Visually impaired man targets 5T secy through his song

ପାଣ୍ଡିଆନଙ୍କୁ ଦୃଷ୍ଟିବାଧିତ ଦେଲେ ତାରିଣୀ ରାଣ
#5Tsecretary #VKPandian #Song #Jajpur #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 2 500

  • @bharatiinfratelcontractualtech
    @bharatiinfratelcontractualtech11 ай бұрын

    ଏହି ଦିବ୍ୟାଙ୍ଗଙ୍କ ଭାବ ବିହ୍ୱଳ ସଙ୍ଗୀତ ଟି ରାଜ୍ୟ ସରକାରଙ୍କୁ ଗୋଟିଏ ଶକ୍ତ ଚାପୁଡ଼ା ସଙ୍ଗେ ସମାନ ।❤❤❤

  • @anatanath8105

    @anatanath8105

    11 ай бұрын

    😢

  • @lizarani26

    @lizarani26

    11 ай бұрын

    ତୁମେ କୋଟିପତିହୁଅ ତୁମକୁ ପଚାରିବେ।

  • @fmsiba2202

    @fmsiba2202

    11 ай бұрын

    Govt କୁ କିଛି ଫରକ ପଢ଼ିବନି

  • @umeshparida5530

    @umeshparida5530

    11 ай бұрын

    😊

  • @umeshparida5530

    @umeshparida5530

    11 ай бұрын

    ​@@anatanath8105😊😊

  • @padmacharansuna6762
    @padmacharansuna676211 ай бұрын

    ପ୍ରଭୁ ଆଶିର୍ବାଦ କରନ୍ତୁ ଏହି ଅନ୍ଧଙ୍କୁ ଘର ଖଣ୍ଡିଏ ଦେବାକୁ ବିଜେଡି ସରକାରଙ୍କୁ ଅନୁରୋଧ

  • @sonubarshavlogs

    @sonubarshavlogs

    11 ай бұрын

    Khali anurodha karuthiba odisha loka sabu mendha

  • @satyaprakash-kg5yc

    @satyaprakash-kg5yc

    11 ай бұрын

    1:16 😅😅😅😊

  • @samarumeher126

    @samarumeher126

    11 ай бұрын

    ​@@sonubarshavlogsmendha hele thik katha bhei sabu jaka mendhi heleni

  • @user-rg2sb8qe7w

    @user-rg2sb8qe7w

    11 ай бұрын

    ଭାଇ ଅନ୍ଧ ନୁହନ୍ତି ପ୍ରକୃତ ରେ ମାଗିହା ନବୀନ au pandian ଅନ୍ଧ ଅଟନ୍ତି

  • @prasantaparida7250

    @prasantaparida7250

    11 ай бұрын

    🙏🙏 Jai Jagannath bhai very nice

  • @ugond484
    @ugond48411 ай бұрын

    ଅନ୍ଧ ଗୀତ ଗାଇଛି ମାନେ ବିଜେଡି ବାଲା କୁ ପ୍ରଳୟ ସୃଷ୍ଟି କରିଦେବ ।ହୃଦୟରୁ ଗାଇଛନ୍ତି ଜୟ ଜଗନ୍ନାଥ 🌎🙏🙏🙏🇮🇳

  • @kirancreation3339

    @kirancreation3339

    11 ай бұрын

    ନିଶ୍ଚୟ ଭାବରେ ଧର୍ମ ର ହେବ ଜୟ , ଏଥର ବିଜେଡି ର ପତନ ଘଟିବ

  • @user-rt6ft5jt4u

    @user-rt6ft5jt4u

    10 ай бұрын

    Bhagwan kahichhanti j duniare gote na gote rahiba setaku kana tame thik Kari dei pariba tame b ta Jane manisa tame kana kou bhagwan tharu Kam ki paruchha se taku kichhi Dana kara 😢😢😢thanku jai Sai ram

  • @bishnunayak1733

    @bishnunayak1733

    10 ай бұрын

    Eas

  • @bishnunayak1733

    @bishnunayak1733

    10 ай бұрын

    @@kirancreation3339 EAS bhai

  • @tourwithanur5107

    @tourwithanur5107

    10 ай бұрын

    Bjd Patana heba darkar

  • @gagankumarswain5402
    @gagankumarswain540210 ай бұрын

    ତୁମେ ମହାନ ଭାଇ, ପ୍ରକୃତ ଅନ୍ଧ ଏ ନବୀନ ସରକାର 😢

  • @gourangagiri8638
    @gourangagiri863811 ай бұрын

    ଧିକ୍ ରେ ନିଲଜ ବିଜେଡି ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ଦେବାକୁ ଅନୁରୋଧ ।

