We had discussion with Nijoga on mishap during 'Adapa Bije' Pahandi: Odisha Law Minister

#ପ୍ରଭୁଙ୍କର_ଇଏ_ଆଉ_ଏକ_ପ୍ରକାର_ଲୀଳା
ପହଣ୍ଡି ବେଳେ ଚାରମାଳ ଉପରୁ ପଡ଼ିଗଲେ ବଡ଼ ଠାକୁର ବଳଭଦ୍ର। ‘ଅଘଟଣ ସମ୍ପର୍କରେ ନିଯୋଗ ସାଙ୍ଗରେ ଆଲୋଚନା ହୋଇଛି’
#BadaThakuraBalabhadra #Pahandi #LawMinister #PrithvirajHarichandan #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 69

  • @bigyanranjnpradhan9669
    @bigyanranjnpradhan966916 күн бұрын

    ଯେତିକି ସେବାୟତ ନେବା କଥା ଅଧିକ ସେବାୟତ ହେଲେ ଠେଲାପେଲାରେ ପଡିଗଲେ

  • @Abhijeet-jena12345
    @Abhijeet-jena1234516 күн бұрын

    ସବୁ ସେବାୟତ ମାନେ ମହାପ୍ରଭୁଙ୍କ ଭଲରେ ନିଃଶ୍ବାସ ନେବାକୁ ଦେଉନାହାନ୍ତି ଏତେ ମାତ୍ରାରେ ସେବାୟତ ରଥ ଉପରେ ରହୁଛନ୍ତି। ତେଣୁ ମହାପ୍ରଭୁ ଏମିତି କଲେ

  • @prasantapattanaik862
    @prasantapattanaik86216 күн бұрын

    ବହୁଡା କଥା ଛାଡ।ଏହା କାହିଁକି ହେଲା ଆଗ କହ।

  • @baralcreations4636
    @baralcreations463616 күн бұрын

    ଅତି ଅହଙ୍କାର

  • @jeevanjyotidas4900
    @jeevanjyotidas490016 күн бұрын

    ଜୀବନରେ ଥରେ ବିଧାୟକ ନହେଇ ଆଇନ ମନ୍ତ୍ରୀ କିସ ହେଉଛି ପ୍ରଭୁ

  • @biswajitdash6022

    @biswajitdash6022

    16 күн бұрын

    ବିଜେପି ଵାଲା ସେ ଚୋର ନମକ ହାରାମ ଦଲାଲ ବିଜୁ ପୁଅ ନବୀନ କୁ ରଥ ରେ ଡାକିବାରୁ ଆଜି ଏତେ ବଡ଼ ଘଟଣା ଘଟିଗଲା ..ବଡ଼ ଠାକୁର ଏହା ସହ୍ୟ କରିପାରିଲେ ନାହିଁ ଯେ ଗୋଟେ ଚଣ୍ଡାଳ ତାଙ୍କ ପାଖକୁ ଅସୁବୋଲି ..ରାତି ରେ ମଦ ପିଇକି ସୋଇଥିଲା ସକାଳୁ ବେହିଆଙ୍କ ପରି ଉଠିକି ଚାଲି ଆସିଲା .. ଯୋଉ ଲୋକ ତାଙ୍କ ଗୋଡ଼ ତଳେ ଦିନେ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ମୁଣ୍ଡିଆ ମାରିନି ସେ ଭଳି ଗୋଟେ ଚରିତ୍ର ହୀନ ଲୋକ ପାଇଁ ଆଜି ବଡ଼ ଠାକୁର କ୍ରୋଧ ପ୍ରାପ୍ତ କଲେ ..ସେଥିପାଇଁ ତ ସେ ଗୋଟେ ଅସଭ୍ୟ ଦଳ କୁ ମାଟିରେ ମିଶେଇ ଦେଲେ ..ଧିକ ଧିକ ସେ ନବୀନ କୁ ଓଡ଼ିଆ ଜାତି ଓଡ଼ିଆ ଭାଷା କୁ ପୁରା ଉଲଗ୍ନ କରିଦେଲା

