VK Pandian Effect Evident in BJD's New Committee and Responsibilities!

#ବିଜେଡିର_ନୂଆ_ତାଲିକାରେ_ପାଣ୍ଡିଆନ୍_ଇଫେକ୍ଟ_ଚର୍ଚ୍ଚା
ରାଜନୀତିରୁ ପାଣ୍ଡିଆନଙ୍କ ସନ୍ନ୍ୟାସ ଧର୍ମକୁ ଆଖିଠାର। ବିଜେଡି ନୂଆ କମିଟି ଆଉ ଦାୟିତ୍ୱ ଦେଖିଲେ ସେମିତି କିଛି ମନେ ହେଉଛି।
#BJD #Politics #OTV #OdishaTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 695

  • @ajayanayak5373
    @ajayanayak537317 күн бұрын

    ଶଳା ତମକୁ ବୈଜୟନ୍ତ ପଣ୍ଡା ଅଧିକ ପଇସା ଦଉଚି bjd ବିରୁଦ୍ଧରେ କହିବାକୁ। କିଏ କହିଲା ବିଜେଡି ହାରିଛି। ନବୀନ ପଟ୍ଟନାୟକ ତ ଲୋକଙ୍କ ହୃଦୟ ଜିତିଛନ୍ତି ଆଉ ଏବେ ବି ଲୋକଙ୍କ ହୃଦୟରେ ଅଛନ୍ତି। ଏବେ ଯଦି ଲୋକଙ୍କୁ ପଚରା ଯିବ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ଲୋକ କହିବେ ନବୀନ ପଟ୍ଟନାୟକ

  • @RakeshPradhan-cf1wv

    @RakeshPradhan-cf1wv

    16 күн бұрын

    Right bhai

  • @chinmayadhal7082

    @chinmayadhal7082

    16 күн бұрын

    @@ajayanayak5373 ଭାରତ ରାଜନୀତି ରେ ବିରଳ ନବୀନ ପଟ୍ଟନାୟକ ନାମ ହିଁ ଯଥେଷ୍ଟ ହାରିକ କି ବି ସମସ୍ତ ଏପରିକି ବିରୋଧୀ ଙ୍କ ❤💕💖 ରେ ବିରାଜମାନ

  • @ganeshswain8222

    @ganeshswain8222

    15 күн бұрын

    Kahila pade mow bhai❤❤

  • @kartickchandrajena

    @kartickchandrajena

    15 күн бұрын

    Right

  • @AbhimanyuAbhi-od7fk

    @AbhimanyuAbhi-od7fk

    15 күн бұрын

    Jadi abebi Luka nka hrudayare re Naveen babu achhanti tahale hinjili ru Naveen babu harile kahinki je

  • @anilsenapati7317
    @anilsenapati731717 күн бұрын

    ତମେ ଓଟିଭି ଵାଲା କେବେ ତମ ବିଜେପି କଣା ଦେଖା ଯିବନି ବିଜେଡି କଣା ଗୋଟିଏ ତୁମକୁ ଦେଖା ଯାଉଛି

  • @pramodkumarnayak1162
    @pramodkumarnayak116217 күн бұрын

    OTV ର ଯେଉଁ ନିରପେକ୍ଷତା ଥିଲା ତାହା ଆଉ ନାହିଁ। ଏହା ସମ୍ପୂର୍ଣ୍ଣ BJP ଦଳ ର channel ହେଇଗଲାଣି। ଏମିତି ହେଲେ ଗଣତନ୍ତ୍ର ବିପଦରେ ପଡ଼ିବ।

  • @hirosethi8929
    @hirosethi892917 күн бұрын

    ପାଣ୍ଡିଆନ ମଲେ ହିଁ ତମ news ବଲାମାନେ ଶାନ୍ତି ପାଇବ।କିଏ କଣ କଲା ସବୁର କାରଣ ହଉଚି ପଣ୍ଡିଆନ " । ଜଣେ ଅଣଓଡ଼ିଆ ମୁଖ୍ୟ ଶାସନ ସଚିବ ହେଲା ଓଡ଼ିଶାର ,ସେଇଟା କାହାକୁ ଦେଖାଯାଉନି।

  • @melisha4236

    @melisha4236

    17 күн бұрын

    Mari jau pandu.. 😂

  • @ଚୋପାଛଡାକଦଳୀଠିପିଖୋଲାକଣା

    @ଚୋପାଛଡାକଦଳୀଠିପିଖୋଲାକଣା

    17 күн бұрын

    ମାଗିହା ପାଣ୍ଡ ପାଟି ରେ ପଶୁ ଗୋପାଳ ଦାସ ର ବାଣ୍ଡ...ସେ ମାଗିହା ପାଣ୍ଡ ଟା ମରିବ କେବେ? ତାକୁ ବିଷ ଦେଇ ଦେ

