ଯାଜପୁର କୁସୁମାକୁ ନେଇ ବିଜେପି ଜିଲ୍ଲା ସଭାପତିଙ୍କ ପ୍ରତିକ୍ରିୟା କୁ ଖଣ୍ଡନ କରିଛନ୍ତି ଜିଲ୍ଲା ବିଜେଡି ସଭାପତି

ଯାଜପୁର କୁସୁମା କଟେଜ କୁ ନେଇ ସାରା ରାଜ୍ୟ ରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଏ ନେଇ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ରେ ଦେଇଥିବା ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କ ପ୍ରତିକ୍ରିୟା କୁ ଖଣ୍ଡନ କରିଛନ୍ତି ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର।
#jajpurtown
#jajpurkhabar
#jajpuria
#bjd
#jajpurbjd
#pranabprakashdas
#kusumaa

Пікірлер: 131

  • @Babaphakiryoutube
    @Babaphakiryoutube22 күн бұрын

    ତଥ୍ୟ ନାହିଁ ପ୍ରଶାସନ ପାଖରେ ବବି ବ୍ଲାକ ରୋଜ ଜାହାଜ ବୁଡି ପଇସା ନା ଲୁଟ ପଇସା ରେ

  • @Babaphakiryoutube
    @Babaphakiryoutube22 күн бұрын

    ଯାଜପୁର ଜିଲ୍ଲା ଲୋକ ଦେଖିଛନ୍ତି କଟେଜ କିନ୍ତୁ କେବେ ଉପଯୋଗ କରି ନାହାଁନ୍ତି ଦେହଜୀବୀ ଘର କୁସୁମା

  • @sanu3983
    @sanu398322 күн бұрын

    ତୁ ମାଗିହା ଗୋଟେ BJD ପେଳ ଚଟା କୁଖୁର ଶଳା ହାରାମି ଏତେ ଟାଉଟର

  • @sibuyoutube3525

    @sibuyoutube3525

    16 күн бұрын

    Bhai tume kete paisa necha

  • @Babaphakiryoutube
    @Babaphakiryoutube22 күн бұрын

    କେତେ ଲୁଟି ଖାଇଛ କୁହ ତ ଆଗ

  • @sadanandasahoo3707
    @sadanandasahoo370717 күн бұрын

    ବଢିଆ କଥା। ପ୍ରମାଣ ସହ ଅଭିଯୋଗ କରନ୍ତୁ।‌ ଦୁର୍ନୀତି ର ପର୍ଦ୍ଦାଫାଶ କରନ୍ତୁ।‌ତାହା ନ କରି ,ମିଛ ଅଭିଯୋଗ କରିବା ବିଜେପିର ଓ ବିଜେପିର ଦଲାଲ ସାଜିଥିବା ମେଡିଆ ର ଅଭ୍ୟାସ ହୋଇଗଲାଣି।‌ ସରକାର ତୁମର। ଦୁର୍ନୀତି, ରଙ୍ଗଶାଳା ର ପ୍ରମାଣ ସହ , କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ଅଛି

  • @muodia2002
    @muodia200222 күн бұрын

    ଆପଣଙ୍କ ପକେଟ ଗରମ ହୋଈଛି

  • @user-xd8vk5ry1h
    @user-xd8vk5ry1h22 күн бұрын

    ଯାଉ ଲୋକେ ଦେଖିବେ ତୁମେ ଘର ଦୁଆର ଭାଗିଂ ଦିଅ ଅଟାଲିକା କା କାମରେ ଆସୁଥିଲା ଟିକିଏ କହିବ କି ଯିଲାପାଲ କହୁଛନ୍ତି ଆମେ ଜାଣିନୁ

  • @dhusasanmallick3162
    @dhusasanmallick316222 күн бұрын

    Really koti koti tanka hadap heichi auu jeta chahi la bee chora keba sadhu hei pariba nahi

