ବଡ଼ ଭାଇ ପଡ଼ିଗଲେ ବୋଲି ମନ ଉଣା କରିଛି କାଳିଆ...ଏହା ଦେଖି କାନ୍ଦି ଉଠିଲା କୋଟି କୋଟି ଓଡ଼ିଆଙ୍କ ପ୍ରାଣ
Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews
Пікірлер: 198
ହେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ , ଦେବୀ ସୁଭଦ୍ରା ତୁମକୁ କୋଟି କୋଟି ପ୍ରଣାମ ତୁମେ ଏ ଓଡ଼ିଆ ଜାତି ସହିତ ସାରା ବିଶ୍ବକୁ ଉଦ୍ଧାର କରିନିଅ । ଏତିକି ନିବେଦନ ମୋର।
ବଡ ଭାଇ ର କଷ୍ଟ ଦେଖି , ସାନ ଭାଇ ର ଆଖି ଲୁହ ରେ ବୁଡିଗଲା । ଏଇ ତ ଭାଇ ଭାଇ ର ସମ୍ପର୍କ ।
ଭକ୍ତ ବହୁତ୍ ଦୁଃଖିତ , ଚକା ଆଖି ସବୁ ଦେଖୁଛି
ସେବାୟତ ମାନଙ୍କ ଆଚାର,ବ୍ୟବହାର,ଭକ୍ତି, ଶୁଦ୍ଧ ବିଚାରଧାରା ପ୍ରତି ବଡ ଠାକୁର ହୁଏତ ଅସନ୍ତୋଷ ଥାଇ ପାରନ୍ତି ତେଣୁ .....!!!!
@diptimishra7735
16 күн бұрын
Thik kahila bhai bada panda mane paesa income chakar rahi chhota pilanka dwara pahandi kari thile tari fala a sabu😢
ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
ରାମାୟଣ ବିଷୟରେ ଟିକେ ପଢି ଶୁଣି ସମ୍ବାଦ ପରିବେଷଣ କର ।କାହିଁକି ଲୋକମାନଙ୍କୁ ଭୁଲ୍ ତଥ୍ଯ ଦଉଛ। ରାମାୟଣରେ ନାଗପାଶ ରେ ଉଭୟ ରାମ ଓ ଲକ୍ଷ୍ମଣ ପଡ଼ି ଥିଲେ। ମାତ୍ର ଶକ୍ତି ଭେ ଦ କେବଳ ଲକ୍ଷ୍ମ ଣ ଙ୍କୁ ହେଇଥିଲା। ଯାହାକି ହନୁମାନ ଆରୋଗ୍ୟ କରେଇ ଥିଲେ।
Odishare bada Bhai Prati aniya houchi
ସେବାୟତ ଙ୍କର ଭୁଲ ଏତେ ସେବାୟତ ରହିବା ଠିକ ହେଉନାହିଁ
@pramodbhoi6210
16 күн бұрын
Bhai tama bhula bhujhicha katha ta aha nua katha hauchhi kichhi bhula truti he epare prabhu nka lila au
@ashutoshmohanty713
16 күн бұрын
Hm
@sadanandasethy8663
16 күн бұрын
Nai bhai pani padi se Pabachha khasada heithila ta goda khasigala
@JayantaBeshra-he9iv
16 күн бұрын
Bjp sarkar hele boli Kalia mono dukho kori6i
@Thatscrazy217
16 күн бұрын
Right