  • @SandhyaRaniPatra-vd5qm

    @SandhyaRaniPatra-vd5qm

    17 күн бұрын

    Right

  • @TapankumarDas-tj3in

    @TapankumarDas-tj3in

    16 күн бұрын

    Marijauni pandian tame Genda Dalia dasa kriy kriba

  • @SantoshKumar-xn2gs

    @SantoshKumar-xn2gs

    16 күн бұрын

    OTV ku

  • @himansubal9293
    @himansubal929317 күн бұрын

    ଆଗେ ବିଜେପି କଥା ବୁଝିସାର ରାଜ୍ୟ ଏବେ ଗୁଜୁରାଟ ନେତା ହାତରେ ।

  • @jagabandhuswain4737
    @jagabandhuswain473717 күн бұрын

    କିଛି ପ୍ରମାଣ ଅଛି ଓଟିଭି ପାଖରେ ନା ଶସ୍ତା ରାଜନୀତି କରୁଛି ଗଣମାଧ୍ୟମ

  • @amitarup4740

    @amitarup4740

    17 күн бұрын

    ସଂତୃପ୍ତ ହେଉଛନ୍ତି ତାର ପ୍ରମାଣ

  • @SR_SanjayCreation

    @SR_SanjayCreation

    17 күн бұрын

    Otv ବିଜେପିର ପେଳ ଚଟା web chanel

  • @bichitranayak6427

    @bichitranayak6427

    17 күн бұрын

    Pandian asile OTV ra kn pain phatuchi pandian to odisha pain bhala kama karichanti

  • @SantoshPradhan-cl7vg

    @SantoshPradhan-cl7vg

    17 күн бұрын

    Bjp TV

  • @tapanmohanta553

    @tapanmohanta553

    17 күн бұрын

    Otv bjp tv

  • @ODISHABHAI-eq8jq
    @ODISHABHAI-eq8jq17 күн бұрын

    ପାଣୁ ବିରୋଧ ରେ ପ୍ରଚାର କରି ବିଜେପି ଶାସନ କୁ ଆସିଛି, ଆଗ କୁ ବିଜେପି ର ଇସ୍ତାହାର କଥା, ଦଳ କୁ ମନେ ପକା ଅ, ପାଣ୍ଡୁ ପଛ ରେ ଲାଗି ଓଟିଭି ର, ଏଥି ରେ ମୁଣ୍ଡ ବିନ୍ଦା ହେବା ଠିକ୍ ନୁହେଁ

  • @prakashkumarjena.babusan.n3760

    @prakashkumarjena.babusan.n3760

    17 күн бұрын

    ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର

  • @status.hero6098

    @status.hero6098

    16 күн бұрын

    Sabu chora dhara ପଡ଼ିବେ ସବୁ ପାଣ୍ଡୁ ଚୋର କୁ ସପୋର୍ଟ କରୁଛନ୍ତି ଆରେ କିଛି bjd chora pain bjd ଭାଙ୍ଗିଗଲା ଆଉ ବାଳ ଅଛି ଖାଇବ ରୁହ ରେ bjd bala

  • @antaryamimishra449
    @antaryamimishra44917 күн бұрын

    ଭୁଲ୍ news ଦେଖାଅ ନାହିଁ କାରଣ ସମସ୍ତଙ୍କ ପ୍ରିୟ ନବୀନ ପଟ୍ଟନାୟକ ଜିନ୍ଦାବାଦ

  • @ODISHA_KUHE

    @ODISHA_KUHE

    17 күн бұрын

    😂😂 ସେଥିପାଇଁ kerkeraki ହାରିଲା ବୁଢ଼ା

  • @manasranjanjena3588

    @manasranjanjena3588

    17 күн бұрын

    ନବୀନ ବାବୁ ସମସ୍ତ ଙ୍କ ର ପ୍ରିୟ ନୁହେଁ କେବଳ ତୁମ ର ପ୍ରିୟ , ସମସ୍ତ ଙ୍କ ର ପ୍ରିୟ ହେଇଥିଲେ ହାରିଲା କାହିଙ୍କି ବୁଝି ପାରୁନ

  • @antaryamimishra449

    @antaryamimishra449

    17 күн бұрын

    @@manasranjanjena3588 ତୁମର ମୋଦୀ ଅଯୋଧ୍ୟା ହାରିଲା ସବୁ ବେଳେ 400ପାର କହି ଭୋଟ ମାଗୁଥିଲା ତୁମର ମୋଦି ଯେତିକି ଭଳ ତୁମ ପାଇଁ ଆମ ପାଇଁ ନବୀନ ପଟ୍ଟନାୟକ ସେତିକି ଭଳ

  • @melisha4236

    @melisha4236

    17 күн бұрын

    ​@@manasranjanjena3588right

  • @mastiwithfriends4791

    @mastiwithfriends4791

    17 күн бұрын

    ​@@ODISHA_KUHEkou loka Priya neta kebe harini kaha samaste garanti it's normal

  • @jitendrapanigrahi3240
    @jitendrapanigrahi324017 күн бұрын

    ଓଟିଭି orgus ଟିଭି vk ପାଣ୍ଡିଆନ କୁ ଡରୁଚି

  • @pratapchand9028

    @pratapchand9028

    17 күн бұрын

    Bijayanta panda corporate Don Fake news Mafia Don

  • @rajud3603
    @rajud360317 күн бұрын

    ଭାଇ ରେ ଯିଏ ଯାହା କହୁ ମୋର କିଛି ଯାଏ ଆସେ ନାହିଁ କିନ୍ତୁ ପାଣ୍ଡିୟନ୍ ନବୀନ ବାବୁଙ୍କ ସହ ମିଶି ଓଡ଼ିଶାର ଯେତିକି devlop କରିଛନ୍ତି BJP ର ମୋଦି ବି ସେତିକି develop କରିନାହାନ୍ତି ସାରା ଦେଶରେ 💚💚💚💚

  • @muktaranisamal5134

    @muktaranisamal5134

    17 күн бұрын

    Ae katha loka na aji bujhichanti na kaba bujhiba.... Indirectly bahut affected haba odisha

