🔵 Unveiling The Truth With Recently Joined BJP Leader Samir Das || Kanak News

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha #BJP #samirdas

Пікірлер: 324

  • @durgacharanpatra4301
    @durgacharanpatra4301Ай бұрын

    ଏ ଲୋକ ର କୌଣସି ରାଜନୈତିକ ଆଦର୍ଶ ନାହିଁ। ଆପଣା ସ୍ବାର୍ଥ ହିଁ ଏ ଲୋକର ଆଦର୍ଶ। ୟାକୁ ଜଣେ ସୁବିଧା ବାଦୀ ରାଜନୈତିକ ବ୍ୟକ୍ତି ଭାବରେ ଇତିହାସ ସର୍ବଦା ମନେ ରଖିବ।

  • @saritapradhan7360

    @saritapradhan7360

    Ай бұрын

    Heire behiaa sarathi baba ku pachare se Kan pai bjp chadi bjd ku aasila, bjd bhagigala toa pandia pai taku ja pacharibu se Tara utara bhalase daba

  • @ameutkalia
    @ameutkaliaАй бұрын

    ପ୍ରବଳ ଦୋଷ କାରଣରୁ ଦଳ ଟିକଟ କଟିଲା।ଯଦି ଛିଡ଼ା ହୋଇଥାନ୍ତେ ଆହୁରି ମାର୍ଜିନରେ ହାରିଥାନ୍ତେ।ଆଉ ଜିତେଇଲେ କଣ?ଯଦି ଲୋକପ୍ରିୟତା ଥିଲା ସ୍ଵାଧୀନରୁ ଲଢ଼ିପାରିଥାନ୍ତେ ଲୋକ ଦେଖିଥାନ୍ତେ ।

  • @Riazsir123

    @Riazsir123

    29 күн бұрын

    U r rt

  • @dillipswain4252

    @dillipswain4252

    25 күн бұрын

    Absolutely right, jadi dum thila independence ru stand karibar thila

  • @amitkumardas3343

    @amitkumardas3343

    23 күн бұрын

    Bhai amane hauchanti biswas ghataka loka, barsa juade chhata seade.

  • @swarnapadhi4073

    @swarnapadhi4073

    16 күн бұрын

    Sameer dash,nimapara ra king....kie kn kahila sethiru kn miliba

  • @AkhyayaMohanty

    @AkhyayaMohanty

    5 күн бұрын

    ​@@swarnapadhi4073kibhalia king ame janilu vote margin ru janapadigala

  • @nityanandapatra8848
    @nityanandapatra8848Ай бұрын

    ଦଳ ଡିଆଁ ନେତାକୁ ଠିକ୍ ହୋଇଛି

  • @RAJESHpradhan01994
    @RAJESHpradhan01994Ай бұрын

    2022 ହାଇସ୍କୁଲ ଶିକ୍ଷକ ଚାକିରି ସବୁ ବିକ୍ରି କରିଥିଲା 10ଲକ୍ଷ ଟଙ୍କା ଲେଖାଏଁ ନେଇ

  • @RAJESHpradhan01994

    @RAJESHpradhan01994

    Ай бұрын

    ଇଏ ହେଉଛି ସେହି ସମୀର ଦାସ ଯିଏ 2022 ହାଇସ୍କୁଲ ଶିକ୍ଷକ ନିଯୁକ୍ତି ରେ 10ଲକ୍ଷ ଟଙ୍କା ଲେଖାଏଁ ନେଇ ଖୁଲମ ଖୁଲା ସବୁ ପୋଷ୍ଟ ବିକ୍ରି କରିଥିଲା, ଢିଙ୍କି ଯେଉଁଠିକୁ ଯିବ ଧାନ କୁଟିବ । ଭାରତୀୟ ଜନତା ପାର୍ଟିକୁ ଏତିକି ଅନୁରୋଧ ଯେଉଁ ଅପରାଗ ନେତା ମାନଙ୍କ ପାଇଁ ଆଜି ବଜେଡି ଏହି ଅବସ୍ଥା ହେଲା ସେମାନଙ୍କୁ ଯଦି ଆପଣେଇ ନେବେ ଆଗାମୀ ନିର୍ବାଚନରେ କଂଗ୍ରେସ ଉପରେ ଭରସା କରିବାକୁ ବାଧ୍ୟ ହେବେ ଓଡିଶା ଲୋକ।

  • @CreationOdia1234
    @CreationOdia1234Ай бұрын

    ସମୀର୍ ଦାସ ହତ୍ୟା ରେ ସଂପୃକ୍ତ ଏ ଲୋକ ହତ୍ୟାକାରୀ

  • @bikashmeher4u

    @bikashmeher4u

    Ай бұрын

    It seems there are serious allegations regarding Samir Ranjan Das, a minister in Odisha's Biju Janata Dal (BJD), concerning corruption in the education ministry, specifically relating to high school recruitment. Allegedly, due to these issues, the BJD's leader, Naveen Patnaik, decided not to give him a ticket for the 2024 state assembly elections and removed him from the education ministry.

