ସୁଧାଂଶୁ@8: ବବି ଦାସଙ୍କ ସାମ୍ବାଦିକ କମେଇଛନ୍ତି ଶହେ କୋଟି !

@Focus Plus
"FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
facebook- / focusplusodisha1
Instagram- / _focus_plus_
Twitter- / thefocusplus1
Website-thefocusplus.com/
mail- plusfocus7@gmail.com

Пікірлер: 428

  • @laxmidharsenapati3313
    @laxmidharsenapati33135 күн бұрын

    ଧନ୍ୟବାଦ ଫୋକସ୍ ଚ୍ୟାନେଲ ଧନ୍ୟବାଦ ସୁଧାଂଶୁ ସାର୍ ଆପଣଙ୍କୁ କୋଟି କୋଟି ପ୍ରଣାମ। ଆପଣଙ୍କ ସାମ୍ବାଦିକତା କୁ କୋଟି କୋଟି ପ୍ରଣାମ।ଏ ସବୁ ଚୋର କ୍ରିମିନାଲ ଗୁଣ୍ଡା ବଦମାସ୍ ଠକ ଦଲାଲ ମାନଙ୍କ କଳା କାରନାମା ବିଷୟରେ ସାରା ରାଜ୍ୟବାସୀ ଙ୍କୁ ଜଣାନ୍ତୁ। ଏମାନେ ମିଳି ମିଶି ଆମ ରାଜ୍ୟ କୁ ଲୁଟି ଖାଇଗଲେ। ଏମାନଙ୍କୁ ତୁରନ୍ତ ଗିରଫ କରି ଜେଲ ହାଜତକୁ ପଠାନ୍ତୁ। ଏମାନେ ସବୁ ଜେଲ୍ ଗଲେ ସାରା ରାଜ୍ୟବାସୀ ଖୁସି ହେବେ

  • @sasadharbaral557

    @sasadharbaral557

    5 күн бұрын

    00000000000000000⁰⁰⁰⁰

  • @nikitasartgallary5803

    @nikitasartgallary5803

    5 күн бұрын

    Kebala jailre nuha, ta ra sabu sampati aauu tanka jeja bapa ka sampati ku bikri Kari odisha krushna manka development pai laga jau.

  • @mishrabisudhananda3551
    @mishrabisudhananda35515 күн бұрын

    ଲଢ଼ୁଆ ସାମ୍ବାଦିକ।😊

  • @Satyasanatan-et2bk

    @Satyasanatan-et2bk

    5 күн бұрын

    BJD Sambadkka Aau Padha Chataa Murkhaa Aaainthaa Khiaa Maghiaa Odiaa Hi Bhakuaa 😂😂😂😂😂😂😂😂

  • @prafullaparida8638
    @prafullaparida86385 күн бұрын

    ସୁଧାଂଶୁ ବାବୁ କୋଟିଏ ରୁ ଗୋଟିଏ।

  • @Iamdeshiboy7547

    @Iamdeshiboy7547

    5 күн бұрын

    😂😂

  • @user-sq9no6jz7d
    @user-sq9no6jz7d5 күн бұрын

    Focus ଚାନେଲ କୁ ଧନ୍ୟବାଦ ସାମ୍ବାଦିକ, ଓକିଲ ଏବଂ ପୋଲିସ ଭ୍ରଷ୍ଟାଚାର ହେଲେ ଦେଶ ବାରବାଦ ହେବ

  • @jchoudhury274
    @jchoudhury2745 күн бұрын

    ସୁଧାଂଶୁ ବାବୁ ବହୁତ୍ ଗୁମର କଥା ବାହାର କରି ଛନ୍ତି ଜୟ ଜଗନ୍ନାଥ କିନ୍ତୁ ଲୁଟେରା ଗ୍ୟାଙ୍ଗ ଙ୍କ ପ୍ରତି ସତର୍କ ରହିବେ