  • @HaraprasadRana-fm1uu

    @HaraprasadRana-fm1uu

    17 күн бұрын

    BJD ସରକାର 24 years ଶାସନ କରିଛି ତାହେ ଲେ BJP ସରକାର 5 , ବିଧାନସାରେ 15 ଲୋକ ସଭା years ସମାନ ଅଟେ କି ସାରେ ଶିକ୍ଷିତ ବ୍ୟକ୍ତି

  • @allinonetv4977
    @allinonetv497717 күн бұрын

    Bjp pandyan କୁ jail ପଠେଇ ପାରିଲା କି?? ଖାଲି BJP ପବନ କରେ ଲୋକେ ବୁଝିଲେଣି

  • @Brosujit
    @Brosujit17 күн бұрын

    ନବୀନ ବାବୁ ଙ୍କ ଦଳ, ଦଳ ପଛରେ ଲାଗି ଲାଗି ତ ହରେଇଲ,ସେ ତାଙ୍କ ଦଳ କାହା ହାତରେ ଦେବେ ଶଳା ତମ ଗାଣ୍ଡୀ କାହିଁକି ଫାଟୁଛି,🎉

  • @amitarup4740

    @amitarup4740

    17 күн бұрын

    ସେ ଗୋଟିଏ ରାଜାନୀତିକ ଦଳ ତେଣୁ ସବୁ ଘଟଣା ଲୋକ ଲୋଚନକୁ ଆସିବା ସ୍ୱାଭାବିକି

  • @ashutoshbabu8207

    @ashutoshbabu8207

    17 күн бұрын

    Love u bhai mast comment

  • @anilkumar-rw4di

    @anilkumar-rw4di

    17 күн бұрын

    ​@@amitarup4740BJP ra Dara ebebi achi,

  • @mastiwithfriends4791

    @mastiwithfriends4791

    17 күн бұрын

    ​@@amitarup4740with no prove only Propaganda

  • @user-df6yu3bj2w
    @user-df6yu3bj2w17 күн бұрын

    ଆଗ ଏକଥା କୁହ ବିଦୂତ 300ୟୁନିଟ ଧାନ 3100 ସୁଭଦ୍ରା 50000 ଭତା 3000ଦାଦନ ଯିବା ବନ୍ଦ କରାଯିବ କେବେ ଓ କୋଉ ଦିନ ଦେବ କୁହ ନଦେଲେ ଆର ଥରକୁ ପାଣ୍ଡୁ ମୁଖ୍ୟମନ୍ତ୍ରୀ ହବା ନିଶ୍ଚୟ

  • @purnaodisha5712

    @purnaodisha5712

    17 күн бұрын

    ଜିଲ୍ଲାରେ BJD ମୋତେ ଦେଇ ପାରିଲାନି ଏଥିପାଇଁ ଦାଇ କିଏ

  • @purnaodisha5712

    @purnaodisha5712

    17 күн бұрын

    ମାତ୍ର ସରକାରୀ ଘର୍ ଖଣ୍ଡେ

  • @sorotoka9717
    @sorotoka971717 күн бұрын

    ନବୀନ ପଟନାୟକ ଭଳି କେହି ହେବେ ନାହିଁ 🙏

  • @dillipbehera-lv8sl
    @dillipbehera-lv8sl17 күн бұрын

    ଓ ଟିଭି ଵାଲା ଭୁଲ ଖବର ପ୍ରସାରଣ କରୁଛି

  • @laxmanhembram5879
    @laxmanhembram587917 күн бұрын

    OTV ବିଜେପି ପାଇଁ କାମ କରେ ସମସ୍ତେ ଜାଣି ରଖିବା ଉଚିତ I ବିଜେପି କଣ କରିଛି କି ଦେଶ ପାଇଁ ନା ରାଜ୍ୟ ପାଇଁ କଣ କରିଛି କି କୁହ ତ ଏଇ media ଗୁଡା ପଇସା ଖାଇକି ବିଜେପି ସପୋର୍ଟ ରେ ଦୁନିଆ କଥା କୁହନ୍ତି ସବୁ ଅନ୍ଧଭକ୍ତ ଶଳା I

  • @ODISHA_KUHE

    @ODISHA_KUHE

    17 күн бұрын

    😂😂 ତୁ ଯା ଗଣ୍ଡି ଘୋଷ tv ଦେଖ

  • @user-ms6mh7fw2i

    @user-ms6mh7fw2i

    17 күн бұрын

    ​@@ODISHA_KUHE,,💯💯✅✅

  • @PreetilagnaJagadeb-wf9sm

    @PreetilagnaJagadeb-wf9sm

    15 күн бұрын

    Tame tahele jao nadhighos ade😅

  • @chinmayadhal7082
    @chinmayadhal708217 күн бұрын

    ପାଣ୍ଡୁ ବିଜେଡି କୁ ଧ୍ବଂସ କରିକି ବି ସନ୍ଯାସୀ ନେଲା ନାହିଁ ଆଲାଜୁଗ

  • @prashantswain3842

    @prashantswain3842

    17 күн бұрын

    Kichi nahi emiti kahili g maricha puni micha kahiki g marucha

  • @BabaJCBBaba-e8w

    @BabaJCBBaba-e8w

    17 күн бұрын

    ମତେ ଲାଗୁଚି, ଭିତରେ ଭିତରେ ବଡ ଖେଳ ଚାଲିଛି,,, ସିଏ ଆମ ନବୀନ ସାର୍ ଙ୍କୁ ତଳିତଳାନ୍ତ କରିଦେବ,,,

