Kanduchi Odia Prana Tumaku Harei | Hey Navin Babu | Purnachandra | Saroj | Satyapriya | Biswaranjan

Ойын-сауық

✽II Please Like, Share & Subscribe " Purnachandra Panda Official" II✽
✽II Kanduchi Odia Prana Tumaku Harei II✽
✽II New Odia Sad Song II✽
✽II Presented By Purnachandra Panda Official II✽
✽II Video Credits II✽
✽ Singer : Purnachandra Panda
✽ Producer : Anshita Samal
✽ Music Director : Saroj
✽ Lyrics : Biswaranjan & Satyapriya
✽ Keyboard Programming : Kota Anil
✽ Rythm : Kumar Jitu
✽ DOP : Chiku
✽ Design & Edited By : Ashirbad Swain
♪ Enjoy and stay connected with us!! ♪
✽ Mail Id: purnachandrapanda144@gmail.com
✽Contact:9776682010
✽ All Copyright Reserved By Purnachandra Panda Official. Any Misuse, Reuse, Unauthorized Use, Re Upload May Subjected To Copyright Claim & Legal Action Against Third Party ✽
Related Hashtags:-
#Kanduchiodiapranatumakuharei #heynavinbabu #navinpattnaiksong #purnachandrapanda #saroj #biswaranjan #satyapriya #navinpattnaikregegnation #navinpattnaiksadsong #navin2024 #purnachandranavinsong #bjdsong #kanduchiodiapranapurnachandra #Purnachandraodiasong

Пікірлер: 2 300

  • @satyapriyapradhan3585
    @satyapriyapradhan358526 күн бұрын

    କୌଣସି ଦଳଗତ ଅନୁଭବ ନୁହେଁ ବରଂ ଓଡ଼ିଶାର ସୁଯୋଗ୍ୟ ସନ୍ତାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କ ଉଦ୍ଦେଶ୍ୟ ରେ ଏହି ଗୀତଟି ଉପସ୍ଥାପନା କରିଛୁ ଆଶା କରୁଛୁ ଏହା ଆପଣଙ୍କୁ ନିଶ୍ଚିନ୍ତ ଭଲ ଲାଗିବ ଏବଂ କିଛି ତ୍ରୁଟି ରହିଯାଇଥିଲେ କ୍ଷମା ଆଶା କରିବୁ... ଜୟ ଜଗନ୍ନାଥ 🙏

  • @udiptagarnaik2129

    @udiptagarnaik2129

    26 күн бұрын

    ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ..... ବହୁତ ବହୁତ ଧନ୍ୟବାଦ ❤❤

  • @niranjanpradhan6763

    @niranjanpradhan6763

    26 күн бұрын

    ବହୁତ୍ ଭଲ ଲାଗିଲା ଗୀତଟି କିନ୍ତୁ ଶୁଣିବା ପରେ ମୋ ହୃଦୟ କାନ୍ଦିଲା ନବୀନ ବାବୁଙ୍କ ପାଇଁ

  • @dillipkumarsahoo4823

    @dillipkumarsahoo4823

    25 күн бұрын

    Love Naveen babu ❤️❤️❤️❤️

  • @litumajhi9223

    @litumajhi9223

    25 күн бұрын

    ଜୟ ଜଗନ୍ନାଥ ଜୟ ନବୀନ

  • @bijayalaxmilenka4017

    @bijayalaxmilenka4017

    25 күн бұрын

    Thank u Bhai for this song....🙏

  • @minatidasminu8465
    @minatidasminu846526 күн бұрын

    ଏ ଗୀତ ନୁହେଁ ନବୀନ ବାବୁ ଙ୍କ ପାଇଁ ଓଡ଼ିଶା ତରଫରୁ ଛୋଟ ଉପହାର ଟିଏ,miss u sir

  • @AsishRam-qp8yw

    @AsishRam-qp8yw

    25 күн бұрын

    ବାଳ ନା 😂😂😂

  • @debasmitaparida2072

    @debasmitaparida2072

    25 күн бұрын

    ​@@AsishRam-qp8ywSalon jai katide

  • @SonuPanda-pl2uk

    @SonuPanda-pl2uk

    25 күн бұрын

    ​@@AsishRam-qp8yw k̊n̊ e̊m̊t̊i̊k̊å k̊åh̊ůc̊h̊å n̊åb̊i̊n̊ s̊i̊r̊ o̊d̊i̊s̊åk̊ů j̊åh̊å k̊år̊i̊c̊h̊ån̊t̊i̊ k̊e̊h̊i̊b̊i̊ k̊år̊i̊b̊e̊n̊i̊ b̊h̊ůj̊i̊l̊å

  • @hokule6515

    @hokule6515

    25 күн бұрын

    Tome Jane beiman loka bodhe ​@@AsishRam-qp8yw

  • @purusottamsa1103

    @purusottamsa1103

    25 күн бұрын

    Mari gala ki Nabina

  • @mohanta_cooking_channel2
    @mohanta_cooking_channel220 күн бұрын

    ନବିନ ଵା‌ବୁ ପରି ଲୋକ ସାତ ଜନ୍ମ ରେ ହୋଇ ପାରିବେ ନାହିଁ।miss you sir

  • @OdiaKabyaKabita
    @OdiaKabyaKabita21 күн бұрын

    ବିଜୁ ବାବୁଙ୍କ ସାନ ପୁଅ...ଓଡ଼ିଶାର ମାଆର ବଡ ପୁଅ...❤ ମହାପ୍ରଭୁ ଆପଣଙ୍କୁ ଭଲରେ ରଖନ୍ତୁ 🙏❤️

  • @parikshitamajhi6160
    @parikshitamajhi616026 күн бұрын

    ଭାଇରେ ମୋ ଆଖିରେ ଲୁହ ଆସିଗଲା....😭😭😭😭 ମୁଁ ନବୀନ ସାର୍ ଙ୍କୁ ଏତେ ଭଲ ପାଏ ଯେ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମ ହ୍ରୁଦୟ ରେ ଆଉ କେଉଁ ମୂଖ୍ୟମନ୍ତ୍ରୀ କୁ ଯାଗା ଦେଇ ପାରିବି ନାହିଁ...ଜୟ ନବୀନ