  • @dillipdalabehera4384
    @dillipdalabehera43845 күн бұрын

    ସୁଧାଂସୁ ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ 🎉

  • @user-fx6cf8ro4s
    @user-fx6cf8ro4s5 күн бұрын

    ସୁଧାଂଶୁ ଭାଇ ସତର୍କ ରେ ଟିକେ ଥିବେ ସମସ୍ତ ମିଡିଆ ଆପଣଙ୍କୁ ଟାର୍ଗେଟ କରୁଛନ୍ତି

  • @pradiptakumarsahoo3930
    @pradiptakumarsahoo39305 күн бұрын

    ସୁଧାଂଶୁ ବାବୁ ଆପଣଙ୍କ ନିର୍ଭୀକତା ପାଇଁ ସାଧୁବାଦ୍।ଯଦି ସମସ୍ତ ଗଣମାଧ୍ୟମ ପ୍ରତିନିଧି ନିର୍ଭୀକ ଓ ସଚ୍ଚୋଟ ହେବେ,ତେବେ ସମାଜରୁ ଦୁର୍ନୀତି, ଅନୀତି ଓ ଭ୍ରଷ୍ଠାଚାର କମିବା ସହ ଏଥିରେ ଲିପ୍ତ ସମସ୍ତ ବ୍ୟକ୍ତି ବିଶେଷ ଗଣମାଧ୍ୟମ ପ୍ରତିନିଧି ଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଖାତିର ବି କରିବେ।ଆଉମଧ୍ୟ କୌଣସି ସାମ୍ବାଦିକ ଙ୍କୁ ଅସମ୍ମାନ ଓ ଦୁର୍ବ୍ୟବହାର କରିବା ପୂର୍ବରୁ 1000 ଥର ଚିନ୍ତା କରିବେ।

  • @user-sq9no6jz7d
    @user-sq9no6jz7d5 күн бұрын

    ପଂରଚନ୍ଦ୍ର ଦେଓ କୁ ସିବିଆଇ ଲଗାଇଦିଅ ଜେଲ ଯାଉ

  • @BantiJena415
    @BantiJena4155 күн бұрын

    କଳିଙ୍ଗ ମାର ଲଢ଼ୁଆ ପୁଅ ସୁଧାଂଶୁ ଭାଇ

  • @himansudas4395
    @himansudas43955 күн бұрын

    ଆପଣ 100%ସତ କହିଲେ

  • @swarajkumarbej3768
    @swarajkumarbej37685 күн бұрын

    ସେ ଚୋର ଗୁଡିକ ଉପରେ ଆକ୍ସନ ତ ହୋଇପାରୁନି,ଖାଲି ଗପିଲେ କ'ଣ ହେବ?

  • @satya-gx2ht

    @satya-gx2ht

    5 күн бұрын

    Correct...when action will take

  • @mnsirmathematics269
    @mnsirmathematics2695 күн бұрын

    ଧନ୍ଯ ହେ ଶୁଧାଂଶୁ ବାବୁ, ବାସ୍ତବ ମଣିଷ ଜଣେ। ଓଡ଼ିଶା ର ରିୟଲ ହିରୋ।।

  • @user-cw9gp5ty9f
    @user-cw9gp5ty9f5 күн бұрын

    ଅଧର୍ମ ବିତ୍ତ, ବଢ଼େ ବହୁତ, ଗଲାବଳେ ଯାଏ ମୂଳ ସହିତ । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...

