙏 ସେ ଥିଲେ ଅଛନ୍ତି ଆଉ ସବୁଦିନ ପାଇଁ ରହିବେ ଆମ ମାନଙ୍କ ମନରେ ❤ମହାପ୍ରଭୁ ତାଙ୍କୁ ସବୁବେଳେ ସୁସ୍ଥ ରଖନ୍ତୁ 🙏🙏
No. 1 cm all time ଜୟଜଗନ୍ନାଥ 🙏ଜୟ ନବୀନ ❤
ମହାପ୍ରଭୁ ଙ୍କ ଲୀଳା ଯାହା ହଉ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏତେ ଦିନ ପରେ ଦେଖିବାକୁ ମିଳିଲା ❤
ସତରେ ନବିନପଟନାୟକ ମହାନ ଏବେବି ସେହି୦ାଣି ସେହାତହଲା ଲୋକକୁ ମନମହୁଚି❤❤❤❤❤❤❤
ଦଳମତ ନିର୍ବିଶେଷରେ ନବୀନ ବାବୁଙ୍କ ଏକ ଚମତ୍କାର ବ୍ୟକ୍ତିତ୍ବ ଦେଖାଯାଏ।ତେଣୁ ସମସ୍ତେ ତାଙ୍କ ସାମ୍ନାରେ ତାଂକ ଭଳି ଜଣା ପଡ଼ନ୍ତି ନାହିଁ।
ମୋର ପ୍ରିୟ ମୁଖ୍ୟମନ୍ତ୍ରୀ ନବିନ ବାବୁ
ଜଗା ରେ ମୋ ଜୀବନ ରୁ କିଛି ବୟସ ନେଇ ନବୀନ sir ଙ୍କୁ ଦେଇଦେ ମୋ ଦେଶ ପାଇଁ ତାଙ୍କର ଅବଦାନ ବୋହୁତ କିଛି ରହିଛି
@ranjanjena4331
8 күн бұрын
Heart touch word......
ରାଜନୀତି ର ପଶା ପାଲି ରେ ସିନା ହାରିଗଲେ କିନ୍ତୁ ବ୍ୟକ୍ତିତ୍ୱ ହିସାବରେ ସବୁବେଳେ ଓଡିଶା ବାସୀଙ୍କ ହୃଦୟ ରେ ରହିଥିବେ The great ledar Nabin sir🙏
@anandamohakuda4943
9 күн бұрын
Jay Nabin, Jay jagannath 🙏🙏🙏
ସତରେ କ୍ଷମତାରେ ନଥାଇ ବି ଏମିତି ସାନମାନ.. ପ୍ରକୃତ ବ୍ୟକ୍ତିତ୍ୱ ର ନିଦର୍ଶନ ଶ୍ରୀ ନବୀନ ସାର 🙏
ମହାନ ନବୀନ ପଟ୍ଟନାୟକ
Thank u ❤️ nandighosh TV ସମଗ୍ର ଓଡ଼ିଶା ବାସୀ ନବୀନ ପଟ୍ଟନାୟକ ଙ୍କୁ କେତେ ଭଲ ପାଆନ୍ତି ଏହି ଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି
Dekhilena bhai mane king entry that's the aura of navven Patnaik
Naveen sir jindabad
ଜୟ ନବିନୀ ଜୟ ବିଜେଡି
ଜୟ ଜଗନ୍ନାଥ ❤ଜୟ ନବୀନ ବାବୁ ଦିନେ ଯାଉ ମାନେ ନବୀନ ବାବୁ ଙ୍କୁ ସମାଳଚନ କରୁଥିଲେ। ସେ ଆଜି କ୍ଷମତା ନାହିଁ କିନ୍ତୁ ତାଙ୍କ ଓଡିଶା ପାଇଁ ଯେଉ ଅବଦାନ ଏହି ସମ୍ମାନ ହେଉଛି ଥାଙ୍କ ପାଇ ପ୍ରମାଣ।
ଓଡିଶା ଲୋକଙ୍କ ମନରେ ଏବେବି ନବୀନ sir ଜୟ ଜଗନ୍ନାଥ 🙏🙏
Ame Tama fan Nabeen Pattanayak ❤
Our cm no 1 CM, Jay Naveen
ସତେ ଯେମିତି ନବୀନ ପଟ୍ଟନାୟକ ଏବେ ବି ମୁଖ୍ୟମନ୍ତ୍ରୀ ଅଛନ୍ତି🙏🙏🙏
This visual proves how naveen pattnaiks craze is still upto the mark. Honestly Mr Naveen Pattnaik is something special.. I think after getting defeated his popularity is increased what ever going in politics that does not matter but it's the beautiful sign that Mr. Pattnaik Right now gets more and more respect.... This is what naveen pattnaik is .. Jai Jagannath..