  • @dhusasanmallick3162
    @dhusasanmallick316222 күн бұрын

    Auu micha kuhani tama keta khae cha kuha bjd prasident

  • @nirmalmallick5314
    @nirmalmallick531413 күн бұрын

    ଯାଜପୁରରେ କିଛି ନ ଥିଲା.. ଯାହାକିଛି ବିକାଶ ମୂଳକ କାର୍ଯ୍ଯ ହୋଇଛି ତାହା କେବଳ ବବି ଦାସ୍ କରିଛନ୍ତି । BJP ମିଥ୍ଯା ଖବର ପ୍ରଚାର କରି ସାରା ଭାରତ ବର୍ଷରେ ଜିତି ଆସିଛି ତେଣୁ ଗୌତମ ବାବୁ ସେଥିରୁ ବା ବାଦ୍ ଯିବେ କିପରି ? ଅବସ୍ଯ ଆଗରୁ(BJD) ରେ ଥିଲାବେଳେ ସେ ଏପରି ନ ଥିଲେ କିନ୍ତୁ ଏବେ ଦଳର ନିତି ନିୟମ ମାନି ନିଜର ନୈତିକତା ହରାଇବାକୁ ବାଧ୍ଯ ହେଉଛନ୍ତି । ଗୌତମ ବାବୁ ନିଜକୁ ପଚାରନ୍ତୁ , ଯାଜପୁରରେ ଯେଉଁ ବିକାଶ କାର୍ଯ୍ଯ ହେଇଛି ତାହା ତାଙ୍କ ମନକୁ ଛୁଇଁଛି କି ନାହିଁ ? ଗୌତମ ବାବୁଙ୍କୁ ପଦେ... ଆପଣ ବହୁତ ଭଲ । ରାଜନୀତି କରନ୍ତୁ କିନ୍ତୁ ମିଥ୍ଯାର ଆଶ୍ରୟ ନେଇ ହେଇଥିବା ବିକାଶକୁ ବିରୋଧ କରନ୍ତୁ ନାହିଁ ।

  • @Dipinkumarkhandual
    @Dipinkumarkhandual22 күн бұрын

    Eita chora no one

  • @user-fv1zn1qp5l
    @user-fv1zn1qp5l22 күн бұрын

    ଧନ୍ୟବାଦ

  • @shreenibashkuanr6598
    @shreenibashkuanr659822 күн бұрын

    ସତ କଣ ଓଡ଼ିଶା ବାସୀ ଓ ଯାଜପୁର ବାସି ଠିକ୍ ଜାଣି ଛନ୍ତି,ତମେ କହିଲେ ସମସ୍ତେ ଏ କାନରେ ପସେଇ ସେ କାନରେ କାଢି ଦେବେ,ସମସ୍ତେ ମିଛ କହୁଛନ୍ତି ତମେ ଏକା ସତଗ୍ୟ ପୁରୁଷ,