  • @TukuNaik-hj6cf

    @TukuNaik-hj6cf

    17 күн бұрын

    Kichi kharap karini Naveen & pandian janiki harichanti kaina na bada bada chora dharapadibe bjd ra okay 👍👍👍👍

  • @Bhagi-s7s
    @Bhagi-s7s17 күн бұрын

    ଅପରାଜିତା ତ ବିହାରୀ କାହିଁକି ସେ ଓଡ଼ିଶାରେ ଆସି ରାଜନୀତି କରୁଚି, ସେ କଥା ତ କହୁନାହାନ୍ତି you tv ଭାଇ ମାନେ, ଖାଲି ପାଣ୍ଡିଆନ କୁ ଦେଖିକି କମେଣ୍ଟ ମାରୁଛ

  • @PratimaBarik-u9p

    @PratimaBarik-u9p

    17 күн бұрын

    Aprajita tambhali cor nohnae

  • @amitarup4740

    @amitarup4740

    17 күн бұрын

    ଅପରାଜିତା ଓଡ଼ିଆ ବୋହୁ ତମକୁ ବୋଧେ ଓଡ଼ିଆ ସଂସ୍କୃତି ଜଣାନାହିଁ ଝିଅ ବାହାହେଲା ପରେ ଶାଶୂଘରର ପରିଚୟ ନେଇ ବଞ୍ଚେ ଶାଶୂଘର adress ତା address ହୋଇଯାଏ

  • @rajud3603

    @rajud3603

    17 күн бұрын

    ​@@amitarup4740 ତମର ସ୍ତ୍ରୀ ଅଛିକି ନାହିଁ ମୁଁ ଜାଣିନି ଯଦି ଥାଏ ତାର କେବେ ଜାତିଆଣ certificate ବାହାର କରିବ ତାପରେ ଜାଣିବ କାହାର ପରିଚୟ ରେ ତାର ଜାତି ବାହାରୁଛି ତାପରେ ଆସି କମେଣ୍ଟ ଦେବ

  • @santoshkanungo3798

    @santoshkanungo3798

    17 күн бұрын

    Seithi pain thakuranka paduka ku paiba paribarte dhali dauchanti ea kouthi ka odia asmita ?

  • @mastiwithfriends4791

    @mastiwithfriends4791

    17 күн бұрын

    ​@@amitarup4740Pandian ra sabu kharap boli kn pranam rajniti sabu curropt thanti aita tanka system au ebe ta tanku santire rahibaku dia nahele ai hatered Odia au Tamil nka bhitare gote emiti ghruna anidaba ki dui jati paraspara ku au bhala paibe nahi

  • @user-vy4pl9nc9r
    @user-vy4pl9nc9r17 күн бұрын

    OTV ku dara Pandian ku Pandian is great parson development of odisa

  • @sambhunathsahoo3764
    @sambhunathsahoo376417 күн бұрын

    ଆଉ କାହିଁକି ବାଳକୁ ଗାଣ୍ଡୀ ମରୁଚ ସବୁ ଶଳା ରେଡ ହବ

  • @LizaBauta-uc1ru

    @LizaBauta-uc1ru

    17 күн бұрын

    h😂

  • @rudranarayansamantasinghar5391
    @rudranarayansamantasinghar539117 күн бұрын

    Pandion has done various development works in odisha which is memorable for next 100 years by odisha map.

  • @kishorkumar3809
    @kishorkumar380917 күн бұрын

    କ'ଣ ଫାଟିଲା ତମର ? ତମେ ବିଜେପି ବିଜେପି ହୁଅ ନା !

  • @Santali.Park-

    @Santali.Park-

    17 күн бұрын

    Haaaaaa Gandi morei huo BJD😅😅😅😅😅😅😅😅😅😅

  • @sunupradhan5966

    @sunupradhan5966

    17 күн бұрын

    What did you

  • @Krishna77787

    @Krishna77787

    16 күн бұрын

    Tu kie😂😂

  • @sunupradhan5966

    @sunupradhan5966

    16 күн бұрын

    @@Krishna77787 I m a person

  • @DEKU_BAKKA
    @DEKU_BAKKA17 күн бұрын

    Padian sir great work odissa

  • @sambhunathsahoo3764
    @sambhunathsahoo376417 күн бұрын

    ଏଇ ଥର ଏମ୍ପୀ 0 ଥିଲା ଆରଥର ଏମଲେ 0 ହବ

  • @mastermahaveer5796

    @mastermahaveer5796

    17 күн бұрын

    Ta pare odisha debt re budijiba..