  • @himansudash9149
    @himansudash9149Ай бұрын

    ଯସସ୍ୱି କେତେଦିନ ରହୁଛନ୍ତି ଦେଖିବା।

  • @ganeshmandal7595
    @ganeshmandal759529 күн бұрын

    ଶିକ୍ଷା ମନ୍ତ୍ରୀ ଥିବା ବେଳେ ପଚାରନ୍ତୁ ଶିକ୍ଷକ ମାନଙ୍କ ପାଇଁ କଣ କରି ଛନ୍ତି

  • @Puritoka590
    @Puritoka590Ай бұрын

    Nimapara ra sabuthu corrupted Samir dash

  • @bikashmeher4u

    @bikashmeher4u

    Ай бұрын

    It seems there are serious allegations regarding Samir Ranjan Das, a minister in Odisha's Biju Janata Dal (BJD), concerning corruption in the education ministry, specifically relating to high school recruitment. Allegedly, due to these issues, the BJD's leader, Naveen Patnaik, decided not to give him a ticket for the 2024 state assembly elections and removed him from the education ministry.

  • @samiracharya1455

    @samiracharya1455

    27 күн бұрын

    But people of nimapada loves samir dash

  • @biswajitsamantaray6171

    @biswajitsamantaray6171

    13 күн бұрын

    Samira das nimapara ra prabala loka

  • @amitkumar-zz1yb
    @amitkumar-zz1yb26 күн бұрын

    ମାନସ sir next interview ରେ ସାନଖେମୁଣ୍ଡି ବିଧାୟକ ତଥା ରମେଶ ଜେନା ଙ୍କୁ ଆଣନ୍ତୁ। Vote for Ramesh jena . Ganjam tiger

  • @b.m...5163
    @b.m...516329 күн бұрын

    ଶିକ୍ଷା ମନ୍ତ୍ରୀ ଥିବା ସମୟରେ ନିଜ ନିର୍ବାଚନ ମଣ୍ଡଳୀର ଏକ CT କରିଥିବା ଯୁବକ ପ୍ରଶ୍ନ କରିଥିଲା Sir ଆମପାଇଁ VACANCY ଆସିବ କେବେ.. ହେଲେ ମନ୍ତ୍ରୀ ମହାଶୟ କହିଥିଲେ ଗୁଜୁରାଟ ପଳା.. ଏଠି job fob nanhi.ଗୋଟେ ସରକାର ର ତା ଜନତା ଙ୍କୁ ଉତ୍ତର . ସେତବେଳେ ନବୀନ ନବୀନ ଏବେ ମୋଦି ମୋଦି...ଏ ନାରା ବି ଅଳ୍ପଦିନ.

  • @priyankaworld6497

    @priyankaworld6497

    29 күн бұрын

    Pura thik kahile

  • @user-vo3wz2tv1v
    @user-vo3wz2tv1vАй бұрын

    ମାଇକିନା ପାଗଳ

  • @kumardalei4705
    @kumardalei4705Ай бұрын

    ବିଜେପି ତତେ ପରା ଖୁନି କହି ପରା ବିରୋଧ କରିଥିଲେ

  • @raghunathpanda5000
    @raghunathpanda500026 күн бұрын

    ସାମ୍ବାଦିକଙ୍କୁ ବିଜେପି ର ଜୟ ଜଗନ୍ନାଥ ଜୟ ଶ୍ରୀରାମ ନାରା ଯଦି ଭଲ ଲାଗୁନି ତାହେଲେ ଇସଲାମ ଧର୍ମାବଲମ୍ବୀ ହେଇ ଯାଆନ୍ତୁ କିନ୍ତୁ ବିଜେପି ଏମିତି ନାରା ଦେଉଚି ବୋଲି କହିବା ର ଅଧିକାର ତାଙ୍କର ନାହିଁ।

  • @basudevsahoo2092
    @basudevsahoo209228 күн бұрын

    ସୁନ୍ଦର ମତାମତ ଦେଇଛନ୍ତି ସମୀରସାର 👍👍🙏🙏🙏

  • @kalpatarubhal8685
    @kalpatarubhal868529 күн бұрын

    ଵ୍ରଷ୍ଟାଚାର ନେତା ବିଜେଡି ticket କିପରି ମିଳିବ l ବ୍ରଷ୍ଟାଚାର ନେତାକୁ ବିଜେପିରେ ଜାଗା ମିଳିବ l ଜୟ ଜଗନ୍ନାଥ 🙏🙏🙏

  • @shubhasisnayak8304
    @shubhasisnayak830429 күн бұрын

    Last bite ta sir vala lagila,ତଥାପି ଦେଖା ଯାଉ,, ଛାତ୍ର ବହୁଳ ସମାଜ ପାଇଁ ନୂଆ ସରକାର କି କାମ କରୁଛି,,,ଧନ୍ୟବାଦ୍

  • @CreationOdia1234
    @CreationOdia1234Ай бұрын

    କ୍ଷମତା ପାଇଁ ରାଜନୀତି କରୁନୁ 😂😂😂 ତୋ କଲା କର୍ମ ର ପେଡ଼ି ଖୋଲିବ CBI ଯିବୁ କୁଆଡେ ରହ BJD ରେ କେତେ ଦୁର୍ନୀତି କରିଛୁ ସବୁ ପେଡ଼ି ଖୋଲିବ ତୋର😂😂😂😂

  • @bikashmeher4u

    @bikashmeher4u

    Ай бұрын

    It seems there are serious allegations regarding Samir Ranjan Das, a minister in Odisha's Biju Janata Dal (BJD), concerning corruption in the education ministry, specifically relating to high school recruitment. Allegedly, due to these issues, the BJD's leader, Naveen Patnaik, decided not to give him a ticket for the 2024 state assembly elections and removed him from the education ministry.

