ଥାନାରେ ପଶି ପୋଲିସକୁ ବହେ ଶୁଣାଇଲେ ବିଧାୟକ..ପୋଲିସ ବାବୁଙ୍କ ମୁହଁ ପୁରା ବନ୍ଦ ହୋଇଗଲା
Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews
Пікірлер: 241
ଖାଲି ଏ ଥାନା ନୁହେ ଅନେକ ଥାନା ଅଛି ଲୋକ ମାନଙ୍କ ପ୍ରତି ଅବହେଳା ଦେଖେଇଛନ୍ତି
@banty1523
19 күн бұрын
sata katha bahii kata lancha nab agaa police
ବୋହୁତ ଭଲ କାମ କରିଲେ ବିଧୟକ ମହୋଦୟ,ଯେଉଁ ପୋଲିସ କାମ କରୁ ନାହାନ୍ତି ତାଙ୍କୁ suspend କରନ୍ତୁ ,
ଯାହା ହଉ ଆମ Jagatsinghpur ରେ ବିଧାୟକ ଙ୍କ କାର୍ଯ୍ୟ ଦେଖି ଖୁସୀ ଲାଗିଲା 👍👏🙏
BJP ସରକାର ଆସିବା ଦିନଠାରୁ ଭାରତ ବାସୀ ଶାନ୍ତିରେ ନିଶ୍ୱାସ ନେଉଛନ୍ତି ସାଧାରଣ ଲୋକ
ଗେଣ୍ଡା ମାନଙ୍କ ଯୋଗୁଁ ଭାରି ଉତୁରୁ ଥିଲେ... ଶଳା ଙ୍କୁ dismiss କର
ଏହିପରି ପୋଲିସ ଦାୟିତ୍ଵ ରେ ରହିବା ଉଚିତ ନୁହେଁ।
ଭୋଟ ସଠିକ୍ ଜାଗାରେ ଦିଆହୋଇଛି
ବିଧାୟକ ହେବତ ଏମିତି ଜୟ ଟିଟୁ ଭାଇ 🙏
ଏ ମାଗିହା police ଙ୍କୁ ପିଟିବା ଦରକାର
ପୋଲିସ ବାଲେ ଖରାପ ବ୍ୟବହାର କରନ୍ତି।
ପ୍ରଥମ ଥର ପାଇଁ ଓଡ଼ିଶା ରେ ଓଡ଼ିଆ ଜନ ପ୍ରତିନିଧି ଦେଖିଲି। ଅମରେନ୍ଦ୍ର ଦାସ ଭଳି ଲୋକ ବି ଅଛନ୍ତି ଆଶ୍ଚର୍ୟ୍ଯ ଲାଗିଲା? ଆଉ ବି ଖୁସି ଲାଗିଲା ହଜି ଯାଇଥିବା ଲୋକଙ୍କୁ ଖୋଜିବା ପାଇଁ କହିବା। ବାସ୍ତବ ଚିତ୍ର ଦେଖିଲେ ଓଡିଶା ରେ ଶାସନ ନ ଥିଲା। ଥିଲା ଏକଛତ୍ର ବାଦ। ପରିବର୍ତ୍ତନ ଚାହଁ ତ ଗୋଟିଏ ବାଟ ଯେମିତି ଭିଜିଲାନ୍ସ ଜାଲରେ ପଡ଼ିବେ ସେ ବ୍ୟବସ୍ଥା ସରକାର କରନ୍ତୁ। ଦୁର୍ନୀତି ଗ୍ରସ୍ତ ଥିବା ପର୍ଯ୍ୟନ୍ତ ସାଧାରଣ ନ୍ୟାୟ ଅସମ୍ଭବ। ପ୍ରତି ବିଧାୟକ, ମନ୍ତ୍ରୀ ଲୋକଙ୍କ ପାଇଁ ମୁଁହ ଖୋଲନ୍ତୁ। ବୁଡି ଯାଇଥିବା ଓଡିଶା ଓ ଓଡ଼ିଆ କୁ ଦେଶ ରେ ନମ୍ବର ଏକ କରିବା ପାଇଁ ପ୍ରୟାସ କରନ୍ତୁ।
ସବୁ ଥାନରେ ଏମିତି ଆଚରନ କରନ୍ତି , ପଇସା ନଦେଲେ କିଛି ଶୁଣନ୍ତି ନାହିଁ ।
ପୋଲିସ ଆଉ କିଛିମାନୁ ନାହାନ୍ତି, FIR receive କରୁ ନାହାନ୍ତି
ଏମିତି କାହିଁକି ହୁଏ! ହେ ପ୍ରଭୁ ଭଗବାନ!