ଗର୍ବ ଅନୁଭବ କରିଥାଇ ପାରନ୍ତି ସେବାୟତ , ଗର୍ବ ସହି ପାରନ୍ତି ନି ଠାକୁର। ଆଉ ତାର ମାୟା ତାକୁ ଅଗୋଚର ସ୍ଵଂୟ ବ୍ରହ୍ମଦେବ ଜାଣିପାରିଲେ ନାହିଁ, ଆମେ ତ ଛାର ମାନବ ତା ବିଷୟରେ କହିବାଟା ମୋ ମତରେ ଠିକ୍ ନୁହେଁ । ଜୟ ଜଗନ୍ନାଥ 😂
media ଭାଇ ଟିକେ ଠିକ୍ ତଥ୍ୟ ରଖନ୍ତୁ ଲକ୍ଷ୍ମଣଙ୍କୁ ଶକ୍ତିଭେଦ ହୋଇଥିଲା ବେଳେ ପ୍ରଭୁଶ୍ରୀରାମଚନ୍ଦ୍ର କାନ୍ଦିଥିଲେ । ଆଉ ହନୁମାନ ଆଣିଥିବା ବିଶଲ୍ୟକରଣିରେ ମହାପ୍ରଭୁ ଲକ୍ଷ୍ମଣ ଆରୋଗ୍ୟ ହୋଇଥିଲେ । ଆଉ ଯେଉଁ ନାଗଫାଶ କଥା କହିଲ ପ୍ରଭୁ ରାମ ଏବଂ ଲକ୍ଷ୍ମଣ ଉଭୟେ ନାଗଫାଶରେ ପଡି ଅଚେତ ଅବସ୍ଥାରେ ପଡ଼ିଥିଲେ ସେତେବେଳେ ରମ୍ୟକ ଦ୍ବୀପରୁ ଗରୁଡ ଆସିବାରୁ ନାଗମାନେ ଭୟରେ ପଳାୟନ କରିଥିଲେ ।
@pritiranjanatta9047
16 күн бұрын
Chad bhai ye sala galua TV TRP pain kichi bhi kari pare.
@rashmiranjanpadhi8727
16 күн бұрын
Aita bhai para vaskyar 😅😅
@hk7154
16 күн бұрын
ତୁ ନ୍ୟୁଜ୍ ପଢ଼ୁଛୁ ନା ଯାତ୍ରା ଡାଇଲଗ୍ କହୁଛୁ ବା
@BIBHUDUTTADASH
16 күн бұрын
Right
ହେ ପ୍ରଭୁ! ଆପଣ ଆପଣଙ୍କୁ ରକ୍ଷା କରିବା ହୁଅନ୍ତୁ ପ୍ରଭୁ। 😔🙏🙏🙏🙏
ଜୟ ଜଗନ୍ନାଥ 🥹
⚪‼⚪ଭଗବାନ ଅନନ୍ତଙ୍କର ଭାର ବହନ କରିବାକୁ କାହାର ସାମର୍ଥ୍ଯ ନାହିଁ ଆଜ୍ଞା ତେଣୁ ନିଜର ଗର୍ବ ଅହଙ୍କାର ତ୍ଯାଗ କରି ସମ୍ପୂର୍ଣ୍ଣ ଆତ୍ମବଳ ମନପ୍ରାଣ ଦେଇ ସେବା କରନ୍ତୁ 🙏🙏🙏ାା ବୋଧହୁଏ ମୁଁ ଭାବୁଛି କିଛିଟା ଅସାବଧାନତା ଯୋଗୁଁ ଏପରି ହେଇଥାଇପାରେ 🙏🙏🙏ାା
Jay jaganatha swami nayan pathagami bhava tume❤❤
ଅତ୍ୟଧିକ ଅହଙ୍କାର ର କୁପରିଣାମ। ବିଗତ ନବ କଳେବର କାର୍ଯ୍ୟକ୍ରମ ପର୍ଯ୍ୟାଲୋଚନା କଲେ ଏହାର ମୂଳବିନ୍ଦୁରେ ପହଞ୍ଚି ପାରିବା। ଘଟଣା ଫଳିଭୂତ ପାଇଁ ସମୟ ନିଶ୍ଚୟ ଲାଗିଲା।😢
ସେଷ ନାଗ ବଳରାମ 🙏🙏🙏🙏🙏🙏🙏ଜଗନାଥ🙏🙏🙏🙏🙏
ଜୟ ଜଗନ୍ନାଥ 🙏🙏🙏😭😭😭
କିଛିବି ଇଛା ନୁହେଁ ସବୁ ଇଛା ତ ରାଜନୀତି ର.... ରାଜନୀତି କରି ଠାକୁର ଙ୍କୁ ବି ଅବହେଳା ଫୋଟୋ ଉଠେଇବା ପାଇଁ କେବଳ ଏସବୁ ହେଉଚି ପଣ୍ଡା ମାନଙ୍କର ମନ କେବଳ ଫୋଟୋ ଉଠିବ ଆଉ ଠାକୁର ଙ୍କ ପ୍ରତି ଧ୍ୟାନ ହିଁ ନାହିଁ 😢😢😢
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ସାହାଭରଷା ପ୍ରଭୁ 🙏🏻🐚
ଭକ୍ତ ବହୁତ ଦୁଃଖିତ,ଜୟ ଜଗନ୍ନାଥ 🙏🙏🙏🥲🥲🥲