  • @sidharthMoharana-dn9ie
    @sidharthMoharana-dn9ie22 күн бұрын

    Yas🎉🎉🎉❤❤🎉🎉

  • @manaswinisatapathy6176
    @manaswinisatapathy617622 күн бұрын

    Goutam nka dalare misibaku manahelaniki

  • @NilamaniSahu-de9rl
    @NilamaniSahu-de9rl18 күн бұрын

    ସରୋଜ ଠିକ୍ କହୁଛନ୍ତି,ପ୍ରାମାଣିକ ତଥ୍ୟ ପ୍ରଦାନ କରି ସତ୍ୟ ପଦାକୁ ଆସିବା ଉଚିତ୍।

  • @BhubaneswarBehera-w8p
    @BhubaneswarBehera-w8p22 күн бұрын

    ଅଲାଯୁକ ଟାଉଟର

  • @jyotiprakashdash5638
    @jyotiprakashdash563822 күн бұрын

    ତମେ ସବୁ ସାମିଲ ଅଛ ସେଥି ଲାଗି ସଫେହିଦହୁଚ

  • @hiranyasahoo3548
    @hiranyasahoo354822 күн бұрын

    Great Babi vai

  • @JaganJena-hb3sx
    @JaganJena-hb3sx16 күн бұрын

    🎉🎉🎉🎉

  • @brajakishorsahoo7148
    @brajakishorsahoo714821 күн бұрын

    Jadi durniti heithiba tahele arrest heba darkar

  • @sanjibdas9834
    @sanjibdas983422 күн бұрын

    Bhai congratulations

  • @akshayakumarbehera3502
    @akshayakumarbehera350217 күн бұрын

    ସାର, ଯେଉଁମାନେ ରଙ୍ଗ ସାଳା ଆଖ୍ୟା ଦେଇଛନ୍ତି. ସେମାନଙ୍କ ଅଜାଣ ତରେ. ତାଙ୍କ ମା, ଭଉଣୀ, କି ରକ୍ତ ସଂକୀୟ ମହିଳା ଙ୍କୁ ଏଠାକୁ ନେଇ ଆସିଥିଲେକି. ଏ କଥା ରଙ୍ଗସାଳା କହୁଥିବା ଲୋକ. ପରେ ଜାଣି. ଏହାକୁ ରଙ୍ଗଶାଳା କହୁଛିନ୍ତି.

  • @dhusasanmallick3162
    @dhusasanmallick316222 күн бұрын

    Bjd means chora bjd bala tama keta sadhu Sarapancha mana Jani chanti

  • @papubehera3153
    @papubehera315319 күн бұрын

    ତତେ ଶଳା arrest Kale sabu Uttar milliba

  • @subashchandrabehera5555
    @subashchandrabehera555519 күн бұрын

    Keta kampani khola hoichi 25 brchare

  • @Mir-ts4bk
    @Mir-ts4bk21 күн бұрын

    Nice,jajpur

  • @prahalladrout1301
    @prahalladrout130122 күн бұрын

    ଡରି ଡରି କହୁଛି

  • @dillipkumarpanda2875
    @dillipkumarpanda287521 күн бұрын

    ଆଜି ଯାଏ କେତେ ବିଦେଶୀ ଏଠାରେ ରହିଛନ୍ତି କହିପରିବେକି

  • @gajendrasahoo1970
    @gajendrasahoo197022 күн бұрын

    ମୀଛ

  • @user-uk6pi7yz4x
    @user-uk6pi7yz4x22 күн бұрын

    ବହୁତ ସୁନ୍ଦର ଭାଇ

  • @prahalladrout1301
    @prahalladrout130122 күн бұрын

    ବିଜେଡି ଵାଲା ପ୍ରବଳ ଖାଇଛି

  • @umeshnayak9265
    @umeshnayak926522 күн бұрын

    Mu janin ea gotia thik katha nuha Upajukta tadanta heu

  • @arabindmohapatra9685
    @arabindmohapatra968521 күн бұрын

    Saroj better go to the court to stop the mouth of the press.

  • @sukanta212
    @sukanta21222 күн бұрын

    Jajpur BJP bala nku hatajau

  • @prafullamaharana1672
    @prafullamaharana167222 күн бұрын

    Right

  • @damodarsatapathy6418
    @damodarsatapathy641817 күн бұрын

    Kehivitarakujaenahanti

  • @TarunPati-fy2ky
    @TarunPati-fy2ky22 күн бұрын

    Sabu michha

  • @anadicharansamal7033
    @anadicharansamal703322 күн бұрын

    କେଡେ ସତୀଆ ଗୋଟିଏ ବାହାରିପଡିଲୁ।ନଟି ଅଟ୍ଟାଳିକା କୁ କିଏ ଯାଉଥିଲା।କଣ ହୋଉଥିଲା କୋଉ ଟଙ୍କା ରେ ତିଆରି ହେଇଛି।

  • @kailashchandrabehera4791
    @kailashchandrabehera479122 күн бұрын

    No buildings are not allowed to public.

  • @debabratamohanty4567
    @debabratamohanty456722 күн бұрын

    True

  • @AkshayaKumarRath
    @AkshayaKumarRath20 күн бұрын

    ପାନ୍ଡିଆନର ଚାକର କିପରି।ଯାଜପୁରର ଇଜ୍ଜତ ରଖିବ ?

  • @nilimaswain2216
    @nilimaswain221621 күн бұрын

    ତମ ସମ୍ପତି ବିକ୍ରି କରି କରିଚ ଉନ୍ନତି ଲଜ୍ୟ ନାହିଁ

  • @abhiramdas9561
    @abhiramdas956122 күн бұрын

    Investment Govt.

