CM Mohan Majhi Reply On LoP Naveen Patnaik's Letter Over Lord Balabhadra's Pahandi Mishap
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #OdishaNews #IndiaNews #MohanMajhi #Letter #naveenPatnaik #LordJagannath
Пікірлер: 279
ଆରେ ବିଜେପି ନେତା ମାନେ ଜୟ ଶ୍ରୀ ରାମ କହୁଥିଲେ ଏବେ ଜୟ ଜଗନ୍ନାଥ କହୁ ଚନ୍ତି
@sangramsamantaray259
20 күн бұрын
Aita desa nuhe rajya jeuthi jaha sethi semiti genda Dalia...
@AsitKumarSa
20 күн бұрын
@@sangramsamantaray259😅😅😅😅 emiti kii
@balrambehera5159
20 күн бұрын
Bhai kan pain rajaniti karuchanti
@SubashKumar-vz7eh
20 күн бұрын
ଭାଇ ଯିଏ ରାମ ସିଏ ଜଗନ୍ନାଥ
@BasantaNayak-ki5wd
20 күн бұрын
କେହି ଏଠି ଚଁଦନ ର ଓଜନ କଥା କହୁ ନାହାନ୍ତି, ସେ ବି ଚଁଦନ ର ଵିଶେଷତ୍ୱ ଵାଵଦରେ କହୁଥିଲେ ! ଆପଣ କଣ ଓଡ଼ିଶା ଵାଶୀ ଙ୍କୁ philosophy ଶୁଣାଉଛନ୍ତୀ କି ? ଆପଣଙ୍କ narration ଭଲ ହୋଇପାରେ କିନ୍ତୁ ଆମକୁ ଵ୍ୟାଖ୍ୟା ଠୁଁ ଅଧିକ କାମ ଦରକାର
ମାନ୍ୟବର ମୁଖ୍ୟମନ୍ତ୍ରୀ ମର୍ମାହତ କିନ୍ତୁ ତାଙ୍କ ଆଇନ ମନ୍ତ୍ରୀଙ୍କ ପାଇଁ ସାମାନ୍ୟ ଘଟଣା l ଆହାଃ କି ବିଚିତ୍ର ରାଜନୀତି ବିଜେପିର ଲଜ୍ଜା ଲାଗିବା କଥା କାହିଁକି ନା ବଡ ଠାକୁରଙ୍କୁ ନେଇ ରାଜନୀତି କରୁଛନ୍ତି ବୋଲି l
@manojjena2579
20 күн бұрын
ସେ ନୂଆ ପଦ ପାଇଛନ୍ତି ତ କିଛି ଜଣା ହିଁ ନାହିଁ
@advocateranjitbiswal9014
20 күн бұрын
@@manojjena2579 ଧନ୍ୟବାଦ
@harekrushnabehera3138
20 күн бұрын
@@manojjena2579 ବଡ଼ ଠାକୁରଙ୍କୁ ନେଇ ବିଜେଡ଼ି ବି କିଛି କମ୍ ରାଜନୀତି କରି ନାହିଁ ।
@myfriends3608
20 күн бұрын
Double engine double katha
@smrutisagar2629
20 күн бұрын
Bohut gapucha ,rajniti nakari panda sebayata kun samalochana karithile bhala huanta....
This is called democracy ❤ thank you Naveen sir & Mohan sir
ଏହିଭଳି ରାଜ ନେତା ଆମକୁ ସବୁବେଳେ ମିଳୁ.
@shivarampradhan8049
20 күн бұрын
Tama bhalia andha vakta odisha ku na milu 😅😅
@santoshkumarpanda9968
20 күн бұрын
Tume mane sudhuribani😂😂😂
@RamakrushnaPradhan-vk4xw
20 күн бұрын
@@shivarampradhan8049❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@B.Durgashaktee
20 күн бұрын
Au kuhani ma ... kuha munda kapila sabu
ଯେତେବେଳେ ଦେଖିବ ଖାଲି ଅସ୍ମିତା ଆଉ କିଛି ଶଦ୍ଦ ନାହିଁ 😂🤣😹
@snigdhasamantaray5389
20 күн бұрын
😂😂😂.agaru khali bjp kahu thila.Ebe bjd bi asmita kahilani.ta pare congress bi kahiba.