  • @srushtikanta2969

    @srushtikanta2969

    Ай бұрын

    apanka dayaru bjp wahsing machine re se dhui sarichanti tanku ebe samaste tankar pada dhuli nebe ....odisha durgati ra sakhi hebe.

  • @nimaichandmohanta1153

    @nimaichandmohanta1153

    28 күн бұрын

    ​@@srushtikanta2969jjjjjihjjijjjjjjjjjjjjjjjvhjnjjjjjjjjnihhjujkjjjjnijjjninjjjjjijijjjjjjjjjjnjjijjijjjjjjjj in ijijjjjjjjujjjijjjjjiijujjjjiijijjjjijijiuijjiiginjnjijjijijjgjj jjjinjjjjjjjjjnjjjjjjiijjjjjjjjjjjjjjjiijjiijjjjjjjjjijtjjjjjjjnjjjjijjjjjjjjhujjjjjijn jjijujjjjjjuhjjiijijijbnnijijiijjiiijn in jj jjijjjjjjjijjkjjijijujjjjjjjjjijjjjijjijjjijbigjjjjjnjjggjunjijjjjtijiikjnij jjjjjijjjjjjjjjjust ijjjjjnjjjjgjjjjjjjjtjjjjjuj in jjjjugjjyijiijjgijijjjjijjjijjiiji jjjjijjjjjjhiiijjjjijijijjjijijgijujjkj ujjiijjijgjinjkjjjijjjjijijjjjjj in jjjjjjjjjfujjjjjiuijjijujjhyj hjjjjjjjjjjjjjjjjjjjjjjb jj jjjjjfjjhjjjiijjijjjjjujjikjjjjnji iijjjtjjjjjjjjjjjujjjjjjjjnjujjijjnjjjjjjjjjjjjjjjjjjjjjjjjjjjjjj jj jj jjj jj jjjjjiinhijjjjjjjjj in jjjjjjjjijigjjjjjnjjggjunjijjjjtijiikjnij k jjjj ki ijjjijijjijjnjij

  • @litumohapatra334

    @litumohapatra334

    25 күн бұрын

    ଏ ମହାଶୟ ବହୁତ ସରପଞ୍ଚ କ୍ନୁ ଟିକେଟ ଦେବା ପନାଇଁ... ତାଙ୍କ ସ୍ତ୍ରୀ କ୍ନୁ ଗୋଟେ ରାତି ତାଙ୍କ ନିଜ ପାଖରେ ରଖନ୍ତି... ପାପୀ... ମୋଦୀ ଜି ପାପୀ କୁ ସାହାଯ୍ୟ କରି ପାପ ରେ ଭାଗିଦାରୀ ନ ହୋଇ ସତ୍ୟ ରେ ଚାଲନ୍ତୁ..

  • @pitambarkhamari5572
    @pitambarkhamari557227 күн бұрын

    Thanks to our former Education minister sj Sameer Das it's his manayiata

  • @srustidhardey5817
    @srustidhardey581729 күн бұрын

    ଗ୍ରାମ ସାଥୀ ଲୁହ ରେ ପତନ ହେଲା BJD main causes ❤❤❤

  • @debiprasadmishra2699
    @debiprasadmishra2699Ай бұрын

    ବଲାଙ୍ଗୀର ଜିଲ୍ଲା ର ଜନୈକ ଚାଷୀ ଧାନ ମଣ୍ଡିରେ ବିକିବା ପାଇଁ ରେଜିଷ୍ଟ୍ରେସନ କରିଥିଲେ। ପରେ ଦେଖାଗଲା ସେ ଦାଦନ ଯାଇଛନ୍ତି।ସମ୍ୱାଦରୁ ଜାଣିଲୁ ଚାଷୀଙ୍କ ଝିଅଙ୍କୁ ଚାଷୀଙ୍କ ତରଫରୁ ଧାନ ବିକ୍ରି କରିବାର ସୁଯୋଗ ଦିଆଗଲା। ଧାନ ର ପରିମାଣ : ୮୦ କ୍ଯୁଣ୍ଟାଲ ଥିଲା। ଅର୍ଥାତ୍ ମଧ୍ଯବିତ୍ତ ଚାଷୀ ମଧ୍ଯ ଦାଦନ ଯାଆନ୍ତି। ପେଟ ଭୋକ ପାଇଁ ନୁହେଁ। ବରଂ ଚାଷବାସ କାମ ସରିଥିବା ଅବସର ର ସୁ ବିନିଯୋଗ କରି ଦି ପଇସା ଅଧିକ ଆୟ କରିବା ପାଇଁ। ସମସ୍ତେ ଉଣା ଅଧିକେ ଜାଣିଥିବେ,କୋଭିଡ୍ ବ୍ଯାପୁଥିବା ବର୍ଷ ପଞ୍ଜାବ ରେ କ୍ରୁଷି କାର୍ଯ୍ଯ ପାଇଁ ଶ୍ରମିକ ଘୋର ଅଭାବ ଥିଲେ। ୟୁପି,ବିହାର ଓ ଓଡିଶା ର ଶ୍ରମିକ ଘରକୁ ଫେରି ଆସିଥିଲେ। ସେ ସବୁ "ଦାଦନ" ଖଟୁଥିବା ଶ୍ରମିକ।

  • @sriballavmohanty4822

    @sriballavmohanty4822

    Ай бұрын

    Tame bramhana heinathile .......

