CM Mohan Majhi fires Mines & minister allurement salvo at BJD, Pratap Deb promptly responds

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
KZread: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Пікірлер: 846

  • @prabirkumarsamal2352
    @prabirkumarsamal235215 күн бұрын

    ସରକାର ଯାହା କରିବାକୁ ଚାହୁଁଛନ୍ତି, କରି ଦେଖାଇବା ଆବଶ୍ୟକ। ଶସ୍ତା ଭାଷଣ ଜଣେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷେ ଶୋଭନୀୟ ନୁହେଁ।

  • @saktiprasadmohanty2005
    @saktiprasadmohanty200514 күн бұрын

    Real Hero of odisha Shri Naveen Patnaik ❤❤❤ Jay Naveen....❤❤❤ ସାଢେ଼ ଚାରି କୋଟି ଓଡ଼ିଆ ଙ୍କ ମନରେ ଏବେ ବି ନବୀନ ପଟ୍ଟନାୟକ ଅଛନ୍ତି ଆଉ ବଞ୍ଚିଥିଲା ଯାଏଁ ରହିବେ ଏହା ହିଁ ସତ୍ୟ ........

  • @MithunuKumarNahak
    @MithunuKumarNahak15 күн бұрын

    ଅହଂକାର ଏବଂ ପ୍ରତିଶୋଧ ର ବୃକ୍ଷରେ କେବଳ ବିନାଶର ହିଁ ଫଳ ଫଳିଥାଏ ।

  • @NirmalkumarNayak-bx4ld

    @NirmalkumarNayak-bx4ld

    15 күн бұрын

    💯 percent right ✅️

  • @smrutiranjandas6573

    @smrutiranjandas6573

    15 күн бұрын

    ଭାଗ୍ୟ ଟେକ୍ ଏଇ ପ୍ରତାପ ଦେବ ଜିତିଗଲା

  • @user-iw6qu7jy3e

    @user-iw6qu7jy3e

    15 күн бұрын

    ବାଳ ନା....😂

  • @bijaykumarmoharana7254

    @bijaykumarmoharana7254

    14 күн бұрын

    Pratap babu you are right.

  • @ratiprakashrout5636

    @ratiprakashrout5636

    13 күн бұрын

    Choro ta ​@@bijaykumarmoharana7254

  • @umeshchandrasenapati6110
    @umeshchandrasenapati611015 күн бұрын

    ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏହା ଶୋଭା ପାୟେନାହି

  • @user-fj5lk8hx5f

    @user-fj5lk8hx5f

    15 күн бұрын

    ଠିକ୍ କଥା

  • @sk-bm9ey

    @sk-bm9ey

    14 күн бұрын

    Hm navdeen pari mada pi soiba katha😂😂😂

  • @susantkumarbiswal8941

    @susantkumarbiswal8941

    14 күн бұрын

    ଜଣେ ମୁଖ୍ୟମନ୍ତ୍ରୀ ଙ୍କ ମୁହଁରୁ ଏପ୍ରକାର କଥା ଶୁଣିବା ଆଦୋୖ ଶୋଭା ପାଉନାହିଁ

  • @SjR8823

    @SjR8823

    8 күн бұрын

    Jane mukhyamantri nku kintu gote tamil goitha mariba ta sobha pauchi wahh

  • @MithunuKumarNahak
    @MithunuKumarNahak15 күн бұрын

    ଏ ଦୁନିଆରେ କାହାର କିଛି ଭାଙ୍ଗୁ କି ନ ଭାଙ୍ଗୁ କିନ୍ତୁ ଗର୍ବ ଅହଙ୍କାର ଦିନେ ନା ଦିନେ ନିଶ୍ଚୟ ଭାଙ୍ଗିବ।

  • @brajakishorepadhi409

    @brajakishorepadhi409

    15 күн бұрын

    Bjd ra garba bhangi sarichhi

  • @prasantakumarmohanty931

    @prasantakumarmohanty931

    15 күн бұрын

    BJD garba ahankara bhangi jaichi 😊

  • @user-iw6qu7jy3e

    @user-iw6qu7jy3e

    15 күн бұрын

    ବାଳ ନା....😂😊

  • @santoshjena5811
    @santoshjena581115 күн бұрын

    ଭାଷଣ ସୁଣିକି ଲାଗୁଛି ଆଉଥରେ ଈଲେକ୍ସନ ହବ 😂😂

  • @user-fj5lk8hx5f

    @user-fj5lk8hx5f

    15 күн бұрын

    ଠିକ୍ କଥା

  • @randomthingz608

    @randomthingz608

    14 күн бұрын

    👍👍👍👍👍👍👍👍🙏

  • @sudhanshurout456
    @sudhanshurout45615 күн бұрын

    ଧନ୍ୟରେ ମୁଣ୍ଡରେ ବୁଦ୍ଧି ଟିକେ ବି ନାହିଁ ନହେଲେ ଏମିତି ଟିପ୍ପଣୀ କେହି ମୁଖ୍ୟମନ୍ତ୍ରୀ ଦେବାର ବିରଳ