  • @AsishRam-qp8yw

    @AsishRam-qp8yw

    25 күн бұрын

    ଲୁହ ବେଶୀ କାଡ଼ନୀ ଜଳୀୟ ଅଂଶ କମିଯିବ 😂😂

  • @hokule6515

    @hokule6515

    25 күн бұрын

    ସତରେ ଭାଇ ସତ କହିଲ ନବୀନ ପଟ୍ଟନାୟକ ଜଣେ ମଣିଷ ରୂପୀ ଗରୀବର ସାହାରା

  • @dinabandhubehera3971

    @dinabandhubehera3971

    24 күн бұрын

    Sata Bhai,mu bi Tama bhali,aau kie tank ajaga nei paribeni

  • @gajaboy3498

    @gajaboy3498

    24 күн бұрын

    @@debasmitaparida2072 choro kanta thle sea khiki rakitila taku pakare swarta bhala heichi harichi

  • @OFFICIALDOROMAN

    @OFFICIALDOROMAN

    24 күн бұрын

    😭😭😭😭

  • @RajeshkumarDixit-wg7dh
    @RajeshkumarDixit-wg7dh24 күн бұрын

    ନବୀନ ବାବୁ ଆପଣ ସବୁବେଳେ କୋଟି କୋଟି ଓଡିଆଙ୍କ ହୃଦୟ ରେ ରହିବେ ❤❤❤❤❤❤❤❤❤❤❤❤❤❤❤❤❤❤

  • @steminarani5803
    @steminarani580322 күн бұрын

    ବହୁତ ସୁନ୍ଦର ଗୋଟିଏ ଗାଇଲେ ଭାଇ ବହୁତ ସୁନ୍ଦର ମନରେ ଛୁଇଁ ଲା ବହୁତ କଷ୍ଟ ଅନୁଭୂତ ହେଉଛି

  • @user-hz2sn2sw8f
    @user-hz2sn2sw8f22 күн бұрын

    "ଆପଣମାନେ ଖୁସି ତ?"-great quotation for ଓଡିଶାବାସୀ😢😭😭 we can never forget it....😭💖

  • @anantalifestyle.4577
    @anantalifestyle.457724 күн бұрын

    ଆମ ନବୀନ ପଟ୍ଟନାୟକଙ୍କ ପରି ଆଉ ମୁଖ୍ୟ ମନ୍ତ୍ରୀ ମିଳିବନି।। ସେ ହେଉଛି ଓଡ଼ିଆ ଜାତିର ଗର୍ବ।।

  • @bashasisa8311

    @bashasisa8311

    22 күн бұрын

    Very good

  • @bharatiradhari2612

    @bharatiradhari2612

    21 күн бұрын

    Aapana sata kahile

  • @julishree3740

    @julishree3740

    19 күн бұрын

    Right

  • @srikantkhillo6423

    @srikantkhillo6423

    Күн бұрын

    Right

  • @sudhircreation3695
    @sudhircreation369526 күн бұрын

    ଶହେ ଜନ୍ମ ନେଲେ ବି ନବୀନ ପଟ୍ଟନାୟକଙ୍କ ଭଳି ଜଣେ ମୁଖ୍ୟମନ୍ତ୍ରୀ ଟିଏ ଓଡ଼ିଶା ବାସୀ ପାଇବେ ନାହିଁ

  • @muktikantajena7913

    @muktikantajena7913

    25 күн бұрын

    ସତ କହିଲେ ଭାଇ

  • @sushreesangita798

    @sushreesangita798

    25 күн бұрын

    Odisha loka pain aji amo. Naveen babu harile😭😭😭miss u sir... Best cm in odisha

  • @hokule6515

    @hokule6515

    25 күн бұрын

    Sata kathha bhai bahut dukha laguvhhi😢

  • @dinabandhubehera3971

    @dinabandhubehera3971

    24 күн бұрын

    Rt

  • @DEV_LIVE99

    @DEV_LIVE99

    24 күн бұрын

    😔😔

  • @steminarani5803
    @steminarani580322 күн бұрын

    ବହୁତ ବର୍ଷ ର ଇତିହାସ ଅତି ସୁନ୍ଦର ନବୀନ ପଟ୍ଟନାୟକ ଆମର ବାପା ଭାଇ ସବୁ କିଛି ଆମ ଓଡ଼ିଶାର ହିରୋ ଆମ ପରିବାର ନବୀନ ବାବୁ ❤❤❤❤❤🎉🎉🎉 ଆମ ସାନ୍

  • @user-hw9yq3ry1j

    @user-hw9yq3ry1j

    3 күн бұрын

    ❤❤🎉🎉🎉

  • @pallabipriyadarshinidhal3724
    @pallabipriyadarshinidhal372420 күн бұрын

    ଓଡ଼ିଶା ରେ ଯିଏବି cm ହୁଅନ୍ତୁ ଭଲ ହେଲେ Naveen sir ଙ୍କ ସ୍ଥାନ ଅପୂରଣୀୟ। ପ୍ରତ୍ୟେକ ଓଡ଼ିଶାବାସୀ ଙ୍କ ହୃଦୟରେ ସେ ସବୁଦିନ ପାଇଁ ରହିଥିବେ।।ପରନିନ୍ଦା ଆଉ ପରଚର୍ଚ୍ଚା ଠୁଁ ବହୁତ୍ ଦୂର ରେ ସେ।ଭଗଵାନ ତାଙ୍କୁ ସୁସ୍ଥ ରଖନ୍ତୁ ଏତିକି କାମନା।।।।