  • @setupathiadinarayana1450

    @setupathiadinarayana1450

    Ай бұрын

    Farmers distress is a reality in this country as a whole Odisha is no exception good example

  • @bikashmeher4u

    @bikashmeher4u

    Ай бұрын

    It seems there are serious allegations regarding Samir Ranjan Das, a minister in Odisha's Biju Janata Dal (BJD), concerning corruption in the education ministry, specifically relating to high school recruitment. Allegedly, due to these issues, the BJD's leader, Naveen Patnaik, decided not to give him a ticket for the 2024 state assembly elections and removed him from the education ministry.

  • @bikashmeher4u

    @bikashmeher4u

    Ай бұрын

    It seems there are serious allegations regarding Samir Ranjan Das, a minister in Odisha's Biju Janata Dal (BJD), concerning corruption in the education ministry, specifically relating to high school recruitment. Allegedly, due to these issues, the BJD's leader, Naveen Patnaik, decided not to give him a ticket for the 2024 state assembly elections and removed him from the education ministry.

  • @ssahu2140
    @ssahu214025 күн бұрын

    ୨୦୨୪ ନିର୍ବାଚନ ସାକ୍ଷୀ ରହିଲା ଇତିହାସ ସମୀର ଦାସକୁ ଏକ ସୁବିଧାବାଦୀ ରାଜନେତାର ଆଖ୍ୟା ପ୍ରଦାନ କଲା

  • @diptikantmohapatra9580
    @diptikantmohapatra9580Ай бұрын

    Education dept.😮re kichhi karinathila

  • @bikashmeher4u

    @bikashmeher4u

    Ай бұрын

    It seems there are serious allegations regarding Samir Ranjan Das, a minister in Odisha's Biju Janata Dal (BJD), concerning corruption in the education ministry, specifically relating to high school recruitment. Allegedly, due to these issues, the BJD's leader, Naveen Patnaik, decided not to give him a ticket for the 2024 state assembly elections and removed him from the education ministry.

  • @bikashmeher4u
    @bikashmeher4uАй бұрын

  • @purnachandrasahoo2847
    @purnachandrasahoo284728 күн бұрын

    ଧନ୍ଯବାଦ୍ ଶୁଭକାମନା ଜୟ ଜଗନ୍ନାଥ

  • @bikramsahoo2416
    @bikramsahoo241628 күн бұрын

    ନବୀନ ଯୋଗୁ ତମେ ଆଜି ଏଠି, ନବୀନ ଙ୍କୁ ଛାଡି ଆଜି ପଳେଇଆସିଲ

  • @PradiptaDas-kz4qd
    @PradiptaDas-kz4qd29 күн бұрын

    କେବଳ ସମୀର ବାବୁଙ୍କୁ କହିବିନି ସମସ୍ତଙ୍କ ପାଇଁ ଏ ପ୍ରଶ୍ନ ରାଜନେତା ମାନେ ସବୁବେଳେ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରୁକରୁ ହଠାତ୍ ଅମାପ ସମ୍ପତ୍ତି ର ମାଲିକ କେମିତି ହେଇଯାଆନ୍ତି ଦୟାକରି ଏସାର ଉତ୍ତର ରଖିବେ କି?

  • @pramodkumarsahoo6267
    @pramodkumarsahoo626726 күн бұрын

    ପିଲାମାନଙ୍କ ଠାରୁ ଲାଞ୍ଚ ନେଇଛି posting କରିବା ପାଇଁ।

  • @Bedasabhadandasena
    @Bedasabhadandasena28 күн бұрын

    ସାର ଆପଣଙ୍କୁ ମୋର ମୋଠାନୁଆ ପ୍ରଣାମ 🙏🙏🙏

  • @basudevsahoo2092
    @basudevsahoo209228 күн бұрын

    ରାଜନୀତିର ମାଇଲ୍ ଖୁଣ୍ଟ ନିମାପଡ଼ା କୁ ନେଇ ଦିଲ୍ଲୀ ଦରବାର ରେ ପରିଚିତ କରାଇ ପାରିଛନ୍ତି ନିମାପଡ଼ାରେ ଶଙ୍ଖ ନାହିଁ ତ ଓଡ଼ିଶାରେ ଶଙ୍ଖ ନାହିଁ ତାହା ଆଜି ସତ୍ୟରେ ପରିଣତ ହୋଇଛି, ଜୟ ଜଗନ୍ନାଥ ଜୟ ଓଡିଶା ❤️🙏🙏🙏

  • @taratarini22
    @taratarini2228 күн бұрын

    ରାଜ୍ୟସଭା ଯିବ

  • @setupathiadinarayana1450
    @setupathiadinarayana1450Ай бұрын

    Interview is very very nice Good work continue

  • @bikashmeher4u

    @bikashmeher4u

    Ай бұрын

    It seems there are serious allegations regarding Samir Ranjan Das, a minister in Odisha's Biju Janata Dal (BJD), concerning corruption in the education ministry, specifically relating to high school recruitment. Allegedly, due to these issues, the BJD's leader, Naveen Patnaik, decided not to give him a ticket for the 2024 state assembly elections and removed him from the education ministry.

  • @prfarming
    @prfarmingАй бұрын

    30k loka ekathi heigale... Tanka dele ya thi adjika loka asibe.... Jadi semane automatic asithante BJP candidate atleast 30k vote re jitithante... Setiki chhada 15k re jitithanta ta?????