  • @user-fj5lk8hx5f

    @user-fj5lk8hx5f

    15 күн бұрын

    😊😊😊😊😊😊

  • @user-bv7en9wc4s
    @user-bv7en9wc4s15 күн бұрын

    କଥା ସିଖୀନ ମୁଖ୍ୟମନ୍ତ୍ରୀ ଟାଇମ 5, ବର୍ଷ ପରିବାର ପାଇ କିଛି ରଖିଜାଅ ପଛକୁ ଫେରି ଦେଖୀପାରିବନୀ

  • @kcmishra3239

    @kcmishra3239

    13 күн бұрын

    ୱାହ ତୁମ ମାନ୍ୟବର Mr ନାବିନା ବହୁତ୍ ଓଡ଼ିଆ କହୁଥିଲେ! ସୂର୍ ରାଉତ ଠାରୁ ଲଜ୍ଜ୍ୟା ଶିଖ।

  • @Not_legend_sipu
    @Not_legend_sipu15 күн бұрын

    Pratap Deb ଏକଦମ୍ right 👍 କଥା କହିଛନ୍ତି, କି ଆପଣଙ୍କୁ ଯେତେବେଳେ ସିଏ ପ୍ରଲୋଭନ ଦେଖାଇଥିଲେ ସେତେ ବେଳେ କହିଥାନ୍ତେ ପ୍ରତାପ ଦେବଙ୍କ କଥା ଏକଦମ୍ right 👍👍

  • @SubhenduBhol-ye5hu
    @SubhenduBhol-ye5hu15 күн бұрын

    ତୁମକୁ ନବୀନ ସରକାର ଡରୁଥିଲେ ଆଉ କାହାକୁ ନୁହଁ , ଏ କଥା ମୋହନ ମାଝୀ ଙ୍କ ଠିକ୍ ନୁହେଁ

  • @sarbeswarnayak2565
    @sarbeswarnayak256515 күн бұрын

    ହୀନ ମନ୍ତବ୍ୟ.

  • @brajakishorepadhi409

    @brajakishorepadhi409

    15 күн бұрын

    Bjd chancha apana😂😂

  • @sunilkumarsahoo124

    @sunilkumarsahoo124

    15 күн бұрын

    ​@@brajakishorepadhi409 tu mg Andhabhakta

  • @IMSrmajhi

    @IMSrmajhi

    15 күн бұрын

    ​​​@@sunilkumarsahoo124BJD kete durniti korichi choro gudako sabu🤬jail jibe😁

  • @basantasahu4553

    @basantasahu4553

    15 күн бұрын

    ​@@sunilkumarsahoo124 nai tu kritadasa he se pandu ra au tara traffic police duty karibu Jaa 😅😂

  • @jayjagannath9213

    @jayjagannath9213

    15 күн бұрын

    E kn kahuchhi mohan majhi cm mohan majhi kahunu be

  • @ExceptionalKalinga
    @ExceptionalKalinga15 күн бұрын

    ଜଣେ ମୁଖ୍ୟ ମନ୍ତ୍ରୀ ଙ୍କ ଠାରୁ ଏପରି ମନ୍ତବ୍ୟ ସୋଭାପାୟେନାହିଁ ସେ ଯାହା ହେଉ ଆପଣ ଏବେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନିଚ ଭାଷଣବାଜି ରାଜନୀତିରୁ ଉର୍ଦ୍ଧରେ ରହି ଲୋକଙ୍କ ବିକାଶ ପାଇଁ କାମକଲେ ଭଲହବ

  • @brajakishorepadhi409

    @brajakishorepadhi409

    15 күн бұрын

    ପ୍ରତାପ ଦେବ ବାଲି ଚୋରି ପଇସା ତମେ ଖାଇଛ ବୋଧେ।

  • @AnchalJena-rz1tk

    @AnchalJena-rz1tk

    15 күн бұрын

    Guru jemti Chhatra semti😂

  • @PrakashBehera-oi2oh

    @PrakashBehera-oi2oh

    15 күн бұрын

    Se Abe CM

  • @IMSrmajhi

    @IMSrmajhi

    15 күн бұрын

    BJD choro party 😂

  • @basantasahu4553

    @basantasahu4553

    15 күн бұрын

    Se pratab ku pachare Abe au sie pandian ra traffic police duty karuchi na nai 🤔🙄🤣😆

  • @baidyanathmallick9985
    @baidyanathmallick998515 күн бұрын

    ବାହାସପଟ ବନ୍ଧକର

  • @user-tc3su2xf2z
    @user-tc3su2xf2z15 күн бұрын

    ଅତି ଗର୍ବେ ହତ‌ ଲଙ୍କା

  • @user-fj5lk8hx5f

    @user-fj5lk8hx5f

    15 күн бұрын

    ଧନ୍ୟ ବାଦ ଭାଇ

  • @vlogdisbilitybapunu
    @vlogdisbilitybapunu15 күн бұрын

    Ld.ପଛ କଥା ଗୁଡିକ ପୁନରାପୂର୍ତ୍ତି କରିବା ଆଦୁ ଗ୍ରହଣୀୟ ନୁହେଁ. ଯେହେତୁ ଆପଣ ବର୍ତମାନ cm. ରାଜ୍ୟର ରାଜା. ସ୍ଥିର ମସ୍ତିଷ୍କରେ କାମ କରିବା ନିହାତି ଆବଶ୍ୟକ. ଯେତେବେଳେ ଆପଣଙ୍କୁ ଅଫର ମିଳିଥିଲା ବିଜୁ ଜନତା ତରଫରୁ, ଆପଣ ସେତେବେଳେ ମେଡ଼ିଆରେ ବାଇଟ ଦେବା କଥା. ଏବେ ଆପଣ ଏଈ ପଛ ବାର୍ତ୍ତା ଦେଲେ. ଲାଭ କଣ ହେବ. ଜନତା ଓଲଟି ପରିହାସ ଥଟା କରିବେ. କେବଳ ପାର୍ଟି ଲୋକ ଗ୍ରହଣ କରିବେ. କିନ୍ତୁ ଜନତା ନୁହେଁ. ମୋ ମତରେ ଏବେ ପଛ ମନ୍ତ୍ୟବ ଦେବା ଠିକ ହେଲା ନାହିଁ.