  • @archananayak4254
    @archananayak425425 күн бұрын

    Kou mane chahunchanti nabin sir puni cm huantu like karantu

  • @managovindapradhan2098

    @managovindapradhan2098

    22 күн бұрын

    Ha madama right ja nijukti nahi ba

  • @Mam977ni

    @Mam977ni

    22 күн бұрын

    Yes

  • @imdragonx07

    @imdragonx07

    20 күн бұрын

    Mu

  • @JaldharJani

    @JaldharJani

    20 күн бұрын

    C m is a great nd real Hiro I love u nabin sir

  • @VenkyPhotographyy

    @VenkyPhotographyy

    20 күн бұрын

    Tuma Ghara kouthi

  • @moanubhuti3796
    @moanubhuti379626 күн бұрын

    ସଙ୍ଗୀତ ମାଧ୍ୟମରେ ଆମ ମହାନାୟକ ସୁଯୋଗ୍ୟ ସନ୍ତାନ ଙ୍କୁ ପୂଜ୍ୟପୂଜାର ସମ୍ମାନ...ସଙ୍ଗୀତ ପାଇଁ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଅଶେଷ ଧନ୍ୟବାଦ ❤

  • @samuelbhuyan5445
    @samuelbhuyan544522 күн бұрын

    ସତରେ ଜଣଙ୍କ ପାଇଁ ଧୋକା ପାଇଲେ ଆମର ନବିନ sir କେତେ କଷ୍ଟ ସବୁବେଳେ ସ୍ମୃତି ରହିଗଲା ❤

  • @sandeepjena9006

    @sandeepjena9006

    14 күн бұрын

    Are ... Abe bi darucha na kan... Kholiki kuha.. Sae pandia pain sabu hela

  • @harapriyarout6994
    @harapriyarout699420 күн бұрын

    ଖୁବ ସୁନ୍ଦର... ନବୀନ CM ଙ୍କ ବିଷୟରେ ଯେତେ ବି କହିଲେ କମ ହେବ 🙏ସେ ଏକ ଆଦର୍ଶ ଯିଏ କି କେବେ ଦେଖେଇ ହୁଅନ୍ତିନି କିମ୍ବା କାହା ବିପକ୍ଷରେ କେବେ ଖରାପ ମନ୍ତବ୍ୟ ଉଠାଇ ନାହାନ୍ତି... କାହା ପାଇଁ କଣ ସେଥିରେ କିଛି ମନ୍ତବ୍ୟ ଦେଇପାରିବୁନି... ହେଲେ ସେ ରାଜ୍ୟ ପାଇଁ ବହୁତ କିଛି କରିଯାଇଛନ୍ତି ଏ କଥା କେହିବି ନିଜ ମନରେ ଅମାନ୍ୟ କରିପାରିବେନି 😴Miss you sir😭Love you always❤️ଆମ ପାଇଁ ଆପଣ ହିଁ ସବୁବେଳ ପାଇଁ ଆମ ମୁଖିଆ ହେଇ ରହିବେ 🙏

  • @pupicreation
    @pupicreation25 күн бұрын

    ସତରେ ଆମ ନବୀନି ସାରେ ସବୁଠାରୁ ଅଲଗା ଆମ ଓଡ଼ିଶାର ଗୌରବ ଆମେ ତାଙ୍କପାଇଁ ବେସାହାରା ହେଇଯାଇଛୁ 🙏

  • @rkscreation7735
    @rkscreation773524 күн бұрын

    ଆମ ଓଡ଼ିଶାର ବିଜୁ ପଟ୍ଟନାୟକଙ୍କ ସାନ ପୁଅ ହେଲା ଏ ଓଡିଶାର ସମସ୍ତଙ୍କ ବଡ଼ ପୁଅ ❤ ଆମର ଦରକାର ନବୀନ ପଟ୍ଟନାୟକଙ୍କ ବେଷ୍ଟ୍ CM ଜୟ ନବୀନ ❤ ଜୟ ଜଗନ୍ନାଥ ❤️❤️❤️❤️❤️❤️♥️♥️♥️♥️

  • @Minasweeingdesign04

    @Minasweeingdesign04

    13 күн бұрын

    Sabu drama, prahaschana chalichi ethi

  • @pabiratulasiommexpress9294
    @pabiratulasiommexpress929422 күн бұрын

    ସବୁବେଳେ ଆମ ମାନଙ୍କର ହୃଦୟରେ ରହିବେ ସାର ପ୍ରଭୁ ସାଇ ବାବା ଆପଣଙ୍କୁ ଭଲରେ ରଖିନ୍ତୁ😭😭😭🙏🙏🙏

  • @user-zw8cm1lx2m
    @user-zw8cm1lx2m20 күн бұрын

    ନବୀନ ସାର୍ 🙏🙏🙏😭😭😭😭❤️❤️❤️ love you ସାର୍ କେବେବି ଭୁଲି ବୁନି ଆମେ 💐💐🌹🌹😭😭

  • @Erasfgreaguh
    @Erasfgreaguh24 күн бұрын

    ଓଡ଼ିଶାରେ ଦୁଇଟି ଦେବତା ଗୋଟିଏ ଜଗନ୍ନାଥ ଆଉ ଜଣେ ଜୀବନ୍ତ ଦେବତା ନବୀନ ସାର ଆମ ବେଷ୍ଟ ମୁଖ୍ୟମନ୍ତ୍ରୀ।

  • @nirupamasethi1549
    @nirupamasethi154925 күн бұрын

    ଆମର ପ୍ରିୟ ମୁଖୟମନ୍ତ୍ରୀଙ୍କ ପାଇଁ ଗୋଟେ ଲାଇକ ❤

  • @user-vc3jj2nd7k
    @user-vc3jj2nd7k20 күн бұрын

    Really I am very sorry. You are the best chief minister ❤. Salute your best service to our state.

  • @user-cr5sn5jr3k
    @user-cr5sn5jr3k20 күн бұрын

    ଆମ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ କେହି ନୁହେଁ 🙏🙏🙏

  • @BhramarbarRout-yu2ow
    @BhramarbarRout-yu2ow26 күн бұрын

    ସବୁବେଳେ ଗୋଟିଏ କଥା ମନେ ପଡିଵ ,,,, ଆପଣ ମାନେ ଖୁସି ତ miss you NABIN sir...