  • @bikashmeher4u

    @bikashmeher4u

    Ай бұрын

    It seems there are serious allegations regarding Samir Ranjan Das, a minister in Odisha's Biju Janata Dal (BJD), concerning corruption in the education ministry, specifically relating to high school recruitment. Allegedly, due to these issues, the BJD's leader, Naveen Patnaik, decided not to give him a ticket for the 2024 state assembly elections and removed him from the education ministry.

  • @NkRaju-nc3qx
    @NkRaju-nc3qx29 күн бұрын

    ଆଉ କିଛି କଥା ରହିଗଲା ଯେଉଁଟା ମାନସ ଭାଇ ସାହସ କରି ସମିରି ବାବୁ ଙ୍କୁ ପଚାରି ପାରିଲେନି ମୋନୋରଞ୍ଜନ sir ହେଇଥିଲେ ଖୁଲସା କରିଥାନ୍ତେ miss u monoranjan sir from kanak news 🙂🙂🙂🙂

  • @babulibhai6794
    @babulibhai679411 күн бұрын

    30 ହଜାର ଲୋକ ଥିଲେ matlab 30 ହଜାର ଲୋକଙ୍କ ପାରିବ =30000x5=150000 ଭୋଟର। କମ୍ କଥା ନୁହେଁ

  • @user-su2ln3dg9u
    @user-su2ln3dg9u27 күн бұрын

    2:27ଦଳ ଡିଆଁ ନେତା ମାନେ କିଛିବି ପାଟି ରେ ନ ମିଶି ସ୍ୱାଧୀନ ପ୍ରାଥୀ ଭାବେ ଜିତି କରି ଦେଖାଅ ତାପରେ ଜଣାପଡିବ କେତେ କାଢ଼ୁଆ

  • @tapanpanda5870
    @tapanpanda587027 күн бұрын

    ,, ପ୍ରଶ୍ନ କରି ଶିଖ, ଅଭିଯୋଗ କରୁଛ କାହିଁକି,

  • @biswajitsamantaray6171
    @biswajitsamantaray617113 күн бұрын

    Katha re kehi paribeni...

  • @TruptiBarik-oj5vm
    @TruptiBarik-oj5vmАй бұрын

    Correct 💯🎉🎉🎉❤sir

  • @scj7119
    @scj711927 күн бұрын

    ଦେଖିବା କଣ ଛୁଡୁଛୁ sameer

  • @ashokmohanty7299
    @ashokmohanty729928 күн бұрын

    Bhaina you are great

  • @satyajitacharya9492
    @satyajitacharya9492Ай бұрын

    ସମୀର ନାହିଁ ତ ଶଙ୍ଖ ନାହିଁ ତାହା ଆଜି ପ୍ରମାଣ ହେଇସାରିଛି ।

  • @ranjitabisoi6203

    @ranjitabisoi6203

    Ай бұрын

    😊

  • @bikashmeher4u

    @bikashmeher4u

    Ай бұрын

    @@ranjitabisoi6203 It seems there are serious allegations regarding Samir Ranjan Das, a minister in Odisha's Biju Janata Dal (BJD), concerning corruption in the education ministry, specifically relating to high school recruitment. Allegedly, due to these issues, the BJD's leader, Naveen Patnaik, decided not to give him a ticket for the 2024 state assembly elections and removed him from the education ministry.

  • @RasmitaSwain-ke4tt

    @RasmitaSwain-ke4tt

    29 күн бұрын

    ଛତରା

  • @biswajeetsahu7173

    @biswajeetsahu7173

    28 күн бұрын

    Bhadua....

  • @rkodishanews5775

    @rkodishanews5775

    28 күн бұрын

    Ohh sate kii ​@@RasmitaSwain-ke4tt

  • @pankajshree134
    @pankajshree134Ай бұрын

    ଖୁନି ଶଳା

  • @bikashmeher4u

    @bikashmeher4u

    Ай бұрын

    It seems there are serious allegations regarding Samir Ranjan Das, a minister in Odisha's Biju Janata Dal (BJD), concerning corruption in the education ministry, specifically relating to high school recruitment. Allegedly, due to these issues, the BJD's leader, Naveen Patnaik, decided not to give him a ticket for the 2024 state assembly elections and removed him from the education ministry.

  • @nirmalsahoo709
    @nirmalsahoo709Ай бұрын

    His answers were very diplomatic, not straight forward. Not enjoying such interviews. He should at least be more open and say a few words on his experiences with BJD openly but he is hiding and playing a safe game.. stopped watching from mid.

  • @BijendraMallik-zi6pp
    @BijendraMallik-zi6ppАй бұрын

    ସମୀର ନାହିଁ ତ ସଙ୍ଖ ନାହିଁ ତାହା ପୁରାପୁରି ପ୍ରମାଣିତ ହୋଇ ସାରିଛି l

  • @subratnayak79
    @subratnayak7926 күн бұрын

    ସବୁ ଠାରୁ ବଡ ହାରାମି ନେତା

  • @user-wj3lf4xi7n
    @user-wj3lf4xi7n27 күн бұрын

    We appreciate you sir

  • @saratkumarhota5438
    @saratkumarhota543827 күн бұрын

    Next time MLA candidate pravati out time of coming sarapancha election BJP context 2 party

  • @basantibalapanigrahi5289
    @basantibalapanigrahi528929 күн бұрын

    No teachers, No Lectures No improvement in Education department during BJD rule Hons have given to all.How the Educational respect to education.All the people like to give their children's education in private schools.