@manojjena2579
20 күн бұрын
ଅସ୍ମିତା କଣ ଏଯାଏ ବୁଝି ହେଉନି 😅
@khatitimewithdebasis5966
20 күн бұрын
Asmita kie je
@pmsocial5334
20 күн бұрын
Hai re sala kn kharp hlaki
@biswapriya9653
20 күн бұрын
Gf Asmita😅, odia nka bhiti ,odia boli garba kariba pain odisha ra bhasa parampara , sanskruti,etc ,I think
ନବିନ୍ ଙ୍କ ଚିଠି ତ ମୁଖ୍ୟମନ୍ତ୍ରୀ ପଢି ପାରିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଠେଇ ଥିବା ଚିଠି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିଥିବା ନବିନ୍ ପଟ୍ଟନାୟକ ଓ ତାଙ୍କ ସନ୍ୟାସୀ ଶିଷ୍ୟ ପଢି ପାରିବେ ତ?
bhai dina thila Odisha re bjp bala election samayare ଜଗତର ନାଥ ଜଗନ୍ନାଥ ଙ୍କୁ ପରକରି jay shree Ram ଗାଉଥିଲେ ସେଥିପାଇଁ ଆଜି e ଅବସ୍ଥା
@snigdhasamantaray5389
20 күн бұрын
@@jitunarout444 bhai Ram jiye Jagannath siye.khali name different. Aau kichi nahin.
@siddhesahu8462
20 күн бұрын
Katkiaa mane ta harala nabin k
@YouthTalkSibaram
20 күн бұрын
BJD Bala gadi re Bhika magau thile jaganath ku bulei
@routdebasis3509
20 күн бұрын
ତାମାନେ ତୁମେ କହିବା କଥା ଜଗନ୍ନାଥ ଆଉ ଶ୍ରୀରାମ ଅଲଗା alaga
@biranchimajhi8381
20 күн бұрын
BJP jitila mane jagannath b tankar
ଶ୍ରୀଜଗନ୍ନାଥଙ୍କ ମହାପ୍ରଭୁଙ୍କ ରଥଯାତ୍ରା ରେ ଗୋଟିଏ ଦିନ ରଥ ଟାଣିଥାନ୍ତି ଆମ ପରମ୍ପରା ଲାଗି ରହିଛି, ଏଥର ମହାପ୍ରଭୁଙ୍କ ରଥଯାତ୍ରା ୨ ଦିନ ଧରି ପାଳନ କଲ ମନ୍ତ୍ରୀ ମାନଙ୍କ ବୁଦ୍ଧି ରେ ପଡ଼ି କି , ମନ୍ତ୍ରୀ ମାନେ ଆମ ଦେଶକୁ ଖାଇଗଲେ ଦେଶର ବଡ଼ ବଡ଼ ବିପଦ କୁ ଟାଣିଛନ୍ତି, ଆମ ମହାପ୍ରଭୁଙ୍କୁ ବିପଦ ସଙ୍କେତ ରେ ପକାଦେଲା ଏ ରାଜନୀତି ଲୋକ ମାନେ ( ଜୟ ଜଗନ୍ନାଥ ସ୍ବାମୀ )
@myfriends3608
20 күн бұрын
Double engine Bhai
@trishaandtrayamshow1371
20 күн бұрын
It is as per Panjika… no role of Govt
ଜୟ ଶ୍ରୀ ଜଗନ୍ନାଥ ❤🚩🙏
But honourable CM has not clarified about comments of deputy CM & law minister inPuri.
@10subrat
20 күн бұрын
This is call diplomatic answer, but honourable CM forgot this is modi's new India. We need accountability and efficiency. This is the matter of our beloved Lord, please kind request to take some accountability.
BJP wala tume Mane kuhani odia asmita katha
@bkmanoj6057
19 күн бұрын
Tu kn kritadas hebu
Jay jagannath maha Prabhu tuma pada Charan re mora koti koti pranam 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ଧନ୍ୟବାଦ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜୟ ଜଗନ୍ନାଥ ମହାପ୍ରଭୁ. 🙏🙏🙏.