ପୁଲିସ୍ ବାବୁ ଅନୁରୋଧ ଜନ ସାଧାରଣଙ୍କୁ ସମ୍ମାନ ଦେବା ଦରକାର, ଠିକ୍ ବାର୍ତ୍ତା କରିବା ଦରକାର ଜନସାଧାରଣଙ୍କୁ
Amarendra das bahut dhanyabad.
ପୋଲିସ ମାନଙ୍କୁ ସସ୍ପେଣ୍ଡ କରାଯାଉ
ପ୍ରତ୍ୟେକ ଥାନାକୁ କିଛି contigency dele ଭଲ ହେବ. ଲୋକଙ୍କୁ ଭଲ ବ୍ୟବହାର ଦିଅନ୍ତୁ . 2:55
ବହୁତ ବଡ଼ିଆ MLA SIR
ଜୟ ଶ୍ରୀ ରାମ, ଏହି ଭଳି କାମ କଲେ ବିଧାୟକ, ପୋଲିସ ସବୁ ସବାଡ ହେବେ,
Police Nku Thik Heichhi
Thank you sir
ଜୟ ଶ୍ରୀ ରାମ
ଜୟ ଶ୍ରୀ କୃଷ୍ଣ
Thanks
Bohut bohut Dhanyabad MLA nku.emiti sabu adee hebadarkar
ବିନା ଲାଞ୍ଚ ନ ଦେଲେ ଆଜି କାଲି କେହି ପୋଲିସ ୱାଲା FIR ଲେଖଟିନି..thats the reason🎉
Very good
Saspant kra😊
ନବୀନ ପଟ୍ଟନାୟକ ଲେଖା ଥିବା ବର୍ଡ୍ କାହିଁକି ବାହାର କରା ଯାଇନି
ବହୁତ୍ ଭଲ କାମ
ଏମିତି ଦରକାର ଆମର ବିଧାୟକ. ଜୟ ହିନ୍ଦ 🇮🇳
Eakdam 💯 parfect disistion thanks 🙏🙏 ବିଧାୟକ ଜଗତ ସିଂ ପୁର
Thankyou m a l sir
Good action m. L. A sir.
Very good Bhai
କେମିତି ପୋଲିସ ବିଭାଗ ପୂର୍ବତନ ସରକାର ରେ ଚାଲିଥିଲା, ତାହାର ଜ୍ୱଳନ୍ତ ଉଦାହରଣ।
❤❤❤❤ବହୁତ ସୁନ୍ଦର କଥାବାର୍ତ୍ତା🙏🙏🙏🙏
ମୋର ଜଗତସିଂହପୁର ଜିଲ୍ଲାର ସବୁ ଭାଇଭଉଣୀମାନଙ୍କ ଆଶ୍ରୀବାଦ ଅମରେନ୍ଦ୍ର ଭାଇ ଉପରେ ନିଶ୍ଚୟ ରହିବ🎉🎉🎉🎉 ଜଗତସିଂହପୁର ମାଟି ଟୋକା ଷଣ୍ଢ ଟୋକା
Right katha sir police mane choir
Who are working above five years plz Transfer immediately
ଠିକ ହେଇଚି.... ଏମାନଂକୁ ଏମିତି କୁଟନ ଦରକାର
Right.sir.bjp
MLA sir is great person 🌹🌹🌹👏👏👏
Titu bhai ❤... Jagatsinghpur sabuthire no 1..mla bi 1
🙏👏👏👏👏👏👏 bahut bhala kama karile vidhayak sabu police station re heu sir
ଯାହାବି କୁହନ୍ତୁ ସବୁଆଡେ ନବୀନ ସରକାର ♥️🙏🏻💚 ବୁଝିବା ଲୋକ ହଁ ବୁଝି ପାରିବେ ଅବୁଝା ଲୋକ 🤷🏻♂️❗ ବୁଝିପାରିବେ ନି 😅
Nice bidhayak sir
Thank you sir ❤❤❤
Bahut badhiya ahibhali bidhayak darkar odisha re salute bhai apanaku bjp sarkar bjd nuhe