  • @tukunadalai9897

    @tukunadalai9897

    11 ай бұрын

    Right

  • @user-jr3mu1ih4f

    @user-jr3mu1ih4f

    11 ай бұрын

  • @rudrichemistryacademy8781

    @rudrichemistryacademy8781

    11 ай бұрын

    ଏ ଗୀତ ଶୁଣିଲେ ଆମକୁ ବହୁତ ଦୁଃଖ ଲାଗୁଚି କିନ୍ତୁ ସରକାର କୁ ନୁହଁ

  • @saratpradhan5425

    @saratpradhan5425

    11 ай бұрын

    ନବୀନ ଓ ପାଣ୍ଡୁ ଓଡ଼ିଆ ଭାଷା ବୁଝନ୍ତି ନାହିଁ ଆଜ୍ଞା ଆପଣଙ୍କ କଥା କିଏ ବୁଝିବ,

  • @debatastudio4617

    @debatastudio4617

    11 ай бұрын

    ଆଉ ଆମେ ଯେଉଁ ଓଡ଼ିଆ ବୁଝିଲା ଵାଲା ଙ୍କୁ ଭୋଟ ଦେଉଛ ସେ ମୂର୍ଖ ଙ୍କ ଆଖିରେ କଣ ମରା ହେଇଛି

  • @somanathparida448
    @somanathparida44811 ай бұрын

    ଇଏ ଅନ୍ଧ ନୁହଁ ପ୍ରକୃତ ଅନ୍ଧ ହେଉ ଛନ୍ତି ଯେଉଁନେତା ମାନେ ତା କଥା ବୁଝୁନାହାନ୍ତି

  • @fun-iq8sx

    @fun-iq8sx

    11 ай бұрын

    ଭୁଲ୍ କହିଲେ ସାର୍, ପ୍ରକୃତ ଅନ୍ଧ ହେଉଛନ୍ତି ଆମେ ସବୁ ଓଡିଶା ର ଜନତା ଯିଏକି ଅନ୍ଧ ଭଳିଆ ଭୋଟ୍ ଦେଇ ଚାଳିଛୁ

  • @kuninath9253

    @kuninath9253

    11 ай бұрын

    Right

  • @tularampatel4946

    @tularampatel4946

    11 ай бұрын

    Right Katha bhai

  • @samarumeher126

    @samarumeher126

    11 ай бұрын

    ​@@fun-iq8sxok sir a kathaku samaste bujhi parante tahele thik huanta

  • @rohitmeher7851

    @rohitmeher7851

    11 ай бұрын

    Ek no

  • @motivation_kumaranil6552
    @motivation_kumaranil655211 ай бұрын

    ଏହି ମହାନ ବ୍ୟକ୍ତି ଜଣକଂ କୋଉ Professional ଗୀତିକାର ନୁହନ୍ତି, କିନ୍ତୁ ତାଂକ ଗୀତ ମନ ହୃଦୟ କୁ ଛୁଇଁ ଯାଉଛି । ଶ୍ରୀ ଜଗନ୍ନାଥ ଏହି ମହାନ ବ୍ୟକ୍ତି କୁ ଅଶେଷ କୃପା କରନ୍ତୁ,, 🙏🚩 ଜୟ ଜଗନ୍ନାଥ।

  • @bishnubehera86

    @bishnubehera86

    10 ай бұрын

    BJD nuha biijjjatia sarkar

  • @tapaswinipatelpatel7413
    @tapaswinipatelpatel741311 ай бұрын

    ଭଗବାନ ଏମାନଙ୍କ ପରି ଲୋକଙ୍କୁ ସୁରକ୍ଷା କରନ୍ତୁ

  • @user-rt6ft5jt4u

    @user-rt6ft5jt4u

    10 ай бұрын

    Right 👍👍👍

  • @laxmipriyadas8373

    @laxmipriyadas8373

    10 ай бұрын

    Right 👍

  • @godblessu461
    @godblessu46111 ай бұрын

    ଅନ୍ଧ ଲୋକଟି ପାଣ୍ଡିଆନ ବିଷୟରେ ଜାଣି ପାରୁଛି, ହେଲେ ଆମେ ଆଖି ଥାଇବି କିଛି ଦେଖି ପାରୁନାହୁଁ

  • @pradiptakumarmahapatra1669
    @pradiptakumarmahapatra166911 ай бұрын

    25 ବର୍ଷ ର ବିକାଶ ନମ୍ବର ୱାନ ରାଜ୍ୟ ଲୋକ ପ୍ରିୟ ମାନ୍ୟବର 😢ମଦ ପିଇ ଶୋଇ ଛନ୍ତି

  • @sankarsansahoo47

    @sankarsansahoo47

    11 ай бұрын

    Bala bikas

  • @hansdahram1271

    @hansdahram1271

    11 ай бұрын

    ଶୋଇ ନାହାଁନ୍ତି ମଦ ପିଇ ଫଟାସ୍

  • @sumantasamantaray1810

    @sumantasamantaray1810

    11 ай бұрын

    Right

  • @govindakusulia7741
    @govindakusulia774111 ай бұрын

    ଏତେ ଦୁଃଖ ହେ ପ୍ରଭୁ ଏହି ଭାଇଙ୍କୁ ସାହାଯ୍ୟ କର।

  • @umeshbehera5349

    @umeshbehera5349

    3 ай бұрын

    nxeü

  • @anadikishan1167
    @anadikishan116710 ай бұрын

    ଅନ୍ଧ ଭାଇ ଧନ୍ୟ ବାଦ,ଭାଇ ଆପଣ ବହୁତ୍ ଖୁସିରେ ଅଛନ୍ତି, ଆପଣଙ୍କ ଠାରୁ ,ଆପଣ ଯାହାକୁ ଭିକ ମାଗୁଛନ୍ତି,ସେମାନେ ନିଜେ ଭିକାରୀ ଅଟନ୍ତି,ଦେଖୁ ନାହାନ୍ତି ସେମାନେ ରାତି ଦିନ, ଖରା ବର୍ଷା ନ ମାନି ଭିକ ମାଗୁଛନ୍ତି, ଭଗବାନ୍ ଆପଣଙ୍କୁ ସବୁ ଦେଇଛନ୍ତି,ହେଲେ ଗୋଟିଏ ଦେଇ ନାହାନ୍ତି,