  • @ajaysahoo2009

    @ajaysahoo2009

    15 күн бұрын

    magia bjp wala asele boli sabu kichi apte sepate hela... 24 varsa re ta rath yatra re ta kichi asubidha heini.. ta mene kn abe Naveen piki asethila ta agaru kn pai na thila... Bjp wala Ayodhya re b harila Mane bhagwan b rasta dekhei dele je khali mote neiki rajniti kara nahi... bhala kama kichi kara...chup chap ee​@@biswajitdash6022

  • @dashingsonu8424

    @dashingsonu8424

    15 күн бұрын

    ​@@biswajitdash6022hele 25 year kie ashrivad deuthila Jagannath bhumi re sasan karibaku Naveen Patnaik ku .... Kn pai rajneeti re Bhagaban ku anucha kahila , Bhagaban padijiba eka bahut danger sign Odisha pai

  • @biswajitdash6022

    @biswajitdash6022

    15 күн бұрын

    @@dashingsonu8424 hele 25 year kie ashrivad deuthila Jagannath bhumi re sasan karibaku Naveen Patnaik --,ଏଇମାନେ ଦଉଥିଲେ ରେ 25 ବର୍ଷ ହେଲା ମଦୁଆ ବେଧୁଆ ଗଞ୍ଜୋଡ଼ ଠୋପେ ମଦ ଆଉ ଖଣ୍ଡେ ଚିକେନ ଗାଣ୍ଡି ଖିଆ ଵାଲା ..କେବେ ଦେଖିଚୁ ସେ ବେହିଆ ନବୀନ କୁ ଜଗନ୍ନାଥ ଙ୍କ ପାଦ ତଳେ ସୋଇ ପ୍ରଣାମ କରିବା ନାଇଁ ସେ କରିବନି କାରଣ ସେ ପୋପ ର ଗୋଡ ତଳେ ପଡିବା ଲୋକ ..ରାଜନୀତି କିଏ କରୁଛି ..ସେ ଲୋକଟା ହିଁ ଚଣ୍ଡାଳ ଟେ ..ପୁରୀ କୁ ପୁରା ତଳି ତଳାନ୍ତ କରିଦେଇ ଚାଲିଗଲା ..ସମସ୍ତଙ୍କୁ ଅକର୍ମଣ୍ୟ କରିଦେଇ ଗଲା ..ଆଉ ଶେଷରେ ତାର ବିଧାୟକ ନାରୀ ଧନ୍ଦା କଲେ ଆଉ ମାଆ ଭଉଣୀ କୁ ନିଜ ର ଲାଳସା ରେ ନିୟୋଜିତ କଲେ

  • @biswajitdash6022

    @biswajitdash6022

    15 күн бұрын

    @@dashingsonu8424 ପଚିଶ ବର୍ଷ ହେଲା ତାକୁ ashribad କରୁନଥିଲେ ରେ ତାର ପାପର ମାଠିଆ ଟାକୁ ଭରୁଥିଲେ

  • @Jotrimay
    @Jotrimay16 күн бұрын

    ପଣ୍ଢା ମାନଙ୍କ ଖାମଖିଆଲି ଅନ୍ୟୟ ଯୋଗୁ 😭😭🙏🙏ଶୀଘ୍ର ତର୍ଜମା କରାଯାଉ 🙏🙏

  • @sarojodiavlogschannel2052
    @sarojodiavlogschannel205216 күн бұрын

    ଜୟ ଜଗନ୍ନାଥ ମହାପ୍ରଭୁ କ୍ଷମା କରିଦିଅ

  • @deepakswain6892
    @deepakswain689216 күн бұрын

    Jay Jagannath

  • @ChinmayKumarSahu.
    @ChinmayKumarSahu.16 күн бұрын

    I think this is a negative sign that something is going to happen badly. Look as per the decision of state govt that they will be going to open the Ratna Vandar of Mahaprabhu Jagannath that may be a wrong decision, I'm not saying that opening of Ratna Vandar is a bad decision but as per the committee head said that anyhow if the locks are unable to open by Keys then they will break the locks and enter Ratna Vandar.. Which is a very nonsensical decision.. I would like to ask a question to the committee about who gave them the authority to do these? I think it could be risky and it's not at all safe because this is the properties of lords not any state authority and any persons so please wait for the time. Whenever Mahaprabhu Want the Ratna Vandar will open automatically.. (Anyway My Intention Is Not Spreading Any Hates Towards Anyone) It's an honest opinion ❤ Jai Jagannath 🙏