  • @naresh5680

    @naresh5680

    19 күн бұрын

    U are right

  • @g.mcreations6478

    @g.mcreations6478

    18 күн бұрын

    Reply Vai😢😢

  • @AshanjaliBehera

    @AshanjaliBehera

    17 күн бұрын

    Miss you nabina sir❤❤

  • @kabudas8617
    @kabudas861726 күн бұрын

    ବହୁତ ସୁନ୍ଦର ଗୀତ ରଚନା.. ‌!! ଯୁଗ ପରେ ଯୁଗ ଆସିବ ଯିବ ନବୀନ ପଟ୍ଟନାୟକ ଅମର ଥିବ🙏🏿

  • @bidyutprabhasahoo6424
    @bidyutprabhasahoo642418 күн бұрын

    Really heart touching song completely dedicated for our respectable cm Nabeen sir😢

  • @rajendrakumarsahooxd8399
    @rajendrakumarsahooxd839918 күн бұрын

    ନବୀନ ବାବୁ ତୁମକୁ ମୋର କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻🙏🏻ତୁମକୁ ଯେତେ ପ୍ରଶଂସା କଲେ ବି କମ ହେବ ଓଡିଶା ବାସୀଙ୍କ ପାଇଁ କେଉଁ ଭଗବାନ ଠାରୁ ବି ଆପଣ କମ ନୁହନ୍ତି 🙏🏻🙏🏻

  • @user-yp9xi1ku2r
    @user-yp9xi1ku2r26 күн бұрын

    Nabin pathnayak ra gote Katha bahut mane padiba........ apana mane khusi ta mu b Khushi....😭😭😭🙏🙏🙏

  • @santoshkumarpuhan9853

    @santoshkumarpuhan9853

    25 күн бұрын

    Naveen Patnaik nkaraa Gote katha bahuta Mane padiba apana Mane khusi taa.

  • @MunuCreation143

    @MunuCreation143

    25 күн бұрын

    ​@@santoshkumarpuhan9853qq

  • @rudrapratapbhuyan5723

    @rudrapratapbhuyan5723

    25 күн бұрын

    Bhai tike respect dia... ନବୀନ ପଟ୍ଟନାୟକ ର nuhe ନବୀନ ପଟ୍ଟନାୟକ ଙ୍କର...

  • @rahulkumardas4053

    @rahulkumardas4053

    24 күн бұрын

    Bhai thik kotha kohicho apan mane khushi to mu bi khushi

  • @Jotrimay

    @Jotrimay

    24 күн бұрын

    😭😭😭❤❤❤🙏🙏🙏

  • @user-lm6hj4yj7k
    @user-lm6hj4yj7k26 күн бұрын

    ବହୁତ ସୁନ୍ଦର ଆଇ ଲଭ୍ ୟୁ ନବୀନ ପଟ୍ଟନାୟକ ❤❤❤

  • @rinamohanty-tw5tm
    @rinamohanty-tw5tm21 күн бұрын

    Naveen Sir, apananka paen ama hrudayare jou sthana achi ,sethi au kehi rahi paribeni ,kebebi nuhan ❤❤

  • @user-ee4ry5rg4b
    @user-ee4ry5rg4b20 күн бұрын

    ଗୀତ ଶୁଣି କମେଣ୍ଟ ଲେଖିବାକୁ ହାତରେ ବଳ ପାଉନି କି ପାଟିରେ ଭାଷା ନାଇଁ 😢😢😢 ଖାଲି ଆଖିରେ ଲୁହ ଅଛି 😭😭😭😭😭😭😭😭😭😭😭😭😭😭😭😭😭

  • @SagarikaPradhan-xh8os
    @SagarikaPradhan-xh8os26 күн бұрын

    ନବୀନ ବାବୁ ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ, nabin Babu is the best cm in odisha, ମତେ ବି ବୋହୁତ କଷ୍ଟ ହେଇଚି ବୋହୁତ କାନ୍ଦିଚି, best song ବୋହୁତ ଭଲ ଲାଗିଲା ଆପଣ ଙ୍କ ଗୀତ,

  • @bad_boy456
    @bad_boy45626 күн бұрын

    ନବୀନ ବାବୁ ଓଡ଼ିଶା ପାଇଁ ଯେତିକି କରିଛନ୍ତି ବହୁତ୍ କିଛି କରିଛନ୍ତି ତାଙ୍କୁ ଯେଉଁ ମାନେ ନିନ୍ଦୁଛନ୍ତି ନାଁ ତାଙ୍କୁ ଧର୍ମ ସହିବନି। ଜୟ ଜଗନ୍ନାଥ 🙏🙏🙏⭕‼️⭕

  • @Jyotiprakash_comedy143
    @Jyotiprakash_comedy1434 күн бұрын

    କାନ୍ଦୁଛି ଓଡ଼ିଶା କାନ୍ଦୁଛି ଓଡ଼ିଆ ନବୀନ ବାବୁ ତୁମେ ଥିଲ ଭାରି ବଢିଆ 😞😞❤️❤️❤️❤️❤️❤️❤️❤️❤️❤️❤️

  • @rabiparadhan3929
    @rabiparadhan392918 күн бұрын

    Emiti au gote song ama mahan mukyamantri nka upare heba darkar Jay Jagannath 🙏🙏❤️❤️❤️❤️

  • @chinmayeebehera7291
    @chinmayeebehera729124 күн бұрын

    ଏବେ ଓଡ଼ିଆ ପ୍ରାଣ କାନ୍ଦିଲେ କଣ ହେବ ଯେତେବେଳେ ତ ଭୋଟ ଦେବା କଥା ଦେଲନି ଏବେ ଓଡ଼ିଆ ପ୍ରାଣ କାନ୍ଦୁଛନ୍ତି ନବୀନ ବାବୁ ଙ୍କୁ ବି କନ୍ଦଉଛନ୍ତି love uuuu❤❤❤❤❤❤