  • @shivabhai1264
    @shivabhai126411 ай бұрын

    ଏହି ମଉସା ଜଣକତ ଆଗରୁ ଭି ଏମିତି ଗୀତଗାଇ ଦୁଃଖ ଜଣାଇଥିଲେ କିନ୍ତୁ ଆଜି ବି ଦେଖୁଛି ମଉସା ଜଣକ ଠିକ୍ ସେମିତି ଦୁଃଖ ଜଣାଉଛନ୍ତି ତା ଅର୍ଥ ସେତେବେଳର ପ୍ରତିସୃତି ମଉସାଙ୍କୁ ପ୍ରତିସୃତିରେ ହିଁ ରଖିଦେଲେ 😢

  • @sumantasamantaray1810

    @sumantasamantaray1810

    11 ай бұрын

    Hna sat kahil

  • @sibasankarasethi994

    @sibasankarasethi994

    3 ай бұрын

    👍

  • @shibajimohanta3527
    @shibajimohanta352711 ай бұрын

    ସରକାରଙ୍କୁ କେମିତି ଲାଗୁଛି କେଜାଣି କିନ୍ତୁ ଏ ଲୋକ ଟିର ଦୁଃଖ ଶୁଣି ମୋ ଆଖିରୁ ଲୁହ ଗଡିଗଲା ସତରେ ଏ ଭାଇଙ୍କୁ ଗୋଟିଏ ଘର ନିହାତି ମିଳିବା ଉଚିତ

  • @lalitmohanmajhi6657

    @lalitmohanmajhi6657

    11 ай бұрын

    Aadha sarkar

  • @Mukesh_volga

    @Mukesh_volga

    11 ай бұрын

    Right bhai bahut dukha laguchi

  • @jingyasha-rb3mw

    @jingyasha-rb3mw

    11 ай бұрын

    Good

  • @arjunbhabanapresence8375
    @arjunbhabanapresence837510 ай бұрын

    Well done. best music composer and singer in the world ଛି ଛି ସରକାର ଆଉ କେତେ ବର୍ଷ ଶାସନ କଲେ ଏ ଦୁଃଖୀଙ୍କ ଦୁଃଖ ବୁଝି ପାରିବ

  • @rkodiaanuchinta
    @rkodiaanuchinta11 ай бұрын

    ଧିକ ଏ ସରକାର 😢, ସବୁ ନଷ୍ଟ,specially education, ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ସହାୟ ହୁଅନ୍ତୁ 😢

  • @niranjanpanda8574
    @niranjanpanda857411 ай бұрын

    ହେ ଭଗବାନ କେବେଠୁ ପ୍ରାଏ ୩/୪ ବର୍ଷ ହେବ ଘରଟିଏ ଲାଗି ଗୀତ ମାଧ୍ୟମରେ ସେ ଗୁହାରୀ କରୁଛି,,,ଧନ୍ଯ ଏ ସରକାର।

  • @rajiblochanbehera9301
    @rajiblochanbehera930111 ай бұрын

    ହେ ଭଗବାନ ଏ ଭଳି ଅସହାୟ ଲୋକ,ଙ୍କର ସହାୟ ହୁଅ ପ୍ରଭୂ ,ଏପରି ଦିବ୍ୟାଙ୍ଗକୁ ଚକ୍ଷୁ୍ ଦାନ ଦେଇ ଉଧାର କର,ଜୟ ଜଗନ୍ନାଥ ଜୟ ପଞ୍ଚସଖା,।।

  • @brfsunilofficial3830

    @brfsunilofficial3830

    11 ай бұрын

    Jaganatha ta khandia hata Seba kana Kariba

  • @warriorjitu

    @warriorjitu

    11 ай бұрын

    ​@@brfsunilofficial3830ଆରେ ବାବୁ ଭଗବାନ ଙ୍କୁ ଏମିତି କୁହା ଯାଏ ନାହିଁ,ନିହାତି ତୁମର ଜ୍ଞାନ କମ ଅଛି,ଟଙ୍କା ପାଇଁ ଯିଏ ନିଜ ଧର୍ମ ଛାଡି ବିକ୍ରି ହୋଇ ଯାଏ ତା ଠାରୁ ଆଉ କଣ ଆଶା କରା ଯାଏ,ଏଠି କିଛି ଲୋକ ଅଛନ୍ତି ନିଜ ବାପା କୁ ବାପା ଡକିବେ ନାହିଁ ହେଲେ ଅନ୍ୟର ବାପା କୁ ବାପା କହିବେ,

  • @sridharbehera8803
    @sridharbehera880310 ай бұрын

    ହେ ପ୍ରଭୁ ସରକାର ଙ୍କୁ ସିନା ଶୁଭୁନି ହେଲେ ତୁମେ ଏ ହାର ପ୍ରତିକାର କର ପ୍ରଭୁ ନହେଲେ ବିଚରା ଦୁଃଖୀ ଆଉ ନେତ୍ରହୀନ ଲୋକଟି ର ଦୁଃଖ ଆହୁରି ବଢିଯିବ 😢😢😢😢😢😢😢