  • @shivom9286

    @shivom9286

    16 күн бұрын

    So... Is it okay to wait for eternity to open the Lords Ratna bhandar?? We may attempt open the ratna bhandar.. If the Lords wanr it to open, than it will open.. Otherwise this will be a failed attempt... 🙏

  • @ChinmayKumarSahu.

    @ChinmayKumarSahu.

    15 күн бұрын

    @@shivom9286 exactly..

  • @Aakamaabadi
    @Aakamaabadi15 күн бұрын

    ପାଞ୍ଚ ମିନିଟ୍ ର ଭୁଲ୍ କଲେ ଏଠି ଜଣେ ଆଜୀବନ କାରାଦଣ୍ଡ ଭୋଗୁଛି ଏମିତିକି ରାଜକ୍ଷମା ରୁ ବଞ୍ଚିତ ହେଇ ଜଣକୁ ଫାସି ଦଣ୍ଡ ରେ ଦଣ୍ଡିତ କରାଯାଉଛି। ଏଠି ପଣ୍ଡିତ ପୁଅ ମାଙ୍କଡ ମାରିଲେ କିଛି ହୁଏନି କିନ୍ତୁ ଗାଁ ଦାସିଆ ସେଠୀ ମାରିଲେ କଥା ସରିଲା।CCTV ଫୁଟେଜ କୁ ଜାଞ୍ଚ୍ କରି ସେବାୟତଙ୍କ ବିରୁଦ୍ଧରେ ଆଇନଗତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ।ବିଶ୍ଵ ନିୟନ୍ତାଙ୍କ ପ୍ରତି ଏଭଳି ଦାୟିତ୍ଵ ହୀନ ସେବା କେବେବି ବରଦାସ୍ତ ନୁହେଁ।

  • @lalit98193
    @lalit9819316 күн бұрын

    ତଦନ୍ତ ହେଉ ନିହାତି କାହାର ହାତ ଥିବ

  • @prasantapattanaik862
    @prasantapattanaik86216 күн бұрын

    ବିଜେପି ସବୁ କଥା ଗାଲକୁ ମାରେ।

  • @biswajitdash6022

    @biswajitdash6022

    16 күн бұрын

    ବିଜେପି ଵାଲା ସେ ଚୋର ନମକ ହାରାମ ଦଲାଲ ବିଜୁ ପୁଅ ନବୀନ କୁ ରଥ ରେ ଡାକିବାରୁ ଆଜି ଏତେ ବଡ଼ ଘଟଣା ଘଟିଗଲା ..ବଡ଼ ଠାକୁର ଏହା ସହ୍ୟ କରିପାରିଲେ ନାହିଁ ଯେ ଗୋଟେ ଚଣ୍ଡାଳ ତାଙ୍କ ପାଖକୁ ଅସୁବୋଲି ..ରାତି ରେ ମଦ ପିଇକି ସୋଇଥିଲା ସକାଳୁ ବେହିଆଙ୍କ ପରି ଉଠିକି ଚାଲି ଆସିଲା .. ଯୋଉ ଲୋକ ତାଙ୍କ ଗୋଡ଼ ତଳେ ଦିନେ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ମୁଣ୍ଡିଆ ମାରିନି ସେ ଭଳି ଗୋଟେ ଚରିତ୍ର ହୀନ ଲୋକ ପାଇଁ ଆଜି ବଡ଼ ଠାକୁର କ୍ରୋଧ ପ୍ରାପ୍ତ କଲେ ..ସେଥିପାଇଁ ତ ସେ ଗୋଟେ ଅସଭ୍ୟ ଦଳ କୁ ମାଟିରେ ମିଶେଇ ଦେଲେ ..ଧିକ ଧିକ ସେ ନବୀନ କୁ ଓଡ଼ିଆ ଜାତି ଓଡ଼ିଆ ଭାଷା କୁ ପୁରା ଉଲଗ୍ନ କରିଦେଲା