  • @santoshsara2852

    @santoshsara2852

    15 күн бұрын

    ଭାଇ ଆମ cm ର ମୁଡ଼ ମାଡ଼ ହେଇଯାଇଛି

  • @ramachandrasahoo2647

    @ramachandrasahoo2647

    14 күн бұрын

    Mantriy mandal pai a bipada janak mantaby

  • @DharmendraSahoo-mz6xn
    @DharmendraSahoo-mz6xn15 күн бұрын

    ମିଛ ବାହାସ୍ପଟ

  • @banditasahoo2273
    @banditasahoo227315 күн бұрын

    Sarpanch bi emiti vasana debani😂😂😂

  • @mmnewsodia

    @mmnewsodia

    15 күн бұрын

    😄😄😄

  • @jashimnpradhan9189

    @jashimnpradhan9189

    15 күн бұрын

    ଅସୁବିଧା କଣ

  • @sunilkumarsahoo124

    @sunilkumarsahoo124

    15 күн бұрын

    Andhabhkata nku bapa nka bhul kichi dekha jibani ..Kichi kahile bapa ragibe ghare bou puni pati Kariba ...Bapa nka against re kahilu tu kulangara😂

  • @basantasahu4553

    @basantasahu4553

    15 күн бұрын

    ​@@sunilkumarsahoo124 gote Tamil chora pandu ra kritadasa hele loka mane upadiki fingidele 😅😂

  • @IMSrmajhi

    @IMSrmajhi

    15 күн бұрын

    Choro gudako jail jibe 😁

  • @priyankadas__
    @priyankadas__15 күн бұрын

    Amiti abhyas sarpancha belaru amiti bi rahiba😂😂

  • @shyamaghankuanr359
    @shyamaghankuanr35915 күн бұрын

    Sir setebele kahibar thila

  • @litupradhan3712
    @litupradhan371215 күн бұрын

    chief minster କଂ ମୁହଁରେ ଏ ଭଷଣ ସୋଭା ପାଉନି.

  • @manasimohanty942

    @manasimohanty942

    15 күн бұрын

    Right

  • @manasimohanty942

    @manasimohanty942

    15 күн бұрын

    Matro gote khata kahibi manyabar nk pattanik dolore, jia v durniti karichi taku bhare kara haichi, bjd supriya tankoro parsanality history re achi aau ragivo madha.

  • @rashmiranjanbehera3733

    @rashmiranjanbehera3733

    15 күн бұрын

    Ye mukhyamantri nka bhasan nuhe,,ye heuchi AK mla election re ladhibaku jai jou bhasan dianti, ye se bhasan

  • @sabyasachidash9916

    @sabyasachidash9916

    15 күн бұрын

    Kichi na haunu ete bhasana 😅

  • @udayanathswain1569

    @udayanathswain1569

    15 күн бұрын

    କଣ ପାଟିରେ ନବୀନ ପରି ତାଲା ମାରିବସିବ ........ଓଡ଼ିଶା କୁ ଖାଇବେ ପଛେ

  • @nikunjabihariparida1038
    @nikunjabihariparida103815 күн бұрын

    ରିମୋଟ. ଜୋର ଟିପା ହୋଇଛି

  • @subasmishra4370

    @subasmishra4370

    15 күн бұрын

    Samaya kahiba

  • @gulfjobvacancy4599

    @gulfjobvacancy4599

    15 күн бұрын

    Right

  • @sarojkumarbadaraita8532

    @sarojkumarbadaraita8532

    15 күн бұрын

    😅😅😂😂

  • @manoibmt

    @manoibmt

    15 күн бұрын

    Samaya kahidelani... au kete dekheyiba...Puri 4 duara khola au ta ababyabasta thu janapadilani.... Ethipain aame maguchu je Kota system uthao...nale duniya bhasijiba, au rahijiba ta Kota system.

  • @subratjena9942

    @subratjena9942

    15 күн бұрын

    Right....Remot Katha ta mana chhuigala...selut u

  • @sibaprasaddas1210
    @sibaprasaddas121015 күн бұрын

    420 କଥା ର ଭି ଗୋଟେ ସୀମା ଅଚ୍ଛି ଆଉ କହିଲା ଵାଲା ର କ୍ୱାଲିଟି କୁ ସାରା ଓଡିଶା ବାସି ଜାଣିଛନ୍ତି, ଲାଗୁଚି ଏବେ ଏବେ ଆସୁ ଆସୁ ନିଜର ବିନାଶ କାଳେ ବିପରୀତ ବୁଦ୍ଧି

  • @rakeshpersonal4612
    @rakeshpersonal461215 күн бұрын

    Speech deba style ta pura Modi thu adopt heichi bodhe...😂

  • @manoranjandas8812
    @manoranjandas881214 күн бұрын

    ହସ ଲାଗୁଛି ମୁଖ୍ୟମନ୍ତ୍ରୀ ଙ୍କ ଭାଷଣ ଶୁଣିଲାବେଳକୁ

  • @laxmansahoo4681
    @laxmansahoo468115 күн бұрын

    ରାଜାଙ୍କ 42କୋଟି ବ୍ରିଜ ଦୁର୍ନୀତି ଠାରୁ ତଦନ୍ତ ଆରମ୍ଭ କରା ଯାଉ 🎉

  • @archanabarik2330

    @archanabarik2330

    14 күн бұрын

    Baijayanta panda nka ra electric Bill seta bii tadanta kara jiba darkar.....