  • @attitudequeensonu6854

    @attitudequeensonu6854

    20 күн бұрын

    Sata katha 😢

  • @PrakashPal-wl8yw

    @PrakashPal-wl8yw

    20 күн бұрын

    Thik kahicha Abe kandiki kn lava vote delabele bhabi parilani Abe kanducha loka dekhania Kanda

  • @GeetaPani

    @GeetaPani

    20 күн бұрын

    Right ❤❤❤❤

  • @sumansahu4728

    @sumansahu4728

    20 күн бұрын

    Right

  • @asupradhan4773

    @asupradhan4773

    20 күн бұрын

    Right

  • @akashdas477
    @akashdas47724 күн бұрын

    ଗୀତଟି ଅତି ସୁନ୍ଦର ହେଇଚି ହୃଦୟକୁ ଛୁଇଁଗଲା ଆମ ଓଡିଶାର ମୁରବି ନବୀନ ସାର 🙏😔🙏

  • @bhumijsahoo4737
    @bhumijsahoo473720 күн бұрын

    Heart touching song Naveen sir he is a brand, not a name. Jay Jagannath 🙏

  • @chayanikarout9750
    @chayanikarout975022 күн бұрын

    Heart touching song 👌 giita suni akhi re luha asigala 😭 Satare Nahin Sir nka pari CM aau kebe bi milibeni.

  • @babulkumar8905
    @babulkumar890526 күн бұрын

    ନବୀନ ବାବୁ ଆପଣ ହାତ ଗଡା ଓଡିଶା କବେ ଭୁଲି ବନି

  • @gershonraito3376
    @gershonraito337625 күн бұрын

    ଓଡ଼ିଶା ରେ ପରନିନ୍ଦା ନ ଜାଣିବା,,, ଏକ ମାତ୍ର CM.. Miss U Naveen... Silent is the best Answer...

  • @UrmilaDas-nb6lj

    @UrmilaDas-nb6lj

    25 күн бұрын

    Silent is the kada jawab for the all palitician

  • @gajaboy3498

    @gajaboy3498

    24 күн бұрын

    @@UrmilaDas-nb6lj sea silent rahiki mreila atara

  • @tukunsabar1994

    @tukunsabar1994

    21 күн бұрын

    Silent hei rahila pandian bjd ku khaila. belebele silent na rahiba bhala

  • @MRcreation2023
    @MRcreation202321 күн бұрын

    ଏ ଗୀତଶୁଣି ଆଖିରେ ଲୁହ ଆସିଗଲା ❤️❤️

  • @dilipkumarbhuyan3511
    @dilipkumarbhuyan351121 күн бұрын

    ଭାଇ ମୋପାଖରେ କହିବାକୁ ଆଉଭାସାନାହିଁ❤❤❤❤❤❤❤❤❤❤

  • @senapatijal2656
    @senapatijal265625 күн бұрын

    ସେ ଜଣେ ଉତ୍କଳ ଜନନୀର ସୁଯୋଗ୍ୟ ସନ୍ତାନ ଥିଲେ ଆଉ ସଦାସର୍ବଦା ରହିଥିବେ ❤❤🙏🙏🙏🙏🙏🙏

  • @user-lf5vn3xu3c
    @user-lf5vn3xu3c24 күн бұрын

    ନବୀନ ପରି ଓଡ଼ିଶାରେ ମୂଖ୍ୟମନ୍ତ୍ରୀ ପାଇବାର ଅସମ୍ଭବ

  • @gajendrasabar4291
    @gajendrasabar429123 күн бұрын

    ସାତ ଜନ୍ମ ପର୍ଯ୍ୟନ୍ତ. ସମସ୍ତ. ଆମ ନବୀନ ବାବୁ. ମନେ ରଇବ

  • @sibasethi3412
    @sibasethi341222 күн бұрын

    One of the greatest leader in the world ❤ True political legend

  • @munasahoo2153
    @munasahoo215326 күн бұрын

    ମୁଖ୍ୟମନ୍ତ୍ରୀ ଯିଏ ବି ହେଇଥାଉ ନା କାହିଁକି ମୁଁ ଚାହେଁ ଓଡ଼ିଶା ର ପ୍ରଗତି , ହେଲେ ଓଡ଼ିଶା ବାସି ଜଣେ ସରଳ ନିଷ୍କପଟ, ଉଦାର , ହୃଦୟବାନ୍, ସ୍ପଷ୍ଟବାଦି ଏବଂ ସୋଚଟ ବ୍ୟକ୍ତିଙ୍କୁ ସବୁଦିନ ପାଇଁ ହରେଇ ଦେଲେ...!!😭 ଓଡ଼ିଶା ରେ ଯିଏ ବି ଶାସନ କରିବ ସେ କେବେ ବି ମୋ ନବୀନ ବାବୁଙ୍କ ଭଳି ହୋଇପାରିବେ ନାହିଁ...!😭🙏😭😭😭😭🙏🙏

  • @user-jm8sn2bf9r

    @user-jm8sn2bf9r

    26 күн бұрын

    😢😢😢😢😢

  • @dinabandhubehera3971

    @dinabandhubehera3971

    24 күн бұрын

    Ham Sethi pain ape ape luha asijauchi,satre bahut kast huchi, Sarala,niriha Manisha tie

  • @gajaboy3498

    @gajaboy3498

    24 күн бұрын

    Sarala na aukichi sbu janitila se

  • @tukunsabar1994

    @tukunsabar1994

    21 күн бұрын

    Nabin pain kie maripariba ki kuha

  • @SUMANTA572
    @SUMANTA57225 күн бұрын

    ଆପଣଙ୍କୁ ଧନ୍ୟବାଦ ଆମକୁ ଏତେ ସୁନ୍ଦର ଓଡିଶା ଦେଇଥିବାରୁ Naveen Babu 🫡🫡🙏 miss you Naveen Babu 🥺💔