  • @Buy_YT_Views.86
    @Buy_YT_Views.86Ай бұрын

    Super helpful!

  • @bikashmeher4u

    @bikashmeher4u

    Ай бұрын

    It seems there are serious allegations regarding Samir Ranjan Das, a minister in Odisha's Biju Janata Dal (BJD), concerning corruption in the education ministry, specifically relating to high school recruitment. Allegedly, due to these issues, the BJD's leader, Naveen Patnaik, decided not to give him a ticket for the 2024 state assembly elections and removed him from the education ministry.

  • @parshuramsahoo6912
    @parshuramsahoo691224 күн бұрын

    ବିଜେଡି ର ଭୋଟ କମି ନାହିଁ

  • @ashokkumardikhit6661
    @ashokkumardikhit6661Ай бұрын

    Sir always hiro in nimapada

  • @lal78719
    @lal7871928 күн бұрын

    If such capability then why he stands independently.

  • @BatakrisnaChhotaray
    @BatakrisnaChhotaray28 күн бұрын

    Jane charitra hina bhakti ra intravew chanel ra tiarpi badheni bhai ta bisa yare sara odisha janichannti

  • @dontknow...7584
    @dontknow...7584Ай бұрын

    Bala neta aita

  • @prafullasahoo1199
    @prafullasahoo119926 күн бұрын

    Mr.Samir Das, Grand. Son of late Mohan Das, Nimapada Gandhi, becomes hero after this election.He raised his Voice against Mr.Pandian Proved his efficiency..

  • @swadhinmaharana5989
    @swadhinmaharana5989Ай бұрын

    ଦୟାକରି sir bjd ର ନେତା ମାନଙ୍କୁ ଡାକନ୍ତି କାହାକୁ ନହେଲେ ପାଣ୍ଡିଆନ୍ ଙ୍କୁ ଡାକିଲେ interview ନେଲେ ଭଲ ହୁଅନ୍ତା

  • @Lofi_Girl05

    @Lofi_Girl05

    Ай бұрын

    Please invite bihari sadangi

  • @PrakashLenka-bb2rj
    @PrakashLenka-bb2rjАй бұрын

    Pc master

  • @ranjitkumarbeherabehera610
    @ranjitkumarbeherabehera610Ай бұрын

    ଲୁଙ୍ଗୁଡ଼ା

  • @sonurajfitness9470
    @sonurajfitness9470Ай бұрын

    Mun kahuchi samir ranjan das tu mo bapa nka thu electree connetion pain .=50000. Neithilu ...ame andhare 5 years katichu paisa nela pare electree asichi.... nimapara patapur ....jadi chahinbu mo adress bi dei paribi...

  • @sonurajfitness9470

    @sonurajfitness9470

    Ай бұрын

    Fanny re mo farm bhangithila ....mora insurance pain gote ri report darkar thila ...ri kahiba tahsildar pakhau jiba heijiba...tahsildar kahiba MLA .pakhaku jiba...MLA kahiba collector pakhaku kana... collector kahiba vetinary pakha ku Jaaa.are murkha rajaniti loka ..mun Jane ladies bina ri report bina rajaniti help re ...mun insurance 48lakh paili.....sebe thu mun bahut strong heichi ....dui thara farm bhangichi 26lakh investment karithili ...kehi loan deinathile ...group.. .5rs re interest ...bahut kasta re karithili..tame kana help kariba .... surveyor mun bhabili 5lakh nebe bodhe ... indirectly pacharili....gote tanka neleni....new assurance mun insurance karithili...matra premium 5800 deiki 1 month re farm kalabaisakhi re bhangila .ta purbaru fanny re bhangi thila ..puni kastare Kali next year sei masare puni bhangila ..setebelaku mora insurance thila ja hau Mangala maa bancheidele

  • @subhrajitsamaljajpur1536

    @subhrajitsamaljajpur1536

    29 күн бұрын

    ସମୀର ଦାସ ଚୋର ବୋଧେ

  • @BijendraMallik-zi6pp
    @BijendraMallik-zi6ppАй бұрын

    ମୋ ନେତା ମୋ ସ୍ୱାଭିମାନ

  • @sarojkumarmajhi9896
    @sarojkumarmajhi989629 күн бұрын

    ସମିର ଅକାତ ହେଉଛି 4200 ଭୋଟ କ'ଣ ଛୋ଼଼଼଼଼଼଼଼଼

  • @digambarsahani6791
    @digambarsahani679129 күн бұрын

    ସମୀର ବାବୁ କହିଲେ ମୋଦି ଜାହା କୁହନ୍ତି ତାହା କାର୍ଯ୍ୟରେ ପୂରଣ କରନ୍ତି ,ଭୁଲ କହିଲେ ,15 ଲକ୍ଷ୍ୟ ମିଛ,ଗ୍ୟାସ ରେଟେ କମିବା ମିଛ,2 କୋଟି ଚାକିରି ମିଛ,ଅଛେଦିନ ମିଛ,ଧାନ ରେଟେ଼ ମିଛ,

  • @satyamevajayate1138

    @satyamevajayate1138

    28 күн бұрын

    Bjp kebe b 15 lakh ra promise kari na thila....