ଯାହା ଘଟିବା ର ଅଛି ତାହା ନିଶ୍ଚିତ ଘଟିବ ତାକୁ କେହି ରୁକି ପାରିବେନି କାରଣ ଇଏ ପରା ମହାପ୍ରଭୁ ଙ୍କର ଲୀଳା
Jay Jagannath Swami 🙏🏻
ହେ ଜଗନ୍ନାଥ ଏ ଘୋର ବିପଦ ରୁ ରକ୍ଷା କର
Jay Jagannath 🙏 Jay balaram
🙏ଜୟ ବଳଦେବଜୀଉ ମହାପ୍ରଭୁ ଜୟ ମା ସୁଭଦ୍ରା ଜୟ ଜଗନ୍ନାଥ ମହାପ୍ରଭୁ 🙏
ମାଲା ତିଲକ ପେହେରି ମନ ମାନା ଲୋଗନି ରାମ ଖିଲୋନା ଜାନା ।।।। କବୀର ସାହେବ।।।।
Heparbu konohela jay Jagannath
Jay jagannath swami 🙏🙏🙏
Mo prabhu Jay Jagannath ❤❤❤
Satare mo dhan mana dukh karichi ❤❤ au ame sabu odisha basi❤❤❤😔🙏🙏
Jay jagannath prabhu
🙏Jay Bajrangbaliiiiio🚩🕉️
Jay jaganath
Jay jagannath
Jay Jagannath swami kiii ❤🙏🙏
Jay jagannath ❤❤❤❤❤❤❤❤❤❤❤❤❤❤❤
Jay jagannth
Jay Jagannath 🙏🙏
He mora jagannath he mora balaram he mata subhadra khyama karidia aame ta bhakta khyama karidia prabhu 😌🙏🙏🙏🙏🙏🙏
Jay Jagannath 🙏🙏🙏🙏🙏🙏🙏
Jay jagannath 🙏
Jay Jagannath 👏👏👏👏😭😭
Jay Jagannath swami
Jay Jagannath
Jay Shree Jagannath
❤
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ
❤ 🙏ସିଏ ଜଗନ୍ନାଥ ସବୁ ଦେଖୁଛି..... ଜଗା ରଖିବ ଜଗା ମାରିବ 🙏❤
Jay Jagannath 🙏🙏🙏
Jay Jagannath Swami 🌺🙏🌺🙏🌺
କିଛି ନାଇଁ ମ ପ୍ରଭୁ ଝୁଣ୍ଟି ପଡ଼ିଲେ ଆଉ ତମ ମାନଙ୍କ ବଳ କସୁଥିଲେ ତମେ ମାନେ ସବୁ କହୁନା କି ବାହୁବଳୀ ସେବାୟତ ବୋଲି ସେଥିପାଇଁ ପ୍ରଭୁ ଏମିତି ଲୀଳା କଲେ
hey prabhu 🙏🙏🙏
ଜୟ ଶ୍ରୀରାମ 🙏
ଜୟ ଜଗନ୍ନାଥ ମହାପ୍ରଭୁ 🙏🏻🙏🏻🙏🏻
Jay jagannath sawami rakhya kara pravu
He prabhu jagata ku udhar kara
He Jay shree jagannath 🪔🪔⭕‼️⭕🌼🙏🙏🙏🙏🙏🙏
Hai maha Prabhu jagannatha apana nhi saha Prabhu 🙏🙏🙏🙏🙏🙏⭕‼️⭕
Satare Bahut Aghatan Hei gala Prabhu kshyma karidebe Sebayat manananku, Jay Jagannath⭕ ❗⭕🍎🍉🍌🥥🤩🍇🌞💖🥰🎊🎊🌾👏👏👏👑😘💘♥♥💐🌹🙏🙏🙏