  • @kalpatarugauntia2942

    @kalpatarugauntia2942

    17 күн бұрын

    ଏଇ 5 year next BJD sarkar

  • @readytohelp30

    @readytohelp30

    17 күн бұрын

    odisha ru corrupt bjd sabu dina lopa paijiba uchhit

  • @shreedhar7963

    @shreedhar7963

    17 күн бұрын

    300 unit kebe milib jumla party 😂

  • @kalpatarugauntia2942

    @kalpatarugauntia2942

    17 күн бұрын

    @@shreedhar7963 ଏମାନେ ତାଙ୍କ ମାଇପ ମାନଙ୍କୁ ଦେବେ

  • @dolagobindaswain3091
    @dolagobindaswain309117 күн бұрын

    Loka bhuligalini j bjd gute parti thila

  • @bishadharbehera1369

    @bishadharbehera1369

    16 күн бұрын

    Next dekha kana heuchhi j both center and state re

  • @dillippanda2603
    @dillippanda260317 күн бұрын

    ମାଗିହା ତମ ଓଟିଭି ଝା କରିବ ସବୁ ଠିକ ବିଜେପି କୁ କେବେ ପ୍ରଶ୍ନ ପଚାରିବାକୁ ଗାଣ୍ଡିରେ ଦମ ନାହିଁ ବିଜେପି ଓଡ଼ିଆ ଅସ୍ମିତା କହି ଲୋକଙ୍କୁ ଠକିଛି ଓଡ଼ିଆ ର କେହି ସଚିବ ମିଳିଳେନି ବାହାରୁ ମନଜ ଆହୁଜା କୁ ଡାକିଲା ସେତେ ବେଳେ ଓଟିଭି ପ୍ରଶ୍ନ ପଚାରୁନି କିନ୍ତୁ ପାଣ୍ଡିଆନ ଝା କରୁଛି ତମ ଗାଣ୍ଡି ଫାଟୁଛି 😂😂😂

  • @lifeofodia195
    @lifeofodia19517 күн бұрын

    କଂଗ୍ରେସ 😂ଖୋଳ କରିବ BJP କୁ ଗେଇବ ରାହୁଲ ଗାନ୍ଧୀ ପୁରେଇବ BJP ବିଆରେ 😂😂😂😂😂🤣🤣🤣🤣🤣🤣

  • @Soumya_Ranjan_Me

    @Soumya_Ranjan_Me

    16 күн бұрын

    😂

  • @sarojjena6706
    @sarojjena670617 күн бұрын

    Tuma otv kamo nahi ki kate Paisa bjp pakharu naicha

  • @santoshkumarsahoo8671

    @santoshkumarsahoo8671

    17 күн бұрын

    Kain tame Nandighosa tv dekha,otv Jadi BJP channel,tahele BJD channel dekha

  • @ODISHA_KUHE

    @ODISHA_KUHE

    17 күн бұрын

    Nandighosa jetebele bjd ra gandi ଶୋଇଥିଲା କୋଉଠି ଶୋଇଥିଲ କିହୋ 😂😂😂

  • @kumarsankar203

    @kumarsankar203

    17 күн бұрын

    Mg otv ra kama nahi tu gote kama kaare 10 lakhya tanka otv ku dana kaare.. mg pocket re nahi charana katha barana.. pandian ete gandi marila tate ahuri katuni..

  • @puremalkangiria1120

    @puremalkangiria1120

    17 күн бұрын

    ​@@santoshkumarsahoo8671ସେଠି jumla କଥା କୁହନ୍ତିନି,,OTV, କେତେ ଦୂର ଯଥାର୍ଥ ସବୁ ଜାଣନ୍ତି

  • @sushobhaniyapradhan3668

    @sushobhaniyapradhan3668

    17 күн бұрын

    O TV vs BJD

  • @bikashranjanbarik9260
    @bikashranjanbarik926017 күн бұрын

    Pagali hogayi hai otv ke owner modi ki chah me

  • @santoshkumarmishra2620
    @santoshkumarmishra262017 күн бұрын

    ରହିବା ଦରକାର. Only Pandian is useful to BJD

  • @ODISHA_KUHE

    @ODISHA_KUHE

    17 күн бұрын

    Hn pada dhuli ନେବୁ ଯା 😂

  • @DHARANIDHARMUNDA-wy6mo

    @DHARANIDHARMUNDA-wy6mo

    17 күн бұрын

    ଚଟା ଟି

  • @srikantsiku4320
    @srikantsiku432017 күн бұрын

    କେତେ ଦିନ ପଣ୍ଡିଆନ କୁ ନେଇ news ଚଲେଇବ ଓଡ଼ିଶା ରେ ଗୁଡ଼ିଏ ସମସ୍ୟା ଅଛି ତାକୁ highlights କର।। ଯିଏ ଗଲାଣି ତାକୁ ଯିବାକୁ ଦିଅ ଏବେ ଯିଏ ସରକାର ଅଛି ତା କାର୍ଯ୍ୟ କୁ focous ଦିଅ

  • @bijaylaxminayak
    @bijaylaxminayak17 күн бұрын

    Pandian ku bjp daruchi bahut jaha jana paduchi

  • @SanjayaNayak-dn6mu
    @SanjayaNayak-dn6mu17 күн бұрын

    Pandian should comeback.....

  • @kirttanmahanta9806
    @kirttanmahanta980617 күн бұрын

    Right decision of ex. C. M. Today.

  • @ashokkumarpal596
    @ashokkumarpal59617 күн бұрын

    ଆଉ କି ନୁଆଁ ରୂପରେ ବିଜେଡି ନେବ.ପାଣ୍ଡିଆନ କୁ ଛାଡି ବିଜେଡି ର ଆଉ ଅସ୍ତିତ୍ବ ଥିଲାପରି ଲାଗୁନି .ଆମେ ଭାବୁଥିଲୁ ପରାଜୟରୁ ବିଜେଡି କିଛି ଶିକ୍ଷ୍ୟା ନେବେ ଓ ଆଗକୁ ବଢିବା ପାଇଁ ଲାଗିବେ ମାତ୍ର ଲାଗୁଚି ଆଗକୁ ବଢିବ କଣ ଛିଡ଼ିବା ଆରମ୍ଭ ହେଲା .