  • @dillipkumarnaik5278
    @dillipkumarnaik527811 ай бұрын

    ଆମ ଏଇ ଓଡ଼ିଶାର ଲୋକମାନେ ଠିକ୍ ନୁହେଁ। ସେଇଥି ପାଇଁ ଆଜି ଦୟନୀୟ ଅବସ୍ଥାରେ ଦେଖିବାକୁ ମିଳୁଛି। ଛି ଛି ରେ ଓଡ଼ିଶା ବାସି😢😢😢😢

  • @jitendradigal5933
    @jitendradigal593311 ай бұрын

    ଏତେ ମିନତି କଲେ ମଧ୍ୟ କେହି କାହାରିକୁ ସୁଭା ଯାଉନାହିଁ । ଜଣେ ହିଁ ଦେଖୁଛି ସେହି କାଳିଆ ଠାକୁର । ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ମୁଁ ଗୁହାରି କରୁଛି ଆପଣ ଙ୍କୁ ଖୁସି ରେ ରଖନ୍ତୁ । ଜୟ ଜଗନ୍ନାଥ 🙏🙏🙏🙏

  • @sadananddash1678

    @sadananddash1678

    11 ай бұрын

    Bhai Jagannath ପାଖରେ ଗୁହାରି କରନି ପାଣ୍ଡିନା କୁ କୁହ

  • @user-rt6ft5jt4u

    @user-rt6ft5jt4u

    10 ай бұрын

    Right 👍

  • @aloksmarttips299
    @aloksmarttips29911 ай бұрын

    ଧିକ ଏହି ଶାସନ ବ୍ୟବସ୍ଥା କୁ, ହେ ଭଗବାନ ତାଙ୍କୁ ସାହା ହୁଅନ୍ତୁ 🙏🙏🙏

  • @a.sangramachary6895

    @a.sangramachary6895

    10 ай бұрын

    ଜୟ ଜଗନ୍ନାଥ ପ୍ରଭୁ ତମେ ହିଁ ସାହା ହୁଏ 🙏🙏🙏🙏😭😭😭😭

  • @MunaBhai-qh9fl
    @MunaBhai-qh9fl11 ай бұрын

    ଜୟ ଜଗନ୍ନାଥ ବହୁତ ସୁନ୍ଦର 🙏🏻

  • @englishpathshala8934
    @englishpathshala893410 ай бұрын

    Pandian sir.. please order your men to make a home for this blind man as early as possible..He had prayed last time alot too composing his own sorrows and pains in poetry in such way.. Release his internal hidden pains giving him instance justice sir, please.. Everyone of Odisha is weeping after listening his heart-broken song sir..

  • @attitudeboyraj7686
    @attitudeboyraj768611 ай бұрын

    ନବୀନ ପଟ୍ଟନାୟକ, ପଣ୍ଡିଆଁନ,MLA, MP , ଜିଲ୍ଲାପାଳ, ବିଡ଼ିଓ, ସରପଞ୍ଚ, ୱାର୍ଡ ମେମ୍ବର ସମସ୍ତଙ୍କ ଧୋତି ଖୋଲି ଲଙ୍ଗଳା କରିଦେଇଛନ୍ତି ଏଇ ଭାଇ ଜଣକ ଗୀତ ମାଧ୍ୟମ ରେ 😊😊

  • @basantamahapatra6367

    @basantamahapatra6367

    11 ай бұрын

    Right re bjd dala

  • @mrutyunjayarout1107

    @mrutyunjayarout1107

    10 ай бұрын

    Modira kachhaa ku tana karichhi 😮

  • @bijayakumardehury7182

    @bijayakumardehury7182

    10 ай бұрын

    Hundred percent right.They have no humanity.

  • @PrimeEntertainmentMedia
    @PrimeEntertainmentMedia11 ай бұрын

    ଭାଇ ଗୀତଟି ଅତ୍ୟନ୍ତ ହୃଦୟ ବିଦାରକ ଏବଂ ସଂଗୀତଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି। 😢😢

  • @rashmiranjannayak-yz3ur
    @rashmiranjannayak-yz3ur10 ай бұрын

    Eia pura ta heart ru ei gita gauchhi,Jay Jagannath bharasa

  • @villagecricketvlogs5048
    @villagecricketvlogs504811 ай бұрын

    ସବୁ ଓଡ଼ିଆ ଭାଇ ମାନଙ୍କୁ ଅନୁରୋଧ କରୁଛି ଏକାଠି ହୋଇ ବିଜେଡି ସରକାରକୁ ହଟାଇଦେବା ଏତିକି ମୋର ଆପଣମାନଙ୍କୁ ଅନୁରୋଧ 🙏🙏🙏 ଜୟ ଜଗନ୍ନାଥ 🙏🙏🚩🚩🇮🇳🇮🇳

  • @ratikantanaik7183

    @ratikantanaik7183

    10 ай бұрын

    Kaha ku aniba?? Sabu party gote lau ra manji.