  • @pradeepkumarjena4162
    @pradeepkumarjena41625 күн бұрын

    ବହୁତ ସୁଦର ନିଉଜ କରୁଛନ୍ତି ଧନ୍ଯବାଦ

  • @bijayaharichandan1592
    @bijayaharichandan15925 күн бұрын

    ଧନ୍ୟବାଦ ସତ ସମ୍ବାଦ ପାଇଁ

  • @pratapkumarjena1829
    @pratapkumarjena18295 күн бұрын

    ଧନ୍ୟବାଦ୍ ମିଡ଼ିଆ ବନ୍ଧୁ ଏମିତି ଭଲ ଖବର ଆଣୁ ଥିବାରୁ ବିଜେଡି ସରକାର ସମୟରେ ରାଜ୍ୟରେ ବୋହୁତ ଲୁଟ ପାଟ ଡ୍ରୁନିତୀ ଭ୍ରଷ୍ଟାଚାର ଅନ୍ୟାୟ ଲୁଣ୍ଠନ ବଳାତ୍କାର ମଡ଼ର୍ର ଅନେକ ଘଟଣା ଘଟେଇ ଛନ୍ତି ଆମର ନୂଆ ସରକାର ରେ ମୋହନ ମାଝୀ ଏମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଗୋଟି ଗୋଟି କରି ଗୋଡେଇ ଗୋଡେଇ ଧରନ୍ତୁ ଏଥିରେ ଯେଂହୁ ସରକାରୀ ବାବୁ ମାନେ ସାମିଲ ରହି ଛନ୍ତି ସେମାନଙ୍କୁ କଡ଼ା ଦଣ୍ଡ ମିଳୁ ଏମାନଙ୍କ ପାଇଁ ଏକ ମାତ୍ର ବାଟ ସିଧା ଫାଶୀ ଦଣ୍ଡ ନିୟମ ଲାଗୁ କରାଯାଉ ଏମାନଙ୍କ ଧନ ସମ୍ପତ୍ତି ସରକାର ଙ୍କ ଅଧୀନ କୁ ଫେରାଇ ଅଣା ଯାଉ ନ ହେଲେ ଏମାନଙ୍କୁ ଆଜୀବନ ଜେଲ ସଜା ହୋ ଊ ଖାସ କରି ବଡ ବଡ ପଦ ପଦବୀରେ ଥିବା ସରକାରୀ ବାବୁ ମାନେ ସାମିଲ ଥିବା ତାଙ୍କ ପ୍ରତି ସବୁଠୁ ଅଧିକ କଡ଼ା ଦଣ୍ଡ ନିୟମ ଲାଗୁ କରାଯାଉ ଯାହାକି ଆଉ ଏମିତି କୋଉ ସରକାରୀ ବାବୁ ଯେମିତି ସାହସ କରିବେ ନାହିଁ ଲାଞ୍ଚ ନବା ପାଇଁ ଶଳା ସରକାର ଙ୍କ ଠୁ ଏତେ ପରିମାଣର ଦରମା ନେଉଛ ତଥାପି ତୁମ ମନ ବୁଝୁନୁ ଯେ ଗୋଟେ ଖଟିଖିଆ ମୂଲିଆ ଠୁ ବି ଲୁଟିବା ପାଇଁ ଶଳା ମଲା ବେଳକୁ ମୁଣ୍ଡେଇ ନେଇ ଯିବ ରେ ଏଇ ଗରିବ ଙ୍କ ଅଭିଶାପ ରେ ତୁମେ ପଚି ସଡି ମରିବ ଅପେକ୍ଷା କର ସମୟକୁ ଆଜି ଆମ ଗରିବ ଓଡ଼ିଶା ବାସି ପରିବର୍ତ୍ତନ ସରକାର ଗଢ଼ିଛନ୍ତି ନୂଆ ସରକାର ମୋହନ ମାଝୀ ସେଇ ହିଁ ଗରିବ ଙ୍କ ର ବନ୍ଧୁ ଆମର ଦୃଢ ବିଶ୍ବାସ ରହିଛି ଗରିବ ଙ୍କ ପାଇଁ ନିଶ୍ଚିତ ନି ୟା ତାଙ୍କ ହକ ଏବଂ ଦାବି ପୂରଣ ପାଇ ପାରିବେ ତାଙ୍କ ମୁହଁରେ ହସ ଫୁଟେଇ ବେ ଜୟ ଜଗନ୍ନାଥ

  • @prafulladash6726
    @prafulladash67265 күн бұрын

    Thank you Brother. Please Save Your Self.May God Bless You.