  • @SunitaJani-qz6pc

    @SunitaJani-qz6pc

    13 күн бұрын

    Bjp heu ki bjd ki congress samasta nko kamo kemiti dekhi ki tadanta kara jiba kotha kichhi bjp leaders criminal nku jail ru baharo karanti au election re candidate v personal experience Sethi pain mu vote hi deini 2 thoro

  • @rajiblochannatha4407
    @rajiblochannatha440715 күн бұрын

    Mohan Babu au thare election heba bhalia laguchhi aapanka bhasanaru ,nija padara ta garima rakhantu

  • @MasterGulu1
    @MasterGulu115 күн бұрын

    ରାଜନୀତି କର ଆମ ରାଜ୍ୟର ତ ଉନ୍ନତି କର ବୁଲେଟ ଟ୍ରେନ ଅlଣ ଆମେ ଟିକେ ଜାପାନ ଦେଶ ପରି ବୁଳିବୁ ❤❤❤ କଟାକ୍ଷ କରିଲେ ହେବନି.....😅😅

  • @rahulkumardas2722

    @rahulkumardas2722

    9 күн бұрын

    Bhai Bande bharat express re ବସିବା middle class ଲୋଙ୍କ mane afford kariparunahNti ଆପଣ Bullet train କଥା କହୁଛନ୍ତି 😂😂

  • @starmohapatra
    @starmohapatra15 күн бұрын

    ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭଳିଆ ରହିବା ଉଚିତ୍। ବିରୋଧୀ ଦଳର ନେତା ଭଳି ଏଭଳି ଶସ୍ତା ଭାଷଣ ଦେବା ଉଚିତ୍ ନୁହେଁ।

  • @santoshsara2852

    @santoshsara2852

    15 күн бұрын

    ଭାଇ ପୁରା 100ଠିକି

  • @user-fj5lk8hx5f

    @user-fj5lk8hx5f

    15 күн бұрын

    ଧନ୍ୟ ବାଦ

  • @samir_official7077
    @samir_official707715 күн бұрын

    ତମେ ନବୀନ ପଟ୍ଟନାୟକ ଙ୍କ ବାଳ କୁ ସରି ହବନି

  • @ajaypooja
    @ajaypooja15 күн бұрын

    ତୁ ଜେଲ୍ ଯିବାପାଇଁ ପ୍ରସ୍ତୁତ ରହ

  • @mustaquemd3670
    @mustaquemd367015 күн бұрын

    Mohan babu odissa cm,?

  • @laxmanhembram7550

    @laxmanhembram7550

    15 күн бұрын

    No

  • @ranajitjena4668
    @ranajitjena466815 күн бұрын

    ମୋହନ ମାଝି ଜଣେ ମୁଖ୍ୟମନ୍ତ୍ରୀ ହିସାବରେ ଯୋଉ ଗାରିମାରେ ରହିବା କଥା ସେଥିରୁ ବାହାରି ଗୋଟେ ସରପଞ୍ଚ ଭଳି ଟିପ୍ପଣୀ ଦେଉଛନ୍ତି ଓଡିଶା ପାଇଁ ନିଶ୍ଚିତ ଲଜ୍ୟା ଜନକ ଖବର. ଯଦି କିଛି ହୋଇଛି ସେ ଅନୁଭବ କରୁଛନ୍ତି ତାହାହେଲେ ସେ ଓଡିଶାର ଶାସନର ମୁଖ୍ୟ ହିସାବରେ ତଦନ୍ତ କରିବାକୁ ନିର୍ଦେଶ ଦବା ପୂର୍ବରୁ ଗଣମାଧ୍ୟମ ଆଗରେ ଶସ୍ତା ଭାଷଣ ମାରିବା ତାଙ୍କର କାର୍ଯ୍ୟ ଦକ୍ଷତା କେତେ ଜଣା ପଡୁଛି. ଆଜିକି 20 ଦିନ ହେଲଣି ଯୋଉ କାମ ସବୁ କରିଲେଣି ଖାଲି ଲୋକହସା ହବା କାମ କରୁଛନ୍ତି ନିଜର ପଦ ମର୍ଯ୍ୟଦାକୁ ମାଟିରେ ମିଶାଉଛନ୍ତି ଟାଉଟର ଗୋଲାମ ନେତାଙ୍କ ଭଳି

  • @manashembram9051

    @manashembram9051

    15 күн бұрын

    ✅️ Right

  • @anupdwivedy1177

    @anupdwivedy1177

    15 күн бұрын

    ଆଉ ନବୀନ ବାବୁ ଓଡ଼ିଆ ନ କହି ଓଡ଼ିଆ ଙ୍କୁ ଘୃଣା କରୁଥିଲେ. ଭାରି ଭଲ ଲାଗୁଥିଲା

  • @manashembram9051

    @manashembram9051

    14 күн бұрын

    @@anupdwivedy1177 ghruna karuthile odisha basi nka pain ate develop karinathante

  • @jagannathdash2059
    @jagannathdash205915 күн бұрын

    Odisha re jete vidhayak achhanti sabu tharu sasta aama CM

  • @user-fj5lk8hx5f

    @user-fj5lk8hx5f

    15 күн бұрын

    😊😊😊😊😊😊😊😊😊

  • @sudhansumohanty5225
    @sudhansumohanty522515 күн бұрын

    You are not eligible to be Chief Minister of Odisha. Why you are not telling when you are a M.A.L.

  • @RehanaMallik-xb7zf

    @RehanaMallik-xb7zf

    15 күн бұрын

    ତୁ peon ପାଇଁ ବି ଯୋଗ୍ୟ ନୁହଁ, but ବିଜେଡି କୁକୁର ହବ ପାଇଁ ଯୋଗ୍ୟ

  • @thebeast2002

    @thebeast2002

    15 күн бұрын

    ​@@RehanaMallik-xb7zf😂😂

  • @pranaya336

    @pranaya336

    15 күн бұрын

    ​​@@RehanaMallik-xb7zf I think you are president of india 😆😆😆

  • @IMSrmajhi

    @IMSrmajhi

    15 күн бұрын

    Naveen's kukuro spotted 😁🫣

  • @theanimationscho1647

    @theanimationscho1647

    15 күн бұрын

    You deserve a pakistan pm

  • @parikshitsamal1025
    @parikshitsamal102515 күн бұрын

    I am a proudest Odia but I don't know before few days who is mohan Majhi please don't through as Narendra modi. be humble because you're an Odia not a nonsense Gujurati

  • @pradeepmohanty1905

    @pradeepmohanty1905

    15 күн бұрын

    Correct

  • @sandeeprout3324

    @sandeeprout3324

    15 күн бұрын

    Nonsense gujarati mane ete ghruna kanhiki

  • @a_nayak

    @a_nayak

    14 күн бұрын

    Kan Mane, jiye corruption karichanti dhara ta padibe na.