  • @azubizu2534
    @azubizu253417 күн бұрын

    ଆଉ ଓଡିଶା କୁ ଠିକା ଦେବେନି ସ୍ୱାଭିମାନୀ ଓଡ଼ିଆ ଜନତା 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Biswajitray-tj8yp
    @Biswajitray-tj8yp17 күн бұрын

    BJP government only 6 month

  • @soumyaranjanparida2569
    @soumyaranjanparida256917 күн бұрын

    Relax guys ଓଟିଭି କୁ bjp control କରୁଛି 😂😂। ପାଣ୍ଡୁ ବାବୁ ଆଉ କେବେ ବି ଫେରିବେନି ନବୀନ ବାବୁ ଚେତିଗଲେଣି

  • @dinabandhurout986
    @dinabandhurout98617 күн бұрын

    Mg ବିଜେପି ଗୁଜୁରାଟ ରୁ କଣ ପାଇଁ ଆଣିଲା କହ

  • @RasmitaMohanty-dw3sy
    @RasmitaMohanty-dw3sy17 күн бұрын

    Panden bst

  • @user-kb6wr3bk5j
    @user-kb6wr3bk5j17 күн бұрын

    Right disisan

  • @niluswain1402
    @niluswain140217 күн бұрын

    I love pandian sir

  • @ratnakarmohanty8797
    @ratnakarmohanty879717 күн бұрын

    Shame on OTV .Becoming odisha's GODI media. instead of questioning to government they are questioning opposition.

  • @BTSJK906
    @BTSJK90617 күн бұрын

    VK sir very good person jani jani tanku hata jaichhi se gariba lok Katha bujhuthile sahi parileni aunty party samsta nka mana re biswa bhari dele VK sir come back

  • @crazyabcd373
    @crazyabcd37317 күн бұрын

    OTV Au Argus...tumar kichhi vl kama dekha jauni vl news dekhao re.... already BJD kouthi haguchi mutuchi ...dekhaucha....vl news dekhao....

  • @user-uu6fc5kw5r
    @user-uu6fc5kw5r17 күн бұрын

    Jay nabin jay panidian babu

  • @ganeswarpanda2367
    @ganeswarpanda236717 күн бұрын

    OTV reporters are dakayat. Tell about maha neet ghotala.

  • @somanathbadaraita1275
    @somanathbadaraita127517 күн бұрын

    Good story written by OTV

  • @Satya1990_
    @Satya1990_17 күн бұрын

    I think Naveen Patnaik is very very talented and deplomatic politician he never faith local regional bjd polticians bcz he thought everyone in the party pull my chair anytime any how so he never believe or faith odisha poltical leaders of bjd so he always depends on burecrats bcz he knows voters not accepting them as a poltical figure no Threat to him or bud party and his leadership.he has more fear after midnight operation by pyari Mohapatra

  • @bikashranjanbarik9260
    @bikashranjanbarik926017 күн бұрын

    Imfa ra 2000cr lone chada bisaya re kichi kuhantu

  • @kalpalatabehera3234
    @kalpalatabehera323417 күн бұрын

    OTV will at last die by taking only pandian name. Till now u can't forget him🤨

  • @ODISHABHAI-eq8jq
    @ODISHABHAI-eq8jq17 күн бұрын

    ଓଡ଼ିଶା ସରକାର ବିଜେପି, ର ରୋମୋଟ, ମୋଦି ହାତରେ, ଲଜ୍ଜ୍ୟା ଲାଗୁନି

  • @avelectronics2023

    @avelectronics2023

    17 күн бұрын

    Right

  • @tapibhaifanbase3914
    @tapibhaifanbase391417 күн бұрын

    ତମକୁ ସବୁ ଜଣା ପଡି ଯାଉଛି

  • @sanjayakumarjena2416
    @sanjayakumarjena241617 күн бұрын

    କିଛି news ପାଇଲନି ଖାଲି ପାଣ୍ଡିଆନ news

  • @santoshkubehera6778
    @santoshkubehera677817 күн бұрын

    Khuni Pratap jena kebe arrest hebe

  • @biswaranjanpattanayak2072
    @biswaranjanpattanayak207217 күн бұрын

    Jebe jae pandian babu achhanti, sebe jae Odisha basi nka manare biswas ani paribeni naveen sir🙏

  • @user-gf6vw5gm6m
    @user-gf6vw5gm6m17 күн бұрын

    OTV bjp pai feke news banuchi sbu janichi OTV bjp ra public city karichi tanka pai

  • @lifeofodia195
    @lifeofodia19517 күн бұрын

    🙋🙋🙋🙋🙋🙋🙋🙋🙋🙋🙋🙋🙋BJD win 2029🙋Next Time wait BJP party

  • @pramoddash7396
    @pramoddash739617 күн бұрын

    Otv and argus are both BJP news agency

  • @anilsenapati7317
    @anilsenapati731717 күн бұрын

    ପାଣ୍ଡିଆନ ବୁନ୍ଧି ଆଗରେ ତମ ବୁଦ୍ଧି ଫିକା ପଡି ଜାଉଛିକି ତୁମେ କାଇଁ ଚମକି ପଡ଼ୁଛ ଭାବୁଛ ବିରୋଧୀ ରହିବେନି ତମେ ମନ ଇଛା ଶାସନ କରିବ

  • @gopalmistry7428
    @gopalmistry742817 күн бұрын

    He is EX CEO of Aditya Birla group, having vast experience & he is from odisha .So, he is the right person...

  • @saraswatimarndi572
    @saraswatimarndi57217 күн бұрын

    Pandian thik koruthila,tume bjp Bala electric bill kebe free koribo,and rojgar kebe Debo ,dardambrudhi,gas cylinder brudhi,jubok mananku nijucti kebe Debo seta kuho,pandian kon kola no kola seta kuho nahi tumo kotha kuho.