  • @uditkumarmajhi4754
    @uditkumarmajhi475420 күн бұрын

    Miss u nabin babu u always in our heart ❤🎉

  • @Sridharpradha
    @Sridharpradha21 күн бұрын

    ଓଡିଶା ର ହିରୋ ନବୀନ ସାର 🙏🙏🙏

  • @veer25808
    @veer2580825 күн бұрын

    ଅତି ସୁନ୍ଦର ଓଡ଼ିଶାର ଅଭୁଲା ମୁଖ୍ୟମନ୍ତ୍ରୀ ନବୀନ ବାବୁ

  • @jagannathbarik582
    @jagannathbarik58225 күн бұрын

    I❤️Naveen babu miss you sir ଯିଏ ଯାହା କହିଲେ ବି ଆମ ଓଡ଼ିଶା ନବୀନ ଓଡ଼ିଶା ଲିଖିବଦ୍ଧ ହୋଇ ରହିଛି ଆଗକୁ ରହିବ sir ଆପଣଙ୍କ ପାଇଁ ଆଜି ଆମ ଓଡ଼ିଶାର ଉର୍ନତି ସହିତ ସାରା ଦେଶରେ ଆମ ଓଡ଼ିଶା ପରିଚୟ ସୁଷ୍ଟି କରିଛି ଜୟ ଜଗନ୍ନାଥ 🙏🙏🙏

  • @steminarani5803
    @steminarani580322 күн бұрын

    ନବୀନ ପଟ୍ଟନାୟକ ଜିଦା ବାଦ୍ ଆମର ହିର ଓଡ଼ିଆ ଶାର ନବୀନ ବାବୁ ବହୁତ ଭଲ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ସାର୍ ❤❤❤❤🎉🎉🎉🎉😭😭😭😭😭😭🙏🏽🙏🏽🙏🏽🙏🏽🙏🏽😭

  • @rakhimaharana5407
    @rakhimaharana540720 күн бұрын

    We will miss you sir. From the core of heart you are still our CM🙏🙏

  • @nayaksanjib7179
    @nayaksanjib717926 күн бұрын

    🥲🥲🥲🥲 ଆଜି ବି କହିବି ହେ ନବୀନ ବାବୁ ମୁଁ ତୁମ fan 🙏

  • @Mr24811
    @Mr2481125 күн бұрын

    ଯେଉଁ ମାନେ ଆମ ନବୀନ ରାଜା କୁ ଭୋଟ ଦେଇନାହାନ୍ତି ସେ ମାନେ ତାଙ୍କ ଛାତିରେ ହାତ ରଖି ଥରୁଟିଏ କୁହ ୨୪ ବର୍ଷ ତଳେ ର ଓଡ଼ିଶା ଆଉ ଏବେ ଆମ ନବୀନ ବାବୁଙ୍କ ଓଡ଼ିଶା, ବହୁତ ବଡ଼ ଭୁଲ କଲେ ଓଡ଼ିଶା ବାସୀ ❤ you ନବୀନ ସାର୍ 😂😂😂

  • @manasranjandas3499
    @manasranjandas349918 күн бұрын

    ଅତି ସୁନ୍ଦର ଜୟ ଜଗନ୍ନାଥ ଶୁଭ ରାତ୍ରି ❤❤❤❤ଆମ୍ ହୃଦୟ ରେ ନବୀନ ବାବୁ ରହିଛନ୍ତି ରହିବେ ❤❤❤❤

  • @sibanisibani6230
    @sibanisibani623020 күн бұрын

    ଆପଣ ମହାନାୟକ ଆପଣଙ୍କ ପରି ମୁଖ୍ୟମନ୍ତ୍ରୀ ଏ ଓଡ଼ିଶା ରେ କେହି କେବେ ବି ହୋଇପରିବେନି🙏

  • @Madhulifestyle8
    @Madhulifestyle825 күн бұрын

    ନବୀନ sir ଗୋଟିଏ ରେ ଗୋଟିଏ ଆଉ ଓଡିଶା ଲୋକ ବୁଝି ପାରିଲେନି ତାଙ୍କୁ ଧୋକା ଦେଲେ 😭

  • @Jayasmita846
    @Jayasmita84623 күн бұрын

    ସତରେ ହୀରା ହଜିଯାଇଛି 😒କିନ୍ତୁ ତାର ଚମକ ସବୁଦିନ ରହିବା ଓଡ଼ିଶା ବାସୀ ଙ୍କର ହୃଦୟରେ ❤ବହୁତ୍ ବହୁତ୍ respect ଆଉ ଭଲ ପାଇବା ନବୀନ ପଟ୍ଟନାୟକ ସାର୍ 🙏🙏🙏🙏🙏🙏 ମୋର ଜନ୍ମରୁ ଆପଣ ଙ୍କୁ ହିଁ CM ବୋଲି ଦେଖିଆସିଚି 😢୨୦୦୦😒❤❤❤ଆପଣଙ୍କୁ ଭୁଲି ହେବନାହିଁ😢

  • @swarupmohanty3655
    @swarupmohanty365522 күн бұрын

    ନବୀନ sir ସବୁ ବେଳେ ଆମ ହୃଦୟ ରେ ଥିବେ... ଆପଣ ମାନେ ଖୁସି ତ... 😭😭

  • @HappyGlassblower-fr5po
    @HappyGlassblower-fr5po15 күн бұрын

    ନବୀନ ସାର ଙ୍କର କଣ ହେଲା କି । ସଭିଙ୍କ ମନ ପ୍ରାଣ ଦୁଃଖ 😊😊😊

  • @shadowgirl-ex2fu
    @shadowgirl-ex2fu26 күн бұрын

    ବହୁତ ସୁନ୍ଦର 🥺ସତରେ ଶୁଣିଲେ ହୃଦୟ ସ୍ପର୍ଶି ହୋଇଗଲା 🥺🥺

  • @Infoprenueur-ug2wz
    @Infoprenueur-ug2wz25 күн бұрын

    ନବୀନ ବାବୁ 🥲🥲🥲🥲🥲 ମୁ ବହୁତ କାନ୍ଦୁଚି ଆଉ ଏ ଓଡିଶା ଭଲ ଲାଗୁନି ମୁଁ students ମୁଁ ଭୋଟ ଦେଇ ଥାନ୍ତି 🥲🥲🥲