  • @parikshitsamal1025

    @parikshitsamal1025

    14 күн бұрын

    @@sandeeprout3324 Gujarati means not MK Gandhi not Sardar Ballabbhai Patel Gujarati means whos are spread hate in our Country for self interest.

  • @sandeeprout3324

    @sandeeprout3324

    14 күн бұрын

    @@parikshitsamal1025 koi hate spread nahi kar raha ye apki soch hogi asli hate peaceful community wale spread karte hain

  • @pitambarbarik9438
    @pitambarbarik943815 күн бұрын

    Chief minister should not say like this. This is very below standard statement. It is clear mohan majhi was doing secret deal with bjd. Same thing would happen if bjd would have come to power.

  • @sabitasahoo5208

    @sabitasahoo5208

    15 күн бұрын

    Right

  • @sabitamohanty9302
    @sabitamohanty930215 күн бұрын

    ମୁଖ୍ୟମନ୍ତ୍ରୀ ମାପି ଚୁପୀ ଏକ ପୋଖତ ନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ହିସାବରେ ବକ୍ତବ୍ୟ ରଖିବା କଥା।

  • @JagabandhuMalik-ck5fj
    @JagabandhuMalik-ck5fj15 күн бұрын

    ଓଡ଼ିଶାବାସୀ ପରିବର୍ତ୍ତନ କଲେ, ତା ମାନେ କ'ଣ ନୁଆ ମୂଖ୍ୟମନ୍ତ୍ରୀ ଏପରି ହିନ ମନ୍ତବ୍ୟ ଦେଇଥିବାରୁ କମେଟ ବକ୍ସ ପଢିକି ଦେଖ ଲୋକେ କ'ଣ କହିବା ଆରମ୍ଭ କଲେଣି।

  • @samratashok4812
    @samratashok481214 күн бұрын

    ଗୋଟେ ଗାଁ ର word ମେମ୍ବର ବି ଏମିତି ଭାଷଣ ମାରିବନି ଏତେ ଶସ୍ତା ଭାଷଣ ନ କରିବା ଭଲ କାରଣ ଜଣେ ମୁଖ୍ୟମନ୍ତ୍ରୀ ଏମିତି ଭାଷଣ କି କା ବିରୋଧ ରେ ଭାଷଣ ଦେବା ଶୋଭା ପାଉନି, ଓଡିଶା ବାସୀ ଏମିତି ହୀନ ମୁଖ୍ୟମନ୍ତ୍ରୀ ବିଜେପି ଓଡିଶା କୁ ଦେବ ବୋଲି ଆଶା କରି ନଥିଲେ

  • @amiyapriyabhoi7651
    @amiyapriyabhoi765115 күн бұрын

    Cm pari laguna apana language education bahut kam sarpanch b ameti bhasana kete bhala deba.odisha ra bhagaya pura durbhaagya 😂jay jaganath 🙏🏻

  • @amardas3119
    @amardas311915 күн бұрын

    Mohan Babu tume CM hela pare bi birodhi dalara neta vali political speech deucha. Nijara lable ta dekha CM

  • @pradeepmohanty1905

    @pradeepmohanty1905

    15 күн бұрын

    Handia p dele sarila ....

  • @user-mq3nb6fk2y

    @user-mq3nb6fk2y

    14 күн бұрын

    ଆରେ ସେତ ଗୋଟେ କୁକୁର ଲାଞ୍ଜ ତାକୁ ନଳା ପୁରେଇ ସିଧା କଲେ କୋଉ ହେବ

  • @sushantkumarsahoo4014
    @sushantkumarsahoo401415 күн бұрын

    ନିଜକୁ ନିଜେ ବହୁତ ଦାମୀ ନେତା ଭାବୁ ତ ନଥିଲେ ଯା ହେଉ ଏବେ ଦାମୀ ନେତା ହୋଇଗଲେ , ମାନେ ରଖିବା ଦରକାର ନବୀନ ବାବୁ ଙ୍କ ଶାଳୀନତା ଆଉ ସଂଯମତା ପାଇଁ ତାଙ୍କୁ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଆସନ ମିଳିଥିଲା , ମାତ୍ର ତୁମେ ଦେଖ ୫ ବର୍ଷ ସମ୍ପୂର୍ଣ ହୋଇପାରୁଛ କି ନାହିଁ