  • @birupakhyapathy
    @birupakhyapathy17 күн бұрын

    BJP's vote share only 40percent and bjds 41 Just by luck BJP won in odisha

  • @deepakpatra8151
    @deepakpatra815117 күн бұрын

    BJDକୁ ଆଉ Vote ଦେବେନି Odissa ର ଲୋକମାନେ କାରଣ ପୁଣି ତାମିଲ ପାଦ ଚଟା ହାତ ରେ Remote, ଆମେ ଭାରି ଦୁଖିତ Sorry Nabin babu

  • @DebendraBehera-km1rb

    @DebendraBehera-km1rb

    17 күн бұрын

    ଏବେ ଗୁଜରାଟୀ ର ଚାଟ

  • @deepakpatra8151

    @deepakpatra8151

    17 күн бұрын

    @@DebendraBehera-km1rb ଆମକୁ ଦରକାର ନାହିଁ ତମଭଳିଆ ମାନସିକ ରୋଗର କଥାବାର୍ତ୍ତା

  • @SuryaKantaDas66

    @SuryaKantaDas66

    17 күн бұрын

    Remote control odisha CM😂​@@deepakpatra8151

  • @supravanayak5673

    @supravanayak5673

    17 күн бұрын

    Thik. Abe aau nahin BJD

  • @puremalkangiria1120

    @puremalkangiria1120

    17 күн бұрын

    ଆମକୁ ବି ଦରକାର ନାହିଁ ଗୋବର ଖିଆ ଅନ୍ଧଭକ୍ତ ​ଙ୍କକଥା, ଭାରତୀୟ ଯାତରା ପାର୍ଟି ଆଉOTV ବଢ଼ିଆ@@deepakpatra8151

  • @sunilsahu00
    @sunilsahu0017 күн бұрын

    ଜୟ ବିଜେଡି

  • @santoshjena5811
    @santoshjena581117 күн бұрын

    Otv ର ଆଉକିଛି କାମ ନାହିଁ ଓଡ଼ିଆ ଅସ୍ମିତା କହି ଲୋକଙ୍କୁ ଭୂଆ ବୁଲେଇଲ

  • @user-ib9ch8kw8t
    @user-ib9ch8kw8t17 күн бұрын

    ଅଲାଯୁକଙ୍କ ସମାବେଶ ନୁହେଁକି? 😂😂😂😂

  • @tapudas2316
    @tapudas231617 күн бұрын

    ଭାଇ ମୁ ବୁଝିପରୁନି ଯିଏ ହଉ ଯାଏ ଦଳ ଚଳଉ କାମ ଠିକ୍ ଯିଏ କରିବ ତାକୁ ଭୋଟ ଦିଅ ଏତେ କଣ ଦେଖୁଚ । କିଏ କେ ଧର୍ମ ର କାହାର ମା ଅଛି କିଏ କଣ କରୁଥିଲା pertional life କୁ ଦେଖିକି କଣ ହବ । ଦେଖିବ ତ କାମ ଦେଖ । କିଏ କେତେ କମ୍ scam କରିଛି ଦେଖ ।

  • @tkpadhiary6427
    @tkpadhiary642717 күн бұрын

    Next odissa cm pandian

  • @bikashkumarbarik1297
    @bikashkumarbarik129717 күн бұрын

    Bala haba

  • @madanmohanbaral7276
    @madanmohanbaral727616 күн бұрын

    Otv bala Naveen ର ସଚିବ ଭାବେ କାର୍ଯ୍ୟ କରନ୍ତୁ ଏତେ କଥା ଯଦି ଜଣା ଅଛି

  • @user-ke6dk6bv7l
    @user-ke6dk6bv7l16 күн бұрын

    ନବୀନ ଆମର cm ହେବା ଦରକାର bjp ଭିଡକୁ ନୁହଁ

  • @santoshpadhykumar9418
    @santoshpadhykumar941816 күн бұрын

    ମିଥ୍ୟା ଅପପ୍ରଚାର ସାମ୍ବାଦିକତା କରି ବିଜେଡି ସରକାର ବିଦାୟ କଲ ଜନସାଧାରଣ ବୁଝିସାରିଲେଣି ଆଗାମୀ ଦିନରେ ଜବାବ ଦେବେ

  • @ronalipradhan2390
    @ronalipradhan239017 күн бұрын

    Many people have stopped watching OTV actually..BJP Pet

  • @ODISHABHAI-eq8jq
    @ODISHABHAI-eq8jq17 күн бұрын

    ଓଟିଭି Mg TV

  • @kamaleshkumar5311
    @kamaleshkumar531117 күн бұрын

    Jaha thila tike ebe pura chalijiba, downfall start

  • @smarteducation9823
    @smarteducation982317 күн бұрын

    Aei thara mp-0 ,next 5year pare mla -0 hebaku jauchi Naveen.. .