  • @raghunathpanda5000

    @raghunathpanda5000

    26 күн бұрын

    ତତେ ଖାଲି ସକାଳୁ ବିଛଣା ରୁ ଉଠିବା ଠୁ ରାତି ରେ ବିଛଣାରେ ଶୋଇବା ପର୍ଯ୍ୟନ୍ତ ସବୁ ମୋଦି ମାଗଣା ଦେଲେ ବିଜେପି କୁ ଭଲ କୁହନ୍ତୁ।ତୋର ନିଜ ସ୍ୱାର୍ଥ ଦରକାର ଦେଶ ଭାସିଯାଉ ପଛେ।

  • @dhirendranathsamal7509
    @dhirendranathsamal750927 күн бұрын

    Yes, salute to Sameer Dash Sir

  • @kamalakantabarik735
    @kamalakantabarik73528 күн бұрын

    Jay Jagannath

  • @kumara4600
    @kumara4600Ай бұрын

    Nalua te...😄😄

  • @khantinimapadia7978

    @khantinimapadia7978

    Ай бұрын

    To bou ku nalau thila ki

  • @Lofi_Girl05

    @Lofi_Girl05

    Ай бұрын

    ​@@khantinimapadia7978hn jemiti toh bou

  • @sarojrout2962
    @sarojrout2962Ай бұрын

    Navin Navin

  • @sudhirkumarsahoo3160
    @sudhirkumarsahoo316029 күн бұрын

    Quality education totally nahi odisha re

  • @akshayakumarpani2477
    @akshayakumarpani2477Ай бұрын

    I like ❤

  • @bikashmeher4u

    @bikashmeher4u

    Ай бұрын

    It seems there are serious allegations regarding Samir Ranjan Das, a minister in Odisha's Biju Janata Dal (BJD), concerning corruption in the education ministry, specifically relating to high school recruitment. Allegedly, due to these issues, the BJD's leader, Naveen Patnaik, decided not to give him a ticket for the 2024 state assembly elections and removed him from the education ministry.

  • @srinibasswain1143
    @srinibasswain1143Ай бұрын

    S bhai🎉

  • @shitabalamshaikh815
    @shitabalamshaikh815Ай бұрын

    ରାଜ୍ୟ ଦେଖିଲା ସମୀର ନାହିଁ ତ ବିଜେଡି ନାହିଁ ❤

  • @bikashmeher4u

    @bikashmeher4u

    Ай бұрын

    It seems there are serious allegations regarding Samir Ranjan Das, a minister in Odisha's Biju Janata Dal (BJD), concerning corruption in the education ministry, specifically relating to high school recruitment. Allegedly, due to these issues, the BJD's leader, Naveen Patnaik, decided not to give him a ticket for the 2024 state assembly elections and removed him from the education ministry.

  • @RanjanKumar-mx1ki
    @RanjanKumar-mx1kiАй бұрын

    You are good your feature is in bjp

  • @Artivule
    @ArtivuleАй бұрын

    Aeita question... Kya chal Raha hai 😂

  • @bikashmeher4u

    @bikashmeher4u

    Ай бұрын

    It seems there are serious allegations regarding Samir Ranjan Das, a minister in Odisha's Biju Janata Dal (BJD), concerning corruption in the education ministry, specifically relating to high school recruitment. Allegedly, due to these issues, the BJD's leader, Naveen Patnaik, decided not to give him a ticket for the 2024 state assembly elections and removed him from the education ministry.

  • @Asutosh-cz1eu
    @Asutosh-cz1eu29 күн бұрын

    Sameer das ku bjb ru kebebi ticket milibani. Jadi milila puri district ru BJP safa hoijibo

  • @dhrubanandaparida1802
    @dhrubanandaparida180226 күн бұрын

    Only one point touched all most all voters of odisa that if cast their vote to BJD it will this time go to Pandian non odia, this brain wash became effective . After loss of BJD most of non political and ordinary people from different categories are crying as if committed a mistake.

  • @Diptiranjanmahala-yu3vi
    @Diptiranjanmahala-yu3vi28 күн бұрын

    Right

  • @lal78719
    @lal7871928 күн бұрын

    Never give ticket to such person from bjp bjd congress...lets bring new face

  • @ParidaPlumberCreation
    @ParidaPlumberCreationАй бұрын

    ମାନସ ସାର ସମିରକୁ ପଚାର ଯୋଷ୍ନ ରାଣୀ ବିଷୟ ରେ ଟିକେ.....ଆଉ କା ସହ ଟକେ ପଚର ,ଆଉ ଯୋଉ ସ୍ତ୍ରୀ ସହ ମିଶୁଥିଲେ ଟା ସ୍ଵାମୀ ମାରିଲା ପଚାର ଟକେ

  • @samirdashfan9780

    @samirdashfan9780

    Ай бұрын

    E ବିଷୟରେ ତୁ ସୁବ୍ରତ ଛାଟୋଇ & ଦିଲ୍ଲୀପ ନାୟକ୍ କୁ ପଚାର ଭଲ ଉତ୍ତର ପାଇବୁ

  • @ParidaPlumberCreation

    @ParidaPlumberCreation

    Ай бұрын

    @@samirdashfan9780 ତୁମେ ଟକେ କହୁନତୁମେ ଯଦି ଜାଣିଛ 😆

  • @ParidaPlumberCreation

    @ParidaPlumberCreation

    Ай бұрын

    ​@@samirdashfan9780 ତୁମେ ଟି କେ କହୁନ ତୁମେ ସବୁ ଜାଣିଚ, ଆକୁ ପଚାର ତାକୁ କଣ ପାଇ ପଚାରିବି ତୁମେ କହୁନ ଜାଣିଚ