  • @tapasdharua2754
    @tapasdharua275416 күн бұрын

    Jai jagannath

  • @manaskumar5639
    @manaskumar563916 күн бұрын

    Danta dekhauchha dukha laguni

  • @gyanabratajena4427
    @gyanabratajena442716 күн бұрын

    ଆରେ ଓଟିଭି ନିଉଜ୍ ଏହି ଭିଡିଓ କୁ ବାରମ୍ବାର ଦେଖେଇ କି ଆମକୁ ଦୁଃଖ କାହିଁକି ଦେଉଛୁ ତୁ ଯଦି ରାସ୍ତାରେ ଝୁଣ୍ଟି ପଡୁ ଆଉ ତୋ ଭିଡିଓ ମୁଁ ଭାଇରାଲ କରିଦିଏ କଣ ତତେ ଭଲ ଲାଗିବ

  • @Abhijeet-jena12345
    @Abhijeet-jena1234516 күн бұрын

    କୋଟି ସିଂହ ପରାକ୍ରମ ପ୍ରଭୁ ବଳାରାମ.... ତହିଁ ଶୋଇଛନ୍ତି ପୁଣି କାଳୀୟ ଗଞ୍ଜନ..... ସାତଗୋଟି ପର୍ବତର ଅଟନ୍ତି ସେ ଗୁରୁ... ନାମ ବୋହିଛନ୍ତି ଅଚଳ ମହାମେରୁ. ରକ୍ଷା କର ମଣିମା. 🙏

  • @SSamantaray0007
    @SSamantaray000715 күн бұрын

    ଉପ ମୁଖ୍ୟମନ୍ତ୍ରୀ ଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ 🤦‍♂️

  • @Odiasahityasansara7999
    @Odiasahityasansara799916 күн бұрын

    ହେଲେ ଏହା କୌଣସି ଅଘଟଣା ନାହିତ। ହେଲେ 😢😢ଆମ ମନରେ ବହୁତ୍ କଷ୍ଟ ଦେଇଛି। ଯେହେତୁ ପ୍ରଭୁ ହେଉଛନ୍ତି କୋଟି ଓଡ଼ିଆ ମାଉଦ୍ମଣୀଙ୍କ ବ୍ରହ୍ମାଣ୍ଡ ଠାକୁର। ତ୍ରାହି ତ୍ରାହି ଡାକ ହେ ଭକ୍ତ ଗଣ 😢😢

  • @puspalataswainbarsa5738

    @puspalataswainbarsa5738

    16 күн бұрын

    ସତରେ ବହୁତ୍ କଷ୍ଟ ଲାଗୁଛି 😢

  • @santoshrath5528
    @santoshrath552815 күн бұрын

    ଲୀଳା ବୋଲି କହିକି ବଡ଼ ଠାକୁରକୁଁ ଏମିତି ପକେଇଦେବ ଖାମଖିଆଲ ହେଇକି। ସିଏ ବି ମାନବ ଲୀଳା କରୁଛନ୍ତି ତାଙ୍କୁ ବି କଷ୍ଟ ହୁଏ। ୟାର ଦୟାକରି ତଦନ୍ତ କରିଲେ ଭଲ ହେବ।

  • @alokdas836
    @alokdas83616 күн бұрын

    ବହୁତ କଷ୍ଟ ଲାଗୁଛି,😢

  • @puspalataswainbarsa5738
    @puspalataswainbarsa573816 күн бұрын

    😢😢😢

  • @asishbabu342
    @asishbabu34215 күн бұрын

    Prabhu muha madiki padiba ...Eita kn gote nila...... emiti katha kahile kemiti heba ..........Prabhu apana nku sadbudhi diyantu..........jay jagannath

  • @prasantapattanaik862
    @prasantapattanaik86216 күн бұрын

    ଯଦି ଲୀଳା ତେବେ ଏତେ ସେବାୟତ କାହିଁକି ଆଘାତ ପ୍ରାପ୍ତ ହେଲେ?