  • @user-so2ql1qk4w
    @user-so2ql1qk4w20 күн бұрын

    Nabin babu bahuta bhala odisha ra bikash

  • @BiswajitStudyIQ
    @BiswajitStudyIQ10 күн бұрын

    ନବୀନ ବାବୁଙ୍କ ଉନ୍ନତି ପାଇଁ ଓଡ଼ିଆ ମାଟି ଓ ଇତିହାସ ସାକ୍ଷୀ ଅଛି ନିଶ୍ଚୟ❤

  • @arunpanigrahi7465
    @arunpanigrahi746524 күн бұрын

    ହୃଦୟ କୁ ସ୍ପର୍ଶ କରୁଥିବା ଗୀତଟିଏ । ସର୍ବ ପ୍ରଥମେ ଗୀତିକାର ଓ ଗୀତ ଗାୟିଥିବ singer ଙ୍କୁ ଅନ୍ତରରୁ ଧନ୍ୟବାଦ୍ ଦେବୀ ।କିଛି ସ୍ୱ।ର୍ଥି ଲୋକ ନବୀନ ବାବୁଙ୍କୁ ଏବଂ ଦଳ taku ବୁଡେଇ ଦେଲେ ।

  • @allvideosong1484
    @allvideosong148425 күн бұрын

    ନବୀନ ବାବୁ ପୁରୁଷ ନୁହଁ ସେ ଆମ ପାଇଁ ମହା ପୁରୁଷ ❤❤❤ଜୟ ଓଡିଶା ❤️

  • @sandeeprao4756
    @sandeeprao475621 күн бұрын

    ନବୀନ ପଟ୍ଟନାୟକଙ୍କ ଅମର ରହେ❤

  • @puspanjalipooja1404
    @puspanjalipooja140422 күн бұрын

    Satare Sara Odisha Ebe kanduchi...Miss u Sir 🌸🌸🙏❤️❤️💖💖💛💛💛

  • @PinkiBiswal-kx2lp
    @PinkiBiswal-kx2lp25 күн бұрын

    Our CM is best CM in the world...No one can replace him...He is a great soul ...He is a real hero....He will always stay in our hearts❤❤❤❤❤❤❤❤❤❤❤❤❤❤❤❤🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ThanaMuduli-nx2fc
    @ThanaMuduli-nx2fc24 күн бұрын

    ନବୀନ ସାର ଙ୍କ ଫୋଟୋ ଦେକିଲେ କାନ୍ଦ ଆସୁଛି ନବୀନ ନାହିଁତ ଓଡିଶା ବିକଲ ହେଉଛି ❤️❤️🙏🙏🙏🙏❤️🥲🥲😭😭

  • @AngelRS1244

    @AngelRS1244

    20 күн бұрын

    Motebi

  • @AdarashRay
    @AdarashRay8 күн бұрын

    ଜୀବନରେ କିଛି ନାହିଁ ଖାଲି ଗୋଟେ ଖୁସି ଆଉ ଆନନ୍ଦ, ଅପେକ୍ଷା କର ଅପେକ୍ଷାର,ଫଳ ମିଠା ଅଜ ଜଗନ୍ନାଥ,ଗୀତ ହ୍ରୁଦୟ କୁ ଛୁଇଁ ଗଲା,ହେଲେ ଆଖୀରୁ ଲୁଣ,ଆସି ଗଲା,ଜୟ ନବିନୀ 😢😢

  • @timepass35255
    @timepass3525525 күн бұрын

    ତମେ ଓଡ଼ିଶା ବାସୀଙ୍କ ହୃଦୟରେ ସବୁଦିନ ପାଇଁ ରହିବ❤🙏❤

  • @hokule6515
    @hokule651525 күн бұрын

    ଆଜି ଆମେ ଯୋଉ ଓଡ଼ିଶା ଦେଖୁଛୁ ସେ ଓଡ଼ିଶା କୁ ନବୀନ ପଟ୍ଟନାୟକ ନିଜ ହାତରେ ଗଢ଼ିଛନ୍ତି, କେତେ ଗରିବ ଆଉ ଦୁଃଖରେ ଥିଲା ଓଡ଼ିଶା , ସେତେବେଳେ ଓଡିଶା କୁ ନବୀନ ପଟ୍ଟନାୟକ ସାହାରା ହେଲେ ଆଉ ନିଜେ ଓଡ଼ିଶା କୁ ନିଜ ହାତରେ ଗଢିଲେ ବହୁତ ମନେ ପଡ଼ୁଛନ୍ତି ଆପଣ ସାର୍। କେବେଳ ନବୀନ ପଟ୍ଟନାୟକ ହିଁ ଓଡ଼ିଶା ର Mukhyamantri ହଇ ରହିବେ, ରହିଥିବେ ଓଡ଼ିଶା ଲୋକ ମାନେ କେବେ ଭୁଲି ପାରିବେନି ନବୀନ ପଟ୍ଟନାୟକ ସାର ଙ୍କୁ। ଜୟ ନବୀନ ଜୟ ବିଜେଡି 😢😢😢😢😢😢😢 ଭଗବାନ ଆପଣକୁ ଭଲରେ ରଖିଥାନ୍ତୁ।

  • @jyotipravarknayak8400
    @jyotipravarknayak840020 күн бұрын

    Jay jagannath swami🙏.. ❤alwys bestever Jay nabin💚

  • @bapinabapina5129
    @bapinabapina512910 күн бұрын

    ସତରେ ଅଜବ ଏଇ ଦୁନିଆ ଜିଏ 24 ବର୍ଷ କାଳ ଆମ ହୁଦୟରେ ଭଗବାନ ହୋଇ ପୂଜାପାଉଥିଲେ ଆଜି ଆମ ହାତ ଛାଡି ଦେଇଛନ୍ତି। ଆମେ ଆପଣକୁ ଏ ଜନମ କଣ 7ଜନ୍ମ ପଯ୍ୟନ୍ତ ଆମେ ଆପଣଙ୍କୁ ଭୁଲି ପାରିବୁନାହିଁ love you sir❤️🌹