  • @DilipKumar-by5yz
    @DilipKumar-by5yz8 күн бұрын

    ବିଜେଡିର ଏଟା ବଢଡକାୟତ

  • @RakeshKumar-cf3xr
    @RakeshKumar-cf3xr18 күн бұрын

    ପ୍ରମାଣ କଲେ ଭଲ ଲାଗନ୍ତା

  • @user-vm4rd4pz5u
    @user-vm4rd4pz5u22 күн бұрын

    Very good .......ma biraja

  • @kalyanpanda5885
    @kalyanpanda588522 күн бұрын

    ପ୍ରାୟୋଜିତ

  • @gangadharpatra8104
    @gangadharpatra810419 күн бұрын

    Collector Nije mana karuchanti se bisayare kichi Jani nahanti kaha permission heithila

  • @jagannathamahapatra9513
    @jagannathamahapatra951322 күн бұрын

    Apana Jane bjd agent , sabujanikari front ku asantu

  • @Narmada-s3y
    @Narmada-s3y19 күн бұрын

    Lutu vs Saroj 1000 Crore Property ? 😮😮😮😮😮

  • @Evil_Jivan
    @Evil_Jivan21 күн бұрын

    ସବୁ ମିଛ କଥା.

  • @gangadharpatra8104
    @gangadharpatra810419 күн бұрын

    Govt paisa hechi but loka nk pain ban thila kn pain

  • @sipujena7056
    @sipujena705622 күн бұрын

    Are bhai Kusuma paee ete nata

  • @beheraajay2886
    @beheraajay288617 күн бұрын

    ବବି ସଙ୍ଗରେ କେତେ ଥର ରଙ୍ଗ ଶାଲା କୁ ଯାଇଛୁ।

  • @Odiaclasic
    @Odiaclasic22 күн бұрын

    ସାର କିଛି ଖରାପ ଭାବିବେ ନାହିଁ ଗୋଟେ କଥା କହିବି...... ଆପଣଙ୍କ ମୁନିସିପାଲିଟି ର ଉପ ସଭାପତି ସନ୍ତୋଷ ମଲିକ ମହୋଦୟ media ଆଗରେ ଆସି କହିଲେ ଯେ, କ୍ରୀଡା ର ସମ୍ପ୍ରସାରଣ ପାଇଁ କ୍ରୀଡା ବିଭାଗ ତରଫରୁ ନିର୍ମାଣ କରାଯାଇଛି କିନ୍ତୁ ଆପଣ ଏଠି କହିଲେଣି ଯେ, ଭଲ ହୋଟେଲ ଟେ ନାହିଁ ବୋଲି ପର୍ଯ୍ୟଟନ ର ସୁବିଧା ପାଇଁ ଏହା ନିର୍ମାଣ କରାଯାଇଛି l ଦୟାକରି ମିଡ଼ିଆ ଆଗରେ କିଛି ମନ୍ତବ୍ୟ ଦେବା ପୂର୍ବରୁ ଆପଣ ମାନଙ୍କ ବରିଷ୍ଠ ନେତା ଙ୍କ ସହ ବାର୍ତାଳାପ କରିବା ଉଚିତ

  • @dillipkumarpanda2875
    @dillipkumarpanda287521 күн бұрын

    ଯାଜପୁର ଦୁର୍ନୀତିର ଗନ୍ତାଘର

  • @ajitsarangi6046
    @ajitsarangi604622 күн бұрын

    💐🙏💐

  • @birajakumarbarik3038
    @birajakumarbarik303821 күн бұрын

    ଯାଜପୁର ରେ ସରକାରୀ ବସ ଟାର୍ମିନାଲ ଟେ ଆଜିପ୍ରଯନ୍ତ ହୋଇପାରିଲା ନାହିଁ ଏହା ଓଡିଶା ରେ ବିରଳ ଘଟଣା

  • @manojroutray4400
    @manojroutray440017 күн бұрын

    Prasasan dai Yete Kala pare Ma ku tame harei dela?

  • @digambarsamal215
    @digambarsamal21512 күн бұрын

    Kia rohuthila sethi kuha ta.

