Tiger in village | ଭୟରେ ଗାଁ ଲୋକ ପକାଇଲେଣି ତାଟି କବାଟ | The Quiver News

#ଭୟରେ_ଗାଁ_ଲୋକ_ପକାଇଲେଣି_ତାଟି_କବାଟ
ଗାଁରୁ ଗାଁ ବୁଲୁଛି ମହାବଳ ବାଘ । ଟାର୍ଗେଟରେ ମଣିଷ ସମେତ ଗାଇ ଗୋଠ । ଭୟରେ ଗାଁରେ ପଡିଲାଣି ତାଟି କବାଟ । ଭୟ ଓ ଚିନ୍ତାରେ ଗ୍ରାମ ବାସୀ ଥିବାବେଳେ ଗାଇ , ବାଛୁରି ଓ ମଇଁଷିଙ୍କୁ ଶିକାର କରୁଛି ବାଘ ।ରାତି ଦିନ ନିଆଁ ହୁଳା କରି ଜଗି ରହୁଛନ୍ତି ଗ୍ରାମବାସୀ । ବନ ବିଭାଗ ମଧ୍ୟ ପାଉନାହିଁ ବାଘର ଟେର ।
#odisha #ganjam #nayagad #tiger #bengal_tiger #vilage #people_fear #tiger_attack
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZread! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Пікірлер: 2

  • @madanpatra2802
    @madanpatra280217 күн бұрын

    Eita Asamm ra picture.

  • @madanpatra2802
    @madanpatra280217 күн бұрын

    Michha news

Келесі