କନକଙ୍କିତ ଓଡିଶା ପୋଲିସ
Good MLA ❤❤❤❤
Very good sir
ପୂର୍ବ ସରକାର ର ଚେଲା ଯାକ ଏବେ ବି ସୁଧୁରି ନାହାନ୍ତି
Bahut badhiya Salam bhai
Bahut badhia
Thik kahila sir
ମୁଖ୍ୟ ମନ୍ତ୍ରୀ ଙ୍କୁ ଅନୁରୋଧ କି ଦୟା କରି ଓଡ଼ିଶା ରୁ ପୋଲିସ ଡିପାର୍ଟମେଣ୍ଟ କୁ ଉଠାଇ ଦିଅନ୍ତୁ .....ସେମାନେ ଯୋଉ ଦରମା ନଉଚନ୍ତି ସେଇ ପଇସା ବଞ୍ଚିଲେ ଟ୍ୟାକ୍ସ ଲୋକେ ତ କମ୍ ଦେବାକୁ ପଡ଼ିବ ନା ....ବହୁ ଲୋକ ଉପକୃତ ହେବେ ।
Amendra sir you're right🙏🙏🙏🙏🙏
E Sabu Pandu Golam.... Samastanku Transfer Karajau.... Paper 📜 Bill Kete Heuchhi Thanare RTI Magajau🎉🎉🎉🎉
ବିଧାୟକ ମହୋଦୟ ଠିକ୍ କହିଛନ୍ତି ଏବଂ ପୋଲିସର ମନ ମୁଖୀ କାମ ବହୁତ
ସବୁ ଥାନା ରେ ଏମିତି ହେଉଛି
Very good sir many many thanks to you for this nice.step God bless you
ରାଇଟ୍ ସାର୍
Absolutely right sir
Point is right sir ❤
Sir police jogu durniti besi badhuchhi
Thankyou vidhayak ka Babu
ଏ ପୋଲିସ କୁ ଅତିସିଗ୍ର ବହିସ୍କାର କରାଯାଉ
Thank you MLA sir
Odisha ek number Rajya 100 Bina Bhi Tere
Very good news
Right sir ❤❤❤❤❤❤❤❤
Love you sir
Amarendra bhai ku koti koti pranam
Very good 👍
Right sir amiti kahiba darakara
Good work sir🎉🎉🎉🎉
Bahuta dina tale jatra heuthila Bhala Manisha khoja chalichhi "Aji kintu bhala Manisha miligale jay ho Amarendra Babu jindabad
Right sir 🙏
Good news sir
Good work sir ❤❤❤❤
Superb
Thank
🔥🔥🔥🙏💯
JAY SRIRAM.
Very good decision
ଭାଇ ମାଡି ଚାଲ ଆମେ ତମ ସାଥେ ଅଛୁ
Very nice sir
ବିଧାୟକ ବାବୁ ଆପଣଙ୍କୁ ସତ କୁଟି ଜୁହାର
ଅନ୍ୟ ବିଧାୟକ୍ ମାନେ କିଛି ଶିଖନ୍ତୁ, ସବୁ ଥାନା ରେ ଏମିତି ହବା ଦରକାର.. ସବୁ ଥାନା କର୍ମଚାରୀ ପିଟା ମାଡ଼ୁଆ ଅଳସୁଆ..
Thank u MLA sir
Right 👍
ସବୁ ଥାନା ରେ ହେବା ଦରକାର
Jay jagannath🙏🙏🙏🙏
Right job
Very nice👍
Right sir
Good 👍 padakhep
Right mla sir