  • @bhanumatibehera2006
    @bhanumatibehera20065 күн бұрын

    🙏🏻ଭଗବାନ ତୁମର ମଙ୍ଗଳ କରନ୍ତୁ ସାନଭାଇ ❤️. ଜୟ ଜଗନ୍ନାଥ 🙏🏻

  • @pradiptakumarsahoo3930
    @pradiptakumarsahoo39305 күн бұрын

    Very nice presentation. ଯଦି ସାମ୍ବାଦିକ ଟିଏ କୌଣସି ନେତା ତଥା ଜନପ୍ରତିନିଧି ଙ୍କ ତୋଷାମଦକାରୀ ପାଲଟିବେ ଓ ଅନୀତି , ଦୁର୍ନୀତି ଓ ସାଧାରଣ ଜନତା ଙ୍କ ସମସ୍ୟା କୁ ଲୋକଳଚନ କୁ ଆଣିବା ପରିବର୍ତ୍ତେ ଲାଞ୍ଚ ନେଇ ଅନୀତି ଦୁର୍ନୀତି କୁ ପର୍ଦ୍ଦାଫାଶ ନକରି ଘଣ୍ଟ ଘଣ୍ଟ ଘୋଡାଇବା କାମ କରିବେ ଓ ସାମ୍ବାଦିକତା କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ ନ କରନ୍ତି, ସେଭଳି ବ୍ୟକ୍ତି ସମାଜର ଓ ଜନସାଧାରଣ ଙ୍କ ମଙ୍ଗଳକାରି ନୁହନ୍ତି।

  • @priyamkumar6812
    @priyamkumar68125 күн бұрын

    Sudansu bhai bahut bahut dhanyabad ❤❤❤❤❤❤

  • @dhaneswardas7823
    @dhaneswardas78235 күн бұрын

    ଅନେକ ଅନେକ ଧନ୍ୟବାଦ୍ ଓ ଓଡ଼ିଶାବାସୀଙ୍କ ଆଶିର୍ବାଦ ସଦା ସର୍ବଦା ଆପଣଙ୍କ ସହିତ ରହିବ।

  • @GaneshJena-mr1hf
    @GaneshJena-mr1hf5 күн бұрын

    ସାର ଏ ଭଳି ଦୁସାହାସି ଓ ନିଷ୍ଟୁ ର କଳଙ୍କିତ ବକ୍ତିତ ପାଇଁ ଓଡ଼ିଶା ତରଫରୁ ଏହାଙ୍କୁ ଏକ ଜେଲ ଭଳି ପୁରସ୍କାର ର ଆବଶ୍ୟକତା ରହିଛି । ଭାଇ ଏ ଭଳି ଗୁହୀ ଖୋଳି ଥିବାରୁ ଧନ୍ୟବାଦ୍ ଆପଣଙ୍କୁ ।

  • @subhabratamishra4465
    @subhabratamishra44655 күн бұрын

    ସୁଧାଂଶୁ ଭାଇ ❤

  • @samalcreationlitu5873
    @samalcreationlitu58735 күн бұрын

    ଏମିତି ଆଗକୁ ଆଗକୁ ମାଡ଼ି ଚାଲନ୍ତୁ ସାର୍

  • @asutoshbiswal7173
    @asutoshbiswal71735 күн бұрын

    The great news focus channel

  • @Kisanrajesh
    @Kisanrajesh5 күн бұрын

    ସୁଧାଂଶୁ@8 କୁ ଧନ୍ୟବାଦ୍। ଏମିତି ଆପଣ ସତ୍ୟ ଖବର ସାମ୍ନା କୁ ଆଣନ୍ତୁ । Thankss🙏

  • @kishordhal9417
    @kishordhal94175 күн бұрын

    Thanks sudhansu babu.