  • @jitendradash5617

    @jitendradash5617

    15 күн бұрын

    ଗାଲୁଆମୀଙ୍କ ର ବାରବାଟି ଚାଷ

  • @tikulsahoo3830
    @tikulsahoo383015 күн бұрын

    She Kote Bala mukhyamantri😂😂 mg kn janichi odisha disaware

  • @ashutoshsenapati5261

    @ashutoshsenapati5261

    15 күн бұрын

    Nai paa kitchi janini

  • @basantasahu4553

    @basantasahu4553

    15 күн бұрын

    Tu first thik se comment lekhiba shik 😂😅

  • @jadunathhansdah9785
    @jadunathhansdah978515 күн бұрын

    Kuchh jyada hi Kah diya😂

  • @kuldeeppatelnbrother7306
    @kuldeeppatelnbrother730615 күн бұрын

    ଏଇ ନୂଆଁ ମୁଖ୍ୟ ମନ୍ତ୍ରୀ ଜଉ ଭଳି ଭାବରେ ନିଜ କୁ ନିଜ ଗର୍ବ କରୁଛି ଆର ଗର୍ବ ବେଶୀ ଦିନ ରହିବନି କାରଣ ଇ ଏ ପରା ରିମୋଟ କଣ୍ଟ୍ରୋଲ ରେ ଚାଲିଛି ଲାଜ ଟିକେ ଲାଗୁନି ନବୀନ ବାବୁ ଏମିତି କହିବାକୁ ନବୀନ ବାବୁ ସବୁ ବେଳେ ଆମ ଓଡ଼ିଶା ର ସାଢେ଼ ଚାରି କୋଟି ଓଡ଼ିଆ ଲୋକ ଙ୍କ ରାଜା ଥିଲେ ଅଛନ୍ତି ଆଉ ରହି ଥିବେ ସାରା ଜୀବନ ପାଇଁ ଜୟ ବିଜେଡି ଜୟ ନବୀନ ପଟ୍ଟନାୟକ ଜୟ ଶଙ୍ଖ

  • @Jaymasamalee
    @Jaymasamalee15 күн бұрын

    Mohanmajhi.gote.cm.na.birodhidalaneta.tankarabaktabya.valarerakhantu

  • @amitprogrammer4847
    @amitprogrammer484715 күн бұрын

    बीजेपी स्बुबेले bjd ठु सहज्य neichi नवीन बाबू जिंदाबाद🎉

  • @dillipbehera-lv8sl
    @dillipbehera-lv8sl15 күн бұрын

    ମୁଖ୍ୟମନ୍ତ୍ରୀ ହେବାପରେ ବାବୁଙ୍କର ଗର୍ବ ଓ ଅହଂକାର ବହୁତ ବଢିଗଲା କିନ୍ତୁ ଗୋଟିଏ କଥା ମନେ ରଖିବା ଉଚିତ ଏ ଗର୍ବ ଅହଂକାର ବେଶୀ ଦିନ ପାଇଁ ନୁହଁ

  • @_geeta_01
    @_geeta_0115 күн бұрын

    Now many BJP workers thought as All C.M.of Odisha

  • @sureshmishra7180
    @sureshmishra718015 күн бұрын

    Dear CM sir agaru kahu nathile kahithile loka believe karithante abe gapa laguchi

  • @lilianaik5756
    @lilianaik575615 күн бұрын

    Sir ସମସ୍ତ ଙ୍କୁ ଜଣା ଅଛି ଜାଗା ଅନୁସାରେ ଜ୍ଞାନ ମିଳେ ଯେମିତି କି ବିଜେପି ଚୁଗୁଲିଆ ତେଣୁ ତ୍ରିଦେବ ଆସି ମିଶିଲେ ଭି ଚୁଗୁଲୀ କରିବେ 100% ଗେରେଣ୍ଟି 😩😞

  • @hemantmohanty-iw8wf
    @hemantmohanty-iw8wf15 күн бұрын

    Now drama begins letus see.

  • @bhagirathibiswal4729
    @bhagirathibiswal472915 күн бұрын

    Pratap dev sir ekdm thik khi chanti 🙏🙏🙏🙏🙏 Cm jana nahi kahu kahu khidele 😅😅😅😅😅😅😅

  • @dasharathanag2793
    @dasharathanag279315 күн бұрын

    Now char sarakar

  • @JyotiranjanRoutrya
    @JyotiranjanRoutrya15 күн бұрын

    ସବୁ ମାୟା ରେ ବାଆଁ 🎉🎉🎉🎉

  • @ranjansethi1864
    @ranjansethi186415 күн бұрын

    Sir employment kebe debe seita ta kuha

  • @navyamayeecreation
    @navyamayeecreation15 күн бұрын

    ଆଗାମୀ ଦିନରେ ଜଣା ପଡ଼ିବ ମୂଲ୍ୟହୀନ କି ମୂଲ୍ୟଯୁକ୍ତ ମନ୍ତବ୍ୟ ।

  • @SR_SanjayCreation
    @SR_SanjayCreation15 күн бұрын

    ମୋହନ ବାବୁ ଏବେ ଠାରୁ ବାଉଳା ଚାଉଳା ହେଲେ ଆଗକୁ ଆହୁରି କେତେ କଣ ଅଛି

  • @sadanandasahoo3707
    @sadanandasahoo370715 күн бұрын

    ନେତା ମାନଙ୍କ ଭିତରେ ମୋହନଙ୍କ ନମ୍ବର ୧୦୦ କି ଆହୁରି ତଳେ ରହିବେ।‌ତାଙ୍କୁ ଡରୁଥିଲା ବିଜେଡି।‌ସେତେବେଳେ ପାଟିରେ ତାଲା ପଡ଼ିଥିଲା? ଏବେ ଶାସନ ଗାଦି ପାଇଲା ପରେ, ଏକଥାର ସତ୍ୟତା କେତେ? ନା ଅହଙ୍କାର

  • @umakantaparida8086

    @umakantaparida8086

    15 күн бұрын

    ମୋହନଙ୍କ ଏ ଦୋଶ ହେଉଛି _ _ _ ପିମ୍ପୁଡି ପ୍ରକୃତି 5ବର୍ଷ ଅପେକ୍ଷା ।

  • @kcbtech7045

    @kcbtech7045

    15 күн бұрын

    Yes

  • @vlogdisbilitybapunu

    @vlogdisbilitybapunu

    15 күн бұрын

    Right.