  • @abhiramdas9561
    @abhiramdas956122 күн бұрын

    Kusuma kana Pani Rs -50 tiket mucipalty kete tank nanti.99 year nilam kaha namare

  • @arupsahooisabtsloveer5606
    @arupsahooisabtsloveer560622 күн бұрын

    Agrs tivi balaku bade

  • @ramakantatripathy
    @ramakantatripathy21 күн бұрын

    full of corruption in jajpur town. play area changed , new construction came. why changed. need cbi investigation

  • @user-hj1yl6ch2h
    @user-hj1yl6ch2h22 күн бұрын

    Right.

  • @user-ii8cb1vq5b
    @user-ii8cb1vq5b16 күн бұрын

    Sabupramana aurgus ku pachara janiparibu

  • @kalyanpanda5885
    @kalyanpanda588522 күн бұрын

    ବବି ବାବୁ ଉତ୍ତର ଦେବାକୁ ଡରୁଛନ୍ତି କାହିଁକି?ଯାହା ଆପଣ କହିଲେ ସେ ତ କହିପାରିଥାନ୍ତେ..

  • @SanjayBehera-uf6vx
    @SanjayBehera-uf6vx22 күн бұрын

  • @Narmada-s3y
    @Narmada-s3y19 күн бұрын

    Lutu ku jail re pura😮😮😮

  • @prasantakumarnayak5298
    @prasantakumarnayak529821 күн бұрын

    କେତେ ସରକାରୀ ପଇସା ଲୁଟିଛ ସେ କଥା କୁହନ୍ତୁ

  • @Prakash-sw3kn
    @Prakash-sw3kn22 күн бұрын

    Ae ta bjd chora

  • @dibyajyotiray4263
    @dibyajyotiray426322 күн бұрын

    Chitalo Degree Mohavidyalya Damage kala kia?

  • @golokbiharipradhan9175
    @golokbiharipradhan917521 күн бұрын

    My question is to you please tell me who is owner of Kusuma cottages who has kept the keys of cottages

  • @giridharinandayes6491
    @giridharinandayes649121 күн бұрын

    ଯେତେବିକାଶସେତେଲାଭ

  • @kalyanpanda5885
    @kalyanpanda588522 күн бұрын

    ଚାମଚା ଭଳି ଦେଖାଯାଉଛି

  • @diptisatpathy2799
    @diptisatpathy279916 күн бұрын

    Bahut bhala bjp bala khali goda taniba janichanti

  • @DilipKumar-by5yz
    @DilipKumar-by5yz17 күн бұрын

    ବବି ଭାଇକ ପଶାଗୁଡା

  • @jagannathamahapatra9513
    @jagannathamahapatra951322 күн бұрын

    Sir apana janiba uchit , Jajapur jilare kounasi kama ra purnagna nahi.

  • @DilipKumar-by5yz
    @DilipKumar-by5yz22 күн бұрын

    ଜାଜପୁର ର ବିକାଶ ହୋଇନି ଜାହୋଇଚି ନେତାମାନକର ହୋଇଚି ଆଊ ବବିର ହୋଇଚି

  • @SipunSahoo-ng1rb

    @SipunSahoo-ng1rb

    22 күн бұрын

    Right 👍

  • @gangadharpatra8104
    @gangadharpatra810419 күн бұрын

    Jaipur loka kn pain tumaku hareile

  • @pradeepkumarjena4162
    @pradeepkumarjena416222 күн бұрын

    ଭଲଭାବରେ କରନ୍ତି ବବିଦାସ ପଇସା କିଏ ଦେଉଛନ୍ତି ଜିଲ୍ଲା ପାଳ କଂ ପାଖରେ ସେ ଖବର ନାହିଁ ତୁମେ ବିଧାୟକ କଣ କରନ୍ତି ସବୁ ଜଣା ଭୁବନେଶ୍ୱର ରେ କୁଟାର୍ କଣ ହେଇଥ୍ଲା ଲା ବବିଦାସ ର ପୁଷା କୁକୁର

  • @piyushrajkumar15
    @piyushrajkumar1516 күн бұрын

    ଏବେ କେତେ ଟଙ୍କା ଖର୍ଚ୍ଚ ହେଇଛି କହୁନୁ କୋଉଠୁ ଆସିଲା. ତତେ କେତେ ମିଳିଛି କହୁନୁ. କୁସୁମା କଣ ତମ ବୋପା ସମ୍ପତ୍ତି କି?