  • @littlepradhan298
    @littlepradhan29826 күн бұрын

    Really Heart touching and true lines for our forever C.M....Navin Pattnayak Sir🙏🙏

  • @belamatijani
    @belamatijani24 күн бұрын

    ସୁନା ଖୋଜୁ ଖୋଜୁ ହୀରାକୁ ହରେଇ ଦେଲୁ, ଭଗବାନ,ଆମ ନଵୀନ ରାଜାଙ୍କୁ ଫେରେଇ ଆଣ 😭 😭 😭 😭 😭 ଜୟ ଜଗନ୍ନାଥ🙏🙏

  • @TutuGadaba
    @TutuGadaba11 күн бұрын

    ଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ପୁଣି ଥରେ ପେରିଆଶାନ୍ତୁ 🎉🎉🎉 ନବୀନ ବାବୁ ହରେକି ବହୁତ କୋଷ୍ଟ ଲାଗିଲା ❤️❤️❤️❤️

  • @subhrakalidas6534
    @subhrakalidas653420 күн бұрын

    Bahut sundar Gita ...Gita nuho aha gote emotion ...jadi sir a Gita sunithibe ki sunibe bahut bholo hobo ...best lyrics....koti koti lokonka emotion tanka saho joda ...😢

  • @Yldhfuaxgjc
    @Yldhfuaxgjc26 күн бұрын

    Emiti au gote song ama mahan mukhyamantri nka upare heba darkar

  • @rekhanayak5929
    @rekhanayak592924 күн бұрын

    ସତରେ ଗୀତ ଟି ବହୁତ ସୁନ୍ଦର ହଇଛି 👌👌ଧନ୍ୟବାଦ 🙏🙏

  • @JeebanPradhan-ml1dt
    @JeebanPradhan-ml1dt20 күн бұрын

    We are really miss a precious diamond... We really miss u sir... U was and will be our ideal.. The line "odisha re niti tu me puja pauthiba" Is 100% correct

  • @user-df6yu3bj2w
    @user-df6yu3bj2wКүн бұрын

    ମୁ ବିଜେପି କିନ୍ତୁ ଆମ ନବୀନ ବାବୁଙ୍କ ପରି କେହିନୁହେ🙏🙏🙏🙏🙏🙏🙏

  • @ugreshantandi
    @ugreshantandi23 күн бұрын

    ଭାଇ ଆପଣ ଙ୍କୁ ବହୁତ ଧନ୍ୟବାଦ୍ ନବୀନ ସାର ଙ୍କ ପାଇଁ ମତେ ଜ୍ବର ହେଇଯାଉଛି

  • @sanghamitrapanda3809

    @sanghamitrapanda3809

    18 күн бұрын

    ଭଗବାନ ଆପଣ ଙ୍କୁ ଯଲଦି ଠିକ୍ କରି ଦିଅନ୍ତୁ ।

  • @hareshkhuntia2817
    @hareshkhuntia281725 күн бұрын

    ହୃଦୟ ସ୍ପଶୀ ଗୀତ ବୋହୁତ ଭଲ ଲାଗିଲା , ନବୀନଙ୍କ ପାଇଁ ଯୋଉ ଗୀତ ଗାଇବ ସବୁ ଭଲ ଲାଗିବ ଜୟ ନବୀନ ଜୟ ଓଡ଼ିଶା

  • @Studysain
    @Studysain22 күн бұрын

    Last vers all line, really great ଲେଖା, ଆଉ ସତ ମଧ୍ୟ 😢😢😢😢😢😢b

  • @bkgo4music991
    @bkgo4music99119 күн бұрын

    Bahut Sundar... Too emotional 💕😔.. Thank You Biswajit Bhai

  • @sudhakarsutar7126
    @sudhakarsutar712626 күн бұрын

    Thank you so much bro.. Naveen sir nka ahi sundar song ti veti deithibaru.. Nice singing nice lyrics..

  • @sushilkumarmallik5047
    @sushilkumarmallik504726 күн бұрын

    Dhanyabad apananku je ama priya Naveen babunka pain ete sundar gita tia lekhithibaru... We Always Naveen babu fan...

  • @J.Biswal3670
    @J.Biswal367013 күн бұрын

    ପୁଣି ଥରେ ନବୀନ ପଟ୍ଟନାୟକ ସାର୍ CM ହେଲେ କେମିତି ହୁଅନ୍ତା Please like comment

  • @olympiadcoaching
    @olympiadcoaching18 күн бұрын

    ଆମର ଗର୍ବ , ଆମର ଭାଗ୍ୟ ଆପଣଙ୍କ ପରାଜୟ ସହ ହଜିଗଲା।

  • @Only_gameing2.1
    @Only_gameing2.125 күн бұрын

    ନବୀନ ପଟ୍ଟନାୟକ best ହେରୋ 🎉🎉 Jay Nabin sir

  • @gyanaranjanrout5826
    @gyanaranjanrout582624 күн бұрын

    ସୁଯୋଗ୍ୟ ସନ୍ତାନ ହରେଈଲା ଓଡ଼ିଶାର ତାମିଲି ପାଇଁ ଭରି କଷ୍ଠ ଲାଗୁଚି ସମସ୍ତଙ୍କୁ ବିଚାର ହେଲା

  • @soubhagyanaik4414
    @soubhagyanaik441419 күн бұрын

    Nice with real Song, Nice Voice we can not forget him , real hero of odisha I pray to God for his healdy and long life. Au gote amiti Sad song karantu .Thank you.

  • @sunitakumarigouda3547
    @sunitakumarigouda354719 күн бұрын

    Only and one real hero nabin babu..... 🙏

  • @Subhasree_889
    @Subhasree_88926 күн бұрын

    Beautiful lyrics dada...@ Satyapriya Pradhan...👌👌👌

Келесі