  • @villagecricketvlogs5048

    @villagecricketvlogs5048

    10 ай бұрын

    @@ratikantanaik7183 yes bro

  • @bharatasahu1628
    @bharatasahu162811 ай бұрын

    ନିର୍ବାଚିତ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଙ୍କୁ ଲଜ୍ୟା ଲାଗିବା କଥା

  • @gangadharsatapathy316
    @gangadharsatapathy31611 ай бұрын

    ଗୀତ ଟିକୁ ଅତି ସୁନ୍ଦର୍ ଭାବରେ ଉପସ୍ଥାପନ କରିଛନ୍ତି। ଧନ୍ୟବାଦ୍।

  • @LabanyaNidhiLenka
    @LabanyaNidhiLenka10 ай бұрын

    TrueFactThankYouPrafullBhaiGodBlessYou.

  • @soudaminipatel1527
    @soudaminipatel152711 ай бұрын

    Heart touching.God bless him 😊

  • @Shivsunaproduction.
    @Shivsunaproduction.11 ай бұрын

    Heart touching song🎵... ଗରିବ ଲୋକଙ୍କ ଗୁହାରି ଶୁଣ ବଡ ବଡିଆ ବାବୁ🙏🙄।

  • @OnlyAboutDkl
    @OnlyAboutDkl11 ай бұрын

    Most talented person......even he can't see the keys but he is playing the like a professional keyboard player Salute to his skill...

  • @user-li3kc6zp1w
    @user-li3kc6zp1w10 ай бұрын

    God bless you Prafulla bhai. Really, you are not a blind man but Government blind.

  • @dasgopal6552
    @dasgopal65527 ай бұрын

    ଭାଇ ପ୍ରକୃତରେ ଯଦି ସେ ଏ ଦୁଃଖ କୁ ଯଦି ହୃଦୟ ବିଚାର ନକରନ୍ତି ଏ ଓଡିଶା ସରକାର ସହିତ ଏ ସମସ୍ତେ ତମକୁ ଲାଗିଥିବା ଅନ୍ଧ ଦୋଷ ତାଙ୍କୁ ଲାଗୁ ଏବଂ ପ୍ରଭୁ ଜଗନ୍ନାଥ ତୁମୋ କୁ ସାହା ହୁଅନ୍ତୁ ପ୍ରଫୁଲ୍ଲ ଭାଇ.ତୁମୋକୁ ବହୁତୁ ବହୁତୁ ଧନ୍ୟବାଦ ତମେ ଅନ୍ଧ ହେଇ ଏମାନଙ୍କ କଳନାମା ସବୁ ପଦାରେ ପକେଇଦେଇଥିବାରୁ. 🙏🙏🙏ଜୟ ଜଗନ୍ନାଥ

  • @chittaranjamohapatra3422
    @chittaranjamohapatra342211 ай бұрын

    ରାଜ୍ୟ ସରକାରଙ୍କୁ ଅନୁରୋଧ ତୁରନ୍ତ ପ୍ରଫୁଲ ବାବୁଙ୍କ ସମସ୍ୟା ସମାଧାନ କରନ୍ତୁ

  • @lxgamer7331
    @lxgamer733111 ай бұрын

    Heart touching 😢

  • @vfggsaho7441

    @vfggsaho7441

    11 ай бұрын

    Bahut. Badhiya. Gitati. Hoichi. B. J. D. Govt. Bujhiparibets

  • @romanchidash8740
    @romanchidash874011 ай бұрын

    You are so talented.. You r not blind.. Our government. is actually blind.

  • @pkdas7353
    @pkdas735311 ай бұрын

    Amazing voice ,government should take immediate action

  • @sangamaifarming
    @sangamaifarming11 ай бұрын

    ଆକାଶ ଯାନ ରେ ସବୁ ସରିଲା ଟଙ୍କା|ଗରିବ ଲୋକଙ୍କ ପାଇଁ ଆଉ ନାହିଁ ଟଙ୍କା|

  • @niranjanpanda9498
    @niranjanpanda949811 ай бұрын

    ଏଇ ଭଳି ବ୍ୟକ୍ତି ଙ୍କୁ ଶୀଘ୍ର ଘର ଯୋଗାଇ ଦିଅନ୍ତୁ. ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @radhaprasannamohapatra2338
    @radhaprasannamohapatra233810 ай бұрын

    Heart touching song. Govt. should take necessary steps for this blind.

  • @LabanyaNidhiLenka
    @LabanyaNidhiLenka10 ай бұрын

    OmShanti,ThankYouSingerBhaiGodBlessYou.PrabhuChintanKaro,Oh,MyGodBlessHim.

  • @pkmalik9108
    @pkmalik910811 ай бұрын

    ଜୟ ଜଗନ୍ନାଥ ଏ ବାବୁ ଙ୍କୁ ଗୋଟେ ପକା ଘର ଟିଏ ମିଳୁ❤🙏🙏🙏🙏

  • @Biswa3593

    @Biswa3593

    11 ай бұрын

    Aau navin ku vote naa aau kn

  • @ManojKumar-nl1sg
    @ManojKumar-nl1sg11 ай бұрын

    Heart touching.. God bless him🙏

  • @user-by6bj6ll8x
    @user-by6bj6ll8x9 ай бұрын

    ତୁମେ ମହାନ୍ ଭାଇ, ପକୃତ ଅନ୍ଧ ହେଉଛି ନବୀନ ସରକାର

  • @user-xh1ql8zk3z
    @user-xh1ql8zk3z10 ай бұрын

    ପ୍ରଭୁ ଆଶିର୍ବାଦ କରନ୍ତୁ 🙏🙏 ଜଗନ୍ନାଥ 🙏🙏

  • @debasishkar5704
    @debasishkar570411 ай бұрын

    ଅତି ସୁନ୍ଦର i like it ❤

  • @urmijoshana-ct5cu
    @urmijoshana-ct5cu11 ай бұрын

    ଗରିବ ଅସହାୟ ଲୋକ ମାନଙ୍କୁ ଟିକିଏ ଗୁହାରି ଶୁଣ ବଡ ବଡିଆ ବାବୁମାନେ 🙏

  • @saisubhamnayak2009
    @saisubhamnayak200910 ай бұрын

    Very good singing, May God bless him.