Nabin pattnayak grate Lider
Long live Naveen Patnaik
Navin Pattanaik sir 🙏 amr Priya neta 🎉❤
Odisha.sara.sabu.naveen.naveen.❤❤❤❤❤❤❤❤❤❤
Great person Navven Patnaik ❤️ Love' you sir INDIA No-1 CM Navven Patnaik 🙏
So Great Sir. We never forget You SIr.
Great cm in india ❤
ନବୀନ ପଟ୍ଟନାୟକ ସାର୍
Jay Jagannath Jay Naveen sar ❤❤❤❤🚩🚩🚩🚩🚩🚩🚩🚩🚩💐💐💐💐💐🙏🙏🙏🙏🙏🙏👍👍👍👍
Jay Naveen sir🙏💞
King is always king
Jay Naveen
Dharmendra pradhan bahut bhala neta.mancha ru uthi asi Nabin babunku pachhoti nele.than s Dharmendra Babu
Best cm naveen babu🙏🙏🙏🙏🙏🙏🙏
Thanks nabeen cm .joy jagannath
ଜୟ ଜଗନ୍ନାଥ ସଂସ୍କୃତି ଧନ୍ୟ ସରକାର ଧନ୍ୟ ନବୀନ ଧନ୍ୟ ସନମାନ ଦାତା ଧନ୍ୟ ସନମାନ grahita.ଏଭଳି ଅନ୍ତରଙ୍ଗ ପୃଥିବୀ ରେ ବିରଳ . ଜଗନ୍ନାଥ ଙ୍କ ଦରବାର ରେ ସବୁ କିଛି ସମ୍ଭବ .ଏହାହିଁ ଜଗନ୍ନାଥ ଙ୍କ ସ୍ୱତନ୍ତ୍ରତାକୁ ଜୟ ଜଗନ୍ନାଥ
OUR CM🙏🏻 OUR PRIDE 🙏🏻 Nabin Pattanayak 🙏🏻 Always Jindabad 🙏🏻
Jai Naveen Babu ❤️
Nabin patnayak ❤❤❤
Thanks Shri Dharmendra Pradhan ji for your kind gesture towards Shri Naveen Pattanaik ji. He lives in the heart of 4.5 crore Odias.
Peoples leader🎉🎉🎉🎉🎉
Jay jagannath. Jay. Nabin pattnaik
Naveen ❤️❤️
Navin sir great leader
Jay naveen ❤
What a Nabin sir 's craze
Whatever, He is still the King .. 🎉
Nabin pattnayak grate cm
Sir love you 🙏
Jay Navin Babu tamaku koti koti juhara🙏🙏🙏🙏♥️
Tiger entry
Naveen sir is great ❤❤❤❤❤❤❤
ଜୟ ଜଗନ୍ନାଥ 🙏 🙏 🙏 🙏
All time..... ❤❤❤❤❤we respect naveen Pattnaik sir
Jay Jagannath 🙏 Jay Naveen Patnaik sir
Hero Odisha ର ନମ୍ବର ୧
Laguchi ebe bi CM bada dandre jauchanti
@ODISHA_KUHE
9 күн бұрын
Hn CM bas agare ex lagichi😂
@mr.A2320
9 күн бұрын
@@ODISHA_KUHEto maa bia re poka padichii
Pravu Jaganath apananku susta rakhantu
Nabin sir 🙏❤❤❤
This video proved the image of Naveen Pattnaik❣️
Dharmendra sir you are great...aapankara jou respect aama Naveen sir nka paie really prashansha kariki rahihebani🎉🎉
Jay Jagannath 🙏🙏
ଜୟ ଜଗନ୍ନାଥ ନବୀନ ସାର
Jay nabin
Bahut bhala lagila a m CM nku dekhi ki
Jai naveen
Naveen Sir always a no 1CM
Joyguru joy sree Jagannath joy NOBINBABU
ଆକାଶରେ କୋଟିଏ ତାରା, ହେଲେ ଜହ୍ନ ଭାଇ ଜହ୍ନ 🙏🙏
Jay Jagannath Swamy. Jay Nabin 🙏.