ଜୟ ଜଗନ୍ନାଥ ⭕❗⭕ କେବଳ ଓଡ଼ିଆ ଜାତି ନୁହେଁ ପୂର୍ଥିବିରେ ସନାତନ ଧର୍ମ ଆଜି ମର୍ମାହତ , ଜେଉ ଭଳି ଓଡିଶାରେ ନବୀନ ପଟ୍ଟନାୟକ ଙ୍କୁ ନେତା ମନ୍ତ୍ରୀ ଛୋଟ ବଡ଼ ଗାଁ ଗାଁ ରେ କୁଜି ନେତା ନବୀନ ଶାସନ ହଟାଇଲେ ଠିକ୍ ସେହି ଭଳି ବଡ଼ ଠାକୁର ବଳଦେବ ଙ୍କର କିଛି ସଂକେତ ଥାଇପାରେ ଯାହା ପାଇଁ ଏବଂ ସେବାୟତ ମାନେ ଠିକ୍ ଭାବରେ ନେଇ ନାହାଁନ୍ତି ବୋଲି ଆଶଙ୍କା କରାଯାଉଛି 🙏🚩🙏
@harekrushnabehera3138
20 күн бұрын
ସବୁ ତାଙ୍କରି ଇଚ୍ଛା ରେ ବାବା ।
ବଡ଼ ଠାକୁରେ ସମସ୍ତଙ୍କୁ କ୍ଷମା କର 🙏🙏🙏🙏🙏😭😭😭😭😭
Ans dele je,dept cm aau law minister jou statement dele ta upare kichhi lekhile ni
so matured Reply
Kintu jana paduni new CM dukhita boli .....
@sunilkumarsethi7082
20 күн бұрын
Tumaku kn dukhara photo deithante ki😅
@SriHariSharanam455
20 күн бұрын
Tik tok re reel baneithante ...Au sad reaction karithante
@radhikakitchen9889
20 күн бұрын
@@SriHariSharanam455 Na altufaltu Katha kahi loko nku bhuan bulei thane ....Thakur nka echha kn padijiba ...
Jay Jagannath 🙏🥀🥀🥀🥀🥀
ଦୁଇ ମନ୍ତ୍ରୀ ଙ୍କୁ ଯେଉଁ ପଠେଇଲେ ସେ ଦେଶ ବାସୀଙ୍କୁ କଣ ବ୍ୟକ୍ତ କଲେ ଏଇଟା ସାମାନ୍ୟ ଘଟଣା। ପ୍ରଭୁଙ୍କ ଲୀଳା।
Jai shree jagannath
ଏଟା ସବୁ ବ୍ରାହ୍ମଣ ମାନକ ର ଭୁଲ ଏ ମାନେ ତ ସବୁ ଆମେ ଭଗବାନ ମାଉଛନ୍ତି ପ୍ରକୁତରେ ଏଟା ଆଦିବାସୀ ମାନଙ୍କର ସେବାରେ ଭଗବାନ ନୀଳ ମାଧବ ଜଗନ୍ନାଥ ରୂପରେ ଆସିଲେ ବାକି ସେହି ପ୍ରଭୁ ଙ୍କ ର ଇଚ୍ଛା
CM Sir you are really a very Good and Nice Human.Your such replies implies How Cool and positive acceptance nature you are having 🙏🏻 Naveen Sir one of the legendary politician.And you both are great 👍🙏🏻 Sir kindly Ask and guide your ministers (Not All but For Some) to follow ur guidelines. not to give unnecessary bites in media. They shall spoil your image
Mohan majhi mukhyamantri hebar jogya nuhanti
@antaryamimishra449
20 күн бұрын
ଆପଣ ହେବେ କି ମୁଖ୍ୟ ମନ୍ତ୍ରୀ
@khotei
20 күн бұрын
Right bro
@bhimaraohimirika4381
20 күн бұрын
Tu hebu ki hele...
@satyasundarpati5052
20 күн бұрын
Kou karan pain
@mantubabu161
20 күн бұрын
ତର cm ର ଚାକର ହେବା ପାଇଁ ବି ଯୋଗ୍ୟ ଅଛି କି.......?