  • @user-ei7cx5oq3r

    @user-ei7cx5oq3r

    15 күн бұрын

    ଏଇଟା ତୁମର ଭ୍ରମ ଆଜିର CM ଆଦିବାସୀ କିନ୍ତୁ ସେ ଛଳନା କରନ୍ତିନି କି ଲୁଟନ୍ତି ନାହିଁ ନବୀନ ବାବୁ ଯେତିକି ଓଡିଶା କୁ ଖୋଳ କରିଛନ୍ତି ତାର 2 ଗୁଣ ଓଡିଶା ବାସୀଙ୍କ ଉନ୍ନତି କରିବେ

  • @user-fj5lk8hx5f

    @user-fj5lk8hx5f

    15 күн бұрын

    ଠିକ୍ କଥା

  • @mihirkhosla8670
    @mihirkhosla867015 күн бұрын

    Kou dino dilhi ru gote ph aasibo aau kursi aau no thibo 😂😂😂😂😂

  • @dilipsha2561
    @dilipsha256115 күн бұрын

    Clear different

  • @hrusikeshmallik3221
    @hrusikeshmallik322115 күн бұрын

    ଜୟ ଜଗନ୍ନାଥ ଜୟ ନବୀନ ପଟ୍ଟନାୟକ ❤

  • @cpselibrary9772
    @cpselibrary977215 күн бұрын

    This kind of arrogant and strict CM is needed at this time.....to solve odisha problem...

  • @s5051
    @s505115 күн бұрын

    Benga petare kana Ghia mileiba

  • @narayandalai8414
    @narayandalai841411 күн бұрын

    ଆପଣ ଧର୍ମ ରେ ଅଛନ୍ତି ମୋହନ sir, ଅଧର୍ମ ର ଧ୍ବଂସ ହେବ, ଆପଣ ଙ୍କୁ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀ ବହୁତ ବହୁତ ବହୁତ ଭଲରେ ରଖନ୍ତୁ

  • @AbhishekPradhan-iv4xw
    @AbhishekPradhan-iv4xw15 күн бұрын

    Sata kahile samastankun badhe.......jaha sata se kebebi luchi ruheni

  • @Manoranjan1900
    @Manoranjan190015 күн бұрын

    ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମହୋଦୟ , ଆପଣ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ, କଥା ଏମିତି କୁହନ୍ତୁ , ଯେମିତି ଆପଣଙ୍କ ଓଜନ ବଢିବ , ଆପଣଙ୍କ ପ୍ରତି ଓଡ଼ିଶା ବାସୀଙ୍କ ଭଲ ପାଇବା ଏମିତି ରହିବ । ଜୟ ଜଗନ୍ନାଥ

  • @dillippanda2603
    @dillippanda260315 күн бұрын

    Bjp ra bahut graba heigalani😂😂😂😂mukhay mantri nuha mrukha mantri

  • @user-Depu195

    @user-Depu195

    15 күн бұрын

    Thik kahicha Bhai .

  • @Sabar681
    @Sabar68115 күн бұрын

    Right...

  • @bikashmahanta7579
    @bikashmahanta757915 күн бұрын

    ସେ ଆଗ ବନ୍ଧା ହେବ

  • @AkshyaKaran
    @AkshyaKaran10 күн бұрын

    ଜୟ ଜଗନ୍ନାଥ

  • @pankajksingh8420
    @pankajksingh842015 күн бұрын

    ଶୋଭା ପାଉନି ଆଜ୍ଞା ମାନ୍ୟବର

  • @TapaskumarRkt
    @TapaskumarRkt14 күн бұрын

    ସବୁ ଅସାଧୁ ବ୍ୟକ୍ତିମାନଙ୍କ ଆଇନ ଅନୁସାରେ ଦଣ୍ଡ ଦିଆ ଯାଉ

  • @sadanandmohanty3537
    @sadanandmohanty353715 күн бұрын

    Mohan Bhai jindabad jindabad jindabad jindabad jindabad jindabad jindabad jindabad jindabad jindabad jindabad jindabad 👍🪷🙏💐🪷🪷

  • @sambalpurikahar9248
    @sambalpurikahar924813 күн бұрын

    ମୋହନ୍।ଭାଇ।ଜୀନ୍ଦାବାଦ୍

  • @user-ef4jx4ol7s
    @user-ef4jx4ol7s15 күн бұрын

    ଜଗା ଅଛି ଚଉ ବାହାକୁ ,,, ମାଡ଼ିଚାଲ

  • @SanjayPradhan-cq3tz
    @SanjayPradhan-cq3tz15 күн бұрын

    ଜୟ ନବୀନ ଜୟ ଓଡିଶା

  • @user-ir4yq7qr8y
    @user-ir4yq7qr8y15 күн бұрын

    Cm sir speach nuhe kama re dekhantu. Odisha loka dekhibe

  • @jyotirajandas6219
    @jyotirajandas621914 күн бұрын

    ଆମେ ଦୁଃଖିତ ଏପରି ମତ୍ରିପାଇ

  • @music-world7825
    @music-world782515 күн бұрын

    ପାଗଳ ହେଇଗଲେଣି ଆମ ମୂର୍ଖ ମନ୍ତ୍ରୀ

  • @sunilpradhan3124
    @sunilpradhan312415 күн бұрын

    ସତ କହିବାକୁ କିଆଁ ଡରିବି ସତ କହି ପଛେ ମାରିବି ।👍

  • @AkshyaKaran
    @AkshyaKaran10 күн бұрын

    କାମ କରି ଦେଖାଇବାର ଅଛି

  • @user-wx3ws8bj2g
    @user-wx3ws8bj2g15 күн бұрын

    ଏତେ ହୀନ ଭାଷଣ ଗୋଟିଏ ମୁଖ୍ୟମନ୍ତ୍ରୀ ପାଇଁ ସୁଭୋନୀୟ ନୁହେଁ।ପାଞ୍ଚବର୍ଷ ପରେ କଣ କରିବ।

  • @JdbJrjd
    @JdbJrjd15 күн бұрын

    Majhi Babu dam achhi jadi,odishaku manyata debapai tumar guruku abedan Kar,tumar odishare record ,Amar hoi rahiba,mithya prolabhan karibapai chests karanahi ,modi jaha pratisuti deichhanti taha puran kar