Jay Jagannath jay nabin sir
The best C.M of India Thank you God bless Nabinji
Jay Jagannath Jay nabin
Jay Jagannath
Naveen sir stay safe and healthy Jay jagannath ❤❤❤
ଜୟ ମା ତାରିଣୀ 🙏🏻 ଜୟ ଜଗନ୍ନାଥ 🙏🏻 ଆମ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Sir ଆମ ଓଡ଼ିଶା ଆଉ ଆମ ଭାରତର ଗର୍ବ ଆଉ ଗୌରବ 🙏🏻 WE ❤️ YOU ALWAYS SIR 🙏🏻 OUR CM🙏🏻 OUR PRIDE🙏🏻 ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏🏻
ଧନ୍ୟ ଏ ଓଡ଼ିଶା ସଂସ୍କୃତି। ଧର୍ମେନ୍ଦ୍ର ବାବୁ ନବୀନ ବାବୁ ଙ୍କୁ ପାଛୋଟି ନେବା ପାଇଁ stage ରୁ ଓହ୍ଲାଇ ଆସିଲେ। ରାଜନୀତିଜ୍ଞ ଏମିତି ହେବା ଦରକାର୍। ନବୀନ ବାବୁ ଓଡ଼ିଶା ର ବହୁତ୍ ସେବା କରୁଛନ୍ତି। ଜଣେ ପୁରୁଖା ନେତାଙ୍କୁ ସମ୍ମାନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଜୟ ଜଗନ୍ନାଥ।
Kebal aama Sikhia mantri dharmendar pradhan Purbatana cm ku pachhadi neithiba ru dhanyabad
Naveen sir
ମୁଁ ନବୀନ ପଟ୍ଟନାୟକ ଙ୍କୁ ଦେଖି ବହୁତ୍ ଗର୍ବ ଅନୁଭବ କଲି
ଜୟ ଶ୍ରୀଜଗନ୍ନାଥ ଜୟ ଭାରତ ଜୟ ଉତ୍କଳ ଜୟ ବିଜୁନନ୍ଦନ ଜୟ ଧମେନ୍ଦ୍ର।🎉।
𝑵𝒂𝒗𝒆𝒆𝒏 𝒔𝒊𝒓 𝒎𝒊𝒔𝒔 𝒚𝒐𝒖
Jay Jagannath ❤❤❤🌹🌹🌹🙏🙏🙏
ମହାପ୍ରଭୁ କୃପାରୁ ନବୀନ ବାବୁ ଶରୀର ସୁସ୍ଥ ରହିଥାଉ, ଜନପ୍ରିୟ ନେତା, କୋଟି ଓଡ଼ିଆ ଙ୍କ ମଉଡମଣୀ ମହାପ୍ରଭୁ ଜଗନ୍ନାଥ ଦର୍ଶନ କରି ନିଶ୍ଚିତ ଆନନ୍ଦ ଲାଭ କରିଛନ୍ତି ଏମିତି ସବୁବେଳେ ମହାପ୍ରଭୁ ଦର୍ଶନ ନିମନ୍ତେ ଆସୁଥାନ୍ତୁ ଆମର ଆଶା 🙏ଜୟ ଜଗନ୍ନାଥ 🙏
ଯନତାଙ୍କ ହୃଦୟର ମହାନାୟକ ନବୀନି ପ ଟ୍ଟନାୟକ ଏବେ ବି ଯନସମୁଦ୍ର ସମ୍ରଥନ
Nabin Babu 🙏🙏🙏🙏🙏🙏🙏🙏🌹🙏❤️ 7❤❤❤❤❤❤
Naveen ji darakar
Jay jagannath
ଓଡିଆ ଜନମାନସ ର ନେତା,👍👍👍❣️❣️