କିନ୍ତୁ ଉପ ମୁଖ୍ୟ ମନ୍ତ୍ରୀଙ୍କ କଥା ବାଚଳମି ଲାଗୁଛି ,କିଛି ଜାଣିବାର ନାହିଁ ଆସିକି ପ୍ରବଚନ ଦେଲେ ଠାକୁରଙ୍କ ଲୀଳା, ଏହା ଠାରୁ ଲଜ୍ୟ ଆଉ କିଛି ନାହିଁ
Jay Jagannath
Bjp Jagannath nku bhuli Jay Shree Ram kahuthile
@sabitasahoo9419
20 күн бұрын
Odia hisabare etiki gyana rahiba darkar Mahaprabhu Jagannath o Prabhu Shri Rama eka .Emane bhinna nuhanti. Tenu Jai Jagannath ki Jai shri Ram kahiba re kaunasi prabheda nahi.
ବିଜେପି ସରକାର କେବଳ କଥାରେ ଏ ନିଳ ବର୍ଣ୍ଣ ଶୃଗାଳ
@harekrushnabehera3138
20 күн бұрын
ବବି, ଧ୍ରୁବ ଆମ ସ୍ନେହାଙ୍ଗିନୀ ଙ୍କୁ ନେଇ ବିଜେଡ଼ି ଧବଳ ବର୍ଣ୍ଣ ଶୃଗାଳ ନୁହେଁ କି ?
@pratapbal6448
20 күн бұрын
Tu kete no kere
ଦୁର୍ଭାଗ୍ୟ ଜନକ କିନ୍ତୁ କାହାକୁ ଦାୟୀ କରା ଯାଇ ପାରିବ ନାହିଁ।
@snigdhasamantaray5389
20 күн бұрын
Kebala sevayata dayi
@balaramkanhar5062
20 күн бұрын
ଆପଣ ଠିକ୍ କହିଛନ୍ତି,,,❤
@AsitKumarSa
20 күн бұрын
Bjd thile pandu daiii
@user-lm6hj4yj7k
20 күн бұрын
ମନ୍ତ୍ରୀ କ'ଣ ପାଇଁ ହୋଇଛନ୍ତି କି
@harekrushnabehera3138
20 күн бұрын
@@snigdhasamantaray5389ସବୁ ପରା ତାଙ୍କରି ଇଚ୍ଛା ରେ ବାବା । ନିଜେ କାଳିଆ ସାଆନ୍ତ ଦାୟୀ । ୟାଙ୍କୁ ପୁଣି ଛାର୍ ମାନବ ଦଉଡ଼ି ବାନ୍ଧି ଟାଣି ଅଟକାଇ ବାର ଅପଚେଷ୍ଟା କରୁଛି । ବୋକା ଅବୁଝା ମଣିଷଟା "ମହାବାହୁ "ଙ୍କ ଆଗରେ ନିଜର "ବାହୁବଳ "ଦେଖଉଛି । ନିର୍ବୋଧଟା ରେ ।
Jay Jagannath 🙏
Jai jagannath 🙏❤️
Jay shree jagannath 🙏🙏🙏
Jay Jagannath 🙏🙏🙏
Thakuranku asimita sahit tulana kariba thik nuha
Jumla Politic chada developments kama kaam. ...Bhubaneswar rey DENGU CONTROL paain Mosquito Medicine / Oil spray PROPERLY kara jau DAILY basis rey. PLANTATION WORKS karajau. ... Sanitation facilities improvement karajau.
@pradoshbehura3794
20 күн бұрын
ଡେଙ୍ଗୁ କଣ୍ଟ୍ରୋଲ କାମ BMC ର BMC ରେ BJD ଅଛି। ତେଣୁ BJD କୁ ପରାମର୍ଶ ଦିଅନ୍ତୁ।
Very nice ❤🎉
❤❤❤
Ok sir
Jaha ku puri pathei thile se sadharan ghatana kahuchhanti e bisayare apan kn kahibe
Jay jagannath🙏🙏🙏🙏🙏
Very good cm sir u reply letter line Jay jagannath
ପୂର୍ବ ବର୍ଷ ଏମିତି ରଥଯାତ୍ରାରେ ପହଣ୍ଡି ଵେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗୋଟିଏ ପଟକୁ ଢଳିପଡିଥିଲେ , କଣ ମନେ ପଡୁଛି ନା ନାଇଁ
@10subrat
20 күн бұрын
Kan ethi BJD/BJP game chalichi.