  • @pujaranibhol7489
    @pujaranibhol748910 ай бұрын

    Heart touching.God bless him

  • @user-os1iu2rw9u
    @user-os1iu2rw9u11 ай бұрын

    Very emotional heart-toching song... Can Govt. of Odisha help this blind-man ???

  • @user-by1fe3by6v
    @user-by1fe3by6v11 ай бұрын

    ଆମ ଓଡ଼ିଶା ସମସ୍ତ ଙ୍କ ପାଖରେ ପହଞ୍ଚାଇବାକୁ ଅନୁ ରୋଧ ଜୟ ଜଗନ୍ନାଥ

  • @ASHOKEGIRI-jc9pw
    @ASHOKEGIRI-jc9pw9 ай бұрын

    So very Excellent voice song you are a great singer ,I will pray to God prafulla Vai have to a House

  • @debarajgopal6017
    @debarajgopal601710 ай бұрын

    ସରକାରଙ୍କ ଏହି ଅଣ ଦେଖ୍ ନୀତି ପାଇଁ ଦେଶର ପ୍ରତେକ ରାଜ୍ୟର ଦିବ୍ୟାଙ୍ଗ ଓ ଗରିବ ଭାଇ ଭଉଣୀ ମାନେ ବହୁତ୍ ଅଶୁବିଧାର ସମ୍ବୁଖିନ ହେଉଛନ୍ତି ସେମାନଙ୍କର ଭଗବାନ୍ ଭରସା 🌹Jay Hind 🙏🇮🇳🙏 Jay Bharat 🌹

  • @CTSamrat
    @CTSamrat11 ай бұрын

    ବହୁତ୍ ବଢିଆ ଭାଇ । ଗୀତ ଟି ମନ କୁ ହାତେ ପାଇ ଚାଖଣ୍ଡେ ବଞ୍ଚିଚି।

  • @rudrichemistryacademy8781
    @rudrichemistryacademy878111 ай бұрын

    ପ୍ରଦୀପ ପାଣିଗ୍ରାହୀ କହିଲା ଭଳି, ସତରେ ଓଡିଶା ଲୋକ ଗାଣ୍ଡୁ, vk pandian ତାମିଲନାଡୁ ରେ 700 କୋଟିର ମାଲିକ, କିନ୍ତୁ ଓଡିଶା ଲୋକ ଏଠି ଖାଇବାକୁ ପାଉନାହାନ୍ତି ତଥାପି ନିର୍ବାଚନ ଆସିଲେ ସେହି ଗେଣ୍ଡା ଚି଼ହ୍ନ ରେ 500 ଟଙ୍କା ନେଇ ଭୋଟ ଦେଇଦେବେ

  • @bikipadhan4559

    @bikipadhan4559

    11 ай бұрын

    Right 👍

  • @kanhaentertainment68

    @kanhaentertainment68

    11 ай бұрын

    👍👍

  • @St.talking

    @St.talking

    11 ай бұрын

    Kritodas mane bujhile toh... Pandu sabu chori kri odisha kholo kridebo

  • @jayramsamal9242

    @jayramsamal9242

    11 ай бұрын

    right Katha Bhai

  • @ramsankarsahoo3601

    @ramsankarsahoo3601

    11 ай бұрын

    100 percent currect

  • @allworldshorts6156
    @allworldshorts615610 ай бұрын

    Beautiful 🙏 ଜୟ ଜଗନ୍ନାଥ ❤❤❤❤

  • @girisusanta582
    @girisusanta58210 ай бұрын

    No 1singar of Odisha very nice voice pranam bhaina

  • @debatastudio4617
    @debatastudio461711 ай бұрын

    ସମସ୍ତେ ମିଶି ଓଡିଶା ରୁ ବିଜେଡି ହଟା ଯୋଜନା କରିବାକୁ ଅନୁରୋଧ, ବିଜେଡି ହଟିଲେ ଦୁର୍ନୀତି ମୁକ୍ତ ଓଡ଼ିଶା ହେବ 🙏🙏🙏

  • @bikipadhan4559

    @bikipadhan4559

    11 ай бұрын

    👍👍

  • @sushreesangitapanisony4100

    @sushreesangitapanisony4100

    11 ай бұрын

    Samaste chora

  • @nilanchalapalei1866
    @nilanchalapalei186611 ай бұрын

    ଛିଛି ନବୀନ ବାବୁ ଦୟା କରି ଅନ୍ଧ ର ଦୁଃଖ ଟିକେ ଶୁଣ😔😔

  • @kidspalace9587

    @kidspalace9587

    11 ай бұрын

    Khali kn ei andha 😢😢ei bhalia saha saha loka ebe bi achhanti Odisha re

  • @user-rt6ft5jt4u

    @user-rt6ft5jt4u

    10 ай бұрын

    Bhai nabin kana aasiki debe na kana a ta hauchhi sarapanch m a l bdo eo ra kaama

  • @lokanathsahoo4132
    @lokanathsahoo41329 ай бұрын

    Nice song.. superb 🙏 Jai jagannath 🙏 Saha hua Prabhu e andha loka ra😢😢😢😭

  • @user-bb9bx6td9q
    @user-bb9bx6td9q11 ай бұрын

    Very very beautiful super andha bhai tuma gitatiku koti koti pranam

  • @amiyadas8904
    @amiyadas890411 ай бұрын

    Excellent brother really heart touching..