  • @Subham12330
    @Subham1233016 күн бұрын

    Hmm toh Lila ta kou type hebo next 5 year's re kuho tike 😂😂😂😂 bad hebo na pura finish hebo odisha ta BJP pain, Because bjp is not totally Hindu 😂😂 Rahul Gandhi is right statement give Kn mohani ku odisha manage koriparibo na nai next 5 year's re bhalo ki na nai dekh sabu 😂😂😂😂 Sethi pain god agoru message die dele odisha basi ku Saridebo re mohani odisha ku 14 Tarik kn hebo dekh😂😂

  • @prakritiallinone
    @prakritiallinone16 күн бұрын

    Cctv camera lagiba darkar

  • @godgift4711
    @godgift471114 күн бұрын

    Mohon sarkar odisha ku kandaibo ..agoku au

  • @prakritiallinone
    @prakritiallinone16 күн бұрын

    Cctv camera dekhajau kahiki emiti hela

  • @jagnyapradhan4611
    @jagnyapradhan461115 күн бұрын

    He is laughing.. Shame on you.. Its a serious matter.. Choro muhan..

  • @debendralenka6470
    @debendralenka647016 күн бұрын

    Last re aou kn kahiba

  • @MANOJMISHRA-yx4us
    @MANOJMISHRA-yx4us15 күн бұрын

    Tume kahila (Thakura manankar Leela) ,, Thik achi odia loka katha achi (Amaku keela)

  • @brahmanandark
    @brahmanandark16 күн бұрын

    Ain mantrinku sabu Jana maha bahu asi ei mahan lokanku janeichanti kouthu sabu asucha kejani

  • @jay.12310
    @jay.1231016 күн бұрын

    Eta ki minister be ... Only katha kuha ..

  • @dipakbehera1233
    @dipakbehera123315 күн бұрын

    ainmatri eistapa diantu

  • @prabodhadwivedy1159
    @prabodhadwivedy115916 күн бұрын

    Ratha upare ete sebayatanka abasyakata kn? Eita tanka jagir ki?

  • @partha2218
    @partha221814 күн бұрын

    Ghare na pasunu chala baji lani. Vai bjd govt. Thile sata kuha tume kana lila boli kahi thanta?

  • @Brosujit
    @Brosujit16 күн бұрын

    ଏ ବେଧପିଲା ମନ୍ତ୍ରୀ କି ପଚାର ସେ ଶଳା ପ୍ରଭୁ ଯାଇ ଦେଖିଲେଣି,ଶଳା ନିଜକୁ ଭଗବାନ ଭାବୁଛନ୍ତି,ଶଳା ହସୁଛି,🎉

  • @biswajitdash6022

    @biswajitdash6022

    16 күн бұрын

    ବିଜେପି ଵାଲା ସେ ଚୋର ନମକ ହାରାମ ଦଲାଲ ବିଜୁ ପୁଅ ନବୀନ କୁ ରଥ ରେ ଡାକିବାରୁ ଆଜି ଏତେ ବଡ଼ ଘଟଣା ଘଟିଗଲା ..ବଡ଼ ଠାକୁର ଏହା ସହ୍ୟ କରିପାରିଲେ ନାହିଁ ଯେ ଗୋଟେ ଚଣ୍ଡାଳ ତାଙ୍କ ପାଖକୁ ଅସୁବୋଲି ..ରାତି ରେ ମଦ ପିଇକି ସୋଇଥିଲା ସକାଳୁ ବେହିଆଙ୍କ ପରି ଉଠିକି ଚାଲି ଆସିଲା .. ଯୋଉ ଲୋକ ତାଙ୍କ ଗୋଡ଼ ତଳେ ଦିନେ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ମୁଣ୍ଡିଆ ମାରିନି ସେ ଭଳି ଗୋଟେ ଚରିତ୍ର ହୀନ ଲୋକ ପାଇଁ ଆଜି ବଡ଼ ଠାକୁର କ୍ରୋଧ ପ୍ରାପ୍ତ କଲେ ..ସେଥିପାଇଁ ତ ସେ ଗୋଟେ ଅସଭ୍ୟ ଦଳ କୁ ମାଟିରେ ମିଶେଇ ଦେଲେ ..ଧିକ ଧିକ ସେ ନବୀନ କୁ ଓଡ଼ିଆ ଜାତି ଓଡ଼ିଆ ଭାଷା କୁ ପୁରା ଉଲଗ୍ନ କରିଦେଲା

  • @jagnyapradhan4611
    @jagnyapradhan461115 күн бұрын

    Apana nku laguchi lila.. Shame on you.. Kemiti thik re chaliba dekhantu.. Apana kahidele bhul heini tu kana bhagwan.. Ghamand karani.. Kemiti thik re chaliba dekhantu..