@10subrat
20 күн бұрын
This is matter of our beloved Lord,
Very nice answer 👍
❤
ଜଗନ୍ନାଥ,କୁ,ବିଜେଡି, ଗାଁ, ଗାଁ ରେ,ଭିକ,ମଗାଇ, ସେଥିପାଇଁ, ଘଟଣା,ଏଇଛି
ଜୟ ବଳଦେବଜୀଉ 🙏🙏🙏🙏🙏 ଜୟ ମା ସୁଭଦ୍ରା 🙏🙏🙏🙏🙏 ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏
Good job 👍
Nabin babunku jie chithi dei sekebe answer diantinaahi but mohan Babu aaji answer deichanti
🙏❤ ଜୟ ଜୟ ଜଗନ୍ନାଥ ❤🙏
Asmita asmita asmita😮😮😮😮😮😮😊😅😅😅😅😅😊😊😊😊😊Au kn kichhi achhi ki
🙏🙏🙏🙏🙏❤️❤️❤️❤️❤️
ଜୟ ଜଗନ୍ନାଥ
Odia asmita ra artha kana ?tahara gote sathik bhabe alochana Kariba darkar .eha media gana madhyam ku anurodh
❤⭕‼️⭕ଜୟ ଜଗନ୍ନାଥ ଜୟ ଜଗନ୍ନାଥ🙏🙏🙏
ଯେତେ ଯାହାକହିଲେ ବ୍ରହ୍ମ ବିଭ୍ରାଟ ପରଠାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି ପୂର୍ବବର୍ଷ ଜଗନ୍ନାଥ ମହାପ୍ରଭୁ ଏଥର ବଡ଼ ଠାକୁର ସେବକ ମାନଙ୍କ ଦାଇତ୍ୱ ହିନତା ପାଇଁ ଏଭଳି ଘଟୁଛି ଆଉଥରେ ନବକଳେବର ପଯ୍ୟନ୍ତ ଏଭଳି ଘଟଣା ଘଟିବ ନବକଳେବର ତୃଟି ପାଇଁ କ୍ଷମା ପ୍ରାର୍ଥନା କରିବା ଦରକାର ଦିବାଲୋକରେ ବ୍ରହ୍ମ ପରିବର୍ତ୍ତନ କରାଯାଇଛି ବାପ ଖାଇଛି ତାଳ ପୁଅକୁ ହେବ କାଳ ନ୍ୟାୟରେ
Bafhia answer👍
Good 👍
Jay shree Ram, Jay jagannath
Jay jagannath 🙏🪷🪷
Good
ଦୁଇ ହଜାର ତେଇଶ ରେ ମଧ୍ୟ ଜଗନ୍ନାଥ ମହାପ୍ରଭୁ ରଥ ରୁ ଖସି ପଡ଼ିଥିଲେ ଏ ବର୍ଷ ବଳଭଦ୍ର ମହାପ୍ରଭୁ ଖସି ପଡ଼ିଥିଲେ ଏ ସବୁ ତାଙ୍କରି ଳିଳା
Ayogya mantri
ମୁଖ୍ୟମନ୍ତ୍ରୀ ଙ୍କ ଜବାବ, ବେଶ ଉଚ୍ଚ କୋଟିର ଥିଲା, ଯାହା ସାରା ଓଡିଶା ର ଜନସଧାରଣ ଙ୍କ ମନ ଆଉ ହୃଦୟ କୁ ଛୁଇଁଛି, ଆଉ ଏଇଟା ବି ସତ୍ୟ ଯାହା ବିନା ଇଙ୍ଗିତ ରେ ପତ୍ର ଟିଏ ହଲେନି ତା ବାବଦରେ କାହାର ସାହସ ଅଛି ବ୍ୟାଖ୍ୟା କରିବାକୁ, ହେଲେ କିଛି କୁଚକ୍ରୀ ଗେଣ୍ଡା ମୁଣ୍ଡ ବିକା ଏହାକୁ ଅଧିକ ତର୍ଜମା କରୁଛନ୍ତି, ଯିଏ ଶ୍ରୀ ମନ୍ଦିର ପରିକଳ୍ପନା ଆଳରେ ମହାପ୍ରଭୁ ଙ୍କୁ ଟଲି ରେ ବୁଲାଇ ଭିକ ମାଗି ଦଳୀୟ ପାଣ୍ଠି ଯୋଗାଡ଼ ରେ ଥିଲେ,
@englishguru3221
20 күн бұрын
Naveen Babu chithi lekhiba kn bhul heigala,,Tama ghare sankha ku genda kahanti bodhe.Tora seita Munda na Banda
Thanks Mohan Sir.🙏🙏.Prabhati Mam nku anurodh samanya katha kahi ba band karantu.