  • @nirmlyakumar675
    @nirmlyakumar67521 күн бұрын

    ସଳା ଚୋର

  • @Yoomood09
    @Yoomood0922 күн бұрын

    Kete khaichhu kaha baby dash kakharu.

  • @rajendraram7418
    @rajendraram741822 күн бұрын

    Tathya bhitka katha kahiba thik.ajikali kichhi na jani bivinna katha kahuchhanti.

  • @abhiramdas9561
    @abhiramdas956122 күн бұрын

    Jajtikeshari nka photo kanhi phot bjd father

  • @kailashbarik8132
    @kailashbarik813222 күн бұрын

    ମହାପାତ୍ର ମହାସୟ, ଯେତେ କହିଲେ ବି ଯାଜପୁର ସମେତ ଓଡ଼ିଶାର ଲୋକେ ଜାଣନ୍ତି । ବିଜେଡି ର କଳା ଶାସନ, ରଙ୍ଗ ଶାଳା କୁସୁମର କଳା କାରନାମା। ପାଣ୍ଡିଆ ଓଡ଼ିଶା ରୁ ଲିଚି ପଳେଇଲା କାହିଁକି ?

  • @sknuruddin7087
    @sknuruddin708721 күн бұрын

    Paesa asela keuthu ketetanka 9 ta beldeng relageache prakas karantu 9tA beldeng mein be vabakuhastAntarakarajaeachi ?

  • @durgacharandas7412
    @durgacharandas741222 күн бұрын

    Naire vai ethar tini panjiru gala.au kete michha kahiba

  • @manasroutray5987
    @manasroutray598722 күн бұрын

    What about Black Rose Ship case ?????

  • @ambarishswain3233
    @ambarishswain323322 күн бұрын

    Khatia Seba chalithila

  • @adhardhal9046
    @adhardhal904622 күн бұрын

    ଲୁଟୁ ଜଣେ ଛାଡ଼ନ୍ଦା ଖିଆ ନେତା

  • @gggamer5478
    @gggamer547822 күн бұрын

    ସରୋଜ ତମେ ସେ ରଙ୍ଗ ଶାଳ ରେ କଣ ପୋଛା ପୋଛି କରୁଥିଲ କି,,????❤❤❤❤

  • @trilochanlenka6726
    @trilochanlenka672621 күн бұрын

    To muhaku tika laje laguni

  • @dhananjaymishra5370
    @dhananjaymishra537021 күн бұрын

    ETA nungurata.

  • @sanjuktabehera7052
    @sanjuktabehera705222 күн бұрын

    ଯାଜପୁର ର ଉନ୍ନତି ବବି ଦାସ ଙ୍କ ପାଇଁ, ଅନ୍ୟ ଜିଲ୍ଲା ଅପେକ୍ଷା ଯାଜପୁର ରେ ବହୁତ ଉନ୍ନତି ହୋଇଛି।

  • @SanjulataRout-ll2rp

    @SanjulataRout-ll2rp

    22 күн бұрын

    Ghari Paisa 😢dei unnati karichanti

  • @soulkiller9197
    @soulkiller919722 күн бұрын

    Tume pa kahuthila krida bibhag ku dia jaichi ,aji micha dhara padigala boli kahucha loka rahibe.sata hauchi bada badua nka rahiba pai heichci public park milila tama rahiba au jajpur re jaga nathila jajpur re guest house pai..

  • @dibyajyotiray4263
    @dibyajyotiray426322 күн бұрын

    Chitalo College Kia karichila

  • @sarojde9808
    @sarojde980822 күн бұрын

    ଶଳା ତମ ବୋପା ପଇସା ରେ ବୋଧେ କରିଛ ...

  • @user-xw3tn7vs3x
    @user-xw3tn7vs3x18 күн бұрын

    Tadaanta helee saabu satya padaaku asiba, naa tumaa kathharee naa kahaa kathhare, asu tumee jeuun tathhya deuchha tahaa baseless. Kimba kichhi khhai bhata bhaali gapile kichhi labhaa naahin, jajpur baasi saabu jaanuchhanti,

Келесі