  • @SambhuPradhan-ei8wy
    @SambhuPradhan-ei8wy11 ай бұрын

    ଭାଈନା ଦୁଃଖ କରନି ଯାହା ଆମ ଭାଗ୍ୟ ରେ ଅଛି ଭୋଗିବା ଏମାନେ କ'ଣ ଓଡ଼ିଆ ବୁଝନ୍ତି ଏ ଶଳା ସରକାର ପରା ଅନ୍ଧ ତୁମେ ମହାନ ଭାଈ।

  • @TheUnknown79
    @TheUnknown7910 ай бұрын

    Dhanyabad Bhai Deferred Naveen Bhai

  • @ChandraDas-kc8fr
    @ChandraDas-kc8fr9 ай бұрын

    ଜଣେ ଓଡ଼ିଆ ଅନ୍ଧଲୋକର ଗୁହାରି ପ୍ରତି ଏ ନେତାଙ୍କର ମଧ୍ୟ ନଜର ନାହିଁ। ଧନ୍ୟବାଦ ତମ ମାନଙ୍କୁ।

  • @arunamohanty2986
    @arunamohanty298611 ай бұрын

    Sweet heart touching voice

  • @goutammund178
    @goutammund17811 ай бұрын

    ଗୀତ ଟିକୁ ସରକାର ଠାରେ ପହଞ୍ଚିବା ଦରକାର। ଆମେ ବି ସାନ ମହେଶ୍ୱର ଓ ବରଗାଁ ପଂଚାୟତ ର ଅଣଜଳସେଚିତ ଚାଷୀ ପ୍ରଫୁଲ ଭାଇ ଙ୍କ ପରି ଅଛୁ।

  • @sadashivmohapatra2476
    @sadashivmohapatra247610 ай бұрын

    ଏଇ ହେଉଛି ଆମର ସୁବ୍ୟବସ୍ଥା । ଖାଲି ମହିଳା ମିସନ୍ ଆଉ ଯେମିତି ରାଜ୍ୟର କୌଣସି ସମସ୍ୟା ନାହିଁ । ରାଜ୍ୟର ସମସ୍ତ ଅନ୍ଧ ତଥା ଦିବ୍ୟାଙ୍ଗ ମାନଙ୍କୁ ସରକାରୀ ବାସ ଗୃହ ଯୋଗାଇ ଦିଆଯାଉ । ଏହାହିଁ ସଂପୃକ୍ତ ଅଧିକାରୀ ମାନଙ୍କୁ ଅନୁରୋଧ । ଜୟ ଜଗନ୍ନାଥ।

  • @saiswarupsahoo8026
    @saiswarupsahoo802611 ай бұрын

    ଶୁଣ ଶୁଣ ଶୁଣ ହେ ସରକାର ଏ‌ ଭାଇ ଙ୍କର ଦୁଃଖ

  • @hdkkd8945
    @hdkkd894511 ай бұрын

    Heart touching voice ❤

  • @BinodBisi-ib6ud
    @BinodBisi-ib6ud10 ай бұрын

    Excellent comment on officer odisha

  • @balliarsinghdeepak5401
    @balliarsinghdeepak540111 ай бұрын

    ହୃଦୟସ୍ପର୍ଶି ସଙ୍ଗୀତ 😢

  • @anantacharanpanda214
    @anantacharanpanda21411 ай бұрын

    Very very heart touching song.please help the blind man.

  • @chiku4140
    @chiku414011 ай бұрын

    Bahut Sundar vala lagila

  • @sunilsamal8521
    @sunilsamal852111 ай бұрын

    ଭାଇ ତୁମକୁ କୋଟି କୋଟି 🙏🙏🙏🙏 ଭଗବାନ୍ ତୁମକୁ ସର୍ବଦା ଭଲରେ ରଖନ୍ତୁ ମୋର ଏତିକି ପାର୍ଥନା

  • @laxmannaik3583
    @laxmannaik358311 ай бұрын

    🙏🌹🙏ମାନ୍ୟବର ଓଡିଶା ସରକାର ଏ ଗରିବ ଜନତା ଦୁଃଖ ଅନୁଗ୍ରହ କରି ବିଚାର କରିବାକୁ ଅନୁରୋଧ 🙏🌹🙏

  • @sudarsanmuduli5237
    @sudarsanmuduli523711 ай бұрын

    ଜଗନ୍ନାଥ ତୁମକୁ ସାହା ହୁଅନ୍ତୁ 🙏🙏🙏🙏🙏

  • @kalpanapatel1415
    @kalpanapatel141510 ай бұрын

    Bahut sundar Bhai God bless you

  • @pradyumnakanhar1380
    @pradyumnakanhar138011 ай бұрын

    ବହୁତ୍ ବଢିଆ ଲାଗିଲା ଗୀତ

  • @aefessociety5134
    @aefessociety513411 ай бұрын

    “I felt my heart break, I burst into tears and the tears never stopped.” throughout his singing.. Request to odisha govt to allot a House please, 🙏🙏🙏🇮🇳🇮🇳🙏🙏..