  • @Subash_Murmu
    @Subash_Murmu15 күн бұрын

    ଜଣେ ଆଦିବାସି (ସାନ୍ତାଳ ) ଉଚ୍ଚ କୁ ଉଠିଲେ ଏଇ ଓଡିଶା ରାଜ୍ୟ ର ଶବର୍ଣ୍ଣ ଲୋକ ଘୃଣା ମନେ କରିବେ ଏଇଟା ସ୍ୱାଭାବିକ କଥା

  • @sridhardas8509
    @sridhardas850915 күн бұрын

    ଏ ମୂଖ୍ୟମନ୍ତ୍ରୀ ପ ରିଭାଷା ନୁହଁ ଏ ଗୋଟେ ପାଗଳ ର ପ୍ରଳାପ ପରି ଲାଗୁଛି ।

  • @sasmitabiswal740
    @sasmitabiswal74015 күн бұрын

    କାହିଁ ରାଣୀ କାହିଁ ଚନ୍ଦ୍ରକାଣୀ... ନବୀନ ଆଉ ମୋହନ ଭିତରେ ଆକାଶ ପାତାଳ ଫରକ

  • @Kshirod-cg1wk

    @Kshirod-cg1wk

    15 күн бұрын

    Hnn Bhai odia kahi paru nahanti

  • @deepakbiswal395
    @deepakbiswal39514 күн бұрын

    ସେତେବେଳେ କେଶ କରିବା ବହୁତ କଷ୍ଟ କାରଣ ସେତେବେଳେ ମିଡିଆ, ଥାନା, କୋଟ ସବୁକିଛି ବିଜେଡି ମାଧ୍ୟମରେ ଚାଲିଥିଲା 💯💯💯💯💯💯💯

  • @manoranjansahoo6064
    @manoranjansahoo606415 күн бұрын

    Thik katha

  • @bapibehera2154
    @bapibehera215415 күн бұрын

    ସତ କଥା ଟା ଦେହରେ ଯାଏନି, ତାହା ସମସ୍ତେ ଭଲସେ ଜାଣିଛନ୍ତି ।

  • @padmalochanbehera6868
    @padmalochanbehera686815 күн бұрын

    Orissa c m mohana majhi ji .barataman jeua katha kauachhanti sampuran bhula Karan jetebele biradhidalara thile setebele aeekathata kanapaee uathaelenahi.

  • @rakesh_choice_odia
    @rakesh_choice_odia13 күн бұрын

    ଏଥିଲାଗି ନବୀନ ପଟ୍ଟନାୟକ ନଂ 1

  • @JagabandhuMalik-ck5fj
    @JagabandhuMalik-ck5fj15 күн бұрын

    ମୂଖ୍ୟମନ୍ତ୍ରୀ ପଦବୀରେ ଵଶିଗଲ ବୋଲି ଵାଉଳେଇ ହେଲଣି ସାର। ବେଶି ଖୁସିରେ ନା ଅହଙ୍କାର ରେ ପଡିଗଲ।

  • @tapasisanga6803
    @tapasisanga680315 күн бұрын

    Deb Sir pointed out that Prime Minister Narendra Modi had on the floor of Parliament lauded Odisha for being at the forefront of implementing the reforms in the mining sector. The PM had also asked other states to learn cooperative federalism from Odisha, the BJD legislator said

  • @jitendradash5617
    @jitendradash561715 күн бұрын

    ପ୍ରତାପ ସାର୍,ଆମ ମୁଖ୍ୟ ମନ୍ତ୍ରୀ ହେଉଛନ୍ତି ଆଦିବାସୀ ଝାହା ବୁଝିଥିବେ ପାଲେ ତାଙ୍କର ଓକାତ୍ ସେତିକି ,

  • @subratkumarbehera5496
    @subratkumarbehera549614 күн бұрын

    ଭାଷଣ ପୁରା ମୋଦି ଠୁ ଶିଖିଛି ଆଉ

  • @sushantkumarsahoo4014
    @sushantkumarsahoo401415 күн бұрын

    ଅତ୍ୟଧିକ ଖୁସି ରେ ବିଭୋର ହେଲେ ଏମିତି ହୁଏ ଓ ଏପରି କଥା ବାହାରେ , ଭୁଲି ଯାଇଛନ୍ତି ଏବେ ନିଜେ ସେ ମୁଖ୍ୟମନ୍ତ୍ରୀ, ହଉ ଟିକେ ସମୟ ଲାଗିବ

  • @chandrasekharnayaka9658
    @chandrasekharnayaka965814 күн бұрын

    ମୁଖ୍ୟ ମନ୍ତ୍ରୀ ହିସାବରେ କି ଭଳି କଥା ରଖିବା ଆବଶ୍ୟକ ସେ ଜାଣି ନାହାନ୍ତି ।

  • @sunilpradhan3124
    @sunilpradhan312415 күн бұрын

    ପଦ ରେ ରହିଲେ ଭି ସେ ପ୍ରଥମେ ଜଣେ ସାଧାରଣ ଜନତା ।

  • @dharmendrasee794
    @dharmendrasee79415 күн бұрын

    ଆବେ ଟ୍ରାଫିକ ପୋଲିସ ତୁ କଣ କହୁଛୁ

  • @wildnature639

    @wildnature639

    15 күн бұрын

    suniparunu ki...😅

Келесі