  • @himanshubalhimanshubal8291
    @himanshubalhimanshubal829116 күн бұрын

    BJP Ratnabhandr kholi sabu adani daedau

  • @arjuncharansahoo2251
    @arjuncharansahoo225116 күн бұрын

    କଥାରେ ଅଛି କୁହା ମୁଣ୍ଡା କପିଳା ମହାପ୍ରଭୁ ଙ୍କ ନୀଳା ନା ମନ୍ତ୍ରୀ ଙ୍କ ଅପାରଗତା

  • @rudrabibhar1953
    @rudrabibhar195316 күн бұрын

    ଇଶେବାଜତମାନେକୁମହରେଟିକେଳଜିଆଳାଗୁନି ଖାଳିଦେଖେଇହୌଛତି

  • @chandrashekharbehera234
    @chandrashekharbehera23415 күн бұрын

    ଆଗୁଡ଼ା ଲୀଳା ନୁହେଁ ତୁମ ଭଳି ଗଲୁଆ ନେତା ମାନଙ୍କ ପାଇଁ କୀଳା । ଖାଲି ଗାଲୁଆ କଥା ଏଗୁଡ଼ା।

  • @umapatisailendusekhar1253
    @umapatisailendusekhar125315 күн бұрын

    ଚୋର ବିଜେପି ମନ୍ତ୍ରୀ ମାନଙ୍କର ସଫେଇ।।। ସବୁ ପାପ କାମରେ ଲିପ୍ତ।।। ଅନ୍ଧାରରେ ଯିଏ ଶୋଇଛି ତାକୁ ଉଠେଇବ କିଏ।।।। ଏମାନେ ସବୁ ମୋଦୀ ମୋଦୀ ହେଲେ ।।।ନୀତି ନିୟମ କୋଉଠୁ ମାନେ ପଡିବ।।। ଲଜ୍ଜ୍ୟା ଲାଗିବା କଥା।।। ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରାରେ ଏମିତି ଅଘଟଣ ହେବା।।ଜୟ ଜଗନ୍ନାଥ ସମସ୍ତଙ୍କୁ ସତ୍ ପଥରେ ଆଗେଇ ନିଅ।।।

  • @ajaysahoo2009

    @ajaysahoo2009

    15 күн бұрын

    thik bhai.. bhagwan bi sahileni

  • @ourcookinglife7845
    @ourcookinglife784516 күн бұрын

    Sabu Lila 😂😂😂

  • @amitapanda334
    @amitapanda33416 күн бұрын

    Bina bhulre Mahaprabhu padigale. Mahaprabhunkapakhare khymaprathi hua. Sucharurupe karjya nakale se kahara garba rakhibeni.

  • @amiyaswain4119
    @amiyaswain411915 күн бұрын

    To ghare Amity nila karuthile nare

  • @DebakiSunani-g3h
    @DebakiSunani-g3h16 күн бұрын

    Lila nuhe sebayat mane moda pi thibe

  • @Doctor_unknown98
    @Doctor_unknown9816 күн бұрын

    Ete behiya danta dekhauchi mgh...sarpancha habaku aukat nanhi sukhila re mantri hele eiya hue...

  • @lingaraj_gaming
    @lingaraj_gaming16 күн бұрын

    E sala mantri hasuchi kan pain

  • @laxminarayanpanda1463
    @laxminarayanpanda146315 күн бұрын

    Tama katha mulya hina

  • @guddumohanty1556
    @guddumohanty155616 күн бұрын

    ତୁମ ସରକାର ଅଳ୍ପଦିନ

Келесі