Odia asmita na mo balo 1:28
ବିଜେପି ଦଳ ର ନୀତି ଆଦର୍ଶ ଅଛି ଅନ୍ୟ ଦଳ ମାନଙ୍କ ପରି ଅସଭ୍ୟ ନୁହେଁ
ନିଜ ଜ୍ଞାନ ତ ! ହଉ ହଉ ଆଗକୁ ଦେଖିଵା,କେଉଁ ବହି ଆଉ ପୃଷ୍ଠା ସଂଖ୍ୟା କେତେ ? ତା ପରେ ଲେଖକ
Very polite reply But your ministers is thinking as if they all are Super CM. Be submissive
Mr. Majhi see tourism industry Can u help all staff hotel industry in odisha
ନିର୍ଲଜ ନବୀନ ଚିଠି କରୁଚି, ଜଗନ୍ନାଥ ଙ୍କ ପାଇଁ ଭାରି ଜୋରରେ ନବିନା ର ଲୁହ ଖସୁଛି, 4042କୋଟି ଲୁଟିଲାପରୀକ୍ରମା ପ୍ରକଳ୍ପ କରି ରତ୍ନ ଭଣ୍ଡାର ଲୁଟିଲା, କୋଭିଡରେ ରଥ ବନ୍ଦ କରୁଥିଲା ନିର୍ଲଜ ଚିଠି କରୁଚି
@suryakantamohapatra7591
20 күн бұрын
Tama katha ru jana paduchhi tume kete sikhita
@madhabmajhi6632
20 күн бұрын
Covite re Jadi ratha tana haithanta tama pari baru Jadi kehi Jadi kaharar Jadi ashubidha hai thanata tameta nabininku babu nku amite comede dai thanta Jay bjd bjp ki vote dai Mora bhulu hai gala
@YouTubeShort5039
20 күн бұрын
COVID Time re Ratha Yatra ବନ୍ଦ ହେଇ ନାହିଁ ଏ ସବୁ ମିଛ news ଦିଅ ନା
@pintusahoo5685
19 күн бұрын
Eita gote mg te nahele emiti aama nabin sir nku kahi nathanta
Very good mohan majhi, good counter
Odia asmita na mo balo
ଆଇନ ମନ୍ତ୍ରୀଙ୍କ ପାଟି ଖୋଲିଲେ ଭୁଲ କଥା ବାହାରୁଛି ଛି ଛି
Cm sir pahandi re mobile ban hau Rath re only 50 people should allowed
No politics, pls support
Take resignation from the law minister
ମହନ ମାଝି ଗପ ଭଲ ଲୋର୍ଖ ଚ ହୋ ବାହୁଡା ଯାତ୍ରା କିଛି ଯଦି ହୋଇ ଓଡ଼ିଶା ର ଲୋକ କେତେ ସମେତେ ଚିଠି ରେ ଉତର ହୋଇ ପାରିବ ତ ଆମ ଓଡ଼ିଶା ନବୀନ ଓଡ଼ିଶା ରହି ତି ବେ ଜୁଗ ଜୁଗ ଜା କେ🙏🙏🙏🙏🙏🙏🙏
ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ପ୍ରଶଂସନୀୟ କାରଣ ପୂର୍ବ ସରକାର ବ୍ରହ୍ମ ବିଭ୍ରାଟ ଓ ଅରୁଆ+ଉଷୁନା ଚାଉଳ ଭୋଗ ବିଷୟରେ ପ୍ରତିକ୍ରିୟା ପ୍ରକାଶ କରୁନଥିଲେ
Super ama cm....