  • @maheswarbarik9313
    @maheswarbarik931317 күн бұрын

    Jai pandian sir

  • @MPratisruti
    @MPratisruti16 күн бұрын

    We live in unity with diversity and sweeping system and separate from tention and bjp and rss separate from countries i want to a great question about what will have a paradise in today 🌍 guaerant

  • @urgumrecordsentertainment
    @urgumrecordsentertainment17 күн бұрын

    OTV କୁ ସବୁ ଜଣା

  • @shubhendudey5799
    @shubhendudey579917 күн бұрын

    Great vk❤

  • @basantakumarpanda9022
    @basantakumarpanda902216 күн бұрын

    ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ବିଜେପି ଯିତିଛି। ଏବେ ପଛଘୁଞ୍ଚା ଦେଲ।ଭଳି ଲାଗିଲାଣି। ସେହି ବିଷୟ ଆଲୋଚନା କର।

  • @sunilrout3290
    @sunilrout329017 күн бұрын

    ଭଗବାନ ହିଁ ଭରଷା

  • @user-sm3lw4iz9q
    @user-sm3lw4iz9q16 күн бұрын

    Right 👍

  • @manojkumardas1991
    @manojkumardas199117 күн бұрын

    He can't leave Pandian. People should now be careful!

  • @mylifestyle2239
    @mylifestyle223916 күн бұрын

    ଯେଉ BJP ସରକାର ଏବେ ଅଣ ଓଡ଼ିଆ କୁ ଆଣି ବସେଇ ଦେଇଛି ଗୁଜୁରାଟ ରୁ ଓଡ଼ିଆ ପଦେ କହି ପାରୁନାହିଁ otv news ଆଖିରେ କଣ କଣ୍ଟା ପଶିଛି କି BJP କୁ ବିକ୍ରି ହୋଇ ଥିବା otv news ପାଣ୍ଡିଆ ଛଡା ଆଉ କାହାକୁ ମିଳିଲା ନି !

  • @jotiprakashpattnayak
    @jotiprakashpattnayak17 күн бұрын

    ଜୟ ବିଜେପି ଶରକାର

  • @badaldkl7921
    @badaldkl792116 күн бұрын

    ହାରିଛି ଭଲ ହେଇଛି।ଯେତେ ମାଠିଲେ ମାଠେ ସେଇ ଦରବଡା ବାଟେ

  • @crazyabcd373
    @crazyabcd37317 күн бұрын

    Dunia re kete kn hauchi...news Odisha basi nku dekheile time milibani...but OTV Agaru vl thila all world news dekhauthila but ...abe khali BJD toilet upare News...

  • @RamaPradhan-mw2sx
    @RamaPradhan-mw2sx17 күн бұрын

    Amazing

  • @SUBHANKARSAMAL317
    @SUBHANKARSAMAL31717 күн бұрын

    Bala OTV

  • @BINODDAS-pw2eg
    @BINODDAS-pw2eg17 күн бұрын

    OTV argues media bjp channel padchata.. OTV argues media bjp channel padchata

  • @amitarup4740

    @amitarup4740

    17 күн бұрын

    ସତ କଥା କହିଲେ ବିଜେପି ର ହେଇଗଲେ ଯୋଉଟା ସତ ସେଇଟା ଦେଖାଉଛନ୍ତି ସେଥିପାଇଁ 95 %ଲୋକ ଓଟିଭି ଦେଖୁଛନ୍ତି ଆଉ 5 %ଆଉ 20 ta କୁ

  • @BINODDAS-pw2eg

    @BINODDAS-pw2eg

    17 күн бұрын

    Bjp r gote bhul. Kebe bi. Otv argues media dekheini .. media samastankpany saman hebakata. . Kithu . Otv. Argues media. Madruchod media. Khali bjd pachre padichi.

  • @deepakkumarsahoo5544
    @deepakkumarsahoo554417 күн бұрын

    A non-odia became Chief Secretary of Odisha,why don't you ask them

  • @saritamaharana4151
    @saritamaharana415117 күн бұрын

    ବି.ଜେ.ଡି ମହା ଚୋର ଦୋଳ ।ନବୀନ ଗୋଟିଏ କାଠ କଣ୍ଢେଇ । ନବୀନ ଗୋଟିଏ 5ବରଷ ପିଲା ସହ ସମାନ । ଓଡ଼ିଶା ଲୋକ ଆଖି ଖୋଲ ।25ବର୍ଷ ହେଲା ଅନ୍ଧ ହୋଇ ବସିଥିଲ

  • @TanujaMishra-gf5cj
    @TanujaMishra-gf5cj17 күн бұрын

    Mohan re sachiba non odia kahniki hela. Tuma otv ku khali dhela mada darkar....

  • @nadimkhan-cj5hg

    @nadimkhan-cj5hg

    17 күн бұрын

    Right 👍

  • @RamaPradhan-mw2sx
    @RamaPradhan-mw2sx17 күн бұрын

    Nice

  • @jitendrapanda5262
    @jitendrapanda526217 күн бұрын

    ଓଡିଶା କୁ ସର୍ବନାଶ କରିଥିଲା ଅତୀତରେ, ବର୍ତ୍ତମାନ ବିଜେଡି ଦଳକୁ ତଳିତଳାନ୍ତ କରିଦେବ ପାଣ୍ଡୁ, ବିଜେଡି ଵାଲା ସଜାଗ ହୁଅନ୍ତୁ.

  • @dillippanda2603
    @dillippanda260317 күн бұрын

    Good

  • @bibhuprasadpradhan8968
    @bibhuprasadpradhan896816 күн бұрын

    These journalists do not know what is ethics of journalism they should ask their conscience

  • @sbcreation371
    @sbcreation37117 күн бұрын

    ପ୍ରତାପ ଜେନା ଗୋଟେ 13ନମ୍ୱର୍ ଆସାମୀ ,ପୁଣି ଲୋକେ ବିଜେଡି କୁ ଉଚିତ୍ ଜବାବ ଦେବେ ।

Келесі