  • @manojsahoo6184
    @manojsahoo61845 күн бұрын

    Thank you sudhansu bBu

  • @pravatmishra2555
    @pravatmishra25555 күн бұрын

    Thanks

  • @satyanayakodiavlogs
    @satyanayakodiavlogs5 күн бұрын

    ସୁଧାଂଶୁ ଭାଇ ତୁମକୁ ବହୁତ ବହୁତ ଧନ୍ୟବାଦ ଜଗନ୍ନାଥ ତୁମକୁ ମୋ ଆୟୋଷ ଦିଅନ୍ତୁ ଏମିତି ସବୁ ସତ ଲୋକଙ୍କ ସାମ୍ନାକୁ ଆଣନ୍ତୁ

  • @rajkishoresahoo6543
    @rajkishoresahoo65435 күн бұрын

    Sudhansubabu, many many thanks ❤️❤️❤️.

  • @prakashmahapatra2182
    @prakashmahapatra21825 күн бұрын

    କି ସୁନ୍ଦର ଭାବ ମୂର୍ତ୍ତି ପୂର୍ଣ୍ଣ ଚଦ୍ର ତୁମର. ଆହୁରି ଧନ୍ୟବାଦ ବବି ବାବୁ. କି ସୁନ୍ଦର ନେତା.

  • @bankabiharijena4712
    @bankabiharijena47125 күн бұрын

    ସଂପୃକ୍ତ ସାମ୍ବାଦିକ ଙ୍କୁ ଓଡ଼ିଶା ସରକାର ତଦନ୍ତ ପରିସରଭୁକ୍ତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

  • @user-tk9cw3ws3p
    @user-tk9cw3ws3p5 күн бұрын

    ବହୁତ ଭୋଲ ସମ୍ବାଦ ଭାଇ

  • @birakishormajhi9839
    @birakishormajhi98395 күн бұрын

    Courageous focus chennal

  • @narottambarik1637
    @narottambarik16375 күн бұрын

    Saabaas sudhansu Babu bohut bohut dhanyawad.... really heartly you are great.....

  • @DNarayanMalikMalik
    @DNarayanMalikMalik5 күн бұрын

    Right 👍 brother,

  • @narendrarout4280
    @narendrarout42805 күн бұрын

    Prameya is out of odisha

  • @subimalmallick2238
    @subimalmallick22385 күн бұрын

    ବହୁତ ଭଲ ନେବତ୍ସ କିନ୍ତୁ ଗୋଟେ କଥା ଅଳି ର ନେତା ଭାବେ ବିଜେଡି ର ନେତା ପ୍ରତାପ କେଶରୀ ଦିଅ ସେ କେତ ଟଙ୍କା ଲୁଟିଛନ୍ତି ସେ କଥା କେହି କହୁ ନାହାନ୍ତି. କାରଣ ହେଉଛି ଜୟ ଭରିଗଡା ପଞ୍ଚଯାତ ରେ ଥୁବା ଖରସ୍ରୋତା ନଦୀ ର ଆଣି ପ୍ରକଳ୍ପ ରେ 18000 କୋଟି ର ପ୍ରୋଜେକଟ ରେ ସେ ବହୁତ ପଇସା ଖାଇଛନ୍ତି. ତାଙ୍କର ଗୋଟେ ବହୁତ ବଡ ଘର ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ.....

  • @voiceofcommons2038
    @voiceofcommons20382 күн бұрын

    ଆପଣଙ୍କ ସାହସ ଏବଂ ସାମ୍ବାଦିକତା କୁ ଅନେକ ଅନେକ ଧନ୍ୟବାଦ।

  • @bhupeshkarmi513
    @bhupeshkarmi5134 күн бұрын

    ଖୁବ୍ ସୁନ୍ଦର। ତଥ୍ୟ ଭିତିକ ଖବର। ସୁଧାଂଶୁ ଆଜ୍ଞା,,,,,ଆପଣଙ୍କ ଫୋକସ+ରେ ସାହସର ସହ ଖବର ଦେଖାଉଥିବା ରୁ ଧନ୍ୟବାଦ୍,,,,,,।