Jay Jagannath 🙏❤️
He prabhu
He prabhu jadi tamara sabu bhakta mane kichhi bhul karicchanti tahale apana janantu 🙏🙏🙏hele amiti kasta diani😢😢😢
He maha pravu🙏
Puri re adharma au anyaya badhgalani sethipain ghatuchi aghatana 🤬
ସବୁ ପ୍ରଭୁଙ୍କ କୃପା ଜୟ ଜଗନ୍ନାଥ
ଆମ ଓଡ଼ିଶା କ,ଣ। ହୋଇ ଅଛି
Hayre jagannath
Ate sebayat ratha upare rahiba thiki hauni ❤❤❤❤ Jay Jagannath
Jay jagannath swami ❤🛕🙏🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕❤️🙏
Jai ❤namaste
Jay.jagannath.balabhadra.masubhadra.sudrasan.namaste🎉🎉🎉🎉🎉
Hae mahaprabhu bharasa 🙏🙏🙏 Jai Jagannath 🙏 Jai Jagannath 🙏 Jai Jagannath 🙏....rakhya kara
Jay shree Jagannath Swami
Jay jay jay jagannath 😘🙏🙏🙏🙏🙏😘
Jay shree Jagannath
Jay Jagannath 🙏🏽🙏🏽🙏🏽
🙏🙏🙏
🙏🙏🙏🙏🙏🛐🛐🛐🛐🛐 he Prabhu he Kanha Kala
😭😭
Manisa mane jemiti jhuntiki padi jauchhanti aji maha pravu semiti jhuntile a tumata ki lila pravu
Jay jagarnath ❤❤❤❤❤❤
🙏🙏🙏🙏🙏🙏🙏🙏🙏🙏😭😭😭😭😭😭😭😭😭😭😭😭😭😭😭😭😭😭ମ କାଳିଆ
Jay Jagannath Swami ji ki jai ho Saha huwa pravu 🙏🙏🙏🙏😢😢😢😢😂😂😂😂
He prabhu . Ama mananka bhul ku khyama karidiantu . Au papi mananku bahut danda diantu
Jay Jagannath Swami bhakti shakti maaf kijiye Prabhu 🙏
😢😢😢
Adharma bodichi bicharo koribe monima 🙏🏻🙏🏻🙏🏻😓😓😓🙏🙏🙏
କାଳିଆ ମନ ଦୁଃଖ କଲା ବୋଲି ତମକୁ କହିଲେ କେତେ ବାଜେ ଖବର କହୁଚ
🙏🙏🙏🙏
ଓଓ ଆମ ଆରାଧ୍ୟ
Jay Jagannath 🙏🙏 Khama kara probhu 🙏🙏🙏
Jayjagannth
Jay Jagannath ⭕❗⭕🙏🙏🙏🙏😭😭😭😭😭😭😭
Sita 🙏🙏🙏 ram
ତମେ ସବୁ ଜାଣି ଦେଉଚ କେମିତି ମ
🙏😭⭕❗
Snana jatrare jagannath kandi thile abe gote gote ghatuchi jay jagannath 🙏🙏🙏🙏
Jay jhagarnath 🙏🙏🙏🙏
😢🙏
Jay shree Jagannath Mahaprabhu ki Jay