Bahot bhala reply... Kain na EX-CM kaha ku reply daunathile... Bt se kana lekhi chanti seita aama ex-cm nku kie bugheiba... Seita odia re lekha achhi
The survitors are indisciplined since time immemorial. The adminstration has no control on them . This is the cumulative effect of slack adminstration which exploded to day. Brahma bibhrat is the saddest incidence , but no action taken then.
Nua nua cm na arrangement karibaku jani nahanti
Naveen sir 🙏
You could have shown ex-cm’s letter but no you guys won’t 😅
Why didnt the CM issue a suo-moto statement on the next day of the incident ? Why is PM who changed to JAI JAGANNATH from JAI SHREE RAM after the election not issue a statement ? Why didnt the BJP issue a statement ?? Why did it take a letter from LoP for the CM to issue a statement and express "grief" ?? IT IS A WARNING FROM PRABHU JAGANNATH !!
Jaha hau nua mukhya mantri au purba mukhya mantri paraspara ku samman deuchanti o milimisi odisha pain kama karuchanti jaha odisha pain bhala.
Majhi babu law minister&deputy cm puri jaithile tara result kan hela janantu.dam achhi ta janantu.sasta rajaniti n kari
ଏ ଅସ୍ମିତା ଶବ୍ଦ ଛଡା ବିଜେପି ପାଖରେ କିଛି ନାହିଁ
Nabin Babu Lekhithiba letter ku padhi Mukhyamantri answer rakhile but Mukhyamantri Lekhithiba letter ku Nabin Babu padhi paribeta 😂😂
ମୋହନ ମାଝି😂😂😂
Bahut swagat jogya padaksheypa kahikina bjd jetebele sasaka dala thila setebele kahari chithi ku gurutwa deu nathila but ebe ra cm samastanka katha heu ba chithi ku gurutwa feuchhanti.
CM kichi katantu
Ebe samaste misi sahajoga kariba
Eita kehi v jani ki kari nahanti sabu se prabhunka icha tanka bina gote jinsa halibani.. Eita kn pai hele seita ta prabhu jani thi be.. Kahinki bada bhai emti hele.. Ta kn pai heichi seita ta prabhu jagannaath jani thibe tanka chada aau kehi kahi paribeni kn pai emti hela.. Prabhunka icha jaha seita heba... Jai jagannath 🙏🏻❤🙏🏻
Letter lekhiba nabin babu kara puruna roga ? Better, write letter to supper cm pandu ..
ଓଡିଆରେ ଲେଖା ହେଇଥିବା ଚିଠିଟି ନବୀନ ପଢିପାରିବତ ନା ପାଣ୍ଡୁ ବୁଝେଇବ
@user-yc8dm2vy5c
20 күн бұрын
ta bapa bujheiba..
@amiyamohanty5473
20 күн бұрын
Dalal, you people are destroyer of odisha
@rajendrakumarpujari7995
20 күн бұрын
Bhai mu RSS re thili kanthi hindu and khanti odia proper BJP ku support kare but, mohan chrana majhi kn karuchi dekhiba.
@user-lm6hj4yj7k
20 күн бұрын
ତମ ଘରେ ଗେଈବ
@rajendrakumarpujari7995
20 күн бұрын
A r maghya ghara kauthi be
My Answer, As an Odia Hindu Sanatani I know well about Lord Jagannath, Balabhadra, Subhadra. All are happening in the knowledge of these gods. So whatever happened I dont astonished as I know my god well. Whatever other religion people thinking I dont bothered ❤❤❤
ଅସ୍ମିତା ଛାଡ଼ ଓଡ଼ିଶା ବାସୀ ନୁହେଁ କେବଳ BJP ପାଇଁ ଆଜି ବିଶ୍ୱ ଭୋଗିବାକୁ ଯାଉଛି ମୋହନ ମାଝି କିଏ କାଈ ଆଗରୁ ନବୀନ ପଟ୍ଟନାୟକ ଠୁ ବୁଝିଲାନି ରାମ ରାମ କହି ବିଶ୍ୱକୁ ଗିଳି ଦେଲେରେ ମରିବା ସମୟ ଆସିଗଲା କେବଳ BJP ପାଇଁ
Naveen sir apana aji bhali sabu katha ku nije jadi bichar karitante ame apanqu kabe be niras karinathantu... sorry 😔 sir
Asmita word re mu confuse ,