  • @laxmikantamohapatra8732
    @laxmikantamohapatra87323 күн бұрын

    ଜୟ ହୋ ସୁଧାଂଶୁ ବାବୁ । ଅଶେଷ ଅଶେଷ ଧନ୍ୟବାଦ୍।

  • @user-fq5gb9ep9e
    @user-fq5gb9ep9e21 сағат бұрын

    ଜୟ ହେଉ ଧର୍ମେନ୍ଦ୍ର ପ୍ରଧାନଙ୍କର

  • @BayijantiPingua-rf8sk
    @BayijantiPingua-rf8sk5 күн бұрын

    Sudhanshu bhi tomaku bahut bahut dhanyawad ❤❤❤❤ jay shree jagannath 🙏🙏🙏🙏

  • @nandalalmishra2153
    @nandalalmishra21535 күн бұрын

    ପ୍ରାଏ ସାମ୍ବାଦିକ ବ୍ଲାକ ଟଙ୍କା ଆଦାୟ କରୁଛନ୍ତି 😜

  • @kedarnathbadatya2060
    @kedarnathbadatya20605 күн бұрын

    You are great Sudhanshu Sir 🙏🏻❤️

  • @rautbhaiagnibirasamajsebak
    @rautbhaiagnibirasamajsebak5 күн бұрын

    ଏ ସାମ୍ବାଦିକ ଗିରଫ ହବା ଦରକାର

  • @maheshkumarbag5464
    @maheshkumarbag54645 күн бұрын

    Sudhansu Bhai Akritadasanka Autike Sangrahakarantu❤❤❤❤❤❤❤

  • @kartikchandraparida8815
    @kartikchandraparida88155 күн бұрын

    Thanks sudhansuba bu

  • @saswatakumardehury5748
    @saswatakumardehury57485 күн бұрын

    ଏ ନେତା ମାନେ ରାଜନୀତି ର ସଂଜ୍ଞା ବଦଳେଇ ଦେଲେ 🧐🧐🧐

  • @soubhagyasahoo3218
    @soubhagyasahoo32185 күн бұрын

    Wah wah wah beautiful speech world Dharamyndra Pradhan

  • @prashantpalo5688
    @prashantpalo56885 күн бұрын

    Sudhansubabu u r brilliant mind-blowing keep it up.

  • @bhagabanajani-bs7np
    @bhagabanajani-bs7np5 күн бұрын

    Apanajane nirvika sambadika no-1

  • @user-oo3fm4hf8y
    @user-oo3fm4hf8y2 күн бұрын

    ସୁଧାଂଶୁ ଭାଇ ବିଜେଡି ର ସବୁ କାଗଜ ପତ୍ର ଆପଣ ପାକରେ ରକିଛନ୍ତି 🎉❤ ଭାଇ ଜଯ ଜଗନ୍ନାଥ ତମକୁ ବଲରେ କରନ୍ତୁ

  • @user-um7gb1ol1z
    @user-um7gb1ol1z5 күн бұрын

    Thank you Focus Plus for your statement that will highly impact positively upon people for their better understanding and to be a part of development.If this process will continue,the dictators will be suppressed gradually and the society will effectively achieve the success. It may take time but certainly there will be a possible change.. for which you will be regarded and other social well wishers will emerge to support you. With regards. Ganeswar Rout.

  • @saratbehera2455
    @saratbehera24555 күн бұрын

    ଶୁଦ୍ଧାଶୁ ଭାଇ ଜିନ୍ଦାବାଦ

  • @manojkumarlenka2288
    @manojkumarlenka22885 күн бұрын

    90%ସାମ୍ବାଦିକ ଚୋର. ଏଗୁଡା ଗଣତନ୍ତ୍ର ର କଳଙ୍କ.