  • @sumanpradhan9117
    @sumanpradhan911711 ай бұрын

    Really heart touching plz help him 🙏🙏🙏

  • @sibaprasadmishra2994
    @sibaprasadmishra299411 ай бұрын

    Khub Sunder Bhai 👌👌 🙏🙏🙏🙏🙏🙏🙏🙏🙏

  • @being--human
    @being--human10 ай бұрын

    ହୃଦୟକୁ ଚିରି ଦେଲ ଭାଇ।😢😢😢

  • @rajendramallick6894
    @rajendramallick689411 ай бұрын

    ହେ ପ୍ରଭୁ ଏ ଅନ୍ଧ ଭାଇ କଥା ଟିକେ ଶୁଣ. ଜୟ ଜଗନ୍ନାଥ

  • @prakashkanhar2772
    @prakashkanhar277211 ай бұрын

    ପାଣ୍ଡିଆନ କୁ ଗୀତ ମାଧ୍ୟମରେ ଜଣେଇବାରୁ ବହୁତ ବହୁତ ଧନ୍ୟବାଦ୍

  • @Gurucharan182
    @Gurucharan1824 ай бұрын

    ହେ ଭଗବାନ ତାଙ୍କୁ ସାହା ହୁଅନ୍ତୁ🙏🙏

  • @nilubarik1361
    @nilubarik136111 ай бұрын

    Bahut sunder bhai e i thu rahiki salute 🫡🫡🫡tumaku ରାଜ୍ୟ ସରକାର ଙ୍କୁ ଚେତେଇବା ଲାଗି ବହୁତ୍ ଭଲ ପ୍ରୟାସ କିନ୍ତୁ ରାଜ୍ୟ ସରକାର କୁମ୍ଭ କର୍ନ ନିଦରେ ଶୋଇଛନ୍ତି. ଏଠି ଇଂରେଜ ଶାସନ ଚାଲିଛି ଭାଈ

  • @pranayakumarsrichanda5600
    @pranayakumarsrichanda560011 ай бұрын

    Heart touching nice song 👏👏👏

  • @sashikantasethi6944
    @sashikantasethi694411 ай бұрын

    କଣ ଗାଇଲ ଭାଇ ହୁଦୟ କୁ ଛୁଇଲାମ 👍👍👍👍🙏🙏🙏🙏👏👏👏

  • @brundabanbehera1660
    @brundabanbehera166010 ай бұрын

    ଧନ୍ୟବାଦ

  • @debendramohanty8609
    @debendramohanty860910 ай бұрын

    May God bless you.your appeals are highly appreciated

  • @swapnamohanty7027
    @swapnamohanty702711 ай бұрын

    😢ପୁଣି ୨୦୨୪ ଆଗରୁ କହିବେ ଦେବେ ବୋଲି ୪ ବର୍ଷ ପର୍ଯ୍ୟନ୍ତ କାମ ଦେବ

  • @prasantasahoo6321
    @prasantasahoo632111 ай бұрын

    ହେ ମହାପ୍ରଭୁ ଜଗନ୍ନାଥ ତୁମ ପାଖରେ ମୋର ଏତିକି ଅନୁରୋଧ ନବୀନ ପଟ୍ଟନାୟକ କ କୁ ଜଲଦି ମାରିଦିଅ ଆଉ ଏ ଓଡ଼ିଶା ବାସି କୁ ଏ ମହା ପାପ ର ଶାସନ ରୁ ଉଧାର କର🔥🙏🙏🙏

  • @sumantasamantaray1810

    @sumantasamantaray1810

    11 ай бұрын

    Right

  • @basantanaik9502
    @basantanaik950210 ай бұрын

    God bless you jai jagannath

  • @odiaamotivational9541
    @odiaamotivational954110 ай бұрын

    ଅତି ସୁନ୍ଦର ଗୀତ 😢

  • @sukadebgiri3366
    @sukadebgiri336611 ай бұрын

    ଏ ଦିବ୍ୟଙ୍ଗ ବ୍ୟକ୍ତି ଜଣକ ଆଜିର ସରକାରଙ୍କର ବିଧି ବ୍ୟବସ୍ଥାକୁ ଶକ୍ତ ଚାପୁଡ଼ା ମାରିଲେ

  • @sanroshsahoo7743
    @sanroshsahoo774311 ай бұрын

    ଭାଇ ମାନଙ୍କୁ ମୋର ଅନୁରୋଧ ପ୍ରଫୁଲ୍ଲ ଭାଇଙ୍କୁ ଘର ଖଣ୍ଡେ ମିଳୁ ତାଙ୍କରି ଆଶ୍ରିବାଦରୁ ଆପଣ ମାନଙ୍କୁ ଓ ଆପଣଙ୍କ ପିଲାଛୁଆ ଙ୍କୁ ଭଗବାନ ଭଲରେ ରଖୀଥିବେ

Келесі