  • @tusarranjanlenka2026

    @tusarranjanlenka2026

    Ай бұрын

    Tuma subrat ରଖିଥିଲା video taku kuha dekheidaba tumaku

  • @ParidaPlumberCreation

    @ParidaPlumberCreation

    Ай бұрын

    @@tusarranjanlenka2026 ଆପଣ 😆😆 ସେ ସୁବ୍ରତ କିଏ

  • @Asutosh-cz1eu
    @Asutosh-cz1eu29 күн бұрын

    Sameer Das BJP re kounasi kamo re hastapakhya kale Nimapara & Gop ru BJP ku safa karidebu

  • @Lofi_Girl05
    @Lofi_Girl05Ай бұрын

    I like the media guy ... Hasi hasi chhura maruchi 😂😂

  • @BirendraNayeak
    @BirendraNayeakАй бұрын

    ଏଇଟା ସତ କଥା,,, ଶିକ୍ଷକ ନିଯୁକ୍ତି ଦେଇ ପାରି ନାହିଁ BJD ସରକାର

  • @bankingaspirants_india

    @bankingaspirants_india

    Ай бұрын

    ହଳ କରିବାକୁ କହିଥିଲା, uneducated minister ଥିଲା bjd ra eita।

  • @binodinibiswal1622
    @binodinibiswal162229 күн бұрын

    Education minister thila bele ta kichi kalani...hele ebe nua govt asuchi...govt school re teacher dia bhala padha hauchi ki nai dekha..jemiti pila adhika govt school re padhibe...amiti rule ana... private school re khali tanti chipuchanti.....

  • @Asutosh-cz1eu
    @Asutosh-cz1eu29 күн бұрын

    Odisha re Pandiyan pain Bjd safa hela Next election re Sameer Das pain Nimapara Gop ru BJP safa hebo

  • @ManojkantSamal
    @ManojkantSamal26 күн бұрын

    Samir Das proved that people cherish him.....

  • @diptiranjan3877
    @diptiranjan3877Ай бұрын

    Dakeita😂

  • @purnchandrabarik9351
    @purnchandrabarik9351Ай бұрын

    Jail jiba bhayare BJP ku paleichi

  • @kailashsadangi6012
    @kailashsadangi601229 күн бұрын

    ବିଶ୍ୱାସ ଘାତକ

  • @sahajiswain5322
    @sahajiswain5322Ай бұрын

    Pyar hogeya

  • @ganeshdhal135
    @ganeshdhal135Ай бұрын

    ଏଟା କଥା କହି ସିକିନି ଏଟା କଣ କହିବ ଯିଏ ନବୀନ ପଟ୍ଟନାୟକଙ୍କ ହେଲାନି ସିଏ କାହାର ହବ ଯିଏ

  • @khantinimapadia7978

    @khantinimapadia7978

    Ай бұрын

    To gandi re ta ate dom tu midia aga re chida hae ki katha kahi paribu to gandi re beshi dom

  • @tusarranjanlenka2026

    @tusarranjanlenka2026

    Ай бұрын

    Tora ward member habar aukat achi ta ??

  • @ganeshdhal135

    @ganeshdhal135

    Ай бұрын

    @@khantinimapadia7978 to gandi re dom achi bodhe

  • @Lofi_Girl05

    @Lofi_Girl05

    Ай бұрын

    ​To g re dum achhi ta @@khantinimapadia7978

  • @akshayakumarbehera4781
    @akshayakumarbehera478129 күн бұрын

    ବେଇମାନ

  • @debiprasadmishra2699
    @debiprasadmishra2699Ай бұрын

    ପ୍ରଶ୍ନକର୍ତା ମହାଶୟ ଆପଣ ଅଣ୍ଟା ବଙ୍କା କରି ପିଠି ପଛରେ ହାତ ରଖିବା ଭଙ୍ଗୀ ସୁନ୍ଦର ନୁହେଁ।

  • @kunarout9284
    @kunarout928428 күн бұрын

    Salute Samir Da

  • @sushantakar7258
    @sushantakar7258Ай бұрын

    😅are bhai emiti news anchor mu kabe dekhini ki emiti chida hei anchoring karibaro . Kanak news ro system emiti bi je.

  • @ranjandash3264
    @ranjandash326427 күн бұрын

    In fact Samir Das is the real hero.

  • @rajeshswain5791
    @rajeshswain579129 күн бұрын

    Loka dakila sameer nahi ta sanka nahi..

  • @dharmeshjain6514
    @dharmeshjain651426 күн бұрын

    Bilkul Samir Das gotie bhrast neta au bhrast neta ku nabin babu kebe bi jaga die ni bhrast neta ro jaga bjp re

  • @bibhutigampai9229
    @bibhutigampai922929 күн бұрын

    Are yar thare kahuchhanti 30000 loka boli au thare kahuchanti 23000 loka boli kouta thik?

  • @user-qp6gy2lr9s
    @user-qp6gy2lr9sАй бұрын

    Sir aapn hastre karantul nihati darakar

  • @dillipmohanty2410
    @dillipmohanty241027 күн бұрын

    Good by Samir bhai

  • @dilliprath5144
    @dilliprath514429 күн бұрын

    Samir Das is a great dynamic leader.

  • @user-hj1yl6ch2h
    @user-hj1yl6ch2h29 күн бұрын

    Nischinta bijaya shreya Samir Babu nu jiba. Sameer Dash nahin ta sankha nahin, Seya hin hela.

Келесі