  • @niharranjannayak6611
    @niharranjannayak66115 күн бұрын

    Seeing this news no newspapers are trust.thank you focus plus

  • @sonukhansonukhan8387
    @sonukhansonukhan83872 күн бұрын

    Welcome. Sata. Khabar ku. Swagat. Salut

  • @prafullakumarsahoo1917
    @prafullakumarsahoo19174 күн бұрын

    ଓଡିଶା ରାଜନୀତି ଇତିହାସ ରଚିବାକୁ ଯାଉଛନ୍ତି ସୁଧାଂଶୁ ଭାଇ କାରଣ ଏଭଳି ନିର୍ଭିକ ନିରପେକ୍ଷ ମହାସଂଗ୍ରାମୀ ସାମ୍ବାଦିକ ଙ୍କୁ ମୁଁ ପ୍ରଥମ ଥର ପାଇଁ ଦେଖୁଛି

  • @BailochnNayak
    @BailochnNayak5 күн бұрын

    ଧନ୍ୟବାଦ ସୁଦଂଶୁ ବାବୁ

  • @krushnaprasadmohanty3831
    @krushnaprasadmohanty38315 күн бұрын

    ଧନ୍ୟବାଦ - ଶୁଧା°ସୁ ...

  • @deepakacharya3892
    @deepakacharya38925 күн бұрын

    SUM ND SOA UNIVERCITY KAHA BLACK MONEY RE HEICHHI ? DHARMENDRA YA BABI ? ଯଦି ପାଟି ଖୋଲିବ ସୁଧାଂଶୁ ବିଚରା ପୁଣି ପୋଲିସ ମାଡ଼ ଖାଇ ଜେଲ୍ ଯିବା ସହ NEWS CHANNEL ବି ବନ୍ଦ୍ ହେବ।

  • @santoshkumardehury3762
    @santoshkumardehury37625 күн бұрын

    Angul re sambad re thile

  • @banditabarik2872
    @banditabarik28725 күн бұрын

    Sudhanshu @8 bahut bahut dhanyavad.Dosi ku shighra tadanta kari arrest kari danda diantu Mohan sarkar.

  • @gangadharpatra8104
    @gangadharpatra81045 күн бұрын

    Babi das jindabad bjd jindabad nabin Babu jindabad pandian jindabad Dekha odhisha basi

  • @BijayaShaoo-n3f
    @BijayaShaoo-n3f2 күн бұрын

    ବହୁତ ବହୁତ ଧନ୍ୟବାଦ

  • @manoranjanpattanaik4880
    @manoranjanpattanaik48805 күн бұрын

    Thank you. Let Lord Jagannath bless you always.

  • @raghumaninayak9593
    @raghumaninayak95935 күн бұрын

    ଫୋକସ ପ୍ଲସ ଜିନ୍ଦାବାଦ...

  • @ajaybadjena6799
    @ajaybadjena6799Күн бұрын

    ଧନ୍ୟବାଦ,

  • @brajakisoremohanty3723
    @brajakisoremohanty37235 күн бұрын

    Sabas ! Aayushman bhaba ,sudhansu.

  • @user-pj4fk4bf3c
    @user-pj4fk4bf3c4 күн бұрын

    Thanks sudhansu Babu no1 journalist

  • @mukundamohapatra7577
    @mukundamohapatra75775 күн бұрын

    Thank you for your investigative journalism which is unheard of in recent past.....

  • @binodnayak5778
    @binodnayak57783 күн бұрын

    Jay Sudhanshu bhai Jay focus

  • @Somanathsingh-fl9bo
    @Somanathsingh-fl9bo5 күн бұрын

    ସିବିଆଇ ଲଗାଇ ଦିଅନ୍ତୁ

  • @user-hm3wg9gv8h
    @user-hm3wg9gv8h5 күн бұрын

    Sir lot of thanks to you and thanks to your courage,God bless you in the form of more courage.

  • @subashchampati282
    @subashchampati2825 күн бұрын

    Thanks sudhansu 8

  • @manojkumarmohanty3914
    @manojkumarmohanty39145 күн бұрын

    Bahuta intresting khabar

  • @Lakshmicreation-bq4rr
    @Lakshmicreation-bq4rr2 күн бұрын

    ଧନ୍ୟବାଦ ଭାଇ 🙏🙏🙏🙏

  • @jashobantadey3848
    @jashobantadey384816 сағат бұрын

    ସୁଧାଂଶୁ ବାବୁ ମାଡିଚାଲ ଆଗକୁ ଆଗ

  • @NarayanaDehuri-p1h
    @NarayanaDehuri-p1h3 күн бұрын

    ଭାଇ ଗୁଡ❤❤❤

  • @user-ei1vt2gw8x
    @user-ei1vt2gw8x5 күн бұрын

    Sudhanshu bhai so fluent you are, i wish you being impartial to maintain it...may god help you

  • @malayranjansahoo2407
    @malayranjansahoo24075 күн бұрын

    Neet scam kala kie😂😂

  • @prasantbehera4728
    @prasantbehera47285 күн бұрын

    Thank you very much Sudhansu babu for your update.Kerp it up.plse inform us more and more

  • @sumantarout8882
    @sumantarout88825 күн бұрын

    Chandawali rep case biswa yare gote news dekhauna focus puls ra dam kete janapadiba

  • @techhnicaleditedutam3957
    @techhnicaleditedutam39575 күн бұрын

    ଧନ୍ୟବାଦ🙏

  • @SanatanaJena-ex8bt
    @SanatanaJena-ex8bt5 күн бұрын

    Focus Plus e emo bhandha new micha kahibare number one

  • @dibakarpanigrahy9369
    @dibakarpanigrahy93695 күн бұрын

    Excellent 👌 keep exposing....❤

  • @muktikantapradhan4938
    @muktikantapradhan49385 күн бұрын

    ସର୍ବଦା ଏଭଳି ନିର୍ଭୀକତାର ସହ କାମ କରନ୍ତୁ ଭଗବାନଙ୍କର ଆର୍ଶୀବାଦ ମିଳିବ । 🙏💐🙏

  • @santoshsethy1237
    @santoshsethy12375 күн бұрын

    Sudhanshu sir God bless you very very thanks 🙏🙏🙏🙏 BUT-sudhanshu Sir BJD ra jou MLA MP BJP re entry and samil hoichanti sei Babu manankar matter tikia kuhantu and jadi Babi Das BJP re entry and samil haba apanna kn kahibe mote reply diantu

  • @ssentertainment4199

    @ssentertainment4199

    4 күн бұрын

    @@santoshsethy1237 ଠିକ କଥା କହିଲେ

  • @Discipline_Tradition_Legacy
    @Discipline_Tradition_Legacy5 күн бұрын

    Bhai thumbnail ta badhiya achhi 😂😂😂 "ମାତ୍ର 100 କୋଟି !!!" 🤣🤣🤣🤣

  • @krushnakuna1341
    @krushnakuna13415 күн бұрын

    ଦୁର୍ନୀତି ପର୍ଦ୍ଦାଫାସ କରିବାରେ ନମ୍ବର ଓ୍ବାନ୍ Focus plus

  • @trilochanjena9614
    @trilochanjena96145 күн бұрын

    God may bless you for this noble work

  • @abanipradhan
    @abanipradhan5 күн бұрын

    Best news channel ❤❤

  • @rajkishordas1396
    @rajkishordas13965 күн бұрын

    Thanks for your courage to bring the truth to public.

  • @tutusatapathy7980
    @tutusatapathy79805 күн бұрын

    Bhai God bless you.a Jagannth bless to you .

  • @SadanandaPalei-rk9mm
    @SadanandaPalei-rk9mm5 күн бұрын

    ସୁଧାଂଶୁ ଭାଇ ତମକୁ ଶହେ ସାଲାମ ଏ ଶଳା ବବି ଆଉ ତା ଗୁମାସ୍ତା ଯାଜପ ର ରୁ ବୋହୁତ ଲୁଟି ଛନ୍ତି ଏ

  • @pratapchandramohapatra2118
    @pratapchandramohapatra21185 күн бұрын

    You are 100 right sir, Jay shree Ram

  • @user-fp9se7oj3p
    @user-fp9se7oj3pКүн бұрын

    Sudhanshu bapa be careful.God must save you.

Келесі